Тёмный

ପୁଣି ଥରେ ଗାଇଲେ ପପୁ ଭାଇ ଝୁଲ ରେ ନିତାଇ ଝୁଲ // jhul re nitai jhul viral song 

odisha parampara
Подписаться 144 тыс.
Просмотров 6 млн
50% 1

Presenting The Most Awated Official Video 0f Jhulre Nitai Jhul Video Song
Original Content By Odisha Parampara
Director - Rankanath Das
Singer - Papu Biswal
Music - Tuna Sir
Produced by - Odisha Parampara
Project by -OP PRODUCTION HOUSE PVT LTD
* ANTI-PIRACYWARNING *
THISCONTENT IS COPYRIGHT TO EASTERN LIGHT
ENTERTAINMENT.. ANY UNAUTHORIZED REPRODUCTION,
REDISTRIBUTION OR RE-UPLOAD IS STRICTLY PROHIBITED OF
THIS MATERIAL . LEGAL ACTION WILL BE TAKEN AGAINST
THOSE WHO VIOLATE THE COPYRIGHT OF THE FOLLOWING
MATERIAL PRESENTED !

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 2,1 тыс.   
@anantaprasadpraharaj559
@anantaprasadpraharaj559 2 года назад
ଆପଣ ଙ୍କୁ ସଙ୍ଗୀତ ଓ ସୁମଧୁର କଣ୍ଠ ପାଇଁ ବହୁତ ବହୁତ ଧନ୍ୟବାଦ 💐👏❤️।
@ranjitabehera525
@ranjitabehera525 2 года назад
Jete dekhile b dekhi Baku icha hauchi
@ronakmishra1367
@ronakmishra1367 2 года назад
@@ranjitabehera525 sata katha
@harsaswain7185
@harsaswain7185 2 года назад
@@ronakmishra1367 uNwzff
@prasantalakra5463
@prasantalakra5463 2 года назад
L
@rabindrakumarmohanty9415
@rabindrakumarmohanty9415 2 года назад
ସ°ଗୀତ ର ତାଳେ ତାଳେ ନୃତ୍ୟ ଗୀତଟି କୁ ଆହୁରି ମନଛୁଆଁ କରୁଛି। ଧନ୍ୟବାଦ।
@bikashbehera8096
@bikashbehera8096 2 года назад
ନାରଦ ଭୂମିକାରେ ଅତି ଚମତ୍କାର ଅଭିନୟ କରିଛନ୍ତି l ଆମ ଓଡ଼ିଆ ଯାତ୍ରା କଳାକୁ ବଞ୍ଚାଇ ରଖିଥିବାରୁ ଅଶେଷ ଧନ୍ୟବାଦ 🙏
@bulubehura7777
@bulubehura7777 2 года назад
Better
@akshayamalik4046
@akshayamalik4046 2 года назад
Right
@rojalinpalei4437
@rojalinpalei4437 2 года назад
1 ̊ ̊
@sritamgamingyt8532
@sritamgamingyt8532 Год назад
ଭାଇ ଆମ ନୟାଗଡ଼ କଳା ସଂସ୍କୃତି ରେ ପରିପୂର୍ଣ୍ଣ..😊🥰
@ranjibkumarmohanty8005
@ranjibkumarmohanty8005 2 года назад
ଏପରି ଭଜନ ବୋଲି ଭାଇ ଭଜନ ଆଡକୁ ବହୁତ ଆଜି କାଲି ପିଲାଙ୍କୁ ଆକୃଷ୍ଟ କରୁଥିବାରୁ ବହୁତ ଧନ୍ୟବାଦ 😍😍😍
@plantssavethenature4853
@plantssavethenature4853 2 года назад
🤣
@vlogersagarkumar
@vlogersagarkumar 2 года назад
Papu Bhai aji ama gan re 🥳🥳🥳🥳
@Lovely143Dipti
@Lovely143Dipti 2 года назад
ଏଇ ଗୀତପାଇଁ ଆପଣଙ୍କୁ ଓଡ଼ିଶା ବାସି ଆପଣଙ୍କୁ 1000000000ଆଶୀର୍ବାଦ ଦେବେ 🌹🌹🌹🌹🌹🌹🌹🌹🌹🌹🌹🙏🌹❤️❤️❤️❤️❤️❤️
@manasbehera9732
@manasbehera9732 2 года назад
ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି 🙏🏻 ଜୟ ଜଗନ୍ନାଥ ପ୍ରଭୁ ତୁମର ମଙ୍ଗଳ କରନ୍ତୁ ପପୁ ବାବୁ 🙏🏻❣
@gudu_.890_4
@gudu_.890_4 2 года назад
👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌🥰
@bishwajitrout7015
@bishwajitrout7015 2 года назад
@Ghanshyam Badatya .pp p Pp P O Pm. P .....
