Тёмный

ପରିକ୍ରମା ପ୍ରକଳ୍ପ ଗୀତ ଗାଇଲେ ଜୁବୀନ | Jubin Nautial Jagannath Bhajan |BhaktiSamarpan 

Bhakti Samarpan
Подписаться 233 тыс.
Просмотров 3 млн
50% 1

✽ ଯଦି ଏହି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଏହି ଭିଡ଼ିଓଟିକୁ Like ଓ Share କରିବା ସହିତ ଆମ Channel Bhakti Samarpanକୁ Subscribe କରନ୍ତୁ। ଏଥିସହିତ ଆମ Channel ସମ୍ବନ୍ଧୀୟ ସମସ୍ତ Update ପାଇବା ପାଇଁ Bell Button ଟିକୁ Press କରନ୍ତୁ।
Audio Credits
Singer - Jubin Nautiyal
Composer - Prem Anand
Lyrics - Bapu Goswami
Flute - Bhaskarjyoti Kalita
Dholak Tabla Live - Shridhar Chari
Guitar & Plucks - Shomu Seal
Guitar Recording - Rupjit Das, Nikita Bharani
Mixing and Mastering - Keshav Dhar
Music Production - Viplove Rajdeo
Video Credits
Director - Manav Rath
Editor - Jumar Nath
D0P - Samarendra Dash, Prasanna Behera
Colorist - Dwitikrushna Dash
Graphics - Krupasindhu Muduli
Archives - Sanjay, Shubham
Executive producer - Susanta Dasmahapatra
/ bhaktisamarpan
Please Like, Share & Subscribe to " Bhakti Samarpan" Channel
Get alerts when we release any new video. TURN ON THE BELL ICON on the channel🔔
@BhaktiSamarpan
...............................................................................................................
For Bhajan Program Booking "Sworaarabinda Biswa Shanti Bhajan Sandhya" Call - 9437630756/9583337221
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
♪ Enjoy and stay connected with us!! ♪
✽ Mail Id: bhaktisamarpan.odia@gmail.com
✽ Phone: 9437630756/9583337221
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
©Bhakti Samarpan 2024
ANTI-PIRACY WARNING *
This content is Copyright to Bhakti Samarpan. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!

Опубликовано:

 

20 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 3,7 тыс.   
@BhaktiSamarpan
@BhaktiSamarpan 8 месяцев назад
Latest Song..Watch Now 👇 ru-vid.com/video/%D0%B2%D0%B8%D0%B4%D0%B5%D0%BE-WOaLCBnnkGI.html ru-vid.com/video/%D0%B2%D0%B8%D0%B4%D0%B5%D0%BE-WOaLCBnnkGI.html
@Runx314
@Runx314 8 месяцев назад
ଅତି ସୁନ୍ଦର,❤
@Runx314
@Runx314 8 месяцев назад
जुबिन की आवाज़ में जगानाथ का भजन, सुरों में खो जाए, हृदय को हल्का करता साज़।
@BABITASAHU-cu6jw
@BABITASAHU-cu6jw 8 месяцев назад
jaya sri.jagannath ,pranam .bahut badhia o❤
@dalimbamajhi1884
@dalimbamajhi1884 8 месяцев назад
Mu to pratham dinu ru ai voice ku jubin nautiyal ra boli ki janu thili i love him😍
@chandankumarsahoo7410
@chandankumarsahoo7410 8 месяцев назад
Jay jagannath 🙏🙏🙏🙏 Excellent performance jabardast 💕💕💕💕
@benudharbhumia8790
@benudharbhumia8790 8 месяцев назад
ଗୀତକୁ ଏତେ ସୁନ୍ଦର ଭାବରେ ଗାଇଛନ୍ତି ଶୁଣିଲେ ଭାରି ବଢିଆ ଲାଗୁଛି ☺️ ଜୟ ଜଗନ୍ନାଥ 🙏
@diptimayeemahapatra331
@diptimayeemahapatra331 8 месяцев назад
Jubin ଜଣେ ଅଣ ଓଡ଼ିଆ ହୋଇ ବି ଖୁବ୍ ସୁନ୍ଦର ଭାବରେ ଗୀତ ଟିକୁ ଗାଇଛନ୍ତି।।
@pinkiprad-sh4xw
@pinkiprad-sh4xw 7 месяцев назад
Really me too 😮😮
@bishalkumarpradhan8112
@bishalkumarpradhan8112 7 месяцев назад
Se Sala Human Sagar bolibaku mana karuthila
@SamirMallick-e4w
@SamirMallick-e4w 6 месяцев назад
Jay jagantha 🙏
@SkRituShorts
