Тёмный
No video :(

ଦୁବାଇରେ କାମ କରୁଥିବା ଶ୍ରମିକଙ୍କ ବଜାର || labour community market Dubai  

ମୁଁ TRAVELLER
Подписаться 1 млн
Просмотров 809 тыс.
50% 1

ଦୁବାଇରେ କାମ କରୁଥିବା ଶ୍ରମିକଙ୍କ ବଜାର || labour community market Dubai #mutraveller

Опубликовано:

 

5 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1 тыс.   
@sanjaynayak1462
@sanjaynayak1462 9 месяцев назад
ଲବ ଭାଇ ସତରେ ବାହାର ଦେଶରେ ଆମ ଓଡ଼ିଆ ମାନଙ୍କ ର ଏତେ ଭଲପାଇବା ବହୁତ ଖୁସି ଲାଗିଲା love you bro god bless you 🙏🙏
@binodkumar8632
@binodkumar8632 9 месяцев назад
ଭାଇ ବହୁତ ଖୁସି ଲାଗିଲା ଦୁବାଇ ରେ ଆମ ଓଡିଆ ଭାଇ ମାନକୁଂ ଓ ତୁମ ସହ ଦେଖା ହେଇକି ଜୟ ଜଗନ୍ନାଥ ⭕❗⭕ 🙏🙏
@Krishnamusic112
@Krishnamusic112 9 месяцев назад
କେଉଁ ମାନେ ଚାହୁଁଚ 2025 ପୁର୍ବରୁ ଲବ ଭାଇ ଙ୍କର 1 million Subscriber ହେଇଯାଉ ❤❤
@OPMGAMERSANU69
@OPMGAMERSANU69 9 месяцев назад
ମୁଁ 😘😘😘😋
@TeriBehenKiChut012
@TeriBehenKiChut012 9 месяцев назад
Tote kichi miliba na taro 1 million heigale
@jyotiprakash7320
@jyotiprakash7320 9 месяцев назад
Tor kahniki gandi poduchi @
@Travelers934
@Travelers934 8 месяцев назад
ମୁଁ ଚାହୁଁଛି ❤
@Krishnamusic112
@Krishnamusic112 9 месяцев назад
କେଉଁ ମାନେ ଲବ ଭାଇ ଙ୍କୁ ହ୍ରୁଦୟ ରୁ ଭଲପାଅ ❤❤
@Sumankumar-kc5cm
@Sumankumar-kc5cm 9 месяцев назад
No
@dtrvlog...
@dtrvlog... 9 месяцев назад
❤️
@kapuratudu9605
@kapuratudu9605 9 месяцев назад
ପୁରୁଣା କମେନ୍ଟ😂😂😂😂
@freefireofficial3817
@freefireofficial3817 9 месяцев назад
I HATE LABA HANSDA 🖕🖕 😁😁
@Sujit_dc
@Sujit_dc 9 месяцев назад
Tu eka bhala paa 😂😂😂
@Tikilifestyle
@Tikilifestyle 9 месяцев назад
କିଏ କିଏ କେଉଁଝର ରୁ ଲବ ଭାଇ ଙ୍କ ଭିଡ଼ିଓ ପ୍ରତ୍ୟେକ ଦିନ ଦେଖୁଛନ୍ତି ପ୍ଲିଜ଼ ❤️❤️ସେ ଗୋଟେ ଗୋଟେ like କରିଦିଅନ୍ତୁ ଆଉ ଏଇ ସାନ ଭଉଣୀ କୁ ଟିକେ ସାହାଯ୍ୟ କରନ୍ତୁ 🙏🙏🙏🙏🙏
@kodandabehera67
@kodandabehera67 9 месяцев назад
What happened
@pravakarnaik5803
@pravakarnaik5803 9 месяцев назад
Mu KEONJHAR ru labo bhai nka video dekhe ♥️🤗🥰
