Тёмный

ନରସିଂହ ମିଶ୍ର, ଶରତ ପଟ୍ଟନାୟକ ଓ ଭକ୍ତ ଦାସ ୩ଟା ଯାକ ମହାପରମା ! Sura exposes odisha Congrss Top leaders. 

Pratidin TV
Подписаться 1,3 млн
Просмотров 57 тыс.
50% 1

ନରସିଂହ ମିଶ୍ର, ଶରତ ପଟ୍ଟନାୟକ ଓ ଭକ୍ତ ଦାସ ୩ଟା ଯାକ ମହାପରମା ! Sura exposes odisha Congrss Top leaders. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our RU-vid Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 400   
@duryodhanmahanta7766
@duryodhanmahanta7766 4 месяца назад
ଏବେ କଂଗ୍ରେସ ଦଳ ଖରାପ ହେଲା। ଧନ୍ୟ ରେ କଥା ।😮😮😮
@jogendramishra243
@jogendramishra243 4 месяца назад
ତୁମ ନାଟକକୁ ଧନ୍ୟବାଦ୍। ତୁମ ପୁଅ ନିଶ୍ଚିତ ହାରିବ।
@SurendraSurendra-ym8mi
@SurendraSurendra-ym8mi 4 месяца назад
100%right sir
@pradiptakumarmahakhuda2377
@pradiptakumarmahakhuda2377 4 месяца назад
ଏଇ ସୁର ପାଇଁ ତା ପୁଅ ହାରିବା ଥୟ. ଏ ଅଭଦ୍ର ଲୋକ କୁ କିପରି ଜଟଣୀ ବାସି ଭୋଟ ଦେଉଥିଲେ କେଜାଣି.
@prakashpaikaray9051
@prakashpaikaray9051 4 месяца назад
ଚାଲୁଣି କହୁଛି ଛୁଞ୍ଚିକୁ ତୋ-- ଗୋଟିଏ କଣା l
@subasnayak1510
@subasnayak1510 4 месяца назад
ୟାର ପାଗଳାମି ପରୋକ୍ଷ ରେ ବିଜେଡି କୁ କ୍ଷତି ପହଂଚେଇବ ତେଣୁ ୟା ପୁଅ ର ଟିକେଟ କଟି ଶ୍ରୀମୟୀ ଙ୍କୁ ଭୁବନେଶ୍ୱର ପାଇଁ ଟିକେଟ ଦେଇପାରେ ବିଜେଡି
@hrudanandamaharana3488
@hrudanandamaharana3488 4 месяца назад
ଆଗରୁ କଂଗ୍ରେସ ଦଳ ଭଲ ଲାଗୁଥିଲା ଏବେ ଖରାପ ହୋଇଗଲା
@mr.motivation...7889
@mr.motivation...7889 4 месяца назад
Jay jagannath
@sumantkumarpaikaray5612
@sumantkumarpaikaray5612 4 месяца назад
👍
@samirballiarsingh9433
@samirballiarsingh9433 4 месяца назад
ନଟିଆ କମେଡି କାର୍ଟୁନ ପାର୍ଟ 2 ଭଲ କମେଡିଆନ
@prakashpaikaray9051
@prakashpaikaray9051 4 месяца назад
ସୁରିଆ କମେଡି
@SamantaMajhi-sm2pq
@SamantaMajhi-sm2pq 4 месяца назад
