Тёмный

ବବିଙ୍କ ଗାଦି ଲୋଭ ! | Odisha Reporter 

Odisha Reporter
Подписаться 2,5 млн
Просмотров 128 тыс.
50% 1

Опубликовано:

 

26 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 583   
@stvodia073
@stvodia073 2 года назад
ଆରେ ମୁଁ ଆଗରୁ କହିଛି ନବୀନ ପଟ୍ଟନାୟକ ଦୁର୍ନୀତି ବୀର ଠକବୀର ବାହାପିଆବୀର ବେଲଜ୍ୟା ବୀର ଧର୍ଷଣ ବୀର ମଡର ବୀର ଗୁଣ୍ଡା ବୀର ମାନଙ୍କ ଫେକଟିରୀ ବସେଇଚି ଆଉ ମଦ ଦୋକାନ ଗାଁ ଗାଁରେ ଖୋଲିବା ପାଇଁ ପ୍ରତିଜ୍ଞା କରିଛି ନବୀନ ପଟ୍ଟନାୟକ ଦୁର୍ନୀତି
@dalibandhugouri6001
@dalibandhugouri6001 2 года назад
Tu sa banda janichu BJP hatao desh bachao
@kumarnayak306
@kumarnayak306 2 года назад
Right
@maheshpatnaik6972
@maheshpatnaik6972 2 года назад
ଏହି news channel ର ମାଲିକ କଣ ଭଲ କିଁ.... ସେ ପରା ୨୩ କୋଟି ଖାଇଛନ୍ତି ... ତାଙ୍କ ବିଷୟ ରେ ତ ଏହି news channel କିଛି show କରୁନି ....
@maheshpatnaik6972
@maheshpatnaik6972 2 года назад
ତମ ପଣ୍ଡା ବାବୁ ନିଜକୁ ଯଦି ବଡ଼ ନେତା କହିଛନ୍ତି ତେବେ ଏବେ ଯାଏଁ ଖାଲି ରେ କଣ ପାଇଁ ବସିଛନ୍ତି ..? ବିଜେପି ଠିକ୍ ଜାଣିଛି ସେ ଯେଉଁ ସ୍ଥାନ ରୁ ବି ଲଢ଼ିଲେ ହାରିବା ସୁନିଶ୍ଚିତ..
@namitagochhayat5059
@namitagochhayat5059 2 года назад
ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ odisha ରେପୋର୍ଟେର ର ଏଭଳି ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ।
@satchitmisra7450
@satchitmisra7450 2 года назад
ଓଡ଼ିଶା ରିପୋର୍ଟର ,ଓ ଟିଭି ର ଏକ ଅଂଶ।ଏଣୁ ବିଜୁ ଜନତା ଦଳ ବିଷୟ ରେ କୁତ୍ସା ରଚନା କରିବା ଏହାର ସର୍ବଦା ଅଭ୍ୟାସ।
@prabirkumardas2743
@prabirkumardas2743 2 года назад
ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ କୁ ସଜ୍ୟ କରିପାରୁ ନାହାନ୍ତି ଜୟ ପଣ୍ଡା।
@usharanipaikaray737
@usharanipaikaray737 2 года назад
ଗାଦି ଲୋଭ କାହାର ଅଛି ସେ କଥା ମଧ୍ୟ ଓଡିଶା ବାସୀଙ୍କୁ ଅଛପା ନାହିଁ
@suryakantapradhan8460
@suryakantapradhan8460 2 года назад
ବବି ବାବୁଙ୍କ ଗାଦି ଲୋଭ ନାହିଁ ବରଂ ତୁମ ମାଲିକଙ୍କ ଗାଦି ଲୋଭ ରହିଛି। ବବି ବାବୁଙ୍କ ସାଙ୍ଗଠନିକ ଦକ୍ଷତା ପାଇଁ ନବୀନବାବୁ ତାଙ୍କୁ ଏହି ଦାୟିତ୍ବ ଦେଇଛନ୍ତି ଆଉ ବବି ବାବୁଙ୍କ ଲୋକପ୍ରିୟତା ଓ ଗ୍ରହଣଯୋଗ୍ୟତାକୁ ସହ୍ୟ କରିପାରୁନ ବୋଧହୁଏ।
@satyashreemishra8823
@satyashreemishra8823 2 года назад
ନିଜ ମାଲିକଙ୍କୁ ଖୁସି କରିବା ପାଇଁ ଓଡ଼ିଶା ରିପୋର୍ଟର ମାନେ ଏତେ ନିମ୍ନ ସ୍ତରର ଖବର ପ୍ରସାରଣ କରି ତାଙ୍କ ଅସ୍ତିତ୍ବ ହରାଉଛନ୍ତି।
@satyashreemishra8823
@satyashreemishra8823 2 года назад
