Тёмный

ଦିନେ ସନ୍ଧ୍ୟା ନଇଁ ଆସିବ।Dine sandhya noin asiba।New Christian song।Human sagar।Salem lima।Bapi samal।। 

Rabindra Srambutika
Подписаться 18 тыс.
Просмотров 1,9 млн
50% 1

* Song -Dine sandhya noi asiba
* Singer - Human Sagar
* Lyrics &music - Salem Lima
* Music arrangement - Bapi samal
* Producer - Rabindra Srambutika
* Mix& mastering - MRR studio CTC
* Video editing - Ambram ganta
* Special thanks - Sridhara,Joseph Srambutika
ପ୍ରଭୁ ଯୀଶୁଙ୍କ ମହାନ୍ ନାମର ଗୌରବ ପ୍ରଶଂସା ହେଉ,କେବଳ ତାଙ୍କର ଦୟା ଓ ଅନୁଗ୍ରହରୁ ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ବଞ୍ଚି ଆସିଛୁ,ପ୍ରକୃତରେ ଆମ୍ଭମାନଙ୍କ କୌଣସି ଧର୍ମକର୍ମ ସକାଶୁ କି ବଳ ସକାଶୁ ବଞ୍ଚିଅଛୁ ତାହା ନୁହେଁ, କେବଳ ତାଙ୍କର ଦୟା ଓ ଅନୁଗ୍ରହ ପାଇଁ। ହଁ ଯଦି ଆମେ ବଞ୍ଚିଛୁ ଏହାର ଅର୍ଥ ନୁହେଁ କି,ଆମ୍ଭେମାନେ ଏହି ପୃଥିବୀରେ ଅମର ହୋଇ ରହିଯିବା, ନିଶ୍ଚିତ ଭାବରେ ଆମ୍ଭମାନଙ୍କର ଜୀବନର ସନ୍ଧ୍ୟା ଦିନେ ନଇଁ ଆସିବ ଓ ଆମ୍ଭମାନଙ୍କ ଜୀବନରୂପ ସୁରୂଜ ଦିନେ ଅସ୍ତ ହୋଇଯିବ।
RS MUSIC OFFICIAL ତରଫରୁ ଆପଣମାନଙ୍କ ନିମନ୍ତେ ଉପରୋକ୍ତ ବିଷୟ ଉପରେ ଆଧାରିତ ଏହି ସୁନ୍ଦର ମନଛୁଆଁ ଭକ୍ତିପୂର୍ଣ୍ଣ ଗୀତ ଆଜି ମୁକ୍ତିଲାଭ କଲା।ଯେଉଁ ଗୀତକୁ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ ଗାୟକ Human Sagar।ଆଶା
କରୁଛୁ ଗୀତଟି ବହୁତ୍ ହିଁ ଭଲ ଲାଗିବ ଏବଂ ସମସ୍ତଙ୍କର ହୃଦୟସ୍ପର୍ଶୀ ହୋବ ।ଯଦି ଗୀତଟି ଭଲ ଲାଗେ ତେବେ ନିଶ୍ଚୟ Like,Share & Subscribe କରିବା ସହ ପାଖରେ ଥିବା Bel Icon କୁ ଦବାଇବାକୁ ଭୁଲିବେ ନାହିଁ।ଯାହା ଫଳରେ ଏହି channel ର ନୂଆ ନୂଆ ଗୀତ ଆପଣମାନଙ୍କ ନିକଟକୁ ପହଞ୍ଚିବାକୁ ପାରିବ । ନମସ୍କାର ।
#humansagarchristiandevotionalsong
#rabindrasrambutikachristiandevotionalsong
#sridharagantachristiandevotionalsong
#kushagantachristiandevotionalsong
#amitpanichristiandevotionalsong
#jaganmohannagchristiandevotionalsong
##bidyutbatrachristiandevotionalsong
!! ANTI-PIRACY !!
This content is copyright to Rabindra Srambutika any unauthorized reproduction redestribution, re-upload (Audio or video) is strictly prohibited of this material.Legal action will be taken against those who violete this copyright material present.
