Тёмный

ବିଜୁଳି ମାରେ କାହିଁକି ଓ ବଜ୍ରପାତ ହେବାର କାରଣ କ'ଣ? 

PINAS ODIA PHYSICS
Подписаться 25 тыс.
Просмотров 241 тыс.
50% 1

ବିଜୁଳି ମାରେ କାହିଁକି
ଓ ବଜ୍ରପାତ
ହେବାର କାରଣ କ'ଣ..

Опубликовано:

 

22 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 501   
@ShankarHembram-b7p
@ShankarHembram-b7p 7 месяцев назад
ବହୁତ ଭଲ concepts କହିଲେ ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍। ଜୟ ଜଗନ୍ନାଥ !
@PINASODIAPHYSICS-vm1fu
@PINASODIAPHYSICS-vm1fu 7 месяцев назад
Mu khusi
@basantkumardehury5683
@basantkumardehury5683 Месяц назад
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ , ଛୋଟ ପିଲା ଙ୍କ ଠୁ ବୁଢ଼ା ଲୋକ ଯାଏଁ ସମସ୍ତେ ବୁଝି ପାରିବେ ବିଜ୍ଞାନ ର ରହସ୍ୟ କୁ ,ଜୟ ଜଗନ୍ନାଥ।
@PINASODIAPHYSICS-vm1fu
@PINASODIAPHYSICS-vm1fu Месяц назад
ଆପଣଙ୍କୁ ଭଲ ଲାଗିଲା ଜାଣି ଖୁସି ହେଲି
@chandrasekharnayaka9658
@chandrasekharnayaka9658 7 месяцев назад
ବିଜୁଳି ଘଡ଼ଘଡ଼ି କେମିତି ନ ମାରିବ ସେଥି ପାଇଁ ଟିକେ ବିଜ୍ଞାନୀ ଦୃଷ୍ଟି ଆକର୍ଷଣ କଲେ ଭଲ ହୁଅନ୍ତା ସାର୍ । ବିଜ୍ଞାନ ଏତେ ଆଗକୁ ଗଲାଣି ଆଉ ଏତିକି ଟିକେ କରି ପାରୁନି କଣ ପାଇଁ ।ଚନ୍ଦ୍ର ପୃଷ୍ଠ ରେ ଘର କରିବାକୁ ସ୍ବପ୍ନ ଦେଖୁଚି ବିଜ୍ଞାନୀ ଆଉ ଏତିକି ଟିକେ କଲେ ଭଲ ହୁଅନ୍ତା ସାର୍।
@PINASODIAPHYSICS-vm1fu
@PINASODIAPHYSICS-vm1fu 7 месяцев назад
Natural process ku Banda kariparibani ame
@chandrasekharnayaka9658
@chandrasekharnayaka9658 7 месяцев назад
@@PINASODIAPHYSICS-vm1fu ଦେବେନ୍ଦ୍ର ସୁତାର ସାର୍ ପ୍ରକୃତି କୁ ବଦଳେଇ ପାରିବେ ବୋଲି ସବୁ ବେଳେ କୁହନ୍ତି ତାଙ୍କୁ ଏ ବିଷୟରେ ଅବଗତ କରାଇଲେ ଭଲ ହୁଅନ୍ତା ।ଆଉ ଚନ୍ଦ୍ର ପୃଷ୍ଠ କୁ ଯିଏ ଯାଇଛନ୍ତି ତାଙ୍କୁ ଜଣେଇ ଦେଲେ ସମ୍ଭବ ହେଇ ପାରେ ସାର୍ ।
@swaticreation6559
@swaticreation6559 6 месяцев назад
ଇଶ୍ୱର ମାୟା ବଦଳି ବନି....
@chandrasekharnayaka9658
@chandrasekharnayaka9658 4 месяца назад
@@swaticreation6559 ମୁଁ ଜାଣିଚି ଈଶ୍ୱର ଙ୍କ ସୃଷ୍ଟିର ନିୟମ କୁ କେହି ବଦଳେଇ ପାରିବେନି ।କିନ୍ତୁ ପ୍ରକୃତିକୁ ଚାଲେଞ୍ଜ କରି ବଡ଼ ବଡ଼ କଥା କହୁ ଥିବା ବ୍ୟକ୍ତି ଙ୍କ ପାଇଁ ଏହି ବାର୍ତ୍ତା ଦେଇଚି ।ଦେବେନ୍ଦ୍ର ସୁତାର ବାବୁ ଟିକେ ଅଧିକ କହି ହୁଅନ୍ତି ତ ।ତାଙ୍କର ଫୋନ୍ ନମ୍ୱର୍ ମିଳିଲେ ତାକୁ କହି ଦିଅନ୍ତି ଭାବୁଚି ।
@debarajpradhan3450
@debarajpradhan3450 4 месяца назад
​@@swaticreation6559ବିଜ୍ଞାନ ଈଶ୍ୱର ଙ୍କୁ ବିଶ୍ୱାସ କରେ ନାହିଁ 😅😅😅
@Patrajp
@Patrajp 7 месяцев назад
Sir🙏🙏, ଉଡ଼ାଜାହାଜ ବିଜୁଳି କାହିଁକି କିଛି କ୍ଷେତ୍ତି କରୁପାରୁନାହିଁ କାହିଁକି ସେ ବିଷୟରେ କହିବେ??? ସୁନ୍ଦର video sir ❤❤❤❤❤👍👍👍👍
@PINASODIAPHYSICS-vm1fu
@PINASODIAPHYSICS-vm1fu 7 месяцев назад
Sure
@aloketecheducation
@aloketecheducation 7 месяцев назад
Because all the weather activities are happened on the stratosphere only
@dushasandeshuari9184
@dushasandeshuari9184 7 месяцев назад
Dqlll pl ​@@PINASODIAPHYSICS-vm1fu
@nilakanthamishra9190
@nilakanthamishra9190 6 месяцев назад
Thanks sir.