ପଣ୍ଡା ବାବୁ ଯେଉଁ ୨୩୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ଉପରେ କିଛି ପ୍ରସାରଣ କରନ୍ତୁ।
@usharanipaikaray737
@usharanipaikaray737 2 года назад
ନବୀନ ତାଙ୍କ ଦଳ ରେ କଣ ଓଡିଶା ବାସୀଙ୍କୁ ବେଶ ଜଣା. ଓଡିଶା r ସମସ୍ତ ଜନସାଧାରଣ ଙ୍କୁ ସେ ଭଲ ପାଆନ୍ତି. ସମସ୍ତ ଙ୍କ ହିତ ପାଇଁକାମ କରନ୍ତି
@prabirkumardas2743
@prabirkumardas2743 2 года назад
ବବି ଭାଇ ଓଡିଶା ରାଜନୀତିରେ ଦିନେ ବିଜୁ ବାବୁଙ୍କ ଅତି ଆପଣାର ଥିବା ଅଶକ ଦାସ ଙ୍କ ସୁପୁତ୍ର ତେଣୁ ସେ କୃତଜ୍ଞତା କଣ ଜାଣିଛନ୍ତି। ଜୟ ପଣ୍ଡା ଭଳି କୃତଘ୍ନ ନୁହେଁ।
@usharanipaikaray737
@usharanipaikaray737 2 года назад
ବିଜେପି ଦଳ ଭଳି ବିଜେଡି ନୁହନ୍ତି ସ୍ୱାର୍ଥ ଯୋଉଠି ବିଜେପି ସେଇଠି
@prabirkumardas2743
@prabirkumardas2743 2 года назад
ବବି ନିଜେ ପାଳି ନାହାନ୍ତି ତାଙ୍କ ପ୍ରଶଂସକ ମାନେ ପାଳିଛନ୍ତି। ଏହା ଓଡିଶା ରିପୋଟର୍ ଜାଣି ରଖିବା ଦରକାର।
@usharanipaikaray737
@usharanipaikaray737 2 года назад
ଏସବୁ ବବି ଭାଇଙ୍କ ଠାରୁ ଶିଖ କେତେ ଲୋକ ପ୍ରିୟ ନେତା ଯାହାର ଜନ୍ମ ଦିନ କୁ ଲୋକେ ନିଜ ଇଛାରେ ପାଳନ କରୁଛସନ୍ତି
@bhikaricharandas2046
@bhikaricharandas2046 2 года назад
Every man have right to celebrate his /her birthday, It is not questionable any political .
@ranjanprakash4556
@ranjanprakash4556 2 года назад
ଘରର ମୁଖିଆ 4 ବର୍ଷ ହେଲା ଜନ୍ମଦିନ ପାଳିନାହାନ୍ତି ଗୋଠଭଙ୍ଗା ଭଳି ଲୋକଦେଖାଣିଆ ଜନ୍ମଦିନ ପାଳୁଛନ୍ତି ବବି bhai|
@prabirkumardas2743
@prabirkumardas2743 2 года назад
ଜୟ ପଣ୍ଡା ଭଳି ଗାଦି ଲାଳସା ଆମ ବବି ଭାଇଙ୍କ ନାହିଁ ଏହା ଜାଣି ରଖିବା ଦରକାର।
@namitagochhayat5059
@namitagochhayat5059 2 года назад
ଏହା କଣ ଗଣମାଧ୍ୟମର ପ୍ରକୃତ କର୍ତ୍ତବ୍ୟ। କାହିଁକି ଏହି ଭିତ୍ତିହୀନ ଏବଂ କଳ୍ପନା ଦ୍ୱାରା ରଚିତ ଖବରକୁ ଅଧିକ ଅତିରଞ୍ଜିତ କରିକି ଦେଖାଉଛି ଏହି ଗଣମାଧ୍ୟମ।
@usharanipaikaray737
@usharanipaikaray737 2 года назад
ରାଜ୍ୟ ବାସୀଙ୍କ ଉର୍ନତି ନିମନ୍ତେ ସର୍ବଦା କାର୍ଯ୍ୟ ରତ ଯେଉଁ ସରକାର. ସେ ଜାଣିଛି ତା ଦଳ ତା ପାଇଁ କଣ ସେ ବିଷୟରେ ରିପୋଟର ଙ୍କ ଚିନ୍ତା କରିବା ଦରକାର ନାହିଁ
@brahmanandapradhan4859
@brahmanandapradhan4859 2 года назад
ଏତେ ଟଙ୍କା କୁଠୁ ଆଣିଲେ ଗରୀବ ଚାଷୀ ଙ୍କ ଟଙ୍କାରେ ଏମାନେ ବିଦେଶ ଯାଉଛନ୍ତି ଓ ମସ୍ତି କରୁଛନ୍ତି
@satyashreemishra8823
@satyashreemishra8823 2 года назад
ହୀନ ରାଜନୀତି କରିବା ବିଜେପି ଦଳର ଅଭ୍ୟାସ ହୋଇ ଗଲାଣି । ବିଜେପିର ଅବସ୍ଥା ଆଗାମୀ ଦିନରେ ବହୁତ ଖରାପ।
@maheshpatnaik6972
@maheshpatnaik6972 2 года назад
ବିଜୁ ଜନତା ଦଳ ର ପଣ୍ଡା ବାବୁ ଙ୍କୁ ଖୋଲା ଚାଲେଞ୍ଜ ... ଯଦି ସତ ରେ ପଣ୍ଡା ବାବୁ ମରଦ ପିଲା ତେବେ ଖୋଲା ଖୋଲି ରାଜନୀତି କର ....
