Тёмный

ନବୀନଙ୍କ ଇସ୍ତଫା ପରେ କାନ୍ଦୁଛନ୍ତି ମା’ | NandighoshaTV 

Nandighosha TV
Подписаться 3,1 млн
Просмотров 462 тыс.
50% 1

#NaveenPatnaik #Resign #cyclone #odisha #nandighoshatv
ନବୀନ ଶାସନକୁ ମନେ ପକାଇ କାନ୍ଦୁଛନ୍ତି ମା’ । ମହାବାତ୍ୟାର ପରାବର୍ତ୍ତି ସମୟରେ ଦୁଃଖର ପାହାଡ଼କୁ ଛାତି ଦେଖାଇଥିଲେ ନବୀନ ପଟ୍ଟନାୟକ ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
RU-vid: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Опубликовано:

 

5 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1 тыс.   
@user-ee4ry5rg4b
@user-ee4ry5rg4b 2 месяца назад
ନବୀନ ପଟ୍ଟନାୟକ ଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିଦିଅନ୍ତୁ 😭🙏🏻
@rsvillageodia
@rsvillageodia 2 месяца назад
ତ ବାପ କଥା ରେ
@tripatibehera9298
@tripatibehera9298 2 месяца назад
Haba Bhai
@chandrakantabehera6550
@chandrakantabehera6550 2 месяца назад
​@@rsvillageodiaନାଇ ବେ ତୋ ବାପା କଥାରେ
@BindasRaazz
@BindasRaazz 2 месяца назад
ଏବେ ଜୟ ଶ୍ରୀ ରାମ ଯୁଗ 👍👍👍 ଜୋର୍ ଜାର ମୁଲକ୍ ତାର ।।। ଆଗେ ନବୀନ ପଟ୍ଟନାୟକ guarantee ଥିଲା ଏବେ ମୋଦି gurantee ଆଉ 25 yr ମୋଦି କୁ ଦିଅ 😂😂😂😂 ସମସ୍ତଙ୍କର ଆକାଉଣ୍ଟ କୁ ଲକ୍ଷ୍ ଲକ୍ଷ୍ୟ ଟଙ୍କା ଯିବ 😂😂😂
@hrushikesh6075
@hrushikesh6075 2 месяца назад
🙏🙏🙏🙏
@reetap4008
@reetap4008 2 месяца назад
ବାପ ଛେଉଣ୍ଡ ହୋଇଯାଇଛି ଆଜି ଓଡ଼ିଆ 😭😭🙏🙏
@kalingasendha
@kalingasendha 2 месяца назад
ତୁ ଅନାଥ ହେଉଥିବୁ କାରଣ ନବୀନ ତୋ ବଉକୁ ଗେହିଁଥିବ ଷଳା କର୍ମକୋଢିଆ ମାଗଣା ଖିଆ
@krushnadeepsonu3552
@krushnadeepsonu3552 2 месяца назад
Correct Bhai . E bedhei budhi guraku magana khaiba habit heiglani. Maghia khaibe , piebe, rasta re hagibe au maribe 😂😂😂​@@kalingasendha
@factsunloaded4808
@factsunloaded4808 2 месяца назад
Nabin ama bapa kebe hela...😂..
@pintusatapathy4530
@pintusatapathy4530 2 месяца назад
ତୁ ଯେମିତି ଓଡ଼ିଶା ର ସର୍ବେ ସର୍ବା କହିଲା କଣ ନା ଓଡ଼ିଶା ବାପ ଛେଉଣ୍ଡ ହେଇଗଲା
@Rameshminyaja
@Rameshminyaja 2 месяца назад
Aa uo tore😂😂😂😂 Novin 😢😢😢 Babhu nku uo tore Anu Moti diyajauo 😂😂😂😂😂A Norendra char kon lok nku kondei jodi A norendr modi sashon korile Aam poliga manti Aasu se Gorku ketuchinadekiba
@user-tu9wh8mi5u
@user-tu9wh8mi5u 2 месяца назад
ଦିର୍ଘ ୨୫ ବର୍ଷ ମଧ୍ୟରେ ଆପଣ ଜେତିକି କରିଛନ୍ତି ସାରା ଓଡ଼ିଶା ବାସି ତାହା ନିଶ୍ଚିନ୍ତ ଅନୁଭବ କରିବେ... ଏ ଯେଉଁ ଦୃଶ୍ୟ ମନକୁ ବହୁତ କଷ୍ଟ ଦଉଛି...we wil miss you Mr CM❤❤❤❤
@user-sz5qu3se2s
@user-sz5qu3se2s 2 месяца назад
Bhagwan karanthu Navin sir au thare cm haba dharkar Jay jagannath 🙏🙏🙏
@santoshswain9686
@santoshswain9686 2 месяца назад
Nabina.the.end
@premanandathakur4980
@premanandathakur4980 2 месяца назад
ମା ତମକୁ କୋଟି କୋଟି ପ୍ରଣାମ🙏
@facegameplay2769
@facegameplay2769 2 месяца назад
