Тёмный

ବହୁ ବର୍ଷ ପରେ ଦଶମ ସ୍କୁଲ୍ ବ୍ୟାଚ୍ ମଟନ୍ ଭୋଜି 😋 l Tenth School Batch Feast l Special Mutton Curry 

Gouranga Nayak Odia Vlogs
Подписаться 188 тыс.
Просмотров 342 тыс.
50% 1

ବହୁ ବର୍ଷ ପରେ ଦଶମ ସ୍କୁଲ୍ ବ୍ୟାଚ୍ ମଟନ୍ ଭୋଜି 😋 l Tenth School Batch Mutton Feast
#gouranganayakodiavlogs
#odiafoodvlogs
#Mutton
#odiatravelvlogs
#Muttonrecipe
#eating
#Odiamuttonrecipe
#Bhoji

Опубликовано:

 

20 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 369   
@kitcheniconodia5708
@kitcheniconodia5708 5 месяцев назад
ଜୟ ଜଗନ୍ନାଥ ସାର୍ 🙏, ବହୁତ୍ ସୁନ୍ଦର ଭିଡ଼ିଓ, ସବୁ ସାଙ୍ଗ ମାନଙ୍କ ସହିତ ଭୋଜି ପୁଣି ଦଶମ ସାଙ୍ଗ ଭାରି ଖୁସି ଲାଗିଲା, ଟିମା ଭାଇଙ୍କ ଆୟୋଜନ ବହୁତ୍ ସୁନ୍ଦର୍ ଥିଲା, ସାର୍ ୪୦ ପରି ଅନୁଭବ ହେଉନଥିଲା , ସମସ୍ତଙ୍କର ମଜା ମସ୍ତିରୁ ଲାଗୁଥିଲା ଆପଣମାନେ ସେହି school ସମୟକୁ ଫେରି ଯାଇଛନ୍ତି, ଆପଣମାନଙ୍କ ବନ୍ଧୁତ୍ୱ ଏମିତି ଅତୁଟ ରହୁ, ଜୟ ଜଗନ୍ନାଥ 🙏
@Gouranganayakodiavlogs
@Gouranganayakodiavlogs 5 месяцев назад
Jay Jagannath
@pramodsahoo8032
@pramodsahoo8032 5 месяцев назад
​ kou school tumara bhai @@Gouranganayakodiavlogs
@rahulk934
@rahulk934 5 месяцев назад
Kau year thila apanamankar
@barsadas5882
@barsadas5882 5 месяцев назад
ଦିଦି ଆମ ଭିଡିଓ ଟିକେ ଦେଖ। ଆମର ବି Channel ଅଛି। please ଦିଦି ଆମକୁ ଟିକେ ସପୋର୍ଟ କର।
@Deshbhakt122
@Deshbhakt122 3 месяца назад
Mo akhiru luha aasi jauthila sir😥
@thirdeye9492
@thirdeye9492 5 месяцев назад
କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର ଯା'ର ପ୍ରାପତି ଯୋଗୁ ଦେବତା ନର .... a good book nd a true friend never begin never end 👍🏼💚
@alokmohanty9060
@alokmohanty9060 5 месяцев назад
ସ୍କୁଲ ସମୟ ପ୍ରତ୍ୟକ ମଣିଷ ଜୀବନ ର ଅଭୁଲା ମୁହୂର୍ତ.....
@sejalmishra5227
@sejalmishra5227 5 месяцев назад
ବଢିଆ ଲାଗିଲା ବ୍ଲଗ୍ ଭାଇ..ଏତେ ଦିନ ପରେ ସବୁ ସାଙ୍ଗ ପୁଅ ଝିଅ ମିଶିକି ଭୋଜି କଲେ ..ବହୁତ୍ ସୁନ୍ଦର୍ ଲାଗିଲା ପିଲା ବେଳର ସାଙ୍ଗ ମାନଙ୍କ ସହିତ ଖୁବ୍ ମଜା ମସ୍ତି ସେ ପୁଣି ଅନେକ ଦିନର ଦୂରତା ପରେ ହୋଲି ର ମସ୍ତି ପୁଣି ଭୋଜି ର ମସ୍ତି ଭାଇଙ୍କର ପୁରା ବଢିଆ ଟାଇମ୍ ଚାଲିଛି..ଏମିତି ହସ ଖୁସିରେ ଜୀବନ ବିତୁଥାଉ ସମସ୍ତ ଙ୍କର୍ ..👌👌🙏🥰
@Gouranganayakodiavlogs
@Gouranganayakodiavlogs 5 месяцев назад
Jay Jagannath
@janaranjanjena3641
@janaranjanjena3641 5 месяцев назад
Most kahila Bhai 👌👌👌 you are right 👍👍
@nabakishorbhusan4641
@nabakishorbhusan4641 5 месяцев назад
ପ୍ରକୃତରେ ଆପଣଂକର ଭିଡ଼ିଓ ଦେଖି ମୋ ସ୍କୁଲ batch କଥା ମନେ ପଡିଗଲା..... ଧନ୍ୟବାଦ!
@truptilenka1841
@truptilenka1841 5 месяцев назад
1999 bachment bhoji dekhi bahut bhal lagila Gourang babu. Mu bi 1999 bacth ra. Tum video adhinkas samyre mu dekhe, bahut bhal lage. Tume madichal.
@Gouranganayakodiavlogs
@Gouranganayakodiavlogs 5 месяцев назад
Thank you dear
@amareswar1106
@amareswar1106 5 месяцев назад
ଜୟ ଜଗନ୍ନାଥ ସାର୍ 🙏🙏ଆପଣଙ୍କ ଏହି ବନ୍ଧୁ ମିଳନ ର ଖୁସି ଓ ପୁରୁଣା ଦିନର ବନ୍ଧୁ ମାନଙ୍କ ସହ ଖୁସିର କିଛି ସମୟ ବିତାଉଥିଲେ ତାହା ବହୁତ୍ ସୁନ୍ଦର ଲାଗିଲା ଏବଂ ଏହା ଦେଖି ମୋର ବି ୧୦ମ ସାଙ୍ଗ ମାନଙ୍କ କଥା ବହୁତ୍ ମନେ ପଡୁଚି , ସବୁବେଳେ ଏମିତି ଖୁସିରେ ରହୁଥାନ୍ତୁ ଧନ୍ୟବାଦ୍ ❤
@sarojkumardash210
@sarojkumardash210 5 месяцев назад
ବହୁତ ଖୁସି ର ମୁହୂର୍ତ୍ତ । ପୁରୁଣା ସ୍ମୃତି ସବୁବେଳେ ଅକ୍ଷୁର୍ଣ୍ଣ । ଅତି ମନୋରମ 🎉🎉
@SagarkumarMalik-l1c
@SagarkumarMalik-l1c 21 день назад
Video dekhi pura Dil khush 😊😊😊
@abhayakumarpradhan2139
@abhayakumarpradhan2139 12 дней назад
ଆପଣଙ୍କ ର ସବୁଠୁ ବେଷ୍ଟ ଭିଡ଼ିଓ ❤
@prakashbeura9065
@prakashbeura9065 5 месяцев назад
ଜୟ ଜଗନ୍ନାଥ ମୋର ନମସ୍କାର ବଡ ଭାଇ ଓ ଦୀଦୀ ମାନଙ୍କୁ ଜିବନ ରେ ଅନେକ ସାଁଗ ଦେଖା ହୁଅନ୍ତି ହେଲେ ଏଥି ମଧ୍ୟରୁ ଦଶମ ଶ୍ରେଣୀ ସାଗଁ ମାନଙ୍କ ସହିତ ମିଶି ଏକାଠି ଭୋଜି ଆୟୋଜନ କରି ବା ମଜା ମସ୍ତି କରିବା ଏହା ଅନ୍ୟତମ ଏବଂ ଏହା ଏକ ସ୍ମୃତି ହୋଇ ରହିଜାଏ 🙏🙏.
