Тёмный

ବନ୍ଦହେଇଗଲା ନେତା ତିଆରି କାରଖାନା : ସଂଘମିତ୍ରା 

NNS ODIA
Подписаться 176 тыс.
Просмотров 171 тыс.
50% 1

WANT TO BE A PART OF #nnsodia or BE PART OF THE EVENTS ?....
STAY IN TOUCH: For more and more sensational news, exclusives, and many more such interesting programs stay tuned.......
DO NOT FORGET TO HIT SUBSCRIBE & LIKE BUTTON.
--------------------------------------------------------------------
Gmail : - news.nnsodia@gmail.com
RU-vid : / nnsodia
Facebook : / nnsodia
Twitter : / nnsodia
Instagram : / nnsodia
Website : www.nnsodia.com
#NNS #NNSODIA #odisha #odianews #odia
----------------------------------------------------------------------
If you enjoyed the video do not forget to hit LIKE & SUBSCRIBE button. And do comments. Your feedback is highly solicited. Thank You.

Опубликовано:

 

10 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 534   
@BishnuMohanJena-m5m
@BishnuMohanJena-m5m 6 месяцев назад
ଓଡ଼ଶାର ନାଗରିକ ଙ୍କୁସଚେତନ କରିବାକୁ ସଂଘମିତ୍ରା ପରି ଛାତ୍ରିର ଆବଶ୍ୟକ ଅଛି
@bhagabansahu3420
@bhagabansahu3420 6 месяцев назад
ବାଃ ଚମତ୍କାର, ଧନ୍ୟବାଦ ମା ଏଇଭଳି ମନୋଭାବ ସମସ୍ତ ଓଡ଼ିଆ ମାନଙ୍କ ମନରେ ଉଦ୍ୟୋଗ ହ୍ଉ
@SASADHARAMOHANTY
@SASADHARAMOHANTY 5 месяцев назад
❤❤🎉❤❤
@dhrubacharanguru3826
@dhrubacharanguru3826 5 месяцев назад
Goodmain
@khageswarsethi5924
@khageswarsethi5924 5 месяцев назад
Right your thinking
@minobhumia2042
@minobhumia2042 5 месяцев назад
ସାଙ୍ଗମିତ୍ରା ଭଉଣୀ ବହୁତ ସୁନ୍ଦର ବାର୍ତା ଦେଇଛନ୍ତି 👍👍👍👍
@rajajena-xh2gn
@rajajena-xh2gn 6 месяцев назад
ବହୁତ ସୁନ୍ଦର ପ୍ରୋଗ୍ରାମ ହେଇଚି.. ଅତି ଉଚ୍ଚକୋଟୀର 👌👌
@dharamsinghhial1284
@dharamsinghhial1284 5 месяцев назад
ସଂଘମିତ୍ରା ଭଉଣୀ ଆପଣ ଜନତାଙ୍କ ଉନ୍ନତି ପାଇଁ ଭଲ ବାର୍ତ୍ତା ରଖିଥିବାରୁ ଆପଣଙ୍କୁ ଧନ୍ୟବାଦ୍