@usharanipaikaray737
@usharanipaikaray737 2 года назад
ବବିଭାଇ ଙ୍କ ଜନ୍ମ ଦିନ ପାଳନ ରେ ଓଡିଶା ବାସି ବହୁତ ଖୁସି ବିଜେଡି ଦଳ ତା ଠୁ ଅଧିକ ଖୁସି. ନବୀନ ସବୁଠୁ ବେଶୀ ଖୁସି
@pratikshyapattnaik4349
@pratikshyapattnaik4349 2 года назад
ଓଡ଼ିଶା ର ବିକାଶ କୁ ନବୀନ ବାବୁ ଙ୍କ ସହ ମିଶି ଯିଏ ଆଗକୁ ବଢାଇଛନ୍ତି ସେ ହେଉଛନ୍ତି ଆମ ପ୍ରିୟ ବବି ଭାଇ
@lipsadas4353
@lipsadas4353 2 года назад
ହୀନ ରାଜନୀତି କରୁଛି ବିଜେପି ।
@usharanipaikaray737
@usharanipaikaray737 2 года назад
ଜନ୍ମ ଦିନ ବିଜେଡି ସାଙ୍ଗଠନିକ ବବି ଭାଇ ପାଳୁ ନାହାନ୍ତି ତାଙ୍କୁ ଭଲ ପାଉଥିବା ଲୋକ ମାନେ ପାଳୁଛନ୍ତି. ବବି ଭାଇଙ୍କୁ ସାରା ଓଡିଶା ବାସି ଭଲ ପାଆନ୍ତି
@sushantabehera6234
@sushantabehera6234 2 года назад
Babi bhai hamara site hiro
@Brajaparrottalking
@Brajaparrottalking 2 года назад
👍👍👍
@prakashtripathy2378
@prakashtripathy2378 2 года назад
Yes...
@rabindramohanty7020
@rabindramohanty7020 2 года назад
ଓଡ଼ିଶାରେ ବିଜେପି ଅସ୍ଥିତ୍ୱ ହୀନ. ବାରମ୍ବାର ହାରିଚାଲିଛନ୍ତି. ଲୋକେ ସେମାନଙ୍କୁ ପରିତ୍ୟାଗ କରିଛନ୍ତି.
@usharanipaikaray737
@usharanipaikaray737 2 года назад
ବୈଜୟନ୍ତ ପଣ୍ଡା ଙ୍କ ଭଳି ହୀନ ରାଜନୀତି କରି ନିଜ ଦଳ ରେ କନ୍ଦଳ ସୃଷ୍ଟି କରିବେ. ନିଜେ ଯାହା ଅନ୍ୟ କୁ ସେୟା ଭାବିଛନ୍ତି
@abhisekrath5516
@abhisekrath5516 2 года назад
Every year, on the birth anniversary of the founding editor, work is done for the benefit of various societies. Such as blood donation camps, etc.
@prabirkumardas2743
@prabirkumardas2743 2 года назад
ଗାଦି ଲୋଭ ବବି ଭାଇ ଙ୍କ ନାହିଁ ଜୟ ପଣ୍ଡା ଭଳି।ବବି ଭାଇ ଙ୍କୁ ଭଲ ପାଇ ଲୋକ ମାନେ ତାଙ୍କ ଜନ୍ମ ଦିନ ପାଳନ କରୁଛନ୍ତି। ଏମାନଙ୍କ ଫଟୁଛି କାହିଁକି।
@gagansahu494
@gagansahu494 2 года назад
Right bro 👍
@usharanipaikaray737
@usharanipaikaray737 2 года назад
ଓଡିଶା ରିପୋଟର ଜାଣିପାରୁନାହାନ୍ତି. ବିଜେଡି କାମ ବେଶୀ କଥା କମ ରେ ପସନ୍ଦ କରେ
@narayanbehera1373
@narayanbehera1373 2 года назад
ରାଜନୀତି ର ମଇଦାନ ରେ ଲୋଢ଼ୀବାର ତ ସତ ସାହସ ନାହିଁ ସେଇଥି ପାଇଁ ଏଇ ଭୋଳି ଛାୟା ଯୁଦ୍ଧ କରୁଛନ୍ତି ବାବୁ ବୈଜୟନ୍ତ। ହା ହା ହା......
