Тёмный

ବାବା ଖୋଲିଲେ ଲେମ୍ବୁ ରହସ୍ୟ || podcast_with_debasis || Debasis_Story || Baba_Artatrana || EP_7 

DEBASIS STORY
Подписаться 89 тыс.
Просмотров 320 тыс.
50% 1

ବାବା ଖୋଲିଲେ ଲେମ୍ବୁ ରହସ୍ୟ || podcast_with_debasis || Debasis_Story || Baba_Artatrana || divine_treatment || #podcast #odiapodcast #podcastwithdebasis #debasisstory #debasisrout #baba #BabaArtatrana #divinetreatment #Aratatrana
Credits:
Manoranjan Sahoo
Asis Kumar Dey

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 565   
@rakeshkumarbarik4870
@rakeshkumarbarik4870 3 дня назад
ମୁଁ ମୋ ମାକୁ ନେଇକି ଅନେକଥର ଯାଇଛି କିନ୍ତୁ କିଛି ଲାଭ ହେଇନି ବରଂ କ୍ଷତି ହେଇଚି ସେ ହାତ ଗୋଡ଼କୁ ମୋଡ଼ିମାଡ଼ି କରନ୍ତି ସେଥିରେ ଅଧିକ enjord ହେଇଗଲେ 🥺🥺
@rakeshbarik948
@rakeshbarik948 26 дней назад
ବିଶ୍ୱାସ ହେଉଛି ପ୍ରତିଟି ରୋଗ ଭଲ ହେବାର ସର୍ବତମ ଔଷଧ,ଆଧ୍ୟାତ୍ମିକ ହେଉ ବା ବିଜ୍ଞାନ, ବିଶ୍ୱାସ ହେଉଛି ସବୁଠୁ ବଳବାନ
@user-pg1ic4et4h
@user-pg1ic4et4h 24 дня назад
Mu nije try karichi biswas re
@NarendraPrusty-tk1ln
@NarendraPrusty-tk1ln 24 дня назад
Safala hele ​@@user-pg1ic4et4h
@narayannayak2869
@narayannayak2869 19 дней назад
Tutor nku biswas kale maribo
@akshaynayak212
@akshaynayak212 18 дней назад
8
@heeramaniswain6860
@heeramaniswain6860 17 дней назад
@aasthakhamari4626
@aasthakhamari4626 26 дней назад
ଦେବାଶିଷ ବାବୁ ଆପଣ ଏମିତି ଅନ୍ଧ ବିଶ୍ବାସ ସମାଜ ରେ ପ୍ରଚାର କରନ୍ତୁ ନାହିଁ କାରଣ ଏଇ ବାବା ଙ୍କ ପାଖକୁ ମୁ କୋଡ଼ିଏ ଶନିବାର ଯାଇଚି ପ୍ରତିଥର ପାଞ୍ଚ ଶହ ଟିକେଟ କରି କିଛି ଲାଭ ହେଲାନି କି କାହାର ହେବାର ମୁଁ ଦେଖିନି କି ସୁଣିନି ସେ ମୋତେ ଭଲ କି ଚିହ୍ନି ବେ ମୋ ଝିଅ କୁ ନେଇ କି ଯାଉଥିଲି ମୁଁ ଭୁବେଶ୍ବରର ନନ୍ଦନ ବିହାର ରେ ରୁହେ
@jeeban.