@rameshjati169
@rameshjati169 5 месяцев назад
😊😊😊😊
@rameshjati169
@rameshjati169 5 месяцев назад
😊😊😊😊
@niranjansenapati8429
@niranjansenapati8429 5 месяцев назад
​P
@tnanda1432
@tnanda1432 5 месяцев назад
ହଁ ଭାଇ, ୧ଟଙ୍କିଆ ଚାଉଳ ଖାଇଲା ପୁଣି ଏବେ ମାଗଣାରେ ଖାଇଲା ଆବାସ ଯୋଜନା ରେ ଘର ପାଇଲା, ସରକାରୀ ସହାୟତା େର ହେଇଥିବା ପାଇଖାନା କୁ ଝାଡା ଗଲା, ସରକାରୀ ବହି ପାଇ ସରକାରି ସ୍କୁଲ ରେ ପଢିଲାବେଳେ ମାଗଣାରେ ସାଇକଲ ପାଇଲା ପରେ ବେଶି ବୁଦ୍ଧି ହେଲାପରେ ଦେଶରେ କିପରି ନକ୍ସଲବାଦୀ ବଢିବେ, ବାହ୍ୟ ଶତୃ ଡରାଇବେ ଦୁର୍ବଳ ଭାରତ ପାଇଁ କହିବାକୁ କଣ କୁହାଯାଏ-------- ନିମକ ହାରାମ
@niranjanjamdulia709
@niranjanjamdulia709 4 месяца назад
ସଂଘମିତ୍ରା ଭଳି ଅଧିକ leader ଙ୍କ ଦେଶର ଆବଶ୍ୟକତା ଅଛି।
@sudhansusekhardash9010
@sudhansusekhardash9010 6 месяцев назад
ସଂଘମିତ୍ରା ଭଳି ଦେଶ, ରାଜ୍ୟ ଓ ସମାଜ ଦରକାର କରୁଛି। ଝିଅ ନିର୍ବାଚନ ରେ contest କଲେ ଭଲ।
@himadrikumarbhanja421
@himadrikumarbhanja421 5 месяцев назад
Election re contest kariba katha 100% leadership qualities you has
@tnanda1432
@tnanda1432 5 месяцев назад
ହଁ contest କରିବା ପାଇଁ ଯୋଉ ଅମାନତ ଟଙ୍କା ଦରକାର ତାହା ରାସ୍ତା ରେ ଛକରେ ରେଳ ଷ୍ଟେସନ ରେ ଡବା ଦେଖାଇ ମାଗିବେ , ହେଇଗଲା ପରେ ଆତ୍ମିୟ ମାନଙ୍କ ନାଁ ରେ ଘରବାଡି ଜାଗା ଜମି ବଢାଇବା
@padminibankara8222
@padminibankara8222 5 месяцев назад
ବହୁତ୍ ସୁନ୍ଦର୍
@sodabhagh4689
@sodabhagh4689 6 месяцев назад
Very powerful lady Sangamitra sister ❤🎉❤
@parikhitanaik2173
@parikhitanaik2173 6 месяцев назад
ଜୟ ସମ୍ଭିଧାନ 🙏🙏🙏
@batinianandkumar.3565
@batinianandkumar.3565 6 месяцев назад
Sanghamitra mam,really you are a very talented one. 👏 I like your ideology.
@GunanidhiPatra-qu7om
@GunanidhiPatra-qu7om 6 месяцев назад
ଧନ୍ୟବାଦ ସଙ୍ଘ ମିତ୍ରା ଭଗଵାନ ତୁ ମକୁ ଦ୍ରିଘାଉ କରନ୍ତୁ ଦେଶପାଇଲଢ ଭଗବାନଙ୍କ ପାଖରେପ୍ରାଥନା
@anantanaik549
@anantanaik549 6 месяцев назад
🎉Wish you be a good leader .
