Тёмный

ଦେବ ଗୁରୁ ବୃହସ୍ପତି ଙ୍କ ନବମସ୍ଥ ଭାବ ଫଳ । ଭାଗ୍ୟ ସ୍ଥାନ ରେ ବୃହସ୍ପତି ଙ୍କ ଶୁଭାଶୁଭ ଫଳ 

SUDARSHAN PANDA
Подписаться 24 тыс.
Просмотров 924
50% 1

ବୈଦିକ ଜ୍ୟୋତିଷ ଶାସ୍ତ୍ର ଦର୍ଶନ ‪@SUDARSHANPANDA9439887993‬ by jyotish acharya sudarshan panda contact number -9937661680/9439887993/7978970765 ନୂତନ ଜାତକ ତିଆରି, ଜାତକ ବିଚାର , ବିବାହ ମେଳକ ପାଇଁ ଯୋଗାଯୋଗ କରନ୍ତୁ। ଶିଳ୍ପ ଶାସ୍ତ୍ର ଅନୁଯାୟୀ ଗୃହ 🏡 ବନ୍ଧ ନିର୍ମାଣ ଓ ବାସ୍ତୁ ବିଚାର ପାଇଁ ଯୋଗାଯୋଗ କରନ୍ତୁ।

Опубликовано:

 

20 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 10   
@JyotilingeshwarBaba-dh4ov
@JyotilingeshwarBaba-dh4ov 4 месяца назад
Thank you sir
@SasmitaSethy-ee8fh
@SasmitaSethy-ee8fh 5 месяцев назад
Sir 🙏 mora dhanu rashi mesa lagna bruhaspati nabama ghare
@SUDARSHANPANDA9439887993
@SUDARSHANPANDA9439887993 5 месяцев назад
ଶୁଭ
@SasmitaSethy-ee8fh
@SasmitaSethy-ee8fh 5 месяцев назад
Thank you sir 🙏
@Urmila-ue8go
@Urmila-ue8go 4 месяца назад
Sir ପୁଅ 13/6 ଏବଂ ଝିଅ 7/4 , ଏ କ୍ଷେତ୍ର ରେ ବାହାଘର ହେଇ ପାରିବ କି?
@SUDARSHANPANDA9439887993
@SUDARSHANPANDA9439887993 4 месяца назад
ହଁ ବିବାହ ଶୁଭ
@Urmila-ue8go
@Urmila-ue8go 4 месяца назад
Sir କିନ୍ତୁ ଆମ ଜ୍ୟୋତିଷ କହୁଛନ୍ତି ମଧ୍ୟ ନାଡି ଦୋଷ ହେତୁ ବିବାହ ଅସମ୍ଭବ। ଆମେ ବହୁତ୍ ଚିନ୍ତିତ ଅଛୁ, କଣ କରିବୁ କୁହନ୍ତୁ।
@SUDARSHANPANDA9439887993
@SUDARSHANPANDA9439887993 4 месяца назад
ତୃତୀୟ ଏକାଦଶ ହେତୁ ରାଜଯୋଟକ ଅନ୍ୟାନ୍ୟ ଦୋଷ ଖଣ୍ଡନ ହୋଇଥାଏ। ପ୍ରତିକାର କରି ମଧ୍ୟ ବିବାହ ଶୁଭ ଫଳ ଭୋଗ ହେବ
@Urmila-ue8go
@Urmila-ue8go 4 месяца назад
ପ୍ରତିକାର କୁହନ୍ତୁ sir ମୁଁ ଆପଣଙ୍କ ଠାରେ ଚିରୋପକୃତ ହେବି।
@SUDARSHANPANDA9439887993
@SUDARSHANPANDA9439887993 4 месяца назад
Call me
Далее
How to Build a Homemade Bike Using a Barrel
00:21
Просмотров 1,5 млн