Тёмный

ଦୋଷ ବାପା ମାଆଙ୍କର ହେଲେ ଦଣ୍ଡ ଭୋଗିବ ନିଷ୍ପାପ ଶିଶୁ || Knews Odisha 

KNews Odisha
Подписаться 1,6 млн
Просмотров 584 тыс.
50% 1

Опубликовано:

 

23 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 214   
@ଲକ୍ଷ୍ମୀକାନ୍ତସେଲମା
ବହୁତ ହୃଦୟବିଦାରକ ଦୃଶ୍ୟ। ଉଭୟ ସ୍ଵାମୀ ସ୍ତ୍ରୀ ଆତ୍ମରକ୍ଷା ପାଇଁ ପନ୍ଥା ଅପଣେଇଛନ୍ତି ଏଥିରେ ଦୋଷ ନାହିଁ। କିଛି ଦିନ ରହି ଦଣ୍ଡ ମୁକ୍ତ କରିବା ଉଚିତ୍ ।
@irraroutray5112
@irraroutray5112 2 года назад
Very heart touching video,,please forgive them for their all childrens
@sonalisonasmilegirl7522
@sonalisonasmilegirl7522 2 года назад
Right
@Pabitra_kumar_Jena
@Pabitra_kumar_Jena 2 года назад
ମୁଁ ଏ ପିଲାକୁ ମୁକ୍ତ କରିବି ଆଉ ଦେଖାଇ ଦେବି ଦମ୍ କେତେ ମୋର,, ନିର୍ଦୋଷି ପାଖରେ ଦେବତା ଦୋଷୀ ପାଖରେ ଯମ
@choturanjankumar4085
@choturanjankumar4085 2 года назад
Right
@mr.kanha._
@mr.kanha._ 2 года назад
ଠିକ କଥା ଭାଇ 🙏🏻
@NRA7759
@NRA7759 2 года назад
ବଡ ଦୁଃଖର କଥା। ଯଦି ଆମେ ଓଡିଶାର ସମସ୍ତ ଭାଇ ଓ ଭଉଣୀମାନେ ମିଳିମିଶି କିଛି ଆର୍ଥିକ ସହାୟତା ପ୍ରଦାନ କରିବା ତାହାହେଲେ ୪ଟି ଛୁଆମାନଙ୍କ ଭବିଷ୍ଯତ ଉଜ୍ଜଳ ହେଇପାରିବ।
@suryasadhika4157
@suryasadhika4157 2 года назад
ଅଜ୍ଞାନ ବାଳକ ଜେଲରେ ରହିଲେବି ତାକୁ ସ୍ୱତନ୍ତ୍ର ବ୍ୟବସ୍ଥା ଦେଇ ଭଲରେ ରଖାଯାଉ ।
@debashisdandapat5907
@debashisdandapat5907 2 года назад
Yes you are right
@shubhendupattanayak5227
@shubhendupattanayak5227 2 года назад
ପ୍ରଭୁ କମ୍ ଦିନ ସଜା ଦିଅନ୍ତୁ ଦେଖିଲେ ଦୁଃଖ ଲାଗୁଚି ଛୋଟ ପିଲା ଟି କୁ ଜୟ ଶ୍ରୀ ରାମ ପ୍ରଭୁ କୋଟି କୋଟି ପ୍ରଣାମ
@Subhashree0987
@Subhashree0987 Месяц назад
Jay jagannath 🙏
@ramachandrajena8123
@ramachandrajena8123 2 года назад
ଛୋଟ ପିଲାଟି ତା ମା ବାପା ପାଖରେ ରହିବ କିନ୍ତୁ ଅନ୍ୟ 4ଟି ପିଲା ବାପା ମାଙ୍କ ସ୍ନେହ ମାମତାରୁ ବଞ୍ଚିତ ହେବେ। ସ୍ବାମୀ ସ୍ତ୍ରୀ କିଛି ଭୁଲ କରିନାହାନ୍ତି
@mycreation1373
@mycreation1373 2 года назад
Yes correct please justify both
@malanajakaka8292
@malanajakaka8292 2 года назад
