Тёмный

ବାହାଘର ପ୍ରସେସନ ରେ ବର କୁ ଜାବୁଡି ଧରି ନାଚିଲା ଗାଁ ଯୁବତୀ କନିଆଁ ରାଗିକି ଏମିତି କଲା l VIRAL LOVER | 

A1 ODIA
Подписаться 535 тыс.
Просмотров 2,2 млн
50% 1

Опубликовано:

 

27 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,3 тыс.   
@prasantapattanaik862
@prasantapattanaik862 8 месяцев назад
ଏମିତି ଝିଅ ପ୍ରେମିକା ମିଳିବା ଭଲ କିନ୍ତୁ ଏମିତି ସ୍ତ୍ରୀ ଟିଏ ମିଳିଗଲେ ଆହୁରି ଭଲ ।
@KamalR37
@KamalR37 8 месяцев назад
Jibana sara gandi mareiba katha
@sudarsannanda2831
@sudarsannanda2831 8 месяцев назад
Wife kubi semiti love kara aithu ahuri adhika tama pain haba
@sanjaykumardeheri3346
@sanjaykumardeheri3346 8 месяцев назад
Right
@shivanisingh7021
@shivanisingh7021 8 месяцев назад
Milijibe but ghara loka kebe b Raji hebeni.raji nahele bali ta a jhia amitj kandu6i..
@gayatridevidandia3808
@gayatridevidandia3808 8 месяцев назад
Correct
@music-world7825
@music-world7825 8 месяцев назад
ଯିଏ ପକୃତରେ ଭଲ ପାଇଥିବ ସେ ହିଁ କେବଳ ବୁଝି ପାରିବ ଏ କଷ୍ଟ
@lovesongbidya
@lovesongbidya 8 месяцев назад
Sata bhai jaha kahi la
@chutakimallick7743
@chutakimallick7743 8 месяцев назад
Right 👍
@mamamantulifestyle
@mamamantulifestyle 8 месяцев назад
Right 👍
@bapi672
@bapi672 8 месяцев назад
😢😢😢😢😢
@sikhamallick2398
@sikhamallick2398 8 месяцев назад
😭😭
@amannayak1047
@amannayak1047 8 месяцев назад
ଯିଏ ପ୍ରକୃତରେ ଭଲ ପାଇଥିବ ସିଏ କଣସି ପରିଥିତି ରେ ତା ଭଲ ପାଇବାକୁ ନିଜଠୁ ଦୁରେଇବନି । କିନ୍ତୁ ଯିଏ ପ୍ରକୃତରେ ଜଣକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଇଥାଏ ନା ତା ଭାଗ୍ୟ ରେ କେବଳ ଧକା ଆଉ ପ୍ରତାରଣା ମିଳି ଥାଏ 😭😭
@SaniaMadkami
@SaniaMadkami 8 месяцев назад
It is trust
@ranjitdigal4887
@ranjitdigal4887 8 месяцев назад
beiman jhiamane ahi jhiathu sikhiba darakar
@arjun143x
@arjun143x 3 месяца назад
Nijaku anath kahi jane mate thaki thila
@akashnayak70
@akashnayak70 8 месяцев назад
ସତରେ ପ୍ରକୃତ ପ୍ରେମ ୟାକୁ ହଁ କୁହାଯାଏ ❤❤❤❤
@Rajesh-mh7cc
@Rajesh-mh7cc 8 месяцев назад
@akashnayak70. ତମେ କଣ ସେମିତି ପ୍ରେମ କରି ପାରିବ ତମେ ଜୀବନ ରେ କେବେ ସଚ୍ଚା ଲଭ୍ କରି ପାରିବ ନାହିଁ
@rajeshroshanswain3565
@rajeshroshanswain3565 8 месяцев назад
sala bara ra paribara samna re kudhei ki bapa maa ra izzat naba, na kan kahiba na prema, mg sei prema re gandi mareiba dine
@nareshbariha5132
@nareshbariha5132 8 месяцев назад
😂😂True love ha thhu
@k_risk94
@k_risk94 8 месяцев назад
ଜା ବୁଲିଯା .... ଚକ୍ଷ୍ମାଚୂର୍
@RADHAKRUSHNABEHERA-bj6kt
