Тёмный

"ନାରୀଟିଏ କାନ୍ଦିଲେ ସମସ୍ତେ ଶୁଣିବେ ,ହେଲେ ପୁରୁଷ ପାଇଁ କେହିଜଣେ ବାହାରିବେନି .9ବର୍ଷ ହେଲା ମୁଁ .." 

Odisha Bhaskar
Подписаться 2,7 млн
Просмотров 286 тыс.
50% 1

Опубликовано:

 

28 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 438   
@bibhutibhusankhuntia5197
@bibhutibhusankhuntia5197 2 месяца назад
ପ୍ରକୃତରେ ବ୍ୟକ୍ତି ଜଣଙ୍କ କଥରେ ଅନେକ ସତ୍ୟତା ରହିଛି। ତାଙ୍କୁ ଉଚିତ୍ ନ୍ୟାୟ ମିଳିବା ଆବଶ୍ୟକ।ଜୟ ଜଗନ୍ନାଥ
@Sankirtan-g3q
@Sankirtan-g3q 2 месяца назад
କେବଳ ବ୍ୟୋମକେଶ ବାବୁ ପୁରୁଷ କମିଶନର କଥା କହୁଛନ୍ତି ଏବଂ ବ୍ୟୋମକେଶ ବାବୁ ହିଁ କେସ୍ ଟି ଲଢ଼ି ପାରିବେ ଜୟ ଜଗନ୍ନାଥ
@suvendu2359
@suvendu2359 2 месяца назад
Byomakesh sir jindabad
@mr.sanjayinformationdiscov3282
@mr.sanjayinformationdiscov3282 2 месяца назад
ଏହା ବଡ଼ ଦୁର୍ଭାଗ୍ୟ ଯେ ଭାରତର ଶାସନ ବ୍ୟବସ୍ଥା ଦୋଷୀ କୁ ଦଣ୍ଡ ଦିଏନି ଦୋଷ କିଏ କରିଛି ଦେଖେ ସେ ପୁରୁଷ ନା ନାରୀ, ନାରୀ ହେଇଥିଲେ ଖସେଇ ଦିଏ, ପୁରୁଷ ହେଇଥିଲେ ଦୋଷ ନଥାଇ ବି ଜେଲ ରେ ପୁରେଇଦିଏ,, ଏହା ଆମ ଆଇନ ବ୍ୟବସ୍ଥା,,,
@nipumahakur9355
@nipumahakur9355 2 месяца назад
Pura satha katha
@anantacharannaik150
@anantacharannaik150 2 месяца назад
Mu nije anubhabi
@ajitbhoi5993
@ajitbhoi5993 2 месяца назад
Mu life b emit
@Hjkklooiteszxcbmm
@Hjkklooiteszxcbmm Месяц назад
Jadi yahi katha ti thik je nari mana nku hin nyaaya mile toh Kolkata ra leady doctor nku kn pain ate din laguchi......
@mr.sanjayinformationdiscov3282
@mr.sanjayinformationdiscov3282 Месяц назад
@@Hjkklooiteszxcbmm ଦୋଷୀ ଗିରଫ ହେଇ ସରିଛି, ସମସ୍ତ evidence, ମେଡିକାଲ ରିପୋର୍ଟ ଆଦି ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ହେଲା ପରେ final punishment ଘୋଷଣା କରାଯିବ,,, ଟ୍ରେନି ଡାକ୍ତର ଙ୍କୁ ନ୍ୟାୟ ନିଶ୍ଚିତ ମିଳିବ,,,
@anilkumarjena7590
@anilkumarjena7590 2 месяца назад
ସରଳ ହବା ଭଲ । ହେଲେ ଏତେ ସରଳ ହୁଅନି କି କେହି ତମ ସରଳତାର ଫାଇଦା ନେଇପାରରିବ.......