ହେ ଫ୍ରଭୁ ଯୀଶୁ ରାଜା ଦୟାକରି ସମସ୍ତ ଫରିଵାରଙ୍କୁ ରକ୍ଷା କରନ୍ତୁ ' ଦୁଃଖର ଵିଷୟ ଫ୍ରଭୁ ଛୋଟ ଵାଵୁଙ୍କ କଥା ମନେ ପଡିଲେ ରାତି ଦିନ ଆଖିରୁ ଲୁହ ଝରୁଛି‌‌,ଦୟାକରି ମୁକ୍ତି ଦିୟନ୍ତୁ
@kumkumdas9619
@kumkumdas9619 2 года назад
ଆତ୍ମରକ୍ଷା ପାଇଁ ହତ୍ୟା ଅପରାଧ କରିଛନ୍ତି, କଣ କରିବେ
@pitabashgaria3419
@pitabashgaria3419 2 года назад
He bhagaban a chua ku rakshya karo 🙏🙏🙏Har Har maha dev🙏🙏🙏🙏😭😭😭😭😭😭😭😭😭😭🙏🙏🙏🙏🙏🙏🙏🙏🙏🙏🙏🙏🙏
@satyagiri460
@satyagiri460 2 года назад
ତିନି ବର୍ଷ ଛୁଆ ର ପାଠ ପଢା କଥା ଜେଲରେ କିଏ ବୁଝିବ ଏବଂ ତା ଭବିଷ୍ୟତ କଥା କିଏ ବୁଝିବ?
@pradeepsahoo954
@pradeepsahoo954 2 года назад
ଠିକ୍ ହୋଇଛି, ତାଙ୍କ ଦୋଷ କ୍ଷମା କରିଦିଅ
@chandanentertainment7312
@chandanentertainment7312 2 года назад
ହେ ଭଗବାନ ତାଙ୍କୁ ଜେଲ ଦଣ୍ଡ ରୁ ଶୀଘ୍ର ମୁକ୍ତି ଦିଅନ୍ତୁ
@lakhmipriyadas4890
@lakhmipriyadas4890 2 года назад
ବାପା ଙ୍କୁ ପୁଅ ଆଉ ବହୁ ହତ୍ୟା କରି ବାର ନଥିଲା ଦୁଇ ଜଣ ମିଶି ଅଟକାଇ ବାର ଥିଲା ଜଣେ ମାରି ବାକୁ ଆସିଲେ ଦୁଇ ଜଣ ଥିଲେ ଯେମିତି ବି ହଉ କୁଢାରି କୁ ଛଡେଇ ନେଇ ବାପା ଙ୍କ ପାଇଁ କିଛି ବ୍ୟବସ୍ଥା କରିବାର ଥିଲା କାହିଁକି ଏତେ ରାଗୁଚନ୍ତି ସମସ୍ତଙ୍କ ସହ ପରାମର୍ଶ ନେଇ ବୃଦ୍ଧା ଶ୍ରମ ରେ ଛାଡି ବାର ଥିଲା ଏବେ ସେମାନେ ଏମିତି ଭୁଲ୍ କରିଛନ୍ତି ତ କିଛି ଦିନ କାରା ଦଣ୍ତ ରେ ଦଣ୍ଡିତ କରି ଦଣ୍ତ ମୁକ୍ତ କରାଯାଉ ଆଉ ପିଲା ମାନଙ୍କୁ ସରକାରୀ ଅନାଥ ଆଶ୍ରମ ରେ ହେପା ଜତ୍ କରା ଯାଉ
@gopi9956
@gopi9956 2 года назад
କି ନୀୟମ ସରକାର ମା ପେଟର ଛୁଆକୁବି ଛାଡିଲନୀ
@gopi9956
@gopi9956 2 года назад
Thank you
@ijf-v7z
@ijf-v7z 2 месяца назад
ଆତ୍ମ ରକ୍ଷା ପାଁଇ ଅପରାଧ କରିବା ପାଁଇ. ବାଧ୍ୟ ହୁଅନ୍ତି ସେଥିପାଇଁ ଦଣ୍ଡ କୋହଳ. ହୋଇଥାଏ.. ପିଲାଟିକୁ ଆଧାର ଗୃହ କୁ. ପଠାଇ ଦିଅନ୍ତୁ
@rjprince6577
@rjprince6577 2 года назад
ପାଲା ଟିକୁ ଚାଡ଼ିଦେବା ଉଚିତ୍ କାହିଁକି ବୁଦ୍ଧି ଜ୍ଞାନ କିଛିନାହିଁ ,😢😢😢
@hrushikeshdharua4522
@hrushikeshdharua4522 2 месяца назад
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ
@Sasmita130
@Sasmita130 2 года назад
😥😥😥😥😥😥😢😢😭😭😭😭😭ଦ୍ଭାଇ 6ମା ଆଖିରୁ ଖାଲି ଲୁହ ଆସି ଯାଉଛି
@bhabanishankarpati466
@bhabanishankarpati466 Месяц назад
Little child ku sevashram re rakhajao au government sabu kichhi bujhiba darkar..
