Тёмный

ପ୍ରକୃତି ମୋ ପୁଅକୁ ଡିଭୋର୍ସେ ପାଇଁ କହୁଥିଲା, ମୋ ବୋହୂ ଆଉ କେତେଦିନ ସହିଥାନ୍ତା: ଅପରାଜିତା 

Prameya News7
Подписаться 1,9 млн
Просмотров 4,9 млн
50% 1

ପ୍ରକୃତି ମୋ ପୁଅକୁ ଡିଭୋର୍ସେ ପାଇଁ କହୁଥିଲା, ମୋ ବୋହୂ ଆଉ କେତେଦିନ ସହିଥାନ୍ତା: ଅପରାଜିତା
#PrameyaNews7 #News7 #OdishaNews
Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
For latest Odisha News Follow us:
Website: www.prameyanews...
RU-vid: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha: • Nua Jibana Nua Asha | ...
ଶୁଣ...ଶୁଣ...ଶୁଣ: • Video
Explore Odisha: • Explore Odisha
Breakfast Odisha: • Breakfast Odisha News7
Maganna Oligi • Video
Biswas Abiswas Andhabiswas: • Biswas Abiswas Andhabi...
Digital Special Stories: • Digital Special Stories
Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
Face To Face: • Face To Face

Опубликовано:

 

11 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 2,1 тыс.   
@Chandanmishra.Lyrical
@Chandanmishra.Lyrical 2 года назад
ଶାଶୁ ହବ ତ ଏମିତି. Heartly Salute u mam 🙏🏻😊
@anitabhoi9411
@anitabhoi9411 2 года назад
Shashu nuhen maa satare 🙏🙏
@prafullabarik1030
@prafullabarik1030 2 года назад
Good maa🙏🙏
@kabitasahu2076
@kabitasahu2076 2 года назад
@@prafullabarik1030 u
@prakasaswain1341
@prakasaswain1341 2 года назад
Bhai gote hatare Tali bajane
@Doctor_buddy7801
@Doctor_buddy7801 2 года назад
Yeah
@budhiramnahak3209
@budhiramnahak3209 2 года назад
ତୃପ୍ତିର ସାହାସିକତା ପାଇଁ ଧନ୍ୟବାଦ. ଏହିପରି ଜଣେ ନାରୀ ଆଉ ଜଣେ ନାରୀ କୁ ସାବଡ କରିବା ଉଚିତ
@bishnuimissumaa4972
@bishnuimissumaa4972 2 года назад
ଆଜି କାଲି ଦୁନିଆଁ ରେ ବୋହୁ କୁ suport କରୁଥିବାରୁ ଖୁସି ଲାଗୁଛି 🌹ଧନ୍ୟବାଦ medam 👍👍
@mahidas863
@mahidas863 2 года назад
Thik but mo sasu hi mo ghara bhangi dele.
@bishnuimissumaa4972
@bishnuimissumaa4972 2 года назад
@@mahidas863 dharjya dhara didi
@rkiranaparida
@rkiranaparida 2 года назад
@@mahidas863 Kichhi dina apekhya Kara bhauni sabu thik heijiba
@preetypriya_sp
@preetypriya_sp 2 года назад
@@mahidas863 sasu ki sasu bhalia dekhile amiti heba,maa pari thare Dekha
@sumitshahoo5203
@sumitshahoo5203 2 года назад
Your great mom and mother in law i selut mem
@sujitpanda1749
@sujitpanda1749 2 года назад
କଣ କଲୁରେ ପ୍ରକୃତି ଛଡା ମିଶ୍ର , ଦେବୀ ଭଳିଆ ମାଁ ଙ୍କ ଆଖିରେ ଆଖିରେ ଲୁହ ଦେଇଦେଲୁ , ତୁ କେବେବି ଶାନ୍ତି ରେ ରହିପାରିବୁନି , ତୋ ଜୀବନ ନର୍କ ହେଇଯିବ ।
@sangarmsamal634
@sangarmsamal634 2 года назад
Crt
@pramilapadhi2039
@pramilapadhi2039 2 года назад
ଆପଣଙ୍କ ହୃଦୟ ଏତେ ମହାନ୍ ଏତେ ଭଲ ଆଜି କାଦୁନିଆରେ ବୋହୁକୁ ଏତେ ଭଲ ପାଇବା ଦେଖି ମୋପାଟିରେ ଧନ୍ୟବାଦ ଦେବାକୁ ଭାସାନାହି ଭଗବାନ ଆପଣଙ୍କୁ ବହୁତ ସକ୍ତିଦିଅନ୍ତୁଏତିକିମୋରପପ୍ରାଥନା🙏🙏🙏
@debrajsamal7701
@debrajsamal7701 2 года назад
ଯେତେ ହେଲେ ଫିଲ୍ମ୍ ରେ ଯେମିତି ସତରେ ମଧ୍ୟ ତମେ ସେମିତି ଭଗବାନ୍ ସବୁ ବେଳେ ତମକୁ ଖୁସିରେ ରଖନ୍ତୁ ଅପରାଜିତା madam 🥺🥺🥺❤️❤️❤️🙏🙏
@biswadebbehera6871
@biswadebbehera6871 2 года назад
Real..man Apana
@tanmayeemahapatro3411
@tanmayeemahapatro3411 2 года назад
Right 👍
@namitamahanta9861
@namitamahanta9861 2 года назад
Right, mam
@neyarkumar514
@neyarkumar514 2 года назад
Right 👍
@patitakumarchoudhury9855
@patitakumarchoudhury9855 2 года назад
ପ୍ରକୃତ ଆପଣ ମହାନ ଅପରାଜିତା ମାଡାମ , ସତ କୁ ସମ୍ମାନ ଦେଇ ଏ ବୟସରେ ନିରେପେକ୍ଷ ଭାବେ ସାମ୍ବାଦିକ ଙ୍କ ପ୍ରଶ୍ନ ର ଉତ୍ତର ଦେଉଛନ୍ତି 🙏🙏🙏
@ridi5086
@ridi5086 2 года назад
Correct
@krishtv6390
@krishtv6390 2 года назад
Right
@mrbitu801
@mrbitu801 2 года назад
Correct you are right
@spongebobinhindi2586
@spongebobinhindi2586 2 года назад
Right
@sabitabiswal1405
@sabitabiswal1405 2 года назад
llllllllllllllllpll@@mrbitu801 llll
@Trueloveyouth
@Trueloveyouth 2 года назад
ସତରେ ଅପରାଜିତା ଅପା ଆପଣଙ୍କ ଭଳି ମା ଆଉ ଶାଶୁ ପାଇଁ ବାବୁସାନ ଆଉ ତୃପ୍ତି ଭାଉଜ ଧନ୍ୟ ବାବୁସାନ ଆପଣଙ୍କ ଭଳି ମା ଆଉ ତୃପ୍ତି ଭାଉଜ ଭଳି ପତ୍ନୀ ପାଇ କେମିତି ପ୍ରକୃତି କଥାରେ ଯାଉଛନ୍ତି
@baikunthabehera3971
@baikunthabehera3971 2 года назад
Mind it .stree and premika dal me muchhkala he
@bapnunans5367
@bapnunans5367 2 года назад
。?