@AvinandanExpress334
@AvinandanExpress334 2 месяца назад
ତମ କଥାରୁ ଜଣା ପଡ଼ୁଛି ଯେ ସେ ତୁମକୁ ପସନ୍ଦ କରୁନି । ଆଉ ସେ କାହାକୁ ଭଲ ପାଉଛି ।
@itsmebiswajit91roul37
@itsmebiswajit91roul37 2 месяца назад
ମୁଁ ବି ସେଇଆ ଭାବୁଛି
@AnitabhoiAni
@AnitabhoiAni 2 месяца назад
Jahaku bhala pauchi ta ପାଖକୁ ହେଲେ paleita ସେ ମାଇକିନା। ଭାଇକୁ କେତେ କଷ୍ଟ ହେଉଛି ।
@AvinandanExpress334
@AvinandanExpress334 2 месяца назад
@@AnitabhoiAni ଠିକ୍ କହୁଛ
@sanjuktabiswal1569
@sanjuktabiswal1569 2 месяца назад
ଯଦି ଭଲ ପାଉନଥିଲା, ଛାଡି ପଳାଇ ଯିବା କଥା, ବର୍ଷା ପରି ସୋ ଦେଖେଇ ରହିବା କଣ ଦରକାର
@pkmovies24x7
@pkmovies24x7 2 месяца назад
​@@AnitabhoiAni Tume thik kahucha but yathu Paisa tathu au sabu smt hauchi
@thomaskor4406
@thomaskor4406 Месяц назад
ଆଜ୍ଞା ଏହିଭଳି ଅନେକ ପୁରୁଷ ଅଛନ୍ତି ସେମାନଙ୍କ ଦୁଃଖ କାହାକୁ କହି ପାରନ୍ତି ନାହିଁ, କିନ୍ତୁ ନିଜ ହୃଦୟରେ ଚାପି ଦୁଃଖ ରେ ଦିନ କାଟୁଛନ୍ତି, ଖାଲି ଝିଅ ମାନଙ୍କ ଚିନ୍ତା କରୁଅଛୁ କିନ୍ତୁ ପୁଅ ମାନେ ମଧ୍ୟ ଏହି ଭଳି ଦୁଃଖ ରେ ଦିନ କାଟୁଛନ୍ତି,
@rajalaxmitripathy7745
@rajalaxmitripathy7745 2 месяца назад
ସତରେ ଏବେ ବି କିଛି ଟା ନାରୀ ଙ୍କ ପାଇଁ... ପୁରୁଷଜାତି ବହୁତ..... କଷ୍ଟ ରେ ରଉଛନ୍ତି... ପୁରୁଷଜାତି ଙ୍କୁ ନିୟ ମିଳୁ 🙏
@jiteshbehera6752
@jiteshbehera6752 Месяц назад
Kolkata case pain ta sBu candle march pain baharicha fake rape pain kh pain baharuna
@PramilaSahoo-q1g
@PramilaSahoo-q1g 2 месяца назад
ସରଳିଆ ମଣିଷ ସାହାଯ୍ୟ କରାଯାଉ
@kumargauravmohapatra7694
@kumargauravmohapatra7694 2 месяца назад
Saralia boli kemiti janila
@anantacharannaik150
@anantacharannaik150 2 месяца назад
​@kumargauravmoh apatra7694
@friendsarethesunshineoflif7362
@friendsarethesunshineoflif7362 2 месяца назад
​@@kumargauravmohapatra7694 katha barta ru jani heuchhi
@friendsarethesunshineoflif7362
@friendsarethesunshineoflif7362 2 месяца назад
Se acting karu nahanti
@tofans7358
@tofans7358 Месяц назад
​@@friendsarethesunshineoflif7362tame kemti janila
@partimabarik2645
@partimabarik2645 Месяц назад
ଏ ଭାଇଙ୍କୁ ସାହାଯ୍ୟ ଦରକାର ଆମର ଅନୁରୋଧ ରକ୍ଷାକରି କିଛି କରନ୍ତୁ
@raazsecrets
@raazsecrets 2 месяца назад
Simplicity and Loyal Human this person. Needs Justice. Plz Help All Odisha People. From- Punjab
@kalpanapadhi1147
@kalpanapadhi1147 2 месяца назад
ନିଜେ ନିଜ କୁ ସମ୍ଭାଳ। କିଛି କଦର୍ୟ୍ଯ ନାରୀ ପାଇଁ ବହୁ ପୁରୁଷ ପିଲା ଅଵେଳ ରେ ଝରି ପଡୁଛନ୍ତି।
@SneteekVlogs
@SneteekVlogs 2 месяца назад
thik
@manisha.manish2454
@manisha.manish2454 2 месяца назад
SATA Katha bhai...