ପୁତ୍ର ପ୍ରେମରେ ଧୃତରାଷ୍ଟ୍ରର ଯେଉଁ ଅବସ୍ଥା ହୋଇଥିଲା ଏବେ ଏହାଙ୍କର ବି ସେହି ଅବସ୍ଥା ହୋଇଛି ।
@balaramnath2903
@balaramnath2903 4 месяца назад
କଂଗ୍ରେସ କ'ଣ ତୋ ବୋପାର ତୁବି କହୁଥିଲୁ ତୋର ଦି ପୁଅ ଠିଆ ହେବେ କଂଗ୍ରେସ ରୁ
@birenjena3758
@birenjena3758 4 месяца назад
ସାନ ପୁଅ ହାରିବା ନିଶ୍ଚିତ,ପୁତ୍ର ମୋହରେ ଅନ୍ଧ ସୁବିଧା ବାଦି ଦୋ ମୁହଁ ସାପ ସୁର
@ullashkumarswain4487
@ullashkumarswain4487 4 месяца назад
ସୁର ଭାଇ ଆପଣ ସାଧାରଣ ଜନତାଙ୍କ ଦୃଷ୍ଟିରେ ଏମାନଙ୍କ ଠାରୁ ଆହୁରି ଘୃଣା ର ପାତ୍ର ।
@pratiharpradhan1305
@pratiharpradhan1305 4 месяца назад
ଭାଙ୍ଗ ର ପ୍ରଭାବ
@daku7689
@daku7689 4 месяца назад
Khub Bhanga Auu Budhhi chelii Khaiki eie Maghia sura emiti hauchi😂😂😂
@dilliptripathy8813
@dilliptripathy8813 4 месяца назад
ଆରେ ଭାଇନା ନିଜେ ପୁଅଙ୍କ କଥା ଜିତିବା କଥା କର... ଅନ୍ୟକୁ ଗାଳି ଦେଇ କିଛି ଲାଭ ହେବନାହିଁ .... ବରଂ କ୍ଷେତି ..
@sanjayarout3164
@sanjayarout3164 4 месяца назад
ପାଗଳ ହେଇଗଲନି ତାକୁ ପାଣି ଦିଅ
@sandeepsahu3420
@sandeepsahu3420 4 месяца назад
ଧୃତରାଷ୍ଟ୍ର ଯେମିତି ପୁତ୍ର ମୋହରେ ବିନାଶ ଆଡକୁ ଗତି କରୁଥିଲା.. ଆପଣ ମଧ୍ୟ ସେମିତି ନିଜର ହିତା ହିତ ଜ୍ଞାନ ଭୁଲି ଗଲେଣି 🙏
@BBM-6600
@BBM-6600 4 месяца назад
ବୁଢା ପାଗେଲା ହେଇଗଲା କିରେ 😄😄
@chhabindralenka189
@chhabindralenka189 4 месяца назад
😮
@kishorsahoo3034
@kishorsahoo3034 4 месяца назад
ଆପଣଙ୍କୁ କଣ ଟିକେଟ ଦେଉ ନ ଥିଲେ କି? ଶଙ୍ଖ ପ୍ରେମ ବଡ଼ ମିଠା ଲୋ ସଙ୍ଗାତ.......
@SurendraSurendra-ym8mi
@SurendraSurendra-ym8mi 4 месяца назад
ଶୁର ରାଉତରାୟ ଜଣେ ଓଡ଼ିଶା ର 1ନମ୍ବର ଚୈର
@babulubariha2098
@babulubariha2098 4 месяца назад
ପାଗଳ ହେଇଗଲା ରେ ଏ ମାଗିହା ବୁଡ଼ା କୁ Ranchi ପଠେଇ ଦିଅ ।
@user-hq4nv4iy4l
@user-hq4nv4iy4l 4 месяца назад
ନାଟକ ଭଲ ହେଉଛି
@sanjayparida2861
@sanjayparida2861 4 месяца назад
ସୁର ବାବୁ ତୁମ ଔକାତ୍ ତୁମେ ଦେଖେଇ ଦେଲ, କଂଗ୍ରେସକୁ କେତେ ଭଲ ପାଉଛ । ଧୃତରାଷ୍ଟ୍ର.....….
