Тёмный

ଦିଦି ଫେରାଇଇଲେ.. ଯୋଗୀ ଭରସା ଦେଲେ ! | Mamata Banerjee | Min K. C Patra | Potato Supply | UP | OR 

Odisha Reporter
Подписаться 2,5 млн
Просмотров 569 тыс.
50% 1

ପଶ୍ଚିମବଙ୍ଗରୁ ଓଡିଶାକୁ ଆସୁଥିଲା ଆଳୁ ଗାଡି। ହଠାତ ଦିଦି ନିର୍ଦ୍ଦେଶ ଦେଲେ ଆଳୁ ଅନ୍ୟ ରାଜ୍ୟକୁ ଯିବ ନାହିଁ। ଆଉ ଏ ହେଉଛି ତାପରର ଦୃଶ୍ୟ। ଓଡିଶା-ପଶ୍ଚିମବଙ୍ଗ ସୀମା ବାଲେଶ୍ବର ଜିଲ୍ଲା ଲକ୍ଷ୍ମଣନାଥ ଟୋଲଗେଟରେ ଆଳୁ ଗାଡି ଦୀର୍ଘ ସମୟ ଛିଡା ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏସମସ୍ତ ଗାଡି ଓଡିଶା ଓ ଆନ୍ଧ୍ରକୁ ଯିବା ବଦଳରେ ପୁଣି ନିଜ ରାଜ୍ୟକୁ ଫେରି ଯାଉଛି। ଆଳୁ ପାଇଁ ପଡୋଶୀ ପଶ୍ଚିମ ବଙ୍ଗ ଉପରେ ଓଡିଶା ଅଧିକ ନିର୍ଭର କରିଥାଏ। ଏଇ ବାଟ ଦେଇ ପ୍ରତିଦିନ ଶହ ଶହ ଆଳୁ ଟ୍ରକ ଓଡିଶାକୁ ଆସେ.. କିନ୍ତୁ ଗୁରୁବାର ରାତିରୁ ଏମିତି ଧାଡି କି ଧାଡି ଠିଆ ହୋଇଛି ଆଳୁ ବୋଝେଇ ଟ୍ରକ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RU-vid: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #patato #patatoscarcity #odisha #OdishaGovt #OdishaReporter

Опубликовано:

 

16 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 889   
@trilochankhuntia979
@trilochankhuntia979 2 месяца назад
କିଛି କଥା ନାହିଁ। ଏହା ସବୁଦିନ ପାଇଁ ବନ୍ଦ କରିପାରିବେ କି ବଙ୍ଗଳା ସରକାର ? ଓଡ଼ିଶା ସରକାର ପିଆଜ, ଆଳୁ ଇତ୍ୟାଦି ଚାଷ ପାଇଁ ପ୍ରୋତ୍ସାହନ ବି ଦେବା ଦରକାର।
@diptiranjanpradhan9433
@diptiranjanpradhan9433 2 месяца назад
ଗୁଡ୍ suggestion
@odia7855
@odia7855 2 месяца назад
Right
@ramsaymarndi6630
@ramsaymarndi6630 2 месяца назад
Tu magiha ke Bengalio saharaku bepara lagi asuchhu mu dekhuchhi
@BhajaharidasDas-h6u
@BhajaharidasDas-h6u 2 месяца назад
Gote nikama govt 24 yrs rahila keteta cold store kala je odissa farmer kouthi rakhibe
@sarajusethi4575
@sarajusethi4575 2 месяца назад
Government should take necessary action
@sumanapradhanChiku1999
@sumanapradhanChiku1999 2 месяца назад
ଓଡ଼ିଶାରେ ଯେତେ ବଙ୍ଗାଳୀ ରାଜମିସ୍ତ୍ରୀ ଅଛନ୍ତି ସମସ୍ତଙ୍କୁ ବାହାର କରାଯାଉ
@narendraparida4522
@narendraparida4522 2 месяца назад
ଓଡ଼ିଆ ମିସ୍ତିରି ପଟି ମାରିଦେବେ
@RupasBehera
@RupasBehera 2 месяца назад
Right
@BonyNahak
@BonyNahak 2 месяца назад
Are bhai amo odisha loko b wb re achanti tame jemiti tanku treat kariba semane b amo odianku treat karibe jesaku tesa janicha ti
@rajendraram7418
@rajendraram7418 2 месяца назад
Tume asa ama ghare majuri lagiba.
@mamunisutar4776
@mamunisutar4776 2 месяца назад
Odia mistrinka tharu bangali mistrinka kama bhala
@Nehru-meher
@Nehru-meher 2 месяца назад
ଓଡ଼ିଶାରେ ବହୁତ ବଙ୍ଗାଳି ବ୍ୟବସାୟୀ,କାରିଗର,ଫେରିବାଲା ଅଛନ୍ତି ସେମାନଙ୍କୁ ଓଡ଼ିଶାରୁ ବେନ କରାଯାଉ
@papipanda4263
@papipanda4263 2 месяца назад
Au,, Calcutta kete odia ,,,janichha ta,,,3 guna
@brajakishorepadhi4022
@brajakishorepadhi4022 2 месяца назад
ନାଁ ରେ ବାବା ବହୁତ ଓଡିଆ ବଂଗାଳୀ ବାଡିରେ କାମ କରି ପରିବାର ଚଳଉଛନ୍ତି। ଅନ୍ୟ ବାଟ ରାଜ୍ଯ ସରକାର ଖୋଜୁ। ମୋ ମତରେ ଉତ୍ତର ପ୍ରଦେଶ ରୁ ସବୁଦିନ ଆଣିଲେ ଭଲ ମହଂଗା ଟିକେ ହେବ। କିନ୍ତୁ ପଶ୍ଚିମବଙ୍ଗ ଚାଷୀ ମମତା ବିଆ ଫାଡି ଦେବେ।
@odishatourist523
@odishatourist523 2 месяца назад
Thiki katha....odisha ru bangali nku..tadipara Kariba darkar
@AYOKOLE
@AYOKOLE 2 месяца назад
WB feriwala ku kheda jau
@maheswarparihari5189
@maheswarparihari5189 2 месяца назад
@@Nehru-meher ଭୁଲ୍ କଥା
@Katak_Dk
@Katak_Dk 2 месяца назад
ସରକାର UP ରୁ ଟ୍ରେନ ରେ ଆଳୁ ଆନତୁ
@Mantubhesra
@Mantubhesra 2 месяца назад
@@Katak_Dk right
@kantha9552
@kantha9552 2 месяца назад
​@@Mantubhesra sabu bangali ku bida kariba
@aradhyadigital