@manisha.manish2454
@manisha.manish2454 2 месяца назад
Yes
@syamasundarpradhan2713
@syamasundarpradhan2713 2 месяца назад
Kichhi rakyasa mananka pain jhia Mane Bali paduchhanti
@financeguruabinash
@financeguruabinash 2 месяца назад
​@@syamasundarpradhan2713athi ae situation upare kuha jauchi mundare apankara bilei guha achi ki jadi jhia ra situation asithanta kahithile sobha paethanta
@NrusinghaCharanRatha
@NrusinghaCharanRatha 2 месяца назад
ପୁରୁଷ କମିଶନ ଗଠନ କରିବା ନିହାତି ଆବଶ୍ୟକ ।
@Rk-sc5ej
@Rk-sc5ej 2 месяца назад
Right 👍👍👍👍
@DusmantanaikDusmanta
@DusmantanaikDusmanta 2 месяца назад
Right katha kahichanti
@pratapsethi4510
@pratapsethi4510 2 месяца назад
Purusho pain malisahi gothono heichi
@mysarthakcreations
@mysarthakcreations 2 месяца назад
​@@pratapsethi4510hmm to ghara ghare
@pratapsethi4510
@pratapsethi4510 2 месяца назад
@@mysarthakcreations hn ta makina ku nogola koriki loge ki gheuchi maaghya
@monalishasamantaray8674
@monalishasamantaray8674 2 месяца назад
ମାତୃତ୍ଵ ହେଉଛି ଭଗବାନଙ୍କର ସର୍ବଶ୍ରେଷ୍ଠ ଉପହାର ଗୋଟେ ନାରୀ ପାଇଁ....ସବୁ ଝିଅ ତା'ର ମହତ୍ୱ ବୁଝି ପାରନ୍ତିନି ଭାଇ😢😢
@amrjitbiswal7243
@amrjitbiswal7243 2 месяца назад
ଅଲଗା ପୁରୁଷ ସହିତ ସମ୍ପର୍କ ଅଛି
@rajalaxmitripathy7745
@rajalaxmitripathy7745 2 месяца назад
ପୁରୁଷ ଙ୍କୁ ନିୟ ମିଳୁ 🙏
@କିଛିକଥା-ମ8ଳ
@କିଛିକଥା-ମ8ଳ 2 месяца назад
ମୋର ସରକାରଙ୍କୁ ଅନୁରୋଧ ସେ ପ୍ରଥମେ ଏ ବ୍ୟକ୍ତିଙ୍କୁ କିଛି ଦିନ ଶାନ୍ତିରେ ରହିବାକୁ ଦିଅନ୍ତୁ ତାପରେ ତାଙ୍କ ନ୍ୟାୟ ଦିଅନ୍ତୁ, ଦେଖିଲେ ଲାଗୁଚି ବହୁତ୍ ମାନସିକ ଯନ୍ତ୍ରଣା ଦେଇଛନ୍ତି
@snehalatadalai9135
@snehalatadalai9135 2 месяца назад
ବେଶୀ ସୁନ୍ଦର ଖୋଜିଲେ ଏମିତି ହୁଏ
@mdnazmulhoda2251
@mdnazmulhoda2251 Месяц назад
Se sundari kouti asila. Ei lokata handsome thiba ta youg age re
@odishacreationmusic6168
@odishacreationmusic6168 2 месяца назад
ମୁ ବି ଭାଇ ସମାନ ପରିସ୍ଥିତି ରେ ଅଛି...... ଏହା କେତେଯେ କଷ୍ଟ ହୁଏ ଯାହା ସହ ଏମିତି ହେଇଚି ସେ ହିଁ ଜାଣିଛି.... ଏଠି ପୁରୁଷ ମାନଙ୍କୁ ନାୟ ନାହିଁ....... ବହୁତ ବଡ ଦୁଃଖର ଏବଂ ପରିତାପର ବିଷୟ ଏ..... 🥹🥹🥹🥹
@dharmyodha4083
@dharmyodha4083 2 месяца назад
ଆପଣ ଗୋଟେ କାମ କରନ୍ତୁ , ଉତ୍ତରପ୍ରଦେଶ ରେ କରୋଲି ଶଙ୍କର ଦରବାର ଯାଆନ୍ତୁ। ଗୋଟେ ଦିନ ରେ ସବୁ ଠିକ୍ ହେଇ ଯିବ।
@BijaydasDasbijay
@BijaydasDasbijay Месяц назад
ପୁରୁଷ ନିର୍ଯାତନା ହବାର ମୁଖ୍ୟ କାରଣ ହେଲା ସରକାର l ନାରୀ ମାନଙ୍କୁ ସ୍ୱାଲମ୍ବୀ କରିବାକୁ ସେମାନଙ୍କର ଯୋଗ୍ୟତା 30% ରୁ 36% ବଢ଼ାଯାଇ ଥିବାରୁ ଆଜିକାଲି ସମାଜରେ ପୁରୁଷ ନିର୍ଯାତନା ବଢିଯାଇଛି l ସରକାର ଙ୍କ ତରଫରୁ ଏମାନଙ୍କ ପାଇଁ ଲକ ଡାଉନ (ଲକ୍ସମନ ରେଖା ) ଲଗାଯିବା ଦରକାର l
@itsbikram24
@itsbikram24 2 месяца назад
ଏବେ ଯେଉଁ ଆଇନ୍ ହେଉଛି ତାହାକୁ ବ୍ୟବହାର କରି ପୁରୁଷ ମାନଙ୍କୁ ନିର୍ଯାତନା ଦେଉଛନ୍ତି। ପୁରୁଷ ଙ୍କ ପାଇଁ କିଛି କାନୁନ୍ ନାହିଁ ।
@santilatapanda1386
@santilatapanda1386 2 месяца назад
Achhi Abe just new kanun asichhi
@simarikapati9634
@simarikapati9634 Месяц назад
1st of all Reporter mam nku bahut bahut dhanyabad.plz apana mane hin chahinle ye niriha Bhai nku nyaya daeparibe..