@SkRituShorts 6 месяцев назад
Kintu ana odiaaa nku mandira re kahinki barana🌚🌚🌚
@deepasethy
@deepasethy 5 месяцев назад
Baby ​@@pinkiprad-sh4xw
@SarojSutar-p2c
@SarojSutar-p2c 6 месяцев назад
ହେ ପ୍ରଭୁ 🙏🌸
@Ishanibehera2994
@Ishanibehera2994 9 месяцев назад
କାରଣ ଶ୍ରୀ ମହାପ୍ରଭୁ ଜଗନ୍ନାଥ କେବଳ ଓଡ଼ିଶା ର ନୁହ ସମସ୍ତଙ୍କର ପ୍ରଭୁ 😊
@Aman-h3k
@Aman-h3k 9 месяцев назад
Jay Jagannath 🙏
@suchismita_sahoo_8260
@suchismita_sahoo_8260 9 месяцев назад
You are right 👍
@silunayak6482
@silunayak6482 9 месяцев назад
Right..Jai jagannath
@omkarsellllllll
@omkarsellllllll 9 месяцев назад
Jay shriganesh ji ki 🚩
@lalimugri1162
@lalimugri1162 9 месяцев назад
Right 👍
@bijaymallik9012
@bijaymallik9012 8 месяцев назад
ଜୁବିନ ଏମିତି ଗାଇଛନ୍ତି ଯେମିତି ଜଗନ୍ନାଥ ତାଙ୍କ କଣ୍ଠରେ ଗାଉଛନ୍ତି. ବହୁତ ଧନ୍ୟବାଦ ଯୁବିନ ବାବୂ ❤ଜୟ ଜଗନ୍ନାଥ 🙏🙏🙏
@malayaranjanswain7677
@malayaranjanswain7677 7 месяцев назад
Jubin ଜଣେ ଅଣ ଓଡିଆ ହେଇ ମଧ୍ୟ ବହୁତ ସୁନ୍ଦର ଜଗନ୍ନାଥ ଙ୍କ ଭଜନ ଗ‌ଇଛନ୍ତି ଯେଉଁ ମାନଙ୍କୁ ଭଲ ଲାଗିଲା ଲାଇକ୍‌ କମେଟ‌ କରନ୍ତୁ ଜୟ ଜଗନ୍ନାଥ ସ୍ବାମୀ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@SwarnalataBehera-n9w
@SwarnalataBehera-n9w 6 месяцев назад
ଗଇଛନ୍ତି ନୁହେଁ ଗାଇଛନ୍ତି। 😂😂😂
@DhaneswarHantal-ed3ok
@DhaneswarHantal-ed3ok 6 месяцев назад
Really so sweet song
@runadinesh7780
@runadinesh7780 5 месяцев назад
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@RasmitaNaik-jb5et
@RasmitaNaik-jb5et 4 месяца назад
❤❤❤❤
@ranjankumarroutray3050
@ranjankumarroutray3050 9 месяцев назад
I am 59 years old, jubin Bhajan of our lord jagannath is fantastic,give him many chances for jaga bhajans
@chandansethi5909
@chandansethi5909 9 месяцев назад
Are bhikaribala ku bhuligala kii
@madhusmitaish
@madhusmitaish 9 месяцев назад
Yes he should be given...
@gunuajaya
@gunuajaya 8 месяцев назад
❤❤❤
@Rojanayak-in2xp
@Rojanayak-in2xp 8 месяцев назад
❤🙏❤ Jaya jagannath Swami..
@kanhacreation4377
@kanhacreation4377 8 месяцев назад
Pela kahuchu tu
@sudarsan7848
@sudarsan7848 9 месяцев назад
ଭାଇ ମାନେ କେହି ଟିକେ କୁହ କି ଏଇ voice ଟା କଣ jubin ଙ୍କର ? ମୁଁ belive କରିପାରୁନି 🤔soo sweet 😍 ଜୟ ଜଗନ୍ନାଥ ସ୍ଵାମୀ🥰🙏
@akashkumarbehera44
@akashkumarbehera44 8 месяцев назад
Yes
@soumyanayak9338
@soumyanayak9338 7 месяцев назад
ଜୁବିନ ଙ୍କ ସ୍ୱର ଆଉ ପ୍ରେମ୍ ଭାଇ ଙ୍କ ସଂଗୀତ ର ଅପୂର୍ବ ମିଳନ ରେ ସୁନ୍ଦର ହୋଈଛି ୟେ ଗୀତ
@boombs7575
@boombs7575 9 месяцев назад
ଗୋଡ଼ ଟାଣିବା ବନ୍ଦ କର ସବୁ ସେଇ ମହାପ୍ରଭୁ ଙ୍କ ଇଚ୍ଛା ତାଙ୍କ ଡୋରି ନ ଲାଗିଲେ କେହି ବି ତାଙ୍କ ଭଜନ ଗାଇପରିବେ ନାହିଁ ❤ ସେ ଓଡ଼ିଆ ହଉ କି ଅଣଓଡ଼ିଆ।jubin ଅଣଓଡ଼ିଆ ହୋଇମଧ୍ୟ ଓଡ଼ିଆ ଭାଷା କୁ ଏତେ ସୁନ୍ଦର ଉଚ୍ଚାରଣ କରିଛନ୍ତି ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ❤ 🎉🎉🎉🎉
@boombs7575
@boombs7575 8 месяцев назад
@@devenroy8470 to banda achi mg.. Chaka
@sillinayak8833
@sillinayak8833 6 месяцев назад
Right
@SwarnalataBehera-n9w
@SwarnalataBehera-n9w 6 месяцев назад
Right
@KHERWALBAZAR
@KHERWALBAZAR 6 месяцев назад
ନବୀନଙ୍କ ଡୋରି ଲାଗି ଛି ବୋଲି ଗୀତ ଗାଇ ପାରୁଛନ୍ତି
@sushantadalai1845
@sushantadalai1845 5 месяцев назад
Ri8 bro
@barshamohanty5587
@barshamohanty5587 8 месяцев назад
ଆମେ ଓଡ଼ିଆ ଭାରି ବଢିଆ 🙏ଆମ ଜଗନ୍ନାଥ ଆମ ପାଇଁ ଗର୍ବ ଗୌରବ ❤️🙏🙏