song
ଜୀବନ ଦିନେ ଚାଲିଯିବ,ନିଃଶ୍ୱାସ ତୋର ଛାଡ଼ିଯିବା
କ୍ଷଣିକ ସୁଖ ତୋହର ଦିନେ ସରିଯିବ (୨ଥର)
ଦିନେ ସନ୍ଧ୍ୟା ନଇଁ ଆସିବ ତ ଆସିବ
ଦିନେ ଜୀବନ ସୂରୁଜ ତୋର ଲିଭିବ (୨ଥର)
(୧) ଏ ଜଗତେ ଦିନ ସବୁ ତୋର
କରିଛନ୍ତି ପୂର୍ବରୁ ସେ ନିରୂପଣ
ଥିବାଯାଏ ଜଗତେ ତୋ ପ୍ରାଣ
ଯୀଶୁଙ୍କ ବାକ୍ୟ କୁ ସଦା କର ପାଳନ(୨ଥର)
ଦିନେ ସବୁ ହଜିବ ତୋର ଚକ୍ଷୁ ବୁଜିବ
କ୍ଷଣିକ ସ୍ବାର୍ଥ ତୋହର ସବୁ ମଉଳିବ
ଦିନେ ସନ୍ଧ୍ୟା ନଇଁ ଆସିବ ତ ଆସିବ
ଦିନେ ଜୀବନ ସୁରୁଜ ତୋର ଲିଭିବ
(୨) ବୃକ୍ଷ ଯଦି କଟାଯିବ ବନ୍ଧୁ
ପଲ୍ଲବିତ ହୋଇପାରେ ଏହା ତ ଜାଣ
କିନ୍ତୁ ଯେବେ ମନୁଷ୍ୟ ମରିବ
ଆଉ କେବେ ଫେରିବନି ଏ କଥା ମାନ (୨ଥର)
ଦିନେ ସବୁ ସରିବ ଯାହା ତୋହର ଥିବ
ଧୂଳିର ଶରୀର ତୋର ଧୂଳିରେ ମିଶିବ(୨ଥର)
ଦିନେ ସନ୍ଧ୍ୟା ନଇଁ ଆସିବ ତ ଆସିବ
ଦିନେ ଜୀବନ ସୂରୁଜ ତୋର ଲିଭିବ(୨ଥର)
ଜୀବନ ଦିନେ ଚାଲିଯିବ ନିଃଶ୍ୱାସ ତୋର ଛାଡ଼ିଯିବ।
[ସମାପ୍ତ]

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 781   
@smitalima4403
@smitalima4403 Год назад
Most beautiful and meaningful lyrics.....this is not only for Christianity but for all religious......thank you very much all team for bringing us this song
@romansingh5828
@romansingh5828 Год назад
Means a lot lima sister..God bless you
@barunbihari5853
@barunbihari5853 Год назад
@@romansingh5828 ⁹¹1
@sweetykhan6035
@sweetykhan6035 Год назад
Ll
@user-dc6qo3kc4w
@user-dc6qo3kc4w 9 месяцев назад
Taba❤❤❤❤❤❤😢😢
@deepakkumarsabar7372
@deepakkumarsabar7372 9 месяцев назад
​@@romansingh5828😊❤❤
@philipmashi6789
@philipmashi6789 Год назад
ସକାଳ ଅଛି ମାନେ ସନ୍ଧ୍ୟା ବି ଅଛି.... ଜନ୍ମ ଅଛି ମାନେ ମୁର୍ତ୍ୟୁ ବି ଅଛି.... ସମସ୍ତ ବିଷୟରେ ପ୍ରଭୁ ଯୀଶୁ ଙ୍କର ମହିମା ହେଉ.. ଆମେନ 💗🙏💗
@bismaharijan3495
@bismaharijan3495 Год назад
😊😊😊😊😊😊😊
@bismaharijan3495
@bismaharijan3495 Год назад
😊
@bismaharijan3495
@bismaharijan3495 Год назад
Fff
@bismaharijan3495
@bismaharijan3495 Год назад
😊
@bismaharijan3495
@bismaharijan3495 Год назад
😊
@Evergreen_meludy_bulu
@Evergreen_meludy_bulu 2 месяца назад
୨୦୨୪ ରେ କିଏ କିଏ ଶୁଣିଛ like ମାର ❤❤ ମୋର fevert songs
@chaskamisantalbhasate4149
@chaskamisantalbhasate4149 2 месяца назад
ମନ ଛୁଆଁ ଯେଶୁଙ୍କର ସଙ୍ଗୀତ
@ritumallik
@ritumallik Год назад
ପ୍ରଭୁଙ୍କ ନାମ ଗୋୖରବ ହେଉ Hallelujah praise God.