@manoranjankisan8385
@manoranjankisan8385 2 года назад
ନିଜ ଘର କଥା ଭାବୁନ
@asabraaj7520
@asabraaj7520 2 года назад
ମାୟା ରେ ବାୟା 😄😄😄
@adgamer2655
@adgamer2655 2 года назад
😭😭ଏ ଯୁଗରେ ଏମିତି ଶାଶୁ ଟିଏ ଭଗବାନ ସମସ୍ତ ଙ୍କୁ ଦିଅନ୍ତୁ
@subasinipahi3607
@subasinipahi3607 2 года назад
ସତରେ ଟିକି ଅପା ଆପଣ ବହୁତ ମହାନ,🙏 ସଚୋଟ ରେ ରହିଛନ୍ତି ବୋଲି ଓଡିଶା ଲୋକ ଆପଣଙ୍କ ପକ୍ଷରେ, ତୃପ୍ତି ଦିଦି କୁ ନ୍ୟାୟ ମିଳିବ ।🙏
@niranjannayak5969
@niranjannayak5969 2 года назад
ସମସ୍ତ ଝିଅକୁ ଏମିତି ଗୋଟିଏ ଗୋଟିଏ ଶାଶୁ ମିଳିବା ଦରକାର ।ସମାଜକୁ ଦିଗ୍‌ଦର୍ଶନ ଦେଉଥିବା ଏପରି ମହିୟସୀ ମହିଳାଙ୍କୁ ଧନ୍ୟବାଦ ।🙏
@nitishpanda4498
@nitishpanda4498 2 года назад
Sashu sala ea michha kahuchi are babushan ra recent videos dekhe kn kahichi
@commonman159
@commonman159 2 года назад
@@nitishpanda4498 Babushan return Kariba...Sabu bhul bujhiki byasta huani ...hela ...
@nitishpanda4498
@nitishpanda4498 2 года назад
@@commonman159 jadi tume sabu bujhucha then amiti cmt kn pain kala ta maa michha khuchi ta stree kn adu sadu gapuchi tume kuha gote hata re kn tali baje
@nitishpanda4498
@nitishpanda4498 2 года назад
Then prakruti ku kn pain blame kara hauchi sala odia industry ta aeithi pian agkau badhi paruni
@jessicapradhanjessi3492
@jessicapradhanjessi3492 2 года назад
Good👍
@meenasethiexpress4774
@meenasethiexpress4774 2 года назад
ବାଡେ଼ଇଲେବି କିଛି ଭୁଲ କରିନି ତୃପ୍ତି ଏଦୁନିଆଁ କୁ ଗୋଟେ ଭଲ ମେସେଜ ଦେଲା ଧନ୍ୟବାଦ 🙏🙏🙏ମାଆ
@melisha4236
@melisha4236 2 года назад
Right
@sahoosarbeswar1624
@sahoosarbeswar1624 2 года назад
ମା ହେବତ ଏମିତି ଧନ୍ୟବାଦ madam 🙏🙏🙏🙏🙏
@sanghamimitra3252
@sanghamimitra3252 2 года назад
Right
@jaganswainswain9879
@jaganswainswain9879 2 года назад
You are right bhai
@live.with_asima802
@live.with_asima802 2 года назад
Thik kahichhanti
@prasantpadhi6613
@prasantpadhi6613 2 года назад
@@sanghamimitra3252 🙏🙄zz,zz,🙏🙏🙏🙏🙏🙏🙏🙏🙏🙏🙏🙏🙏👍🙄
@Duryodhon2022
@Duryodhon2022 2 года назад
🙏🙏🙏🙏🙏🙏🙏🙏🙏🙏
@firoznayak5101
@firoznayak5101 2 года назад
ସତରେ Reel ରେ ଜେମିତି real ରେ ବି ସେମିତି wowo❤️❤️ ସତରେ କ'ଣ କହି ଆପଣଙ୍କୁ ପ୍ରସଂଶା କରିବି ମୋ ପାଟିରେ ଶବ୍ଦ ନାହିଁ 🙏🙏🙏
@akshayakumar8712
@akshayakumar8712 2 года назад
ଆଜିକାଲି ଦୁନିଆରେ ବୋହୂର ପାରିବ ,ବୋହୂକୁ Support କରୁଥିବାରୁ ବହୁତ୍ ଖୁସୀ ଲାଗିଲା mam ji 🙏🙏🙏🙏🙏 , ଆପଣଙ୍କର ପରିବାର ପୁଣି ଥରେ ଏକାଠି ହୋଇଯାଉ ମୁ ପ୍ରଭୂ ଜଗନ୍ନାଥ ଙ୍କ ପାଖରେ ପ୍ରଥାନ କରୁଚି ଜୟ ଜଗନ୍ନାଥ 🙏🙏🙏🙏🙏
@HR_motivation341
@HR_motivation341 2 года назад
ପୁଅ କୁ ସୁଧାରିବା କୁ ଯାହା ଗୋଟେ ମା ର କର୍ତ୍ତବ୍ୟ ସେ କରିଛନ୍ତି,,, ଏଠି ଜଣେ ସୁପର ଷ୍ଟାର ନୁହେଁ ଜଣେ ମାଆ ର ସ୍ୱର ସୁଭୁଛି🙏
@baikunthabehera3971
@baikunthabehera3971 2 года назад
Agaku anek dhursya baki acchi.plese wait
@biswajitpradhan6209
@biswajitpradhan6209 2 года назад
Pura thik
@sriaurobindoashram7473
@sriaurobindoashram7473 2 года назад
ବହୁତ ଭଲ ଆପଣ ଅପରାଜିତା ମହାନ୍ତି ।
@user-uf3so2jf7r
@user-uf3so2jf7r 2 года назад
ପ୍ରକୃତି କୁ ଆହୁରି ମାଡ଼ ଦରକାର. ଧନ୍ୟ ମନ୍ମଥ ବାବୁ. ମଣିଷ ଭଳି ବିଚାର କରିବେ.
