Тёмный

ଦିନ ମଜୁରି ରୁ Mr.India Gold Medal ଯାତ୍ରା, Mr.Surendra Kumar Das, An Inspiration for Young Generation. 

OTalks
Подписаться 4,6 тыс.
Просмотров 1 тыс.
50% 1

ଅଶୁଣା କାହାଣୀ ଅଦେଖା ଯାତ୍ରା - ଦିନ ମଜୁରି ରୁ ଏବେ ସେ Mr.INDIA Body building Gold medalist, ଆସନ୍ତୁ ଶୁଣିବା ...
ସୁରେନ୍ଦ୍ର କୁମାର ଦାସ ଅନେକଙ୍କ ପାଇଁ ପ୍ରେରଣା ର ଉତ୍ସ ଅଟନ୍ତି | ଦିନ ମଜୁରୀ ରୁ ଯାତ୍ରା ଆରମ୍ଭ କରି Mr. India ବଡି ବିଲଡିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା | ଓଡ଼ିଶାର ଭଦ୍ରକ ଜିଲ୍ଲାରୁ ତାଙ୍କ ଉଲ୍ଲେଖନୀୟ ଯାତ୍ରା ଆରମ୍ଭ ହୋଇଥିଲା ଆଉ କଠିନ ପରିଶ୍ରମ ଓ ନିଷ୍ଠା ବଳରେ ସେ ଆଜି ଏହି ଅପାର ସଫଳତା ପାଇ ପାରିଛନ୍ତି | ସେ ବିଭିନ୍ନ ଆହ୍ୱାନ କୁ ଅତିକ୍ରମ କରି ବଡି ବିଲଡିଂର ଉଚ୍ଚ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ସଫଳତା ହାସଲ କରିବାକୁ ଅକ୍ଲାନ୍ତ ପରିଶ୍ରମ କରିଥିଲେ | ତାଙ୍କର ଏହି ସଫଳତା ତାଙ୍କୁ କେବଳ ଯେ ଯୁବ ବର୍ଗର ଆଦର୍ଶ କରିପାରିନି ବରଂ ତାଙ୍କ ପାଇଁ ଆଜି ଆମ ରାଜ୍ୟ ଓଡ଼ିଶା ମଧ୍ୟ ଗର୍ବିତ | ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଙ୍କ ଏହି ସଫଳତା ପ୍ରମାଣିତ କରେ କି ଜୀବନ ରେ ନିଷ୍ଠା ଓ କଠିନ ପରିଶ୍ରମ କଲେ ଜୀବନ ର ଯେ କୌଣସି ସଫଳତା କୁ ନିଶ୍ଚିତ ହାସଲ କରିହେବ ||
Surendra Kumar Das is a source of inspiration for many, as he started his journey as a daily wage worker and went on to become a gold medalist in bodybuilding at the Mr. India competition. Hailing from Bhadrak, Odisha, Das's remarkable journey is a testament to the power of hard work and perseverance. He overcame various challenges and worked tirelessly to achieve success in the highly competitive field of bodybuilding. His achievements have not only made him a role model for the younger generation but have also brought pride to his home state of Odisha. Das's journey serves as a reminder that with determination and hard work, one can achieve anything they set their mind to, no matter where they come from.
#otalks #bodybuilding #goldmedal #proudodia #inspiringstories #hardwork #dailywagers #believeinyourself #motivation
Together we can upscale and upSkill our society as well as the future generation. O Talks more a source of Ray of Hope to all those aspirants at any level and any phase of their life. Communication is the biggest source of Change and Winning around the globe for ages.
We bring you real stories, talks, and case studies of winners you. Let's hear them and get boosted. Yes, They Can, They Could and We can We Could, I Can & I Will.
Incredible Life Stories and Journeys. Get Motivated & Invited.
Subscribed to our Stories and Share to World who know It may change the life of at least 1 person.
Follow us on Facebook: / otalks-10779. .
If you want to share your Story Email Us: otalksonline@gmail.com
DISCLAIMER--
The opinions and ideas expressed by the speakers in OTtalks videos are their own and do not necessarily reflect the views of OTalks. OTalks does not endorse or support any of the views or work mentioned by the speakers. The content is for inspirational and encouragement purposes only, and viewers should exercise their own judgment and discretion while watching the videos. OTalks does not promote any specific ideology or propaganda, and the viewers are encouraged to focus on the entirety of the story rather than interpreting it in parts.

Опубликовано:

 

7 май 2023

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 4   
@user-bw8dx7mp6v
@user-bw8dx7mp6v Год назад
Dhana bhai supaer ❤❤
@O-Talks
@O-Talks Год назад
ଆପଣଙ୍କ ମତାମତ ପାଇଁ ଧନ୍ୟବାଦ ! #Otalks ଏକ ପ୍ରୟାସ ଯାହା ବିଭିନ୍ନ ଦିଗରେ ସଫଳତା ପାଇ ଥିବା ବ୍ୟକ୍ତିତ୍ଵ ମାନଙ୍କ କାହାଣୀ ଆପଣମାନଙ୍କ ପାଖରେ ପହଞ୍ଚାଇବାକୁ| ଆମକୁ ଆପଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ଯାହାଦ୍ଵାରା କେହି ଜଣେ ବ୍ୟକ୍ତି ବିଶେଷ ଉପକୃତ ହେବେ! Subcribe ଓ Share କରନ୍ତୁ!
@sinovative3874
@sinovative3874 Год назад
Congratulations Bro,Jubapidhipai tame inspiration Bro
@O-Talks
@O-Talks Год назад
ଆପଣଙ୍କ ମତାମତ ପାଇଁ ଧନ୍ୟବାଦ ! #Otalks ଏକ ପ୍ରୟାସ ଯାହା ବିଭିନ୍ନ ଦିଗରେ ସଫଳତା ପାଇ ଥିବା ବ୍ୟକ୍ତିତ୍ଵ ମାନଙ୍କ କାହାଣୀ ଆପଣମାନଙ୍କ ପାଖରେ ପହଞ୍ଚାଇବାକୁ| ଆମକୁ ଆପଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ଯାହାଦ୍ଵାରା କେହି ଜଣେ ବ୍ୟକ୍ତି ବିଶେଷ ଉପକୃତ ହେବେ! Subcribe ଓ Share କରନ୍ତୁ!
Далее
НОВАЯ ПАСХАЛКА В ЯНДЕКСЕ
00:20
Просмотров 233 тыс.
7PM Bulletin || 21st July 2024 || Kanak News
28:48
Просмотров 18 тыс.
Nabin Nka Charcha With Berhampur MP Pradeep Panigrahi
45:16
НОВАЯ ПАСХАЛКА В ЯНДЕКСЕ
00:20
Просмотров 233 тыс.