@prabirkumardas2743
@prabirkumardas2743 2 года назад
ଜୟ ପଣ୍ଡା କଣ ଜନ୍ମ ଦିନ ପାଳନ୍ତି ନାହିଁ।କଣ ତାଙ୍କ ଜନ୍ମ ଦିନ ତାଙ୍କ ବାପା ତାଙ୍କୁ ଜଣାଇ ନାହାନ୍ତି।
@lipsadas4353
@lipsadas4353 2 года назад
ବିଜେପି ପ୍ରସଙ୍ଗ ବିହୀନ ରାଜନୀତି କରି ଓଡ଼ିଶାରେ ଅବସ୍ଥା ସମସ୍ତେ ଜାଣିଛନ୍ତି।ଆଗକୁ ବିଯେପିବର ଅବସ୍ଥା କଣ ହେବ ସମସ୍ତେ ଜାଣିଛନ୍ତି
@satyashreemishra8823
@satyashreemishra8823 2 года назад
ଅପରାଜିତା ମାଡାମଙ୍କ ବିରୋଧରେ ପଣ୍ଡା ବାବୁ ରାଜନୀତି କରୁଛନ୍ତି ବୋଲି କ'ଣ ବବି ଭାଇ ବି ନବୀନ ପଟ୍ଟନାୟକଙ୍କ ବିରୋଧରେ ରାଜନୀତି କରୁଛନ୍ତି ବା ବା ରେ।
@anmayeedas4839
@anmayeedas4839 2 года назад
ଜୟ ପଣ୍ଡା ଭଳି ଜଣେ ଦୁର୍ନୀତିଗ୍ରସ୍ତ ନେତାଙ୍କ ଚେନାଲରୁ ଏଭଳି ଜଣେ ଭଲ ବ୍ୟକ୍ତି ବିଷୟରେ ସମାଲୋଚନା ଶୋଭା ପାଉନାହିଁ।
@Brajaparrottalking
@Brajaparrottalking 2 года назад
good
@indiradas2104
@indiradas2104 2 года назад
ଆଜି ତ ବବି ଭାଇନା ଙ୍କ ଜନ୍ମ ଦିନ ଥିଲା, ତେଣୁ topic ପାଇଗଲେ ଓଡ଼ିଶା ରିପୋର୍ଟର ବାଲା। କାଲି କାହାର ପର୍ବ ଅଛି ଆଜି ରାତି ଠୁ ଖୋଜିବା ଆରମ୍ଭ କରିଦିଅ, ନ ହେଲେ କାଲି ଲେଖିବ କ'ଣ।
@susiljena0707
@susiljena0707 2 года назад
ନିଜକୁ ବଡ଼ ନେତା କହୁଛନ୍ତି ଆପଣଙ୍କ ମାଲିକ ତାଙ୍କୁ କୁହ ରାଜ୍ୟର ଯେଉଁ ନିର୍ବାଚନ ମଣ୍ଡଳୀ ବାଛିବେ ସେଇଠି ହାରିବେ
@susiljena0707
@susiljena0707 2 года назад
ବିଜୁ ଜନତା ଦଳ ଏଭଳି ଛାୟା ଯୁଦ୍ଧ କୁ ପ୍ରସନ୍ଦ କରେନି ତୁମ ମାଲିକଙ୍କୁ ଭଲ ଭାବରେ ଜଣା ଅଛି
@pratikshyapattnaik4349
@pratikshyapattnaik4349 2 года назад
ଆମେ ନବୀନ ବାବୁ ଫ୍ୟାନ ଆମେ ବବି ଭାଇ ଫ୍ୟାନ
@satyashreemishra8823
@satyashreemishra8823 2 года назад
ସଂଗଠନ କେମିତି ହୁଏ ବବି ଭାଇଙ୍କ ଠୁଁ ଶିଖୁନ ଏମିତିକା ବେକାର କଥାରେ ରଡ଼ି ଛାଡ଼ିଲେ କିଛି ଫାଇଦା ହେବ ନାହିଁ।
@pratikshyapattnaik4349
@pratikshyapattnaik4349 2 года назад
ବବି ଭାଇ ଯୋଉ ଦିନ ଠାରୁ ଆମ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ହେଇଛନ୍ତି ସେବେ ଠାରୁ ବିଜେପି ଓଡ଼ିଶା ରୁ ହଜି ଯାଇଛି
@ARMeher701
@ARMeher701 2 года назад
Right
@radhakanta8587
@radhakanta8587 2 года назад
ବବି ଙ୍କ କେଁ ବଜାଇବେ..ନବୀନ ଅପେକ୍ଷା କର..
@pradeepjena737
@pradeepjena737 2 года назад
ଅତି ଲୋଭ ମହାବିପଦ
@namitagochhayat5059
@namitagochhayat5059 2 года назад
Trp ପାଇଁ କିଛି ବି କହିପାରେ ଓଡ଼ିଶାରେପୋର୍ଟେର। ଜବାବ ରଖୁଛି ସାରା ଓଡ଼ିଶା।
@usharanipaikaray737
@usharanipaikaray737 2 года назад
ବିଜେଡି ଦଳ ର ଗୋଟିଏ ଲକ୍ଷ ଓଡିଶା ବିକାଶ ଓଡିଶା ସ୍ୱାର୍ଥ ନିଜ ସ୍ୱାର୍ଥ ନୁହେଁ ନିଜ ବିକାଶ ନୁହେଁ
@pratikshyapattnaik4349
@pratikshyapattnaik4349 2 года назад
ବବି ଭାଇ ଖାଲି ବିଜୁ ଜନତା ଦଳ ପାଇ ନୁହେଁ ପୁରା ରାଜ୍ୟର ଭବିଷ୍ୟତ ପାଇ ସଦାବେଳେ ଚିନ୍ତିତ
@rabindramohanty7020
@rabindramohanty7020 2 года назад
ଜନ୍ମଦିନର ପାଳିବା କେଉଁ ଅପରାଧ ହେଲା,ତାକୁନେଇ ଏତେ ଚର୍ଚ୍ଚା ଚାଲିଛି. ଅତ୍ୟନ୍ତ ନିନ୍ଦନୀୟ ଖବର.
