Тёмный
No video :(

ନବୀନଙ୍କ ନାଁରେ ଏଫଆଇଆର୍ || FIR filed against CM Naveen Patnaik || BJD || Odisha Reporter 

Odisha Reporter
Подписаться 2,5 млн
Просмотров 78 тыс.
50% 1

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ FIR ଦେଲା ନିଖିଳ ଓଡ଼ିଶା ଠିକାଦାର ମହାସଂଘ । ମଞ୍ଚେଶ୍ୱର ଥାନାରେ କଲେ ଅଭିଯୋଗ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RU-vid: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#NaveenPatnaik #BJD #OdishaPolitics #OdishaReporter

Опубликовано:

 

4 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 188   
@sunilrauto5923
@sunilrauto5923 Месяц назад
ଏବେ ଠିକା ଦାର ମାନେ ଚେତିଲେ କେସ ଚାଲୁ ରଖନ୍ତୁ ପବ୍ଲିକ ତୁମ ପଛରେ ଅଛନ୍ତି tq
@jyotiranjanmohanty3221
@jyotiranjanmohanty3221 Месяц назад
ଜୟ ଜଗନ୍ନାଥ .... ଜୟ ଠିକାଦାର ସଂଘ.....
@padhanbabu-wf7np
@padhanbabu-wf7np Месяц назад
ମିସ୍ତ୍ରୀ ମାନେ କରିଛନ ହୋ ଠିକାଦାର ନୁହେଁ
@umakantapadhan1107
@umakantapadhan1107 Месяц назад
❤❤❤
@mylifestyle2239
@mylifestyle2239 Месяц назад
ଆରେ କଣ ମ ହାତୀ ଗଲାପରେ କୁକୁର ଭୁକୁଛି !
@aaentertainment9228
@aaentertainment9228 Месяц назад
25 ବର୍ଷରେ ସବୁ ଖାଇଗଲେ
@srikantnayak933
@srikantnayak933 Месяц назад
Ebe BJP khaiba
@aaentertainment9228
@aaentertainment9228 Месяц назад
@@srikantnayak933 ଭବିଷ୍ୟତ କିଏ ଦେଖିଛି ଆଗକୁ କଣ ହବ ଅତୀତ କଥା କୁହ BJD କେତେ ଖାଇଛି
@saudaminimatia498
@saudaminimatia498 Месяц назад
Hmm Modi khaiba kintu tume bjp Bala paiba
@aaentertainment9228
@aaentertainment9228 Месяц назад
@@saudaminimatia498 ତମେ ତ 25ବର୍ଷରେ ଯେତିକି ପାଇଛ 7ପୁରୁଷ ଖାଇଲେ ବି ସରିବନି
@udayanathswain.7653
@udayanathswain.7653 Месяц назад
ପଢା ଲେଖା କରିଛ ଶିକ୍ଷିତ ଲୋକ କେସେ କେମିତି କଣ ପାଇଁ ଦିଆ ହୁଏ ଆଗ ଜାଣ ରାଜ ରାସ୍ତା କୁ ଆସି ଲୋକ ହସା ହୁଅନି ଇଏ ନିୟୁଜ ଯିଏ ଦେଖିବ ଅଶିକ୍ଷିତ ଆଉ ମୂର୍ଖ ଗୁଡା ବୋଲି କହିବ.