@aradhyadigital 2 месяца назад
ବଙ୍ଗାଳୀ ମାନଙ୍କୁ ଓଡ଼ିଶାରେ ପୁରେଇ ଦେବା କଥା ନୁହେ
@TheLifeVibes
@TheLifeVibes 2 месяца назад
ଶାଗ ଭଜା ଶୁଖୁଆ ପୋଡ଼ା ଜିନ୍ଦାବାଦ
@kumarbapi7542
@kumarbapi7542 2 месяца назад
ମୋର ପ୍ରିୟ ଖାଦ୍ୟ
@bhagatff9029
@bhagatff9029 2 месяца назад
😂😂😂😂
@chudamaniping7422
@chudamaniping7422 2 месяца назад
ଆଲୁ ଖାଆନ୍ତୁ ନାହିଁ, ଡାଇବେଟିସ କମିବ।
@pramodbehera4248
@pramodbehera4248 2 месяца назад
Mamata ଦିଦି ଖାଲି କନ କନ ହଉଚି ତାକୁ ବୁଷ୍ଟର doj ଦରକାର ହଉଚି 😂😂😂
@subashpradhan3586
@subashpradhan3586 2 месяца назад
ନବୀନ ର ଆଳୁ ମିଶନ ଯୋଗୁଁ ଏପରି ଅସୁବିଧା । ନବୀନ ର କୃଷି କର୍ମଣ ପୁରସ୍କାର ଗଲା କୁଆଡ଼େ , ନିର୍ଲଜ ଭାବରେ ପ୍ରଶ୍ନ ଉଠାଉ ଛନ୍ତି ,।
@pratapchandramahanand1405
@pratapchandramahanand1405 2 месяца назад
Na Bhai, BJD harilaru alu mission band hoi gala. Nahe mission thila.
@subashpradhan3586
@subashpradhan3586 2 месяца назад
@@pratapchandramahanand1405କେତୋଟି ଶୀତଳ ଭଣ୍ଡାର କରିଛି BJD , ସେଥି ପାଇଁ ଏଇଟା ହେଉଛି
@kunapradhan2627
@kunapradhan2627 2 месяца назад
ଚାଷ କରିବନି ସିତଳ ଭଣ୍ଡାର ବାଳ ହବ
@siu1986-yv5kp
@siu1986-yv5kp 2 месяца назад
​@@kunapradhan2627ଚାଷୀ କଲେ କୋଉଠି ରଖିବ?😂😂
@santoshsahu-yu2eo
@santoshsahu-yu2eo 2 месяца назад
Sital bhandar center hato re rahuchi modi tax upare tax pakeiki paisa khaibo aau athi bjp amoro Jo neta katha pade kahibaro sahas nahi sahas asibo kuadu murkha gosthi bjp
@champamalik2033
@champamalik2033 2 месяца назад
ଶୀତଳ ଭଣ୍ଡାର ରାଜ୍ୟରେ ଆବଶ୍ୟକ ପରି ମାଣ ର। କରାଯାଉ।
@BhubaneswarBehera-nr8ir
@BhubaneswarBehera-nr8ir 2 месяца назад
ଦିଦି ଆଳୁ ଦେବାପାଇଁ ଯଦି ଏତେ ପଡୁଛି, ତମ ବଙ୍ଗାଳିମାନଙ୍କୁ ଓଡିଶାରୁ ନେଉନା କେତେ ପାଣି ଅଛି ଆମେଦେଖିବୁ..
@earthisbeautiful2527
@earthisbeautiful2527 2 месяца назад
Pura thik
@netranetra4111
@netranetra4111 2 месяца назад
ଓଡ଼ିଶାର ଲୋକଙ୍କୁ ନବୀନ୍ ବାବୁ ଆଗରୁ ପଙ୍ଗୁ କରି ଦେଇଛି ସେଥିପାଇଁ ଆଜି ଏ ଅବସ୍ଥା
@kunapradhan2627
@kunapradhan2627 2 месяца назад
କାଇଁ ତୁମେ ଚାଷ କରିଲନି ତୁମକୁ ବି ପଙ୍ଗୁ କରିଦେଇଥିଲେ ସବୁ ଚାକିରି ଖୋଜିବ ତ ଏୟା ହବ
@bloggerpratyus6215
@bloggerpratyus6215 2 месяца назад
​@@kunapradhan2627Kain tu ete gyana dau6u tu kete chasa kari dau6u..
@srriaz6543
@srriaz6543 2 месяца назад
Naveen Babu nuha modi Odisha lokanku pangu karichi
@kunapradhan2627
@kunapradhan2627 2 месяца назад
ଆସିଲେ ଦେଖିବୁ
@bibhuprasadjena2346
@bibhuprasadjena2346 2 месяца назад
କୁକୁର ର ପରିଚୟ ଦାଇଦେଲୁ ତୁ
@Birendranayak-i2i
@Birendranayak-i2i 2 месяца назад
ଦିଦି ଯୋଉ ପ୍ରକାର ଖେଳ ଖେଳୁଛି ଖେଳୁ,,,, କିନ୍ତୁ ଓଡ଼ିଶା ରେ BJP ର ସୁଶାସନ ଓଡ଼ିଶା ର ବିକାଶ ମାଧ୍ୟମ ରେ ବେଙ୍ଗଲ ରେ BJP ସରକାର ଗଢ଼ିବ 100% ଦିଦି ଯଦି ସୁଧୁରି ଗଲା ତା ହେଲେ,,,,
@ratikantanaik7183
@ratikantanaik7183 2 месяца назад
Su-shashan 😂😂😂.... Sabu party same. Ok
@tusarpanda5148
@tusarpanda5148 2 месяца назад
Bengal re Hindu papulation 60percent.BJP ketebele aashibani
@tnanda1432
@tnanda1432 2 месяца назад
ନା ନା ଗୋରୁଗାଈ ଗାଡି ବନ୍ଦ କରି ଦେଲେ, ବିଜେପିର, ସେଥିପାଇଁ ରାଗରେ ଦାନ୍ତ କାମୁଡି ପକଉଚି ମମତାବାନୁ
@AnantaBhue-l6r
@AnantaBhue-l6r 2 месяца назад
Jay bjd
@kishorechandraroutray4967
@kishorechandraroutray4967 2 месяца назад
​@@tusarpanda5148bengal 60 % hindu seriously 😂😂😂 laguchi bengal ra demographic kemeti change heuchi tamaku bodhe dekha jauni ki dekhibaku chahuna. Aou 5 barsha apekhya kara kemti bengali hindus mane tada khaiki odisha pasi asibe nija akhire dekhiba.