@jayantakumarpal1782
@jayantakumarpal1782 6 месяцев назад
Hello Bhai sir bhul kahuchanti...Karan akasare kahuchanti barfa rahichi.full bhul....
@baradaprasannasatapathy6881
@baradaprasannasatapathy6881 4 месяца назад
Beautifully explained. Thanks.
@PINASODIAPHYSICS-vm1fu
@PINASODIAPHYSICS-vm1fu 4 месяца назад
Dhanyabad, jani khusi heli
@tibusaraka6623
@tibusaraka6623 3 месяца назад
❤❤❤କିଛି ଲୋକ ଦାବି କରନ୍ତି , Ground ର ଯେଉଁ ଜାଗାରେ ବିଜୁଳି ମାରେ ସେହି ଜାଗାରେ ଛୋଟ ଛୋଟ କଳା ମୁଗୁନି ପଥର ପଡ଼ି ଥିବାର ଦେଖାଯାଏ। ଏହି ବିଜୁଳିରେ ପଥର ଆସିଲା କୁଆଡ଼ୁ ??? ଏଥିରେ ସତ୍ୟତା କେତେ ରହିଛି ???🎉🎉🎉
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
କିଛି ସତ୍ୟତା ନାହିଁ, ବିଜୁଳି ପଡ଼ିବାର ଜଉ କାରଣ କହିଛି ସେମିତି ହେଲେ ପଡ଼ିବ
@RayMurmu-143
@RayMurmu-143 26 дней назад
Super super bhai
@PINASODIAPHYSICS-vm1fu
@PINASODIAPHYSICS-vm1fu 25 дней назад
Thanks
@bijayakumarmaharana8330
@bijayakumarmaharana8330 27 дней назад
ସାର୍ ବିଜୁଳି କିପରି ସୃଷ୍ଟି ହୁଏ ଜାଣିବା ପାଇଁ ମୋର ବହୁତ ଆଗ୍ରହ ଥିଲା ଆପଣଙ୍କ ଏହି ଭିଡିଓରୁ ମୁଁ ବହୁତ ସହଜ ଓ ସୁନ୍ଦର ଭାବେ ବୁଝିପାରିଲି । ହୃଦୟରୁ ଆପଣଙ୍କୁ ପ୍ରଣାମ ❤️🙏🙏🙏🙏🙏🙏🌹💐
@PINASODIAPHYSICS-vm1fu
@PINASODIAPHYSICS-vm1fu 27 дней назад
ଆପଣଙ୍କ ଆଶୀର୍ବାଦ ପାଇଁ ମଧ୍ୟ ଆପଣଙ୍କୁ ପ୍ରଣାମ
@swaticreation6559
@swaticreation6559 6 месяцев назад
Yes sir.... ମୁଁ ଏବେ ଜାଣି ଗଲି... Actual matter.... But ଏହା ଇଶ୍ଵରଙ୍କ ସୃଷ୍ଟି... ଏଇ ଧାରଣା ଏଡାଇ ଦେଇ ପାରି ହେବ ନାହିଁ..କାରଣ ବ୍ରମହାଣ୍ଡ ରେ ଏତେ ଗ୍ୟାସ ଥାଇକି ମଧ୍ୟ୍ୟ ପିଇ ବା ଯଗ୍ୟ ପାଣି ଅଛି.ଫଳ, ଫୁଲ, ସୂର୍ଯ୍ୟ.. Etc ... କାହିଁ କି ନା କୋଟି କୋଟି ଗ୍ରହ ଥାଇକି ମଧ୍ୟ ଗୋଟିଏ ଗ୍ରହ ଭିନ୍ନ ଆମ ପୃଥିବୀ...... ମନୁଷ୍ୟ ଦ୍ଵାରା ବିଜ୍ଞାନ ଏବଂ ବିଜ୍ଞାନ ଯେଉଁଠି ଶେଷ ହେବ ସେଇଠୁ ଆରମ୍ଭ ଆଦ୍ୟାତ୍ମିକ, ଇଶ୍ୱରୀୟ ମାୟା...!!!!ଆପଣ ମହାନ କିନ୍ତୁ ଯେଉଁ ବ୍ୟାକ୍ତି ଉଚ୍ଛ ଶିଖିତ ପରେ ଇଶ୍ୱର ଉପରେ ସନ୍ଦେହ କରେ ସିଏ ହେଲା ସାରା ବ୍ରମାଣ୍ଡ ରେ ସବୁଠୁ ମୂର୍ଖ...!!!!