@mrunikeandheartkiller9399
@mrunikeandheartkiller9399 2 года назад
ପ୍ରକୃତି କୁ 👊✊🤛🤜👋🦶✋🦵 ଦରକାର।
@bikashgaming1438
@bikashgaming1438 2 года назад
Aji kalika jhia ...pura gua Ghia.
@sangarmsamal634
@sangarmsamal634 2 года назад
Prakriti ku goithha chapuda darkar
@trailokyanathnayak9766
@trailokyanathnayak9766 2 года назад
ଅପରାଜିତା ଭଳି ମା' ପାଇଁ ଆମେ ଗର୍ବିତ। ସେଭଳି ମା' କୁ ମୋର🙏🙏
@rakeshkumarsahoo5707
@rakeshkumarsahoo5707 2 года назад
ସେ ଏତେ real ଭଲ ବୋଲି ବୋଧ ହୁଏ ସେଦିନ ' ମା ପରି କିଏ ହବ ' ଆଉ ' ରକତ ଚିଂହିଛି ନିଜର କିଏ ' ଦେଖିଲା ପରେ ମୋ ଆଖିରୁ ଲୁହ ବାହାରିଥିଲା,
@statuesyouthclub7705
@statuesyouthclub7705 2 года назад
ଅପରାଜିତା ମାଆ ଙ୍କ ପରି ଶାଶୁ ସମସ୍ତଙ୍କୁ ମିଳୁ 🙏🙏🙏
@lizaraninayak9270
@lizaraninayak9270 2 года назад
ଆପଣଙ୍କ ପରି ଶାଶୁ ସମସ୍ତଙ୍କୁ ମିଳନ୍ତୁ, ଆପଣ ନିଜ ପୁଅର ଦୋଷ ନ ଘୋଡେଇକି ବୋହୂକୁ ସାହସ ଦେଉଛନ୍ତି କି ନିଜ ପରିବାର ସଜାଡ଼ିବାକୁ, ବୋହୁତ ବୋହୁତ ଧନ୍ୟବାଦ୍ ଆପଣଙ୍କୁ ମ୍ୟାମ
@odiamummyrojina
@odiamummyrojina 2 года назад
ଭଗବାନ୍ କି ଶାଶୁ ଆପଣ ଅପରାଜିତା madam 🙏🙏🙏❤️❤️ ସେ ଝିଅ କଛି ପୁଣ୍ୟ କରିଥିବେ ନିଶ୍ଚିନ୍ତ, ଯେ ଆପଣଙ୍କ ଭଳି ଶାଶୁ ପାଇଛନ୍ନ୍ତି 😘😘
@saitulasibandichhor4343
@saitulasibandichhor4343 2 года назад
ସତରେ ଶାଶୁ ମା ତୁମକୁ ଧନ୍ୟବାଦ୍ 🙏🏼
@khirodhchhatria2259
@khirodhchhatria2259 2 года назад
I watched your many movies where you have given justice to everyone and also in real life. I like your decision and proud as a fan.love you mam🙏
@cuttackvlog4472
@cuttackvlog4472 2 года назад
ସେ ପ୍ରକୃତି ମିଶ୍ର ମାଳି ସାହି ପଠେଇ ଦେବ ଦରକାର ଏତେ ସୁନ୍ଦର ଘର ଟାକୁ ଭାଙ୍ଗି ଦେଲ! 😭😭😭😭😭
@nelarinayak2534
@nelarinayak2534 2 года назад
Right
@sangarmsamal634
@sangarmsamal634 2 года назад
Crt
@videodhamaka1775
@videodhamaka1775 2 года назад
Hnn bhai
@Fiftyshadesoffood
@Fiftyshadesoffood 3 месяца назад
Pura thik.ta parika aahuri bi bahut jhia asigaleni ebe market ku
@sambalpurigana507
@sambalpurigana507 2 года назад
ଧନ୍ୟବାଦ ମାଁ ❤️❤️❤️❤️❤️😥😥😥❤️❤️❤️
@statuesyouthclub7705
@statuesyouthclub7705 2 года назад
ମୋତେ ଲାଗୁଛି ଅପରାଜିତା ମାଆ 🙏 ଠିକ୍ କହିଛନ୍ତି👍 ଭଗବାନ୍ ତାଙ୍କ ପରିବାର କୁ ସଜାଡି ଦିଅନ୍ତୁ 🙏🙏🙏
@sahootapan2996
@sahootapan2996 2 года назад
The statement from a mother for protecting his son such precious things that they don't want's her Daughter to defame, such a great MoM for our Nation
@yukti75
@yukti75 2 года назад
ହେ ଭଗବାନ୍ ସବୁ ଝିଅ ଙ୍କୁ ଏମିତି ଶାଶୁ ମିଲୁ please 🙏🙏🙏🙏🙏😭😭😭😭😭
@hariharmohanty8551
@hariharmohanty8551 2 года назад
ଆପଣ ମାମ ଠିକ କହିଛନ୍ତି ।ମନ୍ମଥ ବାବୁ ଆପଣ ଭଲ ଭଜନ ଗାଉଛନ୍ତି ଝିଅକୁ ସୁଧାରିବାକୁ ଚେଷ୍ଟା କରନ୍ତୁ ଭଲ ହେବ
@iam_baisakhi
@iam_baisakhi 2 года назад
Every mother in law should be like this.. Her heart is of gold.