ଯଉ ଲକ ମାନେ କହୁଥିଲେ ନବୀନ ମର ପୁଅ ନବୀନ ମର ବାପା ସେମାନେ କେମିତି ଶାନ୍ତିରେ ରହିବେ sir😢
@monalisajena4924
@monalisajena4924 2 месяца назад
Kou bhi Odisha basi shanti re rahiparibeni...yeita hi satya ..kiye Manu ki na ..manu
@kalingasendha
@kalingasendha 2 месяца назад
ନବୀନା ଥିଲା ଯେ କଉ ବାଳ ଶାନ୍ତିରେ ଥିଲେ ମାଗିହା ତାମିଲ ଆସି ଓଡ଼ିଶାରେ ଛୋଡ ଦେଖଉଥିଲେ
@factsunloaded4808
@factsunloaded4808 2 месяца назад
Bas free re khao, no work...aur tax payer paisa re aish kara
@rajibkumar5117
@rajibkumar5117 2 месяца назад
​@@monalisajena4924sata kahichanti😂😂😂😂😂
@user-pf8it2gg1p
@user-pf8it2gg1p 2 месяца назад
ନବୀନ ପଟ୍ଟନାୟକ ନେତା ମନ୍ତ୍ରୀ ମାନେ ଗୁଣ୍ଡା ରାଜ କରୁଥିଲେ ଓଡ଼ିଶାରେ ସେତେ ବେଳେ ନବୀନ ପଟ୍ଟନାୟକ କୁ ଦେଖା ଯାଉନଥିଲା କି ନବୀନ ପଟ୍ଟନାୟକ ଭଲ ଏଲା ହାରିଲା
@Cuty_reena758
@Cuty_reena758 2 месяца назад
ସତରେ ଏସବୁ ଦେଖିକି ଆଖି ଛଳ ଛଳ ହେଇ ଯାଉଛି 😢😢😢 miss u ନବୀନ ସାର ଜୟ ଜଗନ୍ନାଥ 🙏🙏
@sarojkumarsahoo9268
@sarojkumarsahoo9268 2 месяца назад
Odia ku chhadi jetebele tamil dharuthila....setebele akhi bhala laguthila nai😂😂😂😂
@jaishwaryapatro3670
@jaishwaryapatro3670 2 месяца назад
Bjp କେବଳ ଧନୀ ଲୋକଙ୍କ ପାଇଁ ଠିକ୍ କିନ୍ତୁ BJD ଗରିବ ଲୋକଙ୍କ ଗୋଟେ emotion Bjp ଏବେ ଆସିଲା ଧନୀ ଆଉରି ଧନୀ ହେଇକି ଯିବ ଓ ଗରିବ ଆଉରି ଗରିବ ହେଇକି ପଳେଇବ 😢😢😢 ସବୁ ରାଜ୍ୟ ଅପେକ୍ଷା ଓଡ଼ିଶା ରେ ଗରିବଙ୍କ ପାଇଁ ଅନେକ ସୁବିଧା ରହିଥିଲା 😢 ଗରିବଙ୍କ ସୁବିଧା ସହ ରାଜ୍ୟ ରେ ମଧ୍ୟ ଅନେକ ବିକାଶ କରିଛନ୍ତି ନବୀନ ପଟ୍ଟନାୟକ 😭😭😭 ଆମକୁ ନବୀନ ବାବୁଙ୍କ ପରି ସରକାର ଆଉ ମିଳିବେନି 😭 ଦୟାକରି ସବୁ ଯୋଜନା ପୁଣି ଥରେ ଜାରି ରହିବା ଦରକାର 🙏🏻। Love You Naveen Sir 💚🐚
@subashani
@subashani 2 месяца назад
Pandine ku kahu na kana amati kari ba.
@monalisajena4924
@monalisajena4924 2 месяца назад
Absolutely Right kathha kahichanti Bhai...salute Bhai ..mana khusi heigala Aapanka yei msg ti padhiki❤❤
@manoranjandas1438MunnaGelhi
@manoranjandas1438MunnaGelhi 2 месяца назад
ହଁ ରହିବ ତୁ ସଳା କାମ ନୋ କରି ମଦ ଖାଇକୀ ମାଇକେନିଆକୁ ମାରିବୁ ବୁଡ଼ା ବାପା ମାଁ ଙ୍କୁ ବାଡ଼େବୁ ଆଉ ଗାଁ ରେ ମାରପିଟ କରିବୁ ସଳା ଲାଜ୍ଜ ଲାଗୁନି ମାଗଣିଖିଆ...😃😃ବାଳ ନବୁ....ତୁ
@user-ii9bp6iz7c
@user-ii9bp6iz7c 2 месяца назад
Thik kohilo
@ranjitsahoo164
@ranjitsahoo164 2 месяца назад
Sata katha
@VIKASH_55972
@VIKASH_55972 2 месяца назад
ଭୋଗିବୋ ରେ ଓଡ଼ିଆ ଭୋଗିବୋ। ନିଜ ବାପା ପିଠିରେ ଛୁରି ମାରିଛ। ନିଜ ଦୁର୍ଦ୍ଦିନ କୁ ତାଳି ମାରି ଡାକିଛ। ଜଗନ୍ନାଥ ସାକ୍ଷୀ ରହିଲେ ଭୋଗିଁବୋ 😢😢😢😢😢😢
@subashani
@subashani 2 месяца назад
Pandin lagi ata sabu hala
@rajkishorepradhan88
@rajkishorepradhan88 2 месяца назад
Right kahila Bhai bht jaldi durdino asuchi
@VIKASH_55972
@VIKASH_55972 2 месяца назад
@@rajkishorepradhan88 au kn baki acchi Bhai june 4 re ru amra start hei jaichi. Garibo au middle class loka ra bharsa thile navin sir.