@anantanaik549
@anantanaik549 6 месяцев назад
🎉
@jagadishdash2679
@jagadishdash2679 5 месяцев назад
ସଂଘମିତ୍ରା ବିଲକୁଲ ସତ ଯଥାର୍ଥ କହୁଛନ୍ତି
@sanjuktamohanty9668
@sanjuktamohanty9668 6 месяцев назад
Many Many Sanghamitra are needed to awer the people against injustice. God may bless you betee to be always healthy and happy 😊 😃
@trinathsinghmahapatra5032
@trinathsinghmahapatra5032 6 месяцев назад
5ବର୍ଷ ରେ ଥରେ ସରକାର ବଦଳିବା କଥା
@NiranjanBehera-p1s
@NiranjanBehera-p1s 6 месяцев назад
nichita nirata sata katha
@bibhutibhusansamal5503
@bibhutibhusansamal5503 6 месяцев назад
ଏହା ବୋକାମୀର ପରିଚୟ କାରଣ ଯିଏ ପାଞ୍ଚବର୍ଷ ପାଇଁ ଆସିବ ସେ ପାଞ୍ଚବର୍ଷ ଭିତରେ ସବୁ ଖୋଳ କରିଦେଇଯିବ କାରଣ ସେ ଜାଣିଥିବ ଯେ ଆରପାଞ୍ଚବର୍ଷରେ ସେ ଆଉ ଆସିବ ନାହିଁ
@biswamberbhutia3280
@biswamberbhutia3280 6 месяцев назад
ସେ ହିସାବରେ କେନ୍ଦ୍ର ସରକାର ବି ଵଦଳିବା ଦରକାର ନା ନାହିଁ
@jadabapatra6306
@jadabapatra6306 6 месяцев назад
Only bjp
@Ryan023abc
@Ryan023abc 5 месяцев назад
Pure BJP ki congressyukt BJP ki bharatacharyukt Janta party Ye katha aga clear kara, ki ghanta/mixture BJP
@SridharaBehera-z5w
@SridharaBehera-z5w 5 месяцев назад
ଖୁବ ପବିତ୍ର ଚିନ୍ତାଧାରା
@dhanarajghanashyam1032
@dhanarajghanashyam1032 6 месяцев назад
ଆପଣଙ୍କ ମତ ଅନ୍ୟମାନଙ୍କୁ ପ୍ରେରିତ କରିବ । ସମସ୍ତଙ୍କ ଚିନ୍ତାଧାରା ଯଦି ଆପଣଙ୍କ ଭଳିଆ ହୁଅନ୍ତା ତାହେଲେ ସତରେ ଆମ ଓଡ଼ିଶାର ପରିବର୍ତ୍ତନ ନିଶ୍ଚିତ ଭାବରେ ହେଇଯାନ୍ତା।
@hemantakumarmohanty849
@hemantakumarmohanty849 6 месяцев назад
ବହୁତ ବହୁତ ଧନ୍ୟବାଦ ସଂଘମିତ୍ରା
@sahadevtudu3989
@sahadevtudu3989 5 месяцев назад
Eita hin samastankara dara
@JayantimundaMunda-ju1pu
@JayantimundaMunda-ju1pu 6 месяцев назад
Sanghamitra is a very good talented person.
@sunilsardar9257
@sunilsardar9257 6 месяцев назад
ମାଡାମ୍ ଭୋଟର୍ ମାନଙ୍କୁ କୁହନ୍ତୁ ଟଙ୍କା ନ ନେଇ ଭୋଟ କରନ୍ତୁ। ମାଡାମ କହି ପାରିଵେ ନାହିଁ। ଟେଲେଣ୍ଟ ନାହିଁ।
@babunapradhan8100
@babunapradhan8100 5 месяцев назад
ଆପଣ ଙ୍କ ପରି କିଛି ମୁଣ୍ଡ ବିକା ମାନେ 5ସହ ଟଙ୍କା ନେଇ ଭୋଟ ଦେବେ
@sahadevtudu3989
@sahadevtudu3989 5 месяцев назад
great discus with social change
@p.k_77
@p.k_77 6 месяцев назад
I like it program .Thank s I love you .
@patitakumarchoudhury9855
@patitakumarchoudhury9855 5 месяцев назад
MLA, MP ମାନଙ୍କ ପାଇଁ ସର୍ବନିମ୍ନ ପିଜି ରେ 70 % ମାର୍କ ରଖିବା ଉଚିତ, କାରଣ ଦେଶ ଚଲେଇବାକୁ ଜ୍ଞାନ ଦରକାର,ଟାଉଟରୀ ନୁହଁ,ଭୋଟର ମାନଙ୍କ ଯୋଗ୍ୟତା +2 ହେବା ଉଚିତ .
@sudhirtudu3522
@sudhirtudu3522 5 месяцев назад
Right bhai
@narayanbehera-gu8hu
@narayanbehera-gu8hu 5 месяцев назад
ଜଣେ ଦୂରଦୃଷ୍ଟି ସମ୍ପନ୍ନl ରାଷ୍ଟ୍ରନୀତିଜ୍ଞ ଙ୍କ ଭଳି କଥା ଦି ପଦ ଭଲ ଲଗିଲା ଧନ୍ୟବାଦ ଭଉଣୀ
@bipinanandamishra
@bipinanandamishra 5 месяцев назад
Stay blessed dear Sanghamitra. I was in search of a genuine young woman like you. You have enlighten the youth who are aimlessly following the selfish and corrupt leaders. The nlinf followers are to learn from her.
