Тёмный

ପିଲାଏ ଶିଖନ୍ତି କେମିତି ? Samaj O Sanskruti | Baishnaba Charan Mohanty | Odisha365 | How Children Learn 

ODISHA 365
Подписаться 371 тыс.
Просмотров 27 тыс.
50% 1

Опубликовано:

 

25 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 64   
@rasmitamaharathy6734
@rasmitamaharathy6734 Год назад
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର ଭାବରେ ବୁଝାଇ ଥିବାରୁ. ମୁଁ ମଧ୍ୟ ଜଣେ ମା, ମୋର ଗୋଟେ ପୁଅ. ଯାହାର ବୟସ ଏବେ ଦଶବର୍ଷ. ଆମେ ଆମ ଛୁଆକୁ ଯେତିକି ଶିଖେଇବା କଥା ଶିଖାଉ କିନ୍ତୁ ସେ ଆମକୁ ଅନୁକରଣ କରି ବହୁତ କିଛି ଶିଖୁଛି.ଆମେ ସବୁବେଳେ ଆଧ୍ୟାତ୍ମିକ ଦିଗକୁ ଗୁରୁତ୍ୱ ଦେଉ ଏବଂ ନିଜ ମାତୃଭାଷା ଏବଂ ନିଜ ମାତୃଭୂମିକୁ ଗୁରୁତ୍ୱ ଦେଉ, ସେ ମଧ୍ୟ ସେୟା ହିଁ କରୁଛି. ପାଞ୍ଚ ବର୍ଷ ବୟସରୁ ଆମେ ତାକୁ " ଗଣେଶ ଏବଂ ସରସ୍ବତୀ ମାଙ୍କର " ସ୍ତୁତି ଶିଖେଇଲୁ ତାପରେ ଧୀର ଧୀରେ ହନୁମାନ ଚାଳିଶା ପାଠ କରିବା, ଘରେ ସକାଳେ ଏବଂ ସନ୍ଧ୍ୟାରେ ଭଗବାନଙ୍କୁ ପୂଜା ପ୍ରାର୍ଥନା କରିବା, ଏବେ ଶ୍ରୀମଦ ଭାଗବତ ପାଠ କରୁଛି. ଆମେ ମଧ୍ୟ ସବୁବେଳେ ତାକୁ ମନ୍ଦିର ମାଳିନୀ ବେଶୀ ସମୟ ନେଉ. ମୁଁ ଯେତେବେଳେ ଟିଭି କିମ୍ବା ମୋବଇଲ ଦେଖେ, ଆଧ୍ୟାତ୍ମିକ ଜିନିଷମାନ ଦେଖେ ସେ ମଧ୍ୟ ମୋତେ ଅନୁକରଣ କରି ବେଶୀ ଆଧ୍ୟାତ୍ମିକ ଗୁଣାବଳୀକୁ ବେଶୀ ପ୍ରାଧାନ୍ୟ ଦେଉଛି. ମୁଁ ଭଗବାନଙ୍କୁ ସବୁବେଳେ କୁହେ ପ୍ରଭୁ ମୋତେ ଯେଉଁ ସନ୍ତାନଟିଏ ଦେଇଛ ସେ ସବୁବେଳେ ଉତ୍ତମ ଚରିତ୍ରବାନ ମଣିଷଟିଏ ହେଉ, ସଂସାରର ମଙ୍ଗଳ କାମନାରେ ନିଜକୁ ସଦା ନିୟୋଜିତ କରୁ. ସବୁଠୁ ଆଶ୍ଚର୍ଯ୍ୟର କଥା ମୋ ଛୁଆ ଏବେ ଆମକୁ ଆଧ୍ୟାତ୍ମିକ ଶିକ୍ଷା ଦେଉଛି, ଯେତିକି ଆମେ ଜାଣି ନାହୁଁ, ସେ ଆମକୁ ଶିଖଉଛି. ଯଦି ପିତାମାତା ଚାହାଁନ୍ତି ତାଙ୍କ ଛୁଆ ସତରେ ଜଣେ ଭଲ ମଣିଷଟିଏ ହୋଇପାରିବ ଏଥିରେ କୌଣସି ସନ୍ଦେହ ନାହିଁ. ସବୁଠାରୁ ଖୁସିର କଥା ବର୍ତ୍ତମାନ ମୋ ଛୁଆ ଭିତରେ ଭଗବାନ ଏତେ ସୃଜନଶୀଳତା, ସହିଷ୍ଣୁତା ଭରିଦେଇଛନ୍ତି ତାହା ଦେଖିଲେ ମୋତେ ବହୁତ ଖୁସି ଲାଗେ. ସେ ଏବେ ଏତେ ଛୋଟ ହେଇକି ବି ସବୁବେଳେ ଭଗବାନଙ୍କର ସୁନ୍ଦର ଛବିଚିତ୍ର, ମୂର୍ତ୍ତି କାମ କରୁଛି. ଶେଷରେ ଏତିକି ମତ ରଖିବି ସବୁ ବାପାମା ନିଜ ଛୁଆକୁ ଆଧ୍ୟାତ୍ମିକବାଦୀ କରାନ୍ତୁ, ଉଚିତ ସଂସ୍କାର ଦିଅନ୍ତୁ, ଅନ୍ୟକୁ ସାହାଯ୍ୟ ଏବଂ ଉପକାର କରିବା ଗୁଣ ଶିଖାନ୍ତୁ ଏବଂ ସବୁବେଳେ ନିଜେ ପ୍ରଥମେ ଭଲ କାମ ହିଁ କରନ୍ତୁ. ଦେଖିବେ ଆମ ସମାଜ ବହୁତ ସୁନ୍ଦର ହେବ, ଶୃଙ୍ଖଳିତ ହେବ. ଟଙ୍କା ପଇସା ଧନ ଏସବୁ କ୍ଷେଣିକ ସୁଖ ଦିଏ ଚିରନ୍ତନ ନୁହେଁ. ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵ ତୁମେ 🙏🙏
@bhabanidei2158
@bhabanidei2158 Год назад
V
@arabindanayak5404
@arabindanayak5404 Год назад
ମା ଧନ୍ୟ ତୁମେ ଓ ଧନ୍ୟ ଆପଣଙ୍କ ସଂସ୍କାର, ଜୟ ଜଗନ୍ନାଥ
@bharatmahanta1241
@bharatmahanta1241 Год назад
ପୁଣ୍ୟ ର ଭୂମି ଭାରତ।ସତରେ ବହୁତ୍ ଖୁସି ଲାଗୁଚି ।ଏଇ ମା ଭଳି ଆମ ସବୁ ମା ହେଇଯାନ୍ନ୍ତୁ... 🙏🙏🙏। If you educate a man, you educate an individual. But if you educate a woman, you have educated a nation.”
@srstatus1243
@srstatus1243 11 месяцев назад
😅
@srstatus1243
@srstatus1243 11 месяцев назад
😊😊😊😊😊
@Sanjukta-l2y
@Sanjukta-l2y 7 месяцев назад
You are great sir
@lidoratha9920
@lidoratha9920 11 месяцев назад
Bahut sundar.
@gayatrimuni2096
@gayatrimuni2096 9 месяцев назад
Abhut Sundar katha kahuchanti sir bahut atmatrupti laguchi apananka Katha sunile😇😇😇😇
@susilanayak7332
@susilanayak7332 9 месяцев назад
Exlent Sir
@bijaykumardhal1006
@bijaykumardhal1006 9 месяцев назад
ଆପଣଙ୍କ ପରାମର୍ଶ ହୃଦୟସ୍ପର୍ଶୀ। କିନ୍ତୁ ସମସ୍ତଙ୍କ ପିଲାମାନେତ ବିଦେଶରେ ରହନ୍ତି ନାହିଁ। ସାଧାରଣ ଲୋକଙ୍କ ପାଇଁ ଆପଣ କିଛି ମୂଲ୍ୟବାନ ବାର୍ତ୍ତା ରଖନ୍ତୁ।
@PuspakKumarMohanty
@PuspakKumarMohanty 11 дней назад
NAMASKAR.
