Тёмный

ପାଣ୍ଡିଆନଙ୍କୁ ପୁଣି ଟାର୍ଗେଟ କଲେ ବିଜେଡି ନେତ୍ରୀ ମୋନାଲିସା ,ବିଜେଡ଼ିକୁ ନେଇ କହିଦେଲେ ବଡ଼ କଥା Pandian 

Odisha Bhaskar
Подписаться 2,7 млн
Просмотров 256 тыс.
50% 1

Опубликовано:

 

25 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 762   
@narendramallick9856
@narendramallick9856 4 месяца назад
ଧନ୍ୟବାଦ ସବୁ ବିଜେଡି ନେତା କର୍ମୀ ଏହା ବୁଝି ବା ଆବଶ୍ୟକ 👍👍👍
@sunilrauto5923
@sunilrauto5923 4 месяца назад
ପଞ୍ଚମ ଶ୍ରେଣୀ ପାଠ ପଢ଼ି ନ ଥିବା ଲୋକ MLA, ଆଉ MP ହୋଇଛନ୍ତି ସେମାନେ poltical science କଣ ବୁଝିବେ କେମେତି
@pitambarkhamari5572
@pitambarkhamari5572 4 месяца назад
ତମର ପ୍ରମିଳା ବିଶୋଇ କେତେ ପାଠ ପଢିଥିଲେ ,ତମର ସାଙ୍ଗଠନିକ ସମ୍ପାଦକ ଦାସ କେତେ ପାଠ ପଢ଼ିଚି କହିବେ?
@BarisaMurmu-i2u
@BarisaMurmu-i2u Месяц назад
Tome kete patha padhicha odiare thikse lekhiparunu ,kemiti no lekhi kemeti lekhuchu padhuwa dekhei heuchu,
@arabindasahoo3615
@arabindasahoo3615 4 месяца назад
ମାଡାମ, ଆପଣ Elction ପୂର୍ବରୁ କାହିଁକି ପାଣ୍ଡିଆନ ବିଷୟରେ କହୁ ନ ଥିଲେ
@manaranjansalama3130
@manaranjansalama3130 2 месяца назад
ମାଡାମ ରଙ୍ଗସାଳା ଦେଖିଛନ୍ତି
@sujitmoharana3301
@sujitmoharana3301 Месяц назад
Health minister Ku maridele. A madam jadi muha kholithante tanku bi Mari deithante. Bhai tame odia nku bhala pao na Tamil ku????
@sarojrout9173
@sarojrout9173 4 месяца назад
ଆଗକୁ ବିଜେଡି ଆଉ ଥଳକୂଳ ପାଇବନି
@omkarrout4242
@omkarrout4242 3 месяца назад
କେଉଁଠି ଥିଲା ଏତେ ସୁନ୍ଦର ବିଶ୍ଳେଷଣ? ଗତକାଲି ବିଜେଡି ଆଜି ବିଜେପି ସପକ୍ଷରେ, ପୁଣି କାଲି କଂଗ୍ରେସ, ଏଇଟା ମନେ ରଖିବା ଦରକାର, ନାରୀ ଆଉ ଗୁରୁଙ୍କ ଉପରେ ଯେତେବେଳେ ଅତ୍ୟାଚାର ହୋଇଛି, ସେତେବେଳେ ସର୍ବନାଶ ହୋଇଛି, ତୁମର ବି ହେବ |
@pallimadhuriodiafolksong2771
@pallimadhuriodiafolksong2771 2 месяца назад
ନବୀନ ପଟ୍ଟନାୟକ ଙ୍କ ଅତି ପ୍ରିୟ ନେତା ପଣ୍ଡିଆନ ।
@krushnakuna1341
@krushnakuna1341 4 месяца назад
ଆଗରୁ କଣ ସମସ୍ତେ ମରିଯାଇଥିଲ କି ଏବେ ପାଣ୍ଡିଆନ କୁ ବିରୋଧ କରୁଛ... ସାର୍ ସାର୍ ବୋଲି ପଛରେ ଧାଉଁଥିଲ, ବିଜେଡ଼ିର ବିକାଶ ପୁରୁଷ କହି ତାଳି ମାରୁଥିଲ ଏବେ ଗନ୍ଧେଇଲା କି...??