@Amar_nath_zx6
@Amar_nath_zx6 9 месяцев назад
Mu bi kenjhar ru dekhu chi
@manamohanbehera1746
@manamohanbehera1746 9 месяцев назад
Mun bi dekhe
@sunilpatra9379
@sunilpatra9379 9 месяцев назад
Tama Ghara Kauthi Proper
@phaguhembramofficial
@phaguhembramofficial 9 месяцев назад
ଓଡ଼ିଶା ଲୋକଙ୍କ ଭଲ ପାଇବା ❤ ଅଛି 🎉🎉🎉❤❤❤
@GupteGoud
@GupteGoud 9 месяцев назад
ଗର୍ବରେ କାହୁଛୁ ଆମେ ଓଡ଼ିଆ ଭାରି ବଢ଼ିଆ ବୋଲି । ବହୁତ ସୁନ୍ଦର ଲବ ଭାଇ ଆଗକୁ ଏମିତି ନୂଆଁ ନୂଆଁ vlog ଭିଡିଓ ଭେଟି ଦେଉ ଥାଅ।❤😊
@dasarathimohapatra618
@dasarathimohapatra618 9 месяцев назад
ଅତି ସୁନ୍ଦର ଲାଗିଲା ଭିଡିଓ ଟି ଓ ମନମୁଗ୍ଧକର ହୋଇ ଅଛି, ଜଗନ୍ନାଥଙ୍କ ଆଶୀର୍ବାଦ ତୁମ ପାଖରେ ଅଛି, ଆଗକୁ ଯାତ୍ରା ମଂଗଳ ମୟ ହେଉ, ଜୟ ଜଗନ୍ନାଥ,
@pradeepnayak4264
@pradeepnayak4264 9 месяцев назад
❤❤
@ganapatipradhan2404
@ganapatipradhan2404 5 месяцев назад
ଖୁବ୍ ଭଲ ଲାଗିଲା ଅଷ୍ଟ୍ରେଲିଆ ପରିବା ମାର୍କେଟ ତଥ୍ୟ । ଏହିଭଳି ଅନ୍ୟସବୁ ତଥ୍ୟ ଜଣାଇବେ ନିଶ୍ଚୟ । ଜୟ ଶ୍ରୀଜଗନ୍ନାଥ ।
@ratanlalpurty3569
@ratanlalpurty3569 9 месяцев назад
ବହୁତ ସୁନ୍ଦର ମାର୍କେଟ, ଭଲ ଲାଗିଲା, God Blesse You Brother 🙏❤️🌹🙏❤️🌹🙏❤️🌹
@Sached299
@Sached299 9 месяцев назад
ଦୁବାଇ ରେ ଯୋଉମାନେ କାମ କରୁଛ ମୋ ତରଫରୁ 🙏
@user-br9do6fz7z
@user-br9do6fz7z 9 месяцев назад
ବହୁତ୍ ସୁନ୍ଦର୍ ମାର୍କେଟ ଓ ବହୁତ୍ ସଫା ସୁତୁରା ବହୁତ୍ ଭଲ ଲାଗିଲା
@hrudanandasankhua5824
@hrudanandasankhua5824 9 месяцев назад
ଲବ ଭାଇ ଭିଡ଼ିଓ ଦେଖି ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️❤❤️❤️❤️️️️️️ଜୟ ଜଗନ୍ନାଥ 🙏 Good bless you 👍
@NiranjanPradhan-fp2vu
@NiranjanPradhan-fp2vu 9 месяцев назад
ଅଲ the best bro 👍, ଜୟ ଜଗନ୍ନାଥ 🙏🙏🙏
@marndi_brother
@marndi_brother 9 месяцев назад
ବହୁତ୍ ବଢିଆ ଲାଗିଲା ଭିଡିଓ ଦେଖି।
@drtusharkantinayak7523
@drtusharkantinayak7523 8 месяцев назад
ବହୁତ ବଢିଆ ଲାଗିଲା । ଅନେକ ଖାଦ୍ୟ ପଦାର୍ଥର ମୂଲ୍ୟ ଭାରତ ଅପେକ୍ଷା ଶସ୍ତା ଅଛି ।
@arakhitdalei2735
@arakhitdalei2735 9 месяцев назад
ଏଠାରେ ସବୁ ଦୋକାନୀକୁ ଡ୍ରେସ କୋଡ଼ ହୋଇ ଥିବାରୁ ବହୁତ ବଢିଆ ଲାଗିଲା ଏବଂ ଦୋକାନ ବହୁତ ସଫା ସୁତରା ଓଡିଶା ରେ ସବୁ ଦୋକାନୀ ଡ୍ରେସ code କଲେ ବହୁତ ଭଲ ହେବ ଲବ ଭାଇ ଜୟ ଜଗନ୍ନାଥ 🙏🙏🙏❤❤❤❤👍👍👍👏👏👏
