Тёмный

ଦୀନକୃଷ୍ଣ ଦାସଙ୍କ ରଚିତ ରୀତିଯୁଗର ଅନନ୍ୟ କାବ୍ୟ ରସକଲ୍ଲୋଳ - ପଞ୍ଚଦଶ ଛାନ୍ଦ||Rasakallola - Fifteenth chhanda|| 

Vir Kalinga
Подписаться 27 тыс.
Просмотров 22 тыс.
50% 1

Опубликовано:

 

21 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 96   
@tukunaful
@tukunaful 3 года назад
ଅତି ସୁନ୍ଦର ,ଆନନ୍ଦଦାୟକ ଓ ବାସ୍ତବରେ ରସମୟ ।
@VirKalinga
@VirKalinga 3 года назад
ଧନ୍ୟବାଦ
@chitrasensahoo5629
@chitrasensahoo5629 5 месяцев назад
ସାର୍ ନମସ୍କାର ବହୁତ ସୁନ୍ଦର ଆଲୋଚନା,ଜଗନ୍ନାଥ ଦାସଙ୍କ ରାସପାଞ୍ଚଧାୟୀ ଆଲୋଚନା କରନ୍ତୁ 🙏
@beautyofnature7736
@beautyofnature7736 2 года назад
ନିଜେ ବୁଝି ଅନ୍ୟକୁ ବୁଝାଇବାର ଦକ୍ଷତା ବା ପାଣ୍ଡିତ୍ୟ କ୍ଵଚିତ୍ ପ୍ରତିଭାଙ୍କ ପାଖରେ ନିହିତ, ସେଥିମଧ୍ୟରୁ ଆପଣ ଅନ୍ୟତମ ମୁଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ ଚିହ୍ନିନି କିନ୍ତୁ ବହୁତ୍ ସୁନ୍ଦର୍ ଆପଣଙ୍କ ଉପସ୍ଥାପନ ଶୈଳୀ, ମୋର ଅନୁରୋଧ କୋଟିବ୍ରହ୍ମାଣ୍ଡ ସୁନ୍ଦରୀର ୧, ୬, ୧୧, ୨୫ ଛାନ୍ଦ ମଧ୍ୟ ଆଲୋଚନା କରନ୍ତୁ ସାର୍ ପ୍ରଣାମ🙏🙏🙏🙏
@VirKalinga
@VirKalinga 2 года назад
ନିଶ୍ଚୟ କରିବୁ
@Soumyavlog686
@Soumyavlog686 2 года назад
ଅତି ଚମତ୍କାର ଆଲୋଚନାନା ସାର୍ ଆପଣଙ୍କ ଉପସ୍ଥାପନା ଖୁବ୍ ସୁନ୍ଦର ହୋଇଛି ସାର୍ । ଓଡ଼ିଆ ssb ପାଇଁ ମଧ୍ୟଯୁଗୀୟ କାବ୍ୟ ର କିଛି ଆଲୋଚନା କରନ୍ତୁ ସାର୍ 🙏🙏🙏🙏
@VirKalinga
@VirKalinga 2 года назад
କରିବୁ
@TwistwithViral
@TwistwithViral 2 года назад
ଶୀଘ୍ର କରନ୍ତୁ ଆଜ୍ଞା🙏
@gitanjalibiswal5237
@gitanjalibiswal5237 2 года назад
ସାର୍ ପ୍ରଣାମ । ବେଶ୍ ଚମତ୍କାର ହୋଇଛି ଉପସ୍ଥାପନା ।
@VirKalinga
@VirKalinga 2 года назад
ଧନ୍ୟବାଦ
@dusmantabehera8782
@dusmantabehera8782 2 года назад
ସାର୍ ନମସ୍କାର, ଉପସ୍ଥାପନା ଅତି ସୁନ୍ଦର
@VirKalinga
@VirKalinga 2 года назад
ଧନ୍ୟବାଦ
@malayabhukta972
@malayabhukta972 3 года назад
ଆଜ୍ଞା 🙏 ଅଦ୍ଭୁତ ଉପସ୍ଥାପନା।
@VirKalinga
@VirKalinga 3 года назад
ବହୁତ ବହୁତ ଧନ୍ୟବାଦ।
@ratankumarmahapatra7086
@ratankumarmahapatra7086 2 года назад
ଜୟ ଜଗନ୍ନାଥ
@madhumitakarna9093
@madhumitakarna9093 2 года назад
ସୁନ୍ଦର ଉପସ୍ଥାପନା ସାର୍ l ପ୍ରଣାମ ସାର୍ l
@VirKalinga
@VirKalinga 2 года назад
ଧନ୍ୟବାଦ
@friloair89
@friloair89 3 года назад
ଆପଣ ମାନେ ହଁ ଓଡ଼ିଆ ସାହିତ୍ୟ କୁ ଜୀବିତ ରଖିପାରିବେ ।।।ଏବେକାର ସଂଗୀତ ନିର୍ଦେଶକ ମାନେ ତା ଓଡ଼ିଆ ସାହିତ୍ୟ କୁ ସତ ତଳ ପଙ୍କ କୁ ନେଇ ସାରିଲେଣି
@VirKalinga
@VirKalinga 3 года назад
ଧନ୍ୟବାଦ।
@balabantasi6290