@prabirkumardas2743
@prabirkumardas2743 2 года назад
ରାଜ୍ୟ ରାଜନୀତି ର ଜଣେ ଲୋକପ୍ରିୟ ନେତା ହେଉଛନ୍ତି ପ୍ରଣବ ପ୍ରକାଶ ଦାସ ସେ ନିଶ୍ୱାର୍ଥ ପର ଭାବରେ ଓଡିଶା ବାସୀଙ୍କ ସେବା କୁ ନିଜର ମୂଳ ଲକ୍ଷ୍ୟ ଭାବରେ ବାଛି ନେଇଛନ୍ତି। ସେଭଳି ଜଣେ ବ୍ୟକ୍ତି ବିଷୟରେ ଏହିଭଳି କୁରୁଚି କର ମନ୍ତବ୍ୟ ଆଦୌ ଶୋଭା ପାଉନାହିଁ।
@usharanipaikaray737
@usharanipaikaray737 2 года назад
ଦୁର୍ନୀତି ରେ ଲିପ୍ତ ଜୟ ପଣ୍ଡା ଙ୍କ ଖବର ପ୍ରସାର ତ କାହିଁ ଓଡିଶା ରିପୋଟର ଙ୍କୁ ଦିଶୁନି ଯିଏ 2300 କୋଟି ଖର୍ଚ୍ଚ କରିଛନ୍ତି
@susiljena0707
@susiljena0707 2 года назад
ଜନ୍ମଦିନ ପ୍ରଣବ ପ୍ରକାଶ ଦାସ ପାଳନ କରିନାହାନ୍ତି ତାଙ୍କ ସମର୍ଥକ ମାନେ ବିଭିନ୍ନ ଜିଲ୍ଲାରେ ପାଳନ କରିଛନ୍ତି
@adityaprasadtripathy3542
@adityaprasadtripathy3542 2 года назад
ଆଉ ଜନ୍ମଦିନ ଟା ବବି ଭାଇ ପାଳିନାହାନ୍ତି ତାଙ୍କ fans ମାନେ ପାଳୁଛନ୍ତି।
@lipsadas4353
@lipsadas4353 2 года назад
ସବୁ ନିର୍ବାଚନ ରେ ତ ହାରିଲା ବିଜେପି।କେବେ ଆଉ ଶିଖିବ।
@sujitsahoo1226
@sujitsahoo1226 2 года назад
ମେଡିଆ ବାଲାଙ୍କ ହିସାବରେ ତ ନବିନ ବାବୁ ବିଦେଶ ଗସ୍ତ ରେ ଅଛନ୍ତି ମାନେ ବିଧାୟକ ମାନେ ଜନ୍ମଦିନ , ବିବାହ ବାର୍ଷିକୀ , ବ୍ରତତ୍ସବ ସବୁ ପାଳନ ମନା।
@sujitsahoo1226
@sujitsahoo1226 2 года назад
ଓଡ଼ିଶା ରିପୋର୍ଟର ବାଲା ନିଶ୍ଚିତ ରୁହନ୍ତୁ ସମସ୍ତେ ତାଂକ ମାଲିକଙ୍କ ଭଳି ଧୋକେବାଜ୍ ନୁହନ୍ତି।
@Odia_Toka_Om
@Odia_Toka_Om 2 года назад
ଆଉ ଗଟେ କଥା ବବି ଭାଇ ତାଙ୍କର ଜନ୍ମଦିନ ପାଳନ କରିନାହାନ୍ତି ତାଙ୍କ ଫ୍ୟାନ ମାନେ ପାଳନ କରିଛନ୍ତି ବୁଝିଲ ଦଲାଲ ନୁୟଜ ଯାହା ଲାଗୁଚି ବବି ଭାଇଙ୍କ ଜନ୍ମଦିନ ପାଳନ ଦେଖି ବିଜେପି ଵାଲା ସହି ପାରୁ ନାହାନ୍ତି କାରଣ ବିଜେପି ଵାଲା ଙ୍କର ତୋ ଫ୍ୟାନ ବହୁତ କମ ଆଉ ସେମାନେ ତାଙ୍କ ନେତା ଙ୍କ ପାଇଁ ଜନ୍ମଦିନ ପାଳନ କରୁନାହାନ୍ତି ସେଇ ପାଇଁ ବିଜେପି ଵାଲା ଏମିତି ହେଉଛନ୍ତି
@panchananbarik2029
@panchananbarik2029 2 года назад
ବବି ବାବୁଙ୍କ ଜନ୍ମଦିନ ତାଙ୍କ ବ୍ୟକ୍ତିଗତ ଆକୁ ନେଇକି ମିଡ଼ିଆ ରାଜନୀତି କରୁଛି ବବିବାବୁ ତାଙ୍କ ଜନ୍ମଦିନ ପାଳନ କରିବେକିନାହଁ ତାଙ୍କ ଓପରେ ନିର୍ଭର କରେ.