@bipinanandamishra
@bipinanandamishra 5 месяцев назад
Every young students should come forward to save the country by rejecting the corrupt government.
@OMMPRAKASH-fr3bb
@OMMPRAKASH-fr3bb 6 месяцев назад
2024not ପରିବର୍ତ୍ତନ ମୋଦି ହାତରେ CBI Ed IT ସବୁ ଅଛି କଣ କରା ଯିବ
@sunarammurmu8371
@sunarammurmu8371 5 месяцев назад
ସଂଘମିତ୍ରା ମାଡାମ ଆଗକୁ ଆଗକୁ ମାଡି ଚାଲ ଜୟ ଶ୍ରୀରାମ........
@sandeeprao4756
@sandeeprao4756 6 месяцев назад
ରାହୁଲ୍ ଗାନ୍ଧୀ ଜିନ୍ଦାବାଦ କଂଗ୍ରେସ ପାର୍ଟି ଜିନ୍ଦାବାଦ
@skjena5530
@skjena5530 6 месяцев назад
ସ୍ୱାଗତମ
@BijayaKumar-re9kf
@BijayaKumar-re9kf 5 месяцев назад
Thanks for your good description.so Iwant meet you for better suggestion
@MahanandaDurga
@MahanandaDurga 6 месяцев назад
Madam lal salaam
@jayakrishnapradhan-ms6tm
@jayakrishnapradhan-ms6tm 5 месяцев назад
2024 ନିର୍ବାଚନ ରେ ଓଡିଶା ସରକାର ବଦ ଳିବା ଦରକାର ।
@sairamsatapathy8539
@sairamsatapathy8539 5 месяцев назад
Excellent well said. Keep working like a society reformer. Every good things comes to a human by Accurinng proper education. She is really educated.
@nrusinghacharanadash4036
@nrusinghacharanadash4036 5 месяцев назад
ok
@masg9236
@masg9236 5 месяцев назад
ପରିବର୍ତ୍ତନ ଦରକାର 🙏
@papunnayak6216
@papunnayak6216 5 месяцев назад
ଭଉଣୀ ଙ୍କର CM ହବାର ଅଧିକାର ଅଛି 👍
@nirmalkumarrana1533
@nirmalkumarrana1533 6 месяцев назад
ଓଡ଼ିଶାରେ ସମ୍ଭବ ନୁହେଁ, ମଦ, ମାଂସ ଏବଂ ବାହୁବଳ ହିଁ ନିର୍ବାଚନ ଜିତିବାର ରୂପରେଖ ହେବ
@ramachandrabadara4824
@ramachandrabadara4824 5 месяцев назад
Right information about us sang Mitra sister hence many many thank you
@rameshkhan68
@rameshkhan68 6 месяцев назад
ସମସ୍ତେ ଏମିତି କହିବା ଜାଣନ୍ତି. ତମକୁ ବି ଟିକେଟ ମିଳିଲେ. ତମେ ବି ବିକି ହେଇଯିବ. ଯେମିତି ସୁର family
@sudiptapratappeda4108
@sudiptapratappeda4108 5 месяцев назад
Right
@chitrasenbisoyi8211
@chitrasenbisoyi8211 5 месяцев назад
କାହା ସହିତ କାହାକୁ ତୁଳନା କରୁଛ
@chitrasenbisoyi8211
@chitrasenbisoyi8211 5 месяцев назад
ସୁର ଫାମିଲି ଗୋଟେ ଦଲାଳିଆ ଫାମିଲି
@tnanda1432
@tnanda1432 5 месяцев назад
​@@chitrasenbisoyi8211ନନ୍ଦିନୀ ସତପଥୀ ବି ଏମିତି କମୁନିଷ୍ଟ ପରିବାର ର ହେଲେ ପରେ....