@mahefujkhan304
@mahefujkhan304 2 месяца назад
VIKASH Babu 💯 Satya katha lekhicha, Odisha Loko jati dharma Veda Kari Modi/ Jogi centre kete BJP neta nka budhi re padi kichhi swarth ra asa rakhi vul karjya karichhanti, Nabin Babu nku dhoka dele , Jaha fala re kebal Odisha re nuhe pura Bharat re dukha,asanti,Anaya durdin. Dina asiba ku jauchi, Odisha ra Malika Vabisyabani Purna hebaku jauchi, 22 Pahache kheliba Mina, Jagarnath Chhatia jibe , Laguchi a sabu sata hebaku jauchi
@monalisajena4924
@monalisajena4924 2 месяца назад
Pura nirata satya kathha kahichanti Bhai..salute Bhai aapananku ....kintu bahut dukha laguchi ...we all miss you Naveen sir ❤❤
@RNNANDU95
@RNNANDU95 2 месяца назад
ସତରେ ମୋତେ ମଧ୍ୟ ଦୁଃଖ ଲାଗିଲା ମାଆ ମାନଙ୍କର ଦୁଃଖ ଭରା ସ୍ୱର ଶୁଣିକି 😢 ଭଗବାନ ଆଶୀର୍ବାଦ କରନ୍ତୁ ମାଆ ମାନେ ସବୁ ଖୁସିରେ ରୁହନ୍ତୁ 🙏 Jay jagannath
@user-ee4ry5rg4b
@user-ee4ry5rg4b 2 месяца назад
ମୋ ଓଡ଼ିଶା ନବୀନ ଓଡ଼ିଶା ❤❤😭😭😭😭😭
@Cuty_reena758
@Cuty_reena758 2 месяца назад
କଲା ପାହାଡ଼ ଚକ୍ରାନ୍ତ ପାଇଁ ଜଣେ ସରଳ ମଣିଷ ବଳି ପଡ଼ି ଗଲେ 😢ଶେଷ ପର୍ଯ୍ୟନ୍ତ ଆମେ ଆପଣ ଙ୍କୁ କେବେ ଭୁଲି ବୁନି ନବୀନ ସାର 😢😢 ଆପଣ ଆମ ଓଡ଼ିଶାବାସୀ ଙ୍କ ହୃଦୟ ରେ ଥିଲେ ଆଉ ରହିବେ ନବୀନ ସାର ଙ୍କ ପାଇଁ ଆପଣଙ୍କ ମତା ମାତା କଣ Comment କର ଆପଣ ଙ୍କ ଭଳି CM ଆଉ କେହି ବି ହେଇ ପରିବେନି ❤❤
@bikashnayak9794
@bikashnayak9794 2 месяца назад
Apananka bujhiba dharana bhul
@reetap4008
@reetap4008 2 месяца назад
Really, NABIN PATNAYAK 🙏🙏❤️❤️❤️❤️❤️
@sksahoo10
@sksahoo10 2 месяца назад
Pandian sir ru kala pahada ବଡ଼ ଅଜବ 😮
@Cuty_reena758
@Cuty_reena758 2 месяца назад
​@@sksahoo10 ଅଜବ କଣ ମୋ ସେ ପଣ୍ଡିଆନ ପାଇଁ ତୋ ଆଜି ନବୀନ ହାରିଛି
@user-to9vw9sl4r
@user-to9vw9sl4r 2 месяца назад
Right 👍
@NarayanVlog
@NarayanVlog 2 месяца назад
ନବୀନ ବାବୁ ସତରେ ଆପଣ ବହୁତ ମହାନ 😭ମା ଙ୍କ ଆଖିର ଲୁହ ଦେଖି... ଆଖି ଚଳଚଳ ହେଇଗଲା 😭ନବୀନ ପାଇଁ ଓଡି଼ଶା ର ମା ମାନେ ଆଜି କାନ୍ଦୁ ଛନ୍ତି ଝୁରୁଛନ୍ତି ❤🙏
@sushantimahakud6208
@sushantimahakud6208 2 месяца назад
Please nabina bapa come back 😢😢😢😢😢😢 Miss you please God nei asontu puni
@laxmidharanayak9640
@laxmidharanayak9640 2 месяца назад
ସାଇରାମ। ସତରେ ଆମ ନବୀନଙ୍କ ସହ କେହି ମହାନ ସହୢଦୟବାନ ଦେବ ତୁଲ ନାହିଁ।
@sagarika_art
@sagarika_art 2 месяца назад
ଏବେ ଯେମିତି ଲୋକ ଦୁଃଖ ପ୍ରକାଶ କରୁଛନ୍ତି ଭୋଟ ଦେବା ବେଳେ ଯଦି ଏ କଥା ଭାବି ଥାନ୍ତେ ତାହାଲେ ଭଲ ହେଇଥାନ୍ତା
@mousumijayasingh9320
@mousumijayasingh9320 2 месяца назад
Bilkul thik...sete bele Modi kimia karithila.Ebe kandiki Kan labha..