@chandrapanda7222
@chandrapanda7222 2 месяца назад
ପ୍ରଭୁ ଜଗନ୍ନାଥ ଙ୍କ ଉପରେ ଭରଷା ରଖି, ଆଳୁ ଖାଇବା କେତେ ଦିନ ଓଡିଶା ବାସି ବନ୍ଦ କରି ଦିଅନ୍ତୁ
@HareKrushna-f3d
@HareKrushna-f3d 2 месяца назад
ସବୁ ନବୀନଙ୍କ କୌଷଳ,ନବିନ ବାବୁ B J D ଫେଲ୍ ମୋଦିଙ୍କୁ ମମତା ଭଲ ପାଏନି ଓଡିଶାରେ B J P ସରକାର ସେଥିରୁ ଜାହା ଓଡିଶା ବାସୀ ବିଚାର କର ଅତି ଶିଘ୍ର ନବୀନ ଦଳରୁ ସବୁ ଓଡ଼ିଆ ବିଧାୟକ ମାନେ ଦଳ ତ୍ୟାଗ କର,ନହେଲେ ମହା ବିପଦକୁ ସମସ୍ତେ ଚାଲିଯିବ ।
@pramodpradhan8792
@pramodpradhan8792 2 месяца назад
Ur right sir
@Akashrout786
@Akashrout786 2 месяца назад
AIIMS hospita ban କରାଯାଉ ବେଙ୍ଗଲି ମନଙ୍କୁ,like kara bhai mane.
@SupportIndia-b1d
@SupportIndia-b1d 2 месяца назад
ଓଡ଼ିଶା ରେ ବଙ୍ଗାଳୀ ମାନେ ଗାଆଁ ଗାଆଁ ରେ କୁଲି କାମ କରୁଛନ୍ତି ମୋର ଓଡ଼ିଆ ଭାଇ ମାନଙ୍କୁ ଅନୁରୋଧ ଯୋଉଠି ବଙ୍ଗାଳୀ ଦେଖିବେ ପୁରା ଭରପୂର ମାଡ଼ ଦେଇ ଦେବେ ଆଉ ଆମ ଓଡ଼ିଶାଠୁ ବାହାର କରି ଦବା 🙏
@therealgentelman643
@therealgentelman643 2 месяца назад
Thik
@pankajkumarmohanta557
@pankajkumarmohanta557 2 месяца назад
Thik
@PurandharSagria-wy1dt
@PurandharSagria-wy1dt 2 месяца назад
ଠିକ୍ କଥା
@jitendriyaswain3198
@jitendriyaswain3198 2 месяца назад
Yes
@Economics365
@Economics365 2 месяца назад
If same happened with odias in West Bengal?
@liteshkumar2496
@liteshkumar2496 2 месяца назад
ମମତା ବାନାର୍ଜୀ ବିଜେପି ର ଘୋର ବିରୋଧୀ ଓଡିଶା ରେ ବିଜେପି ସରକାର ବନିଗଲା ନା ଦିଦି ର ଖାଲି ଜଳି ଯାଉଛି 🤣
@ashishkumarmaharana143
@ashishkumarmaharana143 2 месяца назад
Mamata Au Nabin Bhai Bhauni , Bhai Harigola Seithi Pain Aisabu
@aniltarai9892
@aniltarai9892 2 месяца назад
@@liteshkumar2496 bahut bhala emiti darkar bjp ra kukura manaku ..
@SRTechGuide
@SRTechGuide 2 месяца назад
​@@aniltarai9892tu BJD ra kukura kire
@DiptiLataNayak-x6n
@DiptiLataNayak-x6n 2 месяца назад
You are right
@liteshkumar2496
@liteshkumar2496 2 месяца назад
@@aniltarai9892 ଏଥିରେ ନେତା ମାନଙ୍କ କିଛି କ୍ଷତି ନାହଁ ଏମିତି ରାଜନୀତି ରେ କେବଳ ସାଧାରଣ ଲୋକ ଅସୁବିଧା ଭୋଗୁଛନ୍ତି
@prasannasamal9846
@prasannasamal9846 2 месяца назад
ମାଛ ଗାଡି ବନ୍ଦ ହେଲେ ବଳେ ଆଳୁ ଗାଡି ଆସିବ ଆନ୍ଧ୍ର ମାଛ ଅଣ୍ଡା ଗାଡି ଅତିଶୀଘ୍ର ବନ୍ଦ କରାଯାଉ
@BhubaneswarBehera-nr8ir
@BhubaneswarBehera-nr8ir 2 месяца назад
ସରକାର ପ୍ରତି ପଞ୍ଚାୟତ ରେ cool stor କରନ୍ତୁ ଆଗାମୀଦିନରେ ବଙ୍ଗାଳି ଆଳୁ ଆବଶ୍ୟକ ପଡିବନାହିଁ 🙏
@sanjibsa5151
@sanjibsa5151 2 месяца назад
Sata
@utkalentertainment3696
@utkalentertainment3696 2 месяца назад
Odisha govt aloo bihana Dela Chasa kariba pai hele emane sei aloo bihana Ku dhoi ki bhajiki khaidele....sarkar Kariba kn?
