Тёмный

ପୋଲ ଉପରେ ସହର ପୋଲ ଉପରେ ଘର କରି ରହୁଛନ୍ତି ଲୋକ || CITY IN THE BRIDGE IN CHINA  

ମୁଁ TRAVELLER
Подписаться 903 тыс.
Просмотров 264 тыс.
50% 1

ପୋଲ ଉପରେ ସହର ପୋଲ ଉପରେ ଘର କରି ରହୁଛନ୍ତି ଲୋକ || CITY IN THE BRIDGE IN CHINA #mutraveller
#labahansda

Опубликовано:

 

20 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 998   
@SLF__RAJESH
@SLF__RAJESH 17 дней назад
କେବଳ ଲବ ଭାଈ fans ଲାଇକ୍ କର ଜୟ ଜଗନ୍ନାଥ ❤😊
@lipuworld77
@lipuworld77 17 дней назад
Au kusha bhai fan 😊😊
@Rellssboy1
@Rellssboy1 17 дней назад
Kia kou tharu video dekhucha please comment kara ❤
@babulisahu1034
@babulisahu1034 17 дней назад
​@@Rellssboy1Koraput
@SLF__RAJESH
@SLF__RAJESH 17 дней назад
@@Rellssboy1 bhai mu jajpur ru 💗🙌🏻
@SLF__RAJESH
@SLF__RAJESH 17 дней назад
@@lipuworld77 ❤️‍🩹🫶🏻🤭😂
@thirdeye9492
@thirdeye9492 17 дней назад
ଭାରତରେ ଲୋକ ସାଲୁବାଲୁ ବଣରେ ନାହାନ୍ତି ବାଘ ଭାଲୁ 😢 ରାସ୍ତା ଘାଟ ଆବର୍ଜନା ମୟ ଶଠ ନେତା ଧର୍ମଧାରୀ ଭୟ ଭାରତର ଦେଢ଼ ଗୁଣା ଲୋକ ଚୀନ ରେ କରନ୍ତି ବସବାସ ତଥାପି ସୁନ୍ଦର ପରିବେଶ ପାହାଡ଼ ଜଙ୍ଗଲ ଓ ଆକାଶ ସବୁ ଲାଗେ କେଡେ ବ୍ୟବସ୍ଥିତ ଅଳସେ ଭାରତ ବିପର୍ଯ୍ୟସ୍ତ 😢 😢😄
@sushilchakisushil557
@sushilchakisushil557 17 дней назад
❤❤❤❤😊😊😊
@dharamdhartimusicstudio9088
@dharamdhartimusicstudio9088 17 дней назад
Super😍
@ShyamaSunderMohanta
@ShyamaSunderMohanta 17 дней назад
❤❤❤❤❤
@haradhanbehera9681
@haradhanbehera9681 17 дней назад
ଯାହା ହଉ ଚୀନ ଦେଖିବାକୁ ମିଳୁଛି
@surendrajena8419
@surendrajena8419 16 дней назад
😊😅
@binodkumar-px7ld
@binodkumar-px7ld 17 дней назад
ପୋଲ ଉପରେ ଘର ଅଛି ଏଇଟା ବହୁତ୍ ସୁନ୍ଦର ଦିଶୁଛି ଲବଭାଇ
@tinahgarajentertainment1557
@tinahgarajentertainment1557 17 дней назад
ଆମ ଲବ ଭାଇ ପାଇଁ ଆମେ chine ଦେଶ ବୁଲିପରୁଛୁ ସେଥି ପାଇଁ ଜବରଦସ୍ତ like ହେଇଯାଉ
@GANGSTAR143YT
@GANGSTAR143YT 17 дней назад
ଲବ ଭାଇ ଏତେ ଏଣ୍ଟରଟେନମେନ ଭିଡିଓ ବନାନ୍ତି ବହୁତ୍ ହିଁ ବଢିଆ ଲବ ଭାଇଙ୍କ ପାଇଁ ଗୋଟିଏ like ବନେ Joy Jagannath 🙏
@user-co4es3jl7n
@user-co4es3jl7n 17 дней назад
ଭଲ ଜାଗା, ସୁନ୍ଦର ଲାଗୁଚି, ଲବ ଭାଇ ଆପଣଙ୍କ ପାଇଁ ଦେଖି ପାରିଲୁ, ଥାଙ୍କ ୟୁ, କଟକ ଜିଲ୍ଲା ନରସିଂହପୁର ରୁ ସପୋର୍ଟ ହୃଦୟ ରୁ