@user-rz1cd8co6q
@user-rz1cd8co6q 5 месяцев назад
ଭାଇ ଦୁବାଇର ମାର୍କେଟ ଟିକୁ, ଆମକୁ ସୁନ୍ଦର ଭାବରେ ଭିଡ଼ିଓ କରି ଦେଖାଇ ଅଛ. ବହୁତ ବହୁତ ଧନ୍ୟବାଦ. ଏତେ ରିକ୍ସ ନେଇକି ଯା ହେଉ ଲବ ଭାଈ, ଭିଡ଼ିଓ ଦେଖିକି ଖୁସି ଲାଗିଲା
@baburajnahakbaburajnahak8425
@baburajnahakbaburajnahak8425 9 месяцев назад
ଅତି ସୁନ୍ଦର ଧନ୍ୟବାଦ ଜୟ ମା ତାରିଣୀ
@TechnicalGSBAPULU
@TechnicalGSBAPULU 9 месяцев назад
ବାଲେଶ୍ଵର ଜିଲ୍ଲା ରୁ କେଉଁ ମାନେ ଦେଖୁଛନ୍ତି ଲାଇକ୍ କରନ୍ତୁ ଧନ୍ୟବାଦ
@Mjena2006
@Mjena2006 Месяц назад
Balasore baliapal ❤
@TGFunny-tapan
@TGFunny-tapan 9 месяцев назад
କେଉଁ ମାନେ ଲବ ଭାଇ ଙ୍କୁ ହୃଦୟ ରୁ ଭଲ ପାଅ ❤️❤️❤️ ମୁଁ ଭଲ ପାଏ 100% ଆପଣ ମାନେ କେତେ ଭଲ ପାଆନ୍ତି 1 million subscribers ହେଇ ଯାଉ ଭଗବାନ ଙ୍କୁ ପ୍ରାର୍ଥନା
@anupamjena8416
@anupamjena8416 9 месяцев назад
ଭିଡିଓ ଶେଷ ବେଳକୁ କଥା ଗୁଡ଼ିକ ହୃଦୟ କୁ ଛୁଇଁ ଗଲା❤❤
@Roybisu
@Roybisu 9 месяцев назад
Bhai Pai Gota like Hau Jay Jagannath Jay Shree ram ❤❤
@BijayalaxmiDash-zx5hn
@BijayalaxmiDash-zx5hn 9 месяцев назад
God bless you
@sanjudalabehera8075
@sanjudalabehera8075 9 месяцев назад
ଗର୍ବ ରେ କହୁଛନ୍ତି ଆମେ ଓଡିଶା ବାରି ବଡ଼ିଆ tq bro god blessing you
@jchoudhury274
@jchoudhury274 9 месяцев назад
ଦୁବାଇ ମାର୍କେଟ ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ
@chandramanimahanta8332
@chandramanimahanta8332 9 месяцев назад
ବହୁତ ବଢିଆ ହୋଇଛି
@janatajagaranga5463
@janatajagaranga5463 9 месяцев назад
ବହୁତ ବଡ଼ିଆ ହୋଇଛି ବଜାର ଅନ୍ୟବାଦ ଭାଇ
@pratapkumardehuridehurivlo6430
@pratapkumardehuridehurivlo6430 9 месяцев назад
ଜୟ ଜଗନ୍ନାଥ ଲବ ଭାଇ 🙏🙏🙏
@surendrabarik6221
@surendrabarik6221 9 месяцев назад
ବହୁତ ଭଲ ଅଛି ଲୋବ ଭାଇ।
@babusorenofficial2974
@babusorenofficial2974 9 месяцев назад
ଲବ ଭାଇ ର କହିବା style କାହାକୁ ଭଲ ଲାଗେ ❤❤
@MuVloggerk
@MuVloggerk 9 месяцев назад
ବହୁତ୍ ସୁନ୍ଦର୍ ହୋଇଛି ଭିଡ଼ିଓ, ଭାଇ ମୁ ବି ଯିବି ଦୁବାଇ, କାମ ପାଇଁ , ...