@monalisajena4924
@monalisajena4924 2 месяца назад
Yeita ta satya. ..kintu kichhi ta ghopala heichi....kada tadanta karajau ..yeita sabu Odisha basi kahuchanti aau kanduchanti....
@ajubehera5810
@ajubehera5810 2 месяца назад
Right
@Rimapadmini
@Rimapadmini 2 месяца назад
Jetiki loke kanduchandi semane vote deichanti hele kichhi Loka bjp katha re bhasigale
@diptimayeedailylifevlog
@diptimayeedailylifevlog 2 месяца назад
କିଛି ନୁହେଁ ସବୁ କିଛି ghopla ହେଇଛି ନିର୍ବାଚନ ଫଳାଫଳ କୁ ଭଲ କି study କର ଜାଣିପାରିବ ପୁରା evm ghopla ହେଇଛି
@srikantabarik8545
@srikantabarik8545 2 месяца назад
ଏଇଟା ଟେଲର ଆଗକୁ ସିନେମା ବାକି ଅଛି
@monalisajena4924
@monalisajena4924 2 месяца назад
Pura right kathha kahichanti Bhai...kintu dukha bahut laguchi ..satare. We all miss you Naveen sir
@user-dv3fs3sx7s
@user-dv3fs3sx7s 2 месяца назад
Jay jagannath 😢
@kalingasendha
@kalingasendha 2 месяца назад
କିଛି ଅସୁବିଧା ହବନି ନବୀନ କଣ୍ଟା ଛୋଡୁଥିଲା ଯେ ରେପ୍ ମର୍ଡର
@saraswatcreation617
@saraswatcreation617 2 месяца назад
ପ୍ରକୃତରେ ସତ ଆଜ୍ଞା ଏହି ନବିନ୍ ସାର୍ ହାରିବା ଦୁଃଖଟି ସମସ୍ତଙ୍କଠାରେ ବ୍ୟାପୁଛି ।🙏😭😭🙏
@trilochanmajhi3154
@trilochanmajhi3154 2 месяца назад
ପୁଣି ଆଉଥରେ ତାଙ୍କୁ ମୁଖ୍ୟ ମନ୍ତ୍ରୀ କରାଯାଉ ନବୀନ ପଟ୍ଟନାୟକ ସାର୍ ବହୁତ ଭଲ all' odisha Miss you sir
@krushnadeepsonu3552
@krushnadeepsonu3552 2 месяца назад
To bou run d 😂😂 ja bedha chhua nabin pua😂
@geetanjaliswain2141
@geetanjaliswain2141 2 месяца назад
Hn all, odisha miss you sir I love you sir🙏🙏🙏🙏🙏😭😭😭😭😭
@debadattamohanty8902
@debadattamohanty8902 2 месяца назад
ପ୍ରକୃତ ରେ ରାଜ୍ୟର ସମସ୍ତ ଲୋକ ନବୀନ ପଟ୍ଟନାୟକଙ୍କ ପାଇ କାନ୍ଦୁଥିବାର ଦୃଶ୍ଯମାନ ହେଉ ଛି
@monalisajena4924
@monalisajena4924 2 месяца назад
Yebe upalabdhi karuchanti...we all miss you Naveen sir ❤❤
@jyosnarout
@jyosnarout 2 месяца назад
Right
@omm6324
@omm6324 Месяц назад
😂😂😂
@kanhumalik2485
@kanhumalik2485 2 месяца назад
ସମସ୍ତେ ଥାଇଁକି ମଧ୍ୟ କିଏ ମାରିଗଲାପରି ଲାଗୁଚି ନବୀନ ବିନା ଏ କାହାଣୀ ଅଧା 2029 ପୁଣି ଦେଖା ହେବେ ଆମ ପରିବାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାକ
@ankieR155
@ankieR155 2 месяца назад
May God bless him with good health and long life
@omm6324
@omm6324 Месяц назад
Au habani
@mahapatrajyoti3908
@mahapatrajyoti3908 2 месяца назад
ଆଜି ଯାଏଁ ସତରେ ଲୁହ ସୁଖୁନି Miss you Sir Love you ❤
@jaanudidi107
@jaanudidi107 2 месяца назад
ନବୀନ ପଟ୍ଟନାୟକଙ୍କୁ ଆଉ ଥରେ ମୁଖ୍ୟ ମନ୍ତ୍ରୀ କରିଦିଅନ୍ତୁ 🙏🙏🙏🙏 please 🙏🙏🙏
@Ttyilojg
@Ttyilojg 2 месяца назад
ନlଈ ଗୋ ଦିଦି Not possible
