Тёмный

ପଞ୍ଚସଖା ଭକ୍ତ ବଳରାମ ଦାସ ଗାଦିରେ ମହାନ୍ ସନାତନ ଧର୍ମ ମହାସଭା , ଲକ୍ଷ୍ମୀ ପୁରାଣ ( ଭାଗ ୩ ) 

ହରିବୋଲ ସଂଗଠନ ,ଧର୍ମ - ସନାତନ
Просмотров 8 тыс.
50% 1

ପବିତ୍ର ବଳଦେବ ଜନ୍ମର ଅଭିନନ୍ଦନ 🙏ହରିବୋଲ🙏
ତତ୍ତ୍ବର ସେ ଗୁରୁ ଅଟନ୍ତି ଦାସ ଯେ ବଳରାମ
ବ୍ରହ୍ମ କୁଣ୍ଡଳିରେ ବାନ୍ଧିଲେ ସେହି ପୁରୁଷୋତ୍ତମ
ପରମହଂସ - ଜଗନ୍ନାଥ ସ୍ଵହଂସ - ବଳଦେବ
ହଂସ - ସୁଭଦ୍ରିକା
ପଞ୍ଚସଖା ଭକ୍ତ ବଳରାମ ଦାସ ଗାଦିରେ ମହାନ୍
ସନାତନ ଧର୍ମ ମହାସଭା , ଲକ୍ଷ୍ମୀ ପୁରାଣ ପାଠ
ଗହଣଦଳର ପ୍ରତିଷ୍ଠାତା କେଶରୀନଗ୍ର ରାଜା , ରାଜାଶ୍ରୀ ନରସିଂହ ଦେବ ଓ ଗହଣ ଦଳ ସଭାପତି ପ୍ରଫେସର ଡା . ସ୍ନେହଲତା ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ସମୟ - ଗତ ତା ୧୪.୦୬.୨୦୧୮ରିଖ , ଗୁରୁବାର , ପହିଲି ରଜ , ସାରାରାତ୍ର ସ୍ଥାନ : ପଞ୍ଚସଖା ବଳରାମ ଦାସ ଗାଦି ,
ପୁରୀ ଜିଲ୍ଲା , ବେଗୁନିଆ , ଗୋପ କୋଣାର୍କ ରାସ୍ତା
କୁଶଭଦ୍ରା ନଦୀକୁଳ ସନ୍ଧ୍ୟାରେ ଭକ୍ତ ବଳରାମ ଦାସଙ୍କ କୃତ୍ୟ ଗୁରୁବାର ମାଣବସା ଓଷା ଲକ୍ଷ୍ମୀପୁରାଣ ପାଠ ବିଧିମତେ ଅନୁଷ୍ଠିତ ହୋଇଥିଲା ।
ଗହଣଦଳ ଷୋଳମଣ୍ଡଳ , ଦେଶବାସୀ ସର୍ବେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଆୟୋଜକ :
⭐⭐⭐⭐⭐⭐⭐⭐⭐⭐⭐⭐⭐⭐⭐
ବଳରାମ ଦାସ ଗାଦି ବେଗୁନିଆ ଗ୍ରାମ ପରିଚାଳନା କମିଟି
🙏ହରିବୋଲ🙏
#ମହାପୁରୁଷ_ବଳରାମ_ଦାସ
#ହରିବୋଲ_ସଗଂଠନ_ଧର୍ମ_ସନାତନ
#ହରିବୋଲ_ସଂଗଠନ_ଧର୍ମ_ସନାତନ

Опубликовано:

 

11 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 20   
@krushnachandrabarik752
@krushnachandrabarik752 Год назад
Jaya jagannath swami nayana patha gami Jaya achutm sranam🙏🙏🙏
@rashmidalei2384
@rashmidalei2384 3 года назад
🙏🏻🙏🏻🙏🏻
@HariBol.
@HariBol. 3 года назад
🙏ହରିବୋଲ🙏
@animasahoo8347
@animasahoo8347 2 года назад
Om Sri Jagannath namo jai jagannath kalia
@HariBol.
@HariBol. 2 года назад
🙏ହରିବୋଲ🙏
@siwapradhan2410
@siwapradhan2410 3 года назад
ହରିବୋଲ
@HariBol.
@HariBol. 3 года назад
🙏ହରିବୋଲ🙏
@habishsahu8375
@habishsahu8375 3 года назад
Jay Jagannath Jay panchasakha Jay maa subhadrika
@HariBol.
@HariBol. 3 года назад
🙏ହରିବୋଲ🙏
@kaliabehera8463
@kaliabehera8463 3 года назад
Jay Jagannath gajam
@HariBol.
@HariBol. 3 года назад
🙏ହରିବୋଲ🙏
@viewsgodlevel5557
@viewsgodlevel5557 3 года назад
ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଯୟ ମଦନମୋହନ ସାମଲ କାରା କର୍ମଚାରୀ ସମାଜ ସେବୀ ମାଳିକା ବିଶାରଦ ରାଜନୀତି ବିଶାରଦ ଓ ଜଣେ ଧର୍ମ ପରାୟଣ ବ୍ୟକ୍ତ ଓ ଜଣେ ବାସ୍ତବ ବାଦି ନେତା।
@HariBol.
@HariBol. 3 года назад
ଅଶେଷ ଧନ୍ୟବାଦ 🙏ହରିବୋଲ🙏
@rinkun8864
@rinkun8864 3 года назад
Jai Ma Durga
@ଲଳିତାଭୋଳଭୋଳ
Jay Jagannath Jay panchasokha
@HariBol.
@HariBol. 2 года назад
🙏ହରିବୋଲ🙏
@kumarkashinath5328
@kumarkashinath5328 3 года назад
Jay Jagannath 🙏🙏
@HariBol.
@HariBol. 3 года назад
🙏ହରିବୋଲ🙏
@purnachandrasahoo2050
@purnachandrasahoo2050 3 года назад
ଅକ୍ଷୟ ଏକାକ୍ଷର ମେଳା ସମୟ ର ଯଦି କିଛି ଦୃଶ୍ୟ ଥାଏ ତେବେ ଦୟା କରି ତାହାକୁ upload କରିବା ହୁଅନ୍ତୁ ଭାଇନା ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤️🥰😍
@HariBol.
@HariBol. 3 года назад
ଅଡିଓ ହେବ 🙏ହରିବୋଲ🙏
Далее
Hurricane Milton Extreme Surge Wind Slams Sarasota, FL
03:59
Women's Defending + Men's 😮‍💨❌
00:20
Просмотров 938 тыс.
ДИАНА в ТАНЦЕ #дистори
00:14
Просмотров 192 тыс.
Hurricane Milton Extreme Surge Wind Slams Sarasota, FL
03:59