@dibakarnayak4530
@dibakarnayak4530 4 месяца назад
ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ ବେଳର ଜ୍ଞାନ ଓ ଏବେର ପ୍ରବଚନ ଭିତରେ ଆକାଶ ପାତାଳ ଫରକ। ସେତେବେଳେ ସରକାରକୁ ତ ବହୁତ ଟେକୁଥିଲ। ଏବେ କାହିଁକି ଏତେ ବିଳେଇ ବିଳେଇ ହେଉଛ।
@GaneshChandraMohanta-v7m
@GaneshChandraMohanta-v7m 4 месяца назад
Thik kahichhnti sir
@tejranluv3324
@tejranluv3324 4 месяца назад
ପକ୍କା ହାରାମି ଇ ଏ ..... ବର୍ଷା ଯୁଆଡେ ଛତା ସିଆଡେ ଭଳିଆ ଇଏ ...... ସେତେବେଳେ କି ଉତ୍ପାତ ହଉଥିଲା ଆଉ ଏବେ ...... 😡😡😡😡😡😡
@gourisankarsahoo1729
@gourisankarsahoo1729 3 месяца назад
Setebele ie ati utpata heuthila
@gangadharsatapathy316
@gangadharsatapathy316 3 месяца назад
ବାସ୍ତବରେ
@prabinakumarmuduli7573
@prabinakumarmuduli7573 3 месяца назад
ଅନ୍ୟାୟ ଓ ଅତ୍ୟାଚାର ଯେତେବେଳେ ଓଡିଶା କୁ ଗ୍ରାସ କରିଥିଲା ଆପଣମାନେ କଣ କରୁଥିଲେ ? ଆଇନ୍ ପରା ତା ବାଟରେ ଯାଉଥିଲା? କାହାକୁ ଭୟ ନକଲେ ନାହିଁ ଭଗବାନଙ୍କୁ ଭୟକର କାହିଁକି ନା ଇଶ୍ବର ସର୍ବଶକ୍ତିମାନ । ଡୟ ଜଗନ୍ନାଥ ।
@nilakantkara6591
@nilakantkara6591 2 месяца назад
ସଙ୍କରା ଚାର୍ଯ୍ୟ ଙ୍କ ଅଭିଶାପ ଲାଗିଲା ଆଗକୁ ଆ ଉ ଶଙ୍ଖ ନଥିବ ଏ କଥା ମନେରଖ
@manojkumarkarji2499
@manojkumarkarji2499 3 месяца назад
ଏହି ସବୁ ପ୍ରଶ୍ନ ଦୀର୍ଘ 24 ବର୍ଷ ହେଲା ପଚାରି ପାରୁନ ଥିଲେ କାହିଁଙ୍କି
@sandhyaranidhal1709
@sandhyaranidhal1709 4 месяца назад
You are right 👍
@srisaidesignvastu9209
@srisaidesignvastu9209 4 месяца назад
ଶିକ୍ଷକ ମାନଙ୍କ ଅଭିଶାପ
@anantaramachandrarao4284
@anantaramachandrarao4284 4 месяца назад
💯 right
@dlkrishna3095
@dlkrishna3095 4 месяца назад
Matric fail fortuner chadhibey dami dami gadi but teacher mane cycle au kuta ghare rahiibe aeii BjD sarker ro system
@DwarikanathNayak-y9n
@DwarikanathNayak-y9n 4 месяца назад
ମୋନାଲିସା ମ୍ୟାଡ଼ାମ ସେତେବେଳେ କରୁଥିଲେ କଣ ? କେବେବି ସ୍ୱର ଉତ୍ତୋଳନ କରୁନଥିଲେ , ପାଣ୍ଡିଆନ ବିରୁଦ୍ଧରେ , ନିଜେ ନବୀନବାବୁ କହିଲେ ପାଣ୍ଡିଆନ ଠିକ ତାର ଉତ୍ତର କଣ ରଖିବେ ମୋନାଲିସା ମ୍ୟାଡ଼ାମ, ନିଜକୁ କିଛି ମିଳିଲାନି ଏଣୁ ଉଦାଗାରିଲେ , ବିଜେଡି ଦଳର ସବୁ ନେତା ଦୃନୀତି ରେ ଲିପ୍ତ ରହିଲେ , ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ ?
@bijayprakashpanda6583
@bijayprakashpanda6583 4 месяца назад
ବନ୍ଧୁ, ପାଣ୍ଡିଆନ୍ କୁ ବିରୁଧ କରିବାର ସାହାସ ଆଚ୍ଛା ଆଚ୍ଛା ବିଜେଡ଼ି ନେତାଙ୍କର ନଥିଲା। ୟାଙ୍କ କଥା ପଚାରୁଛି କିଏ।
@balunkeswarprusty6499
@balunkeswarprusty6499 4 месяца назад
Pandian chamacha
@NandiniguruNandiniguru-qg1wf
@NandiniguruNandiniguru-qg1wf 4 месяца назад
ସରକାରୀ ଦୁର୍ନୀତି କଲେ ପୋଲିସ୍ ତାଙ୍କର ହାତ ବାରିଶୀ ତେଣୁ ଲୋକ କହିବାକୁ ଡରିଲେ
@DhanaHansdah-e4w
@DhanaHansdah-e4w 3 месяца назад
What is the meaning of political science, ତମେ ଆଗରୁ କୋଣ କରୁଥିଲ, ଏବେ ଖାଲି ଗପୁଛ, ତେଣୁ ତମେ ଆଉ କିଛି କୁହନି। Everything is possible,
@sangramkishoredasdas2424
@sangramkishoredasdas2424 3 месяца назад
ନବୀନ ବାବୁ ରାଜନୀତି କରନ୍ତି ନାହିଁ ।ଅନୂକୁଳ ସୁଯୋଗ ତାଙ୍କୁ ପଚିଶ ବର୍ଷର କ୍ଷମତା ଚଖାଇଛି ।
@trilochanjena9614
@trilochanjena9614 4 месяца назад
BJD - ବିଶ୍ଵର ସର୍ବ ବୃହତ୍ କଳଙ୍କିତ ସରକାର ଥିଲା ସେଥିପାଇଁ ପ୍ରଭୁ ଜଗନ୍ନାଥ ଧ୍ୱଂସ କରି ଦେଲେ
@cute6405
@cute6405 4 месяца назад
Right 👍
@anandamohakuda4943
@anandamohakuda4943 4 месяца назад
Agoku jadi bjp harijaye tahale kn kahibe.......