@sumantadash2345
@sumantadash2345 2 месяца назад
Great Nabini sir❤
@TUKUOFFICIAL3205
@TUKUOFFICIAL3205 2 месяца назад
ବହୁତ୍ ବହୁତ୍ ଧନ୍ୟବାଦ୍ ଯାଉ ଲୋକ ମାନେ କି ମାଇକିନା ମାନେ BJD ରେ ଥାଇ କି BJP କୁ VOTE ଦେଇ ଜିତେଇଲ ଏବେ ଭୋଗ ସବୁ ....😢😢 ଏବେ କାନ୍ଦିଲେ କଣ ହେବ.... ହେ ନବୀନ ସାର୍ ଆମେ ତମେ ଫେନ୍.....ଜୟ ନବିନ ଜୟ BJD ଅଛୁ ସାଙ୍ଗ ରେ ଥିବୁ ସବୁଦିନ 💚🐚✊
@godabarimangaraj5027
@godabarimangaraj5027 2 месяца назад
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏🙏🙏🙏🙏🙏
@SpramodNahak-yr9cw
@SpramodNahak-yr9cw 2 месяца назад
He ନବୀନ ବାବୁ ଆମେ ❤ତୁମବିନା ଅଧୁରା
@RinuGarnayak
@RinuGarnayak 2 месяца назад
ନବୀନ ପପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟ ମନ୍ତ୍ରୀ କରିଦିଅନ୍ତୁ😭😭🙏🙏
@manoranjandas1438MunnaGelhi
@manoranjandas1438MunnaGelhi 2 месяца назад
କାହିଁ ତୁ ସଳା ମଦ ପିଇବୁ ନା ମାଗଣାରେ
@ankit8059
@ankit8059 2 месяца назад
​@@manoranjandas1438MunnaGelhito maa ku ______*
@adityamusicproduction8445
@adityamusicproduction8445 2 месяца назад
ପୃଥିବୀରେ ମିଳିବନି ନବୀନ ପଟ୍ଟନାୟକ ଙ୍କ ପରି ଜଣେ
@monalishapradhan4182
@monalishapradhan4182 2 месяца назад
Pruthi bire nuh Chandra prutha ru asichhi
@parikshitamajhi6160
@parikshitamajhi6160 2 месяца назад
ସତ କଥା କହୁଛି ଭାଇ ମୁଁ ମଧ୍ୟ ବହୁତ କାନ୍ଦିଛି ମୋର ହ୍ରୁଦୟ ରେ ନବୀନ ପ୍ରଭୁ ଜଗନ୍ନାଥ ତମକୁ ସୁସ୍ଥ ରଖନ୍ତୁ
@rajkumarsethi5893
@rajkumarsethi5893 2 месяца назад
Au thara vote heu.nabini sir karantu.❤❤❤
@ankieR155
@ankieR155 2 месяца назад
Kash emti hei paranta but not possible.
@user-ww7zf1yn8h
@user-ww7zf1yn8h 2 месяца назад
ନବୀନ ସାର୍ ଆପଣଙ୍କ ପାଦତଳେ 🙏🙏🙏🙏 କୋଟି ପ୍ରଣାମ 😭😭😭😭
@reetap4008
@reetap4008 2 месяца назад
ଲକ୍ଷ୍ମୀ ଛଡ଼ା ହୋଇଗଲା ଓଡ଼ିଶା 😡😡
@monalishapradhan4182
@monalishapradhan4182 2 месяца назад
Ha Nabini ra chamacha Gunda mannka gharu laxi chhadi gale😂😂
@omm6324
@omm6324 Месяц назад
Laxmi kn nabeen pattnaik 😂
@MaheshHantal-qh2nk
@MaheshHantal-qh2nk 2 месяца назад
I love you Naveen Patnaik sir
@rajeevkhura
@rajeevkhura 2 месяца назад
BJP ନୁହଁ ଆତଙ୍କବାଦୀ ସରକାର, ନବୀନବାବୁ କ'ଣ କରି ନାହାନ୍ତି ଓଡ଼ିଶା ପାଇଁ।ସେଇଥିପାଇଁ ତୋ ସେ ଭାରତର ନଂ୧ ମୂଖ୍ୟ ମନ୍ତ୍ରୀ।ଏବେ ଭଗୀବ।
@monalishapradhan4182
@monalishapradhan4182 2 месяца назад
Tu Pakistan ku jaunu BJP Kan janibu
@ankit8059
@ankit8059 2 месяца назад
​@@monalishapradhan4182to maa ku ____*
@debadattamohanty8902
@debadattamohanty8902 2 месяца назад
ଯେଉ ଗରିବ ଲୋକଙ୍କ ଛୁଆ କଲେଜ ରେ ପାଠ ପଢୁଥିଲେ ସେମାନେ ନିଶ୍ଚିନ୍ତ ଥିଲେ ଯେ ଆମ ଝିଅର 14000 ହଜାର ଟଙ୍କା ରେ ନାମ ଲେଖା ଓ ବହି ପତ୍ର ହୋଇପାରିବ ଆଉ କାହା ପାଖ ରୂ ଉଧାର ଆଣିବିକୁ ପଡିବ ନାହିଁ ସେଥିପାଇ ମଧ୍ଯ ଦୁଃଖିତ ଅଛନ୍ତି