@RADHAKRUSHNABEHERA-bj6kt 8 месяцев назад
No no no love is just time pass 🤞😅
@nikipradhan5064
@nikipradhan5064 8 месяцев назад
ପ୍ରକୃତ ରେ ପ୍ରେମ ଆକୁ କୁହା ଯିବ କାରଣ କାହାର ବି ଅଧିକାର ନାହିଁ ଏମିତି ଝିଅ ମାନଙ୍କର ଜୀବନ ନଷ୍ଟ କରିବା ପାଇଁ ଆଉ ଯିଏ ପ୍ରକୃତରେ ସଚା ପ୍ରମ କରୁଥିବ ସିଏ ଏଇ video ଦେଖି ସାରିବା ପରେ ନିଶ୍ଚୟ ବୁଝି ପରୁଥିବ ଯେ ପ୍ରେମ କାହାକୁ କୁହା ଯାଏ This is true love
@Rudrrra921
@Rudrrra921 8 месяцев назад
😂😂
@makhansahoo9150
@makhansahoo9150 8 месяцев назад
ଜାତି ହେଉଛି ପ୍ରେମ ପାଇଁ କର୍କଟ ରୋଗ ।।
@saanbk7258
@saanbk7258 8 месяцев назад
Karkata nuha makra sankranti roga
@Sonasamal268
@Sonasamal268 6 месяцев назад
😂
@lipunmaharana599
@lipunmaharana599 5 месяцев назад
Paisa income kara kie jati dekhibani
@papunwild
@papunwild 2 месяца назад
@@makhansahoo9150 reservation ta kan
@kisanmajdurnews6216
@kisanmajdurnews6216 Месяц назад
ମୁସଲିମ ରେ କେଉଁ ଜାତି
@rudarrahul7703
@rudarrahul7703 8 месяцев назад
ଭଗବାନ ଏହି ଦୁଇ ଜଣକୁ ଖୁସି ରେ ରଖନ୍ତୁ ❤❤
@stjotawofficial2929
@stjotawofficial2929 8 месяцев назад
This is true love 💞❤️
@sunsunofficial9193
@sunsunofficial9193 8 месяцев назад
ଜାତି ହେଉଛି ସମାଜ ର ସବୁଠୁ ବଡ଼ ବିଷ........ ଆମେ ଯେତେ ଦିନ ପ୍ରୟନ୍ତ ଜାତି କୁ ଜାବୁଡି ଧରିକି ରହିବା ସେତେ ଦିନ ଯାଏ ଆମେ ସମସ୍ତେ ଅଲଗା ଅଲଗା ହେଇ ରହିଥିବା..... ଆଉ ଯଧି ଜାତି କୁ ନ ମାନିବା ତାହାହେଲେ ଆମେ ସବେ ମିଲି ମିଶି କି ରହି ପରିବା..... କାରଣ ଜାତି ଆମକୁ ଅଲଗା କରିଛି..... ଆଉ ଜାତି ଛାଡି ଦେଲେ ଆମେ ସେହି ଗୋଟେ ମଣିଷ.... ଜାତି ହଟାଓ..... 🙏🙏🙏ଦେଶ ବଚାଓ 🙏🙏🙏
@subashmajhi9912
@subashmajhi9912 8 месяцев назад
Really
@naturesgift5782
@naturesgift5782 8 месяцев назад
Pura puri thik kahile apana😢😢
@Miniaturecookingandenjoy
@Miniaturecookingandenjoy 8 месяцев назад
😭😭😭
@Miniaturecookingandenjoy
@Miniaturecookingandenjoy 8 месяцев назад
😭😭
@sonalibehera4996
@sonalibehera4996 8 месяцев назад
Wow... Great mind set 👍👍
@madhusmitajena5982
@madhusmitajena5982 8 месяцев назад
ଏ news ଦେଖି ଗୋଟେ ଗୀତ ମନେ ପଡ଼ିଲା "ପାଦରେ ଅଳତା ମଥାରେ ଚନ୍ଦନ ପିନ୍ଧି ତୁମେ ବର ସାଜିଛ କାହା ହାତ ଧରି ମୋତେ ଏକା କରି ଅଧା ବାଟେ ଛାଡ଼ି ଯାଉଛ ଭୁଲି ଯାଅ ମୋତେ ବୋଲି ଶେଷ ଚିଠି ଲେଖିଛ"....😢😢😢
@RADHAKRUSHNABEHERA-bj6kt
@RADHAKRUSHNABEHERA-bj6kt 8 месяцев назад
Mo bando Gita ata 🤣🤣😅😅😅
@papunwild
@papunwild 2 месяца назад
@@madhusmitajena5982 😀😀😀
@amitsahu8797
@amitsahu8797 Месяц назад
​@@RADHAKRUSHNABEHERA-bj6ktto Banda naaa auu😂😂😂😂😂
@rashmiranjansamantray1262
@rashmiranjansamantray1262 8 месяцев назад