@ajayjena6818
@ajayjena6818 2 месяца назад
ଓଡ଼ିଶା ରେ ବଙ୍ଗାଳୀ ମାନଙ୍କ ହୋଟେଲ ।ପୁରୀ ରେ ବନ୍ଦ କରିବା ଦରକାର
@bibeklifevlog
@bibeklifevlog 2 месяца назад
Right
@PrakashKumarDas-c8y
@PrakashKumarDas-c8y 2 месяца назад
Bhai ye sala bangali engrej sasan samayare purira bahuta jaga madibasichanti kintu a prati kehi drusti daunahnanti 😢
@trilochanlenka6726
@trilochanlenka6726 2 месяца назад
Right 👍
@BikashDas-vn4xb
@BikashDas-vn4xb 2 месяца назад
ଏ ଅବସ୍ଥା ପ୍ରତିବର୍ଷ ହେଉଛି। କିନ୍ତୁ ଆମର ଯ ଉ ପୂର୍ବ ସରକାର ର ଆଳୁ ମିଶନ କୁଆଡେ ଗଲା। କେତେଟା କୋଲ୍ଡ ଷ୍ଟୋର କରିଥିଲେ ଆଉ କେତେ ଆଳୁ ଷ୍ଟକ୍ ରଖିଛନ୍ତି ।
@MINIMOTIVATION6242
@MINIMOTIVATION6242 2 месяца назад
ତାହେଲେ ତାଙ୍କ ରାଜ୍ୟ ରୁ ଆସୁଥିବା ଲୋକଙ୍କୁ ଜଗନ୍ନାଥଙ୍କ ଦର୍ଶନ ରୁ ବଞ୍ଚିତ କରାଯାଉ।।
@jagannathchuhan
@jagannathchuhan 2 месяца назад
ପାଗଳ ପରି ଆପଣଂକ ମତ... ଠାକୁର ଦର୍ଶନ କରିବାକୁ କାହାକୁ ରୋକ୍ କରାଇଯାଇପାରିବ ନାହିଁ l
@MINIMOTIVATION6242
@MINIMOTIVATION6242 2 месяца назад
@@jagannathchuhan ଭାଈ ବୁଝିଲ ନା, ରାଜନୈତିକ ଆକ୍ରୋଶ ରଖିକି ଏ ସବୁ କରାଯାଉଛି। ଯଦି news ଦେଖୁନ ତାହେଲେ ଦେଖ କଣ ଚାଲିଛି, ତୁମ କ୍ରୀତଦାସ ଦଳ ଏବେ କଣ ସବୁ କରୁଛି, ଏ ସବୁତୁମ କ୍ରୀତଦାସ ଦଳ ର ଚାଲ୍ ଆମେ ଠିକ୍ ବୁଝିପାରୁଛୁ, ଆଉ ମନେରଖ ତୁମ ଦଳ ଜୀବନ ରେ ବି ଆଉ ଫେରିବନି।।
@ramakantagopal755
@ramakantagopal755 2 месяца назад
She Acting Hina People,We Odia People Great.All Bengali Brothers Are welcome to Odisha.jay Sri Jagannath.
@pujaswain3448
@pujaswain3448 2 месяца назад
Band kale amar loss .. tourist na asile development kemtibheba .....
@VIVEKODIA9938
@VIVEKODIA9938 2 месяца назад
ଦିଦି ଓଡିଶାକୁ ଆଳୁ ନ ଛାଡୁ ବଙ୍ଗାଳି ମାନଙ୍କୁ ଓଡିଶାରୁ ଓଡିଶା ରୁ ବାହାର କରାଯାଉ ଦେଖିବା ଦିଦି କଣ କରିବ
@Mr24811
@Mr24811 2 месяца назад
ବେଂଗଲ ଆଳୁ ନଦେଲେ କିଛି ଅସୁବିଧା ନାହିଁ ଆମ ନୂଆ ସରକାର ବର୍ଷା ଦିନ ଅଛି ସବୁ ଏମେଲେ ମାନେ ଓଡ଼ିଶା ରେ ଚାଷ କାମ କାଲି ଠାରୁ ଆରମ୍ଭ କରି ଆଳୁ ଓଡ଼ିଶା ବାସୀଙ୍କୁ ଯୋଗାଇଵେ ???
@banamalibehera8781
@banamalibehera8781 2 месяца назад
TAME TAANKU TIKIE SAHAJYA KARIBA JEMITI.
@bidyadharabehera2230
@bidyadharabehera2230 2 месяца назад
ମୋହନ ସାର ଆମକୁ ଅନୁମତି ଦିଅ ବଙ୍ଗାଳୀ ଜଗନ୍ନାଥଙ୍କ ଦର୍ଶନ ବନ୍ଦ କରିଦେବୁ
@nareshmishra930
@nareshmishra930 2 месяца назад
Emiti kale jagannath odisha re hin rahijibe
@binaygiri-yn8vb
@binaygiri-yn8vb 2 месяца назад
Amaku anumati dio ame truck band karideba
@Mr.Desi180
@Mr.Desi180 2 месяца назад
Gandu Puri Bala bangali ku luti chaluchanti ta gandi re dam achina
@user-px1it6th4x
@user-px1it6th4x 2 месяца назад
ବଙ୍ଗାଳୀ ଙ୍କୁ ଜଗନ୍ନାଥ ଦର୍ଶନ ବନ୍ଦ୍ କଲେ ଓଡ଼ିଶା ଭିକାରୀ ହେଇଯିବ ଓଡ଼ିଶା ପଇସା ଆଣିବ କୋଉଠୁ
@hrudayaranjan8217
@hrudayaranjan8217 2 месяца назад
ଯାଆମ ଭଲ କହୁଛ୍ ଜଗନ୍ନାଥ କଣ କଲିକିତାର​@@nareshmishra930
@lalitghosal1014
@lalitghosal1014 2 месяца назад
ଓଡ଼ିଶାରେ ଆଳୁ ଅମଳ କର ସବୁବେଳେ ଅନ୍ୟ ରାଜ୍ୟ ଉପରେ ଭରସା କାହିଁକି କରୁଛ।
@pradhanjitendra
@pradhanjitendra 2 месяца назад
କିଏ ଚାଷ କରିବ, ସବୁତ ପାଠ ପଢି ଇଞ୍ଜିନିଅର, ଡାକ୍ତର ହେବେ ଶିକ୍ଷିତ ଚାଷୀ ହେବାକୁ କିଏ ଚାହୁଁଚି
@sanjibnayak8445
@sanjibnayak8445 2 месяца назад
JAY HIND... ଭଲ. ଭଲ ଚିଟଫଣ୍ଡ ଚୁର୍. ଚିଟଫଣ୍ଡ ଖିଆ ରାକ୍ଷସ ନବୀନ୍ ବାବୁ ର ବହୁତ୍ ଭଲ ଚାଲ...! ଚିଟଫଣ୍ଡ ଚୁର୍. ଚିଟଫଣ୍ଡ ଖିଆ ରାକ୍ଷସ ନବୀନ୍ ବାବୁ ସହିତ ମମତା ର ପ୍ରେମ ସମ୍ପର୍କ.