@jeeban. 20 дней назад
ଆପଣ ସତ କହୁଚନ୍ତି କି ମିଛ କହୁଛନ୍ତି ମୁଁ ଜାଣିନି କିନ୍ତୁ ମୁଁ ଆପଙ୍କ କଥାରେ ଏକ ମତ
@aasthakhamari4626
@aasthakhamari4626 20 дней назад
@@jeeban. ମୁଁ କାହିଁକି ମିଛ କହିବି sir ସତ୍ କଥା
@kamalabhuyan8374
@kamalabhuyan8374 14 дней назад
Mun bi jaichi kichhi labha helani ate prachara hauchi kaumanankàra bhala hauchi mun bujhi paruni
@kamalabhuyan8374
@kamalabhuyan8374 14 дней назад
Mun bi jaichi kichhi labha helani ate prachara hauchi kaumanankàra bhala hauchi mun bujhi paruni
@prashantghadai4658
@prashantghadai4658 13 дней назад
Pura micha mu jaichi Paisa kameiba ra full formula pura tiket katibe bhitaraku gale tiket neijibe eara 8jana loka achanti tautar dala numuni Bihar mate kahila ki tama pai alaga special puja karibaku padiba 4000tanka jamakara Eaibhali lutuchanti lumuni Bihar re
@pallabighosh2356
@pallabighosh2356 2 дня назад
Jay jagannath
@PramodKumarSahoo-zc6lh
@PramodKumarSahoo-zc6lh 23 дня назад
ଅକର୍ମ କର୍ମ ଦାୟକ ବାବା ଶ୍ରୀ ଶ୍ରୀମହାଦେବ ଶିବ ଶଙ୍କର
@surendrapatel8952
@surendrapatel8952 26 дней назад
ମୁଁ ବବା ଙ୍କ ପାଖ କୁ ଯାଇଥିଲି ମୋ ଦେହ ରେ ଗୋଡ ରଖିଥିଲେ ହେଲେ result ଶୂନ
@milanbehera1107
@milanbehera1107 25 дней назад
ହା ହା...😂
@ap143ap
@ap143ap 24 дня назад
😂😂😂
@PradipSahu-jm3fu
@PradipSahu-jm3fu 24 дня назад
Bhanda baba
@Jackfact_24
@Jackfact_24 24 дня назад
🤣🤣🤣🤣🤣
@shradhakarbhoi8060
@shradhakarbhoi8060 20 дней назад
😂😂😂😂😂
@santoshbehera6652
@santoshbehera6652 26 дней назад
Pura bhanda Baba
@sellerhub8829
@sellerhub8829 25 дней назад
Tote golkunda dakithila ki?
@starboy1256
@starboy1256 25 дней назад
Test kara bhala bahele galua kahiba
@kingstar3109
@kingstar3109 25 дней назад
​@@starboy1256Tora kiye Bhala Heichhi kaha
@PradipSahu-jm3fu
@PradipSahu-jm3fu 24 дня назад
Kamaku nuha
@jagdishparida1874
@jagdishparida1874 День назад
Bhandari baba
@utkalfastnews2442
@utkalfastnews2442 День назад
ବାବା ନମସ୍କାର ! ଆପଣ କଣ ସତରେ ଭଗବାନ୍ ? ଯଦି ଆପଣ ସତରେ ଭଗବାନ ତେବେ ମୁଁ ସେହି ଦିନକୁ ଅପେକ୍ଷା କରୁଛି ଯେବେ ଆପଣ ଗିରଫ୍ ହେବେ ଆଉ ଜେଲ୍ ହାଜତକୁ ଯିବେ ଏବଂ ଯୋଉ ସମୟରେ ଆପଣ ଜେଲ୍ ହାଜତରେ ସାରଥୀ ଭଳି ରହିବେ ସେତେବେଳେ ଯଦି ଜେଲ୍ ଗେଟକୁ ଆପଣ ଛୁଇଁଦେଲେ ଗେଟ୍ ଆପେ ଆପେ ଖୋଲିଯିବ ଏବଂ ଆପଣ ଆପେ ଆପେ ପଦାକୁ ବାହାରି ଆସିବେ ସେହିଦିନ ଆମେ ଭାବିବୁ ଯେ ଆପଣ କୌଣସି ତାନ୍ତ୍ରିକ ନୁହଁନ୍ତି । ଆପଣଙ୍କ ଦେହରେ ନିଶ୍ଚୟ କୌଣସି ଦୈବ ଶକ୍ତି ରହିଛି । ଏବେ ବାବା ଆମେ କହୁଛୁ !ସେହି ଦିନକୁ ଆମେ ମଧ୍ଯ ଅପେକ୍ଷାରେ ରହିଲୁ । ଯେ ଆପଣ କେବେ ଗିରଫ୍ ହେବେ ଆଉ ପ୍ରକ୍ରୁତ ସତ କଥାଟା ପଦାକୁ ଆସିବ ?