@susiljena0707
@susiljena0707 2 года назад
ଆରେ ବେହିୟା ଓଡ଼ିଶା ରିପୋର୍ଟସ୍ ଟିଭି ନବୀନ ପଟ୍ଟନାୟକ କୋଭିଡ ମହାମାରୀ ପାଇଁ ନିଜ ଜନ୍ମ ଦିନ ପାଳନ କରୁନାହାନ୍ତି ରେ
@srikantadassrikantadas3908
@srikantadassrikantadas3908 2 года назад
ଯାଜପୁର ଝାବେଡା ବବି ପ୍ୟାରୀମୋହନ ଭଳି ନାମ ନବ. ନିଜକୁ cm ହବାର ସ୍ୱପ୍ନ ଦେଖୁଛି ପେଳୁଆ
@Odia_Toka_Om
@Odia_Toka_Om 2 года назад
ବବି ଭାଇ ଯେପରି ଲୋକଙ୍କ ପାଖକୁ ପହଁଚି ଲୋକଙ୍କ ଦୁଃଖ ବୁଝୁଛନ୍ତି ତମ ମାଲିକ ତୋ ସେତିକି ଭି ନୁହେଁ ସେ ଖାଲି ବାହାରକୁ ଯାଇ ବଡ ବଡ ହୋଟେଲ ରେ ରୁମ ବୁକ କରି ରହିବା ଜାଣିଛନ୍ତି
@rabinarayanmohanty7922
@rabinarayanmohanty7922 2 года назад
ଯେତେ ଯାହା କଲେବି ବୈଜୟନ୍ତ ବାବୁ କେବେବି ରାଜ୍ୟସଭାକୁ ଯାଇପାରିବେ ନାହିଁ।
@sadanandasahoo3707
@sadanandasahoo3707 2 года назад
ନବୀନ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ,ଆଉ କେହି ଜନ୍ମଦିନ ପାଳନ କରିବେ ନାହିଁ ? କି ପ୍ରକାର ସମ୍ବାଦ ଇଏ କି ପ୍ରକାର ଚ୍ୟାନେଲ। ଆଉ କିଛି ଖବର ମିଳୁନି କି।
@dalibandhugouri6001
@dalibandhugouri6001 2 года назад
BJP dalal media
@Godeepak
@Godeepak 2 года назад
Vala
@maheshpatnaik6972
@maheshpatnaik6972 2 года назад
ବବି ଭାଇ ଙ୍କ ଭଳି ସଙ୍ଗଠନ ଚଳେଇବା ତମ ପଣ୍ଡା ବାବୁ ଙ୍କ ପାଇଁ କାଠିକର ପାଠ...
@sumantakumarsahu456
@sumantakumarsahu456 2 года назад
ବିଜେପି ଦଲାଲ ଓଡିଶା ରିପୋର୍ଟର ଆଥୁ ଲଜ୍ୟା
@pkpanda1371
@pkpanda1371 2 года назад
ବବି ଙ୍କ ଗାଦି ଲୋଭ । ଏହା ଭୁଲ news. ନବୀନ ବିଦେଶ ବୁଲିବାକୁ ଯାଇ ନାହାନ୍ତି । କାମରେ ଯାଇ ଛନ୍ତି । ବବି ଦାସ କେବେ ବି ଗା ଦି ଲୋଭ ନାହିଁ । ବୈଜୟନ୍ତ ପଣ୍ଡା ଙ୍କ ଗା ଦି ଲୋଭ ଥିଲା get out ହେଲେ ।
@dalibandhugouri6001
@dalibandhugouri6001 2 года назад
Panda babu ra godhi media bhai
@prabirkumardas2743
@prabirkumardas2743 2 года назад
ଜଣେ ବ୍ୟକ୍ତି ତାର ଜନ୍ମ ଦିନ କିଭଳି ପଳିବ କାହାକୁ କଣ ଦାନ ଦେବ ସେଇଟା ତାର ବ୍ୟକ୍ତି ଗତ ବ୍ୟାପାର ଏ ଟିଭି ବାଲା ଙ୍କ ସେଥିରେ ହସ୍ତକ୍ଷେପ କରିବାର ଅଧିକାର ଦେଲା କିଏ।
@lipsadas4353
@lipsadas4353 2 года назад
ବିଜେପି କୁ ରାଜନୀତି କରିବା ପାଇଁ ପ୍ରସଙ୍ଗ ମିଳୁନାହିଁ ।
@prabirkumardas2743
@prabirkumardas2743 2 года назад
ଜୟ ପଣ୍ଡା ବୋଧହୁଏ ଧର୍ମେନ୍ଦ୍ର ଓ ଅପରାଜିତା ବିରୋଧରେ ଷଡଯନ୍ତ୍ର କରୁଛନ୍ତି। ଏମାନେ ଜାଣିଲେ କୁଆଡୁ କିଏ କାହା ବିରୋଧରେ ଷଡଯନ୍ତ୍ର କରୁଛି।
@usharanipaikaray737
@usharanipaikaray737 2 года назад
ବବିଭାଇ ଏମିତି ଜଣେ ଲୋକ ଯାହାର ଜନ୍ମ ଦିନ କୁ ସାରା ଓଡିଶା ବାସି ଖୁବ ଧୁମ ଧାମ ରେ ପାଳନ କରୁଛନ୍ତି କାଇଁ ବିଜେପି ରେ ଏମିତି ନେତା ଦେଖିବାକୁ ମିଳୁନି ତ
@rabindramohanty7020
@rabindramohanty7020 2 года назад
ଯେଉଁ ଖବର ପ୍ରସାରିତ ହେଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ.