@suvendukumarpradhan6517
@suvendukumarpradhan6517 5 месяцев назад
ବହୁତ୍ ଭଲ ପ୍ରଚେଷ୍ଟା ଓ ଏପରି ସାଙ୍ଗ ମାନଙ୍କ ସହ ସମ୍ପର୍କ ରଖିବା ଏକ ନିଆରା ଅନୁଭୂତି 🎉❤❤❤
@M.Bhoi3087
@M.Bhoi3087 5 месяцев назад
ଜୟ ଜଗନ୍ନାଥ ସାର୍ ଜୟ ମା ସମଲେଇ ସମ୍ବଲପୁର ରେଙ୍ଗାଲି
@jyotinayak3901
@jyotinayak3901 5 месяцев назад
Jay Cuttack from Cuttack chandi Cuttack
@odiastories9832
@odiastories9832 5 месяцев назад
Love from kendrapara❤
@sumantarout8452
@sumantarout8452 5 месяцев назад
​@@jyotinayak3901lawda cuttack
@bikrammohanty2453
@bikrammohanty2453 5 месяцев назад
ଗାଁ ରେ ସ୍କୁଲ ସାଙ୍ଗ ଙ୍କ ଏ ନିଆରା ଭୋଜି ର ଏ ଭିଡ଼ିଓ ବହୁତ ଭଲ ଲାଗିଲା.. ❤️
@sitikxraaz
@sitikxraaz 5 месяцев назад
Its rare to see these kind of stuffs in RU-vid these morden days❤️ great work sir
@kanhu9
@kanhu9 5 месяцев назад
Sir ଅତି ନିଆରା ଆପଣଙ୍କ ବନ୍ଧୁ ମିଳନ...🎉
@DeepakranjanSahoo-dp2ee
@DeepakranjanSahoo-dp2ee 5 месяцев назад
Jai jagannath gaorang babu, apankara batch bhoji dekhi khusi lagila,amar bi anku tini barsa hela batch bhoji hauchi,bandhu milanara apurba sanjoga.enjoy it,rahili.
@saktiparida2898
@saktiparida2898 5 месяцев назад
ଏମିତି ସମୟ ଫେରି ଆସନ୍ତା କି ପିଲା ଦିନର ସ୍କୁଲ୍ ଯିବାର 😢😢😢😢😢 Miss you golden time from life❤❤❤ । କିଏ ସେହି ସମୟକୁ ଫେରି ବାକୁ ଇଛା ଅଛି LIKE kar❤❤
@ranjitkandi5075
@ranjitkandi5075 3 дня назад
ଅତି ସୁନ୍ଦର୍ 🎉🎉🎉🎉🎉🎉 ଭିଡ଼ିଓ
@kalusardar1123
@kalusardar1123 5 месяцев назад
ଭାଇ ବହୁତ ବଢିଆ ହୋଇଛି ବନ୍ଦୁ ମଳନ❤❤❤
@P.-Malay
@P.-Malay 5 месяцев назад
ଦଶମ ଶ୍ରେଣୀ ସାଙ୍ଗ ଭୋଜି ନିଆରା ଅନୁଭୂତି ଭାଇ. ଧନ୍ୟବାଦ
@rajeshmohantyindia
@rajeshmohantyindia 5 месяцев назад
ସାଲେଟୁ ସାଲେଟୁ... ପନିର ପନିର... ପାମ୍ପଡ଼... ମଟନ... ବଟନ ଛତୁ..... ଖୁବ ବଢିଆ
@jayaramkandi8797
@jayaramkandi8797 2 месяца назад
ଭିଡିଓ ଟି ବହୁତ ଭଲଲାଗିଲା ଜହାହଉ ଏମତି କିଛି କିଛି ପୁରାଣ ସ୍ମୃତି ଆପଣଙ୍କର ବଞ୍ଚି ରହି ଥାଉ ,, ମହାପ୍ରଭୁ ଜଗନ୍ନାଥ ଆପଣ ମାନଙ୍କ ର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ 🙏
@suryacreationandvlogs
@suryacreationandvlogs Месяц назад
ବହୁତ ବଢିଆ ହୋଇଛି ଭିଡିଓ ❤ Love from puri sakhigopal ❤
@dilipkumarparida1855
@dilipkumarparida1855 5 месяцев назад
ସୁନ୍ଦର ଖୁସିର ସମୟ ମାଟିକ କେତେ ମସିହା....
@sudarsanpadhi912
@sudarsanpadhi912 5 месяцев назад
Gouranga babu bahut dina pare apana dekhadele. Bhala lagila.