@dasarathimohapatra618
@dasarathimohapatra618 17 дней назад
ଚୀନ ଦେଶରେ ପଲ ଉପରେ ଘର ବହୁତ ସୁନ୍ଦର ଲାଗିଲା ଓ ସେଠାରେ ପାର୍କ ଟି ଅତି ସୁନ୍ଦର ଭାବରେ ତିଆରି କରାଯାଇଅଛି, ବହୁତ ସୁନ୍ଦର ଲାଗିଲା ଭିଡିଓ ଟି,ଜୟ ଜଗନ୍ନାଥ,
@ratanlalpurty3569
@ratanlalpurty3569 17 дней назад
ବହୁତ ସୁନ୍ଦର ଜାଗା, ମନ କୁ ଛୁଇଁଲା, God Blesse Brother ❤️🌹❤️❤️🌹❤️🌹
@hrudanandasankhua5824
@hrudanandasankhua5824 17 дней назад
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@kilogram382
@kilogram382 17 дней назад
ଲବ ଭାଇ ଆପଣ ଇଣ୍ଡିଆ ର No.1 ବ୍ଲଗର। oh I ni ଲବ ଭାଇ 😂ପୋଲ ଉପରେ ଘର ଦେଖି ମୋତେ ବହୁତ ଖୁସି ଲାଗିଲା।
@pramodbhoi7563
@pramodbhoi7563 17 дней назад
ଲଭ ଭାଇ ମୋତେ ତମୋ ଡ୍ରୋନ ସର୍ଟ ଟା ବହୁତ ଭଲ ଲାଗେ..ଆଉ କାହା କାହାକୁ ଲଭ ଭାଇର ଡ୍ରୋନ ସର୍ଟ ଟା ଭଲଲାଗେ ଗୁଟେ ଲାଇକ👍🏻 କର❤❤
@sasmitanayak3130
@sasmitanayak3130 17 дней назад
କୋଉ ମାନେ ଲବ ଭାଈ ଙ୍କୁ ହୃଦୟ ରୁ ଭଲ ପାଉଛ ଗୋଟେ like ହଉ 😊😊
@NandakiswarMallick
@NandakiswarMallick 17 дней назад
ଜୟ ଶ୍ରୀ ରାମ ବହୁତ ବହୁତ ସୁନ୍ଦର ଧନ୍ଯବାଦ କନ୍ଧମାଳ ରୁ ❤❤❤❤❤
@janakakanhar
@janakakanhar 17 дней назад
ଯାହା ହଉ ଭାଇ ଥମ ପାଇଁ ଆଜି ଆମେ ଚୀନ୍ ସିଟି ସୋଇକି ଦେଖୁଛୁ ଲୋଭ ୟୁ ଲୋଭ ଭାଇ ଏମିତି ଆଗକୁ ବଢିଛାଲ ଜୟ ଜଗନ୍ନାଥ 🙏🙏👍👍👍
@hemantabahera8047
@hemantabahera8047 17 дней назад
ଗଜବ ଦେଶରେ ଅଜବ ଦିନିଶ ଦେଖିବକୁ ମିଳୁଚି ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤❤❤
@bajuramsamad9009
@bajuramsamad9009 17 дней назад
ବହୁତ ବହୁତ ଭଲ ପାଇବା ଭାରତ ରୁ 🇮🇳 ଜୟ ହିନ୍ଦ
@user-bg5my8tn1o
@user-bg5my8tn1o 17 дней назад
ଯେତେ ଲୋକ ଦେଖୁଛ ସମସ୍ତେ ଗୋଟିଏ ଗୋଟିଏ ଜଣାଙ୍କୁ ଭିଡ଼ିଓ ସେୟାର୍ କଲେ 1 million ହୋଇଯିବ ତେଣୁ ଭାଇମାନେ Please share କରନ୍ତୁ❤
@sarbeswarasisa1810
@sarbeswarasisa1810 17 дней назад
ଜୟ ଜଗନ୍ନାଥ ଲବ ଭାଈ ରଥ ଯାତ୍ରା ପୂର୍ବରୁ 1 million subscriber ହେଇ ଯାଉ ତମ channel ର 🎉
@theanimal3153
@theanimal3153 17 дней назад
ଚାଇନାରେ କୋଉଠି ଘର ଭିତରେ ଟ୍ରେନ ଯାଉଚି ତ କୋଉଠି ପୋଲ ଉପରେ ଘର 😂😂ଅଜବ ଦେଶ 👌👌👌👌👌👌
@hoponmajhi3424
@hoponmajhi3424 17 дней назад
sethe pei dheako india kete goribo occhi china devloment kori sarilani jau goribo sei goribo hei kina occhi india bhai bhujilu 😊😊😊