@samarprusty212
@samarprusty212 23 дня назад
ହୁଣ୍ଡା ସାମ୍ବାଦିକ କୁ ପ୍ରଖ୍ୟାତ ଟାଉଟର 🥺
@arjunmanini1214
@arjunmanini1214 24 дня назад
ସବୁ ରୋଗ ଭଲ କରୁ ଥିବେ କିନ୍ତୁ ଫିଡ଼ସ ପରି ରୋଗ ଭଲ କରିପାରୁନାହାନ୍ତି
@sitajerai955
@sitajerai955 26 дней назад
ଭାରତ ଆଧ୍ୟାତ୍ମିକ ଦେବ ଭୂମି ସାଇନ୍ସ ର କେନ୍ଦ୍ର ମୂର୍ଖ ବିଦେଶୀ ମାନଙ୍କର ଅନୁଗାମୀ ମୂର୍ଖ
@aswinikumar186
@aswinikumar186 19 дней назад
ପୁଅରେ ତୁ ପାଠ ପଢ଼ିଛୁତ ନା ଟିପ ଦଉଛୁ
@suryakantarana1992
@suryakantarana1992 14 дней назад
ମୁଁ କେବଳ ଭଗବାନଙ୍କୁ ବିଶ୍ୱାସ କରେ ଓ ନିଜ କର୍ମ ଉପରେ ପୂର୍ବ ଜନ୍ମରେ କିଛି ଭୁଲ କରିଛେ ବୋଲି ଆମର ରୋଗ ଅଛି ଏହାକୁ ଭୋଗିବାକୁ ପଡ଼ିବ
@pradiptanayak4367
@pradiptanayak4367 9 дней назад
ଭଣ୍ଡ ବାବା ଚମତ୍କାରୀ ଠକ
@dibakarswain6458
@dibakarswain6458 3 дня назад
ଶତପ୍ରତିଶତ ଭାଦ୍ର ଟା ଉ ଟ ର
@Babaphakiryoutube
@Babaphakiryoutube 26 дней назад
ବ୍ୟବସାୟ କରିବା ନୁଆ ଫର୍ମୁଲା
@sushant.__
@sushant.__ 26 дней назад
Ek no choro ta 🤣
@satyabadisahoo4488
@satyabadisahoo4488 25 дней назад
Tate laguchhi heini.. Hai agaku to gods chalibani.. Tu nichhaya jibu
@Babaphakiryoutube
@Babaphakiryoutube 25 дней назад
@@satyabadisahoo4488 ବାବୁ ମୁଁ ନିଜେ ଦେଖା କରି କଥା ହେଇଛି ଆର୍ତ୍ତତ୍ରାଣ ବାବା ସହ ମୋ ହାତ ଠିକ୍ କରି ପାରିଲେ ନାହିଁ ସେ କି ବାବା
@sushant.__
@sushant.__ 25 дней назад
@@satyabadisahoo4488 🤣🤣🤣kaha se aate he log
@bharatbariha4016
@bharatbariha4016 25 дней назад
No ଭକ୍ତିରେ ଶକ୍ତି
@user-pc1ey8le6g
@user-pc1ey8le6g 14 дней назад
ପ୍ରକୃତରେ ଦେହର ବଡ଼ ମେଡ଼ିସିନ୍ ହଉଚି ନିଜର ନିଜ ଉପରେ ବିଶ୍ୱାସ ରଖିବା ଆଉ ଭଗବାନ ଙ୍କ ଉପରେ ବି ବିଶ୍ୱାସ ରଖିବା।ପ୍ରଥମ କଥା ହେଲା ସତ୍ ବାଟରେ ଚାଲିବା ମିଛକୁ ତ୍ୟାଗିବା କଷ୍ଟ ହବ କିନ୍ତୁ ନିଜ ପାଇଁ ବହୁତ୍ ଉପକାର।ରୋଗ ଦେଖିଲେ ଡରିବ 🙏🙏🙏ହର ହର ମହାଦେବ🙏🙏🙏
@chandramanimajhi4727
@chandramanimajhi4727 12 дней назад
ବା ବା ମାନେ ବାୟୁ
@utkalfastnews2442
@utkalfastnews2442 День назад
ହୋଇଓ ଆରତ ବାବା ସତରେ ଆପଣ କେତେ ନମ୍ବର ବେହିଆ କହିଲେ ତୁମେ ଯଦି ଛୁଇଁ ଦେଲେ ରୋଗ ସବୁ ଭଲ ହେଇଯିବ ତେବେ ତୁମେ ନିଜ ଦେହକୁ ଆଗ ଛୁଇଁକି ଦେଖ ଯଦି ତୁମେ ନିଜେ ପଥର ପାଲଟି ଯିବ ଆଉ ସବୁଦିନ ପାଇଁ ମନ୍ଦିରରେ ପୂଜା ପାଇବ।
@TitaniumShiksha.0055
@TitaniumShiksha.0055 16 дней назад
ଏଥର ହସପିଟାଲ ବନ୍ଦ
@user-wh4kq1qk8o
@user-wh4kq1qk8o 25 дней назад
ଦେବାଶିଷ ପୁରୁଣା ଠକ୍ କୁ ବାବା ଆର୍ତ୍ତତ୍ରାଣ ନୂଆ ଠକ୍।
@Lets_do-550
@Lets_do-550 3 дня назад
1st time ଦେଖିଲି ଜଣେ ନିଜର ନିଜେ ଏତେ ପ୍ରଶଂସା କରିବା 😮😮
@biswabhusanbhanja1561
@biswabhusanbhanja1561 3 дня назад
ଏଇଟା ନିଜର ପ୍ରଶଂସା ନୂହେଁ ବରଂ ନିଜ ବିଷୟରେ ସତକଥା ପ୍ରକାଶ କରିବା. ଏହାକୁ ପ୍ରସଂଶା ବୋଲି ପରଶ୍ରୀକାତର ମାନେ ଭାବନ୍ତି.