@SusamaNayak-mb4xd
@SusamaNayak-mb4xd 11 месяцев назад
Bhai apankar barta samaja pani bahut sikhyaniya pilamane manile samaja re paribartan nischya asiba👃
@naiksurendra8065
@naiksurendra8065 11 месяцев назад
Pranam sir, samaaj pain apanka bhali teacher abasyak🙏
@mssucheta7652
@mssucheta7652 7 месяцев назад
ସୁନ୍ଦର ବାର୍ତ୍ତା। ଧନ୍ୟବାଦ ଆଜ୍ଞା।
@bandhubabu2324
@bandhubabu2324 8 месяцев назад
ଅତି ସୁନ୍ଦର ଚାନେଲ 🙏
@sasadharnayak650
@sasadharnayak650 Год назад
Good news for Us
@santoshkumarnayak2143
@santoshkumarnayak2143 11 месяцев назад
ବହୁତ ସୁନ୍ଦର ଲଗିଲା
@MsSnehanshu
@MsSnehanshu 10 месяцев назад
ମନେପଡେ ଆଜି ହାଇସ୍କୁଲ ଶିକ୍ଷକଙ୍କ କଥା, "ବଡ ମଣିଷ ହୁଅ, କିନ୍ତୁ ଭଲ ମଣିଷ ହୁଅ "।
@chakradharasahu9782
@chakradharasahu9782 Год назад
ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ, ଆପଣଙ୍କ ସୁନ୍ଦର ସୁନ୍ଦର କଥା ଏମିତି ଶୁଣି ବାକୁ ମିଳୁଥାଉ।
@mayadharyadav9640
@mayadharyadav9640 9 месяцев назад
ନମସ୍କାର ସାର୍, ଶୁଭ ଅପରାହ୍ନ। ମୋର ବାପା ଚାଲିଗଲା ପରେ ଏପରି ସବୁ କଥା ଶୁଣିବା ପାଇଁ ମିଳୁ ନ ଥିଲା । ସାର୍ ଆପଣଙ୍କର କଥା ଶୁଣି ମୋର ବାପାଙ୍କୁ ମନେ ପଡ଼ିଗଲା ମୋର ମା ବାପା ଥିଲା ସମୟରେ ବହୁତ ଲୋକମାନେ ଆମ ଘରକୁ ବୁଲି ଆସୁଥିଲେ । ମା ବାପା ଚାଲିଗଲା ପରେ ଆମ ଘରକୁ ବନ୍ଧୁବର୍ଗ କିଏ ଆସୁ ନାହାନ୍ତି।
@bharatchandrabarik5921
@bharatchandrabarik5921 11 месяцев назад
ଆପଣ ମାନଙ୍କ ଭଳି ମଣିଷ ଆଜିକା ସମାଜ ପାଇଁ ଆବଶ୍ୟକ , ଆପଣମାନେ ସମାଜ ପାଇଁ ସମର୍ପିତ ବ୍ୟକ୍ତିତ୍ୱ , ଆପଣ ମାନେ ଆମର ଗର୍ବ
@AjitKumar-nr7ot
@AjitKumar-nr7ot 11 месяцев назад
ବହୁତ ସୁନ୍ଦର ଲାଗିଲା। ଆଗକୁ ଏଭଳି ଭଲ ନୀତିବାଣୀ ଶୁଣାଇ ଚାଲନ୍ତୁ। ଜଗନ୍ନାଥ ଆପଣଙ୍କ ଙ୍କୁ ଭଲରେ ରଖନ୍ତୁ।
@LISTENBHARAT
@LISTENBHARAT Год назад
Sir, You are absolutely right🙏🙏.