@middleclassMu
@middleclassMu 9 месяцев назад
Actually odisha ra loka mane bahara desha re dekha hele gote alaga prakara khusi mile..😘😘😘
@mr._kanha
@mr._kanha 9 месяцев назад
ଭାଇ ଏବେବି ଆନ୍ଧ୍ର ପ୍ରଦେଶ ଆଉ ତାମିଲ୍ ନାଡୁ ରେ ହିନ୍ଦୀ କେହି କହୁ ନାହାନ୍ତି କି ବୁଝୁ ନାହାନ୍ତି 😡
@BadboyYouTube952
@BadboyYouTube952 9 месяцев назад
See our village market
@bibhutimuduli2318
@bibhutimuduli2318 9 месяцев назад
Thik katha
@rajmotionpictures5496
@rajmotionpictures5496 5 месяцев назад
Kanhikina tame jemity tama munda bikideicha Hindinka agare Semit semane seya nuhe Tama bhalia
@SparkleBablu
@SparkleBablu 9 месяцев назад
❤ଆମେ ଓଡ଼ିଆ ଭାରି ବଢ଼ିଆ ❤ LOVE U BROTHER | ଭଲ ଲାଗୁଛି ଶବୁ VLOG | ବାସ ଭଗ ବାନ ଙ୍କ ଆସିର୍ ବାଦ୍ ତୁମ ଉପରେ ସବୁ ଦିନ ଥାଉ ଆମେ ନୂଆ ନୂଆ VEDIO EMITI 😂ଦେଖଉ ଥାଓ❤❤❤
@sunilcreation02
@sunilcreation02 9 месяцев назад
ବହୁତ ଭଲ ଲାଗିଲା
@UPENDRA4346
@UPENDRA4346 9 месяцев назад
ଠିକ୍ କହିଛ ଲବ ଭାଇ ଦିନ ସମାନ ଆସେନି ବେଳେ ବେଳେ ଦୁଃଖ ବି ଆସେ❤❤❤❤❤❤❤❤❤❤❤❤❤❤❤❤😢😢😢😢😢😢😢
@pratimadhal4839
@pratimadhal4839 9 месяцев назад
Jai jagannath laba da bahut Badia Vdo...🙏👍👍
@devilskk1955
@devilskk1955 9 месяцев назад
Plz ଲବ ଭାଇ ଆସ ଆମେ ଦୁବାଇ ରେ ରହୁଚୁ ଆସ ଆମ ପାଖକୁ ଆମେ ରହୁଚୁ 145 ଜଣ ଓଡ଼ିଆ ପିଲା plz ଆସ
@MuTraveller
@MuTraveller 9 месяцев назад
Ok
@MuTraveller
@MuTraveller 9 месяцев назад
Integrando re msg karo
@harisisirvlog6522
@harisisirvlog6522 9 месяцев назад
Instagram re msge karibaku kahile bele bele bhule type heijaye.
@sanjeebbhol5668
@sanjeebbhol5668 9 месяцев назад
Kan job karuchanti
@skdchannel9721
@skdchannel9721 9 месяцев назад
Tuma kamiti golo mu jibi
@akshayadas1193
@akshayadas1193 9 месяцев назад
ଭାଇ video ଭଲ ଲାଗୁଛି। Dubai ବିଷୟରେ ବହୁତ ଜାଣି ହେଲା। କିନ୍ତୁ Dubai ra Redlight area କିପରି rate କ'ଣ ଟିକେ ଜଣେ ଇବେ।
@rtnproduction
@rtnproduction 9 месяцев назад
ଲବ ଭାଇଙ୍କ ପାଇଁ ଗଟେ like କର
@dtrvlog...
@dtrvlog... 9 месяцев назад
@user-qe8pl3fz7x
@user-qe8pl3fz7x 9 месяцев назад
From mayurbhanj baripada I like ur vedeo. Dubai explanation is very clear idea about dubai for our knowledge.