@manojkumarpadhi8194
@manojkumarpadhi8194 6 месяцев назад
ଇଶ୍ଵର ଯେଉଁ ବ୍ୟବସ୍ଥିତ ଢଙ୍ଗରେ ବା ବ୍ୟବସ୍ଥିତ ନିୟମ ମୂଳେ ଏଇ ବିଶ୍ଵବ୍ରହ୍ମଣ୍ଡକୁ ପରିଚାଳନା କରନ୍ତି, ସେହି ନିୟମ ବା ବ୍ୟବସ୍ଥିତ ଢଙ୍ଗକୁ science କୁହାଯାଇପାରିବ। ଏହାକୁ ଗୋଟିଏ coinର ଦୁଇଟି ପାର୍ଶ୍ବ ବୋଲି ମଧ୍ୟ କୁହାଯାଏ।
@PINASODIAPHYSICS-vm1fu
@PINASODIAPHYSICS-vm1fu 6 месяцев назад
Thik
@manojkumarpadhi8194
@manojkumarpadhi8194 6 месяцев назад
ଇଶ୍ଵର ଯେଉଁ ବ୍ୟବସ୍ଥିତ ଢଙ୍ଗରେ ବା ବ୍ୟବସ୍ଥିତ ନିୟମ ମୂଳେ ଏଇ ବିଶ୍ଵବ୍ରହ୍ମଣ୍ଡକୁ ପରିଚାଳନା କରନ୍ତି, ସେହି ନିୟମ ବା ବ୍ୟବସ୍ଥିତ ଢଙ୍ଗର ଭାଷାକୁ scienceର ଭାଷା କୁହାଯାଇପାରିବ। ଏହାକୁ ଗୋଟିଏ ର ଦୁଇଟି ପାର୍ଶ୍ବ ବୋଲି ମଧ୍ୟ କୁହାଯାଏ।
@PINASODIAPHYSICS-vm1fu
@PINASODIAPHYSICS-vm1fu 6 месяцев назад
Pura thik
@tribikramsahu2249
@tribikramsahu2249 5 месяцев назад
ଆର୍ଥ କୁ ଆମେ ନେଗେଟିଭ ରୂପେ ନେଇ ଆସୁଛୁ। ଆଜିର କ୍ଲାସ୍ ରେ ଆପଣ ଆର୍ଥ କୁ ପଜିଟିଭ କହୁଛନ୍ତି। ଦ୍ଵନ୍ଦ ଆସୁଛି ମନରେ। ବୁଝାଇ ଦେଇ ପାରିବେ କି ?
@PINASODIAPHYSICS-vm1fu
@PINASODIAPHYSICS-vm1fu 5 месяцев назад
Mu Tara reason bi bateichi, vdo ku bhala Kari dekhantu
@Nifty50Trader
@Nifty50Trader 3 месяца назад
Earth is electrically neutral but the crust is negatively charged and interior of Earth is positively charged. In clouds we have negative charge over its upper face and positive charge over its lower face. So, Earth's surface and cloud's lower face have opposite charges and they face each other.
@pintupradhan9737
@pintupradhan9737 23 дня назад
Nice 👍🏼 bahuta din try Karu thili ye topic upare vedio dekhi Baku thanku sir 🙏🏼
@PINASODIAPHYSICS-vm1fu
@PINASODIAPHYSICS-vm1fu 23 дня назад
Jani khusi heli
@CHK-fg6ec
@CHK-fg6ec 2 месяца назад
ବହୁତ ସୁନ୍ଦର ଭାବରେ ବୁଝାଇଲେ ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
@PINASODIAPHYSICS-vm1fu
@PINASODIAPHYSICS-vm1fu 2 месяца назад
Jani khusi heli
@ANILKUMAR-ff5il
@ANILKUMAR-ff5il 6 месяцев назад
SIR NICELY EXPLAINED THANKS FOR TOUR TEACHING.
@PINASODIAPHYSICS-vm1fu
@PINASODIAPHYSICS-vm1fu 6 месяцев назад
Thanks
@debendrakumarsahoo8975
@debendrakumarsahoo8975 7 месяцев назад
Sir your Teaching is awesome, You brought a revolution in odia Educational system .Hats off to you
@PINASODIAPHYSICS-vm1fu
@PINASODIAPHYSICS-vm1fu 7 месяцев назад
Thanks for your inspiring comments, please go through all of my videos and support me in increasing my subscribers base, this will encourage me to give more knowledge to my subscribers
@kcdharua
@kcdharua 2 месяца назад
Nice information sir... keep it up...
@PINASODIAPHYSICS-vm1fu
@PINASODIAPHYSICS-vm1fu 2 месяца назад
Thanks, vdo ku share karantu for enhancing knowledge and growth of my channel so that I will come up with more informative content
@kandarpsahoo4571
@kandarpsahoo4571 5 месяцев назад
Your explain is very good. All doubt was easily cleared. Thank you sir.
