Тёмный
No video :(

ବଳଦେବ ରାଜା କାହିଁକି ହେବେ ଓ କେବେ ହେବେ 🤔 | ଅଚ୍ୟୁତ ବଚନ | Malika Katha | SukhiBhabantu 

SUKHI BHABANTU
Подписаться 76 тыс.
Просмотров 17 тыс.
50% 1

ବଳଦେବ ରାଜା କାହିଁକି ହେବେ ଓ କେବେ ହେବେ 🤔 | ଅଚ୍ୟୁତ ବଚନ | Malika Katha | SukhiBhabantu
Your Search :
---------------------
ଦର୍ଶକ ବନ୍ଧୁ ଆଜିର ଅଧ୍ୟାୟରେ ଆମେ ଆଲୋଚନା କରିବା - କଳିଯୁଗ ଅନ୍ତେ ଯେତେବେଳେ ସତ୍ୟଯୁଗ ଆସିବ, ସେହି ସମୟରେ ଦିଲ୍ଲୀ ସିଂହାସନରେ ବଳଦେବ ରାଜା ଥିବେ। ହେଲେ ବଳଦେବ କାହିଁକି ରାଜା ହେବେ ଓ କେବେ ହେବେ ଏବଂ ସେହି ସମୟରେ କଣ କଣ ସବୁ ବିଦେଶରୁ ଭାରତକୁ ଫେରିବ ଓ କଣ ସବୁ ଘଟଣାମାନ ଘଟିବ ସେହି ବିଷୟରେ ଆସନ୍ତୁ ଜାଣିବା ଏହି ଭିଡିଓ ମାଧ୍ୟମରେ।
ଆଗରୁ ଆମେ କହିଛୁ - ମହାପୁରୁଷଙ୍କ ବାଣୀ ପଥରର ଗାର ଅଟେ। ମହାପୁରୁଷ ତାଙ୍କ ମାଳିକାରେ ଯାହା ଲେଖିଛନ୍ତି ତାହା ଘଟିବ ହିଁ ଘଟିବ, ହେଲେ ତାଙ୍କର ଠାର ଗାର ବୁଝି ବ୍ୟାଖ୍ୟା କରିବା ଅତ୍ୟନ୍ତ କଷ୍ଟକର। ଦିଆଯାଇଥିବା ସମୟ ହୁଏତ ଆଗପଛ ହୋଇପାରେ କିନ୍ତୁ ଘଟିବ ନିଶ୍ଚିତ। ବିଶେଷଜ୍ଞ ମାନଙ୍କର ଠାରଗାର ହିସାବ ଧରିବା ଭୁଲ ହୋଇପାରେ କିନ୍ତୁ ଅଚ୍ୟୁତ ବଚନ ନ ହୋଇବ ଆନ।
ଜୟ ପଞ୍ଚସଖା 🙏🙏🙏 ଜୟ ଜଗନ୍ନାଥ
#malikabachana #achyutabachana #sukhibhabantu #malika #kalijugamalika #baladebaraja #bhavishyamalika #malikakatha
⚪ Disclaimer 👉 All the information in this video is based on internet data, This Channel doesn't claim on the truth of the information provided.
Some of the pictures and videos in this episode are for example only, All credit goes to their respective owners. If any copyright claims and business queries please email us : 👉👇sukhibhabantu4u@gmail.com
🌟 This Video is for Educational purpose only
🌹 Thanks for watching video 👍👍👍
For Watching More Please Subscribe Our Channel

Опубликовано:

 

17 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 19   
@mukundasahu4360
@mukundasahu4360 Месяц назад
Jay shree Pravo Balabhadra
@user-dr1ic6bi3c
@user-dr1ic6bi3c Месяц назад
ଜୟ ଶ୍ରୀ ଜଗନ୍ନାଥ ନମ୍ଃ
@swayampravaswain1020
@swayampravaswain1020 Месяц назад
Jai shree ram ji 🌹🙏
@ramakrushnabehera6109
@ramakrushnabehera6109 Месяц назад
ଜୟ ଶ୍ରୀ ଜଗନ୍ନାଥ 🙏ଜୟ ପଞ୍ଚସଖା 🙏🚩
@subhashswain5059
@subhashswain5059 Месяц назад
🎉😅😅
@debendrasaml
@debendrasaml Месяц назад
JAY shree panchasakha
@sridharapradhan2758
@sridharapradhan2758 Месяц назад
Jay gurudev Jay Maa biraja.
@seemapatra9773
@seemapatra9773 Месяц назад
Jay jagannath sawmi guruji pranam ❤❤❤❤❤
@user-dr1ic6bi3c
@user-dr1ic6bi3c Месяц назад
ଜୟ ଶ୍ରୀ ଜଗନ୍ନାଥ
@ChandanKumar-km3vh
@ChandanKumar-km3vh Месяц назад
ଏଇଟା ଗୋଟାଏ ପଇସା ଖିଆ ଦଲାର ବଳଦେବ ରଜା ହେବେ କହ୍ନେଇ କୁଆଡେ ଯିବେ ତୋ ମା ଘଇତା ପାଖକୁ ଶଳା କେବଳ ମାଡ ମାରିବା ଦରକାର ରୋଲ୍ କରୁଛି
@VKSTR
@VKSTR Месяц назад
Kanhei to bhauni pakhaku jiba, bedhapila, ananta sajichhu,
@giridharidas9275
@giridharidas9275 Месяц назад
Kebe kahucha 2024 re baladeva raja hebe boli puni kahucha2027.
@MamataNayak-gt3iq
@MamataNayak-gt3iq Месяц назад
❤ ଆହାକିସୃନ୍ଦର 🎉 ଏମାକାବଚନ 🎉 ଆଉଆପଣକହୁଛ🎉ଏତେସୁନ୍ଦର❤
@ChandanKumar-km3vh
@ChandanKumar-km3vh Месяц назад
କେବଳ ତୋତେ ଭଲ ଲାଗୁଛି କଛି ଜଣା ନାହିଁ ଏଇଟା କୁ
@VKSTR
@VKSTR Месяц назад
Tote jadi jana achhi jai kahunu, anya kathare munda pureiba tora ghara beusa na kn? Bedhapila samayaku apekha kar to_ re _ nabu, tote eka katha kahi ase
@user-pi6ej6tw3l
@user-pi6ej6tw3l Месяц назад
ତୁ ଯାହା ମାଳିକା କଥା କହୁଛୁ, କେବଳ ଭଗବାନ ଙ୍କୁ ନିନ୍ଦା କରିବାକୁ। ଲାଞ୍ଚୁଆ ପଇସା ଖିଆ
@VKSTR
@VKSTR Месяц назад
Sie paisa khia, aau tu kn banda khia re magia, bedhapila kahara kn hela tora gandi kahin galu karuchhi, malika katha kn janichhu, gote episode dekhi tu bichara karibu aau jeunmane barsa barsa dhari research karuchhanti semane kn to boubia re mutuchhanti re magia, seithi pain bodhe toragandi poduchhi,
@sanatanmahapatra8894
@sanatanmahapatra8894 Месяц назад
Complete false information for public
@user-dr1ic6bi3c
@user-dr1ic6bi3c Месяц назад
ଜୟ ଶ୍ରୀ ଜଗନ୍ନାଥ ନମ୍ଃ
Далее
NOOOO 😂😂😂
00:14
Просмотров 4,7 млн
Хитрость старого мастера #diy
00:54
NOOOO 😂😂😂
00:14
Просмотров 4,7 млн