@nilima253
@nilima253 10 дней назад
ଧନ୍ୟବାଦ ବାବାଆର୍ତ୍ତତ୍ରାଣ ଓ ଆଶୁତୋଷ ବାବୁ... ଏ ସବୁ ସମାଜ ହିତରେ ଲାଗୁ...🎉🎉
@suneliswain7996
@suneliswain7996 11 дней назад
Debasish babu is very excellent and best pointer..
@etishreebasantibehera9787
@etishreebasantibehera9787 26 дней назад
Om shanti bhaiji aha nirata satya ghare thisabukichi sambhaba
@dfordestroyer5896
@dfordestroyer5896 16 дней назад
ହଠାତ୍ ଥରେ ଦେଖିଲ ଶିବ ଙ୍କୁ ?? ଆରେ କେଉଁ ଶିବ କୁ ଦେଖିଲୁ କହ... ନଟିଆ ବିଶ୍ଵାଳ ପୁଅ ଶିବ ନା ପାନ ଦୋକାନୀ ଶିବ ?? ଯିଏ ତୋ କଥା ଶୁଣିବ ସେ ଭାବିବ ତୁ ମହାଦେବ ଶିବ ଙ୍କୁ ଦେଖିଛୁ ବୋଲି
@sumanaacharya3679
@sumanaacharya3679 15 дней назад
Reiki healer ନିଶ୍ଚିତ,ସେଥିଲାଗି ଛୁଇଁଲା ପରେ ସମସ୍ତ ରୋଗ ଭଲ କରିପାରୁଛନ୍ତି।ଜୟଗୁରୁଦେବ
@HaraSouthIndianHindidubbedmovi
@HaraSouthIndianHindidubbedmovi 14 дней назад
Banda jay garu deba
@srikantalipu9749
@srikantalipu9749 17 часов назад
Very nice comedy 😄😄😄
@prativanayak7461
@prativanayak7461 25 дней назад
ବାବା ଙ୍କ mantra ରେ ବହୁତ୍ power ଅଛି ..ମୋ ଦେହ ଭଲ ହେଇ ଯାଇଚି ..he is vry kind hearted and vry simple 🙏🙏🙏
@dilipyessahoo9316
@dilipyessahoo9316 15 дней назад
Tamara kan heithila bhala heigala kahila
@dilipyessahoo9316
@dilipyessahoo9316 15 дней назад
Tamara kan heithila bhala heigala kahila
@prativanayak7461
@prativanayak7461 7 дней назад
Hmm health issues thila
@biswabhusanbhanja1561
@biswabhusanbhanja1561 3 дня назад
ବାବା ଆର୍ତ୍ତତ୍ରାଣ କାହାକୁ ନିଜ ପାଖକୁ ଡାକୁ ନାହାଁନ୍ତି. ଯାହାର ବିଶ୍ବାସ ହେଲା ସେ ଯିବ ଆଉ 300 ଟଙ୍କା ଖର୍ଚ୍ଚ କରି ନିଜର ରୋଗକୁ ଭଲ କରିବାକୁ ଚେଷ୍ଟା କରିବ. ଅନେକ ରୋଗୀ ବଡ ବଡ ମେଡିକାଲରେ 30 ଲକ୍ଷ ଖର୍ଚ୍ଚ କରି ମଧ୍ୟ ମରିଯାଉଛନ୍ତି. ସେ ମେଡିକାଲ ବିରୁଦ୍ଧରେ କାହିଁକି କେହି କିଛି କହୁ ନାହାନ୍ତି?