@santoshkumarbarik1361
@santoshkumarbarik1361 5 месяцев назад
Very nice thanks
@piyushrajkumar15
@piyushrajkumar15 6 месяцев назад
ଓଡିଶା ଭୋଟର କଦାପି ବୁଝିବେ ନାହିଁ
@biswamberbhutia3280
@biswamberbhutia3280 6 месяцев назад
ଭାରତ ଭୋଟର ଵି କାଇ ସେମିତି ଚିନ୍ତା କରନ୍ତି ନାହିଁ
@mscl9512
@mscl9512 5 месяцев назад
Right amany.hauchhanti.500 Tankia Munda Odia odia hauchhanti boka murkha bhakua boli bjd ku vote dauchhanti
@babunapradhan8100
@babunapradhan8100 5 месяцев назад
ଦୁଇ ଜଣ ଙ୍କୁ ମୋର ଲାଲ୍ ସଲାମ ଜଣାଉଛି 💐✊🙏
@jagakaliamajhi8804
@jagakaliamajhi8804 6 месяцев назад
ସଂଘମିତ୍ରା ଦିଦି ଙ୍କୁ ନିର୍ବାଚନ ଲଢ଼ିବାକୁ ଦେବା କଥା। ଆଉ ସମାଜ ସେବା କରିପାରିବେ ଠିକ୍ ଭାବରେ ଉପସ୍ଥାପନ କରନ୍ତି ବ ସାକ୍ଷାତକାର ରେ ଜଣା ଅଛନ୍ତି।
@jayashreejena5313
@jayashreejena5313 5 месяцев назад
Always straight forward and always brave.....go ahead.....❤❤❤
@daktarnaik7814
@daktarnaik7814 5 месяцев назад
ବହୁତ୍ ବହୁତ୍ ଧନ୍ୟବାଦ୍ ସଂଘମିତ୍ରା ଦିଦି
@NabinKunarsethy
@NabinKunarsethy 5 месяцев назад
5 ବର୍ଷ ରେ ଥରେ ସରକାର ବଦଳାଯାଉ ନାହିଁ ବୋଲି ଓଡ଼ିଶା re ମନ ମୁଖି ଶାସନ ଚାଲିଛି.ଏବେ ଏକଛତ୍ରବାଦ ଶାସନ ଚାଲିବ ethire no doubt
@mscl9512
@mscl9512 5 месяцев назад
Odisha ry Impossible murkha bhakua boli odia public sabu Janichhanti South state one Odia public hauchhanti boka murkha bhakua boli bjd ku vote 500 Tanka ry.bhai.susdhurijao.time Asichi
@sasmitakar4914
@sasmitakar4914 4 месяца назад
Right
@partimabarik2645
@partimabarik2645 5 месяцев назад
ବହୁତ ଆବଶ୍ୟକ କଥା ଶୁଣି ଭଲ ଲାଗିଲା ନବ ପ୍ରତିଭା ମାନଙ୍କୁ ଭଲ ଉପଦେଶ ଦେଲେ 🎉❤❤❤❤❤
@prahalladpentia1375
@prahalladpentia1375 6 месяцев назад
Excellent 👌
@rajeshbag4453
@rajeshbag4453 4 месяца назад
ପହେଲା ଥର କୌଣସି ସମାଜନେତ୍ରୀ ବିସ୍ଲେସଣ ସୋସିଆଳ ମିଡ଼ିଆ ❤❤❤❤
@pelongjamuda3785
@pelongjamuda3785 5 месяцев назад
Sanghamitra Ho samaj torop ru bohuth bohuth dhonyobad,,,,
@swayamsiddhakhuntia6454
@swayamsiddhakhuntia6454 5 месяцев назад
💯
@KulamaniBehera-y7h
@KulamaniBehera-y7h 5 месяцев назад
To biswambhara thanks a lot for your इनफार्मेशन.