@dillippattnaik6302
@dillippattnaik6302 4 месяца назад
Narasingha Mishra ta puo pai congress ticket neichi to bhalia Naveen Niwas ku luchiki jaiki bjd ticket anichi. Odisha loka to muha re chepa pakei leni
@nainadaspattnaik2663
@nainadaspattnaik2663 4 месяца назад
ଠିକ ଠିକ ନରସିଙ୍ଗ ମିଶ୍ର ର କୋଉ ଗୁଣ ସୁର ତୁ ସରି କିରେ 🥵
@nainadaspattnaik2663
@nainadaspattnaik2663 4 месяца назад
ଠିକ ଠିକ ନରସିଙ୍ଗ ମିଶ୍ର ର କୋଉ ଗୁଣ ସୁର ତୁ ସରି କିରେ 🥵
@nainadaspattnaik2663
@nainadaspattnaik2663 4 месяца назад
ଠିକ ଠିକ ନରସିଙ୍ଗ ମିଶ୍ର ର କୋଉ ଗୁଣ ସୁର ତୁ ସରି କିରେ 🥵
@gourishankarmishra6856
@gourishankarmishra6856 4 месяца назад
Narasingha Mishra is great
@gourishankarmishra6856
@gourishankarmishra6856 4 месяца назад
Sura budha gote chora
@Taluda-klks
@Taluda-klks 4 месяца назад
ତୁ ମା ଗିହା ଏକ୍କା ସାଧୁ ଓଡ଼ିଶାର ତୁ ବଡ଼ ମା ଗିହା ଓଡ଼ିଶାର ଶଳା କୁଂଭା ମୁହାଁ
@PrasantaKumarSahoo-65
@PrasantaKumarSahoo-65 4 месяца назад
କଣ ଆଗରୁ କହୁଥିଲ... ନରସିଂହ ମିଶ୍ର ଜଣେ ଆମର ସମ୍ମାନଜନକ ବ୍ୟକ୍ତି,ଜ୍ଞାନୀ ଗୁଣି ବ୍ୟକ୍ତି, ଏବେ ପୁଣି କଣ ହେଲା...ସେ ପୁଣି.........😮
@ARIELSUNA
@ARIELSUNA 4 месяца назад
ତୋତେ ବଧିଲା 😂😂😂😂😂😂 ତୋତେ କିଏ ମନା କଲା
@antaryaminaik9364
@antaryaminaik9364 4 месяца назад
ସୁର ରାଉତରାୟ, ଆପଣ ବଧେ ଜାଣି ପାରୁନାହାନ୍ତି ଆପଣ ଙ୍କ ଏ ମନ୍ତଵ ଯୋଗୁ ଆପଣଙ୍କ ପୁଅ ହାରିବ
@lingarajdash8889
@lingarajdash8889 4 месяца назад
ଯେଉଁ ମୁହଁରେ ଦିନେ କଂଗ୍ରେସ ର ଗୁଣଗାନ କରୁଥୂଲୁ, ଗାନ୍ଧି ପରିବାରର ଚାଟୁ କରୁଥିଲୁ ଆଜି ସେଇ ଦଳ ଖରାପ ହୋଇଗଲା? ଧନ୍ୟ ତୋ ତୁଣ୍ଡ ଧନ୍ୟ ତୋ ମୁଣ୍ଡ।
@TapankumarparhiParhi-bl2uj
@TapankumarparhiParhi-bl2uj 4 месяца назад
୧୦ ଲକ୍ଷ କଂଗ୍ରେସ କର୍ମୀ ତ ପିଠି ରୁ ଛାଲ ଉତାରି ଦେବେ ବୁଡା କାଳରେ
@manojnaik5582
@manojnaik5582 4 месяца назад
ତୁ କହୁ ଥିଲୁ ନା ମଲା ବେଳେ କଂଗ୍ରେସ ର ପତାକା ମୋ ଦେହ ରେ ଗୋଡ଼େଇ ଦେବ ବୋଲି କି କହୁ ଥିଲୁ ଏବେ ନାମ ନେ ହାରାମି ଶଳା । ତମେ ପୂର୍ବ ଓଡ଼ିଶା ନେତା ବାଳେ ସବୁ ହାରାମି ଲୋକ
@ullashkumarswain4487
@ullashkumarswain4487 4 месяца назад
ସମସ୍ତେ ନୁହନ୍ତି ବଂଧୁ ଏଭଳି ଚରିତ୍ରର ଅଭାବ ନାହିଁ ।
@akshyasahu4335
@akshyasahu4335 4 месяца назад
ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହବ ବୋଲି ହାଲ୍ଲା କରୁଥିଲ... ଏବେ ଓଲଟ ପାଲଟ, ତେମେ ବି ପରମା....