@bikashmoharna783
@bikashmoharna783 2 месяца назад
Garibo nko Batsaha thile amo Naveen sir😢. Next term re jarur strongly come back kribe Amo Hero Naveen sir ❤. We always love U Naveen sir
@jhasaketan9846
@jhasaketan9846 2 месяца назад
Nabin nathiba
@bikashmoharna783
@bikashmoharna783 2 месяца назад
@@jhasaketan9846' Nabin nathibo ' Nabin kn tumo sano bhai. Respect ago deisikho ago Mr. And mrutyu ra guarantee nathae Naveen sir nko agaru tumo jibana or mo jibana bi chalijaithaipare. So kotha ago kahi sikho thn comment reply karibaku aso
@suchismitasamal3375
@suchismitasamal3375 2 месяца назад
Aama nabin sir nka pari kehinahanti
@ODISHABHAI-eq8jq
@ODISHABHAI-eq8jq 2 месяца назад
ଜୟ ନବୀନ 🙏🏻🙏🏻🙏🏻🙏🏻🙏🏻
@meerapattnaik2634
@meerapattnaik2634 2 месяца назад
You are great nabinpattaniak
@Infoprenueur-ug2wz
@Infoprenueur-ug2wz 2 месяца назад
ନବୀନ ବାବୁ ଭଲରେ ଥାନ୍ତୁ 🥲🥲🥲🥲🙏🙏🙏🙏🙏
@poojasunayana6599
@poojasunayana6599 2 месяца назад
A man who believes in work and always speaks less and never say anything bad about any political party. Such a gem you are.Will miss you always.
@sumitlakra673
@sumitlakra673 2 месяца назад
I agree...
@suraimurmu7355
@suraimurmu7355 2 месяца назад
Nabin patnayek goribo pain buhut kichi korichonti I miss him Love u sir
@manoranjanmullick3487
@manoranjanmullick3487 2 месяца назад
💚🐚💚ସତରେ ଏ ମା ମାନଙ୍କ ର ଲୁହ ପ୍ରମାଣ କରିଦଉଚି କି ନବୀନ କୁ ଓଡିଶା ବାସି ଠକିଦେଲେ, ହେ ମହାପ୍ରଭୁ 🙏ହେ ଜଗତର ନାଥ ଜଗନ୍ନାଥ ଓଡିଶା ବାସି ଙ୍କ ପ୍ରତି ଅବିଚାର କାଇଁ କରିଲେ 🙏ଏ ମାଆର ଲୁହ ନିହାତି ଆପଣଙ୍କ ଉପରେ ପଡିବ ପ୍ରଭୁ
@monalisajena4924
@monalisajena4924 2 месяца назад
Odisha basi kanduchanti aaji...yeita kana bujhiaasuni ...mausi sadabela paie dharmaraj jay heba .khali aashirwad karantu...puni aama Naveen sir aama pakhaku pheriaasibey
@monalisajena4924
@monalisajena4924 2 месяца назад
We all love Naveen sir❤❤❤
@omm6324
@omm6324 Месяц назад
Nabeen mahaprabhu nku rastare bhika magile
@maheswarkumar4907
@maheswarkumar4907 2 месяца назад
Great 👍 Nabinpatanayak❤❤❤❤🎉🎉
@suryamanibehera6226
@suryamanibehera6226 2 месяца назад
ନବିନ ବାବୁ 🙏🙏🙏♥️♥️♥️
@satyabanjani9850
@satyabanjani9850 2 месяца назад
I love ନବୀନ ପଟ୍ଟନାୟକ
@KaluSahu-zt8gn
@KaluSahu-zt8gn 2 месяца назад
Jay Jagannath jay nabin sir❤❤❤
@pujajena7942
@pujajena7942 2 месяца назад
East or west nabin sir is best. Miss you so much sir.