@silsilalifestyle7510
@silsilalifestyle7510 2 месяца назад
God bless you sir
@SuraPurty-oe3ps
@SuraPurty-oe3ps 2 месяца назад
ସେଇ ଶଳା ସ୍ତ୍ରୀ ଲୋକ ଟାକୁ ଶିଶୁ ହତ୍ୟା ରେ arrest କରା ଯାଉ ❤❤❤❤❤❤❤❤❤😂😂
@suryakantamohapatra1754
@suryakantamohapatra1754 2 месяца назад
Reporter Madam 👍 Good job
@pratapkumarmahapatra9171
@pratapkumarmahapatra9171 2 месяца назад
ଏସବୁ ପାଇଁ କେବଳ ବ୍ୟୋମକେଶ ତ୍ରିପାଠୀ ସାର୍ ଲଢ଼େଇ ଜାରି ରଖିଛନ୍ତି କିନ୍ତୁ ପୁରୁଷ ମାନେ ହିଁ ତ୍ରିପାଠୀ ସାର୍ ଙ୍କୁ ସହଯୋଗ କରିବା ପାଇଁ ହାତ ବଢ଼ାଇ ନାହାଁନ୍ତି ଆଗକୁ ସମୟ ମଧ୍ଯ ଯଥେଷ୍ଟ ରହିଛି ପ୍ରତେକ ପୁରୁଷ ମାନଙ୍କର ସହଯୋଗ ନିହାତି ଜରୁରୀ
@sonampanda530
@sonampanda530 2 месяца назад
Byomkesh tripathi hajir Hoo
@sameigadiablogs2522
@sameigadiablogs2522 2 месяца назад
ବୋମେକେଶ ଭାଇ ଙ୍କୁ ଭୋଟ ଦେଲନି ସବୁ ଏମିତି ଭୋଗିବ
@akashamalik2963
@akashamalik2963 2 месяца назад
ଏହି ଭଦ୍ର ଲୋକ ଙ୍କ ଜଣ କଥା ରୁ ଲାଗୁଚି ତାଙ୍କ ମାନସିକ ସ୍ଥିତି 😢 ବହୁତ୍ ଖରାପ ଦେଖିଲେ ଲାଗୁଚି ଜଣେ ନିରୀହ ଲୋକ ମଧ୍ୟ ...ତେଣୁ ତାଙ୍କୁ ନ୍ୟାୟ ମିଳିବା ଉଚିତ୍ 😢 he is very innocent 😢
@BHAGABATPRASADDAS-j7o
@BHAGABATPRASADDAS-j7o Месяц назад
ଭାଇ ତୁମେ ବ୍ୟୋମକେଶ ତ୍ରିପାଠୀଙ୍କ ସାହାଯ୍ୟ ନିଅନ୍ତୁ
@debalaxmimohanty8825
@debalaxmimohanty8825 2 месяца назад
ଭାଇନା ସରଳ ଆପଣଙ୍କ କଥାରୁ ଜଣା ଯାଉଛି ଆପଣଙ୍କୁ ଜଗନ୍ନାଥ ସାହା ହୁଅନ୍ତା
@saitvodisha
@saitvodisha 2 месяца назад
ବିମକେଶ ଭାଇ.... ଆମ ଭାଇ ଜିନ୍ଦାବାଦ
@user-hv3tn9tm1t
@user-hv3tn9tm1t 2 месяца назад
ତୋତେ ମାଘିଆ ଆଉ କଣ ସ୍ତ୍ରୀ ମିଳୁନି ସେ ଘୋଡ଼ା ଗେହି ଆଉ ଅନ୍ୟ ଜାଗାରେ ପେଲା ଖାଉଛି ତାକୁ ଅତିଶିଘ୍ର ବିଦା କର ନଚେତ୍ ଆଗକୁ ବହୁତ୍ ଅସୁବିଧା ହେବ
@azaanhkbusiness3971
@azaanhkbusiness3971 2 месяца назад
Bilkul sata kotha 😢😢😢😢
@im_jeet
@im_jeet 2 месяца назад
ନିଜକୁ ଦେଖ ଆଉ ସେ ଝିଅକୁ ଦେଖ। ବାହା ହେବା ପୂର୍ବରୁ ଭାବିବାର ଥିଲା, ଖାଲି ସୁନ୍ଦରୀ ଝିଅ ବାହା ପାଇଁ ଛାନିଆ। ଟୋକି ବିଷୟରେ ବି କିଛି ବୁଝିବା ଦରକାର ଥିଲା। ଆଉ ହେଲା ଆଇନ କାନୁନ୍ କଥା, ଝିଅ ଯଦି ଚାହୁଁନି ତେବେ ଛାଡପତ୍ର କରି ଅଲଗା ହୁଅ। କୌଣସି ଆଇନ କି ଅଦାଲତ ସେ ଝିଅକୁ ତ ଧରିକି ତମ ସହିତ ସୁଲୁସୁଲୁ କରେଇ ପାରିବନି, ଖାଲି ତାରିଖ ପରେ ତାରିଖ ଗଡିଚଳିବ ନ୍ୟାୟ ପାଇବାକୁ।
@GaneshHembram-mj8fl
@GaneshHembram-mj8fl Месяц назад
ପୁରୁଷ ନିର୍ଯାତନା ବେଳେ ନାରୀନେତ୍ରୀ କୁଆଡ ଯାଉଛନ୍ତି ତାଙ୍କୋଆଖିକି ଦେଖଜନି
@dailylife1956
@dailylife1956 2 месяца назад
Byomkesh sir dekhantu.. Kana heuchi aithi 😄😂😂