@ParsuramSatpathy-c7p
@ParsuramSatpathy-c7p 7 месяцев назад
🖤
@ParsuramSatpathy-c7p
@ParsuramSatpathy-c7p 7 месяцев назад
🖤
@Superboy-f6e
@Superboy-f6e 6 месяцев назад
Jay jagannath ⭕‼️⭕....... 🙏🙏
@basantitape2372
@basantitape2372 6 месяцев назад
ସତରେ ଶ୍ରୀଜଗନ୍ନାଥ କେବଳ ଓଡ଼ିଶା ର ଠାକୁର ନୁହଁନ୍ତି। ସାରା ବିଶ୍ବ ର ଠାକୁର ।ଜୟ ଶ୍ରୀଜଗନ୍ନାଥ 🙏🚩🙏
@prakashnayak2944
@prakashnayak2944 8 месяцев назад
ଗୀତଟି ଯେତେଥର ଶୁଣିଲେ ବି ଆଉ ଥରେ ଶୁଣିବାକୁ ଇଛା ହଉଛି ❤❤, ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏
@manoranjansahoo5342
@manoranjansahoo5342 8 месяцев назад
❤❤❤
@ramakantisahu3123
@ramakantisahu3123 8 месяцев назад
Jay jagannath 🙏
@BhubaneswariSunani
@BhubaneswariSunani 8 месяцев назад
Same ❤
@shreeshree493
@shreeshree493 8 месяцев назад
Right 💯%
@saritaswain1912
@saritaswain1912 8 месяцев назад
Right
@Twins_Lifestyle
@Twins_Lifestyle 9 месяцев назад
ଆରେ ଜଗନ୍ନାଥଙ୍କ ଆଗରେ ସମସ୍ତେ ସମାନ... ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଜଗନ୍ନାଥଙ୍କର ଆଉ ସେ ଆମର... ଜଗନ୍ନାଥ କେବଳ ଓଡ଼ିଶାର ନୁହନ୍ତି ସେ ତ ସାରା ଜଗତର ନାଥ... ପ୍ରଭୁ ଶ୍ରୀ ଜଗନ୍ନାଥ କି ଜୟ 🙏🙏🙏
@shradhanjalipradhan77
@shradhanjalipradhan77 7 месяцев назад
ଗୀତ ବହୁତ ଭଲ ଲାଗୁଛି। ବାରଂବାର ଶୁଣି ବାକୁ ଇଛା ହେଉଛି। ଜୟ ଜଗର୍ନାଥ 🙏🙏🙏
@pinkistudyofficial
@pinkistudyofficial 9 месяцев назад
ବହୁତ ସୁନ୍ଦର ଲାଗୁଚି ଜୁବୀନ ଭାଇ ଙ୍କ ସ୍ୱର ରେ l ଆଗକୁ ଆହୁରି ଭଜନ ଶୁଣିବାକୁ ଇଛା ରଖୁଛୁ l 🥰
@MamataSubu-m3k
@MamataSubu-m3k 8 месяцев назад
ହୃଦୟ ସ୍ପର୍ଶି ଗୀତ ଅଟେ ବହୁତ ସୁନ୍ଦର ଅଟେ ଏହି ଗୀତ ଟି 👍👍ଜୟ ଜଗନ୍ନାଥ 🙏🙏🙏
@diptimayeemahapatra331
@diptimayeemahapatra331 8 месяцев назад
ଏହି ଗୀତ କୁ ବାରମ୍ବାର ଶୁଣିବାକୁ ମନ ଲାଗୁଚି ❤❤
@sanjayagoudagouda7950
@sanjayagoudagouda7950 6 месяцев назад
Au mu sabu bele ahi gita ti sunuchi because mo mana kete kharap thile madhya mate happy lage ❤😊
@BAGHUBOLGHANTA
@BAGHUBOLGHANTA 4 месяца назад
Satra
@pritidasworld836
@pritidasworld836 9 месяцев назад
ଏଇ ଭାବ ରେ ମହାପ୍ରଭୁ ଙ୍କ ଗୀତ ଶୁଣି ଲାଗୁନି ଜଣେ ବଲିଉଡ singer ଏଇ ଗୀତ ଗାଇଛନ୍ତି ବୋଲି ।। କେତେ perfectly ସେ ଓଡ଼ିଆ ଶବ୍ଦ କହୁଛନ୍ତି,,ଆଉ ତାଙ୍କ ସ୍ବର ରେ କାଳିଆ ଙ୍କ ପାଇଁ ସେ ଭାବ ଟା ଜଣା ପଡ଼ୁଛି । ଜୟ ଜଗନ୍ନାଥ 🙏
@stargaming6373
@stargaming6373 9 месяцев назад
Bhai ...record bht samay lagithib
@sasmitapatel2964
@sasmitapatel2964 8 месяцев назад
Nice song, Jai jagannath 🙏🙏🙏
@anjaliprusty5660
@anjaliprusty5660 8 месяцев назад
Hele nabin babu nkara aji jaye odia ....,......,
@bamadevjena3571
@bamadevjena3571 8 месяцев назад
ଓଡ଼ିଆ ନଜାଣି ଏତେ ସୁନ୍ଦର ଜଗନ୍ନାଥ ଭଜନ ଗାଇବା କେବଳ ଜଗନ୍ନାଥ କରୁଣା ପାଇଥିବା ମଣିଷ ଗାଈ ପାରିବ❤ସୁନ୍ଦର ଅତି ସୁନ୍ଦର
@artworkDIBYA
@artworkDIBYA 7 месяцев назад
ଜୟ ଜଗନ୍ନାଥ ❤❤❤jubin bhai ଙ୍କ କଣ୍ଠ ରୁ ହିନ୍ଦୀ ଭାଷାରେ ପୁଣି ପ୍ରଭୁ ଙ୍କ ମହିମା ଭଜନ ଅତି ସୁନ୍ଦର ଗୀତ "ପରିକ୍ରମା❤❤❤❤
@basantitape2372
@basantitape2372 8 месяцев назад
ଜୀବନ ଙ୍କୁ ମୋର ଅନେକ ପ୍ରଣାମ ସେ ଅଣ ଓଡ଼ିଆ ହେଇକି ମଧ୍ୟ ଶ୍ରୀଜଗନ୍ନାଥଙ୍କ ପାଇଁ ସୁନ୍ଦର ଓଡିଆ ଭଜନ ଗାଇଲେ।🙏ଜୟ ଜଗନ୍ନାଥ 🙏🙏
@manoj-jb5lk
@manoj-jb5lk 8 месяцев назад
Jubin ko jiban lekhicha😂
@HAPPYGAMINGYT-O3t
@HAPPYGAMINGYT-O3t 7 месяцев назад
Jay jagannath 🙏🙏❣️❣️
@JagamohanJena-l3p
@JagamohanJena-l3p 9 месяцев назад