@SamarendraRath
@SamarendraRath 25 дней назад
Jay baba Artatrana
@MiniPanda-mx5jf
@MiniPanda-mx5jf 12 дней назад
ବାବା ପ୍ରଣାମ ।ମୋର ଆଣ୍ଠୁ ଅପରେସନ ହେଇଛି।ଆପଣଙ୍କ ମନ୍ତ୍ରଶୁଣିଜଲଦିଭଲହେଇଜିବି।ଆଶିର୍ବାଦ କର ନ୍ତୁ
@ranjitpradhan6276
@ranjitpradhan6276 24 дня назад
ବାବା କୁ ମହନ ସରକାରଗିରଫକର
@rangaballavrout8226
@rangaballavrout8226 2 дня назад
Baba.namaskar
@aamy00
@aamy00 26 дней назад
ଆଙ୍କର ମହାଶୟ , କନକ ଟିଭି ଆଙ୍କର୍ ଭଳିଆ ଗେହ୍ଲେଇ ହେଇ କାଇଙ୍କି ପଚାରୁଚୁ? କପି କରନା ବାବା
@tapankumar4019
@tapankumar4019 21 час назад
As like sarathi bhanda Baba
@subalamuduli9101
@subalamuduli9101 25 дней назад
ଆଜି ପର୍ଯ୍ୟନ୍ତ arrest ହେଇ ନାହାନ୍ତି 3:38
@basantakumarsahoo5615
@basantakumarsahoo5615 25 дней назад
Joy Baba Arattrana ki Joy
@ajayamahapatra9021
@ajayamahapatra9021 26 дней назад
ତୁମେ ଜଗନ୍ନାଥଙ୍କ ବାପା ବୋଧେ ଆର୍ତ୍ତତ୍ରାଣ
@manojmahanta2935
@manojmahanta2935 3 дня назад
300 ଜାଗାରେ 500 ନିଅନ୍ତୁ
@jasodakandi9894
@jasodakandi9894 2 дня назад
🙏🙏
@ramakantanayak9567
@ramakantanayak9567 8 дней назад
ମାନିଲେ ଠାକୁର ନ ମାନିଲେ ପଥର
@ManasDas-rv4mc
@ManasDas-rv4mc 26 дней назад
Jay shree jagannath 🙏🙏🙏
@linamehendiothers8863
@linamehendiothers8863 3 дня назад
ମୁଁ ବାବାଙ୍କ ପାଖକୁ ଯାଇଥିଲି,,, ମୋ ମୁଣ୍ଡରେ ହାତରଖିଥିଲେ କିଂନ୍ତୁ ମୋର ଉଚ୍ଚ ରକ୍ତଚାପ ରୋଗ ଭଲହେଲାନାହିଁ,, ୟେ ଭଣ୍ଡ ବାବା....,, ଦୟାକରି ବିଶ୍ୱାସ କରନ୍ତୁନାହିଁ 16:25
@adikandasahoo5169
@adikandasahoo5169 22 дня назад
ବାବା ଏମିତି କର ନାହିଁ, ସବୁ ହସ୍ପିଟାଲ ବନ୍ଦ ହୋଇ ଯିବ
@GitanjalisarangiJhilli
@GitanjalisarangiJhilli 25 дней назад
ବାବା ପ୍ରଣାମ ଜୟ ଜଗନ୍ନାଥ
@debabratapatra1450
@debabratapatra1450 24 дня назад
Ki bhakti lo maa
@SantoshKumarPattanaik-zy6hz
@SantoshKumarPattanaik-zy6hz 8 дней назад
Jay shree ram 🙏🙏🙏🙏
@RanjanMohanty-jv5rv
@RanjanMohanty-jv5rv 17 дней назад
Right baba brahmana nkara puja ra sakti ahhi semiti baba nka pakhe Sri mahadev nka asirbad achhi
@omprasadprusty
@omprasadprusty 26 дней назад
ଜୟ ଜଗନ୍ନାଥ ବାବା ମୁଁ ବି ମନ୍ତ୍ର ଶୁଣି ଓ ଆପଣଙ୍କୁ ଭାବି ମୋର ଅଧକପାଲି ମୁଣ୍ଡ ବିନ୍ଧା ରୁ ମୁକ୍ତି ପାଇଛି ବାବା ମୁଁ ଗୁଜୁରାଟ ରେ ରୁହେ ସେଦିନ ଠାରୁ ମୁଁ ଆପଣ ଙ୍କୁ ବିଶ୍ୱାସ କଲି, ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଭୁ ଜଗନ୍ନାଥ ଆପଣକୁ ସତାଉ କରନ୍ତୁ ମାନବ ସେବା ଜାରିରହୁ ପ୍ରଭୁ ଜଗନ୍ନାଥ ଓ ଶିବଶଙ୍କର ଆପଣକୁ ଆହୁରି ଶକ୍ତି ପ୍ରଦାନ କରନ୍ତୁ 🙏🙏 ଜୟ ଜଗନ୍ନାଥ 🙏🙏🙏ଜୟ ଭୋଲେବାବା 🙏🙏🙏
@trilochanswain3031
@trilochanswain3031 25 дней назад
Maghia andho😅😅😅
@geetanjaliswain2141
@geetanjaliswain2141 24 дня назад
Adha kapali mundabidha kemiti bhala heba ame janinu amaku kuhantu
@geetanjaliswain2141
@geetanjaliswain2141 24 дня назад
Baba tonka nei nadele kn Kariba amaku kuhantu tonka magi magi thaki galuni daunai kuhantu baba🙏🙏🙏🙏🙏🙏🙏😭😭😭😭😭😭😭
@santoshbehera6652
@santoshbehera6652 26 дней назад
Pura thaka Baba,Kehi bhala heunahanti.