@BILIBILATIOFFICIAL
@BILIBILATIOFFICIAL 9 месяцев назад
Super video laba Bhai Laba Bhai pai like hou👍👍👍👍👍
@GotiMuktiAndolan_Odisha
@GotiMuktiAndolan_Odisha 2 месяца назад
ଲବଙ୍କ ପ୍ରତ୍ଯେକ ଭିଡିଓ ଆନନ୍ଦଦାୟକ ଓ ଶିକ୍ଷଣୀୟ
@sunilkumarswain1476
@sunilkumarswain1476 9 месяцев назад
ଭାଇ ମୁଁ ଦୁବାଇ ରେ ଅଛି ଆପଣ ଙ୍କ ସବୁ ଭିଡ଼ିଓ ଦେଖେ, ମୁଁ dip ରେ ରୁହେ ଯଦି ଟିକେ ମିଶନ୍ତେ ତାହାଲେ ଭାରି ଖୁସି ଲାଗନ୍ତା
@BalaramaswainBalia
@BalaramaswainBalia Месяц назад
Bhai mota Dubai jibaku Sahu ji bhai
@BalaramaswainBalia
@BalaramaswainBalia Месяц назад
Contact number send karo please bhai
@shomiratudushomiratudu7805
@shomiratudushomiratudu7805 18 дней назад
Hlo
@chandrasabar8206
@chandrasabar8206 9 месяцев назад
Bhai Kushi laguchi tamo video dekhi ❤❤❤
@ktccreation9722
@ktccreation9722 9 месяцев назад
Awesome ❤
@Sk___Boos___777
@Sk___Boos___777 9 месяцев назад
Tirupur 😢😢😢🚊🚊🚊🧳🧳
@debabrataverma8822
@debabrataverma8822 9 месяцев назад
LABAJI:GOOD MORNING.CONGRATULATION FOR LABOUR COMMUNITY MARKET DUBAI VEDIO.VERY VERY INFORMATIVE.GOD LESS YOU.
@smvlogsotp8106
@smvlogsotp8106 9 месяцев назад
ଲବ ଭାଇ ଆଗକୁ ଯାଆନ୍ତୁ ବଲି ଯିଏ ଚାହୁଛ like କର ,
@TeriBehenKiChut012
@TeriBehenKiChut012 9 месяцев назад
Hmm sia agaku jau tome ame semiti gariba heiki thiba au
@babudhanmarandiofficial4383
@babudhanmarandiofficial4383 9 месяцев назад
Aadi napay labour community market.
@BISWAYT
@BISWAYT 9 месяцев назад
Love from Odisha KDP Toka❤❤❤
@Shan-Sankar-Sanku
@Shan-Sankar-Sanku 9 месяцев назад
Love you bhai bhai mota Tama Sanga re nia
@surajkuskureelsii8csa
@surajkuskureelsii8csa 9 месяцев назад
Adi moj da super 👌
@Nelmedularoffical
@Nelmedularoffical 9 месяцев назад
Super bro 👍
@niranjanjena9342
@niranjanjena9342 8 месяцев назад
ବହୁତ ଭଲ ଲାଗେ ଆପଣଙ୍କର ପ୍ରତ୍ୟେକ ଭିଡିଓ,, ଏବଂ ବହୁତ ଖୁସି ମଧ୍ୟ ଲାଗେ,,ଭାଇ ମୋର ବହୁତ ଇଛା ଦୁବାଇ ଗୋଟିଏ ଥର ଯିବା ପାଈଁ,, କେତେ ଟଙ୍କା ଖର୍ଚ୍ଚ ହେବ ଯିବା ପାଈଁ,,ଭାଇ ତୁମ ସହିତ କଥାବାର୍ତ୍ତା କିପରି ହୋଇ ପାରିବି,, ବହୁତ ବହୁତ ଧନ୍ୟବାଦ,,,ଜୟ ଜଗନ୍ନାଥ,, ମୋ ଘର ପୁରୀ ଜିଲ୍ଲାରେ,,
@dusmantarohidas1349
@dusmantarohidas1349 9 месяцев назад
ଭାଇ ଗୁପଚୁପ ଖାଇଲ ତୁମେ ଲାଲ ବହିଲା ମୋର 🤤
@sasmitapadhisasmita3208
@sasmitapadhisasmita3208 9 месяцев назад
ଭାଇ ତମ ଵିଡିଓ ସଵୁ ଭଲ ଲାଗୁଛି ଭାଇ
@subratmantry8149