@payalpriyadarshinidalai1127
@payalpriyadarshinidalai1127 2 года назад
Hann
@sarojkandulna2223
@sarojkandulna2223 2 года назад
Pagal
@kairabehera
@kairabehera 2 года назад
Tamaku bi milu
@Erik-zl1hh
@Erik-zl1hh 2 года назад
ଆପଣଙ୍କ ବାବୁସାନ ଅପଣଙ୍କ କୋଳ କୁ ଫେରି ଆସୁ 🙏🙏
@chandansukla9500
@chandansukla9500 2 года назад
No
@medicalknowledge8755
@medicalknowledge8755 2 года назад
@@chandansukla9500 u mean to say Garva bhitarku pasijau May I right
@suchismitasahoo431
@suchismitasahoo431 2 года назад
Right
@umakantapradhan9739
@umakantapradhan9739 2 года назад
Babusan ku prathame mada darakar
@sknmusicofficial8863
@sknmusicofficial8863 2 года назад
ଯେତିକି ମେଡିଆ ଭାଇ, ଓଡ଼ିଶା ପୋଲିସ ଆଉ ଯେତେ ଆମୋ ଓଡ଼ିଶା ର ସବୁ ବୁଦ୍ଧିଜୀବୀ ସମସ୍ତେ ଅପରାଜିତା ମାଡାମଙ୍କ ଠୁ ଶିଖରେ, ନ୍ୟାୟ କଣ ଆଇନ କଣ। really u r great mamm. Talented, inteligent, brilliant & sharp mind. I salute u mamm.
@_Dream_IAS_
@_Dream_IAS_ 2 года назад
କଳାକାର ମାନଙ୍କ କଥା କୁ ବିଶ୍ୱାସ କରିବା ବହୁତ୍ କଷ୍ଟ , କାନ୍ଦିବା ବଡ଼ କଥା ନୁହେଁ ସେ ମାନଙ୍କ ପାଇଁ
@gggg-su1lm
@gggg-su1lm 2 года назад
You are a really a good person.....Every mother in law should be like u.....Proud of u...
@rasmitapanda4222
@rasmitapanda4222 2 года назад
Every mother in law should be like u. I am great fan of u
@mognaamonaaa1491
@mognaamonaaa1491 2 года назад
ମନ୍ମଥ ବାବୁ କୁଆଡେ ଗଲେ ଏତେବେଳକୁ ଲୁଚିଲେ ହେବକି ଆସ ଆସ ଝିଅ ବିଷୟ ରେ ସଫେଇଦିଅ
@srutiranimohanty4270
@srutiranimohanty4270 2 года назад
Hn right nija re bhul achi but kahuni se manath Mishra but eathi se babusan re bi bhul achi se nije nija maa manuchanti but au gote chance diajiba
@pabi94
@pabi94 2 года назад
Manmath babu doing kirtan in Parthan TV, his daughter doing kirtan in others house.
@rajashreedas707
@rajashreedas707 2 года назад
Se esabu Katha ku ignore kare kahila na.safei kana daba.jhia Ra muhan badhe deichanti, kahichanti ja sabu toka nku emiti ---- kariki national artist hebu aau paisa kaneibu...
@viraltube8728
@viraltube8728 2 года назад
hau jauchi tame b asa bichara kariba
@Supriya002
@Supriya002 2 года назад
@@pabi94 Tanku Bahar Kari Deichi Channel Bala...
@kuchu1234
@kuchu1234 2 года назад
ମନ୍ମଥ ବାବୁ ଏବେ ଟିକେ ଝିଅ କୁ ନେଇ ଅନ୍ତାକ୍ଷରି ହେଉ ଆଉ ପତାଳି ବି .... 😜😜😜😜
@shrushtisetu8148
@shrushtisetu8148 2 года назад
ଓଡ଼ିଶା ର ସବୁ ମା ଅପରା ଜିତା madam ଙ୍କ ପରୀ ହେବା ଉଚିତ୍ u r a great mother ନମସ୍କାର 🙏🏾ଯାଉ ସ୍ବାମୀ ମାନେ କି ଯୋଉ ବାପ ପର ନାରୀ ସାଙ୍ଗେ ବାହାରେ ବୁଲିବ ଏମିତି ମାଡ ଖାଇବ ଆଉ ଅନ୍ୟ କିଛି ବିକଳ୍ପ ନାଇଁ ❤️
@akashbehera3908
@akashbehera3908 2 года назад
ଓଡ଼ିଆ ସିନେମା ର legend ଏବଂ ବୁଝାସୁଝା ମଣିଷ lv u mam 💟
@29studios35
@29studios35 2 года назад
ଏ ମା ର ଲୁହ, ପ୍ରକୃତି ମିଶ୍ର କୁ ବାରବାଦ୍ କରିଦେବ …
@swatibhole4161
@swatibhole4161 2 года назад
Se already barbad heigalani
@Parthasutar
@Parthasutar 2 года назад
ସେ ଭଳି ଝିଅ ବିଷ କନ୍ୟା ଏମିତି ବି ଯେତେ ଖରାପ ଶବ୍ଦ ନାହିଁ ତାକୁ କହିବାକୁ
@chuchutvpiyush.9570
@chuchutvpiyush.9570 2 года назад
Chee chee kukuri muhi taku dekhile janpade Bollywood re bi se semiti Paso thiba thuuuu...