@RupasBehera
@RupasBehera 2 месяца назад
Yes
@kamallochannayak9660
@kamallochannayak9660 2 месяца назад
CM Sir, Odisha Ku Alu Piaja Chasha Pain Praschahan Diantu .
@nakuldhal1007
@nakuldhal1007 2 месяца назад
ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଇଣ୍ଡି ଗଠ ବନ୍ଧନର ସବୁ ହିନ୍ଦୁ ବିରୋଧୀ ଦଳ ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ଓ ଓଡ଼ିଶାର ବିଜେପି ସରକାର କୁ ବଦନାମ କରିବାକୁ ମମତା ବେଗମ ମାଧ୍ୟମରେ ଚକ୍ରାନ୍ତ କରିଛନ୍ତି । ଓଡ଼ିଶାକୁ ନବୀନ ଓଡ଼ିଶା ବୋଲି କହୁଥିବା ବିଜେଡି ଦଳର ମୁଖ୍ୟ ନବୀନ ବାବୁ ମମତା ବେଗାମ୍ ଙ୍କ ଏହି ଅନୈତିକ କାର୍ଯ୍ୟକୁ ନିନ୍ଦା କରି ପାରିଲେ ନାହିଁ । କଂଗ୍ରେସ ବି ନିନ୍ଦା କରି ପାରିଲା ନାହିଁ । କାରଣ ଏମାନେ ଚାହାନ୍ତି ବେଙ୍ଗଲ ଓଡ଼ିଶାକୁ ଆଳୁ ନ ଦେଉ । ଯଦି ଓଡ଼ିଶାରେ ଆନ୍ଧ୍ରରୁ ବେଙ୍ଗଲ ଯାଉଥିବା ମାଛ ଓ ଅଣ୍ଡା ଗାଡ଼ିକୁ ରୋକି ଦିଆଯିବ ତେବେ ବିଜେଡି ଓ କଂଗ୍ରେସ ସମସ୍ତେ ରଡ଼ି ଛାଡ଼ିବେ । ଦୀର୍ଘ ପଚିଶ ବର୍ଷ ଶାସନରେ ରହି ମଧ୍ୟ ଆଳୁ ଓ ପିଆଜ ପାଇଁ ସରକାର କେବଳ କାଗଜ କଲମରେ ଯୋଜନା କରି କିଛି କରି ପାରିଲେ ନାହି । ତେଣୁ ସବୁଦିନ ପାଇଁ ବେଙ୍ଗଲ ଆଳୁକୁ ବନ୍ଦ କରି ଉତ୍ତର ପ୍ରଦେଶରୁ ଆଳୁ ଅଣାଗଲେ ଭବିଷ୍ୟତ ପାଇଁ ଭଲ ।
@gurucharanbarik7817
@gurucharanbarik7817 2 месяца назад
💯%✅👍👍👌👌❤️🙏
@RanjanMahanta-fd8kb
@RanjanMahanta-fd8kb 2 месяца назад
ଆଳୁ ରଖି ଥାଉ ସେଠୀ
@stuluachary
@stuluachary 2 месяца назад
ଓଡ଼ିଶା ସରକାର ଆନ୍ଧ୍ର ସରକାର ମଧ୍ୟ ବୁଢ଼ୀକୁ ମାଛ ଅଣ୍ଡା ଟ୍ରକ ବନ୍ଦ କରନ୍ତୁ
@pramodkumarsamal133
@pramodkumarsamal133 2 месяца назад
This is the plan between didi & Naveen babu
@balaramnayak7042
@balaramnayak7042 2 месяца назад
Odisha Govt should take necessary step to setupa adequate no of coldstore in our state & potato production asper our need.
@12thchschindi
@12thchschindi 2 месяца назад
It is very good decission of mamata,Itis time to grow more patato in odisha and store in cold store
@elizabehera6454
@elizabehera6454 2 месяца назад
Bengal ku ban kara jau.
@DasmuBhatra-zu1lk
@DasmuBhatra-zu1lk 2 месяца назад
Au kete Dina aloga State upore depend karuthibo odisha
@evaranipadhihari5868
@evaranipadhihari5868 2 месяца назад
BJD sarkar ଯୋଜନା ଯୋଜନା ଉପରେ ଯୋଜନା ନଙ୍କରି ଯଦି କୃଷି ଉପରେ important ଦେଇଥାନ୍ତେ ତାହାଲେ ମମତା ବାନାର୍ଜୀ ର ଭାଉ କାମ କରିନଥାନ୍ତା।
@PrakashKumar-ps5md
@PrakashKumar-ps5md 2 месяца назад
Are bhai mada counter kale vote miliba nau bjd jadi 100 sitala bhandara karithanta sethire kan vote paithanta na 24 year sasana kari parithanta😂😂
@rajeshmohantyindia
@rajeshmohantyindia 2 месяца назад
ଦୟାକରି ବଙ୍ଗ ବ୍ୟବସାୟୀ ଓ ଲୋକଙ୍କୁ ଓଡିଶା ବନ୍ଦ କରାଯାଉ ତୁରନ୍ତ.... ପୁରୀ ଆସିଲେ ପିଟ ସେମାନଙ୍କୁ... ମମତା ର ଦିଦି ପଣିଆ ଛାଡ଼ିଯିବ
@SaiAloksahoo
@SaiAloksahoo 2 месяца назад
It is time to analysing ourself to be self sufficient .