@hembramdj7371
@hembramdj7371 14 дней назад
Different thinking mind from other countries people😂😂😂😂😂😂
@subham1954
@subham1954 17 дней назад
ଲବ ଭାଇ ବହୁତ୍ ସୁନ୍ଦର୍ ଭିଡିଓ ❤❤❤ ଗୋଟେ like ହଉ ❤❤❤❤
@kartik070
@kartik070 17 дней назад
ଲବ ଭାଇଙ୍କୁ ଯିଏ ହୃଦୟରୁ ଭଲପାଉଛନ୍ତି ଲାଇକ କରନ୍ତୁ 👉❤️ ଲଭ ୟୁ ଲବ ଭାଇ ❤
@BabugoudaBabu
@BabugoudaBabu 15 дней назад
@manojentertainment6658
@manojentertainment6658 17 дней назад
Chinaa ସ୍ବର୍ଗ ତିଆରି କରିଦେଇଛି,କିନ୍ତୁ ସେଠାରେ ଦେବତା ହିଁ ନାହାଁନ୍ତି।ମାନେ ଜନଶୂନ୍ୟ। ବହୁତ୍ ଭଲ ଲାଗିଲା realy ଲବବ।ବୁ ଯେତେ ଭିଡିଓ କରିଛ,ସବୁଠୁ ଏଟା ସୁନ୍ଦର। 600mb data ସରିଗଲା । ମୁଁ download କରିକୀ ଦେଖିଥିଲେ କମ୍ data ହେଇଥାନ୍ତା ବୋଧେ। ହୃଦୟରୁ ଧନ୍ୟବାଦ୍ 💞🙏♦️🙏💞
@gauravbhoi444
@gauravbhoi444 17 дней назад
ଭାଇ ତୁମ ଭାଗ୍ୟରେ ଅଛି ଦେଶ ବିଦେଶରେ ବୁଲି ପାରୁଛ ଏବଂ ଆମକୁ ବହୁତ ସୁନ୍ଦର ଭୀଡିଓ ଦେଖେଇ ପାରୁଛ I love you bro
@devanandofficial6342
@devanandofficial6342 17 дней назад
ଚାଇନିଜ୍ ଲୋକ ସାଙ୍ଗରେ ଆଉ ଟିକେ ବେଶି ସମୟ ଇଂଲିଶ ରେ କଥା ହେବେ ଲବ ଭାଇ ଭଲ ଲାଗୁଛି
@durjyakumarsabar5032
@durjyakumarsabar5032 17 дней назад
ଧନ୍ୟବାଦ ଲବ ଭାଇ ଏତେ ସୁନ୍ଦର ବିଡ଼ିଓ ହାନି ଥିବାରୁ। ମୋନ ଖୁସି 😊 ହୋଇ ଗଲା Please One like 👍ଲବ ଭାଇଙ୍କ hard work
@user-el1qv1sh7y
@user-el1qv1sh7y 17 дней назад
Wonder full vlog very nice 😊
@binaykumarpradhan7414
@binaykumarpradhan7414 17 дней назад
ବହୁତ୍ ସୁନ୍ଦର ଲାଗୁଛି
@un.status3624
@un.status3624 17 дней назад
Bahut sundar china
@GotiMuktiAndolan_Odisha
@GotiMuktiAndolan_Odisha 17 дней назад
ସ୍ନେହର ଲବ। ଭଲ ଲାବୁଛି ତୁମ ଭିଡିଓ ଦେଖି ନୂଆ ଜିନିଷ ଜାଣିବାକୁ ବି ମିଳୁଛି। ଧନ୍ଯବାଦ। ତୁମକୁ ଅନୁରୋଧ କରୁଛି ଯଦି ପାରୁଛ ଚୀନର ଗ୍ରାମାଞ୍ଚଳ ଓ ଦାରିଦ୍ର୍ଯ କିପରି ଅଛି ଦେଖାଇଲେ ଭଲ ଲାଗିବ
@lbmusic2929
@lbmusic2929 17 дней назад
ଆମ ନବରଙ୍ଗପୁର କିଏ କିଏ ଦେଖୁଛ like କର୍ laba ଭାଇକୁ❤
@complex-ew6pp
@complex-ew6pp 17 дней назад
I admire LABA Bhai bcoz ❤ 1.He never did any promotion for money 2.He always try to educate odias through vlogs. 3.He didn't upload regular videos in HINDI which can benefited him with millions of views 😀 Hats off broo ❤❤