@sushant.__
@sushant.__ 26 дней назад
Hmm bro.😅
@jagalimgochhia3740
@jagalimgochhia3740 26 дней назад
Kahaku neiki jaithile ki apana
@gobardhansabar8058
@gobardhansabar8058 26 дней назад
ଜୟ ଜଗନ୍ନାଥ 🙏🙏🙏
@Hariharpatra109
@Hariharpatra109 17 дней назад
ବାବା ଯାହା କହିଲେ ସ୍ଵାଗତ ଯୋଗ୍ୟ।ମୁଁ ସେଥିରେ ଏକ ମତ।
@bharatisethi115
@bharatisethi115 17 дней назад
to maekinia ku chadide magea to vali keteta andha Ghia nka pain emanka gandi re chera
@mantudontpat8653
@mantudontpat8653 8 дней назад
ଜୟ ଶ୍ରୀ ଜଗନ୍ନାଥ ❤❤❤❤❤
@gajendranathjena356
@gajendranathjena356 25 дней назад
ତିନିଶହରୁ କିଛି କମ ନେଲେ ଚ଼ଳନ୍ତାନି ମୋର କିଛି ଉଦ୍ଦେଶଖରାପ ନୁହଁ ବିଶ୍ୱାସୀ ଲୋକ ଗରିବ ଅନେକ ଦୁରରୁ ଖଟ୍ଟ କରି ଯାଉଛନ୍ତି ଫିସ କମକଲେ ଚଳନ୍ତା ନାହିଁକି?❤😊🎉❤😅❤😂❤😮😢🎉😂❤
@soyboykabi8463
@soyboykabi8463 24 дня назад
ମେଡ଼ିକାଲ ରେ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଛି ଭାଇ,300 ଟଙ୍କା ତୁମ ପାଇଁ ବେଶୀ ହେଇଗଲା
@user-bp7xq4je4z
@user-bp7xq4je4z 17 дней назад
Baba pranam
@sanjaymallick8659
@sanjaymallick8659 11 дней назад
Jay gurudev ji
@SanatanchattarChattar
@SanatanchattarChattar 25 дней назад
ବାବା ଙ୍କୁ ନ ପଚାରି ଲୋକଙ୍କୁ ପଚାରିଲେ ଭଲ ହେବ ଜଣେ ଯିଏ ବି ଦୁଃଖ ଭଲ କରୁଛି ତେବେ ବିଶ୍ୱାସ ହିଁ ଭାଗବlନ୍ ବୁଲି ମାନିବା
@rajeshkumarsahoo8842
@rajeshkumarsahoo8842 26 дней назад
ଜୟ ଜଗନ୍ନାଥ
@bijayadas5636
@bijayadas5636 26 дней назад
ଆରତ ବାବା ମିଛ କହୁଛି କୋରାନ ପୂର୍ବରୁ ୩୦୦ ନେଉଥିଲା ମୁ ନିଜେ ଦେଇଛି ଡାଇବେଟିସ ମୋ ସ୍ତ୍ରୀ ର ମୋର ସ୍କିନ ପ୍ରୋବେଲ ମ କିଛି ଭଲ ହେଲାଣି
@SesadevMallik
@SesadevMallik 25 дней назад
Agya 🎉
@bhuatishreechandansima
@bhuatishreechandansima 26 дней назад
Pramana baba 🙏🙏🙏
@PramodDas-hn4ow
@PramodDas-hn4ow 26 дней назад
ଗାଲୁଆ ନମ୍ବର ଓନେ
@MegaDebadatta
@MegaDebadatta 26 дней назад
🙏🙏🙏🙏ପ୍ରଣାମ ବାବା🙏🙏🙏🙏🙏
@gugujaraka5683
@gugujaraka5683 25 дней назад
ଏ ମାଗିହା ପାଗଳ କଥା ତପୁ ମିଶ୍ର କୁ ପଚାରି ସାକ୍ଷାତ କାର କରନ୍ତୁ
@basantimarndi5884
@basantimarndi5884 24 дня назад
Thank you sir 🙏, and Baba Arta trana
@rohitdipa8078
@rohitdipa8078 25 дней назад
❤❤❤ଜୟ ଶ୍ରୀରାମ❤❤❤
@BalajeePradhan-xh8cu
@BalajeePradhan-xh8cu 25 дней назад