@sradhaguru3386
@sradhaguru3386 2 года назад
😁😁😁😂😂🤗🤗🤗
@mahaakaall
@mahaakaall 2 года назад
@@sradhaguru3386 ethire hasibara kana achj
@girishbehera9838
@girishbehera9838 2 года назад
Tuma kanthhare maa saroswati bijay karanti
@nirmalabiswal8879
@nirmalabiswal8879 2 года назад
ଯେତେ ଦେଖିଲେବି ମନ ଭରୁନି. ଭାଇ ତୁମେ ଏତେ ସୁନ୍ଦର କେମିତି ଗାଇ ପାରୁଛ ଆଉ ଅଭିନୟ ବି. ତୁମକୁ ଅନେକ ଅନେକ ଅଭିନନ୍ଦନ ଭାଇ. ଭଗବାନ ତୁମକୁ ମଙ୍ଗଳ କରନ୍ତୁ.
@arcenboy7867
@arcenboy7867 2 года назад
I dont like
@jitendra293
@jitendra293 2 года назад
I like this song
@binodrout9692
@binodrout9692 2 года назад
@@arcenboy7867 bewada
@Exploringworld12367
@Exploringworld12367 2 года назад
@@arcenboy7867 badk pagal
@sbmangaraj8907
@sbmangaraj8907 2 года назад
@@arcenboy7867 yaa foot
@manasbabuni5287
@manasbabuni5287 2 года назад
ଅତି ସୁନ୍ଦର ଭାବରେ ପରିବେଷଣ ଭାଇ ଙ୍କର🙏ଜୟ ଜଗନ୍ନାଥ 🙏
@grmahanta5466
@grmahanta5466 2 года назад
ଏଥିପାଇଁ ଆମେ ଗର୍ବିତ, ଆମେ ଓଡ଼ିଆ ଆମ ଭାଷା ବଢିଆ ! ଏହା ଜଗନ୍ନାଥ ଙ୍କ ଦେଶ !!!
@deepakpruseth2364
@deepakpruseth2364 5 месяцев назад
Ya sound mixing with ladies and jents like to ....
@srimansoumya5382
@srimansoumya5382 2 года назад
ସମସ୍ତେ ପପୁ ଭାଇ ଙ୍କ ଗୀତ କୁ ପସନ୍ଦ କଲେ ହେଲେ background ରେ ଯେଉଁ music ବାଯୁଛି କିଏ ଧ୍ୟାନ ଦେଇଛ କେତେ ସୁନ୍ଦର ଲାଗୁଚି ଏମିତି କି original music ଠାରୁ ବି ସୁନ୍ଦର।
@souravpradhan9172
@souravpradhan9172 2 года назад
Sota kahucha bhai
@sasmitasahoo5840
@sasmitasahoo5840 2 года назад
Right 👍
@manasisahoo8872
@manasisahoo8872 2 года назад
@@sasmitasahoo5840 right👍👍
@manasisahoo8872
@manasisahoo8872 2 года назад
@@sasmitasahoo5840 hii
@sasmitasahoo5840
@sasmitasahoo5840 2 года назад
@@manasisahoo8872 Hii😊
@nareshpradhan218
@nareshpradhan218 2 года назад
🙏🙏 ଜୟ ଜଗନ୍ନାଥ ଭାଇଙ୍କ ଗାଇବା ସହିତ ଗୀତର ତାଳେ ତାଳେ ନାଚିବା ଶୈଳୀ ମନ ମୁଗ୍ଧକର ❤️
@pumi5361
@pumi5361 2 года назад
God bless you
@rinkinial567
@rinkinial567 2 года назад
Satare bahut sundar bhagnan agaku niantu
@sanatansagar8114
@sanatansagar8114 2 года назад
I don't lick
@shisirakumarbehera7287
@shisirakumarbehera7287 2 года назад
ମିଡ଼ିଆ ଭାଇଙ୍କୁ ଅନୁରୋଧ ଟୁଙ୍ଗୁର ବର୍ଷା ଙ୍କୁ ଛାଡିକି ଏଇ ଭାଇଙ୍କୁ ଗୀତ viral କରାନ୍ତୁ trp bhala ପାଇବ
@balo5778
@balo5778 2 года назад
Right 👍 bhai
@santoshkumarsahu4776
@santoshkumarsahu4776 2 года назад