@raghumaninayak9593
@raghumaninayak9593 2 года назад
ଜୟ ଜଗନ୍ନାଥ ତୁମେଭରସା...
@RS-yn2bd
@RS-yn2bd 2 года назад
ଜୟ ଜଗନ୍ନାଥ
@rabindrakumarmohanty9415
@rabindrakumarmohanty9415 2 года назад
ଛୋଟ ଛୁଆ ଟି ର ଦୋଷ କଣ? ବହୁତ ହୃଦୟ ବିଦାରକ ଦୃଶ୍ୟ ଜଣେ ହେ ଭଗବାନ ଛୋଟ ଛୁଆ ଟି କୁ ଚକ୍ର ଉହାଡ ରେ ରଖ ତିନି ବର୍ଷର ଛୁଆ କଣ ତା ମା କୁ ଛାଡି ରହି ପାରିଵ?ପଶୁ ବି ତା ମାକୁ ଛାଡ଼ି ରହି ପାରିବେ ନାହିଁ ଏତ ସହଜେ ମଣିଷ।
@prashantabehera5715
@prashantabehera5715 2 года назад
Jay jagannath
@purnachandranaik1014
@purnachandranaik1014 2 года назад
Jagannath ଭରଷା
@satyasundarpati3325
@satyasundarpati3325 2 года назад
ଅଜବ ନିୟମ
@Gajapatimelody697
@Gajapatimelody697 2 года назад
ଆତ୍ମ ରକ୍ଷା ପାଇଁ ଯୋଦି ଏହିପରି ଘଟଣା ଘଟେ ତେବେ କଣ ଏହା ପାଇଁ କୌଣସି ନିୟମ ନାହିଁ..? ଯଦି ନାହିଁ ତେବେ ଦୁନିଆର ବହୁତ ଲୋକଙ୍କୁ ଭୋଗିବାକୁ ପଡିବ ଏମିତିକା ଦଣ୍ଡ. ଯଦି ସାଧାରଣ ଲୋକଙ୍କ ନିମନ୍ତେ ଆଇନ ଗଠିତ ହୋଇଅଛି. ତେବେ ଆଉ ଗୋଟେ ନିୟମ କଲେ ଅସୁବିଧା କଣ..? କିମ୍ବା ସଜା କମ କରାଯାଉ.
@debendrabagh6371
@debendrabagh6371 2 года назад
ହେ ଭଗବାନ ଏ ମାନଙ୍କୁ କମ୍ ସଜା ମିଲୁ
@MunaDas-m4r
@MunaDas-m4r 2 месяца назад
Jay jagannath
@satyajitlifevision
@satyajitlifevision 2 года назад
Omm namah sibaya
@matipadan8879
@matipadan8879 2 года назад
Jay Jagannath 🙏🙏🙏
@snayak7837
@snayak7837 2 года назад
ଏମାନେ ଙ୍କ ଶିକ୍ଷା ଧୀକ୍ୟା କମ ,ସେଥି ପାଇଁ , ପାଞ୍ଚ ଟି ପିଲା ଜନ୍ମ ଦେଇ ,ଶଶୁର କୁ ମାରିଛନ୍ତି, ଜାଣି କି କେହି ମାରେ ନାହିଁ,
@snehasishmohakud6778
@snehasishmohakud6778 2 года назад
Kon sikhito loko bhul kore nahe .......jani suni kahe bhul kore nahe ........sir high qualified well educated kon se kebe bhul korinahanti na jail re soja katu nahanti........Manisa pakhore emiti situation emiti time ase j bhul kon thik kon jani parenai.......tenu a there educated aneducated ro question nahe.........samate bhul koronti sametonko bhul bi hua...............