ଯଦି ପୁଅ ଜାଗାରେ ଝିଅ ଥାନ୍ତା ଆଉ ଝିଅ ଜାଗାରେ ପୁଅ ଥାନ୍ତା ସେତେବେଳେ ଏମାନଙ୍କର ପାଟି ରେ ବେଙ୍ଗ ପଶିଯାଇଥାନ୍ତା 🤣🤣🤣
@RomioMuduli
@RomioMuduli 8 месяцев назад
Right
@motabhai6530
@motabhai6530 8 месяцев назад
True😂😂
@AbinashjeraiAbinashjerai-lu9tf
@AbinashjeraiAbinashjerai-lu9tf 8 месяцев назад
😂🤣😜
@santosh7330
@santosh7330 8 месяцев назад
Se magia pua to bou bia
@santosh7330
@santosh7330 8 месяцев назад
Au pua bou bapa randa randi goda
@Kabitarout-gp6pm
@Kabitarout-gp6pm 8 месяцев назад
ତା ମନ ଭିତରେ କେମିତି ଲାଗୁଛି ସେ ହିଁ ଜାଣିଛି ଏହି ସତ୍ ପ୍ରେମ ସତ୍ୟ ମୁଁ ଜାଣି ଛି ତାକୁ ନିଆ ଏ ମିଳିବ ନି କାହିଁକି ନା ସେ ଗୋଟିଏ ଝିଅ 😭😭😭😭
@manoj-jb5lk
@manoj-jb5lk 8 месяцев назад
Tuma sathire emiti ghati thilaki kabita
@KamalR37
@KamalR37 8 месяцев назад
😂
@puranbehera5230
@puranbehera5230 8 месяцев назад
oh re tamosahita bhi haethile vid send karibata
@rakeshmishra5504
@rakeshmishra5504 8 месяцев назад
Gudagehi tui ta jaha janichu
@manoj-jb5lk
@manoj-jb5lk 8 месяцев назад
@@rakeshmishra5504 chup
@BabuNayak-b2u
@BabuNayak-b2u 8 месяцев назад
Bhauni tame satare real love karichhha salute bhauni ur great
@prince_Bhoi_official
@prince_Bhoi_official 8 месяцев назад
ଏହା କୁ କୁହାଯାଏ ଭଲପାଇବା
@sanjayabhoi247
@sanjayabhoi247 8 месяцев назад
ପ୍ରେମ ର ଅନ୍ତ ନାହିଁ କି କେବେ ହାରି ନାହିଁ କି ମଥା ନାଇ ନାଇ love never end ❤RS❤
@rizergaming5117
@rizergaming5117 8 месяцев назад
RS 200
@rupaliray6858
@rupaliray6858 8 месяцев назад
😂😂​@@rizergaming5117
@shradhanjalipradhan7625
@shradhanjalipradhan7625 8 месяцев назад
Hmm ki 😊
@ranjananayak8572
@ranjananayak8572 8 месяцев назад
ଏହାଙ୍କୁ କୁହାଯାଏ ପ୍ରକୁତ ଭଲ ପାଇବା
@rockyjnbhai9862
@rockyjnbhai9862 8 месяцев назад
Right
@jayjagannatha6857
@jayjagannatha6857 8 месяцев назад
Mo bala na
@AmritaPriyadarshini-ex3kh
@AmritaPriyadarshini-ex3kh 8 месяцев назад
Right 👍👍
@tapasranjansahu8884
@tapasranjansahu8884 8 месяцев назад
Ta Bala nuha au kichi be
@ashishkumarnaik4639
@ashishkumarnaik4639 8 месяцев назад
Gihaba rati suiba au biha heba alga tukel k kay
@sumitrasahoo9195
@sumitrasahoo9195 8 месяцев назад
God Bless You my all sweet friends 🙏 ଯିଏ ପ୍ରେମ କରେ ନାହିଁ ସେ ପ୍ରଭୁ ଈଶ୍ୱରଙ୍କୁ ଜାଣେନାହିଁ କାରଣ ♥️ଈଶ୍ୱର ତ ହିଁ ପ୍ରକୃତ ପ୍ରେମ ♥️
@ambikmallik6229
@ambikmallik6229 8 месяцев назад
Absolutely right
@queenashiq_
@queenashiq_ 8 месяцев назад
Amen
@Akumar....