@tulusirdaspattanayak5671
@tulusirdaspattanayak5671 2 месяца назад
ତୁମେ ସ୍ବାମୀ ସ୍ତ୍ରୀ ଦୁହେଁ ଓଟିଭି ର ଆଶାର ଆଲୋକ କୁ ଯାଅ। ସେଠାରେ ସବୁ ସମାଧାନ ହୋଇଯିବ। ପଟ୍ଟନାୟକ ସାର୍ ଆପଣ ଙ୍କୁ ବୁଦ୍ଧି ଦେଵେ।ଦୁଇ ଜଣଙ୍କ ମତାମତ ଲୋକ ସବୁ ଦେଖିବେ 😢😢😢😢
@anantacharannaik150
@anantacharannaik150 2 месяца назад
Seita gote drama valia heba
@anantacharannaik150
@anantacharannaik150 2 месяца назад
Gaan meeting ra Anya rupa
@gwkillchor9006
@gwkillchor9006 2 месяца назад
Om Sai ram God bless you
@JayJaganath-lz5jw
@JayJaganath-lz5jw 2 месяца назад
Jai shree jagannath 🙏 tume super hero
@ganeshchoudhury768
@ganeshchoudhury768 2 месяца назад
Purusa commission gathana kora jaau
@rajneeshkumar1303
@rajneeshkumar1303 2 месяца назад
Byomkesh sir kuade gale re😄😂😂
@dibakarpadhy1978
@dibakarpadhy1978 2 месяца назад
😂😂😂😂R8 😊
@kunmun9983
@kunmun9983 2 месяца назад
Sey paisa nele asiba​@@dibakarpadhy1978
@Faltutokarafaltuvideo
@Faltutokarafaltuvideo 2 месяца назад
ଭାଇ ରେ ମୁ ଗୋଟେ ମୋ ମତ ରେ ତୁମକୁ ହେଲ୍ପ କରୁଛି ତୁମେ ପ୍ରଥମେ 8 ରୁ 10 ଦିନ ମଦ ପିଇବା ଆରମ୍ଭ କର ଆଉ ଭଲ ମଦୁଆ ସାଙ୍ଗ 2 4 ଟା ରେପୁଟେଡ଼ ମଦୁଆ ସାଙ୍ଗ ମାନଙ୍କ ସହିତ ଏଇ ବିଷୟ ରେ କଥା ହୁଅ ଦେଖିବ ସବୁ ସମାଧାନ ହେଇ ଯିବ ଆଉ ଯୋଉ ମାନଙ୍କୁ ତୁମେ ଡ଼ରୁଛ ଦେଖିବ ସେ ମାନେ ତୁମକୁ ଡରିବେ ଆଉ ଗୋଟେ କଥା ମୁ କହୁଛି ଯେ ପୋଲିସ କି କୋର୍ଟ କଚେରୀ ଥାନା କୁ ବିଲକୁଲ ଡର ନାହିଁ ଯାହା ହେବ ଦେଖା ଯିବ ଯଦି ଜେଲ ଯିବାକୁ ପଡିବ ତ ଜେଲ ଯିବ କିଛି ବି ଅସୁବିଧା ହେବ ନାହିଁ ଜେଲ ଗଲେ ବି ବେଲ ରେ ବି ଆସି ପାରିବ କିଛି ବି ଅସୁବିଧା ହେବ ନାହିଁ ଆଉ ଗୋଟେ କଥା ଯାହା କରୁଛ ଓପନ ହେଇ କର କାରଣ ଆଉ ସୋସାଇଟି କୁ କି ସମ୍ପର୍କୀୟ ଙ୍କ କଣ କହିବେ ସେ କଥା ବି ମୁଣ୍ଡ ରେ ରଖ ନାହିଁ ଭାବି ନିୟ ନିଜେ ତୁମେ ଏକା ଆଉ ଲଢେଇ କର ନିଶ୍ଚୟ ରାସ୍ତା ବାହାରିବ ଆଉ ଭାଇ ଗୋଟେ କଥା ମୁ କ୍ଲିୟର କରି କହୁଛି ନିଜ ର ଲାଜ ସରମ କୁ ପଛରେ ପକେଇଲେ ହିଁ ତୁମେ ଜିତି ପାରିବ 👈
@santilatapanda1386
@santilatapanda1386 2 месяца назад
Nahi asabura samadhana Apori huani
@padmabatienterprises5443
@padmabatienterprises5443 2 месяца назад
right bhai
@chandannaik9949
@chandannaik9949 2 месяца назад
ତମେ ସରଳ ଲୋକ ବୋଲି ଭାଇ ସେ ମାଇକିନା ଚଡ଼ିଲା ତମ ଉପରେ। ଆମ ପରୀ ଟୋକା ପାଖରେ ପଡ଼ିଥିଲେ ସାଇଯି କରି ଦେଇଥାନ୍ତୁ ଏ ଭଳି ନାରୀ କୁ।
@anilkumarjena7590
@anilkumarjena7590 2 месяца назад
ଭାଇ କଥା ଟା ସେଇଠି, କୋମଳ ଲୁହାକୁ ବିଲେଇ କାମୁଡ଼େ.......