@PINASODIAPHYSICS-vm1fu
@PINASODIAPHYSICS-vm1fu 5 месяцев назад
Thanks, please share the vdo which will help me in growth of my channel
@praphulasing6944
@praphulasing6944 6 месяцев назад
Jay Jagannath
@PINASODIAPHYSICS-vm1fu
@PINASODIAPHYSICS-vm1fu 6 месяцев назад
Jay Jagannath
@jaladharbehera902
@jaladharbehera902 23 дня назад
Best topic & good explanation
@PINASODIAPHYSICS-vm1fu
@PINASODIAPHYSICS-vm1fu 23 дня назад
Thanks
@RamPrasadSamanta-e5t
@RamPrasadSamanta-e5t 7 месяцев назад
Mind blowing teach sir 🙏🙏🙏
@PINASODIAPHYSICS-vm1fu
@PINASODIAPHYSICS-vm1fu 7 месяцев назад
Happy to note it
@pravakarpradhan1214
@pravakarpradhan1214 4 месяца назад
ଧନ୍ୟବାଦ, ସାର୍। ଅତି ସୁନ୍ଦର ଉପସ୍ଥାପନା । ମାତ୍ର ଧଳା ସାର୍ଟ ପିନ୍ଧି ନ ଥିବାରୁ ପ୍ରଥମରୁ ଟିକିଏ ଠଉରାଇବା କଷ୍ଟ ହେଲା । ଏଇଟା ମୋର ବ୍ୟକ୍ତିଗତ ପସନ୍ଦ ।
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
ଧନ୍ୟବାଦ୍
@jayalalbibhar3468
@jayalalbibhar3468 3 месяца назад
ବହୁତ୍ ଭଲ ବିଷୟ ରେ ପରାମର୍ଶ ଓ ଶିକ୍ଷା ଦେଉଛନ୍ତି ସାର୍ ଆଉ ବହୁତ୍ ବହୁତ୍ ଧନ୍ୟବାଦ୍
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
Thanks
@PurnaChandraSwain
@PurnaChandraSwain 4 месяца назад
Bahut sundar upasthapana! Marvellous! I just loved it while this is my 2nd video of yours to watch passionately.
@PINASODIAPHYSICS-vm1fu
@PINASODIAPHYSICS-vm1fu 4 месяца назад
Glad you liked it
@sairamsatapathy8539
@sairamsatapathy8539 3 месяца назад
Very good teaching sir.
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
Keep watching
@rajkisorenayak2861
@rajkisorenayak2861 Месяц назад
Thank you Sir for Sharing the roots of listings.
@PINASODIAPHYSICS-vm1fu
@PINASODIAPHYSICS-vm1fu Месяц назад
Ok jani khusi heli
@SantoshKumarjenaSantosh-zv7yn
@SantoshKumarjenaSantosh-zv7yn 2 месяца назад
ବହୁତ ସୁନ୍ଦର ଭାବରେ ବୁଝେଇଲେ
@PINASODIAPHYSICS-vm1fu
@PINASODIAPHYSICS-vm1fu 2 месяца назад
ଧନ୍ୟବାଦ୍
@dilkibaat4068
@dilkibaat4068 22 дня назад
Ati clear teaching sir
@PINASODIAPHYSICS-vm1fu
@PINASODIAPHYSICS-vm1fu 22 дня назад
Keep watching
@askhan-wl4lv
@askhan-wl4lv 6 месяцев назад
Sir Bahut spasttha bhavare topic ta bujeidele exllent ❤❤❤❤❤
@PINASODIAPHYSICS-vm1fu
@PINASODIAPHYSICS-vm1fu 6 месяцев назад
Apana bujhiparithiba hetu dhanyabad
@mr.sushantkumar1790
@mr.sushantkumar1790 7 месяцев назад
Very nice 👌Thank you sir 👍👌
@PINASODIAPHYSICS-vm1fu
@PINASODIAPHYSICS-vm1fu 7 месяцев назад
Most welcome
@alekhjani8355
@alekhjani8355 3 месяца назад
Bahat achhi jankari sir lekin ye bata do bade bade Sahar kyon Nehi padti
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
Sab jaga pe pad sakta hai bijli
@mtgajunmotivation4221
@mtgajunmotivation4221 3 месяца назад
Thank u sir
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
Dhanyabad
@MNDIGITALSARAKANA
@MNDIGITALSARAKANA 2 месяца назад
Nice explain sir❤
@PINASODIAPHYSICS-vm1fu
@PINASODIAPHYSICS-vm1fu 2 месяца назад
Thanks
@sarbeswarbehera9609
@sarbeswarbehera9609 24 дня назад
ଧନ୍ୟବାଦ
@PINASODIAPHYSICS-vm1fu
@PINASODIAPHYSICS-vm1fu 24 дня назад
Welcome
@ranjankumardas7730
@ranjankumardas7730 4 месяца назад