Baba ko koti koti pranamj
@prabirpinkymohanty3239
@prabirpinkymohanty3239 26 дней назад
Artra trana nana sabu sata khauchanti Jay nana 🙏🙏👍👍
@manasojha9186
@manasojha9186 18 дней назад
Jaya jagannath
@Odia-vlogger-nana
@Odia-vlogger-nana 23 дня назад
ବାବା ବହୁତ ସୁନ୍ଦର ମଣିଷ, ଧନ୍ୟବାଦ ଜଣାଉଛି
@rashmikantabehera8847
@rashmikantabehera8847 25 дней назад
ବିଶ୍ୱାସ ମିଳେ ହରି ତର୍କେ ବହୁ ଦୂରେ । ସବୁଥିରେ ବିଶ୍ୱାସ ମୁଖ୍ୟ।
@ramachandranaik143
@ramachandranaik143 9 дней назад
ଜୟ ଜଗନ୍ନାଥ
@RadhakantaSahoo-rj2dp
@RadhakantaSahoo-rj2dp День назад
ସଳା ଫାଲତୁ ଲୋକ ଗୋଟେ ଚୋର ବେପାର ର ନୂଆ ତରିକା....
@pranatidildilbecharasahoo6719
@pranatidildilbecharasahoo6719 26 дней назад
Baba Jane prakruta Siba bhakta.Tenu se bhakti dwara roginku bhala karichanti.
@KNayak24546
@KNayak24546 26 дней назад
Great Podcast ❤
@dasharathivlogs1327
@dasharathivlogs1327 22 дня назад
POINT THE NOTICE ଏ ଭାଇ ଭଲ କଥା କହିଲେ ରୋଗ ଭଲ କଲେ ପଇସା ନଉଛନ୍ତି କି ନାଇଁ କିନ୍ତୁ ପଇସା ନେଉଛନ୍ତି ତାହେଲେ TICKET କଣ ପାଇଁ ହଉଚି ସେ ପଇସା କିଏ ନଉଚି?
@BalaktushnaNauak
@BalaktushnaNauak 26 дней назад
Mantra suniki mora jwara kamichhi 🎉🎉🎉 Jay Jagannath 🎉🎉🎉
@hindimovieswatchhere6183
@hindimovieswatchhere6183 26 дней назад
Thakababa
@user-os3td4nv5u
@user-os3td4nv5u 26 дней назад
Jay Jagannath
@srikantalipu9749
@srikantalipu9749 17 часов назад
Aku SCB ra rakhi dio sabu jana padijiba keta kadhua😄😄
@sibaprasadparida1667
@sibaprasadparida1667 6 дней назад
Jaya ho baba
@GaneshKhamari-w8i
@GaneshKhamari-w8i 26 дней назад
ନିଜର ପ୍ରଶଂସା ନିଜେ ଜେ କରେ ସିଏ ହେଉ ଚି ଠକ୍
@user-wc6cy9hp3u
@user-wc6cy9hp3u 16 дней назад
Jay jagananth Jay ho arrattran baba
@gopalnayak-lv3cc
@gopalnayak-lv3cc 14 дней назад
Baba apananku mor Bhumista pranam
@minasahoo9290
@minasahoo9290 26 дней назад
Baba Atatranaya 🙏
@sarojkumarswain1587
@sarojkumarswain1587 День назад
Great Toutor
@gautamchandrarout605
@gautamchandrarout605 26 дней назад
Biswase milaye Hari Tarke bahu dure.❤
@prativanayak7461
@prativanayak7461 25 дней назад
The best post cast ..best anchor ..