@subratmantry8149 9 месяцев назад
Such a good vedio ❤. And your Mom now so proud for you in heaven❤
@dasarathisatapathy2231
@dasarathisatapathy2231 8 месяцев назад
😮
@lkkrishna6749
@lkkrishna6749 9 месяцев назад
Vote for laba bhai
@dineshbhoi6480
@dineshbhoi6480 9 месяцев назад
Nice market.. very interesting & informative.. jai hind jai bharat 🇮🇳🇮🇳🙏
@Alex_Muna_18
@Alex_Muna_18 9 месяцев назад
Jay jagannath ❤
@kilogram382
@kilogram382 3 месяца назад
ଅତି ସୁନ୍ଦର ବଜାର।
@janakipatra4787
@janakipatra4787 9 месяцев назад
କେଉଁ ମାନଙ୍କୁ ସାନ ଭାଇ (ଲବଙ୍କ) video ଭଲଲାଗେ
@amulyajena4515
@amulyajena4515 9 месяцев назад
ବହୁତ ସୁନ୍ଦର video
@jyotirabi6222
@jyotirabi6222 9 месяцев назад
Bahut bhala laba bhai ❤❤
@jayalaxmi5517
@jayalaxmi5517 9 месяцев назад
Truely I love your vlogs, you are such a genuine person, keep it up 👍
@lilikisku300
@lilikisku300 9 месяцев назад
Bohut bholo lagila video I mpres
@RangalataDehury-ei9ru
@RangalataDehury-ei9ru 9 месяцев назад
Jay jagannath🙏🙏
@chuleswarrout1155
@chuleswarrout1155 9 месяцев назад
ଭାଇ ତୁମର ବହୁତ୍ ସାହସ ଭାଇ ଧନ୍ୟ ବାତ ତୁମର ଭିଡିଓ bhutbhalage
@prasantadas7051
@prasantadas7051 9 месяцев назад
Last line heart touching 💖 love you bro
@user-be2wr3ho3y
@user-be2wr3ho3y 9 месяцев назад
Super video Labha .Nona
@papunsahoo1759
@papunsahoo1759 9 месяцев назад
ଭାଇ କୁ support କର 🥰
@amarpatra5940
@amarpatra5940 8 месяцев назад
Very good. ଗୋଟେ ଓଡ଼ିଆ ପିଲା you tuber ମୁଁ ପ୍ରଥମେ ଦେଖୁଚି. ପୁଣି ନିଜ ଭାଷା ରେ. ପରେ ଅନ୍ୟ ଭାଷା ରେ ଏଡିଟ କରି ହେବ.
@dancerkanhu8921
@dancerkanhu8921 9 месяцев назад
Bhai odisha ku jabe asiba Jagatsinghpur Paradip asiba Bhai Big fan 🎉❤❤❤❤❤ Jagannath Tuma moment ku Happy rakhantu Jay jagannath ❤❤❤ love you bhai
@Jiten332
@Jiten332 9 месяцев назад
Thank you bro information of Dubai market
@prasantbisoi1781
@prasantbisoi1781 9 месяцев назад
Nice video. Thanks for sharing your self pride.
@chandikaprasadmohanty9313
@chandikaprasadmohanty9313 7 месяцев назад
ବହୁତ ଭଲ description. Good video.
@sksidharthofficial3263
@sksidharthofficial3263 9 месяцев назад
ମୁଁ ମଧ୍ୟ ଆପଣଙ୍କ ପରି ପାଠ ପଢ଼ିବା ସହିତ vloging ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚
@radhe_radhe812
@radhe_radhe812 9 месяцев назад
😂😂you au.