@usharanipaikaray737
@usharanipaikaray737 2 года назад
ବବି ଭାଇଙ୍କ ପାଖୁ ଆସି ଶିଖି ନିଅ ସଂଗଠନ କେମିତି ରଖାଯାଇପାରିବ
@pratikshyapattnaik4349
@pratikshyapattnaik4349 2 года назад
ତମ ଦଳ ରୁ ଯିଏ ବବି ଭାଇ ବିରୁଦ୍ଧରେ ଯାଜପୁର ରେ ନିର୍ବାଚନ ଲଢ଼ୁଛି ତାକୁ ଟିକେ ପଚାର ସବୁ ବୁଝିଯିବ
@satyashreemishra8823
@satyashreemishra8823 2 года назад
କେତେ ଓଡ଼ିଶା ରିପୋର୍ଟ ମାନଙ୍କ ହୀନ ଚକ୍ରାନ୍ତ ଫଳରେ ଆଜି ସବୁ ଓଡ଼ିଶା ରିପୋର୍ଟର ବଦନାମ୍ , ଲୋକ ମାନେ ବିଶ୍ୱାସ କରନ୍ତି ଗଣମାଧ୍ୟମକୁ ଆଜି ସେମାନେ ଯଦି ଏମିତି ଫାଲତୁ ପ୍ରସଙ୍ଗକୁ ଆଣି ଧମାକା କରିବେ ସାଧାରଣ ଜନତାଙ୍କ ବିଶ୍ୱାସ ରହିବନି।
@ullasato5358
@ullasato5358 2 года назад
Next CM
@adityaprasadtripathy3542
@adityaprasadtripathy3542 2 года назад
ନିଜ ଘର କୁ ଯୋଡ଼ ଆଉ କାହାର ଘର ଭାଙ୍ଗିବା ରେ କେତେ ଶ୍ରଦ୍ଧା ବୋଇଲେ।
@sumansahoo5437
@sumansahoo5437 2 года назад
You're a real spit fire and that's exactly what we like on this site CC!
@dillippradhan996
@dillippradhan996 2 года назад
Wish you a Happy Birthday Bhai. Live happily. God bless you 🙏
@prabirkumardas2743
@prabirkumardas2743 2 года назад
ଯାହାର ଫାଟୁଛି ଫାଟୁ ଆମର ଧୋ। ଏହି ନୀତି ରେ କାର୍ଯ୍ୟ କରିଥାନ୍ତି ଆମ ପ୍ରିୟ ନେତା ବବି ଭାଇ।
@suryakantapradhan8460
@suryakantapradhan8460 2 года назад
ପଣ୍ଡାବାବୁ ପଛ ଦ୍ଵାରରେ ରହି ଖେଳ ଖେଳୁଛନ୍ତି, ପ୍ରତ୍ୟେକ୍ଷ ରାଜନୀତି କରି ନିଜର ପାରିବାପଣିଆ ଦେଖାଅ। ସେ ସତସାହସ ନାହିଁ।
@ratankumarmahapatra7086
@ratankumarmahapatra7086 2 года назад
ବବି ଦାସ ନା ବାଳ
@indiradas2104
@indiradas2104 2 года назад
ବିଜେପି ଦଳ ର ନେତା ମାନଙ୍କ ଭିତରେ ଟଣାଓଟରା ଚାଲିଛି, ସମ୍ଭାଳିପାରୁନାହାନ୍ତି। ଆସିଛନ୍ତି ଭାଷଣ ବାଜି କରିବା ପାଇଁ।
@prabirkumardas2743
@prabirkumardas2743 2 года назад
ଓଡିଶା ବିକାଶ କଥା ସବୁବେଳେ ଚିନ୍ତା କରୁଥିବା ଜଣେ ବ୍ୟକ୍ତି କୁ ନେଇ ଓଡିଶା ରିପୋର୍ଟର ଟିଭି ର ଏହିଭଳି ମନ୍ତବ୍ୟ କୁ ମୁ ଘୋର ନିନ୍ଦା କରୁଅଛି।
@susiljena0707
@susiljena0707 2 года назад
ଶୁଣ ତୁମ ମାଲିକଙ୍କୁ କୁହ ଏଭଳି ଖବର ପ୍ରସାରଣ ଛାଡି ଯଦି ଲଢ଼ିବାର ଅଛି ରାଜନୀତି ମୈଦାନକୁ ଆସ
@sujitsahoo1226
@sujitsahoo1226 2 года назад
ବିଜେଡି ର ଚିତ୍ର ହଉ କି ବିଚିତ୍ର ରାଜନୀତିରେ ଓଡ଼ିଶା ବାସି ଖୁସି ଅଛନ୍ତି , ଓଡ଼ିଶା ରିପୋର୍ଟର ବନ୍ଧୁମାନେ ନିଜର ମୁଣ୍ଡ ଖରାପ୍ କରନ୍ତୁ ନାହିଁ।
@biswadunia8109
@biswadunia8109 2 года назад
Ki sunder reporting .