@sharatchandramuda1414
@sharatchandramuda1414 2 года назад
Adibasi loko ratrapati heleni tumaku kan laguchhi murkha ?
@smurmu8763
@smurmu8763 2 года назад
ଏମିତି ଏକ କେଉଁ ଦେଶ ସମ୍ବିଧାନର ଧାରାରେ ଲେଖା ଅଛି ଯେ ଖୀର ଖାଉଥିଵା ଶିଶୁଂକୁ କାରାଗାରରେ ରଖାଯାଇ ପାରିଵ
@irraroutray5112
@irraroutray5112 2 года назад
Very heart touching video...pls forgive them
@pradeepsahoo8131
@pradeepsahoo8131 2 года назад
Plz z help the little child
@deasish07
@deasish07 2 года назад
Correct bro
@SujataPujhari-r4d
@SujataPujhari-r4d Месяц назад
Jayshreema
@bijaypadhan5967
@bijaypadhan5967 2 месяца назад
Heart broken story
@yajnadattapurty9654
@yajnadattapurty9654 2 года назад
ଅନାଥ ଆଶ୍ରମକୁ ସ୍ତାନାନ୍ତର କରାଯାଉ
@ajitpani2113
@ajitpani2113 2 года назад
The courts should have compassionate to child to stay in some relatives of families . The government should give some salary to children to stay in relatives and proper care should be investigated weekly .
@manojbarla3810
@manojbarla3810 2 года назад
Jay Jagannath
@nabindas747
@nabindas747 2 года назад
He Bhaghaban Teke Dhaya kar please 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@rasmitanaik7972
@rasmitanaik7972 2 года назад
God bless you🙏🙏🙏🙏
@uttambagh3142
@uttambagh3142 2 года назад
ସାନ ପିଲାର ଭବିଷ୍ୟତ ଅନ୍ଧାର ହେଇଯିବ ମା ବାବା ଙ୍କ ଦଣ୍ଡ କାହିଁକି ସାନପିଲା ଭୋଗିବ ସାନପୀଲାରୋ ଭବିଷ୍ୟତ ପାଇଁ ତାକୁ ଭି ଅନାଥ ଆଶ୍ରମରେ ରୋଖାଯାଉ ମୋର ପ୍ରାର୍ଥନା ଏତିକି
@radhikagond373
@radhikagond373 2 года назад
God bless you
@mohantymohanty377
@mohantymohanty377 2 года назад
ସେମାନେ କରିଥିବା ଅପରାଧ ର ଦଣ୍ଡ ସେ ଛୋଟ ଛୁଆ କଣ ପାଇଁ ଭୋଗିବ .....ସେ ପିଲାକୁ ପ୍ରଶାସନ ର ସହାୟତା ରେ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା ରେ ରଖିବା ଆବଶ୍ୟକ ନହେଲେ ସେ ପିଲାର ଭବିଷ୍ୟତ ଗଢା ହେବା ଆଗରୁ ରୁ ହିଁ ତା ଭବିଷ୍ୟତ ନଷ୍ଟ ହେଇଯିବ ...🙏 ଜୟ ଜଗନ୍ନାଥ
@ghaniytstudio3624
@ghaniytstudio3624 2 года назад
Good is bleassing
@manasdalei3868
@manasdalei3868 2 года назад
Jai Shree Ganesh har har Mahadev bache ka Jai ho pilatiku danda mukt kara jau🙏🙏🙏
@RockstarPankajofficial
@RockstarPankajofficial 2 года назад
ଯଦି ଆଇନ୍ ଜାଣିଥାନ୍ତି ସରକାର ତାହେଲେ। ଏଇ ଆଇନ୍ କୁ ଆଖି ଆଗରେ ରଖି। ପିଲାକୁ ସରକାର୍ ପାଠ ପ ଢା ନ୍ତୁ
@sudamsabar1663
@sudamsabar1663 2 года назад
Jesus loves you.