@rajendramallik8715
@rajendramallik8715 Месяц назад
ଭାଇ ପ୍ରଭୁଙ୍କ ଗୌରବ ନିମନ୍ତେ ବହୁତ ଭଲ ହଇଛି ପ୍ରଭୁ ଆପଣଙ୍କୁ ଆଶ୍ରିବାଦ କରନ୍ତୁ. amen
@SitaramHarijan-mb3gc
@SitaramHarijan-mb3gc 2 месяца назад
ପ୍ରୋଭୁ କନାମ ଧନ୍ୟ ବାଦ ହେଉ ଆ ମେ ନ୍ ❤❤❤❤
@mrpagal6521
@mrpagal6521 28 дней назад
Very nice song Human Sagar Bahi ପ୍ରଭୁ ତୁମକୁ ଆର୍ଶୀବାଦ କରନ୍ତୁ ❤⛪⛪ praise the Lord
@tanukumar3148
@tanukumar3148 Год назад
ଅତି ସୁନ୍ଦର ଲେଖା ଅତି ସୁନ୍ଦର ସ୍ୱର ଅତି ସୁନ୍ଦର ଗୀତ ଏତେ ମିଠା ମିଠା ଲାଗୁଛି ଯେ ଗୀତ ସତରେ ଯିଏ ମନ ପ୍ରାଣ ଦେଇ କି ଗୀତ ସୁନିବ ନା ଆଖିରୁ ଲୁହ ଧାର ଧାର ହୋଇ ବହିଯିବ
@rabindrasrambutika1129
@rabindrasrambutika1129 Год назад
Exactly 💯 sir
@mukunsenel3794
@mukunsenel3794 Год назад
yes amen amen amen❤❤❤❤❤❤❤❤❤❤❤❤❤
@BarnobaMishal
@BarnobaMishal Месяц назад
Beautiful 😂❤🎉
@BarnobaMishal
@BarnobaMishal Месяц назад
​@mu😂🎉❤kunsenel3794
@BarnobaMishal
@BarnobaMishal Месяц назад
Beautiful 🥰😍❤
@sabirsagadia
@sabirsagadia Месяц назад
ହେ ମୋର ପ୍ରିୟ ପ୍ରଭୁ ଯୀଶୁ ମୋରୋ ଜେତିକିପାପ କରିଛି ପାପ ସବୁ କ୍ଷମା କରିଦିଅ 😢😢😢😢❤
@andrewofficial2623
@andrewofficial2623 Год назад
ପରମେଶ୍ବର ଆପଣଙ୍କୁ ନିଶ୍ଚିତ ସତ୍ୟ ପଥରେ କଢାଇ ନେବେ, ଆପଣଙ୍କ ପାଇଁ ଆମ୍ଭେମାନେ ପ୍ରାର୍ଥନା କରୁଛୁ, Praise the lord 🙏🏻✝️🙏🏻🙏🏻 Hallelujah
@gilsonlimma2845
@gilsonlimma2845 Год назад
Praise the lord bhaina bahuta sundar haechhi lekha and gita
@PawanKumar-hx3lr
@PawanKumar-hx3lr 2 месяца назад
Super hit Christan song God bless you Human Bhai
@anantkumar819
@anantkumar819 Год назад
Wow Amazing song, Praise God ସୁସମାଚାର ଉପରେ ଆଧାରିତ ଲାଗୁଛି ।
@pusparanjankumbhar1719
@pusparanjankumbhar1719 Год назад
ବହୁତ ସୁନ୍ଦର ହେଇଛି ଗୀତ ଭାଇନା ପ୍ରଭୁଙ୍କ ନାମର ଗୌରବ ହେଉ 🙌🙌🙌
@surajbagho5716
@surajbagho5716 Год назад
ପୁଣି, ମୁଁ ଯାଇ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ, ତୁମ୍ଭେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ, ସେଥିନିମନ୍ତେ ତୁମ୍ଭମାନଙ୍କୁ ଆପଣା ନିକଟକୁ ଘେନିଯିବି। ଯୋହନ ୧୪:୩
@urdhabmirgan1149
@urdhabmirgan1149 Год назад
ବନ୍ଧୁ ଉପର ପଦ ଛାଡି ଦେଇଛ, ତେଣୁକରି ଏହି ପଦ ଟିକସେ ପଡ଼,ଆଉ ସୋପୁର୍ଣ ଦିଅ, ଏମିତି ଖଣ୍ଡ ବାକ୍ୟ ଛାଡ଼ନ୍ତୁ ନାହିଁ,, praise the lord
@user-wn2ho7qo4t
@user-wn2ho7qo4t Год назад
ପ୍ରେସ ଦେ ଲୋର୍ଡ ପ୍ରିୟ ଭାଈ ନିଜ ଭିତରେ ପ୍ରତି ବାଦ କରନାହିଁ amen
@sabatpradhan7411
@sabatpradhan7411 Год назад
Bhai point tike thik se bujha kn lekha hei chhi . Already stana prastuta hei achhi...