@pintusahu2171
@pintusahu2171 25 дней назад
Vala vaasana maailaa.
@TitaniumShiksha.0055
@TitaniumShiksha.0055 16 дней назад
ମହା ଗାଲୁଆ
@manjulatarout241
@manjulatarout241 12 дней назад
🎉Galua no 1
@babulisahoo6981
@babulisahoo6981 10 дней назад
Jay Jagannath
@user-cu7ph7xh9v
@user-cu7ph7xh9v 25 дней назад
Jay sri raam jay
@chitrasenpradhan3824
@chitrasenpradhan3824 22 дня назад
Baba pranam
@chittaranjantechnicalwark5393
@chittaranjantechnicalwark5393 9 дней назад
Kalijugababa sabu emiti sesare jibe jell
@sudarsanmaharana230
@sudarsanmaharana230 13 дней назад
ସେ ଯାହା ହେଉ, ଘରୋଇ ଚିକିତ୍ସାଳୟ ଭଳି ବାବା ଲୁଟୁ ନାହାଁନ୍ତି। ଆଇ ସି ଇଉ ମଲା ଲୋକଙ୍କ ପରିବାର କୁ ଯେପରି ତଳିତଳାନ୍ତ କରୁଛି, ପ୍ରସାର ମାଧ୍ୟମ ତର୍ଜମା କରୁ । ଆଇ ସି ଇଉ ରୋଗି ଙ୍କୁ ଯେତିକି ପଇସାର ଔଷଧ ଦିଆଯାଏ, ଲେମ୍ବୁରେ କେତେ କ୍ଷତି ହେଉଛି?
@ButuExpress
@ButuExpress 2 дня назад
Debashis ଭାଇ ଆପଣ ନିଜ respect କୁ ହରାନ୍ତୁ ନାହିଁ
@user-ku1py5gf9w
@user-ku1py5gf9w 23 дня назад
ଏଇଟା ମାହାଗିଆ ଟା,, ମୁ ଯାଇଥିଲି ୟା ପାଖକୁ,, ଜଣକୁ 300ଟଙ୍କା,, ପ୍ରତ୍ୟେକ ଦିନ 300ଲୋକଙ୍କୁ ଦେଖୁଚି,,, ଏଇ ମାହାଗିଆ ଟା ମୋ ହାବୁଡ଼ରେ ପଡିବ ଯଦି ଚପଲ ରେ ବାଡ଼େଇବି,,, ଚୁର ଶଳା,,,,,, ମାହାଗିଆ କହିଲା 30ଥର ଆସିବାକୁ,,, ଥରେ ଯିବାକୁ ଆମକୁ 12000ଖର୍ଚ୍ଚ,, 30ଥର ×12000କେତେ ହେବ,,,, ଭାକୁଡା ଶଳା
@GokulandaMajhi
@GokulandaMajhi 16 дней назад
ଏମାନେ ଭଗବାନ ଙ୍କ ନାଁରେ ବେପାର ଚଳାଇଛନ୍ତି
@BrundabanBarik-pt6kx
@BrundabanBarik-pt6kx 14 дней назад
Baba. Apanku. Pranma. Please. Baba. We. Request to. U , please to. Cure. Sex. Related. Diseases. More. People. Suffering. , how. ? Cure. That type. Of. Diseases, How. Achicive. Manpower, give. Mantra. Voice. For. That of. Diseases, Please. Baba. We. Pray. To u. And. In cluding. Cancer patient. It. Is almost valuable time. For. India. For alindians. To.see. All over. Word. Time now coming. To look. Indian. Divine. Power, please. Excuse me. If any. Mistake. ,we. Required. Noble prize. Our. Country
@pradiptanayak4367
@pradiptanayak4367 9 дней назад
ଏଇଟା ମିଛୁଆଟା, ପ୍ରବଳ ମିଛ କହୁଛି, ଲୋକଙ୍କୁ ଠକୁଛି
@jayamuduli-op7sk
@jayamuduli-op7sk 19 дней назад
Business karibara new formula
Далее
Baba Artatrana || 3G ENCOUNTER || Kalinga TV
24:35
Просмотров 2,7 млн
Bike vs Super Bike Fast Challenge
00:30
Просмотров 21 млн
Jibana Do Chhakire Ashara Alok Ep 422   27 JULY 2024
44:26