@mrunikeandheartkiller9399
@mrunikeandheartkiller9399 2 года назад
ଘୁଷୁରି ନହେଲେ କାଉ ସେ ପ୍ରକୃତି ମିଶ୍ର
@activeusers9641
@activeusers9641 2 года назад
ଯାହା ବି ହେଉ ଦୁହି ଙ୍କର ଭୁଲ ଅଛି। ଗୋଟେ ହାତରେ ତାଲି ବାଜେ ନାହିଁ। ତୁମ ପୁଅ ବି ସୁନା ମୁଣ୍ଡା ନୁହେଁ ଯେ ଖାଲି ଅନ୍ୟ ଉପରେ ଦୋଷ ଦେବ । ବାକି ଯାହା ବି ହେଉ ବୋହୂ ସପକ୍ଷରେ ଥିବାରୁ ଜଣେ ଦାୟିତ୍ୱବାନ ମା ଏବଂ ଶାଶୁ ର ପରିଚୟ ଦେଇଛନ୍ତି 👏👏 ।
@swatimalick9895
@swatimalick9895 Год назад
Mam apana boutu vhala ❤love you mam 😘😍💝😻😍
@Sonalispeaks
@Sonalispeaks 2 года назад
ଅପରାଜିତା ମାଡାମ ଙ୍କୁ 🙏🙏 . ମା ଆଖିର ଲୁହ ସବୁ କିଛି କହିଦେଉଛି । ଏମିତି ଶାଶୁ ସବୁ ଝିଅଙ୍କୁ ମିଳନ୍ତା କି 😢 , । ସେ ଯୋଉ ଲୋକଗୁଡ଼ା ସେ ବଦମାସ ଅପ୍ରାକୃତିକ ମିଶ୍ର ର ସପୋର୍ଟ ନେଉଥିଲେ ଏଟା ଟିକେ ଦେଖନ୍ତୁ। ସେ ସମସ୍ତେ ମିଛ କହିପାରନ୍ତି କିନ୍ତୁ ମା' ଟି ମିଛ କହେନି। ତା' ବ୍ୟତୀତ ,ସେ ହିରୋଶାନ କ'ଣ କୁନି ଛୁଆ , ଜାଣିପାରୁନଥିଲେ କିଛି !! କୋଉ ବିବାହିତା ସ୍ତ୍ରୀ ଟା ନିଜ ସ୍ୱାମୀର ଗାର୍ଲଫ୍ରେଣ୍ଡକୁ ନିଜ ଘରେ ଦେଖି ସହିବ ????
@sudarsansahoo3331
@sudarsansahoo3331 2 года назад
O
@sudarsansahoo3331
@sudarsansahoo3331 2 года назад
🔊 moo 🔛
@rajendradalei8483
@rajendradalei8483 2 года назад
Aparajita nka asali name ta kan janichhanti jadi tike kahibe ta ethi. Babushan ra asali name padaku asila 1/2 years hela. Khokabhai nka gote 25 barsa tala program re e toka geeta gaithila aau video ta 2 barsa hela YT re asichhi
@pabi94
@pabi94 2 года назад
Example of a good mother to the whole world. We all stand behind you madam.
@madhusmitamohapatra1768
@madhusmitamohapatra1768 2 года назад
As a mother I can understand how much painful it is when your child is trapped. Babusan has a great career and entire Orissa is standing with him.
@moksh121
@moksh121 2 года назад
Jetiki bhul prakriti ra setiki bhul babu ra bhi, se jadi nije thik thanta, tahele taku kahi ki kiye blackmail kariibaku jiba, se kichi na kichi karithiba boli hi daruthila na
@madhusmitamohapatra1768
@madhusmitamohapatra1768 2 года назад
@@moksh121 manisa matre bhul aachi. Nobody is perfect in this world, but to blackmail someone for his mistake is a crime. I think Prakruti now must stay away from Babusan if she’s not characterless. Nijara personality thile emiti para ghara bhangi na thanta se.
@baikunthabehera3971
@baikunthabehera3971 2 года назад
CHADAPATRA OR PREMIKA
@moksh121
@moksh121 2 года назад
@@madhusmitamohapatra1768 jaha bhi hau tali di hatharu hi baje, khali prakriti ku blame karile habani, babusan nije bi responsible nuha, tara kn nija family prati kichi responsibilities nathila ki, se setiki nathila boli aaji emti jhia sahita fasigala. Mu kahuni ki prakruti bhala jhia ta boli tara bhi bhul, gote jhia heiki au gote jhia ra ghara barbaad karila jouta bahut hi bada bhul
@chinmayee4181
@chinmayee4181 7 месяцев назад
Babusan cheater
@MSJVLOGS22
@MSJVLOGS22 2 года назад
ଆପଣଙ୍କୁ ଭଗୋବାନ ଭଲରେ ରୋଖନ୍ତୁ,ଆପୋଣ ଗୋଟେ ଭଲ ମା ଆଉ ଭଲ ଶାଶୁ
@madhupujhari8571
@madhupujhari8571 2 года назад
You r great mother in low..👍👍Apanaka Pari sasu samastanku Milu🙏🙏
@sakbehura
@sakbehura 2 года назад
Mam ଆପଣ ସାଧାରଣ ନାରୀ ନୁହନ୍ତି... ଦେବୀ ଆପଣ
@rakeshpradhan7654
@rakeshpradhan7654 2 года назад
Paduka nei mundare mara
@tezz7385
@tezz7385 2 года назад
@@rakeshpradhan7654 🤣🤣🤣
@Seungbini_927
@Seungbini_927 2 года назад