ଶ୍ରୀ ମନ୍ଦିର ପରିକ୍ରମା ଏବଂ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ.... ପ୍ରତି ଭାରତୀୟ ଙ୍କ ପାଇଁ ଭକ୍ତି ଭାବମୟ ଆଧ୍ୟାତୀମିକ ଅଟେ 🚩🕉️🙏ଜୟ ଶ୍ରୀରାମ ଜୟ ଜଗନ୍ନାଥ 🙏
@PrasantKumar-c4s
@PrasantKumar-c4s 6 месяцев назад
Right
@mrdaya1865
@mrdaya1865 7 месяцев назад
ସ୍ଵଂ ମହା ପ୍ରଭୁ ତାଙ୍କ କଣ୍ଠ ରେ ବିରାଜିତ ଅଛନ୍ତି ଜୟ ଜଗନ୍ନାଥ
@minatibarik5893
@minatibarik5893 8 месяцев назад
ମନ ଛୁଇଁ ଦେଲା ,ମନ ପାରୁନାହିଁ ଯେତେଶୁଣିଲେ🎉🎉
@radhakantarajaguru5183
@radhakantarajaguru5183 9 месяцев назад
ବହୁତ ବଢିଆ ହୋଇଛି 🙏 ଏତେ ସୁନ୍ଦର ହୋଇଛି!!!ଯେତେ ପ୍ରଶଂସା କଲେ ବି କମ ହେବ..
@akashkumarbehera44
@akashkumarbehera44 8 месяцев назад
Right❤
@devenroy8470
@devenroy8470 8 месяцев назад
Tu prasansa kare, odia re kuldeep au sourav bharadwaj b thile jie bhala se gai parithante
@JogitaKar-ek5vo
@JogitaKar-ek5vo 8 месяцев назад
+j+​@@devenroy8470
@maniaparida
@maniaparida 7 месяцев назад
A song sunile algorithms luha asijauchi 🙏🙏❤ he prabhu 😭😭🙏
@debasmitanayak3089
@debasmitanayak3089 8 месяцев назад
ଆରେ ଜଗନ୍ନାଥଙ୍କ ଆଗରେ ସମସ୍ତେ ସମାନ... ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଜଗନ୍ନାଥଙ୍କର ଆଉ ସେ ଆମର... ଜଗନ୍ନାଥ କେବଳ ଓଡ଼ିଶାର ନୁହନ୍ତି ସେ ତ ସାରା ଜଗତର ନାଥ... ପ୍ରଭୁ ଶ୍ରୀ ଜଗନ୍ନାଥ କି ଜୟ 🙏🙏🙏.......jay jagannath swami 🙏🙏🙏🙏
@Lucky-so1xk
@Lucky-so1xk 8 месяцев назад
Hmm bhauni tame thik kahicha🙏
@lifeexpriencekmp754
@lifeexpriencekmp754 8 месяцев назад
ହେଲେ ଅନ୍ୟ ଧର୍ମ ଲୋକ , ଜଗନ୍ନାଥ ଙ୍କ ଭକ୍ତିରେ ଲୀନ ହେଲେ ବି ପ୍ରବେଶ କଣ ପାଇଁ ମନା
@bikamanisacreation1991
@bikamanisacreation1991 8 месяцев назад
👍🏼🙏❤
@ChittaranjanJena-h2i
@ChittaranjanJena-h2i 8 месяцев назад
Jay jaganath Swami vhaba tume
@sunilsoren8562
@sunilsoren8562 8 месяцев назад
Kahiki aloga dhormo,jati loko ku posiba mona...😂
@saraswatibhainsha5095
@saraswatibhainsha5095 7 месяцев назад
Wow I can't believe this but I am so proud of my prabhu jagannath ❤️❤️❤️❤️❤️❤️❤️ jagannath chanhuthili bodhe jubin sir ae sundara Gita ti gantu boli karana tanka ashibad jubin sir upare achi nahele tanka bhajana gaiba ta ଭାଗ୍ୟରେ ଥିଲେ ମିଳେ
@tgmanas4218
@tgmanas4218 7 месяцев назад
ଭାଇ ଆମ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ ଠିକ୍ ସେ ଓଡ଼ିଆ କହିପାରିଲେନି କିନ୍ତୁ ଜଣେ ଅଣ ଓଡ଼ିଆ ଏତେ ସୁନ୍ଦର ଭାବେ ଗାଉଛି ଓଡ଼ିଆ ଗୀତ 😊😊😊
@ManishShorts518
@ManishShorts518 7 месяцев назад
ଜଉ ଶଳା ଆଜି ଯାଏ ଓଡ଼ିଆ ର କଥା କହି ଜାଣିନି କି ଭାବାବେଗ ଜାଣିନି ସେ ଶଳା ଟା ରାଜ୍ୟ ର ମୁଖ୍ୟମନ୍ତ୍ରୀ। ୟାଠୁ ବଡ଼ ଦୁଃଖ କିଛି ନାହିଁ। ଶଳା ଗୋଟେ ତାମିଲ ହାତରେ ଓଡ଼ିଶା କୁ ଟେକି ଦେଇଛି ହାରାମି।
@diptimayeedash1088
@diptimayeedash1088 6 месяцев назад
Odia kahiki odisha ku biki daba bhari bhala katha na..wah re Manisha ​@@ManishShorts518
@i1msrm
@i1msrm 6 месяцев назад
Arey sei mukhyamatri hi eei sabu baneichi re gobar khia bjpeee bhakta
@niranjanpuhan9863
@niranjanpuhan9863 6 месяцев назад
Singer sabu language re boli paribe
@MKDTV
@MKDTV 6 месяцев назад
ନିଜର ଇଛା ଆଉ ନିଜର ଚେଷ୍ଟା ଯାହାର ଥାଏ ସେ ସବୁ କିଛି କରିପାରେ ଆଉ ଜଗନ୍ନାଥ ଙ୍କ କୃପାରୁ ସବୁ କିଛି ହୁଏ
@radharanisahu5164
@radharanisahu5164 9 месяцев назад
Didn't expect this much clarity in pronunciations of odia words by a non-odia artist. Jubin is my all time favrouite artist when it comes to bhajans😍. JAY JAGANNATH 🙏.