@Akumar.... 8 месяцев назад
Great........... cast is no matter during love but it's matter in marriage 🙏🙏🙏
@bindassbabuvlog1336
@bindassbabuvlog1336 8 месяцев назад
For lower mentality people
@pranjeshkumarpatra5006
@pranjeshkumarpatra5006 8 месяцев назад
Exactly 💯
@ashishkumarbehera931
@ashishkumarbehera931 8 месяцев назад
In Chuslim ☪️
@lizarani123-ck7wv
@lizarani123-ck7wv 8 месяцев назад
Tame hi prakuta manisa ❤
@niteshrajput168
@niteshrajput168 8 месяцев назад
Right❤❤❤
@Sambhunath3181
@Sambhunath3181 8 месяцев назад
Ayet ନାଟକ gote kehi ବର ଯାତ୍ରୀ ଭଳି କାହାକୁ ଜଣା ପଡୁନି
@parthavirat5183
@parthavirat5183 8 месяцев назад
Congratulations both of you you are true lover 🎉🎉🎉
@kantabarik1894
@kantabarik1894 8 месяцев назад
ଭଲ ପାଇବା ଏକ ବେକାର ସମ୍ପର୍କ । I think this is gender attraction । ବାପା ମା ଙ୍କ ର ସନ୍ତାନ ପ୍ରତି ଭଲ ପାଇବା ପ୍ରକୃତ ଭଲପାଇବା କାରଣ ସେମାନେ ପାରୁପର୍ଯନ୍ତ ପିଲା ର ଭଲ ଚାହାଁନ୍ତି ।
@pravatisahoo979
@pravatisahoo979 8 месяцев назад
Tahele Tu kebebi marriage karibuni bapa maa nka pakhare semiti rahibu.mu manuchi bapa maa nka Prema amara. Kintu life re kahaku ta janaki marriage kariba tebe jaha ku vala paucha taku nuhe au kahaku
@amannayak1047
@amannayak1047 8 месяцев назад
I thing you are right 👍
@suryakantabehera439
@suryakantabehera439 8 месяцев назад
Focus on your goal and sure you will get success in your life
@madhusmitabehera7425
@madhusmitabehera7425 8 месяцев назад
God Bless You Both🙏🏻❤️😌
@jasenmarndi4723
@jasenmarndi4723 8 месяцев назад
ବେଳେ ବେଳେ ମୁଁ ଭାବେ ପ୍ରେମୀ ଯୁଗଳ ମାନେ ପରସ୍ପର ପ୍ରେମ ରେ ବୁଡି ରହିଲେ ଆଗକୁ ଯାଇକି ଅସୁବିଧା ରେ ନିହାତି ପଡିବେ କାରଣ ବଞ୍ଚିବା ପାଇଁ କାମ କରିବା ପାଇଁ ପଡିଵ ଝିଅ ଯଦି ପୁଅ ପ୍ରେମ ରେ ବୁଡି ରହିବ ତା ହେଲେ ରହିପାରିଵେ କ'ଣ ପାଇଁ ନା ଗୋଟିଏ ଝିଅ କି ସ୍ତ୍ରୀ ଲୋକଟି ନିଜ ଛୁଆଙ୍କ ଯତ୍ନ ଯେମିତି ନେଇ ପାରିଵ ସେମିତି ନିଜ ସ୍ଵାମୀଙ୍କ ବି ନେଇପାରିଵ ଆଉ ଵାହାରେ କାମ ନ କଲେ ଵି ସମାଜ କିଛି କହିବ ନାହିଁ କିନ୍ତୁ ଝିଅଟିଏ ଵାହାରେ କାମ କରିବ ଆଉ ସ୍ଵାମୀ ଘରେ ବସିଥିବ ତା ହେଲେ ସମାଜ କହିଵ ଆଉ ଏମିତି ରେ ଵି ସେ ଛୁଆ ମାନଙ୍କୁ ଦେଖିପାରିବ ନାହିଁ ଆଉ ସେ ସମାଜରେ ମୁହଁ ଟେକି କି ଚାଲି ପାରିବ ନାହିଁ ପ୍ରଥମ କଥା ତ ଵେରୋଜଗାର ସହ ବାହା ହବ ହିଁ ନାହିଁ 😅😅😅 ସେଥିପାଇଁ ଝିଅ ଯଦି ପୁଅ ପାଇଁ କାନ୍ଦୁଛି ତ ଖୁସିର କଥା କିନ୍ତୁ ପୁଅ ଯଦି ଝିଅ ପାଇଁ କାନ୍ଦୁଛି ତା ହେଲେ ବି କିଛି ନାଇଁ ଝିଅ ତାକୁ ଠିକ୍ ରାସ୍ତା ଦେଖେଇ ପାରିଵ ଏବଂ କେମିତି ନିଜ ଜୀବନକୁ ଭଲ ଭାବରେ ଗଢ଼ିପାରିବେ କ'ଣ ପାଇଁ ନା ପୁଅ ପିଲା ଶାରୀରିକ ଆଉ ମାନସିକ ସ୍ତରରେ ଷ୍ଟରଂ ଥାନ୍ତି ତେଣୁ ଯେମିତି ଚାହିଁବ ସେମିତି ଗଢି ପାରିବେ...... so am i right 😊
@sagarikajena1810