@chittaranjansahoo4482
@chittaranjansahoo4482 17 дней назад
Jou mane laba bhai ku bhala paucha like kara ❤️👍
@JssardarLife
@JssardarLife 17 дней назад
ମୁଁ ଜାଣିଚି ମୋ କମେଣ୍ଟ୍ କୁ ଲାଇକ କରିବା ପାଇଁ ଆସିଚ😂😂😂😂😂
@manojbag8823
@manojbag8823 15 дней назад
ବହୁତ ନୁଆଁ ଜିନିଷ ଦେଖିବାକୁ ମିଳୁଛି... Love you ଲବ ଭାଇ ❤❤❤❤️❤️❤️💞💞💞🥰🥰🥰🥰🥰❤️❤️💞💞🥳🥳
@mtutyunjaya3186
@mtutyunjaya3186 15 дней назад
ଜୟ ଜଗନ୍ନାଥ ଧନ୍ଯବାଦ ଭାଇ ବହୂତ ବହୂତ ବଢ଼ିଆ ❤❤❤❤
@user-ev2wj5ud2y
@user-ev2wj5ud2y 17 дней назад
ଲବ ଭାଇ china ର glass bridge ଆଉ ସ୍ବର୍ଗ ରାସ୍ତା ଦେଖାଅ😮😮😮 ଜୟ ଜଗନ୍ନାଥ 😮😮😮
@deepakbhutia1955
@deepakbhutia1955 17 дней назад
ଭାଇ ଆମ ଦେଶରେ ପୋଲ ଉପରେ ଗାଡି ଚାଲିବା ପୂର୍ବରୁ ପୋଲ ଭାଙ୍ଗି ଯାଉଛି ଏବଂ ଚୀନ ରେ ପୋଲ ଉପରେ ଘର ବନେଇ ଲୋକ ରହୁଛନ୍ତି 😅
@user-ib1kf7oo1h
@user-ib1kf7oo1h 15 дней назад
😂😂😂
@dhanirambeg7820
@dhanirambeg7820 17 дней назад
ଲବ ଭାଇ ଯୁହାର ❤❤❤❤ ବହୁତ ସୁନ୍ଦର ଭିଡିଓ ଗୁଡ ଲୁକିଙ୍ଗ ସବୁ କିଛି ସୁନ୍ଦର ପ୍ରାକୃତିକ ପରିବେଶରେ ଭରା ସିନ୍ ବହୁତ ସୁନ୍ଦର 🎉
@chaitanyacharanmadhei8167
@chaitanyacharanmadhei8167 17 дней назад
Bhai ଆପଣ china Jai tk besi Handsome ଦେଖା ଯାଉଛନ୍ତି 👌👌👌👌👍🙏
@JssardarLife
@JssardarLife 17 дней назад
ଆପଣ ମାନେ ଖୁସି ତୋ ❤❤❤❤❤❤
@sabitacreations
@sabitacreations 17 дней назад
(Picha dhoibaku pani nahi ) line was very funny 😂😂😂😂😂😂😂😂😂hasi hasi gadi gali laba bhai 😂😂😂
@pabitrafun1344
@pabitrafun1344 16 дней назад
😂😂😂😂😂
@chandramanimahanta8332
@chandramanimahanta8332 17 дней назад
ଭଲ ଲାଗିଲା ପୁଲିଆ ଉପରେ ଘର ଆଉ ପାର୍କ ଦେଖି ଜୟ ଜଗନ୍ନାଥ
@user-vr9ro7bn9f
@user-vr9ro7bn9f 17 дней назад
ଲବ ଭାଇଙ୍କୁ ବହୁତ ବହୁତ ବହୁତ ଧନ୍ୟବାଦ
@Sujeet_babu
@Sujeet_babu 17 дней назад
ଲବ ଭାଇ ଚାଇନା ର ସ୍ବର୍ଗ କୁ ଯିବା ରାସ୍ତା କୁ ଦେଖାଅ ନା ପ୍ଲିଜ 🙏
@Reeta683
@Reeta683 17 дней назад
Apankar smile bahut sundar 😊
@Anonymous_4
@Anonymous_4 14 дней назад
ଭାଈ ମୋରୋ ଏମିତି ଜାଗା ଯାକ ବହୁତ୍ ପ୍ରିୟ, ❤, ଧନ୍ୟବାଦ୍ ଲବ ଭାଈ।
@samirabhatta792
@samirabhatta792 17 дней назад
ସୁପର ହିଟ୍ ଭିଡିଓ ଥିଲା । ମାଡ଼ି ଚାଲ ଲବ ବାବୁ,ଜୟ ଜଗନ୍ନାଥ ।