@villagecookingindia7651
@villagecookingindia7651 4 месяца назад
ସୁର କୁ ମୂଷା ମରା ଦେଇ ଦିଅ ସେ ପାଗଳ ହେଇ ଗଲାଣି ସୁର ବିଷ୍ଟା ଖାଇ ଦେବ
@MSPOTA-lb3mi
@MSPOTA-lb3mi 4 месяца назад
ସୁରରାଉତ ଗୋଟେ ଭଲ ଖୋଲା ହୃଦୟର ମେଳାପି ନେତା ଭାବୁଥିଲି..... ହେଲେ ଇଏ ବି କମ୍ ପରମ୍ ନୁହଁ
@sarojkumarsahoo9268
@sarojkumarsahoo9268 4 месяца назад
Mu b...jaha ku dekhini dekhe....sabu....😂😂😂
@satyabhau69
@satyabhau69 4 месяца назад
ପଇସା ଦେଇକି ଲୋକ ବୁହାଉ ଥିଲେ ଆମ ସୁର ମଉସା 😅
@raghunarhkarjee947
@raghunarhkarjee947 4 месяца назад
ସବୁଠାରୁ ବଡ଼ ଡକାୟତ ସୁର ବୁଢା !
@netranetra4111
@netranetra4111 4 месяца назад
ଏଥର ଶଙ୍ଖ ଫାଟିବ ପଦ୍ମ ଫୁଟିବ ତାମିଲ୍ ବେପାରୀ ମୁକ୍ତ ଓଡ଼ିଶା ହେବ
@SARKATTEKAATANK5
@SARKATTEKAATANK5 4 месяца назад
To bou bhauni gf ku bjp rss to ghare padiki gehi be
@jmvloges179
@jmvloges179 4 месяца назад
Cngres ର ବଡ଼ ଖେତି ହେଲା
@skmustakim3741
@skmustakim3741 4 месяца назад
Sura 1no.dakayat
@chandiprasaddas5325
@chandiprasaddas5325 4 месяца назад
ଏଇଟା ପୁରା ପାଗଳ ହେଇଯାଇଛି । ଏ ଲୋକ ପାଇଁ ତା ପୁଅ ହାରିବ । ନେହେରୁ କୁ ଭଲ ପାଏ ପୁଣି ଇନ୍ଦିରା ଗାନ୍ଧୀ କୁ ପଥର ମାରି ମୁଣ୍ଡ ଫଟେଇଥିଲୁ କେମିତି । ନରସିଂହ ମିଶ୍ର ର କୋଉ ଗୁଣକୁ ସମାନ । ଗଲୁ ତୁ ତିନି ପାଞ୍ଜିରୁ। ଆମେ ଦେଖିଛୁ ୧୦୦ ଥର ବାବି ଦାସ ଘରକୁ ଯାଇଛୁ ପୁଅକୁ ନେଇ । ଫୁଟାଣି କାଇଁ ମାରୁଛୁ । AG ଛକ ରେ ବି କେହି ପଚାରିବେନି ଆଉ ।
@hdvlogs9390
@hdvlogs9390 4 месяца назад
Congress କୁ ବଦନାମ କରିଦେଲେ
@user-jt1tk9fd1i
@user-jt1tk9fd1i 4 месяца назад
ସୁର ବୁଢ଼ା ବାଚାଳ ମତି ହୋଇ ଗଲାଣି ବାର୍ଦ୍ଧକ୍ୟ ବୟସ ଯୋଗୁ
@biswanathpatel1967
@biswanathpatel1967 4 месяца назад
ପଶ୍ଚିମଓଡିଶା କୁ ବଦନାମ କରୁଛି
@amulyamohanty8549
@amulyamohanty8549 4 месяца назад
ଡେରି ହୋଇ ଗଲା ଆଗରୁ ବାହାର କରିବାର ଥିଲା
@antaryaminaik2726
@antaryaminaik2726 4 месяца назад
ନିଜେ ଭଲ ଲୋକଟା ତ ସବୁ ଖରାପ ହେଇଗଲେ ଆଜି ପାଗଳ ଟା
@itsUmacreations
@itsUmacreations 4 месяца назад
ଶେଷରେ କଂଗ୍ରେସ ରୂପକ ଅଙ୍ଗୁର ଖଟା ଲାଗିଲା😂😂😂
@ajitakar4373
@ajitakar4373 4 месяца назад
Proud anhakar pain.