@dinabandhumudulidinu4878
@dinabandhumudulidinu4878 5 месяцев назад
School life 🧬 is best life 🧬 ବହୁତ ଭଲ ଲାଗିଲା ଆଜ୍ଞା ଏ ବନ୍ଧୁ ମିଳନ ଉତ୍ସବର ଭିଡିଓ 🎉🎉🎉❤❤❤❤❤
@prasantakumardas1904
@prasantakumardas1904 5 месяцев назад
School life is best life😘😘..i miss my School friends 🥺🥺
@310satya
@310satya 5 месяцев назад
bandhu milan vlog ta bahut sundar heichhi .... gupchup pura market neigala
@Gouranganayakodiavlogs
@Gouranganayakodiavlogs 5 месяцев назад
Jay Jagannath
@user-DhanurjayDas
@user-DhanurjayDas 5 месяцев назад
ଜୟ ଜଗନ୍ନାଥ ସ୍ଵାମୀ କି ଜୟ 🕉️💝🙏🏽🚩🚩🚩
@priyabratlenka5118
@priyabratlenka5118 5 месяцев назад
ସ୍କୁଲ ଜୀବନ ସମସ୍ତଙ୍କ ପାଇଁ ଅଭୁଲା ସ୍ମୃତି ସେ ସମୟକୁ କେବେ ଭୁଲି ହୁଏନାହିଁ।ଧନ୍ୟବାଦ୍ ଭାଇ ବହୁତ ଭଲ ଲାଗିଲା ଭିଡ଼ିଓ।👍🏻🥰😋
@J.s_Creation89
@J.s_Creation89 5 месяцев назад
ବହୁତ୍ ଖୁସି ଲାଗିଲା ❤❤❤
@sangramsahoo1566
@sangramsahoo1566 2 месяца назад
Bhout sundar.... Aaati Ananda...
@rashmitripathy5417
@rashmitripathy5417 5 месяцев назад
Jay jagannth 🙏🙏
@village_vlog_japan
@village_vlog_japan 5 месяцев назад
Ajira Vlog ti Blockbuster Super Hit Jay Jagannath Swami
@mkmanasranjan3296
@mkmanasranjan3296 5 месяцев назад
Sir Dasam class class nuhn gote imotion 😢😢😢
@lokanthswain9430
@lokanthswain9430 3 месяца назад
Bhai bhaut badhia A sabu video karucha Dekhibaku bhaut vala laguchi Jay jagannath 😊
@badalpradhan1488
@badalpradhan1488 5 месяцев назад
Love from Ganjam jaya jaganatha🙏🙏🙏❤❤❤
@PradeepNayak-s1r
@PradeepNayak-s1r 5 месяцев назад
Pure odia traditional khana, very nice.
@motivatezindegi7497
@motivatezindegi7497 2 месяца назад
awesome memories of childhood , god bless keep good always happy new beginning jai Jagganath mahaprabhu bhala thao
@Gouranganayakodiavlogs
@Gouranganayakodiavlogs 2 месяца назад
Thanks a lot
@DebidattaMohanty-fh4pr
@DebidattaMohanty-fh4pr 5 месяцев назад
ବ୍ଲକ୍ ରେ ଵୁଧୀଆ ଭାଇ କୁଆଡେ ଗଲେ ପାନ ଖିଆ ହସ କଥା ଅର କଦଳୀ ବେପାର ତୁମକୁ ଟିକେ ଖରାପ ଲାଗିଲାନି ଗୌରାଙ୍ଗ ବାବୁ ତୁମର ବ୍ଲଗ୍ ଆଡଭେଟିଶି ଆଷୁଛି ପ୍ରତି ବ୍ଲକ୍ ରେ ମାନେ ତୁମେ ତ ପଇସା କମୁଉଛ କିନ୍ତୁ ଵୁଧୀଆ କୁ ଆଣି ତୁମେ ଅତି ହୁଅନା ଵୁଧୀଆ ଭାଇ କଣ ହେଇଛି କିଛି କହୁନ ବ୍ଲକ୍ ଫୋନ୍ କର ଆସୁବିଧା କଣ ପ୍ରତି ମେଡିକାଲ ସୋପର୍ଟ ମି ଅତି ଭଲ ନୁହ
@arpitajena5559
@arpitajena5559 22 дня назад
Video mast haichi👌👌👌👌👌
@Sanjibasamal4449
@Sanjibasamal4449 5 месяцев назад
Mu H R Gurgaon ru apana na sabu video dekhi like kare.But it' is my fast comment.Bhai apana na video special ❤❤❤ you Bhai..
