Тёмный

ପ୍ରଜ୍ଞାଙ୍କ ହସ କ୍ଷେପଣାସ୍ତ୍ର | Ollywood Comedian Prajnya | Exclusive Interview 

OdishaLIVE
Подписаться 1,1 млн
Просмотров 52 тыс.
50% 1

#ComedianPragyan #PragyanRanjanKhatua #Ollywood #Entertainment #Odiacinema #StandupComedy
ପ୍ରଜ୍ଞା ରଞ୍ଜନ ଖଟୁଆ... ଓଡ଼ିଶାର ଘରେ ଘରେ ପରିଚିତ ଗୋଟେ ନାଁ। ସେ ଜଣେ ଏମିତି କଳାକାର ଯାହାଙ୍କ ମୁହଁର ଏକ୍ସପ୍ରେସନ ଦେଖିଲେ ଲୋକେ ହସନ୍ତି, ଆଉ ତାଙ୍କ ମୁହଁରୁ ପଦେ ଡାଏଲଗ ଶୁଣିଲେ ହସି ହସି ବେଦମ ହୁଅନ୍ତି। ସମସ୍ତଙ୍କୁ ହସର ଖୋରାକ ଯୋଗାଉଥିବା ପ୍ରଜ୍ଞାଙ୍କ ଜୀବନରେ ବି ରହିଛି ଅନେକ ସଂଘର୍ଷର କାହାଣୀ। ଦେଖନ୍ତୁ ଭିଡିଓ…
Comic Pragyan shares interesting anecdotes on his life, his days at Utkal Sangeet Mahavidyalaya, the struggle, journey and success in Ollywood and TV world.
L I K E || S H A R E || S U B S C R I B E
News Website: www.odisha.live
Facebook: / odishalive
RU-vid: / odishalive
Twitter: / odishalive
Instagram: / odishalive
Click the 'bell' icon and Subscribe!
The Event/production is a creation of OdishaLIVE.
---
An OdishaLIVE Web Production.
www.odisha.live
(A Web Initiative of Academy for Media Learning Private Limited)
M-6, Samanta Vihar, Near Kalinga Hospital,
Bhubaneswar-751017 (Odisha).
Produced and broadcast in public interest.
Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.

Опубликовано:

 