@ShibaraniNag
@ShibaraniNag 10 месяцев назад
Amen 🙏
@gulshankumarofficial1595
@gulshankumarofficial1595 5 месяцев назад
Amen.... God rescus all Over the world 🙏
@tapankumarnaik8958
@tapankumarnaik8958 Год назад
କିଛି ସ୍ଵାର୍ଥପର ଲୋକ ଭାବିଥିଲେ , ଏହି ସ୍ଵରକୁ ଆମ ହୃଦୟରୁ ଅଲଗା କରିବେ ବୋଲି, କିନ୍ତୁ ସେ ଭାବନା ଟି ତାଙ୍କ ପାଖରେ ଭାବନା ହୋଇ ରହିଗଲା। ଅତି ସୁନ୍ଦର ଗୀତ ।
@sujonomondal6268
@sujonomondal6268 2 месяца назад
May God touch you bro...
@lazarmandalmusic8105
@lazarmandalmusic8105 Год назад
ପ୍ରଭୁ ଅଶେଷ ଅଶେଷ ଆଶୀର୍ବାଦ ପ୍ରଦାନ କରନ୍ତୁ ଭାଇ ସାଲେମ ଏବଂ କଣ୍ଠଦାନ ମଧ୍ୟ ଅତି ଚମତ୍କାର ଗାଇଛନ୍ତି ହ୍ୟୁମାନ ସାର୍ 🙏🙏👍
@salimlima4992
@salimlima4992 Год назад
Thank you dear sir.. Much appreciate by your complement.. Truly it will push me to make more new song for our Lord Jesus Christ.. I will hope always for your prayer contribution for me ❤..
@ancydigal1909
@ancydigal1909 Год назад
What a heart touching song 🥰🥳 beautiful voice praise the lord
@kumarsanulima
@kumarsanulima Год назад
Bohot sundar songs praise the Lord
@Joyaslimmaofficial
@Joyaslimmaofficial Год назад
Praise the LORD 🙏❤.. ବାସ୍ତବରେ ଗୀତଟି ବହୁତ ସୁନ୍ଦର ଭାବରେ ରଚନା ହୋଇଅଛି ସଲେମ ଭାଇଙ୍କୁ ପ୍ରଭୁ ପ୍ରଚୁର ଆଶୀର୍ବାଦ କରନ୍ତି ଏବଂ ଆହୁରି ପ୍ରଭୁଙ୍କର ଗୌରବ ନିମନ୍ତେ କାର୍ଯ୍ୟ ହୁଅନ୍ତୁ ପ୍ରଭୁ ଆପଣଙ୍କ ଟିମ୍ ଙ୍କୁ ଆଶୀର୍ବାଦ କରନ୍ତୁ ଅର୍ଥ ପୁର୍ଣ୍ଣ ଗୀତରେ ପୁଣି ହୃଦୟସ୍ପର୍ଶ ସ୍ବର ଯେତେ ଶୁଣୁଥିଲେ ବି ମନ ଭରୁନି...God almighty blessed your all team....🙏❤✝️... 🙌🙌...
@rabindrasrambutika1129
@rabindrasrambutika1129 Год назад
Thank you so much brother ❤️❤️💞
@sablonnayak6773
@sablonnayak6773 Год назад
Most welcome
@himeshpradhan1728
@himeshpradhan1728 Год назад
Mind blowing devotional song. Prais the lord.
@adityapattnaik8638
@adityapattnaik8638 Год назад
Praise the lord bahut sundar heichi bahut bhala lagila suniki God bless you
@user-ny6oq5if6h
@user-ny6oq5if6h 6 месяцев назад
Wow beautiful song bahut sundar Amen praise the lord halleluya 🙏⛪❤️
@kabirharijan863
@kabirharijan863 Год назад
ମାଡି ଚାଲନ୍ତୁ ସାର ବହୁତ ସୁନ୍ଦର ପ୍ରଭୁ ଆପଣ ଙ୍କୁ ଆଶୀର୍ବାଦ କରନ୍ତୁ 🙏ଆମେନ
@philimanmuthamajhi889
@philimanmuthamajhi889 Месяц назад
ଗୀତଟି ବହୁତ ଅତି ସୁନ୍ଦର ହେଇଛି ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ
@rabindrasrambutika1129
@rabindrasrambutika1129 Месяц назад
Thank you so much brother
@andrukdaiska6262
@andrukdaiska6262 Год назад
Beautiful lyrics and composition, tq salem sir God bless u all your team
@anjelinamajhiofficial143
@anjelinamajhiofficial143 Год назад
Praise the lord verry nice song hallelujah amen...