@babulubariha2098
@babulubariha2098 Месяц назад
ଠିକାଦାର ମାନେ ଠି ରେ ଠକ କା ରେ କମିନା ଦା ରେ ଦରିଦ୍ର ର ରେ ରଣ୍ଡି ବାଜ୍ ।
@susantatandia4539
@susantatandia4539 Месяц назад
Bjd ଦଳ ରେ ବହୁତ ଅଛନ୍ତି
@AnekSikhya
@AnekSikhya Месяц назад
FIR ଦେଲେ କିଛି ଆଲୁଅ କରିପାରିବନି ସେମାନଙ୍କର ଲମ୍ବା ହାତ ଆଉ ତୁମେ ତ ସାଧାରଣ ଲୋକ କଣ କରିବ
@chintamanimajhi640
@chintamanimajhi640 Месяц назад
ଭାଇ ବିଜେଡିର ନିୟମ ହିଁ ସେତିକି। ଓଡିଶା ବାସୀଙ୍କୁ ଅତ୍ର କରି ଅଣଓଡ଼ିଆଙ୍କ ଉନ୍ନତି କରୁଛନ୍ତି।
@kb42001
@kb42001 Месяц назад
ଆଜ୍ଞା ଗୋଟିଏ କୁହନ୍ତୁ ଆପଣଙ୍କ ପାଖେ କରୁଥିବା ଲୋକ ଙ୍କୁ କେତେ ଦରମା ଦେଉଛନ୍ତି
@budhukhuntia6808
@budhukhuntia6808 Месяц назад
25ରୁ ପୂର୍ବରୁ ଓଡିଶା ଠିକାଦାର କଣ କରିଛନ୍ତି,
@alokbeherabehera1597
@alokbeherabehera1597 Месяц назад
Very good work sir
@tarunpatra4947
@tarunpatra4947 Месяц назад
ଆପଣ ମାନେ ଏକଜୁଟ ହୁଅନ୍ତୁ ସବୁ ବାହାର ଠିକାଦାର ଙ୍କୁ ମାରି ଭଗୋଅ ଓଡ଼ିଶା ବାସୀ ଆପଙ୍କୋ ସାଥିରେ ଅଛନ୍ତି
@bhagirathipradhan4590
@bhagirathipradhan4590 Месяц назад
Right
@ramakantabag1494
@ramakantabag1494 Месяц назад
ଯାହା କହୁଛନ୍ତି ଠିକ କଥା କାହାକୁ ଛାଡ଼ନ୍ତୁ ନାହିଁ ଓଡ଼ିଆ ମାନଙ୍କୁ ଏମାନେ କଣ ଭାବିଛନ୍ତି ଓଡ଼ିଆ କଣ୍ଟ୍ରାକ୍ଟର ସଙ୍ଘ ଜିନ୍ଦାବାଦ
@sarojsahu4879
@sarojsahu4879 Месяц назад
Right
@SsPix23
@SsPix23 Месяц назад
Naveen ବୁଢ଼ା କୁ jail ରେ ପୁରାଅ
@SsPix23
@SsPix23 Месяц назад
Arrest କରାଯାଉ
@babanathasahu1029
@babanathasahu1029 Месяц назад
ନବୀନ ସରକାର ଥିଲା ବେଳେ କଣ କରୁଥୂଲ
@agofamily
@agofamily Месяц назад
Sui thile 😂
@maminasingh2299
@maminasingh2299 Месяц назад
Tu kan jani nahi police para bjd loka thile
@abdhutbariha4320
@abdhutbariha4320 Месяц назад
ଡରୁ ଥିଲେ,
@debasisprusty756
@debasisprusty756 Месяц назад
Kabe Kama paibe ame janiparibuki
@nirmalkumarbehuria6411
@nirmalkumarbehuria6411 Месяц назад
FIR against x- CM ନବୀନ ଲେଖୁ ନାହାନ୍ତି Cm ନବୀନ କାହିଁକି ଲେଖୁଛନ୍ତି
@minakshidehury3189
@minakshidehury3189 Месяц назад
ଓଡ଼ିଆ ଠିକାଦାର କାମ ପାଇବା ଦରକାର
@SonuMaharana-lf8pt
@SonuMaharana-lf8pt Месяц назад
ଏଥର bjp ସରକାର ଆସିଛନ୍ତି ,ତାଙ୍କୁ ଯାଇ ଗୁହାରି କରନ୍ତୁ କାରଣ ମୋହନ ମାଝି ଅନେକଙ୍କ କଥା ବୁଝୁଛନ୍ତି ,ସେ ଆପଣଙ୍କ କଥା ମଧ୍ୟ ବୁଝି ଆପଣଙ୍କୁ ସାହାଯ୍ୟ କରିପାରନ୍ତି।
@Pratapbehera597