@suniltanty2811
@suniltanty2811 3 месяца назад
Bjp...party gote chora party
@koshlimoujchannel5975
@koshlimoujchannel5975 2 месяца назад
BJD au sarkar ku asibani
@anantaramachandrarao4284
@anantaramachandrarao4284 4 месяца назад
ଏଇ ଥର ଯଦି bjd ଜିତିଥlନ୍ତl, ପlଣ୍ଡିଅlନ ଓଡ଼ିଶାରୁ ବହୁତ୍ ପଇସା କମାଇ ନିଜ ଜନ୍ମ ମାଟି କୁ ପଳାଇଯାଇଥନ୍ତା
@narayandalai8414
@narayandalai8414 4 месяца назад
ebe kete kamechi?
@narayandas369
@narayandas369 4 месяца назад
ଦିଦି ଧନ୍ୟବାଦ
@kabitapradhan-pj7kq
@kabitapradhan-pj7kq 4 месяца назад
ଦିଦି ଏବେ ଲାଗୁଛି ବିଜେପି ଆଡେ ଯିବାକୁ ଇଛା କଲେଣି. ସେଥିପାଇଁ ବିଜେଡି ଏବେ ପିତା ଲାଗୁଛି.
@Bhagi-s7s
@Bhagi-s7s 4 месяца назад
Right
@Purtybikram-v9b
@Purtybikram-v9b 4 месяца назад
Right 👍
@swagatikanayak550
@swagatikanayak550 4 месяца назад
ଶିକ୍ଷକ ମାନଙ୍କ ଅଭିଶାପ, ଆଗରୁ teacher protest ବେଳେ ବହୁତ କଥା କହୁଥିଲେ ଆପଣ, ଆତ୍ମା ରୁ ବାହାରିଥିବା ଅଭିଶାପ କେବେ ବି ଖାଲି ଯାଏନି
@gangadharsatapathy316
@gangadharsatapathy316 3 месяца назад
ବାସ୍ତବରେ
@Official_B.kanhar
@Official_B.kanhar Месяц назад
Obsely
@Official_B.kanhar
@Official_B.kanhar Месяц назад
ପଙ୍କ ରେ ସାର ପ୍ରୟୋଗ ଫଳରେ ଗେଣ୍ଡା ର ସର୍ବନାଶ ।
@PramodKumarPradhan-mw8vp
@PramodKumarPradhan-mw8vp 4 месяца назад
ମୋହନ ସାରେ ସମସ୍ତଙ୍କୁ କହିବାର ସୁଜୋଗ ଦେଇଛନ୍ତି ରାଇଟି କଥା,ରେ ତୁଣ୍ଡ ଖୋଲିଲେ ଆଜି ଭୟନାହିଁ ସେଥି ପାଇଁ କହିବାକୁ ସୁଜୋଗ ପାଇଛନ୍ତି
@RakeshSahu-fi1kp
@RakeshSahu-fi1kp 2 месяца назад
Agaru bi hauthila nabin samya re kichhi dina pare band heigala semiti bjp re bi haba sabu samya utara daba
@dwitikrushnamishra6164
@dwitikrushnamishra6164 3 месяца назад
You r right
@nareshmaharana6786
@nareshmaharana6786 4 месяца назад
ତମେ BJD ରେ ଥିଲା ବେଳେ କଣ ପାଇଁ ପାଟି ଫିଟେଇ ନଥିଲ ଏବେ ବିଜେଡି ହାରିଲା ପରେ ତମେ କଣ ପାଇଁ ଏତେ ଗପୁଚ
@kshitishpanda5288
@kshitishpanda5288 4 месяца назад
Yes
@susamadash3483
@susamadash3483 4 месяца назад
ସମସ୍ତେ ସବୁ ଜାଣିଛନ୍ତି,ଅଧିକ କଣ କହୁଚନ୍ତି ।
@Bhagi-s7s
@Bhagi-s7s 4 месяца назад
Right
@prafullakpattnayak3012
@prafullakpattnayak3012 3 месяца назад
ପାଣ୍ଡିଆନ୍ ଦଳ ରୁ ବାହାର କରିଦେଇଥାଆନ୍ତେ ା
@purnendumohapatra5958
@purnendumohapatra5958 3 месяца назад
Setebele BJD cream khauthile. BJD government kalani ta aau kouthiki deinbe.... Selfish.....