@sunemigageranga1676
@sunemigageranga1676 Год назад
ବାସ୍ତବରେ ଗୀତଟି ବହୁତ୍ ସୁନ୍ଦର୍ ହୋଇଛି... ଗୀତର lyrics actually meaningful it's heart touching... ଯେତେ ଶୁଣିଲେ ବି ମନ ଭରୁନି ବାରମ୍ବାର ଶୁଣିବାକୁ ଇଛା ହେଉଛି...thanks for giving this type of meaningful devotional song sir... composition, music arrangement everything is very very nice...TQ producers sir ନିଜର ବହୁମୂଲ୍ୟ ଅର୍ଥ ଏବଂ ସମୟକୁ ପ୍ରଭୁଙ୍କ ଗୌରବ ପାଇଁ ଦେଇଥିବାରୁ...may God blessed you with your entire team... praise the lord 🙏 🙏🙏💕💕💕❤️❤️❤️💖💖💖
@salimlima4992
@salimlima4992 Год назад
Thank you dear mem.. Much appreciate by your complement.. Truly it will push me to make more new song for our Lord Jesus Christ.. I will hope always for your prayer contribution for me ❤..
@Subitsadhu
@Subitsadhu Год назад
To
@Subitsadhu
@Subitsadhu Год назад
Kn hila
@KishanRishi-bm8tk
@KishanRishi-bm8tk 23 дня назад
Yes bro
@KishanRishi-bm8tk
@KishanRishi-bm8tk 23 дня назад
Yes bro
@aswinlima6284
@aswinlima6284 Год назад
ବହୁତ ଭଲ ଲାଗୁଛି ଗୀତ ଟି ପୁରା ହୃଦୟ ସ୍ପଶ୍ୟକରୁ ଅଛି 👌👌💯✝️✝️⛪🙏
@sunemigageranga1676
@sunemigageranga1676 Год назад
Waiting for this devotional song ....💕💕💕💕💕💕💕
@ajitpani524
@ajitpani524 Год назад
Very heart touching song so beautiful praise the lord 🙏
@rabindrasenapati9326
@rabindrasenapati9326 22 дня назад
Bahut sundar gita ..,Amen...❤️🙏❤️
@rabindarpani7086
@rabindarpani7086 Год назад
God bless you Salim Lima and Rabi brother
@chandandandosena1081
@chandandandosena1081 Год назад
Most beautiful and meaningful song, praise the Lord...
@user-nu2ly3qo6m
@user-nu2ly3qo6m Год назад
Very beautiful song 👍 God bless you amen hallelluya 🙏⛪👏🎤
@pilatrupamajhi53
@pilatrupamajhi53 Год назад
Praise the lord... beautiful song lyrics music and voice God bless you all the team......
@ManasNaik-tu3ei
@ManasNaik-tu3ei Год назад
Praise tha Lord my god Hallelujah
@ashishnand7142
@ashishnand7142 Месяц назад
beutiful song and voice Praise the lord
@PratapSuna-ku1ct
@PratapSuna-ku1ct Месяц назад
ବହୁତ ସୁନ୍ଦର ଗୀତ ହାର୍ଟ ତୋସିଙ୍ଗ ଗୀତ ସୁନ୍ଦର ଭଏସ ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ
@rabindrasrambutika1129
@rabindrasrambutika1129 Месяц назад
Thank you so much
@shushilmajhi
@shushilmajhi 6 месяцев назад
ହଁ ଦିନେ ସନ୍ଧ୍ୟା ଆସିବ ହେ ପ୍ରଭୂ ଆମେନ 👍👍👍👍👌👌👌👌🙏🙏🙏🙏🙏♥️♥️♥️♥️
@Dilipmahanandia
@Dilipmahanandia Год назад
ମୋର ପୁରା ବିଶ୍ୱାଶ ଅଛି ଯେ ପ୍ରଭୁ ତୁମ୍ଭ ଇଚ୍ଛା ସଫୋଳ କରିବେ ପ୍ରୋଭୂ ତୁମ୍ଭଙ୍କୁ ଆଶିର୍ବାଦ କରିବେ ଆଉ ତୁମ୍ଭରୋ କଷ୍ଟ ବ୍ୟାର୍ଥ ନୋ ହଉ ଏଥିପାଇଁ ଆମ୍ଭେ ତୁମ୍ଭୋପାଇଁ ପ୍ରାଥନା କୋରିବୁ prise the lord 🙏🙏 Robindro Srambutika Bhai
@rabindrasrambutika1129
@rabindrasrambutika1129 Год назад
Thank you so much sir Really I want your support and 💕💕 please pray for me and my entire team 🙏🙏🙏
@Dilipmahanandia
@Dilipmahanandia Год назад
@@rabindrasrambutika1129 God Bless you,🤝
@nimeshnayak9919
@nimeshnayak9919 Год назад
Good bless you brother
@mahanbagh3115
@mahanbagh3115 Год назад
@@rabindrasrambutika1129 hi nahi h hii hii hii hii hii hii hii hii gn tc
@sajarakhasabara510
@sajarakhasabara510 Год назад
Human sir God bless you 🙏🙏🙏
@jassangelnand4889
@jassangelnand4889 Год назад
Very nice song 👌❤️❤️ humane Sagar Ji
@KalicharanKalundia-im1jt
@KalicharanKalundia-im1jt Месяц назад
प्रभु का धन्यवाद हो , सिंगार ह्यूमन सागर भाई आपका मधुर स्वर है और उससे भी ज्यादा गीत का बोल है , ह्यूमन धन्यवाद प्रभु आपको अशीस दे ।
@priyamanraika3496
@priyamanraika3496 Год назад
ଗୀତ ଟି ବହୁତ୍ ଭଲ ହୋଇଛି 👍👍
@rinkubagh4222
@rinkubagh4222 Год назад
You r the best singer of Odisha....... excellent song and lyrics.. thankful to all members God bless you all.....