@maheshvlogs2364
@maheshvlogs2364 2 года назад
Jaya jagannatha
@RajeswariMajhi-wb9mo
@RajeswariMajhi-wb9mo Месяц назад
Sir pilaku bhalare rakhantu
@gnsatya559
@gnsatya559 2 года назад
🤭🤭🤭ବିଚୋରା ପିଲା ରୋ କଛି ବି ଭୁଲ୍ ନାହିଁ ସେ କିଛି ବି ଜାଣି ନାହିଁ 🥺😭😭😭
@mangalaprasannadhal6197
@mangalaprasannadhal6197 2 года назад
ଏହା ଏକ ଅତ୍ୟନ୍ତ ଦୁଃଖପୂର୍ଣ ଘଟଣା। ବାପା'ମା କଂ ଭୂଲପାଇଁ ପିଲାଟି ବି ଜେଲ୍ ରେ ରହିବ। ଆଜିକାଲି ମଣିଷ ମାନେ କାହିଁକି ଟିକେ ଟିକେ ଘଟଣାରେ ଉତ୍ୟକ୍ତ ହୋଇଯାଉଛନ୍ତି..? ଏହା କେବଳ ଗୋଟିଏ ଘଟଣା ନୁହେଁ ପ୍ରତ୍ୟକ ସମୟରେ ଏହିଭଳି ହତ୍ୟା.. ଭଳି ଘଟଣା ଆସୁଛି କିନ୍ତୁ.. ଘଟିବାକୁ ଯାଉଥିବା ଘଟଣା ପ୍ରତି ପୋଲିସ ତ କିଛି କରିପାରିବନି କିନ୍ତୁ ଏସବୁ ଜିନିଷରୁ ବିରତ ରହିବା ପାଇଁ ଆମ ପାରିପାର୍ଷିକ ସମାଜ ଆମକୁ ବାରଣ କରିବ। କାରଣ କିଛି ଘଟିବାକୁ ଯାଉଥିବାର ସୂଚନା ଆମ ପାଖପଡୋଶୀ ମାନେ ହିଁ ପାଇଥାଆନ୍ତି। ଯଦି ଆମ ମାନଂକ ଗାଁ ଜଣେ ଭଲ ଉଚକୋଟିର ନ୍ୟାୟବନ୍ତ ଭଦ୍ରଲୋକ କୁ ପାଇବା ସେ ବୁଝେଇ ସୁଝେଇ ଲୋକମାନଂକୁ ବଂଚେଇ ପାରିବ। ନଚେତ ପାରିବାରିକ କଳି ବା ହିଂସା ଶିକ୍ଷିତ ରୁ ମୁର୍ଖ ଓ ଧନୀ ରୁ ଗରିବ ସମସ୍ତକଂ ଘରେ ହେଉଛି କିଂନ୍ତୁ ତାକୁ ମ ବଢେଇ ତାର ସମାଧାନ କରିଦେଲେ ଆମେ ସମସ୍ତେ ଶାନ୍ତିରେ ରହିପାରିବା।
@mitasamal7909
@mitasamal7909 2 года назад
Bahuta dukha laguchi
@dk...bankerschoice...4320
@dk...bankerschoice...4320 2 года назад
Taa mind upore kete prabhaba padiba,,,, sico hei jiba sia
@deasish07
@deasish07 2 года назад
Yes
@akashkuranjitpintu9482
@akashkuranjitpintu9482 2 года назад
Yes bro
@rasmitatete3751
@rasmitatete3751 2 года назад
Om God
@hrushikeshdharua4522
@hrushikeshdharua4522 2 года назад
Bidhira bidhana kekariba ana jay jagannath swami nayana pathagami bhaba tume prabhu
@pradeepdandapat7840
@pradeepdandapat7840 2 года назад
ଆତ୍ମ ରକ୍ଷ୍ୟା କରିବା କଣ ଭୁଲ?