@SanjayDas-bv4qf
@SanjayDas-bv4qf 4 месяца назад
ମୋନାଲିସା ଦିଦି ଠିକ୍ କହୁଛନ୍ତି
@trilochanpatnaik6321
@trilochanpatnaik6321 3 месяца назад
Political science କୁ ରାଜନୀତି ବିଜ୍ଞାନ ନକହି ରାଜନୀତି ନାଟକ କହିଲେ ଭଲ ହେବ।
@Pratapkumarmaharana2518
@Pratapkumarmaharana2518 3 месяца назад
ହେ ମାଡାମ, ତୁମେ ଯଦି ଏତେ ସବୁ ଜାଣିଥିଲ ସେତେବେଳେ କଣ ପାଇଁ କୋଉ ସ୍ୱାର୍ଥ ପାଇଁ ନିରବ ରହିଥିଲ
@manabpreminilabhaula7048
@manabpreminilabhaula7048 4 месяца назад
ଏତେଦିନ ହେଲା କୋଉଠି ଶୋଇଥିଲୁ।
@jashobantapradhan7888
@jashobantapradhan7888 4 месяца назад
ନିର୍ବାଚନ ପୂର୍ବରୁ ତୁମ୍ଭର ମୁଁହ ରେ ତୁଣ୍ଡି ବାନ୍ଧି ଥିଲା
@prakashmahapatra2182
@prakashmahapatra2182 3 месяца назад
ଆପଣଂକୁ ଅଶେଷ ଧନ୍ୟବାଦ.
@dilipsahoo5165
@dilipsahoo5165 4 месяца назад
ଏ didi କଣ କହୁତ୍ତଛ ଜାଣି paruchata ତମେ ପରା ଶିକ୍ଷକ ମାନଙ୍କୁ ଏ ବିଜେଡି ସରକାର ପାଇଁ marideichha🎉
@dillipkumarsahoo1133
@dillipkumarsahoo1133 4 месяца назад
କାଇଁ ଆଉ ଖାଇବାକୁ ମିଲୁନି କି, ମେଡମ୍ ଯୋଉ ଲେବଲ୍ ରେ ପଇସା ଓଡ଼ିଶା ବାସୀ ଙ୍କ ଖାଇଚ, ଭଗବାନ ବି ସମ୍ଭାଳି ପାରିଲେ ନାହିଁ, ସେଥି ପାଇଁ ସରକାର ଚେଞ୍ଜ ହେଲା 🐚👎😭🤪😂🤣
@mrmadan1996
@mrmadan1996 4 месяца назад
ମତେ ଲାଗୁଛି ମୋନାଲିସା ମାଡାମ୍ ଙ୍କର ଗୋଟେ ବଡ଼ ଇଚ୍ଛା ପାଣିରେ ଭାସିଗଲା । Bjd ହାରିଲା ପରେ ବାଉଳେଇ ହେଉଛନ୍ତି । ଇଲେକ୍ସନ ଆଗରୁ ସେ କାହିଁକି ମୁହଁ ଖୋଲୁ ନ ଥିଲେ ।
@ganeswarbehera-fj6yu
@ganeswarbehera-fj6yu 4 месяца назад
ଧନ୍ୟବାଦ ଜଣାଉଛି ଭଉଣୀ । ଠିକ୍ କଥା କହିଛନ୍ତି । କିନ୍ତୁ କହିବାଟା ବହୁତ ଡେରିହୋଇଗଲା । ଭଉଣୀ କଣ କହିବା, ଆମ ଭଉଣୀ,ମା ମନେ ଏମିତି ବାୟାହେଲେ ଯେ ନିଜ ଘର ସ୍ବାମୀ ଛାଡି ଲାଭ ପାଇଁ ପାଣ୍ଡିଆନନା ପଛରେ ଧାଇଁଲେ । ଆମେ ଭାବିଲୁ ଏମାନେ ନିଜ ସ୍ବାମୀଙ୍କୁ ମନେ ଭୁଲି ଜିବେ । ଭଉଣୀ ଆମେ ବା ଓଡିଆ ରୁଟି ଖଣ୍ଡେପାଇଲେ ମୁଁଣ୍ଡ ବିକିଦେବା ।ଆମର ସ୍ବାଭିମାନ କଣ । ଓଡ଼ିଶା ଆଜି ବିଚାର ହରେଇବସିଛି ।ରାତା ରାତି କପରି ବଡଲୋକ ହେବା ସେ ଭାବନା ଆମମୁଣ୍ଡରେ ପସିଛି ।ଜୟ ଜଗନ୍ନାଥ ।
@GaneshJena-mr1hf
@GaneshJena-mr1hf 2 месяца назад
ଧନ୍ୟବାଦ୍ ବାଦ ମାଡାମ, it is a true fact.Nabin sir ବୁଝିବାର ଉଚିତ ଥିଲା ,ଆଉ ଵୁଝିବାକୁ ଉଚିତ ଭାବିଲେ ହେଲା । ଆପଣଙ୍କର କଥା ମାନିଲେ ଓ ଵୁଝିଲେ ହେଲା !