@lalitjitesh99
@lalitjitesh99 Год назад
PRAISE THE LORD 🙏🙏🙏. NICE MUSIC
@shushilmajhi
@shushilmajhi 6 месяцев назад
ମୁଁ ତୁମକୁ ବିଶ୍ୱାସ କରେ amen❤❤❤❤👏👏👏👏🙏🙏🙏🙏
@YeshuBulaaRaha153
@YeshuBulaaRaha153 4 месяца назад
ବହୁତ ସୁ୍ଦର ଗୀତ ।। ଆଖିରୁ ଲୁହ ଆସିଗଲା dhanyabad ପ୍ରଭୁ ଯୀଶୁ
@rabindrasrambutika1129
@rabindrasrambutika1129 4 месяца назад
Thank you so much sir
@souracreactions5216
@souracreactions5216 Год назад
Really Heartbeat song good bless you human sir and all team....
@pitaramajhi7640
@pitaramajhi7640 Год назад
ଭାଇନା ଲେଖା ବହୁତ ଭଲ ହେଇଛି
@pramila7343
@pramila7343 Год назад
So beautiful song Praise the lord
@ChandraMajhi-ib3yu
@ChandraMajhi-ib3yu Год назад
ଏହି ଗୀତଟି ବହୁତ ସୁନ୍ଦର ହେଇଛି ପ୍ରଭୁଙ୍କ ନାମ ଗୈାରବ ହେଉ
@Santunkradika
@Santunkradika Год назад
It's a true song of our life 🙏🙏
@rbmusicofficialchannel8407
@rbmusicofficialchannel8407 Год назад
Heart touching lyrics and song ❤️❤️ Praise God
@chitrapegu3560
@chitrapegu3560 Год назад
I really like odia gospel song even though I didn't understand I love it and I trying to learn all the songs God bless all of you❤❤❤❤❤❤❤❤❤❤❤❤
@jamilbagofficial5821
@jamilbagofficial5821 Год назад
Human Sir Voice 💕💕 Humane Sagar Sir Is My Inspiration Love You Sir Praise the lord Jesus ☦️☦️
@deepupradhan612
@deepupradhan612 Год назад
Gito ti athi sundara heichi praise the Lord
@neheraofficial2053
@neheraofficial2053 Год назад
Bahut badhia heichi gita sir.. Praise the Lord..
@user-ve5bx7ve8d
@user-ve5bx7ve8d 4 месяца назад
❤❤❤❤bahut sundar and aamomaanank pai parivartan song❤❤❤❤❤
@rabindrasrambutika1129
@rabindrasrambutika1129 4 месяца назад
Exactly ଆମ ସମସ୍ତଙ୍କ ପରିବର୍ତ୍ତନ ପାଇଁ ଏହି ଗୀତ
@gulshankumarofficial1595
@gulshankumarofficial1595 5 месяцев назад
Such a mind blowing song touch every jesus lovers Praise the lord 🙏
@rabindrasrambutika1129
@rabindrasrambutika1129 5 месяцев назад
Thank you so much brother for your love and support
@sadaprabhumusic3566
@sadaprabhumusic3566 Год назад
Praise the Lord 🙏 glory of God 🙏 really lovely song and lyrics 💖🎙️
@rajendrajageranga18
@rajendrajageranga18 Год назад
Very biutifull song fressdalord haleluya rajendra bhae
@paldaniel8253
@paldaniel8253 Год назад
Praise the lord brother so very beautiful song
@kandhamald6513
@kandhamald6513 Год назад
I love song ବୋହୁତ ପୋଷଣ୍ଡ କରେ 👏👏👏👏👏👏👏👏
@sumantisamad7787
@sumantisamad7787 Месяц назад
Praise the Lord Very nice song brother God bless you and your family ✝️🙏🕊️🕊️
@firojdigal5667
@firojdigal5667 Год назад
It's really inspired song of God, I thank God every and each participants to bring this song to christian society.
