Тёмный

ନୃସିଂହନାଥ ମନ୍ଦିର !! ବରଗଡ଼ Nrusinghanath temple Bargarh  

Rabi Sambalapuri Vlogs
Подписаться 229
Просмотров 1,4 тыс.
50% 1

ନୃସିଂହନାଥ ମନ୍ଦିର !! ବରଗଡ଼ Nrusinghanath temple Bargarh
ନୃସିଂହନାଥ ମନ୍ଦିର, ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ଏକ ପୌରାଣିକ ମନ୍ଦିର । ଏହା ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ବୈଷ୍ଣବ ମନ୍ଦିର ଯେଉଁଠାରେ ଭଗବାନ ନୃସିଂହ ବିରାଡ଼ି ବା ମାର୍ଜାର ରୂପେ ପୂଜା ପାଉଛନ୍ତି ।
ପାଟଣାଗଡ଼ର ରାଜା ବୈଜଳ ସିଂହ ଦେବ ୧୩୧୩ ଶତାବ୍ଦୀରେ ନିର୍ମାଣ କରାଇଥିଲେ ।ଏହା ମାତ୍ର ୪୫ ଫୁଟ୍‌ ଉଚ୍ଚ ଓ ଏହାର ଦୁଇଟି ଭାଗ ରହିଛି । ପ୍ରଥମଟିରେ ନୃସିଂହନାଥଙ୍କ ବିଗ୍ରହ ପୂଜା ପାଉଥିବା ବେଳେ ଅନ୍ୟଟିରେ ଜଗମୋହନ ପୂଜା ପାଆନ୍ତି ।
କିମ୍ବଦନ୍ତୀ ଅନୁଯାୟୀ ଏହି ଅଞ୍ଚଳରେ ଏକଦା ଗୋଟିଏ ଶକ୍ତିଶାଳୀ ଅସୁର ଉପଦ୍ରବ କରୁଥିଲା । ବିଷ୍ଣୁ ତାକୁ ମାରିବାକୁ ବାହାରିବାରୁ ସେ ମୂଷା ରୂପ ଧରି ଗୋଟିଏ ଗାତ ଭିତରେ ପଶିଯାଇଥିଲା । ବିଷ୍ଣୁ ସଙ୍ଗେ ସଙ୍ଗେ ବିଡ଼ାଳ ରୂପ ଧାରଣ କରି ତାକୁ ଖାଇବା ପାଇଁ ସେଠାରେ ବସି ରହିଲେ । ମୂଷିକ ଦୈତ୍ୟ କିନ୍ତୁ ସେ ଗାତରୁ ବାହାରିଲା ନାହିଁ । କୁହାଯାଏ ଯେ ସେହି ଦିନଠାରୁ ମୂଷିକ ଦୈତ୍ୟର ଆତଙ୍କରୁ ଲୋକମାନଙ୍କୁ ରକ୍ଷା କରିବା ସହ ମୂଷିକ ଦୈତ୍ୟକୁ ସେଠାରେ ଜଗି ରହିଛନ୍ତି ।
#love #peace #photography #travel #vlog #viralvideo #vlog #sambalpuri #bargarh #sambalpurisong

Опубликовано:

 

7 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии    
Далее
Find The Real MrBeast, Win $10,000
00:37
Просмотров 56 млн
🤔Угадай постройку | WICSUR #shorts
00:59
Поплатился за подлые удары!
01:00
Find The Real MrBeast, Win $10,000
00:37
Просмотров 56 млн