@AlineOp
@AlineOp 4 месяца назад
ମହାଭାରତ ର ଦୃଯୋଧନ ଓ ଶକୁନି ଓଡ଼ିଶାର ନବିନ ଓ ପାଣ୍ଡୁ
@odishatourist523
@odishatourist523 4 месяца назад
Yes..100% right
@SureshPusti
@SureshPusti 4 месяца назад
ଆଗାମୀ ୫ ବର୍ଷ ପରେ ବିଧାନସଭା ଭୋଟ୍ ଆସିଲାବେଳକୁ ବିଜେଡି ଦଳର କେହି ନେତା ନଥୂବେ, ବି ଜେ ଡି ଦଳନଥୂବ,
@Manoranjansahoo34680
@Manoranjansahoo34680 4 месяца назад
ମାଡାମ 2014 ଓ 2019 ଟଙ୍କା ଖର୍ଚ୍ଚକରି ଯେତେପ୍ରକାର ଦୁର୍ନୀତି କରି ଜିତିଥିଲେ, କିନ୍ତୁ 2024 ସେ ଟଙ୍କା ଖର୍ଚ୍ଚ ହୋଇପାରିଲା ନାହିଁ କି ସେ ଦୁର୍ନୀତି କରିବାକୁ ବିଜେପି ଦଳ ଖୁବ ସତର୍କତାର ସହିତ ପ୍ରତିହତ କରିପାରିଲା ଏବଂ ଲୋକେ ଚାହିଁଲେ ପରିବର୍ତନ, ତେଣୁ ବିଜେଡି ହାରିଲା
@purnachandrasahoo2847
@purnachandrasahoo2847 3 месяца назад
ଧନ୍ଯବାଦ୍ ବହୁତ ବହୁତ ଧନ୍ୟବାଦ୍
@biramhembram2124
@biramhembram2124 4 месяца назад
ବିଜେଡି ଓଡିଶାରୁଧୁଳିସାତ ହୋଇଗଲାଣି
@SibaReddy-t8f
@SibaReddy-t8f 4 месяца назад
ବିଜେପି ର ଅବସ୍ଥା କ'ଣ ହେବ
@SibaReddy-t8f
@SibaReddy-t8f 4 месяца назад
ତୁ ଭିକାରୀ ହୋଈଯିବୁ
@AlineOp
@AlineOp 4 месяца назад
ପାଣ୍ଡୁ ବିଜେଡି ଓ ନବିନା କୁ ଶେଷ କଲେ ଯାଇ ଏରାଜ୍ୟରୁ ଯିବ
@susantatandia4539
@susantatandia4539 3 месяца назад
Nabin ku pura khalas karela pare pandian odisha chhadeba
@chandrapanda7222
@chandrapanda7222 4 месяца назад
Madam, କ୍ରୀତଦାସ ଯେଉଁ ସରକାରୀ ଘର ଭାଙ୍ଗିଲେ ଯେ, ତାଙ୍କ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ଓଡିଶା ସରକାରୀ କଳ ନେବା କଥା ନା ନାହିଁ.
@sritansws
@sritansws 4 месяца назад
କଥାରେ ଅଛି କାଉ ଚତୁର ହେଲେ ଭି ସେ ସିଙ୍ଗାଣି ଖାଏ ଏ ବେଧେଇ ସେମିତି ନିଜକୁ ରାଜନୀତି ବିସ୍ଲେସଣ ଭାବୁଛି 😂
@ArabindaSahoo-r5q
@ArabindaSahoo-r5q 3 месяца назад
Satya
@sunakarpradhan2466
@sunakarpradhan2466 3 месяца назад
🙏ଓଁ ଜୟ ଶ୍ରୀ ଜଗନ୍ନାଥ ଆଜ୍ଞା ନମସ୍କାର ପାଣ୍ଡିଆ ବାବୁଙ୍କ ପାଖରେ କିଛି ନା କିଛି ଦୁର୍ବଳତା ନବୀନ ବାବୁଙ୍କର ମାଲିସ୍ ମାଡାମଙ୍କ ସହ ଏକ ରହସ୍ଯ ମୟ ଘଟଣା ନିଶ୍ଚିତ ବାରିହେଉଛି ସମୀକ୍ଷା ଦରକାର ଧନ୍ୟବାଦ 🎉🎉🎉🎉🎉🎉
@abhiramsahoo5642
@abhiramsahoo5642 4 месяца назад
ଏବେ ଆପଣ ଯେପରି କହୁଛନ୍ତି ନିହାତି ବାସ୍ତବ ! ଯଥାର୍ଥ ଆଲୋଚନା ! ଧନ୍ଯବାଦ !