@s.kmajhivlogs8368
@s.kmajhivlogs8368 Год назад
beautifull song amen god bless .
@runitanayak5622
@runitanayak5622 Год назад
Really nice👍❤❤❤❤song beautiful and fantastic ✝️✝️🙏
@pitambarsuna7539
@pitambarsuna7539 Год назад
Beutiful song Praise the lord
@suryamanijani7670
@suryamanijani7670 Год назад
Very nice song sir and wonderful and meaningful so sweet voice
@rajujageranga452
@rajujageranga452 Год назад
ଗୀତ ଟିଏ ଅତିସୁନ୍ଦର ଏବଂ ମନ ଛୁଆଁ ଓ ମହତ୍ ଗୁରୁ ତ୍ବ ପୂର୍ଣ୍ଣ ଅର୍ଥରେ ଲେଖା ଅଛି
@jangamayasabar8902
@jangamayasabar8902 Месяц назад
Joi soura nice song bro thank 🎉🎉❤👍🙏🙏👌
@pratapsenapati2210
@pratapsenapati2210 Год назад
Praise the Lord
@babulusingh4869
@babulusingh4869 Год назад
Very very nice song 👌🙏 praise the lord Amen 🙏✝️🌹
@Prpattnaik8939
@Prpattnaik8939 Месяц назад
Praise the Lord , love you jesus🙏
@esraelkupani3364
@esraelkupani3364 Год назад
Nice Song Really Heart Touching Song
@humanepatro9629
@humanepatro9629 Год назад
Praise the lord 🙏🙏🙏
@jhonraito8428
@jhonraito8428 Год назад
😭🙏🙏
@ajayasingh2093
@ajayasingh2093 Год назад
Bahut sundar gita
@jyostnapradhan9816
@jyostnapradhan9816 Год назад
So heart touching voice 👌❤ Humane sir I'm big fan of your voice ❤Praise the Lord 🙏💐❤
@MangaldanNaik
@MangaldanNaik 18 дней назад
ବହୁତ ସୁନ୍ଦର ଗୀତ 🙏🙏🙏👌
@rabindrasrambutika1129
@rabindrasrambutika1129 18 дней назад
Thank you
@OnlyTonyLyricS
@OnlyTonyLyricS Год назад
Beautiful song nice. God bless you
@sadanandajali6168
@sadanandajali6168 Год назад
Praise the lord, bahut,badhiaa,gita,,human,bhai
@dhanarjayharijandhanarjayh1529
Bohuth sundor songs heichi lekkhitiba sir ku dhonyobad aau hamo Odisha ro super hit singer human Sagar sir ku madyo namoshkar othisundor geeto te gaichanti probu tanko poribartu aasirbad karontu amen
@salimlima4992
@salimlima4992 Год назад
Dear brother much appreciated and moved by your complement.. Definitely it will pushed us to make more song for our Jesus Christ..
@srujanitapradhan9307
@srujanitapradhan9307 Год назад
Very nice. Praise the lord and God always use to you.
@user-zr8rn6yi9q
@user-zr8rn6yi9q Месяц назад
Bohuto sundar song sir aaponno agoku bohuto bodibo sir
@samanand1530
@samanand1530 Год назад
Amazing song...wow
@sunandamallick80
@sunandamallick80 Год назад
Very good and wonderful song. Thank God for all the team members also human sagar sir.