@balabantasi6290 2 года назад
ଅତି ସୁନ୍ଦର ଆଲୋଚନା ସାର
@VirKalinga
@VirKalinga 2 года назад
ଧନ୍ୟବାଦ
@subhadrasahoo159
@subhadrasahoo159 3 года назад
Bahutu sunder upastapa guru
@VirKalinga
@VirKalinga 3 года назад
ଧନ୍ୟବାଦ
@bharatidevi3060
@bharatidevi3060 2 года назад
Sir namaste🙏🙏🙏 apana nkar upasthapna ati uchakotir
@VirKalinga
@VirKalinga 2 года назад
Thank you
@Pradhaneducation
@Pradhaneducation 2 года назад
ଧନ୍ଯବାଦ ସାର
@odialiteratureknowledge5902
@odialiteratureknowledge5902 2 года назад
ଅତି ଉତ୍ତମ ସାର୍
@VirKalinga
@VirKalinga 2 года назад
ଧନ୍ୟବାଦ
@shankarprasadtripathy7779
@shankarprasadtripathy7779 2 года назад
Sir🙏ati Sundar aalochana
@VirKalinga
@VirKalinga 2 года назад
Thank you
@saratchandrajalli3404
@saratchandrajalli3404 3 года назад
ଅତି ସୁନ୍ଦର
@VirKalinga
@VirKalinga 3 года назад
ଧନ୍ୟବାଦ
@radhakantabehera4110
@radhakantabehera4110 8 месяцев назад
ବହୁ ଦିନରୁ ଏମିତି ଏକ ଓଡ଼ିଆ ସାହିତ୍ୟ ଆଲୋଚନା ର channel ଅପେକ୍ଷା କରିଥିଲି। ପ୍ରଫେସର ମହାଶୟ ଆପଣଙ୍କୁ କୋଟି ନମ
@SurendraRana3
@SurendraRana3 11 месяцев назад
sir juhar
@pramodchpradhan8807
@pramodchpradhan8807 10 месяцев назад
Bahut badhiya upastapana
@supriyahorror9628
@supriyahorror9628 2 года назад
Bahut sundar
@VirKalinga
@VirKalinga 2 года назад
Thank you
@Pradhaneducation
@Pradhaneducation 2 года назад
ବିଧଗ୍ଧ ଚିନ୍ତାମଣି ଦୟାକରି ଆଲୋଚନା କରାଯାଉ
@Pradhaneducation
@Pradhaneducation 2 года назад
1,4,30,39ଛାନ୍ଦ
@krushnasahu7514
@krushnasahu7514 Год назад
Sir ଆପଣଂକୁ କୋଟି କୋଟି ପ୍ରଣାମ ଜଣାଉଛି.ଦୟାକରି ଆପଣଙ୍କ mobile no ଟିକେ ଦେବେକି ମୋ ମନରେ ବହୁତ କଥା ଅଛି ଜାଣିବାରେ
@VirKalinga
@VirKalinga Год назад
ଧନ୍ୟବାଦ
@rgudduu
@rgudduu 2 года назад
Why such random sa pronunciation? Being a professor, you must be consistent. For example: rasa, sujane, basanta have dante-sa, but the pronunciations were like taalabe-sa. Some other words like prasanga, bastra were pronounced correctly like dante-sa. Words like କୃଷ୍ଣ, କଷ୍ଟ have murdhane-sa and have different pronunciation. Otherwise pronounce all 3 sa equally, which is easier and Odias do that typically. Please correct me if i am wrong.