@sagarikajena1810 8 месяцев назад
Seriously yaar se jhia bahut lucky person.....last moment re luck ta sath deichhi......❤
@Prasant-xf9ji
@Prasant-xf9ji 8 месяцев назад
Bohut khushi family god bless your family father and mother good mond
@nirakarasahu8622
@nirakarasahu8622 8 месяцев назад
ପ୍ରେମ ଶାଶ୍ୱତ ,ଚିରନ୍ତନ.......ପ୍ରେମର ଶେଷ ବିବାହ ନୁହେଁ 😢......ତ୍ୟାଗ ବି ପ୍ରେମର ଅନ୍ୟ ଏକ ନାମ .......ଜଣକୁ ଜୀବନେ ନ ପାଇ ହିଁ ସାରା ଜୀବନ ପ୍ରେମ କରି ହେବ ......ପ୍ରେମ ଲୁହ ଧାରଟିଏ ନିର୍ଜନ ରାତିର , ପ୍ରେମ କୋହ ଟିକିଏ ଅଦେଖା ହୃଦୟର .......😢😢
@newkuwimusicofficial6480
@newkuwimusicofficial6480 8 месяцев назад
Welcome to love ❤❤❤❤ welcome friend goods life very happy odisha channel🎉🎉🎉🎉
@Villagegirl_rasmi
@Villagegirl_rasmi 8 месяцев назад
Jadi mrg karibara okat nahi ta kaha life sahita khelani😢😢
@jayjagannatha6857
@jayjagannatha6857 8 месяцев назад
Mo bala na jhia jagare pua thile patire benga pasila pari chup thant
@KEONJHARVLOGGERGULU
@KEONJHARVLOGGERGULU 8 месяцев назад
♥️ମାନେ ଖାଲି marriege ସେଟା ନୁହଁ madam ବୁଝିଲ ଯାହା ଭାଗ୍ୟ ରେ ଯାହା ଲେଖା ଅଛି 🤟
@punampoetry6835
@punampoetry6835 8 месяцев назад
​@@KEONJHARVLOGGERGULUo Bhagya Prema kari paribe kintu baha heiparibana what a logic 😆
@KEONJHARVLOGGERGULU
@KEONJHARVLOGGERGULU 8 месяцев назад
@@punampoetry6835 tame mate kuha bhaoni ଯେତେବେଳେ se ପୁଅ ର marriege card ଛପାଗଲା ଗାଁ ରେ ସମସ୍ତଙ୍କୁ card ଦିଆଗଲା ସେତେବେଳେ se ଝିଅ କଣ ପାଇଁ chup ଥିଲା ସେତେବେଳେ ki6ibi step କଣ ପାଇଁ ନେଲାନାହିଁ
@KEONJHARVLOGGERGULU
@KEONJHARVLOGGERGULU 8 месяцев назад
@@punampoetry6835 achha ତୁମ କଥା ରେ ତାହାଲେ logic achhi ତାହାଲେ radha ତ ଶ୍ରୀକୃଷ୍ଣ କୁ marriege କରିପାରିଥାନ୍ତେ karile ନାହିଁ କଣ ପାଇଁ true ♥️ତ ଥିଲା
@saajanswastik9240
@saajanswastik9240 8 месяцев назад
କିଳା ଖାଇଛି ଯେତେବେଲେ କହ କେମିତି ଭୁଲିବ ସେ ସୁନ୍ଦର୍ ମୁହୃତ୍ଵ ତେଣୁ ଚିନ୍ତାକରି ରହିପାରିଲା ନାହିଁ😂😂😂
@manaskumar4059
@manaskumar4059 8 месяцев назад
Bhai la se pura kn dusa nahi khali kn jhia ra dosa kila sina jhia khai thila kintu pua ta pa kila deithila
@apartimoharana2763
@apartimoharana2763 8 месяцев назад
​@@manaskumar4059ଏବେ ପୁଅ କିଳା ନେବ
@saajanswastik9240
@saajanswastik9240 8 месяцев назад
@@manaskumar4059 ସାରା ଜୀବନ ଜୀବନସାଥି କରିବାପାଇଁ ପୁଅ ମାନେ ଭଲ ପାଉନାହାନ୍ତି ,କେବଳ ଦେହର ଭୋକକୁ ପୁରାକରୁଛନ୍ତି ହେଲେ ଯେ ବୁଝି ନପାରି ଦେହ ଦାନ ଦେବ ସେ ଫଳ ଭୋଗିବ ଯେମିତି ଏ ପୋଡା ମୁହିଁ କାମ କରିଛି😂
@liteartifex3372
@liteartifex3372 8 месяцев назад
What do you mean by kila khaichi😡? Why you people always blame only a girl?