@jesussaves305
@jesussaves305 Год назад
ଗୀତ ଟି ମନଛୁଆ ଓ ପ୍ରେରଣା ଦାୟକ ଜୀବନ କୁ ଚେତନା ଦେଲା ଭଳି ସନ୍ଦେଶ ମୁଁ ବହୁତ ଖୁସି ସଲିମ ଈଶ୍ୱର ଙ୍କ ଉଚିତ ମାର୍ଗ ଲୋକମାନଙ୍କୁ ଦେଖାଇବା ନିମନ୍ତେ ଚେଷ୍ଟା କରୁଥିବାରୁ ମୁଁ ଆନନ୍ଦିତ ଅଟେ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ... ରବି ଭାଇ ଏମିତି ପ୍ରଭୁଙ୍କ ପାଇଁ କାମ କରୁଥାନ୍ତୁ
@rabindrasrambutika1129
@rabindrasrambutika1129 Год назад
Thank you sir pray for me
@luckymishalofficial8118
@luckymishalofficial8118 Год назад
Salim bhai super 🖋️🖋️🖋️❤️🙏
@dibyakantbenya7580
@dibyakantbenya7580 Год назад
Bahut Sundar voice with heart touching lyrics
@tanukumar3148
@tanukumar3148 Год назад
ବାସ୍ତବରେ mind blowing heart touching ହେଇଁ ଛି ଗୀତ ସତେ ରେ ଆମେ ଜଗତର ସବୁ ବିଷୟ କୁ ନେଇଁ ଅନେକ ସପ୍ନ ଦେଖିଥାଉ କାରଣ ଏ ଜଗତେ ଈଶ୍ୱର ଆମର ଦିନ ମାସ ବର୍ଷ ପୁର୍ବରୁ ହିଁ ନିରୁପଣ କରିଅଛନ୍ତି ତେଣୁ କରି ଏ ଜୀବନ କେତେ ବେବେ ଚାଲି ଯାଇପାରେ ଆସୁ ସମୟ ଥାଉ ଥାଉ ଜୀବନ ରହୁ ରହୁ ସମସ୍ତେ ଜାଗ୍ରତ ହେବା
@kkmusic2136
@kkmusic2136 Год назад
ଅତି ସୁନ୍ଦର ମନଛୁଆଁ ଗୀତଟିଏ ମୋତେ ବହୁତ ଭଲ ଲାଗିଲା । କଥାରେ କହନ୍ତି ଅପେକ୍ଷାର ଫଳ ବହୁତ ମିଠା । ସେହିପରି ଆମେ ଅପେକ୍ଷାରେ ଥିଲୁ ଗୀତ ବହୁତ ଭଲ ଲାଗିଲା । ବୃକ୍ଷ ଯୋଦି କଟାଯିବ ତାହା ଫଳବିତ ହୋଇପାରେ କିନ୍ତୁ ମଣିଷ ଜୀବନ ଛାଲିଗଲେ ଆଉ କେବେ ଫେରିବ ନାହି । ବହତ ସୁନ୍ଦର ଗୀତ ବହୁତ ସୁନ୍ଦର ଲେଖା । ଆଉ Human sagar ସାରଙ୍କୁ ଧନ୍ଯବାଦ ଦିଏ ଅତି ସୁନ୍ଦର ଭାବରେ ଗାଇଥିବା ହେତୁ । God bless you and you team .ଆଉ ଆମ ଜୀବନର ଅଭିବୃଦ୍ଧି ନିମନ୍ତେ ଏହି ପରି ଭକ୍ତି ସଂଗୀତ ପ୍ରସ୍ତୁତ କରନ୍ତୁ ।ଧନ୍ଯବାଦ୍ ।
@purnamahanandia9075
@purnamahanandia9075 Год назад
Praise the Lord sir
@mobilegameing3027
@mobilegameing3027 Год назад
Praise the Lord Praise the Lord Halleluya Very very nice 👍 song God bless you Thanks 😘♥️🥰😊
@Dayamanikispotta5368
@Dayamanikispotta5368 2 месяца назад
Lovely songs all my dear friends Jesus loves you all time everyone यीशु के पवित्र नाम को महिमा मिले सदा सर्वदा महिमा 🙏🙏God bless you all time everyone ❤❤❤️🎂💗🕊️🪔❤️🎂💗🕊️🪔❤️🎂💗🕊️🪔❤️🎂💗🕊️🪔❤️🎂💗🕊️🪔🙏🙏
@sadakumarsrka6200
@sadakumarsrka6200 Год назад
Bhohut badia ahichi god bless you sir
@pareshbag7114
@pareshbag7114 Год назад
Beautiful devotional song, this song tells us to exam our life. We need to prepare to meet our Lord and Saviour.
@rabindrasrambutika1129
@rabindrasrambutika1129 Год назад
Exactly 💯 brother
@babulakhara6168
@babulakhara6168 Год назад
Obsloutley correct
@gobindapradhan3130
@gobindapradhan3130 Год назад
Iam waiting for this devotional song
@sulmanpalaka4824
@sulmanpalaka4824 Год назад
Beautiful song..... praise the lord.. ❤️🙏
Далее
Bhala Lage Mate Jisu Nama
7:33
Просмотров 42 тыс.