@avgGamer662
@avgGamer662 Год назад
ଆପଣଙ୍କ ମତ ଶୁଣି ଭଲ ଲାଗିଲା। ସ/ଶ/ଷ, ଜ/ଯ ର ସଠିକ୍ ଉଚ୍ଚାରଣ କରୁଥିବା ଲୋକ ବହୁତ କମ ଅଛନ୍ତି। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସଠିକ୍ ଉଚ୍ଚାରଣ ଉପରେ ଜୋର୍ ଦେଉଥିଲେ। ମୋର ସଂସ୍କୃତ ଶିକ୍ଷକ ସଦାଶିବ ମିଶ୍ର ଥରେ କହୁଥିଲେ ତାଙ୍କ ଗୁରୁ ସାଧାରଣ କଥାବାର୍ତ୍ତା ରେ ବି ଉଚ୍ଚାରଣ ର ଧ୍ୟାନ ରଖୁଥିଲେ। ଯେମିତି ଯଦି ସେ କହିବେ "ବୁଝିଲୁ ସଦାଶିବ ସକାଳୁ କୋଶଳା ଶାଗ ଆଣିଥିଲି, ଷେଣ୍ଢ ଖାଇଦେଲା" ସେ ସ/ଶ/ଷ ର ଉଚ୍ଚାରଣ ଭିନ୍ନ ଭିନ୍ନ କରିବେ
@srustipradhan7237
@srustipradhan7237 8 месяцев назад
Tq sir
@archanaacharya754O
@archanaacharya754O Год назад
🙏🙏🙏🙏
@VirKalinga
@VirKalinga Год назад
🙏
@Myhome-e9e
@Myhome-e9e 4 месяца назад
🙏
@SarojMahananda
@SarojMahananda Год назад
Wonderful
@VirKalinga
@VirKalinga Год назад
Thank you
@anupamasenapati2892
@anupamasenapati2892 Год назад
Thank you sir 🙏🙏🙏
@VirKalinga
@VirKalinga Год назад
Thank you 🙏
@maminadash7761
@maminadash7761 2 года назад
ବିଦଗ୍ଧ ଚିନ୍ତାମଣି ବିଷୟ ରେ ଆଲୋଚନା କରନ୍ତୁ ସାର🙏🙏🙏
@VirKalinga
@VirKalinga 2 года назад
କରିବୁ
@priyamahapatra4961
@priyamahapatra4961 2 года назад
So nice sir
@VirKalinga
@VirKalinga 2 года назад
Thank you
@Amitbikam
@Amitbikam 3 года назад
Sir rasokala ra 16,34 chando bisoyreb alochona korontu
@VirKalinga
@VirKalinga 3 года назад
ଆଗକୁ ଆସୁଛି।
@pradyumnadash5647
@pradyumnadash5647 Год назад
Namaskar sir
@VirKalinga
@VirKalinga Год назад
Namaskar
@mousuminayak4935
@mousuminayak4935 3 года назад
sir pranam🙏 ଲାବଣ୍ୟବତୀ କାବ୍ୟର ପ୍ରଥମ, ପଞ୍ଚମ ଓ ଦ୍ଵାବିଂଶ ଛାନ୍ଦ ଆଲୋଚନା କରନ୍ତୁ plz,
@VirKalinga
@VirKalinga 3 года назад
ନିଶ୍ଚୟ କରିବୁ।
@maminadash7761
@maminadash7761 2 года назад
ସାର୍ ଚକ୍ରବାକ ଦମ୍ପତି କାହାକୁ କୁହାଯାଏ
@subhassamantaray8079
@subhassamantaray8079 3 месяца назад
Sir the exact meaning of kamal kumar has not been explained. Pl try to explain meaning of difficult odia words in future.