@sasmitabiswal231
@sasmitabiswal231 9 месяцев назад
U think you have not heard the voice of Sonu Nigam udit nryn nd Mohammed Aziz and babul supriyo 😂
@jj84228
@jj84228 9 месяцев назад
No doubt about Jubin's voice clarity, he is an outstanding singer but here the pronunciation of the lyrics are not as expected & talking about the other non-Odia singers who sang Odia bhajans, there are so many Jagannath bhajans which have some sensational feelings.
@visifoxx5506
@visifoxx5506 9 месяцев назад
Pagala 😂😂 AI
@ShyamMeher-f2v
@ShyamMeher-f2v 9 месяцев назад
Jubin nautiyal sir.....👌👌👌
@pdlite4101
@pdlite4101 8 месяцев назад
Jubin's diction is really horrible. You know how you liked it.
@arpitarana1521
@arpitarana1521 9 месяцев назад
Beautiful song by jubin👌plz dont spread negativity here.. Odisha bahara loka jadi prabhu nka seba chance paile sethire ame odia mane khushi haba katha..no doubt ki ama odia singer b bohut excellent gaithante bt we should appriciate others. Jai jagannath 🙏
@Aurodhwani
@Aurodhwani 9 месяцев назад
Agreed
@sujatasahoo8294
@sujatasahoo8294 9 месяцев назад
Agreed
@lprachimallick8478
@lprachimallick8478 9 месяцев назад
Right 👍
@padmacharan4292
@padmacharan4292 9 месяцев назад
Mu janini ehi song sunu sunu au jaga ku dekhiki🥺🙏🏻 mo aakhire kahiki luha asigola 🥺😖...Tq so much jubin Bhai ehi sundra bhaba re song ti gaithibaru ❤️...Jay jagannath 🌍🌼🙇🏻‍♀️🙌🏻🥺....Hey Kalia samastanku sabubele bhala re rakhe ehi prathana bas to pakhare 🙌🏻🥺🙇🏻‍♀️
@sainationalclasses5922
@sainationalclasses5922 9 месяцев назад
Agree
@jaysriram546
@jaysriram546 6 месяцев назад
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ.........❤❤❤🙏🙏🙏🙏🙏🙏🙏
@SmileDiptimayee771
@SmileDiptimayee771 8 месяцев назад
ମୁ 10 ଥର ଶୁଣିେଲ ବି ଆଉ ଶୁଣିବା ପାଇଁ ଇଚ୍ଛା ହଉଛି....... ❤❤🎉🎉 Jai Jagarnath🙏🙏
@mrsbtv6257
@mrsbtv6257 8 месяцев назад
Right dipti ❤❤
@SmileDiptimayee771
@SmileDiptimayee771 8 месяцев назад
@@mrsbtv6257 ☺
@bishunupriyasha5373
@bishunupriyasha5373 8 месяцев назад
Right mu bi
@OdishaGamer9900
@OdishaGamer9900 7 месяцев назад
Ama jaga ra Gita sunibaku ichha hi haba I love jaga ♥️⭕❕⭕
@khirodamallick9444
@khirodamallick9444 8 месяцев назад
ଖୁବ୍ ସୁନ୍ଦର ଲାଗୁଛି ଜୁବିନ୍ ଙ୍କ କଣ୍ଠସ୍ୱର ରେ।ଜୟ ଜଗନ୍ନାଥ ❤🌹🙏🙏🙏
@Mithunbabu-yf2fy
@Mithunbabu-yf2fy 7 месяцев назад
Love u jagannath probhu❤❤❤❤
@kkb6852
@kkb6852 7 месяцев назад
ଜୁବିନ, ଭଜନ ଟି ଭଲଭାବରେ ଗାଇଛନ୍ତି, ଶ୍ରୁତି ମଧୁର ହୋଇଛି।ଜୟ ଜଗନ୍ନାଥ।
@sidharthasatapathy3491
@sidharthasatapathy3491 9 месяцев назад
ଯାହା ହଉ ଜୁବିନ ନଉତିୟାଲ ବି ଜଗନ୍ନାଥଙ୍କ ପାଇଁ ଭଜନ ବୋଲି ସୌଭାଗ୍ୟ ଆଉ କୃପା ଅର୍ଜନ କଲେ ❤️🙏🏻🕉️ ଜୟ ଜଗନ୍ନାଥ 🙏🏻
@chinusahoo7605
@chinusahoo7605 5 месяцев назад
Satare bahut sundar bhabamaya heichhi gitati......Jay jagannath
@RabindraKumar-sq8sv
@RabindraKumar-sq8sv 8 месяцев назад