@subashdash4944
@subashdash4944 4 месяца назад
Sura bada parama
@jayjagannath2883
@jayjagannath2883 4 месяца назад
ନାଟକ ବାଜିରେ ,,,,,,, ବାପା ସୁର 1 ନମ୍ବର ,,,,,, ପୁଅ ମନ୍ମଥ 2 ନମ୍ବର ,,,,,, ପୁରା ପରିବାର ନାଟକ ବାଜି
@balaramsahoo4850
@balaramsahoo4850 4 месяца назад
ଆପଣ ପା କହୁଥିଲେ ସେ ତିନି ଜଣ ବହୁତ୍ ଭଦ୍ର ଓ ଭଲ ଲୋକ ଆଜି କଣ କହୁଛ??
@anakarsethi4385
@anakarsethi4385 4 месяца назад
ଏବେ ବି ସମୟ ଅଛି,ମନ୍ମଥ କୁ ନାତ ମାରି ଶ୍ରୀ ମୟୀ କୁ ଆଣ।ନ ଚେତ ସୁର ତମ ଅବସ୍ଥା ଢିଲା କରିଦେବ।।
@user-uf6ry8jy6o
@user-uf6ry8jy6o 4 месяца назад
Congress BJP BJD Sabu aka bada badia nka party
@sureshakumarnayak7953
@sureshakumarnayak7953 4 месяца назад
Your son harijau 3 lakh vote re sura drama sarijiba
@SSamantaray0007
@SSamantaray0007 4 месяца назад
ଟିକେ ଗୁଆଝର ରେ ଗାଧୁଆ ହଉ 😀
@PrangyaParida-ep5xe
@PrangyaParida-ep5xe 4 месяца назад
Sabu chora dakayat tume kana dakayat nka sardar
@AshitkumarSahoo-zm8jf
@AshitkumarSahoo-zm8jf 4 месяца назад
Hari kari pua ghare soiba
@sureshchandradash6900
@sureshchandradash6900 4 месяца назад
ତୋ କଥାକୁ ଆଉ କିଏ ପସନ୍ଦ କରୁନାହାନ୍ତି ପାଗଳ ହୋଇଗଲୁଣି
@radhikaraniswain3454
@radhikaraniswain3454 4 месяца назад
Full harib
@dipakpradhan556
@dipakpradhan556 4 месяца назад
Eita pagala hei galani
@debadutta3481
@debadutta3481 4 месяца назад
ଆପଣ ଏକୁଟିଆ ଭଦ୍ରଲୋକ। କଂଗ୍ରେସରୁ ବାହାରିବା ପରେ ସମସ୍ତେ ଖରାପ ହେଇଗଲେ । ଏହା ସତ ଯେ ଆପଣ ଜଣେ ପକ୍କା କଂଗ୍ରେସିଆ ହେଲେ ବର୍ତ୍ତମାନ ଆପଣ ଠିକ୍ କାମ କରୁନାହାନ୍ତି।
@mddas2922
@mddas2922 4 месяца назад
ଶରତ ପେଟଟନାଉଇକ କୁ ଆଜି ଯାଇଁ କହୁଥିଲା ମୁଖ୍ୟ ମନ୍ତ୍ରୀ ହବ କହୁ ଥିଲା ସେ ଏବେ କହୁଛି ସେ ଟାଉଟର ସୁର ରାଉତରାଇ ଚୋରଟା
@ambrishkumarbanchhor2200
@ambrishkumarbanchhor2200 4 месяца назад
55 percentage -votes share - Aparajita , 32 percentage - votes - share. Manmatha rout
@odishaaseelfighter7412
@odishaaseelfighter7412 4 месяца назад
Tame gote bhala loka eka duniare
@lalitmohanmishra3561
@lalitmohanmishra3561 4 месяца назад
ସୁର ରାଉତ,ପ୍ରଦୀପ ପାଣଗ୍ରାହୀ,ଅନୁଭବ ମହାନ୍ତି, ବିଜୟ ମହାପାତ୍ର,ପ୍ରକାଶ ବେହେରା,ଗଣେଶ୍ୱର ବେହେରା, ଲେଖlଶ୍ରୀ, ସିପ୍ରା,.....etc ଆଛା ଏ ରାଜନୀତିଆ ଲୋକ ମାନେ ଆଜି ଯାହାକୁ ପ୍ରଶଂସା କରୁଛନ୍ତି,କାଲି ତାର ନିନ୍ଦା କରୁଛନ୍ତି, ଏଗୁଡ଼ା କୋଉ ଜାତିର ମଣିଷ,??? ଏମାନେ ଆମକୁ କଣ ଭାବୁଛନ୍ତି ????? ଏମାନଙ୍କ ପଛରେ ବି ଲୋକ ଗୋଡାଉଛନ୍ତି 🤔
@JapanParida
@JapanParida 4 месяца назад
Tiger Yasir coming you people going.