@Pratapbehera597 Месяц назад
Jay bjd 💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚
@ManojNahak-rj7os
@ManojNahak-rj7os Месяц назад
ଏକଦା ଠିକ୍ କଥା
@bhalanathhansdah3012
@bhalanathhansdah3012 Месяц назад
ଆଳୁଚପ୍ ଦହିବରା ବିକିଲେ ଲକ୍ଷେ ଅରଜି ପାରିବ,
@ODISHABHAI-eq8jq
@ODISHABHAI-eq8jq Месяц назад
ଏମାନେ ଙ୍କୁ ଲଜ୍ଜ୍ୟା ନାହିଁ , 24 ବର୍ଷ ହେଲା ଏମାନେ ମୁଖ ବଧିର ବିକଳାଙ୍ଗ ଥିଲେ ଏବେ ସୁସ୍ଥ ହୋଇ ଦୁଷ୍ଟ ହୋଇ ଫେରିଲେ,fir, ଅନେକ ଦେଖୁଛି 😍 କାହାକୁ ଫାଶୀ ହୋଇନି କି କାହା ବାଳ ଉପୁଡ଼ି ନାହିଁ,
@Djxty421
@Djxty421 Месяц назад
100% ଯଥାର୍ଥ , but where is action ବେଈମାନ ମାନଙ୍କୁ ଏ ରାଜ୍ୟରୁ ଦଣ୍ଡ ଦେଇ ବିଦାକରାଜାଉ ,ଏଠି ଓଡ଼ିଆ ଅସ୍ମିତାର ଆବଶ୍ୟକତା ଅଛି । 👍
@shashibhusanbehera7142
@shashibhusanbehera7142 Месяц назад
I like it
@kamallochannayak9660
@kamallochannayak9660 Месяц назад
Good Done
@sanjauakumar8999
@sanjauakumar8999 Месяц назад
ମୁଖ୍ୟ ଖଳନାୟକ ମାନଙ୍କ ନାଁ ରେ ଦିଅ
@debashisagouda8507
@debashisagouda8507 Месяц назад
Right disiction
@ramchandradas2127
@ramchandradas2127 Месяц назад
Odisha private company re Odisha loko kete kam koruchhan eta bi kuha
@kb42001
@kb42001 Месяц назад
ଶଳା ରାକ୍ଷସ ତମକୁ ଲଜ୍ୟା ନାହିଁ
@manojjena7608
@manojjena7608 Месяц назад
Kichhi kama dia jibani odisha thika dar manku....
@CAREWORLDNGONEWS
@CAREWORLDNGONEWS Месяц назад
"ଦାବି ଯଥାର୍ଥ -ଯିଏ ଗଲା ସିଏ ମଲା"-ଏବେ ନୂଆ ସରକାର ଙ୍କୁ ଅବଗତ କରାଇବା ଦରକାର ।।ନବୀନ ପଟ୍ଟନାୟକଙ୍କୁ ସଂପୂର୍ଣ୍ଣ ଅବ୍ୟାହତି ଦେବା ଦରକାର ।।ଆମର ଓଡିଶା କୁ ବରବାଦ୍ କରିଦେଲେ ।।ପ୍ରଭୁ ଜଗନ୍ନାଥ ବୁଝିବେ ।।ମିଡିଆ ବଂଧୁ ଙ୍କୁ ଧନ୍ୟବାଦ ।।
@rudrapratapnayak-tq5sy
@rudrapratapnayak-tq5sy Месяц назад
Amane aagaru kouti thila
@havinghappylife641
@havinghappylife641 Месяц назад
ଏହି କାମ ଯଦି BJD ସରକାର ରେ ଥିବା ସମୟ ରେ କରିଥିଲେ କିଛି ଲାଭ ହେଇଥାନ୍ତା 😅, ଏମାନଙ୍କୁ ବୋଦେ କଉ କଠରି ଭିତରେ ରଖିଥିଲେ ଏତେ ଦିନ 😂😂😂
@user-wv6yb9sw1r
@user-wv6yb9sw1r Месяц назад
ଏତେ ଦିନ କଣ ଗାଣ୍ଡିମୋରେଇ ହଉ ଥିଲ ମାଗ୍ୟା ଶଳା ସଂଘ
@LalatenduMahakud
@LalatenduMahakud Месяц назад
ତର କାହିଁକି ଗାଣ୍ଡି ଫାଟୁଛି
@FoodinCook
@FoodinCook Месяц назад
Magiha tor kn gandi jaluchi
@susantatandia4539
@susantatandia4539 Месяц назад
ଏବେ ସବୁ ପୋଳ ଖୋଲା ହେବ BJD ଦଳ ଓଡିଶାରେ ଆଉ ରହିବନି