@biswanathkar2758
@biswanathkar2758 11 месяцев назад
ଧନ୍ୟବାଦ ଆଜ୍ଞା. ଆପଣ ସୁସ୍ଥ ଓ ନିରୋଗ ରହି ସମାଜ ସୁଧାରିବା କାର୍ଯ୍ୟକ୍ରମ ଜାରିରଖନ୍ତୁ. 🌹🌹🙏🙏
@telengainternationalexport6050
@telengainternationalexport6050 7 месяцев назад
Apana prati ti situation sahita jadita achhanti au feel b karichhanti boli kahuchhanti
@nityaswarups111
@nityaswarups111 Год назад
Baishnab Sir nka katha khub sundor
@leepusahoo3294
@leepusahoo3294 Год назад
Sir 🙏 ଆପଣଙ୍କ vedio ଭଲ ଲାଗେ
@ashutoshgharai-kr7bx
@ashutoshgharai-kr7bx Год назад
Real fact sir
@kartik_bhuyan_tapu
@kartik_bhuyan_tapu Год назад
ପ୍ରାୟ ଗାଁ ରେ ଏ ସବୁ ଭଲ ପରମ୍ପରା ଦେଖାଯାଏ ,ସେତେ ଆଉ ନାହିଁ କିନ୍ତୁ କିଛି କିଛି ଅଛି ।ମୁଁ ଜଣେ joint family ଆସିଥିବା ପିଲା । ଗାଁ ର ଚାଲିଚଳନ ମୁଁ ବହୁତ enjoy କରେ ଯେବେ ଗାଁ କୁ ଯାଏ। ଗାଁ ହିଁ ସ୍ବର୍ଗ ମୋ ପାଇଁ କିନ୍ତୁ ରହିପାରୁନି ।
@pinusgamingworld6626
@pinusgamingworld6626 Год назад
Apananka niti bani bahut sundara
@jagamohandalai1000
@jagamohandalai1000 11 месяцев назад
Thanks sir for ur support
@sanjibkumar80
@sanjibkumar80 Год назад
Khub sundara byakhaano mahasaya.. Jadi sabu pita mata ehaaro odha b sachetana heijibe samaaj badalijibo.. Rama rajya feriaasibo 🙏
@sabitaswain5513
@sabitaswain5513 Год назад
ଆଜ୍ଞା ପ୍ରଣାମ ବହୁତ୍ ସୁନ୍ଦର ଉପସ୍ଥାପନା
@drawwhitad842
@drawwhitad842 Год назад
Sir apana bahut bhalo katha kahile ❤
@priyacharandas653
@priyacharandas653 11 месяцев назад
ଜୟ ଶ୍ରୀ ଜଗନ୍ନାଥ ଶ୍ରୀମଦ୍ ଭଗବତ୍ ଗୀତା ରେ ବିଭୁତି ଯୋଗରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ବିଦ୍ୟା ମଧ୍ୟରେ ମୁଁ ହେଉଛି ଅଧ୍ୟାତ୍ମ ବିଦ୍ୟା । ବର୍ତ୍ତମାନ ସମୟରେ ବିଦ୍ୟାଳୟ ରେ ମ୍ଲେଛ ଭାଷାରେ ପାଠପଢ଼ା ଯାଉଛି । ପାଶ୍ଚାତ୍ୟ ଶିକ୍ଷା ଏବଂ ବେଶ ଭୂଷା କୁ ପ୍ରାଧାନ୍ୟ ଦିଆଗଲା । ରାମାୟଣ, ମହାଭାରତ ଏବଂ ପୁରାଣ ଶାସ୍ତ୍ର କୁ ଅଣଦେଖା କରାଯାଉଛି । ଏଥିପାଇଁ ଯୁବପିଢି ଧିରେଧିରେ ଭାରତୀୟ ବୈଦିକ ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି
@brahmotripanda1231
@brahmotripanda1231 Год назад
Thank you so much sir 🙏
@thirdeye9492
@thirdeye9492 Год назад
ଧନ୍ୟବାଦ ମହାଶୟ ପ୍ରଣାମ 🙏❤️
@basantinayak1660
@basantinayak1660 Год назад
Sir Right katha
@ranjitbehera4815
@ranjitbehera4815 Год назад
ବହୁତ ବହୁତ ଧନ୍ୟବାଦ ସାର୍ ଆପଣ ସମାଜ ପାଇଁ ଏକ ସୁନ୍ଦର ବାର୍ତ୍ତା ଦେଇଥିବାରୁ 🙏🏻❤️🙏🏼
@AjayKumar-qq2ez
@AjayKumar-qq2ez Год назад
Apana ku mor koti pranam ehi sandesh penei
@apkstatus9807