@TravellerPravakar
@TravellerPravakar Месяц назад
100%
@anupamakar4113
@anupamakar4113 Месяц назад
ଏହି ଭାଇଙ୍କୁ ନ୍ୟାୟ ମିଳୁ
@munamahapatra8472
@munamahapatra8472 9 дней назад
Plz yanku nyaya milibavdarkar se etekasta re achhanti je se kemiti kahibe kankahibe bujhiarunahanti chhe
@AjodyaKatual
@AjodyaKatual 2 месяца назад
Jay jagannath 🙏🙏
@rashmirekhajena796
@rashmirekhajena796 2 месяца назад
Kichhi stri achhanti Sita kichhi stri achhanti surpanekha. Paisa pai bahaheuchhanti. Tenu pillamane baha na hoi babaji hoi Santi re rahiba darkar.
@arjunhansdah6774
@arjunhansdah6774 2 месяца назад
dhanya tame emiti sahiba purusa mu prathama dekhuchisatyara kounasi pramana nahi bhagabanankau mora etiki guhari tamaku nyaya diantu😢
@abhayakumar2129
@abhayakumar2129 2 месяца назад
Bhaskar kouth e news ପାଉଛି
@BhaktaBandhusahu-nj7ju
@BhaktaBandhusahu-nj7ju 2 месяца назад
ଓଡ଼ିଶା ରେ ଆଜି କାଲି ସ୍ତ୍ରୀ ଲୋକ ମାନେ ବହୁତ ଉଦ୍ଧତ ହେଉଛନ୍ତି. ସ୍ଵାମୀ ମାନଙ୍କୁ ବହୁତ tortures କହୁଛନ୍ତି ସେଥିପାଇଁ purusha commission ନିହାତି ଦରକାର ଉଦ୍ଧତ Lady ଙ୍କ ପାଇଁ Government take should be action
@SneteekVlogs
@SneteekVlogs 2 месяца назад
ଆଜି କାଲି ଝିଅ ମାନଙ୍କ ଅପେକ୍ଷା ପୁଅମାନେ ବେଶୀ torture ହେଉଛନ୍ତି .ଆମ କାନୁନ ପାଇଁ .ମୋ ମତରେ ସେ ପୁଅ ହେଉ କି ଝିଅ ସମସ୍ତଙ୍କ ପାଇଁ ସମାନ ନିୟମ ରହିଵା ଆବଶ୍ୟକ .
@bijayalaxmisahoo7609
@bijayalaxmisahoo7609 2 месяца назад
ଉଭୟ କୁ ସାମ୍ନାରେ ବସେଇକି କଥା ଶୁଣ ଏକ ତରପା sunani
@gobindachandrasoren9957
@gobindachandrasoren9957 2 месяца назад
From all comments I liked your comment most.
@sanjuktabiswal1569
@sanjuktabiswal1569 2 месяца назад
ଯିଏ ମିଡିଆରେ କହି ପାରୁଛି, ଭୁଲ କହିବା ଅସମ୍ଭବ
@anantacharannaik150
@anantacharannaik150 2 месяца назад
Samnare na baseile kaan katha bujhi paribani?