Absolutely R8 bro
@jayantasahoo876
@jayantasahoo876 2 года назад
Right
@lalapatra4951
@lalapatra4951 2 года назад
Right bro
@tikinayak1343
@tikinayak1343 2 года назад
@@santoshkumarsahu4776 u6
@binivlogsplant2108
@binivlogsplant2108 2 года назад
ଅତି ସୁନ୍ଦର ଭାବରେ ସଂଗୀତ ପରିବେଷଣ କରୁଛନ୍ତି ଭାଇ କାଳିଆ ଠାକୁର ଏହିପରି ସବୁ କ୍ଷେତ୍ରରେ କୃପା ଦୃଷ୍ଟି ଆପଣଙ୍କ ଉପରେ ରଖିଥାନୁ ଜୟ ଜଗନ୍ନାଥ ଓଡ଼ିଶା ଭାସି🙏🙏🙏🙏🙏
@sanjayenglishclasses2028
@sanjayenglishclasses2028 2 года назад
Absolutely right
@rakeshbadatia8831
@rakeshbadatia8831 2 года назад
Ati sundara bhajana Jay jagarnath
@abinashparamanik7492
@abinashparamanik7492 2 года назад
Jay shree Jagannath 🙏🙏🙏
@swapnitamishra9
@swapnitamishra9 2 года назад
Satare bahut sundar hoichhi
@ANlove2004
@ANlove2004 2 года назад
💥💥💥🙏🙏🙏🙏🙏🥰
@prakashmaharana6022
@prakashmaharana6022 2 года назад
ଆପଣଙ୍କ କଣ୍ଠ ରେ ଗୀତ ଟି ବହୁତ ସୁନ୍ଦର୍ ଲାଗୁଚି। Jay shree krishna
@yg.a.t444gamer7
@yg.a.t444gamer7 2 года назад
ବର୍ତ୍ତମାନ ସମାଜ ଏଥିରୁ ଅନେକ ଶିଖିବାର ଅଛି | ମାଆ ନାରଦକୁ ଯେତେ ମାରିଲେ ମଧ୍ୟ, ନାରଦ ସମ୍ମାନ ଦେଇ ଚାଲିଛି | ମାତ୍ର ବର୍ତ୍ତମାନ....... 🙏🏻 ନାରଦ ଭୂମିକା ଏକଦମ ସୁନ୍ଦର | ସୁନ୍ଦର ଶିକ୍ଷା ଆମେ ମାଆ ଙ୍କୁ ତାହା ଦେଖାଇବାର ଅଛି | ଏହା ହିଁ ସୁନ୍ଦର.... 🙏🏻
@vlogersagarkumar
@vlogersagarkumar 2 года назад
Bhai aji ama gan re
@jaganbehera6838
@jaganbehera6838 2 года назад
ଖୁବ୍ ସୁନ୍ଦର ଆଉ ସମସ୍ତଙ୍କ ମନକୁ ଛୁଇଁଲା ଭଳି ସ୍ବର ଜୟ ଜଗନ୍ନାଥ ସ୍ବାମୀ⛳🙏⛳
@prasannakumardas1332
@prasannakumardas1332 2 года назад
ଶ୍ରେଦ୍ଧୟ ପପୁ, ଏ ଭଜନ ସାଥେ ସାଥେ ପୁରାତନ ଜଗନ୍ନାଥ ଙ୍କ ଭଜନ, ଜଣାଣ ମଧ୍ୟ ପ୍ରୟୋଗ ପରୀକ୍ଷା ମୂଳକ ଭାବେ କରିପାରିବ।ଧନ୍ୟବାଦ
@silipradhan7992
@silipradhan7992 2 года назад
Wo owqqpippw
@silipradhan7992
@silipradhan7992 2 года назад
Pw
@vlogersagarkumar
@vlogersagarkumar 2 года назад
Bhai aji ama gan re
@bhaiteravlogbala
@bhaiteravlogbala 2 года назад
କଣ କହିବି ମୁଁ ସକାଳୁ ଏପର୍ଯ୍ୟନ୍ତ you tube ରେ ଏଇ ନାରଦ ଭାଇଙ୍କ ଭିଡିଓ ୧୦ ୧୫ଥର ଦେଖି ସାରିଲିଣି ଯେତେ ଦେଖିଲେ ବି ମନ ଭରୁନି।🙏🤗🤗🤗😘
@swopnaranipanda2994
@swopnaranipanda2994 2 года назад
Mubi
@suryakantamahalik3462
@suryakantamahalik3462 2 года назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-AQfkBmrH6-8.html ଅରିଜିନାଲ ଗୀତ ଶୁଣନ୍ତୁ ... ଜାଣିପାରିବେ କି କିଏ ଅରିଜିନାଲ.....ପପୁ ଜଣେ ସିଙ୍ଗର ନୁହଁନ୍ତି କିନ୍ତୁ ମିଛରେ ନାଁ କାମଉଛନ୍ତି.....
