Тёмный

ପତକାଲାଗି ଦର୍ଶନ ଦ୍ୱାରା ସବୁ ସ୍ୱପ୍ନ ପୂରଣ ହୁଏ | 10 OCT-PATAKALAGI FULL VIDEO | JAY JAGANNATH TV 

JAY JAGANNATH TV
Подписаться 442 тыс.
Просмотров 1,1 тыс.
50% 1

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
RU-vid: bit.ly/3KAQeyD
Twitter: bit.ly/38JpX3U
#patakalagidarshan #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Опубликовано:

 

9 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 35   
@mamatasatpathy9018
@mamatasatpathy9018 3 часа назад
ଓମ୍ ନମଃ ଭାଗବ ତେ ବାସୁଦେବ। ୟ ନମଃ ଜୟ👏🌷 ଓମ୍ ଲକ୍ଷ୍ମୀ ନାରାୟଣ ନମଃ ନମଃ ଓମ୍ ପତିତପାବନ ନମଃ ନମଃ ଓମ୍ ନୀଳଚ଼କ୍ର। ୟ ନମଃ ନମଃ ଓମ୍ ବିମଳା ଦେବୀ ନମଃ ଓମ୍ ଲକ୍ଷ୍ମୀ ନାରାୟଣ ନମଃ ନମଃ ଓମ୍ ଗଣେଶ୍ଵର ୟ ନମଃ ନମଃ ଓମ୍ ହନୁମାନ ଜି ନମଃ ନମଃ ନମଃ ଶ୍ରୀ କ୍ଷେତ୍ରବାସୀ ଶ୍ରୀ ନିଳାଦ୍ରୀ ବିହାରୀ ଶ୍ରୀ ଚକାନୟନ ଶ୍ରୀ ଚକାଡୋଳା ଶ୍ରୀ କାଳିଆ ସାଆନ୍ତ ଙ୍କ ଶ୍ରୀ ଚରଣ ତଳେ ଅହି ଅଧୀନ ର ଶତତଃ👏👏👏👏👏 କୋଟିକୋଟି🌷🌷 ପ୍ରଣିପାତ ମଣିମା 🌷🌷🌷
@parsuramsahoo7509
@parsuramsahoo7509 3 часа назад
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤🎉🎉🎉🎉🎉🎉🎉🎉🎉🎉❤❤❤
@rekhamahato1841
@rekhamahato1841 3 часа назад
Jay Jagarnath Jay shree Jagarnath Jay shree balabhadra Jay shree subhadra Mata Jay shree sudarshan 🎉🎉🎉🎉😮😮
@lalatendujena4026
@lalatendujena4026 3 часа назад
ଜୟ ଜୟ ଜଗନ୍ନାଥ 🙏
@rajendrasahu4199
@rajendrasahu4199 3 часа назад
ମୋ ଜଗନ୍ନାଥ ମହାପ୍ରଭୁ ଚରଣେ ଶରଣ ପ୍ରଭୂ 🙏ହେ ପତିତପାବନ ନାରାୟଣ ଶ୍ରୀ ହରି ହେ ପରଂବ୍ରହ୍ମ ନୀଳା ଚଳ ନାଥ ନୀଳାଚଳିଆ ତବ ଶ୍ରୀ ନୀଳ ଚକ୍ର ପତାକା ଲାଗି ଦର୍ଶନ କୁ ଏ ଅଧମ ର ଭକ୍ତିପୂତ ପ୍ରଣିପାତ ମଣିମା 🙏❤️🙏ଜୟ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏❤️🙏ଜୟ ମା ବିମଳା ଦେବୀ ନମୋ ନମଃ 🙏❤️🙏ହରି ହରି ବୋଲ 🙏ହରି ହରି ବୋଲ 🙏ହରି ହରି ବୋଲ 🙏❤️🙏❤️🙏❤️🙏❤️🙏
@Pratapkumarmaharana2518
@Pratapkumarmaharana2518 3 часа назад
ଜୟ ଜୟ ଶ୍ରୀ ଲକ୍ଷ୍ମୀ ନାରାୟଣ 🙏
@dheerenparida6480
@dheerenparida6480 2 часа назад
ଜୟ ମହାପ୍ରଭୁ 🙏🏽
@kulbhushanchawla8752
@kulbhushanchawla8752 9 минут назад
Jai shree hari
@gajanandsharma4155
@gajanandsharma4155 3 часа назад
🙏🏻JAY SHREE JAGANNATH MAHA PRABHU JI 🙏🏻
@subhasmitabasantia6660
@subhasmitabasantia6660 4 часа назад
Jay Jagannath Swami ❤❤❤
@kulbhushanchawla8752
@kulbhushanchawla8752 10 минут назад
Jai mata di
@UmakantaBehera-o1p
@UmakantaBehera-o1p 3 часа назад
Jay Jaganntha swami ji ki jai ho 🌹🙏🌹🙏🌹🙏
@chinmayparida6820
@chinmayparida6820 3 часа назад
❤️ Jay 🙏 jagannath ❤️ Swami ❤️🙏❤️⭕❗⭕
@BalaramNaik-mw9fo
@BalaramNaik-mw9fo 3 часа назад
ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ୱମୀ ନୟନ ପଥ ଗାମୀ ଭବ ତୁମେ ନୀଳଚକ୍ର ପତିତପାବନ ସତ କୋଟି ପ୍ରଣାମ ⭕❗⭕🙏🙏🙏🙏🙏🚩🪔🪷🛕
@dibyashreepatro9518
@dibyashreepatro9518 2 часа назад
Jai Shree Jagannath❤🌼🌼🌼🌼🌼🙏🏻🍇🍇🍇🍇🍇🍇🪔🌹🌹🌹🌹🌹🌹🌹🌹
@bijaykumarmajhi967
@bijaykumarmajhi967 3 часа назад
Jay Jagannath Swami Nayana pathagami bhabhatume bhabhatume 🌹🙏🙏🙏
@amulyabal6773
@amulyabal6773 3 часа назад
JAY JAGANNATH SWAMI NAYANA PATHA GAAMI BHABA TUME 🌷🌷🌷🌷🌷🌷🌷🌷🙏🙏🙏
@Binayak99
@Binayak99 Час назад
Ram Ram jai shree Ram hare hare boll om namah shivaya Jai jagannath Swami
@Gamerzmonkeyst2717
@Gamerzmonkeyst2717 3 часа назад
Jay jay shree jagannath ⭕‼️⭕
@narayanbehera5648
@narayanbehera5648 3 часа назад
Jay Jagannath 🙏
@khulanasahoo2643
@khulanasahoo2643 Час назад
🙏🏻🙏🏻🙏🏻🙏🏻🙏🏻
@arjunsethi6726
@arjunsethi6726 2 часа назад
Jay shree Jagannath
@malaydas-r2h
@malaydas-r2h 3 часа назад
Jay jay shree jagannath Jay jay shree jagannath Jay jay shree jagannath 🙏
@SumatiDalei-j2q
@SumatiDalei-j2q 3 часа назад
Jay shree Jagannath Swami Nayana patha gami bhaba tume maha Prabhu tuma charana Kamala tale Kati Kati pranam mannima 🙏🙏🙏🙏🙏🙏🙏🙏🙏
@rabindranaththakur2534
@rabindranaththakur2534 2 часа назад
Jay Shree Jagannath🙏🙏🙏🙏🙏🙏
@nabasamal1233
@nabasamal1233 2 часа назад
Jay Jagannath swimi ⭕❗⭕
@ReenaMohakud-b9u
@ReenaMohakud-b9u 2 часа назад
Jay shree jagannath 🌺🪔🌺❤️🌹❤️🌹❤️🌹❤️🌹❤️🌹
@tunimuduli2926
@tunimuduli2926 3 часа назад
Jay jagannath swami 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻⭕️‼️⭕️🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@mohansingh-xd9bg
@mohansingh-xd9bg 3 часа назад
J,❤❤❤❤❤❤❤❤❤❤❤❤❤❤❤❤❤
@REENADIGAL-jk3pc
@REENADIGAL-jk3pc 3 часа назад
🌿🌿🛐🛐🙏🙏❤❤👏👏🌹🌹mahaprabhu kuta thik kuta fec mu kichi janiparuni prabhu kn karibi mate rasta dekhantu🌹🌹👏👏❤❤🙏🙏🛐🌿🌿aapana nku koti koti pranam🛐🛐🛐🛐🛐🛐subha sandhya 🌿🌿🛐🛐❤❤👏👏🌹🌹
@kunalbehera3691
@kunalbehera3691 2 часа назад
ଜୟ ଶ୍ରୀ ଜଗନ୍ନାଥ 🙏
@nibeditamahakud2502
@nibeditamahakud2502 3 часа назад
Jai Sri jagannath sawmi nayan potho gami bhobo tume
@mahalaxmipatra4684
@mahalaxmipatra4684 Час назад
Jay shree Jagannath 🙏💐💐🙏🙏
@subhamsahu265
@subhamsahu265 3 часа назад
Jay shree jagannath swami 🙏🙏🙏🙏🙏
@kamalakantabehera9516
@kamalakantabehera9516 Час назад
Jay shree jagannath Swami 🙏🙏🙏
Далее