@mamatapradhan5512
@mamatapradhan5512 2 года назад
Oh god 😭😭😭😭😭😭😭😭😭😭😭😭😭 please help little child.chhuar kichi dosa nahi
@pramodpatra4493
@pramodpatra4493 2 года назад
Jahaku helebi jonhoku chadidio plz 🙏 hele tanko family👪 ta rohijibo nohele pila mane bohut koshto paibe plz
@NRA7759
@NRA7759 2 года назад
ଏହି ବର୍ତ୍ତମାନ ପରିସ୍ଥିତି ରେ ଆମେ ସମସ୍ତେ ଚାହିଁଲେ ଏତିକି ସାହାଯ୍ୟ ଏବଂ ସହଯୋଗ କରିପାରିବା ବାକି ସବୁ ଆମ ଓଡିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା କରିବା ଯେ ଛୋଟ ଛୁଆମାନଙ୍କର ପିତାମାତା ଶୀଘ୍ର ତାଙ୍କରି ପାଖକୁ ଚାଲିଆସନ୍ତୁ।
@subodhkumarnaik7423
@subodhkumarnaik7423 2 года назад
Se pilaku jail re rakhi paribani sarakar ku maha bipada padiba pls pls pls
@kumarkulu3452
@kumarkulu3452 2 года назад
Kotha re achi...(Goribo Sorboda Moribo),,,pore ain jaha karibo
@narottammallik2660
@narottammallik2660 2 года назад
A news suniba pare aakhiru luha asijauchi.plz choto pila pain a sabu dosha maf Kara.
@manasnaik4074
@manasnaik4074 2 года назад
ସଳେ ମାଘିଏ ମୟୁରଭଞ୍ଜିଏ police ତୁମମାନଙ୍କୁ କିଏ ଚାକିରି ଦେଇଥିଲା ତମ ବିଆ ହାଡରେ ଘିଏ ଚାକିରି କରିଚ ନା ମୋବାଣ୍ଡ କରିଚ ଗୋଟେ ନିଷ୍ପାପ ଶିଶୁ କୁ ଦଣ୍ଡ ଦଉଚ ଯିଏ ମା ଖିର ଛାଡିନଥିବ ଠିକ୍ ରେ
@debasmitanaik4126
@debasmitanaik4126 2 года назад
He prabhu Jagannath esabu kana heijauchi dekhile bahut dukha laguchi
@gourishankar425
@gourishankar425 2 года назад
Bahut a dukha
@Gajapatimelody697
@Gajapatimelody697 2 года назад
ନୂଆ ଆଇନ ଲଗାଯାଉ ଆତ୍ମ ରକ୍ଷା ପାଇଁ.. ନଚେତ ସଜା କମ କରାଯାଉ.
@rakeshrout4773
@rakeshrout4773 2 месяца назад
ଇଏ କି ଆଇନ...? ଆତ୍ମାରକ୍ଷା କରିବା କଣ ଅପରାଧ ...??????
@sangeesangita8331
@sangeesangita8331 2 года назад
Please sir semanku rakhya karanti 🙏🙏🙏🙏🙏
@jayantimuduli4920
@jayantimuduli4920 2 года назад
Please semananku chhadi diantu
@chandrasekharmahapatra4537
@chandrasekharmahapatra4537 2 года назад
A sarkar amanku chadi diantu
@ghasijani93
@ghasijani93 2 года назад
Very sad
@aniltriballifestyle343
@aniltriballifestyle343 2 года назад
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@masterkuna1931
@masterkuna1931 2 месяца назад
😳🙋🙋🙋🙏
@sidhantagaming4663
@sidhantagaming4663 2 года назад
Court only see Rong not right thing this is our republic India Case haba kintu asami khasiba bhala loka fasiba aji Jaya keba bi konasi court re Naya daeni.... Bhagban ku atiki binati Prabhu tame satare acha aeta sata kintu Kali joga niyama anujae kichi kahuna kintu adharama badhilani Prabhu Naya diantu Prabhu
@kumarkarttik4541
@kumarkarttik4541 3 месяца назад
Tanki.anik.nridosre.court.manyavar.bicharak.sir.khalas.karidintu.bau.kasta.lagaichi.avideyo.dekhi.😢😮
@sarojinisahoo2320
@sarojinisahoo2320 2 года назад
Sikhya nai /daridra.Atma rakhya paain marile . Tathapi emane dosi kintu bahut bada aparadhi nuhanti emana nku km saja debaku anurodh.
@AKNandy-bb8pr
@AKNandy-bb8pr 2 года назад
Government should send this small child to Child Welfare Board for his good education and Life.