@@rakeshpradhan7654 har maa apne bachho k liye devi hoti h... Aur maa ka aasirvaad as paduka lene ka mauka mile toh koi kyuu chhodega ..... So don't spread hate here.... Jaake uss Prakruti ka gaaooo.. idhar nhii
@rakeshpradhan7654
@rakeshpradhan7654 2 года назад
@@Seungbini_927 Agyan apana nara na nari mu janini Kintu mu kaha ku support bi karuni eithi Kintu Jaya sahu Atyanta bhaba biholo hei jou lekhichanti taha Kan thik emiti Hele sabu deba Debi heijibe
@Seungbini_927
@Seungbini_927 2 года назад
@@rakeshpradhan7654 first of all..... I m also a mother of my 1 year baby boy.... N i can understand wht she is going through..... Nd second thing is loko maane jadi taanku setiki maanuchonty as devi... Then she has also given her entire career to this ollywood industry to entertain us... Tavi toh log utna ijjat de rahai... Sbki apni apni baat hoti h bro ... Anyway... Have a gud lyf
@dosomegoodwork5286
@dosomegoodwork5286 2 года назад
ପ୍ରକୃତି ମିଶ୍ର ଗୋଟେ ନାଗୁଣୀ । ଯିଏ ବାହା ହେବ ଟା ଜୀବନ ବରବାଦ କରିଦେବ। ମନ୍ମଥ ମିଶ୍ର ତମେ ଏଇ ସଂସ୍କାର ଦେଇ ଛୁଆ କୁ ବଢ଼େଇଚ ।
@sujitmajhi5545
@sujitmajhi5545 2 года назад
Prakruti Mumbai re deha byabasaya kare
@suryakantaswain8251
@suryakantaswain8251 2 года назад
ସେଈଟା ବାରରେ ମଦ ପିଏ ତାକୁ ମୋ ସା
@melisha4236
@melisha4236 2 года назад
Right
@AmitKumar-yn7kg
@AmitKumar-yn7kg 2 года назад
Right
@amitrana5619
@amitrana5619 2 года назад
ମାଁ ର ମମତା ସବୁଠାରୁ ବଡ଼। ବାବୁ ଭାଇ ଦୟାକର। ଆମକୁ ସେହି ପୁରୁଣା ବାବୁ ଭାଇ ଦରକାର
@harikrushnapatra2537
@harikrushnapatra2537 2 года назад
Bala Bhai
@sumitramalik1226
@sumitramalik1226 Год назад
Au gote Katha sashu heba ta amiti 🙏🙏🙏🙏👍👍👍👍👍👍👍🙏🙏🙏 se prakruti ku au tike mada darkar thila Kam heigala 🙏🙏🙏
@gumancharanjena
@gumancharanjena 2 года назад
ଅପରାଜିତା ମାଡାମ...... Its very crucial time..... ଏବେ କାହାର ଭୁଲ, କାହାର ଠିକ, ଦେଖିବା ସମୟ ନୁହେଁ...... ପ୍ଲିଜ଼ understand the situation....... ସବୁ ଭୂଲ ବାବୁସାନଙ୍କ ଉପରେ ଲଦି ଦିଅନ୍ତୁନି ..... Please don't destroy him.....l've watched all the videos in social media about ur family..... Only u can do something.......ବୋହୁ ମା ଙ୍କୁ ବି ବୁଝାନ୍ତୁ..... ଏ ପରିସ୍ଥିତିରେ ମନକୁ ନ ପଚାରି ବିବେକ କୁ ପଚାରନ୍ତୁ...... କଣ କରିବା ଉଚିତ.... କାଲିର ବାବୁସାନ ସୁନାମୁଣ୍ଡା ଥିଲା, ଆଜି କେମିତି ଏତେ ଖରାପ ହେଇଗଲା.......କାହାକୁ pressure ଦେଇ ନିଜର କରି ହୁଏନି..... ମଣିଷ ମାତ୍ରେ ଭୁଲ ଅଛି....ସେଇ ଭୁଲ କୁ ଧରି ବସି କଣ ସବୁକିଛି ନଷ୍ଟ କରିଦେବା ? Please ଏମିତି କରନ୍ତୁନି.... ଆପଣ ପରା ଆମମାନଙ୍କର ଆଦର୍ଶ !!! Please, ସବୁ ଅତୀତକୁ ଭୁଲି ଯାଆନ୍ତୁ, ନହେଲେ ସମାଧାନ ହେଇ ପାରିବନି...... କେହି କାହା ଉପରେ ସନ୍ଦେହ ରଖନ୍ତୁନି...... ନହେଲେ ଏ "ସନ୍ଦେହ "ଶବ୍ଦଟି ସବୁ ବର୍ବାଦ କରିଦେବ !!! Madam..... ମୁଁ ଏଇଥି ପାଇଁ କହୁଛି, ମୁଁ ଜୀବନକୁ ବହୁତ ନିକଟରୁ ଦେଖିଛି..... ବେଳେବେଳେ ଜୀବନରେ ଏମିତି ଝଡ ଆସେ, ଆଉ ମଣିଷକୁ ଏମିତି ଜାଗାକୁ ନେଇଯାଏ, ସେ କେବେ ବି ଭାବି ନ ଥାଏ..... ତେଣୁ, ଏଠି ଦୋଷ କାହାର ନାହିଁ, ସବୁ ପରିସ୍ଥିତି ର ! ଥରେ ଖାଲି ଭାବନ୍ତୁ, କାଲି ଏମିତି ନ ହେଉ, ରାଇମୋହନ sir ଙ୍କ ପରି ବାବୁସାନ ଙ୍କୁ ଆମେ ହରେଇ ନ ଦେଉ !!! 😭😭😭 ବୋହୁ ମା ଙ୍କୁ ବୁଝାନ୍ତୁ, ଏଯାଏ କିଛି ହେଇନି, ଜୀବନରେ ଏମିତି ଝଡ ଅନେକ ବାର ଆସିଥାଏ ! ସବୁ ଘାତ ପ୍ରତିଘାତ ସହି, ଆଗକୁ ବଢ଼ିଯିବାର ମାନେ ତ ହେଉଛି "ଜୀବନ" !!!👌
@jyotirmayeebarik837
@jyotirmayeebarik837 2 года назад
Right. Sandeha sabu nasta karideba
@anantabarik8769
@anantabarik8769 2 года назад
You are absolutely right, mam.