@ballavcharanpradhan3532
@ballavcharanpradhan3532 2 месяца назад
ହେ ନବିନ୍୍ ବାବୁ ତୁମେ ଚିରସ୍ମରଣୀୟ🙏🙏🙏👋
@gentleboypapu4607
@gentleboypapu4607 2 месяца назад
Nabin sir odisha basinka pani kete kn kari thile hele odisha basi kn kale semane ebe 5 years jae nama nebe nua sarkarnka pani miss u nabin sir
@gulamrajagus475
@gulamrajagus475 2 месяца назад
Kohinoor ku hajeidela odisha khojile au milibani miss u sir 😂😂😂
@bishnuprasadnaik1677
@bishnuprasadnaik1677 2 месяца назад
Miss you sir NABIN JI
@chandanbagodai6299
@chandanbagodai6299 2 месяца назад
Ebe au kichi milibani.... Samaste Naveen bhalia nuhanti.. 👍👍👍👍
@monalisajena4924
@monalisajena4924 2 месяца назад
Pura right kathha kahichanti Bhai...kintu hrudayaru bahut kasta heuchi..we all miss you Naveen sir ❤❤
@keshabameher1708
@keshabameher1708 2 месяца назад
World cm nabin pattanaik
@makarugadtya1721
@makarugadtya1721 2 месяца назад
Miss u nabin sir
@DharitreeNayak-yo1ln
@DharitreeNayak-yo1ln 2 месяца назад
ବହୁତ କଷ୍ଟ ହେଉଛି 😢😢
@talk2jayantibag85
@talk2jayantibag85 2 месяца назад
Naveen Pattnaik is best cm we miss u
@T.K1997
@T.K1997 2 месяца назад
Miss u nabin sir 😭
@kushabehera7169
@kushabehera7169 2 месяца назад
ସତରେ, ଯେମିିକି ଲାଗୁଚି ସକାଳ ପାଇଲେ ରାମ ରାଜା ହୋଇଥାନ୍ତେ କିନ୍ତୁ ସଙ୍କୁନି ପାଣ୍ଡୁ ପାଇ ଆଜି ଆମ ନବୀନ ରାଜା, ରାଜ୍ୟ ଛାଡି ,ନିଜର ସିଂହାସନ ଛାଡି, ରାଜ୍ୟ ବାସୀଙ୍କୁ ଛାଡି,ଦୁଃଖ ଭରା ବିଦାୟ ନେଉଛନ୍ତି,ଥରେ ତାଙ୍କର ନିରୀହ ମୁଁହକୁ କେହି ଭାବି ବୁଝି ପାରିଲେନାଇ,ଏବେ ଯେତେ ଚାହିଁ ଲେବି, ଆମେ ଆଉ ତାଙ୍କୁ ପାଇ ପାରିବନି,କି ଭୁଲି ବି ପରିବା ନାଇ,ସବୁ ବଦଳି ଗଲା,I really miss Naveen Raja,
@adhirswain657
@adhirswain657 2 месяца назад
You are great Naveen
@rashmirekhasaranghi2940
@rashmirekhasaranghi2940 2 месяца назад
Great Nabin Sir ji 🙏🏻
@rashmirekhasaranghi2940
@rashmirekhasaranghi2940 2 месяца назад
Long live Nabin Sir ji 🙏
@sudhakarnaik547
@sudhakarnaik547 2 месяца назад
Miss u Naveen Patnaik sir 😢😢😢😢
@sabitamajhi5361
@sabitamajhi5361 2 месяца назад
Miss u sir🙏🙏
@jogendrabehera6553
@jogendrabehera6553 2 месяца назад
Great Nabini sir 🙏🙏🙏🙏😭😭😭
@Thelaughterday
@Thelaughterday 2 месяца назад
Satare mu bahut dukhare achhi odisha re rahi bi odisha thila pari laguni
@user-vy2ve7ts8b
@user-vy2ve7ts8b 2 месяца назад
Satare a video dekhiki akhiru luha asi jauchi miss u cm sir 🙏🥹🥹
@purnimapradhan3581
@purnimapradhan3581 2 месяца назад
Miss u Naveen sir😢 please come back kanhiki ke jani mana bujhuni ..au kahaku ame C.M bhabe dekhi paribuni ... please 🥺
@tankubehera4979
@tankubehera4979 2 месяца назад
Nabina sarkar phunithare odisha ❤❤❤❤❤
@soumyaprangya
@soumyaprangya 2 месяца назад
Recent Inauguration Baramunda bus terminal India re 1st bus terminal world record ❤
@AmarBehera-cu7um
@AmarBehera-cu7um 2 месяца назад
I love you too Naveen babu
@AmarBehera-cu7um
@AmarBehera-cu7um 2 месяца назад
Jay shree Krishna nabin babu ❤
@purnapradhan9553
@purnapradhan9553 Месяц назад
❤ ବାସ୍ତବରେ ଉପକୃତ ହୋଇଥିବା ଜନସାଧାରଣ ନବୀନ ବାବୁଙ୍କୁ ଝୁ୍ରୁଛନ୍ତି❤ ଗରିବଙ୍କ ର ସାହାରା ବର୍ତ୍ତମାନ ଆଉ ସାହାରା ଦେବା ପାଇଁ ଶାସନ ରେ ନାହାନ୍ତି ❤ଜୟ ନବୀନ ବାବୁ❤ ଜୟ ଜଗନ୍ନାଥ ❤