@GyanaranjanDas-cn3cg
@GyanaranjanDas-cn3cg 9 месяцев назад
Hau bhai bhala katha
@rajeshpradhan6477
@rajeshpradhan6477 9 месяцев назад
Video 📷 ଦେଖି ବହୁତ୍ ଭଲ ଲାଗିଲା ଭାଇ
@sambit_samal_123
@sambit_samal_123 9 месяцев назад
କିଏ କିଏ କଟକ ରୁ ଲବ ଭାଇଙ୍କ ଭିଡ଼ିଓ ଦେଖୁଛ ଗୋଟେ ଗୋଟେ like ହଉ ❤❤❤
@user-lf3px9wk1p
@user-lf3px9wk1p 9 месяцев назад
Very interesting video
@montybhaivlogs
@montybhaivlogs 9 месяцев назад
Laba da juhar❤❤❤❤❤
@kanhupinguaofficial6778
@kanhupinguaofficial6778 9 месяцев назад
ବହୁତ ବଢ଼ିଆ ବଜାର ଭଲ ଲାଗିଲା।
@ankitaexpress9155
@ankitaexpress9155 9 месяцев назад
ଲବ ଭାଇଙ୍କ ପାଇଁ ଗୋଟେ like ହୋଇଯାଉ।।
@niranjanjena9342
@niranjanjena9342 8 месяцев назад
ବହୁତ ଭଲ ଲାଗେ ଆପଣଙ୍କର ପ୍ରତ୍ୟେକ ଭିଡିଓ,, ଏବଂ ବହୁତ ଖୁସି ମଧ୍ୟ ଲାଗେ,,ଭାଇ ମୋର ବହୁତ ଇଛା ଦୁବାଇ ଗୋଟିଏ ଥର ଯିବା ପାଈଁ,, କେତେ ଟଙ୍କା ଖର୍ଚ୍ଚ ହେବ ଯିବା ପାଈଁ,,ଭାଇ ତୁମ ସହିତ କଥାବାର୍ତ୍ତା କିପରି ହୋଇ ପାରିବି,, ବହୁତ ବହୁତ ଧନ୍ୟବାଦ,,,ଜୟ ଜଗନ୍ନାଥ,, ମୋ ଘର ପୁରୀ ଜିଲ୍ଲାରେ,, ଦୁବାଇରେ ମୋ ପାଈଁ ଗୋଟିଏ କମ୍ପାନୀରେ କାମ ବୁଝି ଦିଅ ପ୍ଲିଜ୍ ଭାଇ,,,
@shortstraveler
@shortstraveler 9 месяцев назад
This is a better than others ❤
@devisinggond9979
@devisinggond9979 9 месяцев назад
ବହୁତ ସୁନ୍ଦର ଭିଡ଼ିଓ ଲବ ଭାଇ 👌👌
@user-db3fn4yu3d
@user-db3fn4yu3d 9 месяцев назад
Right katha Bhai nice video ❤
@asisvlogs63
@asisvlogs63 9 месяцев назад
Wosome❤❤
@BadboyYouTube952
@BadboyYouTube952 9 месяцев назад
See our village market
@santali417
@santali417 9 месяцев назад
ବହୁତ ଭଲ ଲାଗିଲା ଏହି ଭିଡିଓ
@mrmanojsikaka534
@mrmanojsikaka534 9 месяцев назад
Jay jagarnnath bhai
@ShyamBabu-eg8zg
@ShyamBabu-eg8zg Месяц назад
Bahut badhia
@mrbibek6249
@mrbibek6249 9 месяцев назад
Hii ଭାଇ କେମିତି ଅଛନ୍ତି ❤❤❤
@jdsoren9299
@jdsoren9299 9 месяцев назад
Very good information regarding labour of Dubai
@rasmitakahali1376
@rasmitakahali1376 9 месяцев назад
Enjoy your day Bhai
@nirmalmallick5314
@nirmalmallick5314 9 месяцев назад
ବହୁତ ଭଲ VDO ... ଜୟ ଓଡ଼ିଶା ।
@dancerkanhu8921
@dancerkanhu8921 9 месяцев назад
ଲବ ଭାଇ କୁ ଯିଏ ଭଲ ପାଅ like ❤Kara
@user-us2ju3km5d
@user-us2ju3km5d 9 месяцев назад
Khaila bele bi laba vi vdo ❤🎉
@OD_SAM_GAMER
@OD_SAM_GAMER 9 месяцев назад
Mo comment aji viral haba ti 😊😊
@bhagabanpradhan7500
@bhagabanpradhan7500 6 месяцев назад
Thanks Laba Real Odia Toka Mother Taking oria your very nice video
@ramachandrabarik1803
@ramachandrabarik1803 9 месяцев назад
Congratulations bro 🎉
@sonukhansonukhan8387
@sonukhansonukhan8387 8 месяцев назад
Welcome. Dubai. Jahaheu. Dubai. VEDIO. Dakhi. Bahut. Khusi. LGila
@tonajbeshraofficial
@tonajbeshraofficial 9 месяцев назад
Ajana loka ra khaiba kichhi khaiba nahi laba bhai kichibi miseiki dei paronti kahiheba nai
Далее