@luckythegamer1968
@luckythegamer1968 2 года назад
ତୁମେ ଶାଶୁ ନୁହେଁ, ତୁମେ ମା ।ତୁମ ଭଳି ଶାଶୁ ସମସ୍ତଙ୍କୁ ମିଳୁ ।👍👍👍
@ankitamohanta5499
@ankitamohanta5499 2 года назад
Every woman should be like aparajita madam🙏🙏🙏
@luckymajhi8363
@luckymajhi8363 2 года назад
Thank you mam
@babulasahoo3055
@babulasahoo3055 2 года назад
ଆଜିଠୁ ମୁଁ ଓଡିଶା ର ଗ୍ରେଟ ମାଆ ବୋଲି ଅପରାଜିତା ମାମ, ତୃପ୍ତି ମାଡାମ ଙ୍କୁ ମାନୁଛି
@itsme-sm5vu
@itsme-sm5vu 2 года назад
ହଇରେ ବେହିଆ ପୁଅ Maa କୁ e ପରିଣତ ବୟସରେ କଷ୍ଟ ଦଉଛୁ ତୋ ମୁହଁକୁ ku ଟିକେ laja ନାହିଁ
@sontoshsahoo277
@sontoshsahoo277 2 года назад
ପ୍ରଥମ କଥା ଆପଣ ଦୁଇଜଣ ଜଣେ ଭଲ ମାତାପିତା ଆଉ ଜଣେ ଭଲ ମଣିଷ ।ସାରା ଓଡିଶା ବାସୀ ଆପଣଙ୍କ ର।ଧର୍ଯ୍ଯ ରଖନ୍ତୁ ।ଭଗବାନ ଆପଣଙ୍କ ର ସବୁ ଦୁଃଖ ଦୂର କରିବେ।ଅଭିନୟ ମାଧ୍ୟମରେ ଆପଣ ଆମ ମାନଙ୍କୁ କେତେ ବାଟ ଦେଖେଇଛନ୍ତି ।ଭଗବାନ ଆପଣଙ୍କୁ ନିଶ୍ଚିତ ଭାବେ ବାଟ ଦେଖେଇବେ।
@cdubey1499
@cdubey1499 2 года назад
Aprajita,very good
@lifididilifididi6212
@lifididilifididi6212 2 года назад
Maa Apanakna charanre koti koti pranam
@manojsahoo1105
@manojsahoo1105 2 года назад
ପ୍ରକୃତି କାହିଁକି ଖରାପ ? ବାବୁଶାନ କାହିଁକି ନୁହଁ ? ବାବୁଶାନ ତ ଭଲପାଇ ବାହା ହୋଇଥିଲେ ପୁଣି କାହିଁକି ପ୍ରକୃତି କୁ ଭଲ ପାଇଲେ ,? ଏଣୁ ଏଇଥି ପାଇଁ କେବଳ ବାବୁଶାନ ହିଁ ଦାୟୀ
@sashantilatasahoo7191
@sashantilatasahoo7191 2 года назад
Mother is always 🙏🏻,,,maa kola puni Puri uthu,,Godnku dakuchhi 🙏🏻, aapananka family puni hasi uthu 😘
@rasmimohanty7435
@rasmimohanty7435 2 года назад
Perfect Reply from Aparajita Madam 🙏🙏🙏
@swabhimaniodia2478
@swabhimaniodia2478 2 года назад
Apana Heuchhanti Aparajita🙏 You highly justified the significance of your name by standing strong on this matter🙏 You are not only a Loving mother, All families of Odisha needs a guardian Like You🙏 Hats Offs to you Mam🙏 God will listen your and ours prayers for Sure🙏
@ChhabilaMunda
@ChhabilaMunda 2 года назад
Such Main Aap Mahan, Medam 🙏
@akhilsongs9421
@akhilsongs9421 2 года назад
U r great..mam..really what we had seen u in odia movie ..and we praise u..today we feel great about ur role in this situation..as a mom andin law..
@radharanisahoo2810
@radharanisahoo2810 2 года назад
Mam u are great ❤️
@niammajhi1727
@niammajhi1727 2 года назад
ଗୋଟିଏ ଜାଗୃତି ଶୁକ୍ଲା ଆଉ ଗୋଟେ ପ୍ରକୃତି ମିଶ୍ର ଓଡ଼ିଆ ସିନେମା କୁ ହଲେଇ ଦେଲେ....
@smrutiojha6843
@smrutiojha6843 2 года назад
How sweet she is 😭😭😭😭😭😭her pain I can feel😭😭😭😭😭😭
@swetaacharyaom8330
@swetaacharyaom8330 2 года назад
Apa we all r there with you.please don't worry. Pray God everything will be fine.
@s.jchanel8198
@s.jchanel8198 2 года назад
ଏଠି ବହୁତ ଦୋଷ ବାବୁ ସାନକଂର ରହୁଛି ।ମା, ବାପା ଓଡିଶାର ଏତେ ବଡ଼ କଳାର ତାଙ୍କର ସମ୍ମାନ ଅଛି ।ଖୁନ କଲା ବାବୁ ସାନ ।ଏକା ହାତରେ ତାଳି ବାଜିବନି ।ମା ଆଗରେ ପୁଅ ଯେତେ ଦୋଷ କଲେ ମା ଚାପି ଦେଉଛନ୍ତି ।ଏ ସିନ୍ ଦେଖିଲେ ମନେ ହେଉଛି ଫିଲ୍ମ ମା ମମତା
@charulatamalik4773
@charulatamalik4773 2 года назад
Right
@binapaninaik5932
@binapaninaik5932 2 года назад
Sabu thik heijiba madam.