ଭାବରେ ଶୁଣିଲି ଭାବ ବଡି ଯାଉଛି ଜୟ ଜଗନ୍ନାଥ🙏🙏🙏
@sibasankarnahak5713
@sibasankarnahak5713 9 месяцев назад
Heart touching voice & lyrics "ତମେ ଚାହିଁଲ ବୋଲି ଚକା ଆଖି" 🙏🙏🙏 🙏🙏
@Reenabehera0
@Reenabehera0 7 месяцев назад
Jay jagannath 🙏🙏🙏🙏🙏🙏
@shekhargadaba8141
@shekhargadaba8141 7 месяцев назад
"କରି କରାଉ ଥାଇ ମୁହିଁ, ମୋ ବିନୁ ଅନ୍ୟଗତି ନାହିଁ । " ଡୋରି ଲାଗିଛି ଗୀତ ବୋଲିବାକୁ... Jubin ❤
@SasmitaBiswal-j3g
@SasmitaBiswal-j3g 9 месяцев назад
ଭଜନ କେବଳ ଶବ୍ଦ ର ଉଚ୍ଚାରଣ ରୁ ସୁନ୍ଦର ସୁଭେନା ମନ ର ଭାବନା ଓ ଭଗଵାନ ଙ୍କ ପ୍ରତି ଭକ୍ତି ଓ ସମର୍ପଣର ଭାବ କୁ ନିଜ ମନ ରେ ଚିତ୍ରିତ କଲେ ସବୁ ଶବ୍ଦ କର୍ଣ୍ଣକୁ ସ୍ପଷ୍ଠ ଓ ମଧୁର ଲାଗେ ,ଜାଣି ବହୁତ୍ ଖୁସୀ ଲାଗୁଚି ଓଡ଼ିଆ ମାନଙ୍କ ମାଉଡମଣି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ଅଲୌକିକ ଡୋରି ସଭିଙ୍କୁ ନିଜ ଆଡକୁ ଟାଣି ଆଣୁଚି ,ଏହା ଏବେ ନୁହେଁ ଆଗରୁ ମଧ୍ୟ ହୋଇସାରିଛି ଏହାର ଜ୍ଜଳନ୍ତ ଉଦାହରଣ ଗାୟକ ସୋନୁ ନିଗମ ସାର୍🙏 ଏବେ ଜୁବିନ ସାର୍ ଙ୍କ କଣ୍ଠ ରୁ ପ୍ରଥମ ଓଡ଼ିଆ ଗୀତ ଭଜନ ଶୁଣି ବହୁତ୍ ଖୁସୀ ଲାଗୁଚି 🙏🙏 ଖାଲି ଏତିକି କହିବି ଏଇ ତ ଆରମ୍ଭ ମାତ୍ର...... ଜୟ ଜଗନ୍ନାଥ 🙏🙏🙏🙏⭕❗⭕ 🙏🙏🙏🙏
@rahulshorts6853
@rahulshorts6853 4 месяца назад
Jai Jagannath 🙏🏻🙏🏻
@djratha5258
@djratha5258 9 месяцев назад
ଜଗନ୍ନାଥଙ୍କୁ ଦର୍ଶନ କରି ପୁରୀରୁ ଆଜି ହିଁ ଘରକୁ ଆସିଲି ଭାଇମାନେ, ମୋ ଘର କୋରାପୁଟ ସମସ୍ତଙ୍କୁ ଜଗନ୍ନାଥ ଭଲରେ ରଖନ୍ତୁ , 🙏🙏
@ambikanayak4833
@ambikanayak4833 9 месяцев назад
Jai Jagannath
@safarodisharabindrabehera2621
@safarodisharabindrabehera2621 8 месяцев назад
जय जगन्नाथ
@himanshutiwari8855
@himanshutiwari8855 3 месяца назад
କାରଣ ଶ୍ରୀ ମହାପ୍ରଭୁ ଜଗନ୍ନାଥ କେବଳ ଓଡ଼ିଶା ର ନୁହ ସମସ୍ତଙ୍କର ପ୍ରଭୁ 🙏
@SwarnakantiKanhar-l9v
@SwarnakantiKanhar-l9v 8 месяцев назад
Bolo Jay Jagannath ki 🙏🙏🙏 Jay...😊😊😊
@devilskk1955
@devilskk1955 9 месяцев назад
ଅତି ସୁନ୍ଦର ଗୀତ ଟିଏ ମୋ ଜଗନ୍ନାଥ🙏 ବି ଖୁସି ❤
@payalmusic355
@payalmusic355 9 месяцев назад
ବୋହୁତ୍ ସୁନ୍ଦର୍ ଗାଉଛନ୍ତି ସାର୍ ,, ପେମାନନ୍ଦ ସାର୍ ଙ୍କ ପାଇଁ ଏତେ ସୁନ୍ଦର୍ ଗୀତ ହୋଇଛି
@archanasahoo4383
@archanasahoo4383 4 месяца назад
Jay Jagannath ❤❤❤❤
@gdgaming7978
@gdgaming7978 9 месяцев назад
Jubin Bhai ..so wonderful..and sweet voice...jay jagannath...swami
@sabitakhila6588
@sabitakhila6588 7 месяцев назад
Jai jagannatha🙏🏼🙏🏼swami bhaba tume Bohut sundar bhajan ku swara 🙏🏼🙏🏼🙏🏼🙏🏼jai jagannata🙏🏼🙏🏼
@KumarPrabhat796
@KumarPrabhat796 3 месяца назад
Thank you vk pandyan sir 🙏🙏❤❤❤❤ ଜୟ ଜଗନ୍ନାଥ
@anupkumarmondal502
@anupkumarmondal502 8 месяцев назад
ଏହି ଗୀତ ଟି ଖୁବ୍ ସୁନ୍ଦର ହୋଇଛି କିନ୍ତୁ ଗୋଟିଏ ଜିନିଷ ଖରାପ ଲାଗିଲା ଯେ ପାଣ୍ଡୁ କୁ ଦେଖେଇବାର ନ ଥିଲା।ଜୟ ଜଗନ୍ନାଥ
@saisoumya9337
@saisoumya9337 8 месяцев назад
ମହାପ୍ରଭୂ ଜଗନ୍ନାଥଙ୍କ ଭଜନ ଗୀତ ଅତି ସୁନ୍ଦର ଭାବରେ ଗାନ କରିଛନ୍ତି ଜୟ ଜଗନ୍ନାଥ 🙏🏻
@tapaswinibanchhor1000
@tapaswinibanchhor1000 6 месяцев назад
ବହୁତ ସୁନ୍ଦର ଗୀତ‌ 🙏🏻🙏🏻🙏🏻
@sonamsonali
@sonamsonali 9 месяцев назад
Ja jagannath 🥹🙏🌸
@iitfailureashish
@iitfailureashish 9 месяцев назад
This video is copied from jubin nautiyal original chanel
@madwhite999
@madwhite999 9 месяцев назад