20 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 37   
@odicastdesk822
@odicastdesk822 2 года назад
ପ୍ରଜ୍ଞା ଭାଇ.. ଭାରି ଡାଉନ୍ ଟୁ ଆର୍ଥ, ଜଣେ ସୁନ୍ଦର ହାସ୍ୟ ଅଭିନେତା.. ଏମିତି ଆମ ଓଡ଼ିଆଙ୍କୁ ହସାଉଥାନ୍ତୁ.. ଧନ୍ୟବାଦ #ଓଡ଼ିଶାଲାଇଭ #OdishaLIVE
@sarojmohapatra1600
@sarojmohapatra1600 2 года назад
ପ୍ରଜ୍ଞା ଜଣେ ଭଲ ହାସ୍ୟ ଅଭିନେତା। ତାଙ୍କର ପ୍ରତିଟି ଅଭିନୟରେ ବାସ୍ତବତା ରହିଥିବାରୁ ସମସ୍ତଙ୍କ ହୃଦୟକୁ ତାହା ଛୁଇଁଥାଏ।
@subhashreenayak9040
@subhashreenayak9040 2 года назад
ସ୍ୱାସ୍ଥ୍ୟ ଉପରେ ହସର ଏକ ଗଭୀର ପ୍ରଭାବ ଅଛି। କୁହାଯାଏ ହସିଲେ, ଆୟୁଷ ବି ବଢ଼େ। ତେଣୁ ପ୍ରଜ୍ଞା ତାଙ୍କ କମେଡି ମାଧ୍ୟମରେ ସମସ୍ତଙ୍କୁ କେବଳ ହସାଉନାହାନ୍ତି ବରଂ ପରୋକ୍ଷରେ ଅନେକଙ୍କ ଜୀବନଶୈଳୀ ଓ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରୁଛନ୍ତି।
@odicastdesk822
@odicastdesk822 2 года назад
ଭଲ ଆଉ.. ସ୍ୱାସ୍ଥ୍ୟ ମନ୍ତ୍ର ଦେଇଦେଲ
@saudaminipradhan8564
@saudaminipradhan8564 2 года назад
ପ୍ରଜ୍ଞା ରଞ୍ଜନ ନିଜେ ଗୋଟେ କ୍ଷେପଣାସ୍ତ୍ର ସେ କେତେବେଳ ଗୁଲୁଗୁଲା ହେଇ ଫୁଟନ୍ତି ତ କେବେ ବଟ ତ କେବେ ନନସେନ୍ସ ହୋଇ
@ksp3490
@ksp3490 2 года назад
My all time favorite
@bhabanishankarbarai4187
@bhabanishankarbarai4187 2 года назад
Bahut sundar lagila Tanka struggle story amiti agaku asu
@rutuparnakhatua9866
@rutuparnakhatua9866 Год назад
Nicely explained everything
@HareKrushna-f3d
@HareKrushna-f3d 16 дней назад
❤❤❤🙏ଭାଈ ନିଜେ ତ ହସକୁରିଆ ,ପ୍ରଞ୍ଜ୍ୟା ଭାଈ ତମେ ଏ ଦୁନିଆଁ ର ସର୍ବ ଶ୍ରେଷ୍ଠ ସବୁ ଧାରାର ହସକୁରିଆ ।❤❤❤🙏🙏
@nilambarrath
@nilambarrath 2 года назад
Today comedy is not limited to pre scripted dialogues and funny gestures. Rather, it has become a game of presence of mind and intellectual delivery. Most popular standup comedies in India and abroad are based on this trend. #Ollywood #Comedian #Pragnya is a shining example of the same. #OdishaLIVE #ExclusiveInterview
@OdishaLIVE
@OdishaLIVE Год назад
ଥିଲି ଝିଅ, ହେଲି ପୁଅ: ଟ୍ରାନ୍ସମ୍ୟାନ ସୁମନ ମହାକୁଡ଼ | Life Story of Transman Suman Mahakud ru-vid.com/video/%D0%B2%D0%B8%D0%B4%D0%B5%D0%BE-0wYFJnA5Ark.html ଟ୍ରାନ୍ସମ୍ୟାନ ସୁମନ ମହାକୁଡ଼। ସେ ଝିଅ ହୋଇ ଜନ୍ମ ହୋଇଥିଲେ, କିନ୍ତୁ ଆଜି ସେ ଜଣେ ପୁରୁଷ। ଶରୀରର ଏହି ଟ୍ରାନ୍ସଫର୍ମେସନ ପାଇଁ ତାଙ୍କୁ ସମାଜରୁ ଶୁଣିବାକୁ ମିଳିଛି ଅନେକ ଲାଞ୍ଛନା। ଆଉ ଏଭଳି ସମୟରେ ପରିବାର ବି ତାଙ୍କର ହାତ ଛାଡ଼ି ଦେଇଛି। ନିଜେ ନିଜ ପରିଚୟ ପାଇଁ ଲଢ଼ି ସୁମନ ଆଜି ଝିଅରୁ ପୁଅ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ ଟ୍ରାନ୍ସମ୍ୟାନ ଜୀବନର ସଂଘର୍ଷ ବିଷୟରେ ବର୍ଣ୍ଣନା କରି କହିଛନ୍ତି ସୁମନ। ଦେଖନ୍ତୁ ଭିଡିଓ
@drtusharranjanmishra3810
@drtusharranjanmishra3810 20 дней назад
Pragyan is beyond comparison.The most best comedian in ollywood and shorts
@nayaks.k2213
@nayaks.k2213 25 дней назад
"Prema gote alaga patha" was epic
@soubhagyaranjan3158
@soubhagyaranjan3158 2 года назад
What a generous and kind soul. Artist haba ta emti..