@ashokkumarnanda7051
@ashokkumarnanda7051 2 года назад
Priya meher mu bi
@bhaiteravlogbala
@bhaiteravlogbala 2 года назад
@@suryakantamahalik3462 ଆରେ ଭାଇ ଆମେ ଜାଣିଚୁ studio ରେ ଗାଇବା ଆଉ ଦର୍ଶକ ମାନଙ୍କ ସାମ୍ନା ରେ ଗାଇବା ବହୁତ୍ ଫରକ ତମେ ତାଙ୍କ ଲୋକ ପ୍ରିୟ ରେ ଜଳୁଚ କି 🤣😂
@ramchandrastar3425
@ramchandrastar3425 2 года назад
@@bhaiteravlogbala right
@FIRE-ow5ji
@FIRE-ow5ji 7 часов назад
ଏହି song ଶୁଣିଲେ ମୋତେ ଲାଗୁଛି ଆଜି ବି ମୋ ପରମ୍ପରା ବଞ୍ଚିଛି
@Barikbibhuti
@Barikbibhuti 2 года назад
ବହୁତ ସୁନ୍ଦର ଏହି ଗୀତ ଟିଏ ଏବଂ ଏହି କଳାକାର ମଧ୍ୟ ❤️❤️❤️ ଚମତ୍କାର ❤️❤️❤️
@badrinarayanpati9552
@badrinarayanpati9552 2 года назад
ମହର୍ଷି ନାରଦ ଙ୍କ କଳା ରେ ପୁରା ପରିପୂର୍ଣ୍ଣ.. ଭକ୍ତି ରେ ହଜିଲେ ଭକ୍ତ ଓ ଭଗବାନ ଙ୍କ ର ମିଳନ ର ଏହା ଏକ ଝଲକ...
@tikeshwardhal8734
@tikeshwardhal8734 2 года назад
8
@subhankarswain4521
@subhankarswain4521 2 года назад
@
@balarampatro279
@balarampatro279 Год назад
Upcycled yv
@pappusahu9916
@pappusahu9916 2 года назад
WHAT A TALENT BOY... REALLY YOU ARE THE PROUD OF ODISHA AND INDIAN CULTURE ... SINGING WITH DANCE WITH DIALOGUE WITH ACTING.....REALLY PROUD OF YOU PAPPU BISWAL......
@biswaranjansahoo8035
@biswaranjansahoo8035 2 года назад
With music also. He plays the music.
@yg.a.t444gamer7
@yg.a.t444gamer7 2 года назад
We have to learn from this and act how to beheave our mother 🙏🏻
@shibanidutta9045
@shibanidutta9045 2 года назад
ଜୟ ଜଗନ୍ନାଥ। ଭକ୍ତ ଭଗବାନ ମଧ୍ୟରେ ଏହିତ ସମ୍ପର୍କ। ଭାବ ନଥିଲେ ଭଗବାନଙ୍କ ପାଇଁ ମନରୁ ଏମିତି ଭାବନା ସୃଷ୍ଟି ହୁଏ ନାହିଁ। ଜୟ ଜଗନ୍ନାଥ। 🙏🙏🙏🙏🙏 ଖୁବ୍ ସୁନ୍ଦର ଭକ୍ତିଭାବ ପୂର୍ଣ୍ଣ ଗୀତ।
@pushpalatanaik6135
@pushpalatanaik6135 2 года назад
Satare Papu Bhai bahut sundar gaile
@sanatanbiswal9832
@sanatanbiswal9832 2 года назад
ଆଜିକାଲି ଯୁବପିଢ଼ି ଆଧୁନିକ ଗୀତରେ ସମୟ ବିତାଉଥିବା ସମୟରେ ପୌରାଣିକ ସଙ୍ଗୀତକୁ ନୂଆ କରି ଦେଖାଇଛନ୍ତି ନାରଦ🙏(ପପୁ ଭାଈଙ୍କୁ ଶୁଭେଚ୍ଛା ଓ ଶୁଭକାମନା💐🙏💐ଜୟ ଜଗନ୍ନାଥ🙏)
@monalisabehera887
@monalisabehera887 2 года назад
Wow Awesome, Mind blowing performance, May lord jagannath always blessing him..🙏⭕‼️⭕🙏🙏🙏🙏🙏🙏💐💐💐💐💐💐💐💐
@susilkumarnaik1170
@susilkumarnaik1170 2 года назад
After a Long period a best artist borned....thanks a lot PAPU bhai..God bless you..
@Chaitanyasahu.
@Chaitanyasahu. 2 года назад
ପପୁ କିମ୍ବା ଏଇ ନାଟକ ର Contact number ମିଳିବ କି????
@chandrareddy5412
@chandrareddy5412 2 года назад
Outstanding performance ... Jay jagannath 🙏🙏🙏
@sunilbishoyi93
@sunilbishoyi93 2 года назад
Agree
@ANlove2004
@ANlove2004 2 года назад
🙏Jai jagannath
@mr.dibyaranjan13
@mr.dibyaranjan13 2 года назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏❤️🙏
@ashiskumargochhayat7764
@ashiskumargochhayat7764 2 года назад
Jay jagannath
@amiyakumarmallick2357
@amiyakumarmallick2357 2 года назад
Mind blowing. This culture is found in Nayagarh District.A big salute to keep up such culture.