@jitendrajuanga5193
@jitendrajuanga5193 5 месяцев назад
I love you Sanghamita didi
@akshayamallik1808
@akshayamallik1808 5 месяцев назад
ସଙ୍ଘମିତ୍ରା ଦିଦି ତୁମକୁ ଧନ୍ୟବାଦ୍ ।ଠିକ୍ କଥା କହି ଲୋକ ମାନଙ୍କୁ ସଚେତନ କରିଛନ୍ତି ।
@tnanda1432
@tnanda1432 5 месяцев назад
ବିଲେଇ ବେକରେ ଘଣ୍ଟି ବାନ୍ଧିବାକୁ ସମସ୍ତେ ଚାହାନ୍ତି। ହେଲେ ଯିଏ ବାନ୍ଧି ବାକୁ ଯିବ ସିଏ ମରିବ। କେରଳ କଥା କହିଲ ୟୁ ପି କଥା କହି ଲ ନାହିଁ କାହିକି।ବିହାର ରେ ଲାଲୁଙ୍କ ପରିବାର ରେ ଏ ନୀତିଶିକ୍ଷାଗୁଡ଼ିକ ନଦେଇ କ୍ଷମତା ପାଇଁ ମିଶି ନିର୍ବାଚନ ଲଢୁଚ। ରାହୁଲ ବାୟା ବୁଲୁଚି, ତାକୁ ଟିକେ ବୁଝାଅ
@sasmitakar3233
@sasmitakar3233 5 месяцев назад
Se pa tanka party ra
@susantkumarsahoo9885
@susantkumarsahoo9885 6 месяцев назад
ମ୍ଯାଡାମ ଆପଣ ଏବେ ଜଉଟା କହୁଛନ୍ତି ପରେ ବଦଳି ଜୀ ବେନି ତ
@tnanda1432
@tnanda1432 5 месяцев назад
କେତେ ଗଲେଣି, ସେ ୨ୟ ନନ୍ଦିନୀ ହେବେ ସୁଯୋଗକୁ ଅପେକ୍ଷା
@Amazing_creativity90
@Amazing_creativity90 5 месяцев назад
କମ୍ୟୁନିଷ୍ଟ ଚିନ୍ତାଧାରା ଦେଶ କୁ ତଳି ତଳାନ୍ତ କରିଦିଏ ।
@HemantaNayak-w9f
@HemantaNayak-w9f 5 месяцев назад
Thanks🎉
@dalapatinayak573
@dalapatinayak573 6 месяцев назад
Yes Medom Very Very Right speech Medom go ahead ❤❤❤❤
@RamdhanSingh-p7n
@RamdhanSingh-p7n 5 месяцев назад
ଭଉଣୀ ଯେଉଁ ଦିନ ରାଜନୀତିରେ ସକ୍ରୀୟ ଅଂଶ ଗ୍ରହଣ କରିବାକୁ ଯିବ ସେ ଦିନ ଜନପ୍ରିୟତା କମିବାକୁ ଆରମ୍ଭ ହେବ🌠🌠🌠🌠
@sashidevnayak3599
@sashidevnayak3599 5 месяцев назад
ସଂଘମିତ୍ରା ଦିଦି ଠିକ କହୁଛନ୍ତି
@PareshchMohanta-q6j
@PareshchMohanta-q6j 5 месяцев назад
Verygood dicition ilove yourdicitioñ
@Editandsphotograph369
@Editandsphotograph369 5 месяцев назад
ସୁନ୍ଦର ବାର୍ତ୍ତା 👍
@KanakaLataSwain-e6c
@KanakaLataSwain-e6c 5 месяцев назад
Thanks NNS media very nice video
@kailashchandrasahoo2063
@kailashchandrasahoo2063 5 месяцев назад
ସଂଘମିତ୍ରା ଜଣେ ଉଚ୍ଚ କୁଟୀର ସମୀକ୍ଷକ।ସମାଜରେ ଏଭଳି ଝିଅ ଙ୍କୁ ସପୋର୍ଟ ଦରକାର।ବାସ୍ତବ କଥା କୁହନ୍ତି।ରାଜନୀତିରେ ଶିକ୍ଷାଗତ ଯୋଗ୍ୟତା ନିହାତି ଦରକାର।
@aswinikumarrout3963
@aswinikumarrout3963 5 месяцев назад
ବହୁତ ସୁନ୍ଦର କଥା କହିଲେ
@sebikasabor7132
@sebikasabor7132 5 месяцев назад
Super , very good 👍🏻 Jay sanvidhan