@user-wv6yb9sw1r
@user-wv6yb9sw1r Месяц назад
@@susantatandia4539 ଦେଖୁ ଥାଅ ବିଜେପି ଓଡିଶା ରେ ତ ଛାଡ଼ national ରେ ରହିବ କି ନାହିଁ ଆଗ ଦେଖ 2029 ରେ 6 ମାସ ହେଇନି ଏବେ ଏତେ ତର ତର ହେଇ କି ଘାଣ୍ଟି ହେଲାଣି ଓଡିଶା ରେ ବିଜେପି ସରକାର ବୁଡିବ ନା ଉଠିବ ଆଗ କୁ ଦେଖ କଣ ହଉଛି
@user-wv6yb9sw1r
@user-wv6yb9sw1r Месяц назад
@@LalatenduMahakud ନବୀନ ବାବୁ କୁ କେଶ କରିଛନ୍ତି ଏତେ ଦିନ ରାଜ୍ୟ ର ଗରିବ ଲୋକଙ୍କ ସେବା କରିବାର ଫଳ କି ସୋଲା ସଂଘ ଵାଲା ମାନେ ଏବେ ବିଜେପି ପାର୍ଟି ର ନୂଆ ମୁଖ୍ୟ ମନ୍ତ୍ରୀ ର ଚାଟନ୍ତୁ ଏବେ ସବୁ କାମ କରିଦେବେ
@subashmahal7416
@subashmahal7416 Месяц назад
Agru kaouthi thila
@user-yj6br5kv4n
@user-yj6br5kv4n Месяц назад
ଏ ମୋ ବାଳ କେସ ଏତେ ଦିନ କୋଉଠି ଗାଣ୍ଡି ମାରାଉଥିଲ..।
@chaturbhujamahakuda3301
@chaturbhujamahakuda3301 Месяц назад
Good
@AsitKumarSa
@AsitKumarSa Месяц назад
Emiti bi FIR lodge hue 1st time janilu😅😅😅😅
@Bndas42-m9k
@Bndas42-m9k Месяц назад
Real hero of odisha 🙏ନବୀନ ptanaik ❤️🙏
@sewanayak945
@sewanayak945 Месяц назад
Yes👍🙏
@anantaaruk2914
@anantaaruk2914 Месяц назад
Atedina kauthi soithhila
@niranjannayakgreatodisha2342
@niranjannayakgreatodisha2342 Месяц назад
ଏହି ଶଳା ବିଜେପି ର ଲୋକ ଆଗରୁ କୋଉଠି କେଉଁଠି ଗାଣ୍ଡିମାରାଉଥିଲ ଏବେ ଯେତେବେଳେ ବିରୋଧୀ ନେତା ହୋଇ ଓଡ଼ିଶାର ଅସ୍ମିତା ପାଇଁ ବିଜେପି କୁ ବିରୋଧ କରିବାକୁ ଆସିଲେ ସେତେବେଳେ ବିଜେପି ରାସ୍ତା ନ ପାଇଁ ତୁମ ଭଳିଆ ଭଡାଟିଆ ଗୁଣ୍ଡା ଠିକାଦାର ଙ୍କୁ ଲଗେଇ ଦେଇଛି . ସାଧାରଣ ଲୋକ ଏତେ ବୋକା ନୁହନ୍ତି .
@jagatballavpattnaik6893
@jagatballavpattnaik6893 Месяц назад
ଏମିତି FIR ହେଇପାରିବ ?
@ମୋହନ_ମାଝୀ
@ମୋହନ_ମାଝୀ Месяц назад
ହାଁ
@kailashabiswal2359
@kailashabiswal2359 Месяц назад
aga rajya palanka puanka katha kuha
@user-cr8fd3qi4j
@user-cr8fd3qi4j Месяц назад
Bhai ame marigalu bachay
@user-yh7lp6mh9e
@user-yh7lp6mh9e Месяц назад
Jharapada jail khola achhi
@sudhansubarik469
@sudhansubarik469 Месяц назад
God news
@StatusWorld-mp6gj
@StatusWorld-mp6gj Месяц назад
FIR na ବାଳ
@nabakishoredehury6062
@nabakishoredehury6062 Месяц назад
Go ahead Sangh
@BINODDAS-pw2eg
@BINODDAS-pw2eg Месяц назад
Kichi hebani Khali drama
@pradeepkumardas2824
@pradeepkumardas2824 Месяц назад
Apanamane kahiki high court ku gale nahi?