@manishakunda1999
@manishakunda1999 8 месяцев назад
Ete abhadra asikhita sala...... Kea be Tu jhia mananku kahibu.... Tora sala bhauni achhantina
@sarupabrek3343
@sarupabrek3343 8 месяцев назад
God is great ❤🙏🙏🙏🙏🙏
@krishnaa345
@krishnaa345 4 месяца назад
Daya laguchi e pua katha bhabiki , jibana re aji nahele kali manisa tanka ta income karidaba hele bhala mana tie miliba bahut kasta...kejani Kain e simple katha Loko mananka Munda re paseni... Mo mata re sabu Sima deiki se manisku nijara karidaba darkar.karana e swarthapara diniyare sabu chadiki paleibe baki jibana tame jaha saha rahiba ta pain etiki Kariba darkar....jiye maruchi maru jaha hauchi hau...... Nija khusi pain eita hin thik ,karana tyaga sacrifice kariki nije bhagaban bi duniya ku khusi karei pari nahanti.... It's true ...ta hata kebe chadiba katha nuha
@nibasmaharana8057
@nibasmaharana8057 8 месяцев назад
Kaha sahita amiti kheliba Vala nuhe
@jayjagannatha6857
@jayjagannatha6857 8 месяцев назад
Mo bala na jhia khali kheli paribe
@manoj-jb5lk
@manoj-jb5lk 8 месяцев назад
Yes bro mun ebe bhabuchi kahinkina mun ehi pari bahut jhia ko dhoka deichi 😢
@bhagyashreehans9886
@bhagyashreehans9886 8 месяцев назад
True love never end
@creationofhansdahbakhul..3196
@creationofhansdahbakhul..3196 8 месяцев назад
Se jhio bahut lucky. Thank you god. Socha premo karuthiba sabu premi manku tanko premo dei deo prabhu 🙏
@jayjagannatha6857
@jayjagannatha6857 8 месяцев назад
Sacha prema au nahi lo jhia
@RashmiMishra-2832
@RashmiMishra-2832 8 месяцев назад
🎉🎉🎉🎉🎉 Amti hi habara thila ❤🎉 congratulations 🎊 se duhi nku 🎉🎉
@shubasmitaparida4882
@shubasmitaparida4882 8 месяцев назад
Tq jhia tame tama bhala paiba mahan
@jayjagannatha6857
@jayjagannatha6857 8 месяцев назад
Pua ra love kn Mohan nuhe
@Subhambebartapattanayak7457
@Subhambebartapattanayak7457 8 месяцев назад
Bala love😂 chhapri gudaka sabu😂
@dishawavevloge6439
@dishawavevloge6439 8 месяцев назад
Very good 👍👍👍
@achyutnath2715
@achyutnath2715 8 месяцев назад
This is the true love. God bless them❤❤🎉👌👌👌
@narayanbarik4268
@narayanbarik4268 8 месяцев назад
Nice vary nice ❤❤❤❤❤❤
@KRUSHNAKALAPADIA
@KRUSHNAKALAPADIA 8 месяцев назад
Time thau thau amiti Kariba thik.very nice video.thanku.
@Xyzzz423
@Xyzzz423 8 месяцев назад
Eita prem❤❤❤
@Rupalink
@Rupalink 8 месяцев назад
U r great my sister ❤❤❤
@thinkingpositive6200
@thinkingpositive6200 8 месяцев назад
Good decision
@RashmiMishra-2832
@RashmiMishra-2832 8 месяцев назад
Love successful hi kariba darkar ❤🎉 jahara dum nahin se bhala pao ni ki kahari jibana barbada karani ' ❤🎉
@PR-Pinkureeta1.4.3
@PR-Pinkureeta1.4.3 8 месяцев назад
ସମସ୍ତଙ୍କୁ ଗୋଟିଏ ଅନୁରୋଧ କି ଯାହାକୁ ଆପଣମାନେ ଭଲ ପାଉଛନ୍ତି ତାକୁ ନିଜର କରନ୍ତୁ। କେବେ ତା ଜୀବନ ସହିତ ଖେଳନ୍ତୁ ନାହିଁ ସେ ଝିଅ ହେଉ ଅବା ପୁଅ ନ ହେଲେ ଏମିତି ସବୁ ହେବ । ନିଜ ପାଇଁ ଜନ୍ମ କରିଥିବା ମାଁ ବାପାଙ୍କ ମୁଣ୍ଡ ସବୁଦିନ ପାଇଁ ତଳକୁ ହେଇଯିବ ।
@rahulbag2795
@rahulbag2795 8 месяцев назад
Last re kana hela kuha re bhai sei sei katha ku ghantu chhanti
@kulamaninayak3594
@kulamaninayak3594 8 месяцев назад
Very good decision
@user-pw3hd1cb4o
@user-pw3hd1cb4o 8 месяцев назад
So sweet❤❤❤❤❤❤
@santoshsahoo3549
@santoshsahoo3549 8 месяцев назад
ଭଗବାନ ଙ୍କ ଆଶୀର୍ବାଦ ଥାଉ
@diptimayeemandal9865
@diptimayeemandal9865 8 месяцев назад
Great love story manigali .
@lalitaapat1359
@lalitaapat1359 8 месяцев назад
Jhia thik kala
@SubratSahoo-d4m
@SubratSahoo-d4m 5 месяцев назад
Mu tote gehibi
@Debabratsahoo1992
@Debabratsahoo1992 8 месяцев назад
Same here
@BidyadharBagartti-x3j
@BidyadharBagartti-x3j 8 месяцев назад
Real love because I'm fell in the matter......