@chittaranjandeo1187
@chittaranjandeo1187 2 месяца назад
ଆଳୁ ଯେତେ କିଣୁଥିଲେ ତାର ଅଧା କିଣିବା ।ମୋହନ ସରକାର ଆପଣ ଶିତ୍ତଳ ଭଣ୍ଡାର ଓ ଜଳସେଚନ ବ୍ୟବସ୍ଥା କରନ୍ତୁ,ଆମେ ଓଡିଶାବାସି ଚାଷ କରିବାପାଇଁ ରେଡିଅଛୁ ।ଖାଲି ଆଳୁ କାହିଁକି ସବୁପ୍ରକାର କୃଷିଯାତ ଦ୍ରବ୍ୟରେ ସ୍ବାବଲମ୍ବି ହୋଇପାରିବ ।ମମତା ଦିଦି ଆଗରୁ ଚେତେଇ ଦେଇଛନ୍ତି,ଆମ ପାଇଁ ସ୍ବାଗତଯୋଗ୍ୟ ।
@dasarathibehera4530
@dasarathibehera4530 2 месяца назад
Odisa ru bangali loka ku bahar karntu
@user-px1it6th4x
@user-px1it6th4x 2 месяца назад
ସେମାନଙ୍କ ପାଇଁ ତ ଓଡ଼ିଶା ଚାଲୁଛି
@ajitkumarmehermeher6890
@ajitkumarmehermeher6890 2 месяца назад
ଓଡିଶା ଆଳୁ ଚାଷ କର
@sarojpanda8334
@sarojpanda8334 2 месяца назад
ମାଗଣାରେ ଚାଉଳ ଦେବା ବନ୍ଦ କରି ସରକାର ଚାଷ ଉପରେ ଗୁରୁତ୍ଵ ଦେବା ଦରକାର ଚାଷିମାନଙ୍କୁ ଉଚିତ୍ ସହାୟତା କରି
@pratapkumarsahu2472
@pratapkumarsahu2472 2 месяца назад
ଆନ୍ଧ୍ରା ରୁ ପଶ୍ଚିମ ବଙ୍ଗ ଆସୁଥିବା ମାଛ ଆଉ ଅଣ୍ଡା ଟ୍ରକ କୁ ବନ୍ଦ କରାଯାଉ
@AbhinKerketta-sh6xr
@AbhinKerketta-sh6xr 2 месяца назад
ଭାଇ ଆଳୁ ବିକ୍ରି ନହେଲେ ଓଡ଼ିଶା ଲୋକଙ୍କ କିଛି ଅସୁବିଧା ନାହିଁ। ବଂର ବଙ୍ଗାଳ ର ଲୋକ ବିକି ନ ପାରିଲେ ଆଳୁ ପଚିସଢି ଯିବ ସେଠାକାର ଚାଷୀ ଦିଦି କୁ ବର୍ଷିବେ🙏🙏😂😂
@SarojMahanta-vq6kz
@SarojMahanta-vq6kz 2 месяца назад
Sabu bangalinku odisharu bidakara
@susantakumarparida477
@susantakumarparida477 2 месяца назад
ହାରାମି BJD ଆଳୁ ମିଶନ କୁଆଡେ ଗଲା
@pareshsahoo7025
@pareshsahoo7025 2 месяца назад
Aiims ଆସି ପାରିବେନି ବଙ୍ଗାଳି badao ଶଳାଙ୍କୁ
@rabindrakumarrath2810
@rabindrakumarrath2810 2 месяца назад
Thik kathaa. Maagiha bangaali AIIMS re aada pakei Dina raati rahuchhanti.aama odia rogi hanta Santa heu hhanti.maagiha bangaali nku badei bida karaaajiba darkar
@pareshsahoo7025
@pareshsahoo7025 2 месяца назад
@@rabindrakumarrath2810 ଇଏ ଶଳା ମଧର୍ଛୋଦ୍ ଙ୍କୁ ବଡଓ ଯୋଉଠି ଦେଖିବ
@JituJuli
@JituJuli 2 месяца назад
Mohan sir anumati dele AME bangalinku baleswar ru Puri chhadibuni
@ashishashishmalik7475
@ashishashishmalik7475 2 месяца назад
ଦିଦି ତମ news ମତେ ପସନ୍ଦ ନୁହଁ 😂😂
@brajakishorepadhi4022
@brajakishorepadhi4022 2 месяца назад
ଦିର୍ଘ ୨୪ ବରଷ ନବୀନ ର ଅପାରଗତା ପାଇଁ
@tnanda1432
@tnanda1432 2 месяца назад
ଓଡ଼ିଶା ବାସି ଧର୍ଯ୍ୟହରା ନହୋଇ, ବଂଗାଳି ମିସ୍ତୀରୀ ମାନଙ୍କୁ କାମ ଦେବା ବନ୍ଦ କରିଦିଅନ୍ତୁ, ଆନ୍ଧ୍ରପ୍ରଦେଶ, ମାଛ ବନ୍ଦ ହେଲେ ଦିଦିଙ୍କର ମୁହଁ ଟାଣ ଭାଙ୍ଗି ଯିବ, ଦେଶରୁ ଅଲଗାହୋଇ ଶାସନ କରିବା ସ୍ୱପ୍ନ ଭାଙ୍ଗି ଯିବ
@sureshchandradash6900
@sureshchandradash6900 2 месяца назад
ଓଡିଶା ସରକାର ଦିଦିଙ୍କୁ ସବୁଦିଗରୁ ଯଥାଶୀଘ୍ର ସନ୍ଧି ଦିଅନ୍ତୁ. ଯେତିକି ଆଳୁ ଅଛି ଦୟାକରି ସରକାର କଂଟ୍ରୋଲ କରି, ସରକାରଙ୍କ ମାଧ୍ୟମରେ ଯୋଗାଇଲେ ଜନସାଧାରଣ ଉପକୃତ ହୁଅନ୍ତେ.