@sanjauakumar8999
@sanjauakumar8999 Месяц назад
ବବି ଚାଲ
@lipsa5949
@lipsa5949 Месяц назад
Right 👍🏻👍🏻 madichala 🙏🏻🙏🏻
@palastisingh8791
@palastisingh8791 Месяц назад
Very good sir
@tapankumarsahoo9302
@tapankumarsahoo9302 Месяц назад
ତମେ 5 ବର୍ଷ ତାପରେ ଆଉ ନୁହଁ
@ajitnayak9992
@ajitnayak9992 Месяц назад
Naveen Patnaik 🙏🙏🙏🙏
@sumitramajhi7845
@sumitramajhi7845 Месяц назад
ଶଳା ମାନେ ଲାଜ ଲାଗୁନାହିଁ 😂😂😂😂😂ଏ କୁକୁର ଟି ବିଜେପି ଦଳର
@basantamahakur8430
@basantamahakur8430 Месяц назад
Tu kou dalara
@rupaymarandi8326
@rupaymarandi8326 Месяц назад
Tu solata bjd kukuro 😂😂😂
@SudhirkumarNayak-nz6pr
@SudhirkumarNayak-nz6pr Месяц назад
Tu😂 kakur
@sibarammajhi8037
@sibarammajhi8037 Месяц назад
Kukura Mane Kukura mananku support Kara lajyalagunahl
@sbdigitalcreation46
@sbdigitalcreation46 Месяц назад
Nabin patnaik always best cm
@susantatandia4539
@susantatandia4539 Месяц назад
Bjd gunda dal
@ParthaSen-w1o
@ParthaSen-w1o Месяц назад
Good nanin
@anandajena1227
@anandajena1227 Месяц назад
Oddisa. India. Pakistan. Rajanitti. Haba
@manoranjsahoo9197
@manoranjsahoo9197 Месяц назад
Ekk dam perfect decision Number 1ghotla baj Number 1cm kay liye
@PremishKhamari
@PremishKhamari Месяц назад
Bala kichhi hebani
@monojsabar3171
@monojsabar3171 Месяц назад
ବିଜେପି ଭକ୍ତ ଜଣା ପଡୁଛି... ଏମାନଙ୍କ କଥାରୁ
@bidyasahu4587
@bidyasahu4587 Месяц назад
Sate jemiti bina labha re kama karicha.
@Ck1chandan
@Ck1chandan Месяц назад
Mausa kete paicha 😅😅😅
@SrikantaSethy-nu5wc
@SrikantaSethy-nu5wc Месяц назад
Loka hasibe
@sumantsahoo6559
@sumantsahoo6559 Месяц назад
Mohan sarkar karidebe
@gokulmeher3861
@gokulmeher3861 Месяц назад
Raghu bar das pua madamarithiba ghatana dekha
@BINODDAS-pw2eg
@BINODDAS-pw2eg Месяц назад
Otv argues media bjp channel padchata
@anandapanda4268
@anandapanda4268 Месяц назад
100percent OK Nabeen odissa ra Garibanku patana natamarichi
@Binodkumarpanigrahi2187
@Binodkumarpanigrahi2187 Месяц назад
ତୁମର ସର୍ବନାଶ ହେବ
@user-rv5io9hd4t
@user-rv5io9hd4t Месяц назад
ଯେଉଟି ଖାଇବେ ସେଇଟି,୨, ତମ ହିସାବରେ ୧୦ବର୍ଷ। ଏତେ ଦିନ ଶଇତିଲକି। ନବୀନ ସରକାର କିଛି କଲାନି ଆଉ ଏ ମୋହନ କଣ ଟେକି ଦେବ। ରଙ୍ଗ ମାରିବା ବା ଡବିଂକରିବା ରେ ବ୍ୟସ୍ତ।ବୃଥା ରେ ସମୟ ନଷ୍ଟ ନୁହେକି?