@gangapradhan_9817
@gangapradhan_9817 2 года назад
Wowwww😍😍😍papu bhai nk song mu sabu dina sunuchi ati sundar😍😍my god bless you bro🤗😍😍
@radharanidalei2208
@radharanidalei2208 2 года назад
ବହୁତ୍ ସୁନ୍ଦର୍ ମୋ ଭାଇ ମୋ ଧନ
@rasanandapradhan4854
@rasanandapradhan4854 2 года назад
Hii
@odishapolitics7679
@odishapolitics7679 2 года назад
ଅତି ସୁନ୍ଦର ହୋଇଛି
@bijayineedas1671
@bijayineedas1671 2 года назад
Sunder
@sukantisutar1905
@sukantisutar1905 2 года назад
Verynice
@sagarbehera6497
@sagarbehera6497 2 года назад
Verinice
@ManojKumar-ki9tm
@ManojKumar-ki9tm 2 года назад
ଭାଇ ଙ୍କ କଣ୍ଠ ଭଗବାନ ଅବଦାନ, ନ ହେଲେ ୟେ ଆଧୁନିକ ଯୁଗ ରେ ୟେ ଭଳି ଗୀତ ଗାଇ ସମସ୍ତଙ୍କୁ ବାନ୍ଧି ରଖିବା ବିରଳ।
@JasmineParida356
@JasmineParida356 2 года назад
Bhai sata katha kn pai ke jani e gita suniba pare alaga kichhi gita sunibaku ichha houni.
@ronakmishra1367
@ronakmishra1367 2 года назад
@@JasmineParida356 right
@ManojKumar-ki9tm
@ManojKumar-ki9tm 2 года назад
@@JasmineParida356 ଭାଇ ଠିକ ୟେ ଗୀତ ଶୁଣିବା ପରେ ଜଣେ କମ ବୟସର ଯୁବକ ବି ଭଗବାନ ପ୍ରେମୀ ହୋଇଯିବ।
@pradeepkumarsahu8060
@pradeepkumarsahu8060 2 года назад
ବହୁତ ସୁନ୍ଦର କଥାଟେ କହିଲେ ଆପଣ
@pradeepkumarsahu8060
@pradeepkumarsahu8060 2 года назад
👍🙏ବହୁତ ସୁନ୍ଦର ବହୁତ ଖୁସି ଲାଗୁଚି ଏମିତି ଭିଡିଓ ଦେଖିକି
@manaskumarchand6402
@manaskumarchand6402 2 года назад
ସତରେ ଏଭଳି ନିଖୁଣ କଳାକାର ଜିବଦଶା ଭିତରେ ପ୍ରଥମ ଥର ଦେଖୁଚି ଜୟ ଜଗନ୍ନାଥ ସ୍ଵାମୀ
@lipsaswain5447
@lipsaswain5447 2 года назад
Not only Papu sir but also the team members are such type of stunners.they all r responsible r respected for this masterpiece.proud to be from this hindu culture.jay kamalapati
@tunanayak3754
@tunanayak3754 2 года назад
Eeeeee
@tunanayak3754
@tunanayak3754 2 года назад
Eeeedeeeee
@tunanayak3754
@tunanayak3754 2 года назад
Eeeeeeedeeeeeeee
@kartikeswarsahoo3489
@kartikeswarsahoo3489 2 года назад
ବହୁତ ସୁନ୍ଦର କଣ୍ଠ କୁ ସୁନ୍ଦର ପରିବେଷଣ 🙏
@bhupeshkarmi513
@bhupeshkarmi513 2 года назад
ଏ। ନାରଦ। ଅଭିନେତା। ପପୁ ଝୁଲ୍ ରେ। ନିତାଇ ଝୁଲ୍। ଗୀତ। ଭଲ। ତାଳ ଲୟରେ। ଗାଉଛନ୍ତି ।। ୟାଙ୍କ। ଗୀତ। ଭାଇରାଲ୍ ପରେ। ଅନ୍ୟ। କଣ୍ଠ ଶିଳ୍ପୀ। ମାନେ। ଗାଇଛନ୍ତି ସତ। ହେଲେ। ୟାଙ୍କ। ତଳେ। ଭଗବାନ। ୟାଙ୍କ। କଣ୍ଠ ରେ। ଯାଦୁ। ଦେଖାଇଛନ୍ତି।।
@rabindrabisoyi706
@rabindrabisoyi706 2 года назад
Rit bhai
@yg.a.t444gamer7
@yg.a.t444gamer7 2 года назад
ସେ ତ ଯାଦୁ ଦେଖାଇଲେ ମାତ୍ର..... ଆମେ କାର୍ଯ୍ୟରେ କରି ସମାଜକୁ ଯାଦୁ ଦେଖାଇବାର ଅଛି... 🙏🏻
@pradiptikirajvlogs6786
@pradiptikirajvlogs6786 2 года назад
Today I am very excited to see someone that type of multi talented artist in odisha ... God bless you brother
@astupujari1689
@astupujari1689 2 года назад
8520
@sridhardash9799
@sridhardash9799 2 года назад
🙏
@padmalochansethi6335
@padmalochansethi6335 2 года назад
ଅତି ସୁନ୍ଦର କଳାକାର ଏମାନେ ହେଲେ କଳା ପ୍ରଦର୍ଶନ ବେଳେ ଏମିତି ଆସି disturb କରାନ୍ତୁ ନି ପଇସା ପରେ ଦେଲେ ବି ଚଳିବ