@seetanaik8351
@seetanaik8351 6 месяцев назад
Excellent thought madam
@justiceforu
@justiceforu 6 месяцев назад
Sanghamitra di koithi ticket pailo MLA ticket nio au CM huo
@musicrelas5234
@musicrelas5234 5 месяцев назад
Sangamitra mam thankyou
@SMILAN_143
@SMILAN_143 6 месяцев назад
ବିଜେପି ହଟାଅ ଓଡ଼ିଶା ବଞ୍ଚାଅ
@sarojkumarnahak5122
@sarojkumarnahak5122 6 месяцев назад
Odisha re BJP nahi babu
@Depesswai5353gmai
@Depesswai5353gmai 5 месяцев назад
Age Val re bujha odisha government ke a
@BharatJena-yu7no
@BharatJena-yu7no 5 месяцев назад
Bjd hatao odisha banchao
@SMILAN_143
@SMILAN_143 5 месяцев назад
@@sarojkumarnahak5122 ମୂଳରୁ ଯିବା ଦରକାର
@tnanda1432
@tnanda1432 5 месяцев назад
ବିଜେପି ରହୁ, ଦେଶ ରହୁ ୪00 ପାର ହେଉ
@sumansahoo5789
@sumansahoo5789 5 месяцев назад
Right ❤❤❤
@sadanandabhoi1879
@sadanandabhoi1879 6 месяцев назад
ସତ କଥା ସଂଘମିତ୍ରା madam
@ritandhal2238
@ritandhal2238 6 месяцев назад
ସଂଘମିତ୍ରା ତମେ କୁହ ବର୍ତମାନ ଆମେ କହକୁ ଭୋଟ ଦେବ Kn ବିଜେଡି କୁ ଭୋଟ ଦେବ ବିଜେଡି ସରକାର 24 ବର୍ଷା ରେ ଜଣ କରିଛି ଓଡିଶା ରେ ମଦ ମାଂସ ଦେଇକି ବିଜୟୀ ହଉଛି
@SujitSuji-fh5fh
@SujitSuji-fh5fh 6 месяцев назад
Very nice di..i lke you in my heart
@madhabanandamahanta2627
@madhabanandamahanta2627 6 месяцев назад
Didi lal salam
@hariharpatnaik8500
@hariharpatnaik8500 6 месяцев назад
You are absolutely right mam. Jago voter Jago. Now or never.
@balaramparida9828
@balaramparida9828 5 месяцев назад
Very good
@jayadevbehera2568
@jayadevbehera2568 5 месяцев назад
ଅତି ସୁନ୍ଦର program।
@pradiptabehera7340
@pradiptabehera7340 4 месяца назад
ବହୁତ୍ ବଢିଆ
@rabindranath2244
@rabindranath2244 5 месяцев назад
ମଦମ୍ ପାଗଳ ହୋଇ ଯାଇଛନ୍ତି
@tnanda1432
@tnanda1432 5 месяцев назад
ସେ ପରା ୨ୟ ନନ୍ଦିନୀ ସତପଥୀ ହେବେ
@mscl9512
@mscl9512 5 месяцев назад
Sat Kahily Gandimariba bhali Laguchi
@tnanda1432
@tnanda1432 5 месяцев назад
@@mscl9512 ୪ ଜୁନ୍ ରେ କିଏ କାହାର gandi ମାରିଚି ଜଣା ପଡିବ
@premanandasuna7436
@premanandasuna7436 5 месяцев назад