Oh My God What a song of Lord Jagannnath 🙏🙏... Jubin is awesome cast for this song😇...My Eyes are full of water🥲 ,I don't know why..JAY JAGANNATH🙏🙏
@AbhayKumar-t8j3v
@AbhayKumar-t8j3v 3 месяца назад
जय श्री जगन्नाथ जी❤
@subhasmitanayak397
@subhasmitanayak397 9 месяцев назад
ବହୁତ ସୁନ୍ଦର ଗୀତ ☺️❤ ଧନ୍ୟବାଦ Jubin Sir🙏🏼
@Smrutirekasharma07
@Smrutirekasharma07 9 месяцев назад
Jaa hau kehi jane ta odia na hoi bi ama odia vasha ku apaneila❤thank you jubin vai❤
@anilsamal971
@anilsamal971 9 месяцев назад
बोहुत अच्छा लगा जुबीन जी आपने। इतने सुंदर भजन गाए । जय जगन्नाथ स्वामी🙏
@kunubehera5398
@kunubehera5398 7 месяцев назад
ଓଡ଼ିଆ ଭାଷା କୁ ଆଗେଇ ନେଉଛନ୍ତି ❤❤❤jay jaganath ❤❤
@damunikarjee9950
@damunikarjee9950 2 месяца назад
Jay jaganta❤
@jitendrakumaralwayswhite8709
@jitendrakumaralwayswhite8709 9 месяцев назад
Bahut sundar music and song . Jubin nautiyal always good in all languages. JAY JAGGANATH ❤
@pragnyaparamitasethy735
@pragnyaparamitasethy735 9 месяцев назад
କରି କରାଇ ଥାଏ ସେଇ , ତାବିନୁ ଅନ୍ୟ ଗତି ନାହିଁ. ସବୁ ସେଇ ମହାପ୍ରଭୁ ଙ୍କ ଇଚ୍ଛା ତାଙ୍କ ପାଇଁ ସବୁ ବ୍ୟକ୍ତି ସମାନ। ଆମ ଓଡ଼ିଶା ରେ ଗାୟକ ଗାୟିକା ମାନଙ୍କ ଅଭାବ ନାହିଁ, ଆମ ସଂସ୍କୃତି ଓ ପରମ୍ପରା ହିଁ ତାଙ୍କୁ ଆକର୍ଷିତ କରିଛି ଗାଇବା ପାଇଁ । ସବୁରି ମୂଳରେ ସେଇ ଚକାଆଖୀ। ଜୟ ଜଗନ୍ନାଥ ☺️🙇🙏♥️|
@RohitkumarNaikSabarniBeda
@RohitkumarNaikSabarniBeda 9 месяцев назад
Jay Jagannath.................
@j.pprinceprincess6898
@j.pprinceprincess6898 8 месяцев назад
You are right 👍👍👍
@niranjan3333
@niranjan3333 2 месяца назад
Jai Jagannath Proud of Odisha🙏
@pradeepkumarsahoo8202
@pradeepkumarsahoo8202 7 месяцев назад
Pradeep pratima Sahoo ❤ଜୟ ଶ୍ରୀ ଜଗନ୍ନାଥ 💐💐🙏🌸❤️🙏🙏🙏❤️🌹
@SuryakantaDehury-ib9en
@SuryakantaDehury-ib9en 3 месяца назад
Jubin bhai very nice Jay jagannath ❤❤❤❤❤❤❤❤🙏🙏🙏🙏🙏🙏🙏🙏
@MishraAbinash
@MishraAbinash 4 месяца назад
Odisha ra sabuthu best song
@payal2005
@payal2005 9 месяцев назад
What a voice! ❤ Jay Jagannath ❤🙌🏻
@jagatnarayanjagat2972
@jagatnarayanjagat2972 9 месяцев назад
Kii Voice kii emiti...kn laguchhi bekar
@Bhunaabilei
@Bhunaabilei 9 месяцев назад
idiot
@payal2005
@payal2005 9 месяцев назад
@@jagatnarayanjagat2972 jaha b hau gaile ta seita bada katha 😇😇 Bhagban nku voice ru dakile nuha bhaba ru au bhakti re dakile khusi huanti 😇😇
@narayanadas5952
@narayanadas5952 9 месяцев назад
What a joke
@SonaliPradhan-rj3gm
@SonaliPradhan-rj3gm 8 месяцев назад
ହୃଦୟ ଖୁସି ହେଇ ଗଲା ❤
@MishraAbinash
@MishraAbinash 4 месяца назад
Jai jagannath
@prabinkumar3161
@prabinkumar3161 7 месяцев назад
Jubin jagannath nka Bhajan ku bahut bhala bhabe gaie chanti..Jai jagannath ❤❤
@PradeepKumarMallick-d4c
@PradeepKumarMallick-d4c 7 месяцев назад
Waoooo
@bhaktaprasad4425
@bhaktaprasad4425 9 месяцев назад