@aadilifestyle7378
@aadilifestyle7378 17 дней назад
Lov😊e from କେନ୍ଦ୍ରାପଡ଼ା ❤️❤️❤️
@xyzvlogs001
@xyzvlogs001 17 дней назад
I think 1 million Subscriber is not far away. If daily videos come like this then it will be completed before the Rath Yatra.❤
@DBGSV426
@DBGSV426 14 дней назад
ମୋ ମନକୁ ଟାଣି ନେଲା ସେହି Chaina City❤❤❤ବହୁତ ସୁନ୍ଦର ଜାଗାଟିଏ ଭଲ ଲାଗିଲା❤👍Thank you Bhai, 🤝
@kariahembram3216
@kariahembram3216 17 дней назад
ବହୁତ ବହୁତ ସୁନ୍ଦର ହେଇଛି 🎉🎉🎉
@umakanthans6316
@umakanthans6316 17 дней назад
ଲବ ଭାଇ ମୁଁ ଅନେକ ଥର କମେଣ୍ଟ କରିସାରିଲିଣି ମୋ କମେଣ୍ଟ ର ରିପ୍ଳେ ଯମାରୁ ଦୋଉନ କି ସେ ଯାଗା କୁ ଯମାରୁ ଯାଉନ ଦୟାକରି beipanjiang bridge କୁ ଟିକେ ଦେଖାନ୍ତୁ। ବହୁତ ବହୁତ ଅନୁରୋଧ ନମସ୍କାର 🙏🙏🙏🙏🙏🙏🙏 ମୁଁ ଗୋଟେ ତମର ବହୁତ୍ ବଡ଼ ଫ୍ୟାନ
@xyzvlogs001
@xyzvlogs001 17 дней назад
ଓ ଆଇ ଟି ଲବ ଭାଇ❤
@user-hg5wj8zn3t
@user-hg5wj8zn3t 17 дней назад
Bahut bhala lagila ae sundar place ku dekhiba paine
@user-eg6xf4xx4h
@user-eg6xf4xx4h 16 дней назад
ଲବ ଭାଈ ଯାହାହୋଉ ଚାଇନା ଦେଶ ଦେଖୀବାକୁ ମିଳୁଛି❤❤❤ ଆଉ ଯଅଉ ଭାଈ ମାନେ ଖରାପୋ କମେଟ କୋରୁଛନ୍ତି ସେମାନେ ଦୁନୀଆରେ ମଣୀଷ ନୁହେ।
@manaskumar9259
@manaskumar9259 17 дней назад
Very nice 👍👍👍
@RajuBankira-u5l
@RajuBankira-u5l 17 дней назад
Chaina ଝିଅ❤ ରୁ ଘଟେ ଆଣିବ ଆସିଲା ବେଳକୁ ଆଣୀଵ ଲବ ଭାହି❤❤❤❤❤🎉😮😮
@sundarmohanmarndi7979
@sundarmohanmarndi7979 16 дней назад
ବହୁତ ସୁନ୍ଦର ଘର କରିଛନ 🎉🎉🎉🎉
@mr--ag-alok--620
@mr--ag-alok--620 16 дней назад
ଜୟ ମା ସମଲେଇ... ବହୁତ ବହୁତ ଶୁଭେଚ୍ଛା ଦାଦା.... Good bless you 😍❤️
@MunaKishan-ok6lz
@MunaKishan-ok6lz 17 дней назад
Nic bhai
@sksidharthofficial3263
@sksidharthofficial3263 17 дней назад
ମୁଁ ମଧ୍ୟ ଆପଣଙ୍କ ପରି vloging ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏❤️
@JitenShiva-ld4df
@JitenShiva-ld4df 17 дней назад
🎉🎉
@ranjita813
@ranjita813 17 дней назад
Agaku jaa vai❤❤❤
@Siddhixyzcreations
@Siddhixyzcreations 17 дней назад
Ok
@Odiatechteachers
@Odiatechteachers 17 дней назад
Hn kariba
@user-de1nd5me6l
@user-de1nd5me6l 17 дней назад