Thank you Sir for sharing this information. 🙏
@PINASODIAPHYSICS-vm1fu
@PINASODIAPHYSICS-vm1fu 4 месяца назад
Apana bujhi parile mu khusi heli
@DinamaniMundagudia
@DinamaniMundagudia 7 месяцев назад
Thank you sir emiti video Amo pai dekhauthibaru
@PINASODIAPHYSICS-vm1fu
@PINASODIAPHYSICS-vm1fu 7 месяцев назад
Apananku madhya dhanyabad
@ArunSahoo-bgsf
@ArunSahoo-bgsf 7 месяцев назад
Very. Nice video, thanks 🙏
@PINASODIAPHYSICS-vm1fu
@PINASODIAPHYSICS-vm1fu 7 месяцев назад
Thank you too
@prasantarout4358
@prasantarout4358 3 месяца назад
Nice topic
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
Thanks
@pallimadhuriodiafolksong2771
@pallimadhuriodiafolksong2771 3 месяца назад
ଅତି ଶିକ୍ଷଣୀୟ ବିଷୟ । ଧନ୍ୟବାଦ ସାର
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
Dhanyabad
@NarayanSahu-kz6fy
@NarayanSahu-kz6fy 29 дней назад
ବହୁତ ସୁନ୍ଦର କଥା ଧନ୍ୟବାଦ ସାର୍
@PINASODIAPHYSICS-vm1fu
@PINASODIAPHYSICS-vm1fu 29 дней назад
Welcome
@PitambrGuntha
@PitambrGuntha 5 месяцев назад
Thank you Sir good evening good information
@PINASODIAPHYSICS-vm1fu
@PINASODIAPHYSICS-vm1fu 5 месяцев назад
Dhanyawad
@madhabchandrahansdah-fe2iz
@madhabchandrahansdah-fe2iz 27 дней назад
ବଜ୍ରପାତରୁ ବିଜୁଳି ସଙଗ୍ରହ କରି ଉପଯୋଗ କରାଯାଇପାରିବ କି। ଧନ୍ୟବାଦ ମହାଶୟ
@PINASODIAPHYSICS-vm1fu
@PINASODIAPHYSICS-vm1fu 27 дней назад
ଇବେ ଯାଏ ଉପାୟ ବାହାରି ନାହିଁ
@maacreative139
@maacreative139 4 месяца назад
ସାର୍ 🙏 ଘର ଭିତର ଥିଲା ବେଳେ ବିଜୁଳି ନିରାପଦ କି ସାର୍
@PINASODIAPHYSICS-vm1fu
@PINASODIAPHYSICS-vm1fu 4 месяца назад
ମାରିବନି
@maacreative139
@maacreative139 4 месяца назад
@@PINASODIAPHYSICS-vm1fu Thanku sir
@Bishibag123
@Bishibag123 2 месяца назад
Verynice Eduction
@PINASODIAPHYSICS-vm1fu
@PINASODIAPHYSICS-vm1fu 2 месяца назад
Thanks
@bijushorts4932
@bijushorts4932 6 месяцев назад
Sir bahut bhala bhabare bujheichhanti. Gote sec bi skip maribaku ichha helani. Thank you sir
@PINASODIAPHYSICS-vm1fu
@PINASODIAPHYSICS-vm1fu 6 месяцев назад
Suniki bahut Khushi lagila
@madhusudanmohanty4293
@madhusudanmohanty4293 3 месяца назад
Good teaching
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
Keep watching
@dibakarhalba8816
@dibakarhalba8816 6 месяцев назад
ଯାହା ମୋ ଶିକ୍ଷା ସମୟରେ ବୁଝି ପାରି ନ ଥିଲି ତାହା ଆପଣ କ୍ଲିଅର କଲେ, ଧନ୍ୟବାଦ 🙏🙏🙏
@PINASODIAPHYSICS-vm1fu
@PINASODIAPHYSICS-vm1fu 6 месяцев назад
Mu khusi
@ruchikabehera5775
@ruchikabehera5775 3 месяца назад
Thnx sir. Very nicely explained .🙏
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
Happy to note it
@PRIYANKAMISHRA-hn5ui
@PRIYANKAMISHRA-hn5ui 3 месяца назад
Bht badhia lagila sor
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
Thanks
@milondigal6240
@milondigal6240 2 месяца назад
ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍
@PINASODIAPHYSICS-vm1fu
@PINASODIAPHYSICS-vm1fu 2 месяца назад
ଆପଣଙ୍କୁ ମଧ୍ୟ ଧନ୍ୟବାଦ୍
@sanjayanaik3990
@sanjayanaik3990 6 месяцев назад
Thank you sir very good God bless you
@PINASODIAPHYSICS-vm1fu
@PINASODIAPHYSICS-vm1fu 6 месяцев назад
Thank you for such a wonderful and inspiring wish.
