Тёмный

ବାବାଜୀ ଶ୍ରୀ ବୁଦ୍ଧଦେବ ଦାସଙ୍କ ସହ ଏକ ବିଶେଷ ସାକ୍ଷାତକାର । କରମଳା , ପୁରୀ 

Prativa TV
Подписаться 1,8 тыс.
Просмотров 15 тыс.
50% 1

ବାବାଜୀ ଶ୍ରୀ ବୁଦ୍ଧଦେବ ଦାସଙ୍କ ସହ ଏକ ବିଶେଷ ସାକ୍ଷାତକାର । AN EXCLUSIVE INTERVIEW WITH BABAJI SRI BUDDHADEB DAS . INTERVIEW BY
SENIOR JOURNALIST PRAVAT KUMAR DAS .
EDITOR
"PRATIVA TV"
(A SHARP VOICE OF COMMON PEOPLE)
WHATS APP NUMBER : 8328911361
ଜଗତଗୁରୁ ଠାକୁର ଅଭିରାମ ପରମହଂସ ଙ୍କ ଲିଲା ସମ୍ବନ୍ଧିତ ସମସ୍ତ ତତ୍ବ କୁ ବିସ୍ତାର ଭାବେ ଜାଣିବାପାଇଁ ଏହି ବିଶେଷ ସାକ୍ଷାତକାର କୁ ସମ୍ପୂର୍ଣ୍ଣ ଦେଖନ୍ତୁ,
ଧର୍ମ କ'ଣ , ହଂସ ଓ ପରମହଂସ କ'ଣ , ମା କେଉଁ ବଳି ଗ୍ରହଣ କରନ୍ତି, କେଉଁ ମାଛ ଖାଇଲେ ନିରାମିଷ ଏବଂ ଶାନ୍ତିଧାମ କରମଳାର ଅବଡା ସେବା , ଠାକୁର ଅଭିରାମ ପରମହଂସ ଙ୍କ ଜନ୍ମଉସ୍ଛବ ସମସ୍ତ ତତ୍ବ କୁ ବିସ୍ତାର ଭାବେ ବର୍ଣ୍ଣନା କରିଛନ୍ତି ବାବାଜୀ ଶ୍ରୀ ବୁଦ୍ଧଦେବ ଦାସ
ପ୍ରତିଭା ଟିଭିର ଏହି ବିଶେଷ କାର୍ଯ୍ୟକ୍ରମଟି ଭଲ ଲାଗିଲେ ଆମ ଚ୍ୟାନେଲ କୁ subscribe କରିବା ସହିତ ଲାଇକ କମେଣ୍ଟ ଓ ସେର୍ କରନ୍ତୁ
ଏହିପରି ଅନ୍ୟ ନ୍ୟୁଜ ସବୁ ଦେଖିବା ପାଇଁ ଚ୍ୟାନେଲ କୁ visit କରନ୍ତୁ ,
www.prativatvnews@gmail.com
#prativa_tv

Опубликовано:

 

11 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 24   
Далее
НАШЛА ДЕНЬГИ🙀@VERONIKAborsch
00:38
Просмотров 768 тыс.
No money for Pre workout ?? 😱😱
00:37
Просмотров 3,9 млн