Jay Jagannath Rd kendrapara talchua odisha
@sandhyabehera908
@sandhyabehera908 11 дней назад
Bahuta vhala haichhe 👌👍 Thanks
@BhikaNayak35
@BhikaNayak35 17 дней назад
ଭାଇ ମଜା ଆସିଗଲା
@NilanchalSethy-mo3ut
@NilanchalSethy-mo3ut 17 дней назад
ଭାଇଙ୍କ ପାଇଁ ଭଗବାନ ଙ୍କ ପାଖରେ ପ୍ରାଥନା🙏🙏🙏
@jadumanihembram6195
@jadumanihembram6195 16 дней назад
Very good video Laba Babu. It's Praiseworthy.
@RasmiPradhan-mx3qf
@RasmiPradhan-mx3qf 4 дня назад
ଭାଇ ରଥଯାତ୍ରା କୁ ଆସିବେ ପୁରୀ କୁ ❤ ଜୟ ଜଗନ୍ନାଥ
@padmabatikandagari1694
@padmabatikandagari1694 15 дней назад
ଲଭ ଭାଇ ଦ୍ବାରା ସବୁ ଦେଶ ଆମେ ଦେଖି ପାରୁ‌ଛୁ‌‌ Thank you
@prafullakumarmallik7515
@prafullakumarmallik7515 17 дней назад
Kya scenery hai yar.Lovely Lovely feel ho raha hai
@ChandramaniMurmu
@ChandramaniMurmu 17 дней назад
Brother really that very underfull 🎉🎉🎉🎉🎉🎉
@ShankarMaharana-fk9yo
@ShankarMaharana-fk9yo 17 дней назад
Bahut bhala bhai tame jaiparucha good bless you 🙏
@anupamadas6512
@anupamadas6512 17 дней назад
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ସୁଦର ଭିଡିଓ ଖୁବ୍ ଭଲ ଲାଗୁଛି । ଆମେ ମାନେ ଚାତକ ଭଳି ଅପେକ୍ଷା କରି ଥାଉ ତୋର ଭିଡିଓ କେତେ ବେଳେ ଆସିବ।
@asishkumarmaharana7229
@asishkumarmaharana7229 17 дней назад
Bohut sundar video ..dhanyabad
@Upendranaths587
@Upendranaths587 17 дней назад
ଭାଇ ଗ୍ଲାସ ବ୍ରିଜ୍ ପାଖକୁ କେବେ ଯାଉଛ
@shivaprasadgouda07
@shivaprasadgouda07 16 дней назад
Bhai o bhauni mane plz laba Bhai ra Chanel ku jadi 1M kari daba ❤
@ashoksahu4036
@ashoksahu4036 17 дней назад
ସୁପରହିଟ ଲବ ଭାଇ
@BiranchiDehury-mz7yc
@BiranchiDehury-mz7yc 16 дней назад
Intresting Video ❤❤❤❤ Thank you Brother
@nirmalmallick5314
@nirmalmallick5314 16 дней назад
ବହୁତ ଭଲ ଲାଗିଲା... ଜଗନ୍ନାଥ ଆପଣଙ୍କୁ ସୁସ୍ଥ ରଖନ୍ତୁ ।
@nilamanipalei1481
@nilamanipalei1481 16 дней назад
Dhanyawad Bhai
@samirrout5488
@samirrout5488 17 дней назад
Very interestig video So biutyful
@RabiGond-n4r
@RabiGond-n4r 16 дней назад
Bahut sunder video labo bhai