@nyayabratamohanty7651
@nyayabratamohanty7651 4 месяца назад
Sura ବାବୁ ଦଳ ଦ୍ରୋହି
@gulukishan6756
@gulukishan6756 4 месяца назад
u
@user-bk7hp9qi4m
@user-bk7hp9qi4m 4 месяца назад
ତୋରି ଯୋଜୁ ତୋ ପୁଅ ହାରିବ
@lalatbehera8324
@lalatbehera8324 4 месяца назад
Ebe samaste dakayat heigale ....agaru bhala thile
@bhawanipadhan1722
@bhawanipadhan1722 4 месяца назад
ଶଳା ସୁର ତୁ କୋଉ ପାର୍ଟି ବେ ଶଳା ଘରେ ଥାଇ ରଡୁଛୁ କଳାହାଣ୍ଡି ଜିଲ୍ଲା ଟିକେ ଆ ବେ କେତେ ଗୋବର ପାଣି ପିଇବୁ ସଲl ଜାଣିବୁ କଂଗ୍ରେସ ର ୫୦ ବର୍ଷ ଖାଇଛୁ ଆମ ନରସିଂନlଥ ଟିକେ ଆ ବୁଡ଼ ପକାଇ ଯିବୁ ଶଳା ପାଗଳ ବୁଢ଼ା
@lilambersinghBrar4
@lilambersinghBrar4 4 месяца назад
Yashir Nawaz jindabad
@laxmanbisoi1593
@laxmanbisoi1593 4 месяца назад
sura ku congress ru sabu dina pain kadhi dio
@dhaneswarajena4539
@dhaneswarajena4539 4 месяца назад
ଭାଇ କେହି ବୁଢ଼ା ଉପରେ ରାଗ ନି ବୁଢ଼ାର ମୁଣ୍ଡ କିଛି କାମ କରୁନି ଏପଟେ ଭାସ୍କର ନିଉଜ କିଛି କାମ ନାହିଁ ବୁଢା ପାଖେ ପାଖେ ଭାସ୍କର ରହୁଚି ଯାହା କହିଲା ବନେଇ ଚୁନେଇ ବଜେଇଲା
@AshitkumarSahoo-zm8jf
@AshitkumarSahoo-zm8jf 4 месяца назад
Bhala hoichhi
@karunakarnath1359
@karunakarnath1359 4 месяца назад
Tora Rajnit Sesha Sura Bhai
@milanthelakoushiknanchhpr9164
@milanthelakoushiknanchhpr9164 4 месяца назад
Sur bahut chor😂😂😂
@krushnachandrasahoo8050
@krushnachandrasahoo8050 4 месяца назад
ତୁ ଯେତେ ଚେଷ୍ଟା କଲେ ବି ମନ୍ମଥ ଜିତି ପାରିବ ନାହିଁ ।
@sanjayakumarpany7432
@sanjayakumarpany7432 4 месяца назад
ପାଗଳାମି ଛକ ଛକ ଫକ ଫକ GMS
@user-ir7wm7sl3n
@user-ir7wm7sl3n 4 месяца назад
Super tautar to pua hariba
@suryakantachhotaray7325
@suryakantachhotaray7325 4 месяца назад
Pua hariba
@user-gs3ye1kb1x
@user-gs3ye1kb1x 4 месяца назад
Dhrutarastra Duryadhan Dushasana upakhyan 😮😮😮
@umakantbag4800
@umakantbag4800 4 месяца назад
ମାଗିହl ସୁର,,, କlଣl କହୁଛୁ ରେ,,
@MRjiten-tg6me
@MRjiten-tg6me 4 месяца назад
Magiha sura pagal helu na kn
@nandansahu3832
@nandansahu3832 4 месяца назад
Tamara kathabarta thiknahi
@ajeetkumarmohanty7880
@ajeetkumarmohanty7880 4 месяца назад
Bjd rau keatea tanka neai Congress ku soudhuchhu
@dharmapadajena696
@dharmapadajena696 4 месяца назад
Satare bhai sarat patnayak Paisa khiy
@user-yd2wc1xd5j
@user-yd2wc1xd5j 4 месяца назад
Eeta,pura,pagala
@jitupalei5596
@jitupalei5596 4 месяца назад
Sura bhai thik kahuchha …khatichhanti 55 year Symphathi rahiba katha..