@ritanjali5757
@ritanjali5757 2 месяца назад
seriously Ame bahut Miss karuchu apananku sir🙏🙏
@amarmajhi1958
@amarmajhi1958 2 месяца назад
Jya Jagannath
@rosalinsahoo5149
@rosalinsahoo5149 2 месяца назад
Miss u sir🙏🙏🙏🙏
@kanhumalik2485
@kanhumalik2485 2 месяца назад
ଯେତେ କହିଲେ କଣ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା
@user-di8zb3rz8k
@user-di8zb3rz8k 2 месяца назад
ବାସ୍ତବରେ ସାରା ଓଡିଶାବାସୀଙ୍କ ହୁଦୟକୁ ବହୁତ କଷ୍ଟ ହେଉଛି ନବିନ୍ ବାବୁଙ୍କ, ପଦବି ଚାଲିଯିବା ପରେ,। ଦୁରନିତି ଚେର ଗୁଡାକୁ କାଟୁ କାଟୁ ଅସାବଧାନ ବସତ,ମୁଳ ପଡିଗଲା, କିଏ ବା କଣ କରିବ,। ମଣିଷ ସମୟର ଦାସ,। ଆମ ଇଛା ରେ ସସାଂର ଚାଲିପାରିବ ନାହିଁ,। ସବୁ ପରେମେଶ୍ଵରକଂ ଇଛା,। ଭଗବାନଙ୍କ ଇଛାକୁ ସନମାନ ଦେବା ଉଚିତ, । ନବିନବାବୁ ଆମ ହୁଦୟରେ ସବୁବେଳେ ସେମିତି ରହିଛନ୍ତି, ରହିଥିବେ,।
@rosalinsahoo5149
@rosalinsahoo5149 2 месяца назад
Sir nka Jaga au kehi neiparibeni🙏🙏🙏🙏
@SinuDasOdiaVlogs
@SinuDasOdiaVlogs 2 месяца назад
I miss you nabin sir 😢😢😢😢
@tankubehera4979
@tankubehera4979 2 месяца назад
Apana Mane khusi ta❤❤❤❤❤
@kabitamohanty6524
@kabitamohanty6524 2 месяца назад
Youare great sir you always best to be our herts
@souvaginigarnaik3715
@souvaginigarnaik3715 2 месяца назад
Jay nabin CM
@user-ko8ip9cu9l
@user-ko8ip9cu9l 2 месяца назад
Miss you ନବୀନ sir 😭😭😭
@kanhaguru7901
@kanhaguru7901 2 месяца назад
Naveen Patnaik ♥️♥️♥️♥️♥️♥️♥️
@khulananahak1618
@khulananahak1618 2 месяца назад
I miss you nabin sir ❤
@sushshree8184
@sushshree8184 2 месяца назад
It's still unbelievable that the legend is not our govt.really we miss u sir. Au thare jadi elctn huanta Naveen pathnaik nischinta jitibe
@DeepaSuna-bi7wq
@DeepaSuna-bi7wq 2 месяца назад
Love you Naveen sir 😢😭😭😭😭🙏🙏🙏🙏🙏
@gudusahoo2095
@gudusahoo2095 2 месяца назад
A maa mananka dukha sahi heuni 😭🙏
@jajatikesharinaik8955
@jajatikesharinaik8955 2 месяца назад
I miss you Naveen Patnaik sir 😭😭😢
@chikusahu
@chikusahu 2 месяца назад
Sir u r my god sir, miss u sir.. Pandian pain aji aei time dekhibaku padila
@Arihant269
@Arihant269 2 месяца назад
Hey prabhu jagannath😢
@suranjanpradhan1971
@suranjanpradhan1971 2 месяца назад
ନବୀନ ବାବୁଙ୍କୁ ଆମର ଜୀବନ...….
@bebyjena6169
@bebyjena6169 2 месяца назад
Kichi loka mananku pain bahut loka hairarana hebe
@mr_kusha_boy5471
@mr_kusha_boy5471 2 месяца назад
Jay jagannath
@user-cu7id5si3p
@user-cu7id5si3p 2 месяца назад
❤️❤️❤️❤️Navin
@soubhagyakumarpradhan4989
@soubhagyakumarpradhan4989 2 месяца назад
ମୋର ହୃଦୟ କାନ୍ଦୁଛି
@RajeshPadhee
@RajeshPadhee 2 месяца назад
Best CM 💚🙂
@maheswarbarik9313
@maheswarbarik9313 2 месяца назад
Jai naveen
@odiadesiblog9565
@odiadesiblog9565 2 месяца назад
ସବୁ ଦୋଷ କୁଜି ନେତା ଓ କର୍ମୀ ମାନଙ୍କର
@birakishor1521
@birakishor1521 2 месяца назад
Great news
@madhusmitadas9388
@madhusmitadas9388 2 месяца назад
Can't imagine Naveen's odisha without Naveen.. 😭😭😭😭😭
Далее
What is going on? 😂 (via haechii_br/IG) #shorts
00:15
SPILLED CHOCKY MILK PRANK ON BROTHER 😂 #shorts
00:12
What is going on? 😂 (via haechii_br/IG) #shorts
00:15