@devkumarmishra3508
@devkumarmishra3508 17 дней назад
Special Support From ବଲାଙ୍ଗୀର ❤❤❤❤❤
@girikharsel1817
@girikharsel1817 12 дней назад
Bahaut bhala laguchi bhai🎉🎉🎉🎉🎉❤❤
@user-zu1uw7sk2v
@user-zu1uw7sk2v 15 дней назад
Super Bhai
@MirzaMurmu-it7wf
@MirzaMurmu-it7wf 15 дней назад
Bahut bhala video bhai 😮😮😮
@user-ii1po2ng2e
@user-ii1po2ng2e 16 дней назад
ଜୟ ଜଗନ୍ନାଥ ଭାଇ ଆପଣଙ୍କର ଶୁଭମୟ ହେଉ 👃👃
@yakublamga1252
@yakublamga1252 15 дней назад
Bahut bhala lagila
@BhimasinBaske
@BhimasinBaske 17 дней назад
ଆମେ ଘରେ ଥାଇକିବି china ରେ ଆମେ ବୁଲୁଛୁ thanks laba hansdah
@hemantakumarsingh51
@hemantakumarsingh51 17 дней назад
Thank you LABO BHAI
@sharmitakitchen
@sharmitakitchen 15 дней назад
Ai music ta darun lage..❤❤❤❤❤
@dhanmanimajhi8766
@dhanmanimajhi8766 15 дней назад
Very unic video✨✨✨ I proud of you lobo👍👍👍 💪💪💪💪❤❤🎉🎉
@MangalasinghSingh-vb4qi
@MangalasinghSingh-vb4qi 17 дней назад
Bahut bhala lagila china
@sharmitakitchen
@sharmitakitchen 15 дней назад
Khub sundar lage drone shoot ta❤❤❤❤
@sushantamohanty5821
@sushantamohanty5821 17 дней назад
Very nice information you are sharing brother
@RabindraSisa
@RabindraSisa 15 дней назад
Apananka video bahut bhala bhai❤❤❤❤❤❤
@Aadivasiodia
@Aadivasiodia 14 дней назад
Cinematic drone shoot ❤👌👌👌
@mohansahu6941
@mohansahu6941 17 дней назад
Thanks loba bhai
@user-sb9yj9im4b
@user-sb9yj9im4b 17 дней назад
ଅତି ସୁନ୍ଦର ଭିଡିଓ ❤❤
@prasannasahoo6605
@prasannasahoo6605 17 дней назад
Laba video always beautiful
@NarayanGond-gz3bn
@NarayanGond-gz3bn 17 дней назад
ଚାଇନାରେ ସବୁ ସମ୍ଭବ କିନ୍ତୁ ଭାରତରେ ଅଧିକାଂଶ ଅସମ୍ଭବ Skills କମ
Далее
Frank Now VS Then Edit 🥵| #brawlstars #shorts
00:18
The tactic worked 😂#shorts by  Leisi Show
00:26
Просмотров 3,7 млн
skibidi toilet 76 (part 1)
03:10
Просмотров 14 млн
7 Powerful Places You Must Visit | Sadhguru
29:05
Просмотров 92 тыс.
Frank Now VS Then Edit 🥵| #brawlstars #shorts
00:18