@ranjitbhuyan8180
@ranjitbhuyan8180 2 года назад
ଅପରାଜିତା madam, ଉତ୍ତମ ମହାନ୍ତି,,love u both,, ଛୁଆବେଳେ ଆପଣକଂ ନା ଶୁଣିଲେ ଆମେ ଖାଇବା ପିଇବା ଭୁଲି TV ସାମ୍ନାରେ ବସି ଯାଉଥିଲୁ,, ସତରେ ଦୁନିଆ କେତେ change ହେଇଗଲା madam,,, ତଥାପି ଭଗବାନ ଙ୍କୁ ଡାକୁଛି ଆପଣକଂ family ରେ ପୁଣି ହସ ଖୁସି ଫେରିଆସୁ, ବାବୁଶାନ୍ ଭାଈ, ମୁଁ ଆପଣଙ୍କୁ personally request କରୁଛି, ଆପଣ ନିଜ ବାପା, ମା ର ଇଜ୍ଜତ କୁ ରକ୍ଷା କରନ୍ତୁ,,,, ସତରେ ଦୁନିଆ କେତେ ପରିବର୍ତ୍ତନ ହେଇଗଲା,,, ଅପରାଜିତା ମା, ଆପଣ ସତରେ ଗୋଟିଏ ସୁନ୍ଦର ମଣିଷ, ଦୟାକରି ବାବୁ ଭାଇ ଆପଣ ଏ ପରିଣତ ବୟସରେ ମା କୁ କଷ୍ଟ ଦିଅନି, ଜୟ ଜଗନ୍ନାଥ
@meenasethiexpress4774
@meenasethiexpress4774 2 года назад
ସତରେ
@gktoday296
@gktoday296 2 года назад
Ekdam satakatha
@mixcreation7929
@mixcreation7929 2 года назад
U R right
@dhruvmusic2813
@dhruvmusic2813 2 года назад
ମା ପ୍ରକୃତି ସେକେଣ୍ଡ ସ୍ତ୍ରୀ ହବାକୁ କାଇଁ ଏତେ ଇଛା, ଦୁନିଆଁରେ ଏବେବି କୁଆଁରା ଅଛନ୍ତି କିଛି
@adrikayangayaseni6841
@adrikayangayaseni6841 2 года назад
Hm je bhai but. Kintu ebesya ku kia gharaku naba.... Besya malisahire bhala lage ghare nuhain
@cuttack1235
@cuttack1235 2 года назад
ନୂଆ ପିଢ଼ିଁଙ୍କ ପାଖରେ ସଂସ୍କାର ଅଭାବ କୁହାଯାଇପାରେ, ଫିଲ୍ମ ଇଣ୍ଡଷ୍ଟ୍ରି ରେ trend ଚାଲିଛି divorce and second ,third marriage ର ତ ବୋଲି କଣ short cut to success ର ଏହା ଗୋଟେ ବାଟ ନୁହେଁ ।
@shibasundardash1596
@shibasundardash1596 2 года назад
Perfect question aparajita mam
@tofanbehera1575
@tofanbehera1575 2 года назад
ପ୍ରକୃତି ଖାଲି ବାବୁଶାନଙ୍କ ପରିବାର ଭାଙ୍ଗିନୀ. ସାରା ଓଡିଶାର ପରିବାର ଭାଙ୍ଗିଛି.. କାରଣ ଶେ ଗୋଟେ atisti ନୁହେଁ ଶେ ଗୋଟେ ବେଶ୍ୟା ଠାରୁ ହୀନ... ଛି ଛି ଲୋ ବେଧ.....
@deepanjalidash1716
@deepanjalidash1716 2 года назад
Heartly respect to u mam
@amitadakua450
@amitadakua450 2 года назад
U r right mam.
@pramilanayak57
@pramilanayak57 2 года назад
U r right mam
@stripathy02
@stripathy02 2 года назад
Be strong mam everything will be fine
@soumyaranjanmohapatra8374
@soumyaranjanmohapatra8374 2 года назад
Aparajita mam perfect saying
@barsabarik9117
@barsabarik9117 2 года назад
Satare emti maa emti sasu samastnku milu 🙏🙏..aparajita mem u r right
@pabitradas7107
@pabitradas7107 2 года назад
Huge respect to aparajita madam .. She is great ....every woman should get mother-in-law like aparajita maam❤️🙏🙏
@rupalipriyadarshinisamanta3220
@rupalipriyadarshinisamanta3220 2 года назад
Reel lifere best mother real lifere bi best mother and also best mother in law hatsoff to u ..an ideal lady 🙏🙏
@kshanadamishra3990
@kshanadamishra3990 2 года назад
Madam you have proved you are really a Heroine. Every mother in law should learn from you madam. Your language your facial expression say how noble you are. 🙏🏻
@kalicharanhembram3487
@kalicharanhembram3487 2 года назад
Aparajita Maam is a real Maa
@subodhapradhan975
@subodhapradhan975 2 года назад
You are great mam god bless you 👍
@susilsahoo6946
@susilsahoo6946 2 года назад
Such a great lady ❤️❤️ aparajita mam,,, salute to you,,,,big example odisa ra sabu sasunka pai....sasu hebo ta emiti.... inspiration to all woman....
@darkuser94
@darkuser94 2 года назад
What a great lady ❤️
@babu9040
@babu9040 2 года назад
ବାବୁସାନ ଭାଇ ତମେ ତମ ଘରକୁ ଫେରି ଆସ ପ୍ଲିଜ଼ ଭାଇ
@pinkypradhan7262
@pinkypradhan7262 2 года назад
Aparajita mam great👍👍👏👏
@ameet--babu4163
@ameet--babu4163 2 года назад
Aparajita medam ku 🙏🙏🙏🙏🙏🙏🙏🙏🙏...
@poonambehuria6960
@poonambehuria6960 2 года назад
Perfect mother in law 💗,,Shashu and bahu ra relationship eahi bhali strong rahu ।
@dailydiary2810
@dailydiary2810 2 года назад
We all odisha people stand with your family
@soumyasucharitapattnaik1951
@soumyasucharitapattnaik1951 2 года назад
You are great Madam.
@rupalirupa7479
@rupalirupa7479 2 года назад
Bestest mother in law in this world.....jagannath bless ur family
@rashmitabal903
@rashmitabal903 2 года назад
Best mother in law Aparajita Ma'am
@jiga1848
@jiga1848 2 года назад
You are great madam..n ur decision...you are proud to be a mother in law........ ସତରେ madam ନାରୀ କେତେଦିନ ନିର୍ଯାତନା ସହିବ..... ଆପଣ କଥା ମଧ୍ୟ ବାପା ପଣିଆ କୁ ନେଇ ବୁଝେଇବା ର ଯୋଉ ସମ୍ୟକ୍ ଜ୍ଞାନ.. ବହୁତ୍ ଗ୍ରହଣୀୟ... 🙏🏻
Далее
iPhone 16 - презентация Apple 2024
01:00
Просмотров 62 тыс.