@prabirkumardas2743
@prabirkumardas2743 2 года назад
ବବି ଭାଇ ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚନ ହରିନାହାନ୍ତି ଏଇଥିରୁ ଅନୁମେୟ ତାଙ୍କ ଲୋକପ୍ରିୟତା ଆଉ ତମ ଜୟ ପଣ୍ଡା ବିଜେଡି ରୁ ତୋଡା ଖାଇଲା ପରେ କେନ୍ଦ୍ରାପଡ଼ା ରୁ ଚିତ୍ପତଙ୍ଗ ମାରିଲେ ଏଇଥିରୁ ତାଙ୍କ ଲୋକପ୍ରିୟତା ଜଣା ପଡ଼ିଗଲା।
@anmayeedas4839
@anmayeedas4839 2 года назад
ଯାଜପୁର ନିର୍ବାଚନ ମଣ୍ଡଳୀ ରେ ବବି ଭାଇ ଙ୍କୁ କେତେ ଭଲ ପାଆନ୍ତି ତାହା ଓଡିଶା ରିପୋର୍ଟର ଟିଭି ବୋଧେ ଜାଣିନାହିଁ।
@ranjanprakash4556
@ranjanprakash4556 2 года назад
ଘରେ ଜନ୍ମଦିନ ପାଳ ବବି ଭାଇ କିନ୍ତୁ ସମସ୍ତଙ୍କ ଆଗରେ ଦେଖେଇ ହେଲା ଭଳି ପାଳିଲେ ଜନତା କଣ ନବୀନ ବାବୁଙ୍କୁ ଭୁଲି ତମକୁ ନିଜର କରିବେ କି, ସେଇଟା ଭାବିବା ଭୁଲ |
@prabirkumardas2743
@prabirkumardas2743 2 года назад
ଗାଦି ଖାଇଯିବା ପ୍ରଚେଷ୍ଟା ଜୟ ପଣ୍ଡା କରିଥିଲେ ସେଇଠି ପାଇଁ ତ BJD ରୁ ତୋଡା ଖାଇ ଘରେ ବସି ହରିନାମ କରୁଛନ୍ତି।
@ranjanprakash4556
@ranjanprakash4556 2 года назад
ବିଜେଡି ଦଳ ବିରୁଦ୍ଧରେ ବିଜେପିର ଏଇଟା ଗୋଟେ ନୂଆ ଚାଲ ବବି ଭାଇ ଏଗୁଡାକୁ ଖାତିର କରନ୍ତି ନାହିଁ |
@sujitpanda1749
@sujitpanda1749 2 года назад
Happy birthday boby sir 🙏
@sumansahoo5437
@sumansahoo5437 2 года назад
Odisha Reporter will follow only those who do good for the people.
@namitagochhayat5059
@namitagochhayat5059 2 года назад
ଓଡ଼ିଶାରେ ଆହୁରି ଅନେକ ଗଣମାଧ୍ୟମ ଅଛନ୍ତି, କାହିଁକି ସେମାନେ ତ ଏମିତି ଖବର ପ୍ରସାରଣ କରୁନାହାଁନ୍ତି। କେବଳ ଏହି ଗୋଟିଏ ଗଣମାଧ୍ୟମ କାହିଁକି ଏମିତି ମିଛ ଖବରକୁ ବାରମ୍ବାର ପ୍ରସାରଣ କରୁଛି। ଏହାର ଅସଲ ଉଦ୍ଦେଶ୍ୟ କଣ ତାହା ବି ଓଡ଼ିଶାବାସୀଙ୍କୁ ଅଛପା ନାହିଁ।
@prabirkumardas2743
@prabirkumardas2743 2 года назад
ଓଡିଶା ରିପୋର୍ଟର ଚାନେଲ୍ କଣ ବିଜେପି ଠାରୁ ଭଲ କିଛି ମାଲ୍ ଖାଇଛି ଯେ ସବୁ ବେଳେ ଭାଷଣ ବାଜି କରୁଛି।
@namitagochhayat5059
@namitagochhayat5059 2 года назад
ଓଡ଼ିଶା ରେପୋର୍ଟେର ର ହୀନ ଚିନ୍ତାଧାରା କେବେ ବଦଳିବନି। ଏଭଳି ମୂଲ୍ୟ ହୀନ ଖବର କୁ ଅତିରଞ୍ଜିତ କରି ଲୋକଙ୍କୁ ଦେଖେଇବାରେ ଏମାନେ ସର୍ବଦା ପ୍ରସ୍ତୁତ।
@suryakantapradhan8460
@suryakantapradhan8460 2 года назад
କିଛି ରହିଲେ ସିନା ହରାଇବାର ଭୟଥାନ୍ତା, ହେଲେ ସବୁ ସରିଯିବା ପରେ କେବଳ ମଝିରେ ମଝିରେ ଏମିତି ଭେଳିକି ଦେଖେଇ ହେଉଛନ୍ତି ହେଲେ ଏସବୁ ଓଡ଼ିଶାବାସୀଙ୍କ ପାଖରେ ଅତ୍ୟନ୍ତ ଅପ୍ରାସଙ୍ଗିକ। ନିଜର ଚରିତ୍ରକୁ ଅନ୍ୟ ଭିତରେ ଦେଖିଲେ ସବୁ ଭୁଲ୍ ହେବା ହିଁ ସାର ହେବ।
Далее
На самом деле, все не просто 😂
00:45
Думайте сами блин
18:15
Просмотров 560 тыс.
На самом деле, все не просто 😂
00:45