@sudammahakur2411
@sudammahakur2411 20 дней назад
ସତରେ ଗୋଟେ ସମୟ ଥାଏ ସ୍କୁଲ ସମୟ ଯାହା କି ଆଜି ମନେପକେଇଲେ ବହୁତ କଷ୍ଟ ଲାଗେ
@SumanDas-j1j
@SumanDas-j1j 5 месяцев назад
Bhala lagila
@bubupradhan2403
@bubupradhan2403 5 месяцев назад
Bahut sundar lagila. Terific gupchup 😊
@sujitpanda1749
@sujitpanda1749 5 месяцев назад
ସତରେ ଆଜ୍ଞା , ଏମିତି ମୁହୂର୍ତ୍ତ ଜୀବନରେ ବହୁତ୍ କମ୍ ଆସେ କିନ୍ତୁ ଯେତିକି ବି ଆସେ ସ୍ୱର୍ଗସୁଖ ଠୁଁ ଆହୁରି ଅଧିକ ଆନନ୍ଦ ଦେଇଥାଏ , ସମସ୍ତ ଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ଜୟ ଜଗନ୍ନାଥ ।
@truptiranjan1996
@truptiranjan1996 5 месяцев назад
ଜୟ ଜଗନ୍ନାଥ ସାର l ବହୁତ ଭଲ ଲାଗିଲା l ଆପଣଙ୍କ ଭଳି ମୋର ଭି ଜଣେ best friend achhi ଝିଅ l ବହୁତ ଖୁସି ଲାଗିଲା ସାଙ୍ଗ ସାଥି ଏକାଠି ହେବା ନିଆରା
@npradeepkumardora2960
@npradeepkumardora2960 5 месяцев назад
Ajira blog bhala thila friends together is a big thing
@SonuBhaiVlogs1m
@SonuBhaiVlogs1m 5 месяцев назад
Bohut badhia heichi sir ..❤❤❤ from junagarh kalahandi odisha India 🇮🇳🇮🇳🚩🚩❤️🙏🙏jay jagannath 🚩🙏
@shibusundarnaik8209
@shibusundarnaik8209 5 месяцев назад
Sundar video te ❤
@sushantakumarrout327
@sushantakumarrout327 Месяц назад
Memorable.....bahut badhia .
@biswajitswain270
@biswajitswain270 5 месяцев назад
Sir jaha hau apana mane b ete misi Puruna sanga nku daki bhoji karuchanti dekhi khusi lagila👍
@sisirabehera6272
@sisirabehera6272 5 месяцев назад
Bahut sundar lagila sir apank vhoji.