@apkstatus9807 11 месяцев назад
Sir thik kahichanti❤❤🙏🏻🙏🏻
@niranjanbehura5258
@niranjanbehura5258 Год назад
ଏ ସମୟ କୁ ନେଇ ବଢିଆ ଉପସ୍ଥାପନା ଦେଇ ଥିବା ରୁ ଅଶେଷ ଅଶେଷ ଧନ୍ୟବାଦ
@madhuparida3830
@madhuparida3830 Год назад
Tq so much sir 🙏🙏🙏
@subhrajit5847
@subhrajit5847 Год назад
🙏🙏🙏🙏Jay Jagannath 🌹🌹🌹🌹 Dhanyabad Sir🙏🏻
@diptimayeesingh6284
@diptimayeesingh6284 Год назад
Sir 🙏🙏♥️♥️
@sasadharnayak650
@sasadharnayak650 Год назад
Jay shree Jaganath Mahaprabhu Jay Jaganath Sir
@avi6533
@avi6533 Год назад
Nice sir 🙏🙏
@ramramprebhuje...8077
@ramramprebhuje...8077 Год назад
jay jagannath prebhu je...🚩💐🙏😃💙
@pranatipatra23
@pranatipatra23 Год назад
Great guidance.may it inspires self indulged parents to transform into self aware gurdians.
@diptiranjankar1539
@diptiranjankar1539 11 месяцев назад
Sir ebe vala school bi ta nahi. Sabu convent school.
@pramodkumartripathy4153
@pramodkumartripathy4153 Год назад
ଆପଣଙ୍କୁ ଶତ ନମନ
@odiabloggersandhya1187
@odiabloggersandhya1187 Год назад
Pranam sir🙏
@hbrpresent5782
@hbrpresent5782 Год назад
ମହାଶୟ ଭଲ କଥା କହିଲେ,
@ramramprebhuje...8077
@ramramprebhuje...8077 Год назад
🙏
@sarojkumarbehera8734
@sarojkumarbehera8734 Год назад
He's going spoil odisha with odia children and their future.
@rakeshmohanty8683
@rakeshmohanty8683 Год назад
SIR NAMASKAR AND THNKU VERY MUCH FOR YOUR PRICELESS ADVICE. SIR I DO MAXIMUM THINGS WITH MY SON WHAT YOU MENTIONED IN YOUR MASTER PIECE ARTICLE.
@sarojkumarbehera8734
@sarojkumarbehera8734 Год назад
Frustrated man spreading frustratration and negativity all around. Is he qualified to speak on education and character building ? This man has failed to change with changing times. Perhaps he has not crossed the boundaries of the state.He is living with old mindset and unable to cope with modern times. Poor Frustrated man . Stop spreading negative feelings.
@saraswatisevasangathangunu4308
ଯାହାକୁ ଯେମନ୍ତ ଦିଶେ ତେମନ୍ତ ସେ ଭାଷେ ଏ କଥାରେ ମହତଙ୍କ କି ଯାଏ କି ଆସେ ।।
@prabodhadas3820
@prabodhadas3820 Год назад
ଗରିବ ହୃଦୟରେ ମହାନତା ଜୟ ଜଗନ୍ନାଥ 🙏
Далее
ИСТОРИЯ ПРО ШТАНЫ #shorts
00:32
Просмотров 155 тыс.
Купил КЛОУНА на DEEP WEB !
35:51
Просмотров 1,5 млн
ИСТОРИЯ ПРО ШТАНЫ #shorts
00:32
Просмотров 155 тыс.