@anantacharannaik150
@anantacharannaik150 2 месяца назад
Nija budhire bujhibar achhi
@anantacharannaik150
@anantacharannaik150 2 месяца назад
Tebe ajikali pruthivi re e katha kehi bujhu nahanti
@sanjuktabiswal1569
@sanjuktabiswal1569 2 месяца назад
ନ୍ୟାୟ କଣ ଦରକାର, ତୁ କୋର୍ଟ ପରାମର୍ଶ କରି ଛାଡ଼ପତ୍ର ଦେଇଦେ, ସେ କେବେ ବଦଳିବନି, ଜଣା ପଡୁଛି ମାନସିକ ଖରାପ ହେଇ ଗଲାଣି
@gitabehera6085
@gitabehera6085 2 месяца назад
Honest person
@sonukhansonukhan8387
@sonukhansonukhan8387 2 месяца назад
Atay. Neriha. Haba. Kaliguga. Ra. Adnu. Thik. Nuha. Kahi. Rakhiya. Kariba. Nahi. Dukhada. Newus
@subhrasmitamohanty-yk9nx
@subhrasmitamohanty-yk9nx 2 месяца назад
Byomakesh sir nku janantu sie nischaya sahajya karibe
@KaberiKandi-uy4lb
@KaberiKandi-uy4lb 2 месяца назад
ଛୀ ଛି ଏତେ ଛତରି ମାଇକିନା
@odiatech5648
@odiatech5648 2 месяца назад
ଭାସ୍କର ଟିଭି । ତମ reporter କୁ ଖାଇବାକୁ ଦଉନ । ସେ ଝିଅଟି ସୁଖିକି ପୁରା ଜଡ଼ି ଗଲାଣି ।
@DayanidhiSahoo-xf7tw
@DayanidhiSahoo-xf7tw Месяц назад
😅
@iamindianindia4711
@iamindianindia4711 2 месяца назад
Aaji kaali 99% ledis kharap
@Murmukuli9470
@Murmukuli9470 2 месяца назад
Sabu nari saman nuhanty......
@chocoAbe.
@chocoAbe. 2 месяца назад
Crpc125 au 498A , HMA case re kehi bonchiparini au pariboni.Law pura women centric. 377,376 pore sobuthu besi Aei Act re false case registered houthila au abebi houchi. So, jete parjyanta gender neutral law India re implement na heichi, sete parjyanta purusho Samaj ra fake allegation dwara jibono nasta houthibo. Highest suicide case aie issue jogu continuously bodhi chalichi.Ete fake cases court re proof hela pore bhi, tanko against re kichi legal action nebaro law nahi. government bujhi paruni je society kou direction re jauchi.Agoku emti situation rahile marriage uporu bhorasa uthijibo.
@mdnazmulhoda2251
@mdnazmulhoda2251 Месяц назад
He is a lawyer. He is not safe from domestic violence. What will be the situation of common people
@HemalataMahanta-f9i
@HemalataMahanta-f9i 2 месяца назад
OMG
@jitbabadas9008
@jitbabadas9008 2 месяца назад
very awful,fearful after marrital and family life ,family matter is so dangerous,So careful😢 😱😱😡
@alokkumarsubudhi5783
@alokkumarsubudhi5783 2 месяца назад
Byamokesh apankar hastakhep darkar actual matter janiba pain
@SantoshMahanty-p2t
@SantoshMahanty-p2t Месяц назад
Byamokesh Tripathi, Adv. Purush Commission nku dekha karantu bhala heba. Odisha High Court re dekha karantu. Byomkesh Babu sunu chhanti ta?
@SanjanKumar-m7q
@SanjanKumar-m7q 26 дней назад
Ok.a,bhainka,katha,thik,help,karajou
@MamoniMaity-k8f
@MamoniMaity-k8f 2 месяца назад
Super, brother
@rabindrasahoo1394
@rabindrasahoo1394 2 месяца назад
We stand men commissioner
@sanjugomango3440
@sanjugomango3440 2 месяца назад
Sir apana bahut bhala apananku niaya milu
@rajeswarimanik4139
@rajeswarimanik4139 2 месяца назад
Plz meet CM
@pradeep7554
@pradeep7554 16 дней назад
ଏ ଲୋକ ଭାରି ସରଳ ଏଙ୍କୁ ନାୟ ଦିଆ ଯାଉ ତା ସ୍ତ୍ରୀକୁ ଉଚିତ୍ ଦଣ୍ଡ ଦିଆ ଯାଉ
@sagarikaswain3378
@sagarikaswain3378 2 месяца назад
🤔
@kamallochannayak9660
@kamallochannayak9660 2 месяца назад
Yaku Kahanti Alakshyani Naree.Dhik .Se Malapare Narkare Padi Chhata Phata Heba, Malabele Patire Poka Padiba Nischaya .
