Тёмный

ବାହୁଡା ରେ ବାହୁଡିଲେ ମହାବାହୁ। ବର୍ଷାରେ ରଥ ଟାଣିଲେ ନାଚ ଗୀତରେ କମ୍ପିଲା କୋରାପୁଟ  

KORAPUT CAPSULE
Подписаться 669
Просмотров 211
50% 1

ଶାବର ଶ୍ରୀକ୍ଷେତ୍ର କୋରାପୁଟ ରେ ଶେଷ ହୋଇଛି ଘୋଷ ଯାତ୍ରା। ଆଜି ବାହୁଡା ରେ ପହଣ୍ଡି ଓ ରଥ ଟଣା ଆରମ୍ଭ ହେଉ ହେଉ ବର୍ଷା ଆରମ୍ଭ ହୋଇ ଥିଲା। ବର୍ଷା ସତ୍ବେ ଶ୍ରଦ୍ଧାଳୁ ମାନେ ରଥ ଟାଣି ଥିଲେ। ଭକ୍ତି ଭାବରେ ବନ୍ଧା ଶ୍ରଦ୍ଧାଳୁ ମାନେ ବଡ଼ ଦନ୍ଦ୍ରେ ଭଜନ କୀର୍ତ୍ତନର ତାଳେ ତାଳେ ନାଚ ଗୀତ କରି ରଥ ଟାଣିଥିଲେ। ରଥ ଟଣା ସମୟରେ ବର୍ଷା କୌଣସି ବାଧକ ସାଜି ନଥିଲା। ମହିଳା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଧିକା ଥିବା ଦେଖିବାକୁ ମିଳିଥିଲା। ବୁଧବାର ରଥ ଉପରେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଦେବସ୍ନାନ ପୂର୍ଣ୍ଣିମା ଠାରୁ ଶୂନ୍ୟ ପଡି ଥିବା ରତ୍ନ ବେଦୀ ଗୁରୁବାର ପୁଣି ପୂର୍ଣ୍ଣ ହେବ। ଆଣି ସକାଳୁ ମଙ୍ଗଳ ଆଳତି ସମ୍ପନ୍ନ ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା। ପରେ ପ୍ରଥମେ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ ବଡ ଠାକୁର ଜଗନ୍ନାଥଙ୍କୁ ଧାଡ଼ି ପହଣ୍ଡିରେ ରଥାରୁଢ଼ କରଯାଇଥିଲା। ହୁଳହୁଳି, ଶଙ୍ଖ, ଘଣ୍ଟା ର ଶଦ୍ଦରେ ପ୍ରକମ୍ପିତ ହେଇ ଉଠିଥିଲା ବଡଦାଣ୍ଡ। ରଥ ଦଉଡି଼ ଧରି ଶ୍ରଦ୍ଧାଳୁ ମାନେ ତିନି ରଥକୁ ମନ୍ଦିର ସମୁଖ ରାସ୍ତା ନିକଟକୁ ବର୍ଷରେ ଭିଜି ଭିଜି ଶାନ୍ତି ଶୃଙ୍ଖଳା ସହିତ ଟାଣି ଆଣିଥିଲେ। ସନ୍ଧ୍ୟାରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦୀର ରୁ ମହାଲକ୍ଷ୍ମୀ ବିମାନରେ ବାହାରି ରଥ ପରିକ୍ରମା କରି ପୁଣି ମନ୍ଦୀରକୁ ବାହୁଡ଼ି ଯାଇଥିଲେ।

Опубликовано:

 

20 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии    
Далее
skibidi toilet multiverse 042
20:57
Просмотров 4,6 млн
Тестирую гаджет для роллов! 🙈
00:42
skibidi toilet multiverse 042
20:57
Просмотров 4,6 млн