@biswalshow984
@biswalshow984 2 месяца назад
Mu aji gote bangali ku bahe badeichi
@chesta197
@chesta197 2 месяца назад
Kouthi maw😂
@rinkyandramesh
@rinkyandramesh 2 месяца назад
Very good
@Sibaram12370
@Sibaram12370 2 месяца назад
ଗାଡ଼ି ରହି ଗଲେ କେତେ ଅବସ୍ଥା ବୁଝିପାରୁଛ
@prananathpati9976
@prananathpati9976 2 месяца назад
ଏଇ ଶଳା ନବୀନ ପାଣ୍ଡିଆ ମମତା ବାନାର୍ଜୀ କୁ କହି ଆଳୁ ବନ୍ଦ କରିଛନ୍ତି। ମୋହନ ମାଝି ପାଣ୍ଡିଆ କୁ ଗିରଫ କରୁନି କାହିଁକି? ସେଇଟା ନବୀନ ଘରେ ଲୁଚି ରହି ଗୋଟେ ପରେ ଗୋଟେ ଷଡଯନ୍ତ୍ର କରିବ। କ୍ଷମତା ଗଲା ପରେ ନବୀନ ପଟ୍ଟନାୟକ ର ନିଶା ଖସି ଯାଇଛି। କ୍ଷମତା ପାଇଁ ଖାଲି ବାଉଳା ହେଉଛି।
@Pkcom37
@Pkcom37 2 месяца назад
ଆଳୁ ନହେଉ ଅମାର ଦେଶୀ ଆଳୁ ଅଛି କେତେ ଦିନ ରଖିବ ମମତା ବାନୁ ଦେଖିବା ତାଙ୍କ ଚାଷୀ ସବୁ ମାରିବେ
@pradyumnasahoo467
@pradyumnasahoo467 2 месяца назад
Odisha ru bangali mananku bangala pathe dia
@pravatsethy8647
@pravatsethy8647 2 месяца назад
Centre should interfere in this matter
@gourangtripathi6668
@gourangtripathi6668 2 месяца назад
ଦାମ ରାଉତ କହିଥିଲେ ଆଳୁ ନଖାଇଲେ କଣ ଲୋକେ ମରିଯାଉଛନ୍ତି
@anantacharanpanda5889
@anantacharanpanda5889 2 месяца назад
ବଙ୍ଗାଳି ଜଗନ୍ନାଥ ଦର୍ଶନାର୍ଥିଙ୍କୁ ବାରଣ କରିବା ସହିତ ଓଡ଼ିଶା ଦେଇ ବଙ୍ଗଳାକୁ ଯାଉଥିବା ଆନ୍ଧ୍ରର ମାଛ, ଅଣ୍ଡା ଗାଡ଼ି ଗୁଡ଼ିକୁ ଅନୁମତି ନଦେବାକୁ ଅନୁରୋଧ। ତେବେ ଯାଇ ସମାସ୍ୟା ସମାଧାନ ହେବ ।
@rajendramajhi769
@rajendramajhi769 2 месяца назад
ଆମ ଓଡ଼ିଶାରେ ପ୍ରତି ପଞ୍ଚାୟତରେ କୋଲ୍ ଷ୍ଟୋର ତିଆରି କରାଯାଉ ସବୁ ସମାସ୍ୟାର ସମାଧାନ ହୋଇପାରିବ ପ୍ରତ୍ୟେକ ଚାଷୀ ଭାଇ ମାନେ ସବୁ ଚାଷ କରିବେ ଆମେ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବା ନାହିଁ
@prabhakarswar1226
@prabhakarswar1226 2 месяца назад
Stop supply of all material including Iron Ores and other materials to W. Bengal immediately.
@gourangmalla3995
@gourangmalla3995 2 месяца назад
ଶୀତଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉ।
@saratsahu6238
@saratsahu6238 2 месяца назад
Why not ban bengal alu for all time to come.
@deepakmohapatra931
@deepakmohapatra931 2 месяца назад
Bhala heichi
@biswajitpatra6699
@biswajitpatra6699 2 месяца назад
Odisha should cultivate potatoes.
@kanhucharanrout5221
@kanhucharanrout5221 2 месяца назад
ସେ ଶଳା ବଙ୍ଗାଳୀ ଙ୍କୁ ଓଡ଼ିଶାରେ ପୁରେଇ ଦବା କଥା ନୁହଁ ବିଶେଷ କରି ଜଗନ୍ନାଥ tample ରେ
@pareswarkhandayatray7627
@pareswarkhandayatray7627 2 месяца назад
Ehi hehuchi Nabina Patnaik ra kathasadi🎉🎉
@rameshkumardas5680
@rameshkumardas5680 2 месяца назад
ଓଡ଼ିଶା ରୁ ଧାନ ଯିବନି
@chittaranjankanhar7991
@chittaranjankanhar7991 2 месяца назад
ସବୁ ବଙ୍ଗାଳି ମାନଙ୍କୁ ଓଡ଼ିଶା ରୁ ତୋଡ଼ି ଦିୟା ଯାଉ,
@marutimahanta6181
@marutimahanta6181 2 месяца назад
ମୋହନ ମାଝୀ ର ରାଜନୀତି ସବୁ ବଦଳିବ ପରା ସବୁ ବଦଳି ଗଲା ବେଳେ ଏହି ଆଳୁ ବିଚରା କାହିଁକି ରହିବ। ଓଡ଼ିଶା ରୁ ଆଳୁ ସଲା ପରେ ଆଳୁକୁ ଆଉ ଏକ ନୂଆ ନାଁ ରେ ମଗେଇବେ । ଖାଲି ଅପେକ୍ଷା କର ମୋହନ sir କଣ ନାଁ ରଖୁଛନ୍ତି ଆଉ କେବେ ମଗୌଛନ୍ତି ।
@NirakarSamantarai-db2mr
@NirakarSamantarai-db2mr 2 месяца назад
ଭୁତ ଓ ଗୁଣିଆ ଜଣେ. ଚିଠି ଲେଖିବା ଏକ ଷଡଯନ୍ତ୍ର.
@tukunsabar1994
@tukunsabar1994 2 месяца назад
Buda nabin ra alu mission kuade gala
@adarshkumarmeher4316
@adarshkumarmeher4316 2 месяца назад
Prati gramare sitalbhandra Kara au benal ku adha rate re alu bika
@JayramSanta-b9j
@JayramSanta-b9j 2 месяца назад
ଆଳୁ ନ ମିଳିଲେ ନାହିଁ ଆମେ ଅଲଗା ଶାଗ ଖାଇବା 😅
@pratapchandramahanand1405
@pratapchandramahanand1405 2 месяца назад
Yes, pure odia
@sukuramsingh3808
@sukuramsingh3808 2 месяца назад
ଆଳୁ ଖାଇ ବା ପାଇଁ ସବୁ ପେଳୁ 😂😂😂
@GaganSamantaray-kl2cp
@GaganSamantaray-kl2cp 2 месяца назад
Now the govrt should open cold stores in every block
@mr.sunilsethi829
@mr.sunilsethi829 2 месяца назад
ଖାଲି ଆଳୁ ଅଛି, ଆଉ ଆଳୁ ହିଁ ରହିବ 😂😂😂😂😂😂ଖାଲି ତ ଆଳୁ....... ତମେ ବି ଆଳୁ କରିବ
@sanjaysenapati4379
@sanjaysenapati4379 2 месяца назад
Clear massage
@suryakantamohanty8276
@suryakantamohanty8276 2 месяца назад
କଦଳୀ ଆଉ ମାଛ ଯାଉଥିବା ଆନ୍ଧ୍ର ଟ୍ରକ୍ ରୋକାଯାଇ
@debabratamohapatra9281
@debabratamohapatra9281 2 месяца назад
ଆନ୍ଧ୍ର ରୁ ଯେତିକି ମାଛ ଟ୍ରକ୍ ବେଙ୍ଗଲ ଯାଉଛି, ଅଟକେଇଦିଅ, ବଙ୍ଗାଳୀ ପୁରା size ହେଇଯିବେ |
@yezdani2000
@yezdani2000 2 месяца назад
ପାହାଡି ଆଳୁ {ମିଠା ଆଳୁ }ଉତ୍ତରପ୍ରଦେଶ ରୁ ଆସିବ!