@englishsikshya5722
@englishsikshya5722 2 года назад
Kichi to vul koriniii emane
@manashsoren3342
@manashsoren3342 2 года назад
ମା ଓ ବାପାଙ୍କୁ ଯଦି ଆଇନ ଦୋଷ ସାବ୍ୟସ୍ତ କରି ଦଣ୍ଡ ଦେବ ତାହାହେଲେ ସେମାନଙ୍କର ପିଲାମାନଙ୍କର ଭବିଷ୍ଯତ ବଡ ହେବ । ପର୍ଯ୍ୟନ୍ତ ସରକ।ର ଦାଯିତ ନେବା ଉଚିତ୍ ।
@devgameryt5635
@devgameryt5635 2 года назад
How could people so irresponsible . Is there no humanity exist. This can't be regret by the court . Immediate action need to take by the police
@onlycare6557
@onlycare6557 2 года назад
Atmarakhya kan bhul jadi bhul tahele se samayare kie au rakhya Kariba so sad 😭😭😭😭😭
@julu6122
@julu6122 2 года назад
,, very 😢 😢😭😭
@modernentertainmentchannel7322
@modernentertainmentchannel7322 2 года назад
Self Defence Kariba Nihati jaruri thila so ...amane bail pai gibe
@rajendrabarik8004
@rajendrabarik8004 2 года назад
What to do Odisha police????
@comedyodisha7423
@comedyodisha7423 2 года назад
Nidos
@hiratuduMardi98
@hiratuduMardi98 Месяц назад
Chhota chhuaa achi , tk bujhiba sakti nahi ki ? Aeta kaou Rule
@sudarsanmallik8876
@sudarsanmallik8876 2 года назад
ତାଙ୍କୁ ଶୀଘ୍ର ମୁକ୍ତ କରାଯାଉ ।
@shaktirupamekap4114
@shaktirupamekap4114 2 года назад
🎉
@Manashine_
@Manashine_ 2 года назад
He kalia🙏🏻😔
@mamatapradhan5512
@mamatapradhan5512 2 года назад
Ya ki niyama sarkar......chota chhua ku b chhadila ni bahut kasta laguchi video dekhi
@tuna1001
@tuna1001 2 года назад
Plz help government
@dasrathimurmu6060
@dasrathimurmu6060 2 года назад
This is not a crime but aaction of self defence..
@siba.reedy86
@siba.reedy86 2 года назад
Nijara atmarakha pai sa akama karichanti dayakari samanaku chadidia jau
@crazyboypritam7759
@crazyboypritam7759 2 года назад
Please year God help you 😭😭😭😭
@manoramajoshi9381
@manoramajoshi9381 2 года назад
Attmarakhya vull nuhain
@SANTOSHKUMARMALIK-kd4dy
@SANTOSHKUMARMALIK-kd4dy 2 месяца назад
Hai bhagwan au kichhi kahi paribini
@kanchanapathra3129
@kanchanapathra3129 2 месяца назад
😭🙏🙏😭🙏
@OD__AJAYA__FF_45
@OD__AJAYA__FF_45 2 года назад
Are ate km age re jadi se jel re rahiba seta bahut dusta hoijiba Sethi pain mo matare 6year hoijiba setebele ayaku bi tanka Bhai bhauni nka saha rakha jau jell re nuha karan ta munda re kharap chinta bhati hojiba
@dillipbhoi758
@dillipbhoi758 2 года назад
ଏ ମାନଙ୍କୁ ଛାଡ଼ିଦେବା କଥା
@gopalswain814
@gopalswain814 2 года назад
Jai jagarnath
@mr.sankar4690
@mr.sankar4690 2 года назад
Jail re rakha...but taku education b dia jau...please
@sohagbetabapunihembram2526
@sohagbetabapunihembram2526 2 года назад
😭😭😭
@deasish07
@deasish07 2 года назад
😗🙃
Далее
Тупой и ещё тупее. (и поддоны)
00:37
Paint Projects
00:17
Просмотров 4,8 млн
Why is it different from what I thought?
00:15
Просмотров 1,6 млн
Тупой и ещё тупее. (и поддоны)
00:37