@nirucreations24
@nirucreations24 11 месяцев назад
ଏଥିରେ କେଉଁ ରାଗ ପଡିଛି??
@ambikaprasadbarik9580
@ambikaprasadbarik9580 3 года назад
Very good singing sir. Are you Pala singer?
@VirKalinga
@VirKalinga 3 года назад
Thank you
@bhikaripujhari7895
@bhikaripujhari7895 2 месяца назад
Sujnenuhkobinde
@ଓଡ଼ିଆମୋପରିଚୟSatyacreation
Sir 🙏 କମଳ କୁମାର ର ଅର୍ଥ କଣ? (ପ୍ରଥମ ପଦ ର 2ୟ ଧାଡ଼ି ) ସେ ଲାଇନ ଟି
@kshetramohansamal8681
@kshetramohansamal8681 4 месяца назад
ସୂର୍ଯ୍ୟ କିରଣ
@ଓଡ଼ିଆମୋପରିଚୟSatyacreation
@@kshetramohansamal8681 dhanyabad
@nimaicharanabehera955
@nimaicharanabehera955 2 года назад
Sir raga ragini upare video banantu
@VirKalinga
@VirKalinga 2 года назад
Ok
@saiandhistricks1484
@saiandhistricks1484 2 года назад
Sir ଏହାର pdf ଟି ମିଳି ପାରିବକି
@tapaswinisahu595
@tapaswinisahu595 6 месяцев назад
Sir ssb pain class kari baku anurodha 🙏
@manojswain4160
@manojswain4160 3 года назад
Manoj dasnkara lekha ru kichi alochana karantu plz
@VirKalinga
@VirKalinga 3 года назад
ନିଶ୍ଚୟ।
@myclass5432
@myclass5432 2 года назад
କମଳ କୁମାର ପରାୟ ଶବ୍ଦ ଅର୍ଥ ପ୍ରକାଶ କରିବେ
@odiaeducation6786
@odiaeducation6786 2 года назад
Sir ପଞ୍ଚଦଶ ଛାନ୍ଦ କେଉଁ ରାଗ ରେ ବଣ୍ଣିତ କୁହନ୍ତୁ sir
@VirKalinga
@VirKalinga 2 года назад
କରିବୁ
@gitanjalibiswal5237
@gitanjalibiswal5237 2 года назад
ବସନ୍ତ ବରାଡୀ
@truptipattanaik1903
@truptipattanaik1903 2 года назад
Sir 🙏 sir eha keun ragare rachita
@pratapbehera312
@pratapbehera312 2 года назад
Sir pranam plz MCQ diantu rasakallola r
@VirKalinga
@VirKalinga 2 года назад
🙏
@Soumyavlog686
@Soumyavlog686 2 года назад
Odia ssb pain ki6i vedio karantu sir
@VirKalinga
@VirKalinga 2 года назад
କରିବୁ
@priyamahapatra4961
@priyamahapatra4961 2 года назад
Thank you
@sarbeswarbehera9609
@sarbeswarbehera9609 2 года назад
Sir pranam
@VirKalinga
@VirKalinga 2 года назад
ନମସ୍କାର
@priyapriya-ts2eq
@priyapriya-ts2eq 2 года назад
ବିଦଗ୍ଧ ଚିନ୍ତlମଣି ଆଲୋଚନା କରନ୍ତୁ l
@VirKalinga
@VirKalinga 2 года назад
ସମୟ ଲାଗିବ, କିନ୍ତୁ କରିବୁ
@priyapriya-ts2eq
@priyapriya-ts2eq 2 года назад
1,4,30,42 ଛାନ୍ଦ
@sarbeswarbehera9609
@sarbeswarbehera9609 2 года назад
16 chhanda alachana karantu
@VirKalinga
@VirKalinga 2 года назад
👍
@santoshkumarsatapathy1385
@santoshkumarsatapathy1385 4 месяца назад
ଆପଣ ଆଗ ଖେଙ୍କl ର ବାହାର କରି କି ପଢନ୍ତୁ
@rojalinpradhan7920
@rojalinpradhan7920 3 года назад
🙏
@VirKalinga
@VirKalinga 3 года назад
🙏
Далее
Распаковка Monster High Potions #monsterhigh
01:00