@AshitkumarSahoo-zm8jf
@AshitkumarSahoo-zm8jf 4 месяца назад
Tama bahuta bhala nijankatha bhava tama kathavjigu tuma pua hariba michha
@rameshkundu8096
@rameshkundu8096 4 месяца назад
Don't believe in his words and his family as they always change their statements....
@prakashpaikaray9051
@prakashpaikaray9051 4 месяца назад
ଚାଲୁଣୀ କହୁଛି ଛୁଞ୍ଚିକୁ ତୋ --- ଗୋଟିଏ କଣା l
@royaldhaba4784
@royaldhaba4784 4 месяца назад
ଆଉତମେ ବାପ ପୁଅମିଶି ତିନି ଜଣ ?ଆଃ ଥୁ
@dhusasanmallick3162
@dhusasanmallick3162 4 месяца назад
Sura ku gota toki darakara
@SanatanchattarChattar
@SanatanchattarChattar 4 месяца назад
ତୁ ବାଳ ବଙ୍କା କରିବୁ,,,,। କିଛି ଶୁଣା ଯିବନି ତୋ କଥା,,,।
@soubhagya3113
@soubhagya3113 4 месяца назад
No.1 Pabanaaa
@GopalKrushnaDash-m3y
@GopalKrushnaDash-m3y 4 месяца назад
Tu gote maha pagala,maha dahara loka janisarileni.
@rankanayak9953
@rankanayak9953 4 месяца назад
ତୋନିଜକଥା କହ ଟାଉଟର
@ranjan3010
@ranjan3010 4 месяца назад
ବୁଢ଼ା ପାଗଳ ହୋଇଗଲାଣି 😂😂😂😂
@kabulinayak7212
@kabulinayak7212 4 месяца назад
ତୁ, ପରମ ମାଗିଆ ଟେ । ତୁମ ବଂଶ ହେଉଛି ମାଗିଆ ବଂଶ ।
@rulisapocilps3317
@rulisapocilps3317 4 месяца назад
Haribaku kahuchhi
@happyworld2135
@happyworld2135 4 месяца назад
Kyn to pua pain congress ticket neluni kie mana kala , ବହଳିଆ ମୁହାଁ ଅଲାଜୁକ ପେଲେଇପୁଅ କଥା କହୁଚି
@rajendraghadai7503
@rajendraghadai7503 4 месяца назад
ତିନି ଜଣ ଖରାପ ତୁ ଏକୁଟିଆ ଭଲ ତୁ ବିଜେଡି ର ପ୍ରଚାର କରେ ପୁଅ ହାରିବ ବୋଲି ତୁ ପାଗଳ ହେଇଗଲୁଣି
Далее
Apple Event - September 9
1:38:50
Просмотров 25 млн
🍏 Устарели ОФИЦИАЛЬНО! 🤡
00:32
ଶୋଷୁଛି ଆପୋଲ
3:28
Просмотров 266 тыс.
Apple Event - September 9
1:38:50
Просмотров 25 млн