@SureshSahoo-rh3ke
@SureshSahoo-rh3ke Месяц назад
Nabinaku thanare pura a
@Madhuvlogs94
@Madhuvlogs94 Месяц назад
Arrest naveen Pattnaik soon
@Dipu_Yadav_SP
@Dipu_Yadav_SP Месяц назад
A MAUSHA TUME KICHHI KARI PARIBANI TUME THIKA DAR KICHHI KARIPARIBANI OK
@chhabindramansingh73
@chhabindramansingh73 Месяц назад
ଏମାନେ bjp ସର୍କାର କୁ ଦାବି କରୁଛନ୍ତି ନା ନବୀନ bjd ନାଁରେ କେଶ ଦେଉଛନ୍ତି ଜାଣି ହେଉନି
@smileplease8477
@smileplease8477 Месяц назад
Kuade soithila etedin helani
@aravindapattanayak2966
@aravindapattanayak2966 Месяц назад
Nabin Patnaik jindabad But where were you all ? Why didn't you lodge affair earlier ? Tell...
@maakitchenette
@maakitchenette Месяц назад
ବାଳ ନା ତୁମେ କଣ ହେଲା ବ୍ରହ୍ମରାକ୍ଷସ
@Astamilawsupport
@Astamilawsupport Месяц назад
Nabin Pattnaik kichi kari pariba nahi,bekar
@SidharthPrasadDas
@SidharthPrasadDas Месяц назад
ଏ ଲୋକ ର ମତି ଭ୍ରମ ହୋଇଯାଇଛି ଲାଗୁଚି, ଏ ଯା କହୁଛି ଏ କଥା ବାବଦରେ ଥାନା ରେ ଅଭିଯୋଗ ହୋଇପାରେ,ପାଗଳ ର ପ୍ରଳାପ, ମୋଦି ତ କହିଥିଲେ ସରକାର କୁ ଆସିଲେ ସବୁ ପରିବାର କୁ 15 ଲକ୍ଷ୍ୟ ତାଙ୍କ ବ୍ୟାଙ୍କ ଖାତାକୁ ଦେବ ଦେଇନି ତ, ମୋଦି ବିରୋଧ ରେ ତେବେ ଥାନା ରେ ଅଭିଯୋଗ ହେବ ତେବେ
@ramakantagopal755
@ramakantagopal755 Месяц назад
Odisha Basi Dekha BJD Ra Odisha Asmita😂😂😂😂😂.BJD Finished Odisha in 25 Year.A Tamil Nadu Man Running Odisha.
@theperfectlaw922
@theperfectlaw922 Месяц назад
Bedhua katha
@mamatamamata923
@mamatamamata923 Месяц назад
Tamekiare
@susilkumarpradhan3911
@susilkumarpradhan3911 Месяц назад
Mausa tike dekhi ki naveen tiger 🐅pattnayak abhii jinda hey
@skaifoundation8120
@skaifoundation8120 Месяц назад
🙏👍
@Mbhoiofficial
@Mbhoiofficial Месяц назад
Good step bjd sabu tamil bala k dauthila chinese mal bhali kam karuthila 2mas re jaisa ko taisa ebe new cm kana karuchanti dekhu
@arunabhuiyan8182
@arunabhuiyan8182 Месяц назад
Nabin ku jadapada jail maruba katha
@sagarmunda5372
@sagarmunda5372 Месяц назад
I hate otv
@jinurvf8373
@jinurvf8373 Месяц назад
Bala na... Ye sabu hauchhi hypocracy 😂😂😂 Like - karnataka govt said 50% reservation for karnataka people in private sector 😂😂😂 This is a big big isssue... Which will suffer whole india 😂😂 and for this one and only bjp responsible 😂😂😂 Kouthi #odiaasmita #hariyana re #hariyana asmita 😂😂😂
@pravatsethy8647
@pravatsethy8647 Месяц назад
Tuma chanel Governor pua bishya re kahi
@SNOdianews
@SNOdianews Месяц назад
Tama mananku lajo nahi ebe kn balo upadiba pain asicha🤣🤣🤣
@shyamaghankuanr359
@shyamaghankuanr359 Месяц назад
Sala keun nonsense
@sbdigitalcreation46
@sbdigitalcreation46 Месяц назад
Tame sabu bjp loka
Далее