@manoj-jb5lk
@manoj-jb5lk 8 месяцев назад
Same case tuma pari mur Sata re mun papi
@RashmiMishra-2832
@RashmiMishra-2832 8 месяцев назад
Jaha hela seseku bahut bhala hela aeta hin habara darkar thila all the best for your married life ♥️ always be happy you 2 both ..
@debendramishra6818
@debendramishra6818 8 месяцев назад
True love never die.🎉🎉🎉🎉🎉
@AmarendraSahoo-y8l
@AmarendraSahoo-y8l 8 месяцев назад
Great true love ❤❤❤❤❤❤❤
@LipikaBeura
@LipikaBeura 8 месяцев назад
👏👏👏👏👏👏jhia thick karichi maja nei nei bapa maa nka echhare baha habu ja hau loka kahibe nae pua ta amara bahut bhala 👏👏👏👏👏
@manoj-jb5lk
@manoj-jb5lk 8 месяцев назад
Tume ehi jhia pari ki lipika
@LipikaBeura
@LipikaBeura 8 месяцев назад
Jhia pare mu gote bohu sata bhala paeba athi bhagya jia sata bhala paela sia mala kete asa dei thiba sei pua taku jadi tora baha habare problem thila ta bhala pauthila kanhiki
@manoj-jb5lk
@manoj-jb5lk 8 месяцев назад
@@LipikaBeura tuma sathire emiti ghati chi ki?
@chandankumarthakur374
@chandankumarthakur374 8 месяцев назад
❤ ସତ୍ପ୍ରକୃତ ରେ ହି ଭଲ ପାଇବା ମୂଲ୍ୟ ବୁଝି ପାରୁ ଛି ହେଲେ ଏ ମେତି ପ୍ରେମ ଲକ୍ଷ୍ୟ ରେ ଗୁଟେ
@Romio-A1
@Romio-A1 8 месяцев назад
I am so lucky because I found my love❤❤❤
@SibashankarNayak-ki4ej
@SibashankarNayak-ki4ej 8 месяцев назад
Very nice
@trinathacharansahoo8457
@trinathacharansahoo8457 8 месяцев назад
Jay Sri Ram God Bless You both...
@RashmiMishra-2832
@RashmiMishra-2832 8 месяцев назад
Bahut pain achi love re sabu sahi ki aagaku jao nija prema sathire 🎉❤ samaste nijara love success kara kahara jiban bekar re micha prema kari bekar karani ta jiban .. ❤🎉
@smrutiranjanpinku6168
@smrutiranjanpinku6168 8 месяцев назад
Sacha bhala paae baa kebe b haar maane ni gd bless u🪔🪔👍👍🙏🏼👌
@bijayanayak5995
@bijayanayak5995 8 месяцев назад
ଆରେ ଭାଇ କାହାକୁ ଥରେ Dil se ଭଲ ପାଇକି ଦେଖ ତା'ପରେ ଜାଣି ପାରିବେ ତାକୁ ଭୁଲିବା,ଆଉ କାହାର ହେଇଜିବା ତାକୁ ଜିଇଁ ଥାଉ ଥାଉ ମରିବା ଭଳି ଲାଗିବ
@KOBITA5559
@KOBITA5559 8 месяцев назад
ଏହା ହିଁ କଷ୍ଟକର ପ୍ରେମ❤
@manoj-jb5lk
@manoj-jb5lk 8 месяцев назад
Tume kete janako bhala paicha kobita
@ChaitanyaPadhan-hr4jr
@ChaitanyaPadhan-hr4jr 8 месяцев назад
❤❤
@JayaramMusic143-gr6le
@JayaramMusic143-gr6le 7 месяцев назад
ଏହାକୁ କୁହାଯାଏ ପ୍ରକୁତ ବଲ ପାଇବା ❤️❤️❤️👌👌Great sister👌👌👌
@nibashseth6950
@nibashseth6950 8 месяцев назад
Great love and it's called true love
@MmohantyMohanty-p5k
@MmohantyMohanty-p5k 8 месяцев назад
Thank you vagwan 🙏
@ChinmayeeSahoo-bd3qn
@ChinmayeeSahoo-bd3qn 8 месяцев назад
This is true love 💕
@susantal
@susantal 8 месяцев назад
❤ good
@ROYALDILLU-mf9wv
@ROYALDILLU-mf9wv 8 месяцев назад
This is true love 👌👌👌👌
@supravasamantaray-n8z
@supravasamantaray-n8z 8 месяцев назад
Jay jagannath. ....