@raazkumar-kq4jn
@raazkumar-kq4jn Месяц назад
Bahut badhiya sir
@debiprasadparida2930
@debiprasadparida2930 5 месяцев назад
ସୁନ୍ଦର ଭୋଜି।❤
@bidyadharnayak6221
@bidyadharnayak6221 5 месяцев назад
Jay jagannath bahut bhala lagila
@bidyadharnayak6221
@bidyadharnayak6221 5 месяцев назад
Angul tikarapada kebe asantu buli jiba Bhai
@amitamareshjena4393
@amitamareshjena4393 5 месяцев назад
ବହୁତ ବଢିଆ ଲାଗିଲା ଆପଣଙ୍କ ର ଏଇ ଭିଡିଓ, ପୁରୁଣା ସାଙ୍ଗ ମାନଙ୍କ ର କଥା କିଛି ନିଆରା, ଏତେ ବର୍ଷ ପରେ ବି ଆପଣମାନଙ୍କ ର ଭଲ ପାଇବା ଅଛି ❤️, କିନ୍ତୁ ଆମ ସାଙ୍ଗ ମାନଙ୍କ ର କଥା କିଛି ଅଲଗା 😢
@odiapuadeepakvlogs4691
@odiapuadeepakvlogs4691 5 месяцев назад
Bhala lagila batcha fist dekhiki
@narayanprusty4754
@narayanprusty4754 5 месяцев назад
କାବୁଆ କାହିଁ ?😮😮
@narayantripathynarayantrip2865
@narayantripathynarayantrip2865 5 месяцев назад
Beautiful school 🏫🏫🎒🎒 batch party 🥳🥳🎉🎉 celebration God bless you
@satyanarayanmaharana4900
@satyanarayanmaharana4900 5 месяцев назад
Dil khush hei Gala apankar video dekhi🤗
@worldallcartoon226
@worldallcartoon226 5 месяцев назад
Jay Jaganath ❤ Bhai Love from N.koili❤
@ssshakti4763
@ssshakti4763 5 месяцев назад
ଗୁପଚୁପ ଭାଇ ଙ୍କ କବିତା ବହୁତ ବଢିଆ ଲାଗିଲା... ତାଙ୍କର ଗୋଟିଏ vlog banant
@manassahoo1611
@manassahoo1611 5 месяцев назад
ଆପଣଙ୍କର କୋଉ ସ୍କୁଲ ଆଉ ଏ ଗୁପଚୁପ ଭାଇ ଚାନ୍ଦୋଳ ବଜାର ରେ ବିକନ୍ତି
@sumantakumartarini6730
@sumantakumartarini6730 5 месяцев назад
Super love you school time
@girijasankarsarangi3346
@girijasankarsarangi3346 5 месяцев назад
Bahut bhala
@sanatanbehera7768
@sanatanbehera7768 5 месяцев назад
Jai Jagannath Bhai bahut bhala lagila ajira Blog ti dekhiki khushi lagila thank you bro.sanga mananka sahita full masti re Dina ti Kati gala.samastanku bahut bahut dhanyawad Bhai
@SM_SUDHIR_OFFICIAL
@SM_SUDHIR_OFFICIAL 5 месяцев назад
ବହୁତ୍ ବଢିଆ ଲାଗଲା ଭିଡ଼ିଓ ଟା। ❤❤❤❤
@Sonustly504
@Sonustly504 5 месяцев назад
Bhai ଆପଣଙ୍କର ସବୁ ଭିଡ଼ିଓ ମୁଁ ଦେଖୁଚି ବଢ଼ିଆ ଲାଗୁଚି 😊😊😊
@Mr_na_yak...1998
@Mr_na_yak...1998 4 месяца назад
Jay jagannath🚩 sir Bahoot.. Vala lagila 10th class katha mane padigala 😢❤❤❤
@subashrout6328
@subashrout6328 5 месяцев назад
High School life is Golden life. Enjoy it🙏🙏🙏🙏🙏🙏🙏🙏🙏🙏. Jai jagannath❤❤❤❤❤❤❤❤❤❤❤.
@malayaparida3593
@malayaparida3593 5 месяцев назад
ଆଜି ଭିଡ଼ିଓ ଟି ବହୁତ୍ ବହୁତ୍ ଭଲ ଲାଗିଲା। ହେଲେ କବୁଆ ଭାଇ ଥିଲେ ଆଉ ଟିକେ ଭଲ ହେଇଥାନ୍ତା।😂
@smrutisethi1406
@smrutisethi1406 5 месяцев назад
ଆଜିର ଭିଡିଓ ମୋତେ ବହୁତ୍ ଭଲ ଲାଗିଲା। ଧନ୍ୟବାଦ୍ ଗୌରାଙ୍ଗ ଭାଈ।
@nirmalyakumarpradhan7288
@nirmalyakumarpradhan7288 5 месяцев назад
Bahut khusi laguchi a khusi Auu tume sanga manaka saha maja Auu bahut dina pare akathia a khusi sabuthu Niara ❤❤❤❤❤❤you sir
@Dpsatpathy
@Dpsatpathy 3 месяца назад
Bahut khusi laguchi dekhiki.
@sahudev843
@sahudev843 5 месяцев назад
Video ti bahutu bhal lagila sir
@kulamanibarik2574
@kulamanibarik2574 5 месяцев назад
କେଉଁଠି ଭୋଜୀ କଲ, କେଉଁ ସ୍କୁଲରେ ପଢୁଥିଲ, କେଉଁ ଗ୍ରାମରେ ଘରତ କହୁନ ଭାଇ ?