@SusantaKumarMallik-q2m
@SusantaKumarMallik-q2m 2 месяца назад
You are absolutely right madam I am 💯% agree with you.
@SridharSubudhi-n1t
@SridharSubudhi-n1t Месяц назад
Absolutely TRUE
@subaschandrapattanaik8670
@subaschandrapattanaik8670 3 месяца назад
Many many thanks
@AntaryamiNayak-j1t
@AntaryamiNayak-j1t 3 месяца назад
Thanks a lot for your fearless and realistic criticism
@duryodhannayak73
@duryodhannayak73 3 месяца назад
ଧନ୍ୟବାଦ ମ୍ୟାଡମ
@kashinathdash4772
@kashinathdash4772 4 месяца назад
ସଂପୂର୍ଣ୍ଣ ଠିକ୍ ।। ଜିତିଥିଲେ ଶ୍ରେୟ ନେଇ ଥାନ୍ତେ, ହାରିଲେ ଉତ୍ତର ଦାୟୀ ରହିବେ।। ଯେବେ ଠୁ ସେ BJD ର ସଚିବ ହେଲେ ସେବେ ଠୁ BJD ର ପତନ ଧୀରେ ଧୀରେ ହେବା ଆରମ୍ଭ ହେଲା।। BJD ର ତୁଙ୍ଗ ନେତାଙ୍କୁ ଦଳ ବିରୋଧୀ କହି କୌଶଳ ସହ ଦଳରୁ ବାହାର କରିଦିଆଗଲା ଓ ବାକି ଯେଉଁମାନେ ପ୍ରତିଷ୍ଠିତ ନେତା ରହିଲେ ସେମାନଙ୍କୁ ନଜିତିବା ଭଳୀ ସ୍ଥାନରେ ଠିଆ କରେଇ ନିର୍ବାଚନ ନ ଜିତିବା ପରେ ତାଙ୍କ ରାଜନୀତି କ୍ୟାରିଅର କୁ ଶେଷ କରିଦିଆ ଗଲା।।
@Gitanjali-y4y
@Gitanjali-y4y 2 месяца назад
You are Right
@uddhabadibaka7476
@uddhabadibaka7476 4 месяца назад
You are absolutely right mam
@Chandra-po9io
@Chandra-po9io 4 месяца назад
Right
@UtkalikaPradhan-ds6bl
@UtkalikaPradhan-ds6bl 4 месяца назад
Absolutely true
@FulsingGond-qp8bb
@FulsingGond-qp8bb Месяц назад
ଜିଜେଫିଜୁତାମାଡକାଇବ
@rabimaharana4713
@rabimaharana4713 2 месяца назад
Absolutely right.
@fearless4421
@fearless4421 4 месяца назад
ମାଡାମ ଆପଣ ଯାହା କହିଲେ ଶହେ ଶହେ ରେ ସତ । ଲୋକମାନେ ନବୀନ ଙ୍କୁ ଭରସା କରି ଭୋଟ ଦେଉଥିଲେ। କିନ୍ତୁ ସତକଥା ହେଲା ବିଜେଡିରେ ନବୀନଙ୍କ ପରେ ନେତା ନାହାନ୍ତି। ଜଦୀ ବିଜୟ ମହାପାତ୍ର ଙ୍କୁ ଦଳକୁ ଅଣାଯିବ ତେବେ ବିଜେଡି ଆଗକୁ ବଢିବ ।
@pksahoo4727
@pksahoo4727 2 месяца назад
Thanks दीदी
@PrasantKumarSwain-f5t
@PrasantKumarSwain-f5t 2 месяца назад
କଥାରେ ସତ୍ଯତା ଥିବାର ଅନୁମାନ କରାଯାଉଛି । ପାଣ୍ଡିଆନ ବିଜେଡିକୁ ପରାଜିତ କରିବାର ଷଡଯନ୍ତ୍ର ରଚନା କରି ଆସିଥିଲା । ପାଣ୍ଡିଆନ ପ୍ରତି ବିଜେପି ସରକାରଙ୍କ ନରମ ମନୋଭାବରୁ ଅନୁମାନ କରି ହେଉଛି । ଅବଶ୍ଯ ପରିବର୍ତ୍ତନ ଅନିର୍ବାର୍ଯ୍ୟ ଥିଲା । କାରଣ ଗଣତନ୍ତ୍ରରେ ଦୀର୍ଘ ବର୍ଷର ଶାସନ କ୍ଷମତା ଅହଂକାରର ଜନକ ।
@bijayadas1200
@bijayadas1200 4 месяца назад
Yes Right 👍
@babark6185
@babark6185 2 месяца назад
ଏହି ନେତ୍ରୀ କୁ ଧନ୍ୟବାଦ
@durbadalmeher8393
@durbadalmeher8393 2 месяца назад
Absolutely correct
@rajalaxmi1414
@rajalaxmi1414 3 месяца назад
A great difference i marked with you.