@smitra2024
@smitra2024 2 года назад
What a Simple person he is....my best wishes
@dillipbehera1988
@dillipbehera1988 18 дней назад
🙏🏻 ବାପା ଙ୍କ ସହିତ ବିତାଇ ଥିବା ର କଥା ଭାରି ମନକୁ ଶାନ୍ତି ଦେଲା ଭଳି କଥା ଟିଏ 🙏🏻👌🏻👍🏻
@reformerblogs
@reformerblogs 2 года назад
👌👌👌
@narayanabarada6313
@narayanabarada6313 2 года назад
Love u pragya bhai
@luckysgallery
@luckysgallery 2 года назад
Love you sir
@chandannayak7635
@chandannayak7635 24 дня назад
Very good actor. His acting always great
@pintupintunayagadia4845
@pintupintunayagadia4845 Год назад
Love u pragya bhai ❤❤❤
@mcnworld2331
@mcnworld2331 21 день назад
very very talent prangya sir i proud you r odia
@smitra2024
@smitra2024 2 года назад
You both r superb
@OdishaLIVE
@OdishaLIVE Год назад
ଜ୍ୟୋତି ମିଶ୍ରଙ୍କ ଅଭିନୟ ଜୀବନ | Ollywood Actress Jyoti Mishra - Life Story | OdishaLIVE Exclusive. Watch Now. ru-vid.com/video/%D0%B2%D0%B8%D0%B4%D0%B5%D0%BE-4DTV8LtNWKI.html ନବେ ଦଶକରେ ଯେଉଁ କେତେଜଣ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ସେମାନଙ୍କ ଭିତରେ ଜ୍ୟୋତି ମିଶ୍ର ହେଉଛନ୍ତି ଅନ୍ୟତମ। 'ମାତୃଶକ୍ତି', 'ତୋ ଆଖି ମୋ ଆଇନା', 'ମନ ରହିଗଲା ତୁମରିଠାରେ' ଆଦି ସୁପରହିଟ୍ ଫିଲ୍ମ ମାଧ୍ୟମରେ ଜ୍ୟୋତି ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିଲେ। ଓଲିଉଡର ଏହି ଆଗଧାଡ଼ିର ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କ ସହ ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାର।
@ashiskumargochhayat7764
@ashiskumargochhayat7764 2 года назад
Jay tetiskoti Deva Debi 🙏🙏🙏
@sudhansubalabarad8929
@sudhansubalabarad8929 2 года назад
U r great👌👌👌👌
@Rajatkumar-ps1bs
@Rajatkumar-ps1bs 23 дня назад
Jay jagannath 🙏
@liladulalipradahan3002
@liladulalipradahan3002 2 года назад
Really. You. Think. Real. You. Love. Odisa. You. Love. Your. Village. That's. Why. You. Are. Great. Pragyan. Joy. Jagannath
@nayaks.k2213
@nayaks.k2213 25 дней назад
Waahh ki podcast yaar dill se.....❤❤❤❤🎉🎉🎉🎉
@subhrajitsahoo4550
@subhrajitsahoo4550 2 года назад
Well reporting 🔥🔥❤️❤️
@chandansahoo449
@chandansahoo449 24 дня назад
Congratulations 🎉
@SunandanDas-i9x
@SunandanDas-i9x 18 дней назад
@MadanSahu-f5f
@MadanSahu-f5f 19 дней назад
Praghna. Go te. Mo. Bala.
@MadanSahu-f5f
@MadanSahu-f5f 19 дней назад
Ka u. Maghia. Kau chi. Tu go tebala. Bo. Li.
@MadanSahu-f5f
@MadanSahu-f5f 19 дней назад
To. Bapa. Gote. Mo. Pela
@MeeraAlphasa
@MeeraAlphasa 2 месяца назад
Loafer prajna
@basantajani9181
@basantajani9181 21 день назад
Bekar faltu
Далее
С чего всё началось?
00:42
Просмотров 193 тыс.
Kholakatha With Ollywood Actor-Director Hara Patnaik
20:25
Exclusive Interview of Puri Badapanda for SamikshaNews
20:31