@rajeswarimanik4139
@rajeswarimanik4139 2 месяца назад
Loka janaka mentally disturb heigalani,plz help him
@amanbabu9241
@amanbabu9241 2 месяца назад
Hn ajikali ra keteka nari mananka pain nari jati kalnkita.mo vai b bahut tarchar heuchi alaga loka samparka rakhi nija swami knu anadekha karuchanti
@dibakarnayak1614
@dibakarnayak1614 2 месяца назад
Mu ta semiti situation ra sikara heichhi bhai ama ra bi husband- wife 5 years relationship pua tie acchi aehi 7 month helani pua ku aau mote chhadi aau ek purusha Saha poleigala bhai duniya pura alata
@srisaidesignvastu9209
@srisaidesignvastu9209 Месяц назад
ଦତ୍ତ କେମିତି ନାୟକ କୁ ବାହାହେଲେ ?
@KrishnaBag-kt5pj
@KrishnaBag-kt5pj 2 месяца назад
Chhi chhi re chhi
@nrcreation7811
@nrcreation7811 2 месяца назад
😭😭😭😭😭😭😭😭😭
@subratkumarsahu6758
@subratkumarsahu6758 2 месяца назад
Byomkesha sir please help
@SAMBIT_VLOG_1M
@SAMBIT_VLOG_1M 2 месяца назад
Nayo
@PramodBal
@PramodBal 2 месяца назад
ଭାସ୍କର କେମିତି ଏ news ଦେଖାଉଚି
@RajeshKumar-zj9xv
@RajeshKumar-zj9xv 2 месяца назад
ଭାଇ ପୁରୁଷ ପିଲା ହେଇକି ନିର୍ଲଜ ଭଳି କାନ୍ଦୁଛ, ଲାଜ ଲାଗୁନି ....... ତୁମେ ପ୍ରଥମରୁ ତାକୁ ମୁଣ୍ଡରେ ବସେଇ ଥିବ, ଆଉ ଏବେ ଆସିକି ସକାଉଛ, ଘରେ କବାଟ ଦେଇକି ନିର୍ଦ୍ଧୁମ ପିଟ୍, ସାବାଡ୍ ହେଇଯିବ
@JitendraPradhan-e1m
@JitendraPradhan-e1m 2 месяца назад
Bhai no cry
@DharitriSwain-i8m
@DharitriSwain-i8m 2 месяца назад
A bhai ki naya milu
@santilatapanda1386
@santilatapanda1386 2 месяца назад
Advocate Mane saharya karantu lokoti bahut kasta hela bhali disu chhi
@subhrapradhan2987
@subhrapradhan2987 2 месяца назад
E pilati satakatha kahuchantiati sarala manisha, sethipayin se kasta pauchhanti, help karantu
@gopalkrushnanayak2414
@gopalkrushnanayak2414 Месяц назад
ଆଇନ ରେ ତ ପୁରୁଷ ମାନଙ୍କ ପାଇଁ ନ୍ୟାୟ ନାହିଁ.. Govt, ନ୍ୟାୟ ବ୍ୟବସ୍ଥା ହିଁ ଏଥି ପାଇଁ ଦାୟୀ
@JyotiSahoo-g4d
@JyotiSahoo-g4d 2 месяца назад
Byomakesh sir nku kuh , bata ku ashijib
@SanjanKumar-m7q
@SanjanKumar-m7q 26 дней назад
Byomakesh,sir,tika,help,karanto
@parhivlogs2957
@parhivlogs2957 2 месяца назад
Bhai tume bomkesh Tripathy sir nka Saha contact karantu
@PankajKumar-rp6sv
@PankajKumar-rp6sv 2 месяца назад
Please sir ku help karantu
@rosnaranimohanty2406
@rosnaranimohanty2406 Месяц назад
ଏ ଭଳି ସ୍ତ୍ରୀକୁ ଆଉ ପାଖକୁ ନିଅନି,ତାକୁ divorce ଦେଇଦିଅ ନ ହେଲେ ଜୀବନ ସାରା କାନ୍ଦିବ
@srisaidesignvastu9209
@srisaidesignvastu9209 Месяц назад
ବଙ୍ଗାଳୀ ପୁରୁଷ ସବୁବେଳେ ହାରାସ୍ ହୁଅନ୍ତି
@madanmohansial3485
@madanmohansial3485 2 месяца назад
I agree with U
@RakeshDas-ql7ii
@RakeshDas-ql7ii 2 месяца назад
ସବୁ ନାଟ ପଇସାପାଇଁ
@jasminemusicodia3424
@jasminemusicodia3424 2 месяца назад
ସେ ସ୍ତ୍ରି ଲୋକର ମୁହଁ ସମସ୍ତେ ଦେଖିବା ଆବଶ୍ଯକ
@AlokkumarkhuntiaAlok
@AlokkumarkhuntiaAlok 2 месяца назад
Both come speech media problem solve
@housekeepingwajba8781
@housekeepingwajba8781 Месяц назад
Proper investigation Kari justice diajau
Далее