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ🙏 ଅତି ସୁନ୍ଦର କଣ୍ଠସ୍ବର ହୋଇଛି ସେ ଅଣ ଓଡ଼ିଆ ହଉ କି ଓଡିଆ ଜଗନ୍ନାଥ ସମସ୍ତ ମାନବ ଜାତିର ତଥା ଜିବର।
@h_m_lifestyle
@h_m_lifestyle 9 месяцев назад
ସବୁ ଅସୁବିଧାର ଗୋଟିଏ ଅନ୍ତ.......ହେ ମୋ ଜଗନ୍ନାଥ 😘💚🙏
@NimaMoharana
@NimaMoharana 9 месяцев назад
Achha😂
@h_m_lifestyle
@h_m_lifestyle 9 месяцев назад
@@NimaMoharana yes
@pandapanda9987
@pandapanda9987 5 месяцев назад
Jay Jagannath
@ghasiramtandi3924
@ghasiramtandi3924 4 месяца назад
I obsess with this voice 🎉❤😍
@prachinayak5747
@prachinayak5747 7 месяцев назад
ଜୟ ଜଗନ୍ନାଥ 🙏🙏🙏
@kanakalatadas9876
@kanakalatadas9876 9 месяцев назад
ହଁ... ସେ ପା ଜଗତର ନାଥ ଜଗନ୍ନାଥ ତାଙ୍କ ପାଖରେ ଓଡ଼ିଆ ଅଣ ଓଡ଼ିଆ ,ଜାତି,ଅଜାତି ଭେଦ ଭାବ କଣ ଯେ ଯଦି ମୋତେ ପଚରା ଯାଏ ମୁଁ ତ ଜୋର୍ ସେ କହିବି କି ସେ ଜଣେ ମହାପ୍ରଭୁ ଙ୍କ ର ବହୁତ୍ ବଡ ଭକ୍ତ ଆଉ ମହାପ୍ରଭୁ ତାଙ୍କ ଉପରେ କୃପା କରିଛନ୍ତି ବୋଲି ସେ ତାଙ୍କ କଣ୍ଠ ରେ ମଣିମା ଙ୍କ ପାଇଁ ଦୁଇ ପଦ ଗାଇ ପାରିଲେ କାଇଁ ସେ ଭାଗ୍ୟବାନ ଭକ୍ତ ତୁମକୁ ଶତ କୋଟି ପ୍ରଣାମ ,ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ର ଜୟ ହେଉ 🙏🙏🙏🙏
@laxmidharbehera1611
@laxmidharbehera1611 7 месяцев назад
ଭଜନ ଟି ଭଲ ଲାଗୁଛି ❤❤❤❤❤❤❤❤❤ ଜୟ ଜଗନ୍ନାଥ 🙏🙏🙏🙏🙏🙏
@lalitanayak5170
@lalitanayak5170 9 месяцев назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏
@Little-1304
@Little-1304 7 месяцев назад
Bohut Sundara Gita gae chhanti sir..mana ra kasta dukha dhura hai jauchi sunile..Jay jaganatha
@bapunKisan-h8q
@bapunKisan-h8q 4 месяца назад
JAY JAGANNATH
@Naresh-e4j9z
@Naresh-e4j9z 9 месяцев назад
Jubin sir is best ❤❤❤...love from Odisha ❤❤❤
@PradeepKumarMallick-d4c
@PradeepKumarMallick-d4c 7 месяцев назад
🙏prabhu Jagannath chahinle sabu sambhav Jay Jagannath
@shaktibantasahu4070
@shaktibantasahu4070 5 месяцев назад
JAY JAGANNATHA SWAMI NARAYAN
@JhunuNaik-xx9ke
@JhunuNaik-xx9ke 7 месяцев назад
ତାର ସେହି ଚୋକା ଚୋକା ଆଖିରେ ସେ ସାରା ଦୁନିଆ ଦେଖୁଛି ସେ ପରା ଆମର ଶ୍ରୀ ଜଗନ୍ନାଥ🥺🙏💗
@Missritu905
@Missritu905 9 месяцев назад
Ati sundar ❤ Prabhu nka Gita gaibaku samasta nkar adhikar achi...🥺 Odisha au odisha bahar kahiki Bharat ku bhaga bhaga Karanhn
@Ranjulatasahoo-ss7bm
@Ranjulatasahoo-ss7bm 6 месяцев назад
Jay jagannath🙏🙏 i love you jaga❤❤❤❤
@nallproShorts
@nallproShorts 9 месяцев назад
Excellent pronouns in Odia by Jubin, just Awesome ✨
@jitunayak7012
@jitunayak7012 8 месяцев назад
ଜଗନ୍ନାଥ ମୋର ଭାବର ଠାକୁର ଭାବରେ ସେ ସମସ୍ତ ଙ୍କଠି ରୁହନ୍ତି ❤❤❤❤❤
@AllLyf
@AllLyf 7 месяцев назад
All hearts jubin … Tama gita suni odisha basi bahut khushi ❤️
@mohantysahil4655
@mohantysahil4655 8 месяцев назад
ଏହି ଗୀତ ଜଗନ୍ନାଥ ବଲ୍ଲଭ ମଠ ରେ ଡେଲି ଲାଗୁଛି
@nabinkishorenaik5025
@nabinkishorenaik5025 6 месяцев назад
Bahut sunder jay jagannath swami 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@lalitnarayanpanda7563
@lalitnarayanpanda7563 9 месяцев назад
Jay Jagannath 🙏👏🏼
@lipikanayak9122
@lipikanayak9122 8 месяцев назад
ଜୟ ଜଗନ୍ନାଥ🙏❤😍ସ୍ୱାମୀ🙏ନୟନ ପଥଗାମୀ🙏ଭବ ତୁମେ 🙏❤😍