@prakashswain8674
@prakashswain8674 3 месяца назад
Madam I agree nd respect with your opinion .
@kirttanmahanta9806
@kirttanmahanta9806 4 месяца назад
Right statement given to the peoples.
@subhabratamishra4465
@subhabratamishra4465 4 месяца назад
ନବୀନ୍‌ ପଟ୍ଟ୍‌ନାୟକ୍ ଆଖି ବୁଜି ରାଜ୍ୟ‌ ଦାୟୀତ୍ବ ପାଣ୍ଡିଆନ୍‌କୁ ଦେଇଦେଲେ । ସେ ବହୁତ୍ ବଡ଼ ଭୂଲ୍‌ କରିଛନ୍ତି । ୨୪ ବର୍ଷରେ ଓଡ଼ିଆ ଶିଖିଲେନି । ଓଡ଼ିଆ ଭାଷା ପ୍ରତି ଅବମାନନା ଅସହ୍ୟ । ବହୁତ୍ ଅନ୍ୟାୟ କରିଛନ୍ତି ନବୀନ୍‌ । ରାଜଗାଦିରେ ବସିବା ପରେ ପ୍ରକୃତ କର୍ମୀଙ୍କ ପ୍ରତି ବହୁତ୍ ଅନ୍ୟାୟ କରିଛନ୍ତି। ସେ ନିଜ ବାପାଙ୍କର ତ ହେଲେନି ଓଲ୍‌ଟି ବାପାର‌ ସେବା କରିଥିବା ଲୋକଙ୍କୁ ଦଳରୁ ବାହାର୍‌ କରିଦେଲେ । ତାଙ୍କୁ ଚିହ୍ନିବା ବହୁତ୍ କଷ୍ଟ । ସେ ବହୁତ୍ ଭୋଗିବେ । ଏ କଥା ମନେ ରଖ ।
@rabibiswal7201
@rabibiswal7201 4 месяца назад
Bhai thanks for your brave your are always right
@sudhansurout451
@sudhansurout451 4 месяца назад
Right ✅️
@fakiradikhit848
@fakiradikhit848 2 месяца назад
Nabeen pandian ku guli kara .
@rajeswarimanik4139
@rajeswarimanik4139 4 месяца назад
ଆପଣ ଇଲେକ୍ସନ ପୂର୍ବରୁ ଚୁପ ଥିଲେ କାହିଁକି, ଆଗରୁ କହିଥିଲେ ହୁଏତ ବିଜେଡି ଜିତିଥାନ୍ତା
@abhishekcl-xiadityacl-viii3578
@abhishekcl-xiadityacl-viii3578 4 месяца назад
Very good speech in all my politics members of odisha.
@hmssdchandragiri
@hmssdchandragiri 3 месяца назад
Your correct.
@bikashkumarnayak6249
@bikashkumarnayak6249 4 месяца назад
ଅହଂକାର ସବୁ ବେଳେ ପରାସ୍ତ ହେଇଚି
@kamallochannayak9660
@kamallochannayak9660 3 месяца назад
Right Speaking Madam
@kunarout9284
@kunarout9284 4 месяца назад
Yes yes yes perfect analysis
@subhransumaharana3691
@subhransumaharana3691 4 месяца назад
Ma'am U ar 💯 % Right Speech..... Great Personality Ji 👌 ... ବହୁତ୍ ପ୍ରେସର ଭିତରେ ପୂରା ଓଡ଼ିଶା ଥିଲା କିନ୍ତୁ କୌଣସି ବେକ୍ତୀ ଯଦି କିଛି କହିବାକୁ ଭାବୁଥିଲେ ତାହାଲେ EOW ଠାରୁ ଯାହା ସବୁ ଦଫା ଅଛି ତାହାକୁ ବେବହାର କରିକି ଚୁପ୍ କରୁଥିଲେ । ଯାହା ବି ହେଲା ସବୁ ପ୍ରଭୁ ଶ୍ରୀ ଜଗନ୍ନାଥ ଟିକେ ବି ସମସ୍ତଙ୍କର ଆତ୍ମାରେ ପ୍ରବେଶ କରିବାରୁ ଆଜି ସରକାର ପରିବର୍ତ୍ତନ ହେଲା ଏବଂ ଏହାର ଭରପୁର ଭୋକରେ ଥିବା ବେଳେ ସବୁ କଥା କହିବାର ସୁଯୋଗ ପାଇଲେ । ଆଗେ ମାନସ ବସ୍ତିଆ ତାପରେ ଖୋଲା କଥାରେ Maam ଆସିଲେ ସତ୍ୟ ବଚନ କିନ୍ତୁ ଆମର ଏଠାରେ ମୁଣ୍ଡ ବିହୀନ ନେତା ,,,,
@gangadharsatapathy316
@gangadharsatapathy316 3 месяца назад
Really Mam
@prafullapatel6035
@prafullapatel6035 Месяц назад
Excellent speech
@NityanandaSahoo-ny1ko
@NityanandaSahoo-ny1ko 2 месяца назад
Good analysis sister. Thank u.