@sahilkumarpradhan-nd5fn
@sahilkumarpradhan-nd5fn 6 месяцев назад
ବହୁତ ସୁନ୍ଦର କହିଲ ଧନ୍ୟବାଦ ସାର୍।ପୃଥିବୀରେ ବିଜୁଳି ନ ପଡ଼ିବାର ଉପାୟ କ'ଣ ସାର୍
@PINASODIAPHYSICS-vm1fu
@PINASODIAPHYSICS-vm1fu 6 месяцев назад
Upaya nahin
@ManoranjanSIR-MBJ
@ManoranjanSIR-MBJ 3 месяца назад
🎉
@amulyabarik6743
@amulyabarik6743 2 месяца назад
Nice explanation
@PINASODIAPHYSICS-vm1fu
@PINASODIAPHYSICS-vm1fu 2 месяца назад
Thanks
@Ranjit-tj4fs
@Ranjit-tj4fs 6 месяцев назад
Super.. Thank you so much sir
@PINASODIAPHYSICS-vm1fu
@PINASODIAPHYSICS-vm1fu 6 месяцев назад
So nice of you
@prashantj9847
@prashantj9847 2 месяца назад
ସାର୍ ଆପଣ ଅତି ସୁନ୍ଦର ଭାବରେ ବୁଝେଇଲେ
@PINASODIAPHYSICS-vm1fu
@PINASODIAPHYSICS-vm1fu 2 месяца назад
Jani Khushi heli
@KR.TapuWorld
@KR.TapuWorld 4 месяца назад
Sir nyc intresting video I learn
@PINASODIAPHYSICS-vm1fu
@PINASODIAPHYSICS-vm1fu 4 месяца назад
Keep watching
@Bharatkipari
@Bharatkipari 4 месяца назад
Sir, many many thanks
@PINASODIAPHYSICS-vm1fu
@PINASODIAPHYSICS-vm1fu 4 месяца назад
Most welcome
@nirmalbarik4275
@nirmalbarik4275 3 месяца назад
ଅତି ସୁନ୍ଦର ଭାବରେ ବୁଝାଉଛନ୍ତି sir 🙏🙏🙏
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
ଧନ୍ୟବାଦ୍
@BubumamaCreation
@BubumamaCreation 6 месяцев назад
sir kuhantu ground ra + aau cloudy ra - bhitare current kemiti srusti heba
@PINASODIAPHYSICS-vm1fu
@PINASODIAPHYSICS-vm1fu 6 месяцев назад
Ete jinisa lekhiki janei hebani, call karantu mo no:7008271586 re bateidebi
@SangaSamad-xr7rh
@SangaSamad-xr7rh 2 месяца назад
Wow what explains Very nice
@PINASODIAPHYSICS-vm1fu
@PINASODIAPHYSICS-vm1fu 2 месяца назад
Thanks a lot 😊
@gcsahu6
@gcsahu6 5 месяцев назад
ବଜ୍ରପାତ ସମୟରେ ରେଳଗାଡ଼ି ଭିତରେ ରହିବା ନିରାପଦ କି ବିପଦ, ରେଳଗାଡ଼ି ଭିତରେ ବିଜୁଳି ମାରେ କି?
@PINASODIAPHYSICS-vm1fu
@PINASODIAPHYSICS-vm1fu 5 месяцев назад
ନିରାପଦ
@m.smusicmantu6803
@m.smusicmantu6803 5 месяцев назад
Nice teaching Sir.. Love 🙏you
@PINASODIAPHYSICS-vm1fu
@PINASODIAPHYSICS-vm1fu 5 месяцев назад
So nice of you
@GopalPanigrahi-k2q
@GopalPanigrahi-k2q 4 месяца назад
So beautiful sir 🥰 🥰 🥰❤❤❤
@PINASODIAPHYSICS-vm1fu
@PINASODIAPHYSICS-vm1fu 4 месяца назад
Thanks
@PINASODIAPHYSICS-vm1fu
@PINASODIAPHYSICS-vm1fu 4 месяца назад
Thanks a lot 😊
@musicgalaxystudiokoraput
@musicgalaxystudiokoraput 2 месяца назад
Excellent 👌👌
@PINASODIAPHYSICS-vm1fu
@PINASODIAPHYSICS-vm1fu 2 месяца назад
Thank you! Cheers!
@sudhakarabehera4343
@sudhakarabehera4343 4 месяца назад
Next video karantu sir🙏
@PINASODIAPHYSICS-vm1fu
@PINASODIAPHYSICS-vm1fu 4 месяца назад
Aji karibi
@senapathdeepak
@senapathdeepak 4 месяца назад
Sir,ok
@PINASODIAPHYSICS-vm1fu
@PINASODIAPHYSICS-vm1fu 4 месяца назад
Ok
@ishanmallick3475
@ishanmallick3475 6 месяцев назад
Your teaching style is amazing and very good explanation thank you so much sir
@PINASODIAPHYSICS-vm1fu
@PINASODIAPHYSICS-vm1fu 6 месяцев назад
It's my pleasure
@rajumallick617
@rajumallick617 5 месяцев назад
Sir, it is very good teaching to all. Thank you so much.
@PINASODIAPHYSICS-vm1fu
@PINASODIAPHYSICS-vm1fu 5 месяцев назад
Mu jani khusi heli
@drjitendrakumaracharya113
@drjitendrakumaracharya113 7 месяцев назад
Very nicely explained in a Very Very Easy way...Sir can you tell me what are the precautions should we take to avoid from thunderclap injury???