@SOUMYARANJANSAHOO-x4u
@SOUMYARANJANSAHOO-x4u 2 месяца назад
ଓଡିଶା ର ଗଞ୍ଜେଇ କଲିକତା କୁ ଜମା ଛାଡନି
@avpati2
@avpati2 2 месяца назад
ବର୍ତମାନ କେନ୍ଦ୍ର ଖାଦ୍ୟ ସୁରକ୍ଷା ଆଇନ୍ ରେ ପରିବର୍ତନ କରିବା ଅତି ଆବଶ୍ୟକ ହେଇଗଲାଣି। ଓଡ଼ିଶା ପରି ଖାଉଟି ରାଜ୍ୟମାନଙ୍କୁ ପଶ୍ଚିମବଙ୍ଗ ପରି ଉତ୍ପାଦକ ରଜ୍ୟମାନେ ବ୍ଲାକମେଲ୍ କରୁଛନ୍ତି। କେନ୍ଦ୍ର ସରକାରଙ୍କୁ ତୁରନ୍ତ ଓଡ଼ିଶା ପରି ରାଜ୍ୟମାନଙ୍କୁ ସାହାଯ୍ୟ ସହଯୋଗ ଦବା ଦରକାର
@chandankumarsantara8289
@chandankumarsantara8289 2 месяца назад
ସେକଥା ସମସ୍ତେ ଜାଣିଛନ୍ତି କିଏ ହିନ ରାଜନୀତି କରୁଛି ।୨୪ ବର୍ଷର ସରକାର କଣ କରିପାରିନି ସେକଥା ସମସ୍ତେ ଜାଣି ବି ଚୁପ୍ କିନ୍ତୁ ୨ ମାସର ସରକାର ଠୁ ୨୪ ବର୍ଷର ସରକାର ଯାହା କରିପାରିନି ତାହା ଆଶା କରିବା ନିହାତି ହାସ୍ୟାସ୍ପଦ।
@susantapanda1634
@susantapanda1634 2 месяца назад
Jogi baba jindabad
@maheswarparihari5189
@maheswarparihari5189 2 месяца назад
ଦିଦି ର ବର୍ତ୍ତମାନ ପାଣି ଉଚ୍ଚୋଲିଚି,ପାଣି ସୁଖିଗଲେ ଗଲୁମରିଯିବ
@uttamsahoo6624
@uttamsahoo6624 2 месяца назад
ସବୁ ବାଳ ଉପଡ଼ିଦେବେ ବିଜେପି ବାଲା।
@rabindrakumarrath2810
@rabindrakumarrath2810 2 месяца назад
Tu jaai mamata gandi chate be salaa
@ramakantagopal755
@ramakantagopal755 2 месяца назад
Boycott West Bengal ALU if I are A Real Odia.This Is Politics Against Odisha yBJP Government.
@abhirambiswal4538
@abhirambiswal4538 2 месяца назад
Ready
@mayurdave3467
@mayurdave3467 2 месяца назад
This is the irony for Odisha state....inspite of having a Potato research institute in the state the state depends on other states for potatoes....
@nimayedas
@nimayedas 2 месяца назад
Jay Jagannath Swami Nayanpatha Game Bhaba Tume Jay Bharat Mata Ki Jay Modi Ji Jay Yogi 🙏🙏🙏
@narendraparida4522
@narendraparida4522 2 месяца назад
ଓଡିଶା ଲୋକ ଭୁଲି ଯାଉଛନ୍ତି କଲିକତା କାହାରି ଉପରେ ଭରସା କରୁନି ମୂର୍ଖାମି କଥା କହିବା ବନ୍ଦ କର
@tremendouspoweroflife7453
@tremendouspoweroflife7453 2 месяца назад
I request all odisha people and government self sufficient crops should be produce
@SOUMYARANJANSAHOO-x4u
@SOUMYARANJANSAHOO-x4u 2 месяца назад
ଓଡ଼ିଶା ଲୋକ ବିଜେପି କୁ ଭୋଟ ଦେଇ ଥିବାରୁ ଏହା ମମତା ବାନାର୍ଜୀ ର ଓଡ଼ିଶା ଲୋକ ଙ୍କୁ ଉପହାର ମମତା ବିଜେପି କି ଭୋଟ ଦିଅ ଆଳୁ କିଲୋ ୫୦ରେ କିଣ
@Beshracreator3700
@Beshracreator3700 2 месяца назад
BJP ku ghuna koru thiba mamata banarjee, poriman bohut khorap hebo,mamata khorap cm
@tutu26054
@tutu26054 2 месяца назад
Now time odisha people for depend own self. Govt should make cold store more and potato and other vegetables farming more produce in odisha.
@bijaybehera1725
@bijaybehera1725 2 месяца назад
Khela habe 😂😂😂😅😅😅😅😅😅
@ratnakardehuri3409
@ratnakardehuri3409 2 месяца назад
ଭାଇ ଭଉଣୀଙ୍କ ପୁରୁଣା ସ୍ନେହ ଭରା ଭଲ ପାଇବାର ଫଳାଫଳ ଏବେ ଓଡ଼ିଶାବାସୀ ଭୋଗୁଛନ୍ତି
@kousickkids4487
@kousickkids4487 2 месяца назад
Odisha cold storage no why
@kunaprasad5058
@kunaprasad5058 2 месяца назад
ପଶ୍ଚିମବଙ୍ଗ ଦିଦି ନେଇ ଆଳୁ ବେପାର କରିବେ ବୋଧେ? ଦେଇ ଦିଅ ରାଜନିତୀ ଛାଡ଼ି ଆଳୁ ବେପାର କର। ବୁଝିଲ ଦିଦି।
Далее