ଧନ୍ୟବାଦ ବହୁତ ସୁନ୍ଦର
@tapasgahan3044
@tapasgahan3044 6 месяцев назад
Right katha
@laxmannaik3583
@laxmannaik3583 5 месяцев назад
🙏🙏🙏
@AbhimanyuInjal-ik6oe
@AbhimanyuInjal-ik6oe 5 месяцев назад
Nice pich disition
@Lucky-sk3lo
@Lucky-sk3lo 6 месяцев назад
ଭାରତ ରେ ଗଣତନ୍ତ୍ର ରେ ଭୋଟ କଣ ଆମେ କାହିଁକି ଭୋଟ ଦେଉ ,ଭୋଟ ମୂଲ୍ୟ ମୂର୍ଖ କଥା ଛାଡ ତଥା କଥିତ ଶିକ୍ଷିତ ବିବୁଝେନି ।
@DibakarBarik-vr4mq
@DibakarBarik-vr4mq 6 месяцев назад
Good
@supertiger4463
@supertiger4463 5 месяцев назад
Very nice
@kishorehansda
@kishorehansda 5 месяцев назад
ସେଥିପାଇଁ College ରେ Election ବନ୍ଦ୍ କରିଦେଇଛନ୍ତି
@chittapadhan1482
@chittapadhan1482 6 месяцев назад
ବହୁତ୍ ଭଲ ଓ ସୁଦର୍
@durgasorenentertainment2303
@durgasorenentertainment2303 5 месяцев назад
ସରକାର 5 Years ରେ ବଦଳିବା ଦରକାର
@pradiptparida8206
@pradiptparida8206 6 месяцев назад
ଆପଣ ଏବେ କୁହନ୍ତୁ ଆମେ କାହାକୁ ଭୋଟ ଦବୁ କେଉଁ ଦଳ ଯିଏକି ବିଲକୁଲ ସାଧାରଣ ଲୋକଙ୍କ ଟଙ୍କା କୁ ଖାଏ ନାହିଁ
@justiceforu
@justiceforu 6 месяцев назад
Independent candidate bhabore Cuttack ru lodhontu
@santoshkumarmohanty1888
@santoshkumarmohanty1888 5 месяцев назад
ଭଲ କଥା କହୁଛି। କିନ୍ତୁ ୟାକୁ କୌଣସି ରାଜନୈତିକ ଦଳ କିଣି ନେବେ। ପ୍ରଥମେ ଦଳର ମୁଖପାତ୍ର ବନେଇ ଦେବେ। କିଛିଦିନ ପରେ MLA, MP କିମ୍ବା Mayor କରିଦେବେ ଯେମିତି ଅନ୍ୟ ଦଳରେ ଏଇ backgroundର ଲୋକ ଅଛନ୍ତି।
@NrusinghaCharanRatha
@NrusinghaCharanRatha 5 месяцев назад
ଘରୋଇକରଣର ଅର୍ଥ ନିଜର ଦାୟିତ୍ବ ଓ କର୍ତ୍ତବ୍ଯକୁ ନିଜ ମୁଣ୍ଡରୁ ଓହ୍ଲାଇ ଅନ୍ଯ ମୁଣ୍ଡରେ ଲଦିବା,ଅନ୍ଯ ମୁଣ୍ଡ ରେ ଅଠା ବୋଳି ନିଜେ ସାଧୁ ସନ୍ଥ ବୋଲି ପ୍ରମାଣ କରିବା । ଏହା ସୁସ୍ଥ ଗଣତନ୍ତ୍ରର ପ୍ରଚଣ୍ଡ ପରିପନ୍ଥି । ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ... ... ...
@binodkumarnayak6453
@binodkumarnayak6453 4 месяца назад
Thanks stister god bay
@sukantakumarlenka237
@sukantakumarlenka237 6 месяцев назад
Right question
@SumatiSumatiGhadei
@SumatiSumatiGhadei 6 месяцев назад
Yes100% .
@Surendrasing572-js
@Surendrasing572-js 3 месяца назад
ସଂଘର୍ଷ ଜାରି ରହୁ ଦିଦି ଆମେ ତୁମ ସାଙ୍ଗରେ ଅଛୁ
Далее
نترس تو برق نبود😅😅
00:17
Просмотров 1,7 млн