@rajeshrout6772
@rajeshrout6772 4 месяца назад
ଟିମା ଭାଇଙ୍କୁ ଦେଖି ବହୁତ ଖୁସି ଲାଗିଲା , ମୁଁ ତାଙ୍କ ପାଖରେ କାମ କରୁଥିଲି,,
@PusparanjanNaik-vr4sc
@PusparanjanNaik-vr4sc 5 месяцев назад
Video bahut bhala lagila Jay Jagannatha
@RunuBeheraRunuBehera-s3z
@RunuBeheraRunuBehera-s3z 5 месяцев назад
Bahut bahut bahut sundar apank friendship..au voji❤❤
@user-DhanurjayDas
@user-DhanurjayDas 5 месяцев назад
ଜୟ ମାତା ସମଲେଇ 🕉️💝🙏🏽🚩🚩🚩🚩
@lucky9844
@lucky9844 14 дней назад
Woow❤❤
@bidesimohanty
@bidesimohanty 5 месяцев назад
👌. Wow. Naice. Gettigedar❤
@sumantshoo8524
@sumantshoo8524 5 месяцев назад
ଜୟ ଜଗନ୍ନାଥ ଭାଇ 🙏🏽🙏🏽
@rocksiba6427
@rocksiba6427 5 месяцев назад
Jay jaganath gouranga Bhai bahut bhlo sango manonkaro sahita bhoji kariba
@sarojkumarnaik4474
@sarojkumarnaik4474 5 месяцев назад
School re Kati thiba prati ti moments golden moments. Ae time bina chhanda kapata re Kati thae.Baki kabua thile ahuri maja hei thanta.
@kirtansarathi3083
@kirtansarathi3083 5 месяцев назад
Last Rool Number bala pura No1
@SatyaPrakash-rd5ts
@SatyaPrakash-rd5ts 5 месяцев назад
Sir ମୁନୁ ଭାଈଙ୍କ ଘର ଆମ ଗାଁ ରେ ପଟ୍ଟାମୁଣ୍ଡାଇ ରେ
@pradipkumarswain6590
@pradipkumarswain6590 5 месяцев назад
ଅତି ସୁନ୍ଦର ❤
@babushaan3621
@babushaan3621 5 месяцев назад
Very good .... Brother. ..
@lipunmishra3150
@lipunmishra3150 5 месяцев назад
One of the best blog ❤❤❤ this
@dreamscometrue..5903
@dreamscometrue..5903 5 месяцев назад
Video ti bahut bhala lagila
@chandankumarjena4766
@chandankumarjena4766 2 месяца назад
Bhai Sundar video
@jagabandhuojha1945
@jagabandhuojha1945 5 месяцев назад
Sir aji school life sabu mane padi jauchi ...😢..apankr madhyam re sabu kichi dekhiba pain miluchi...tq.sir ...Jay Jagannath....hele apanka school ra manitor kia ..thile
@rahulmahanty4005
@rahulmahanty4005 5 месяцев назад
Jay jagannath 🙏🚩
@sanatanghivela7
@sanatanghivela7 5 месяцев назад
ଜୟ ଜଗନ୍ନାଥ 🙏🙏🙏🙏🙏
@laxmanbhai8760
@laxmanbhai8760 4 месяца назад
ସୁପର ଭିଡିଓ ଭାଇ
@jojosworld5060
@jojosworld5060 5 месяцев назад
ସେ ଦିନ ତ ଆଉ ଫେରିବନି ବ୍ୟାଚ ଫିଷ୍ଟ ମନେ ପକେଇବା କଥା କାବୁଆ ଭାଇ ଥିଲେ ଆଉ ଟିକେ ଭଲ ହେଇଥାନ୍ତା
@pramodarout5395
@pramodarout5395 3 месяца назад
Memorable moment
Далее
연준 (YEONJUN) ‘GGUM’ Official MV
02:44
Просмотров 8 млн
연준 (YEONJUN) ‘GGUM’ Official MV
02:44
Просмотров 8 млн