@mamatamaharana9210
@mamatamaharana9210 2 года назад
Pura super duper ke upar👌👌👌👌👌👌
@sidhantkanungo3509
@sidhantkanungo3509 2 года назад
odisha needs such a talented artist
@srirampradhan4391
@srirampradhan4391 2 года назад
ଜନ। ଏ
@viny9876
@viny9876 2 года назад
Oh GOD, What a Talent ?/>/. This Young BOY made a gusty viral within few days ..... Honestly speaking it is matter of great concerned that He is singing all types of mythology spontaneously ... With Enchanting dance .... So, WHY he got gusty viral Because He HAS true voice of mesmerizing to every one ///// Thanks
@anjalikaran6889
@anjalikaran6889 2 года назад
ଅତି ସୁନ୍ଦର ଭିଡ଼ିଓ
@reefaranibehera6178
@reefaranibehera6178 8 месяцев назад
78😮😅😅⁰p
@jayadrathajena336
@jayadrathajena336 2 года назад
ଇଏ ହେଉଛନ୍ତି ଓଡିଶା ର ଗୌରବ
@anandabudhia3943
@anandabudhia3943 2 года назад
ଭାରତର ପ୍ରକୃତ ସଂସ୍କୃତି କବେ ବି ଲୋପ ପାଇବ ନାହିଁ ଆପଣମାନଙ୍କ ପରି ପ୍ରକୃତ କଳାକାର ଥିବା ପର୍ଯ୍ୟନ୍ତ 🙏
@krushnabakhya9220
@krushnabakhya9220 2 года назад
I'm very impressed,what a voice jai jagannath🙏🙏🙏
@ranisatpathy7058
@ranisatpathy7058 2 года назад
I lv ds song...papu bhainka kanthharu e gita suni aahuri aananda laaguchi..aau emti feel hauchi jemitiki mo kaalia mo paakhe achhi
@chandrasahu7320
@chandrasahu7320 2 года назад
Proud of Odisha culture....
@kabitapriydreshinidashkabi252
@kabitapriydreshinidashkabi252 2 года назад
ଅତି ସୁନ୍ଦର god bless u ପପୁ 👌👌👌👌👍👍
@ckbkkhol
@ckbkkhol 17 дней назад
Gita ti bahut bahut bahut badhia heichi . jete sunile mana manuni au alga kahara gita au suni hauni . Nitai Gaura maha prabhu apananku khusi re rakhithantu
@MAHADEBNAYAK
@MAHADEBNAYAK Год назад
କି ସୁନ୍ଦର କଣ୍ଠ 🙏 ଜୟ ଜଗନ୍ନାଥ 🙏
@pihupriya4562
@pihupriya4562 2 года назад
Perfect expression...... Dance song music ❣️🎶❣️
@kunjalatajena3196
@kunjalatajena3196 2 года назад
ପପୁ ତମକୁ ଶହେ କୋଟି ଜୁହାର।
@dilipgaming3355
@dilipgaming3355 2 года назад
Naima
@suryakantamahalik3462
@suryakantamahalik3462 2 года назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-AQfkBmrH6-8.html ଅରିଜିନାଲ ଗୀତ ଶୁଣନ୍ତୁ ... ଜାଣିପାରିବେ କି କିଏ ଅରିଜିନାଲ.....ପପୁ ଜଣେ ସିଙ୍ଗର ନୁହଁନ୍ତି କିନ୍ତୁ ମିଛରେ ନାଁ କାମଉଛନ୍ତି.....
@mithamithakatha....2609
@mithamithakatha....2609 2 года назад
Wow bahut sundar Laguchhi... Jay Jagannath 👏👏👏
@rachanasahu8066
@rachanasahu8066 2 года назад
Satare jete dekhile ki sunile mana kahuchi ahuri dekhiba ku suniba ku Papu vai u r really briliant or amazing voice jagannath pravu tuma ku ahuri aga ku niontu ame emiti ahuri sundar Gita sunuthau🙏
@devsinghsamanta3468
@devsinghsamanta3468 2 года назад
best SOLO BHAJAN of RATHA YATRA 2022 , REALLY MINDBLOWING STAGE PERFORMANCE..... JAY JAGANNATH.
