Тёмный

ଦୋଳିରେ ଝୁଲିଲୁ ବହୁତ ଦିନ ପରେ || ମାଛ ଧରା ଚାଲିଛି || ଆଜି ଟିକେ ବାହାରେ ଖାଇଲୁ || 

Birajini Vlog
Подписаться 588
Просмотров 856
50% 1

ନମସ୍କାର friends 🙏
ଆପଣ ମାନେ କେମିତି ଅଛନ୍ତି ଆଶା କରୁଛି ଆପଣ ମାନେ ସବୁ ଭଲରେ ଥିବେ ଆଉ ଖୁସିରେ ୠହୁନ୍ତୁ ସବୁ ବେଳେ.
ମୋର you tube channel କୁ ଯଦି Subscribe କରିନାହାନ୍ତି ତାହେଲେ ଜଲଦି କରିଦିଅନ୍ତୁ ଆଉ ଆପଣଙ୍କର ସାଙ୍ଗସାଥି ଆଉ relative ମାନଙ୍କୁ ମଧ୍ୟ କହିବେ ଟିକେ Subscribe କରିବେ.
ଏହି videoରେ ଆମେ ଗୋଟିଏ lake ବୁଲିବା ପାଇଁ ଯାଇଥିଲୁ ଆଉ ତାପାଖରେ ଗୋଟେ park ବି ଥିଲା ତ ଆମେ ଯାଇଥିଲୁ
ବହୁତ ଦିନ ପରେ ଟିକେ ଦୋଳି ଖେଳିଲୁ ମୋଜା ଲାଗିଲା ଦୋଳିରେ ଝୁଲିକି. ଆଉ ବାହାରେ ଟିକେ ଖାଇଦେଲୁ.
#video #nri america #american #india #odia #odisha #nrilife #vlogger #vlog #indianvlog #subscribe #nrilife #nri #nrimomvlogger #subscribe #video #youtube #video #park #lake #happylife
Please subscribe to my channel 🙏
Follow Me on:
🔰RU-vid:- h / @birajinidalai
🔰Facebook -
🔰Instagram : - / dips_john_s. .
Thanks for watching ❤️
♻️ Copyright : ‪@birajinidalai‬ . Any reproduction or illegal distribution of the content in any form will result in immediate action against the person concerned.

Опубликовано:

 

19 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 6   
Далее
연준 (YEONJUN) ‘GGUM’ Official MV
02:44
Просмотров 3,8 млн