@RaniShahu-pr9mo
@RaniShahu-pr9mo 8 месяцев назад
ଭଲ ପାଇବା ନାଁ ରେ ପୁଅ ଜାତି କଳଙ୍କ 💔💔💔💔💔💔
@aradhyabisoyi5805
@aradhyabisoyi5805 8 месяцев назад
You are great sister
@guddypanigrahi2249
@guddypanigrahi2249 8 месяцев назад
Beautiful ❤️
@sujitnaik8012
@sujitnaik8012 8 месяцев назад
Really heart pain.,esabu..
@aswonikumardas3937
@aswonikumardas3937 8 месяцев назад
ସାଧୁ.. ସାଧୁ... ସାଧୁ ❤️
@Saisamparna342
@Saisamparna342 8 месяцев назад
😅😅
@mirumeenakshivlog
@mirumeenakshivlog 8 месяцев назад
ପ୍ରେମ ସିନା true କିନ୍ତୁ ନିଜ ଜାତି ରେ ହିଁ ବାହା ହେବା କଥା ନହେଲେ ଆଗକୁ ବହୁତ କେତେ ଯେ କଷ୍ଟ, ମୋ ଠାରୁ ବେସି ଆଉ କିଏ ଜାଣିନ ଥିବ l ଦି ଜଣ ଭଲରେ ରୁହ 🙏🙏ଜୟ ଜଗନ୍ନାଥ
@madhabmadhabmuduli2819
@madhabmadhabmuduli2819 8 месяцев назад
Bahut sundar ❤
@lalitabidika7248
@lalitabidika7248 8 месяцев назад
Congratulations 👏👏
@deepakbehera7972
@deepakbehera7972 3 месяца назад
God bless you and your real love, I like it
@gulupapu7865
@gulupapu7865 8 месяцев назад
verybeautyfulidea
@lizarani123-ck7wv
@lizarani123-ck7wv 8 месяцев назад
👌👌👌👌👌👌👌👌👌❤️
@anantakumarkar2942
@anantakumarkar2942 8 месяцев назад
Perfect ending❤❤❤❤❤❤❤❤😢😢😢😢😢😢😢😢😢😢😢
@sanjuktabag573
@sanjuktabag573 8 месяцев назад
Very good
@shyamalhaldar5884
@shyamalhaldar5884 8 месяцев назад
True Love ❤️❤️❤️
@sunitapradhan5526
@sunitapradhan5526 8 месяцев назад
Good discussion 👍👍👍👍
@PujaJena-g4v
@PujaJena-g4v 8 месяцев назад
Real love
@manoj-jb5lk
@manoj-jb5lk 8 месяцев назад
Tume emiti karibani
@harishchandranayak4384
@harishchandranayak4384 4 месяца назад
Bravo .. well done brave girl...proud of you ❤
@ImranKhan-dh3no
@ImranKhan-dh3no 8 месяцев назад
Very good ❤❤❤❤❤ decision
@lizarani123-ck7wv
@lizarani123-ck7wv 8 месяцев назад
@Mama-r4l2z
@Mama-r4l2z 8 месяцев назад
Wow sister...you are great
@GhasiaKhosla
@GhasiaKhosla 8 месяцев назад
Super lovers
@raazbhairajabhai2878
@raazbhairajabhai2878 8 месяцев назад
ପୁଅ ଜାଣିଥିଲା ଶେ ଝିଅ ହଉଛି ଗୋଟେ ଛୋଟ ଜାତିର ଝିଅ ବୋଲି ତାହାଲେ ଭଲ ପାଉଥିଲା କାହିଁକି ଯାହା ଵି ହେଇଛି ସବୁ ଭଲ ହେଉଛି
@diptiranjanbehera8875
@diptiranjanbehera8875 8 месяцев назад
This is real true love ❤
@Laxmi-z3z
@Laxmi-z3z 8 месяцев назад
Congratulations
@PradhanRubita
@PradhanRubita 8 месяцев назад
Exactly mo story..bhauni tu jete chanhile bi paibuni lo mu bi bahut kandili tini barasa helani kanduchi but mo darlo mote au bahahebani bahut request kali tanka ghare bi kahili kehi sunileni finally eka banchiba ku try karuchi mu😢😢😢
@manoj-jb5lk
@manoj-jb5lk 8 месяцев назад
Mun achhi tuma lagi Kuha Raji ki
@sanjaybarik6752
@sanjaybarik6752 8 месяцев назад
Great sister
@saritamangaraj7741
@saritamangaraj7741 8 месяцев назад
Great 👍
@manoj-jb5lk
@manoj-jb5lk 8 месяцев назад
Tuma life re emiti ghati chi ki
Далее
ДУБАЙСКАЯ ШОКОЛАДКА 🍫
00:55
Просмотров 2,5 млн
Random Emoji Beatbox Challenge #beatbox #tiktok
00:47
ДУБАЙСКАЯ ШОКОЛАДКА 🍫
00:55
Просмотров 2,5 млн