@kailashsethy712
@kailashsethy712 2 года назад
Narada prabhu apanaku Koti Koti pranam. Odisa ra no 1 kalakar. Thank you Papu Bhai. Nayagada matira pua. Odisa ra pua. Thank you.
@comedyvideoodia2419
@comedyvideoodia2419 2 года назад
ଅତି ସୁନ୍ଦର ଗୀତ
@kamalnayak706
@kamalnayak706 2 года назад
ସ୍ୱର, ପରିବେଷଣ ଆଉ ବାଦ୍ୟ ବହୁତ ବଢିଆ
@banamalipatra514
@banamalipatra514 2 года назад
Bahut sundar hruday chuila valia gita 👌👌👌👌👌
@radhamaninayak4006
@radhamaninayak4006 Год назад
Ati sundar Papu bhai nkar Gita
@bhubaneswarirana32
@bhubaneswarirana32 2 года назад
ପପୁ ଭାଇ ଏ ଭୋଜନ ଟି ମୁ ପ୍ରଥମେ ତମରି କଣ୍ଠ ରୁ ସୁଣିକି ଜାଣିଲି ଆଉ ବୋହୁତ ଭୋଲ ଗାଇଛନ୍ତି ।
@saratkumarsahoo7762
@saratkumarsahoo7762 2 года назад
Voice, action and role Beautiful.
@binaykumarnayak9114
@binaykumarnayak9114 2 года назад
Voice of Real Devotee
@pappusahu9916
@pappusahu9916 2 года назад
SALUTE YOU PAPPU BISWAL BHAI ... YOU R THE PROUD OF OUR COUNTRY BHARAT... JAY HIND 🇮🇳
@sarojkumarbehera2407
@sarojkumarbehera2407 2 года назад
Bahut bhala.Bhagawan tumaku bahuta aagaku niantu.God bless you
@pabitramohapatra6106
@pabitramohapatra6106 3 месяца назад
outstanding perfermance by Papu biswal, gud luck and stay blessed by God JAGANNATH MAHAPRABHU
@priyanshocreation
@priyanshocreation 2 года назад
ସତେରେ ଆପଣଙ୍କ ଗୀତ ଟି ବହୁତ ଭଲ ଲାଗୁଛି 😍
@dharmanandamallick4637
@dharmanandamallick4637 2 года назад
Really exceptional, outstanding performance, unbeatable.
@jayantisamal3572
@jayantisamal3572 2 года назад
ଅତି ସୁନ୍ଦର । ଆଗକୁ ବଢ ଛୁଆ ଭାଇ .... ହରିବୋଲ
@chinmayakund4417
@chinmayakund4417 2 года назад
Outstanding performance 🙏 Jay Jagannath
@rojapradhan1629
@rojapradhan1629 2 года назад
Best of luck bhai amiti agaku bhala kara
@hindustani3794
@hindustani3794 2 года назад
Kisiko Etna bhakti k sath prabhu k gana gata dekh aankh bhar ata hy 🙏🙏🙏 superb bro
@ranjandas8018
@ranjandas8018 2 года назад
Outstanding performance ନାରଦ Papu bhai
@sanatansahu2101
@sanatansahu2101 2 года назад
Bahut bhal lagla Papu dadanka Gita I like you Papu dada
@kunaldas517
@kunaldas517 2 года назад
Hats up to the actor and his all time great performance So dedicated sir
@dharitrisundaray766
@dharitrisundaray766 2 года назад
Seriously heart touching song with performance....... excellent 👌👌👌👌👌👌 bahut bahut sundar
@srikanta671
@srikanta671 2 года назад
ବହୁତ ସୁନ୍ଦର ହୋଇଛି ଧନ୍ୟବାଦ ଭାଇ ପପୁ ଯେତେ ଦେଖିଲେ ମନ ଭରୁ ନାହିଁ
@raghupanthamohanty727
@raghupanthamohanty727 2 года назад
ଅତି ଚମତ୍କାର ଅଭିନୟ ! ବାରମ୍ବାର ଦେଖିବାକୁ ଇଚ୍ଛାହୁଏ ..
@pramoddas8889
@pramoddas8889 2 года назад
Good voice and good writing 🙏🏼jay jagannath🙏🏼
@skbapun1069
@skbapun1069 2 года назад
Proud feel ❤️❤️❤️❤️ love you Papu bhai 🙏🥰 jay Jagannath ⭕❗⭕🙏🚩🚩
@pusparanijena7745
@pusparanijena7745 2 года назад
Dancing with singing ... what a talent .....waaa..... Love frm nayagarh....
@jayantanaik7942
@jayantanaik7942 Год назад
ଅତି ସୁନ୍ଦର ଭାବରେ ଭାଇ ଗୀତଟିକୁ ଗାଇଛନ୍ତି ଆଶା କରୁଛି ଯେ ସମସ୍ତଙ୍କୁ ଭାଇଙ୍କ ଅଭିନୟ ଭଲ ଲାଗିବ 🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪
@sumitrasamantaray3981
@sumitrasamantaray3981 2 года назад
Thank u so much vai ete sundar vaba vakti re gita bolithibaru gita suniki deha mana re siharana hoijau6i mora favorite song ,,,
@subratroutray7454
@subratroutray7454 2 года назад
It's real talent, God bless you brother.