@sriprabhat
@sriprabhat 3 месяца назад
ଠିକ୍ କଥା। ଅଭିନନ୍ଦନ ଆପଣଙ୍କର ଉନ୍ନତ ମତାମତ ଶୁଣି ଏହିପରି ଭାବରେ ଆଉ ବକ୍ତବ୍ୟ ପ୍ରସାରିତ କରନ୍ତୁ
@maanangseri
@maanangseri 2 месяца назад
ମୋନାଲିସା ଦିଦି ତମେ ଆଗରୁ ମୁହଁ କାଇଁକି କଲିଲ ନାଇଁ !! ସଂଗଠନ କୁ ସୁଦୃଢ କରିବା ପାଇଁ ତମେ ବି ଚେଷ୍ଟା କଲେ ହେବ , ତମେ ତ ବିଜେଡି ରେ ଅଛ ନା , ତମେ ଯଦି ଚେଷ୍ଟା କରିବ ନାଇଁ ତାହେଲେ ମୁଁ ବୁଝିବାକୁ ପାଇଲି ତମ ପାକରେ ଦୁର୍ବଳ ଅଛି, ତମେ ଚେଷ୍ଟା କରୁଛ କେମିତି ବିଜେପି ରେ ମିଶିବି ବାଟ ଖଜୁଛ
@rohitpradhan-fi7ln
@rohitpradhan-fi7ln 4 месяца назад
Correct 💯
@debarajnanda7130
@debarajnanda7130 4 месяца назад
ଆଗରୁ ଟିକେ କହିଥିଲେ ଭଲ ହୋଇ ଥାନ୍ତା
@Prasanta-fv2di
@Prasanta-fv2di 3 месяца назад
Thank you🙏
@bijaykumarparida1936
@bijaykumarparida1936 4 месяца назад
Thank u mam for open analysis
@ChinuNayak-wj1lg
@ChinuNayak-wj1lg 4 месяца назад
ବିଜେଡି ନେତା ମାନଙ୍କୁ ବହିସ୍କାର କରା ଜଉ । ନହେଲେ ଲାଭ କିଛି ନାହିଁ ।
@rameshchandrabehera9435
@rameshchandrabehera9435 Месяц назад
Thank you Madam for your Analysis about BJD
@Chasihopon782
@Chasihopon782 4 месяца назад
Right ✔️☑️✅
@rajkishormohanty3243
@rajkishormohanty3243 3 месяца назад
100. %. Right
@BasisthaMallick-pd1fj
@BasisthaMallick-pd1fj 3 месяца назад
Dhanyabad Madam
@Royalking75912
@Royalking75912 3 месяца назад
ଆଗରୁ ନବୀନ କ୍ରିମ ଟେଷ୍ଟି ଥିଲା.....ଦେଖିଲା ଆଉ ସେ ଟେଷ୍ଟ ନାହିଁ....ଏବେ ମୋହନ କ୍ରିମ ଟେଷ୍ଟ କରିବା ପାଇଁ ପ୍ଲାନିଙ୍ଗ ଚାଲିଛି
@rameshchandrabhoi5385
@rameshchandrabhoi5385 3 месяца назад
ଅନ୍ୟାୟର ପ୍ରତିଫଳନ
@SudhakarNayak-r9q
@SudhakarNayak-r9q Месяц назад
Right speech monalisha madam
@bishnusahoo9390
@bishnusahoo9390 3 месяца назад
Right 👍
@therightdirection8931
@therightdirection8931 3 месяца назад
100% Right
@damolifestylevlog4086
@damolifestylevlog4086 4 месяца назад
Right❤
@aravindapattanayak2966
@aravindapattanayak2966 4 месяца назад
You are right Madam Thanks a lot
@gopalkrishnapattnaik5313
@gopalkrishnapattnaik5313 Месяц назад
You are right madam...What to do ??
@sangramkishoredasdas2424
@sangramkishoredasdas2424 3 месяца назад
ଇଡି ସିବିଆଇ ର ଭୟରେ ବିଜେଡି ନେତାମାନେ ଭୟଭୀତ ।
@HrusikeshNath-tn6vu
@HrusikeshNath-tn6vu 4 месяца назад
Thanks Madam
@kalpanasahookalpana2691
@kalpanasahookalpana2691 4 месяца назад
ଦିଦି ଠିକ୍ କହୁଛନ୍ତି ଦିଦି ତୁମକୁ ନମସ୍ତେ
Далее
3 лайфхака для УШМ
01:00
Просмотров 292 тыс.
Nabin Nka Charcha With Khurdha MLA Prashant Jagdev
42:39