@PINASODIAPHYSICS-vm1fu
@PINASODIAPHYSICS-vm1fu 7 месяцев назад
Sir I suppose thunderclap injury is related to medical science, ok sir if you want to know how to protect ourselves from lightning and thunder, I will definitely make a video on that .
@ramakrishnasahu6314
@ramakrishnasahu6314 7 месяцев назад
Sir, apana explanation saili bahut sundar. Lightening conductor apartment re lagaile kete expenditure asiba
@PINASODIAPHYSICS-vm1fu
@PINASODIAPHYSICS-vm1fu 7 месяцев назад
Dhanyabad
@jaladharsethi928
@jaladharsethi928 5 месяцев назад
Nice teaching sir 🙏🙏🙏 jay Jagannath
@PINASODIAPHYSICS-vm1fu
@PINASODIAPHYSICS-vm1fu 5 месяцев назад
Jay Jagannath
@kulusinghsamant993
@kulusinghsamant993 4 месяца назад
Thank you sir for your simple explanation
@PINASODIAPHYSICS-vm1fu
@PINASODIAPHYSICS-vm1fu 4 месяца назад
You are most welcome
@ASHUTOSHHARICHANDANJENA
@ASHUTOSHHARICHANDANJENA 2 месяца назад
ଉଡାଜାହାଜ ବିଜୁଳି ଓ ବଜ୍ରାଘାତ ରୁ କେମିତି ରକ୍ଷା ପାଉଛି ଟିକେ କହିବେ ସାର୍..
@PINASODIAPHYSICS-vm1fu
@PINASODIAPHYSICS-vm1fu 2 месяца назад
Again electrostatic shielding
@purusootamdalei6052
@purusootamdalei6052 5 месяцев назад
Good explain
@PINASODIAPHYSICS-vm1fu
@PINASODIAPHYSICS-vm1fu 5 месяцев назад
Dhanyabad
@damburubisoy621
@damburubisoy621 2 месяца назад
ଆପଣ ପ୍ରାଞ୍ଜଳ ଭାବେ ବୁଝାଇଲେ ସାର ଧନ୍ୟବାଦ 🙏🙏🙏
@PINASODIAPHYSICS-vm1fu
@PINASODIAPHYSICS-vm1fu 2 месяца назад
Jani khusi heli
@chandramohan6454
@chandramohan6454 2 месяца назад
Thank you Sir Your Concept is very good and very Important
@PINASODIAPHYSICS-vm1fu
@PINASODIAPHYSICS-vm1fu 2 месяца назад
Jani khusi heli
@mangalsinghchatar6869
@mangalsinghchatar6869 6 месяцев назад
Mu 1 to+2 parjanta patha padili but -ai since trick pari nuh ... Baout bhala explain kale sir apna ku 💯 💯 😮 namaskar ❤❤
@PINASODIAPHYSICS-vm1fu
@PINASODIAPHYSICS-vm1fu 6 месяцев назад
Ok khusi re ruha
@DhanurdharRauta
@DhanurdharRauta 6 месяцев назад
ସାର୍ ପୂର୍ବରୁ ଘଡ଼ଘଡ଼ି ବିଜୁଳି କମ୍ ହେଊ ଥିଲା, ବର୍ତ୍ତମାନ କାହିଁକି ଅଧିକ ବିଜୁଳି ଘଡ଼ଘଡ଼ି ହେଉଛି କାରଣ କଣ
@PINASODIAPHYSICS-vm1fu
@PINASODIAPHYSICS-vm1fu 6 месяцев назад
Semiti kichhi nai
@dhrubaswain2855
@dhrubaswain2855 5 месяцев назад
ବହୁତ ଧନ୍ୟବାଦ ଆଜ୍ଞା
@PINASODIAPHYSICS-vm1fu
@PINASODIAPHYSICS-vm1fu 5 месяцев назад
Ok
@IKrishnaKamara
@IKrishnaKamara 3 месяца назад
Thank You So Much Sir 🤩🤩
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
Dhanyabad
@050505127
@050505127 4 месяца назад
Very nice sir❤❤
@PINASODIAPHYSICS-vm1fu
@PINASODIAPHYSICS-vm1fu 4 месяца назад
Thanks
@nandakishoremohanty1387
@nandakishoremohanty1387 28 дней назад
Sir I do understand something about lightning. Thank u sir.