@prafullachandrasethy6222
@prafullachandrasethy6222 2 года назад
Melodious tone.
@suchitrapradhan6152
@suchitrapradhan6152 2 года назад
Nice song with perfect expression. jai jagannath
@jogeswarmajhi4529
@jogeswarmajhi4529 2 года назад
ଯେତେ କଣ୍ଠ ଶିଳ୍ପୀ ଗାଇଲେ ...ବି ଏ ଭାଇ ଙ୍କ ଗୀତ ଶୁଣିଲେ ଆହୁରି ଶୁଣିବାକୁ ମନ ହେଉଛି କାହିଁକି ।
@hemantakumar8336
@hemantakumar8336 2 года назад
Hn
@rowdysipu1430
@rowdysipu1430 2 года назад
ବହୁତ ବଢିଆ
@bikashmandal3052
@bikashmandal3052 2 года назад
He is really a God gifted person❤️
@user_Puja789
@user_Puja789 2 года назад
🤗voice🥰 ku. Maniba ku podiva 🥺jete sunile bi mona bujuni bara bara sunibaku echaaa hauchi😊😊😊 god bless you bro😎 big fan 😎
@suryakantamahalik3462
@suryakantamahalik3462 2 года назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-AQfkBmrH6-8.html ଅରିଜିନାଲ ଗୀତ ଶୁଣନ୍ତୁ ... ଜାଣିପାରିବେ କି କିଏ ଅରିଜିନାଲ.....ପପୁ ଜଣେ ସିଙ୍ଗର ନୁହଁନ୍ତି କିନ୍ତୁ ମିଛରେ ନାଁ କାମଉଛନ୍ତି.....ଅରିଜିନାଲ ଶୁଣନ୍ତୁ ବହୁତ ଭଲ ଲାଗିବ
@ranjitapatra2834
@ranjitapatra2834 2 года назад
So much impressive n very nice performance.God bless you.
@Lalit_official2003
@Lalit_official2003 2 года назад
ବହୁତ୍ ସୁନ୍ଦର୍ କଣ୍ଠ ବହୁତ୍ ସୁନ୍ଦର୍ ପରିବେଷଣ ।।
@kamalinimahapatra6865
@kamalinimahapatra6865 2 года назад
ଜୟ ଜଗନ୍ନାଥ ସତେ କି ଲେଖକ ଏ ଭଜନ ଏ ଭାଇ ଙ୍କ ଲାଗି ଲେଖିଛନ୍ତି
@prasannabhoi9430
@prasannabhoi9430 2 года назад
Outstanding performance so very nice is your voice
@bhoisabita4482
@bhoisabita4482 2 года назад
Bahut sundar performance 👍
@letsplaytogether7611
@letsplaytogether7611 2 года назад
ସତରେ ଭାଇ nka କଣ୍ଠ ସୁଣିରେ ଭଗବାନ ଙ୍କ ସାକ୍ଷାତ ହେଲା ଭଳି ଲାଗୁଛି। ତୁମେ ଆମ ପାଇ ଭଗବାନ ଙ୍କ ଅବତାର୍
@sadhudas2758
@sadhudas2758 2 года назад
The typical village tune of the song is best of all . Thanks to the music composer
@ranjitkumarpalai9522
@ranjitkumarpalai9522 2 года назад
Very nice voice bro. God bless you always.
@purnachandramuni9029
@purnachandramuni9029 2 года назад
In fact today I have listen the original song by Sricharan. But will not hesitate to recommend this person as the way he sung and dance, its just unbelievable. The tone is much sweeter than Sricharan. As he might be singing for market, but this young artist is just enjoying while singing & dancing also so beautiful. Lord Jagannath will bless you brother. Keep it up
@munabhuyan6895
@munabhuyan6895 2 года назад
Woww bhai bahut sundar Tama kantha ru jete thara sunile subibaku him icha hauchi❤️❤️❤️❤️
@prabhudatta--geru
@prabhudatta--geru 2 года назад
Voice , expression & dance everything was brought goosebumps
@shibanaik1084
@shibanaik1084 2 года назад
Amazing acting and singing sir....love from sundargarh ❤️❤️❤️❤️
@roseroy8031
@roseroy8031 2 года назад
Without music he is singing very beautiful his song is more beautiful than reputed singers. We should make him popular making more views
@rajfitness1229
@rajfitness1229 2 года назад
No absolutely wrong he is a street singer n his voice is not good.. original voice is always best 👍
Далее
Cute
00:16
Просмотров 3,7 млн