@PINASODIAPHYSICS-vm1fu
@PINASODIAPHYSICS-vm1fu 28 дней назад
You are most welcome
@ghenunayak853
@ghenunayak853 6 месяцев назад
ବହୁତ ସୁନ୍ଦର ସାର 👍👍👍
@PINASODIAPHYSICS-vm1fu
@PINASODIAPHYSICS-vm1fu 6 месяцев назад
Ok
@esiyabadaraita7912
@esiyabadaraita7912 3 месяца назад
Very good sir
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
Keep watching
@satrughanasahoo1118
@satrughanasahoo1118 3 месяца назад
Very nice valuable tips namaskar
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
So nice of you
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
Dhanyabad
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
Dhanyabad
@falgunihota4587
@falgunihota4587 3 месяца назад
Very nice sir
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
Keep watching
@sunadikreputika3631
@sunadikreputika3631 3 месяца назад
Wonderful explanation🎉sir
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
Keep watching
@MadancharanPanda
@MadancharanPanda 2 месяца назад
Thanks sir
@PINASODIAPHYSICS-vm1fu
@PINASODIAPHYSICS-vm1fu 2 месяца назад
Welcome
@Lovely_uttam
@Lovely_uttam 4 месяца назад
Sir apanaka vedio hi mu dekhuchhi❤❤❤❤ baki sabu felld
@PINASODIAPHYSICS-vm1fu
@PINASODIAPHYSICS-vm1fu 4 месяца назад
Khusi lagila janiki, dhanyabad
@ManojkumarSwain-k7j
@ManojkumarSwain-k7j 23 дня назад
Very nice sir. Manoj ❤️ from Dubai.
@PINASODIAPHYSICS-vm1fu
@PINASODIAPHYSICS-vm1fu 22 дня назад
So nice
@PINASODIAPHYSICS-vm1fu
@PINASODIAPHYSICS-vm1fu 22 дня назад
Share to friends in Dubai
@SahilRana-zz8mc
@SahilRana-zz8mc 5 месяцев назад
Sir ସ୍ୱାଭାବିକ କୁ କାହିଁକି N ସଂକେତ ଦ୍ୱାରା ସୂଚିତ କରାଯାଏ ଏବଂ ପରିମେୟ ସଂଖ୍ୟା କୁ କାହିଁକି Q ଦ୍ୱାରା ସୂଚିତ କରାଯାଏ l ଏବଂ ପୂର୍ଣ୍ଣ ସଂଖ୍ୟା କୁ କାହିଁକି Z ଦ୍ୱାରା ସୂଚିତ କରା ଯାଏ l ସେଥିପାଇଁ ମୁଁ ଅନୁରୋଧ କରୁଛି ଯେ ଏଥିପାଇଁ ଗୋଟିଏ ଭିଡ଼ିଓ upload କରନ୍ତୁ l thank you sir l
@PINASODIAPHYSICS-vm1fu
@PINASODIAPHYSICS-vm1fu 5 месяцев назад
Ok samaya dekhiki baneibi
@every__tricks9850
@every__tricks9850 7 месяцев назад
Sir bahut apekhya kareile ❤❤❤
@PINASODIAPHYSICS-vm1fu
@PINASODIAPHYSICS-vm1fu 7 месяцев назад
Han time milunathila, Mora subscriber badheibare mate support kara
@mr.kanisthabhoi4394
@mr.kanisthabhoi4394 2 месяца назад
Very nice vedio, thanks
@PINASODIAPHYSICS-vm1fu
@PINASODIAPHYSICS-vm1fu 2 месяца назад
Thanks
@malatitudu3507
@malatitudu3507 6 месяцев назад
You are good teacher sir
@PINASODIAPHYSICS-vm1fu
@PINASODIAPHYSICS-vm1fu 6 месяцев назад
Thanks
@harishchandramahanta9817
@harishchandramahanta9817 3 месяца назад
Very nice subject
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
Keep watching
@Pradeepku.Bisoyi-vy7qp
@Pradeepku.Bisoyi-vy7qp 6 месяцев назад
I love you sir
@PINASODIAPHYSICS-vm1fu
@PINASODIAPHYSICS-vm1fu 6 месяцев назад
Ok
@pranabkumarjena1848
@pranabkumarjena1848 2 месяца назад
Excellent
@PINASODIAPHYSICS-vm1fu
@PINASODIAPHYSICS-vm1fu 2 месяца назад
Thanks
@nabakishorebarik5533
@nabakishorebarik5533 26 дней назад
Thank you sir
@PINASODIAPHYSICS-vm1fu
@PINASODIAPHYSICS-vm1fu 26 дней назад
So nice of you
@PrasannaParida-ds5qj
@PrasannaParida-ds5qj 2 месяца назад
Bahut.bhal se.bujhauchhanti.s.i.r
@PINASODIAPHYSICS-vm1fu
@PINASODIAPHYSICS-vm1fu 2 месяца назад
Jani khusi heli, chinha lokanku vdo share karidiantu
@PabitraBadatya-tp2pf
@PabitraBadatya-tp2pf 3 месяца назад
Sir human ra body part and taha kipari working kare tikia bujhantu
@PINASODIAPHYSICS-vm1fu
@PINASODIAPHYSICS-vm1fu 3 месяца назад
Wait karibaku padiba, time dekhiki sure baneibi
@DigalMahananda
@DigalMahananda 6 месяцев назад
Salute you sir, class is very nice.
@PINASODIAPHYSICS-vm1fu
@PINASODIAPHYSICS-vm1fu 6 месяцев назад
Dhanyawad
Далее
Ozoda - Lada (Official Music Video)
06:07
Просмотров 3,8 млн