Тёмный

ବିଜେଡିରେ ମିଶିବେ ଅପରାଜିତା ! 

Niankhunta
Подписаться 9 тыс.
Просмотров 166 тыс.
50% 1

Social media rumor about Aparajita Sarangi MP, BHUBANESWAR
#aparajita #aparajitaofficial #dharmendrapradhan #manmohansamal #babusingh #jagannathpradhan #lekhashree #bhrugubaxipatra #iraniray #prakashbehera #pradeepkumarmajhi #chiranjeevbiswal #manmathkumarroutray #surendrasinghofficial #sukantakumarnayak #ksuryarao #sujitkumar #election2024 #mp #cmodisha #bjd #bjdodisha #naveenpatnaik #naveenodisha #vkpandian #bjp #bjpodisha #pranabprakashdas #public #niranjanbishi #memberofparliment #sujitkumar #kalahandi #puribjd #bhubaneswar #news #odianews #journalist #news #bjp #bjd #bjdodisha #odianews #congress #public #bjdworker #mohanmajhi #politics #politicalnews #bhubaneswar #odisha #beaurocrat #sankhabhawan #odia #capital #peopleofodisha #people #journalist #reporter #odishabhaskar #pratidinnews #pratidintv #pplnews #nirbhayasuchana #focusplus #mamata #1974unit1highschool #niankhunta

Опубликовано:

 

16 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 192   
@sriharash-j3i
@sriharash-j3i 6 дней назад
ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଙ୍କ ଆଶ୍ରୀଇପାତ ଜୟ ନବୀନ
@prakashkumarjena.babusan.n3760
ବାଳ ନାଁ 😂😂😂😂
@gajendranathjena356
@gajendranathjena356 4 дня назад
ସମ୍ଭବ ନୁହଁ ବରଂ ବିଜେଡିରୁ ବିଜେପିକୁ ଆସିବେ ମିଶିବେ ଅପରାଜିତା କେବେ ନୁହଁବିଜେଡିରେ
@prakashkumarjena.babusan.n3760
Right 👍👍
@SureshChandraSahoo-k8f
@SureshChandraSahoo-k8f 5 дней назад
Becare ଅପରାଜିତା ମ୍ୟାଡମ୍, ଏବେ ବି Bjd ରେ ବେଇମାନ ପାଣ୍ଡିଆନ୍ ଭାଇରସ୍ ଜୀବିତ ଅଛି l ଏ ତାମିଲ ଗରିଲା ହାରମ୍ ଜ୍ୟାଦା ପାଣ୍ଡିଆନ୍ କରୋନା 19 ଭାଇରସ୍ ଠାରୁ ସହସ୍ରାଧିକ ଗୁଣ ରେ ମାରାତ୍ମକ l ଏ ମାରାତ୍ମକ ଭାଇରସ୍ କୁ ନବୀନ ପଟ୍ଟନାୟକ କୋଳରେ ଧରି ଖୁବ୍ ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରି ରଖି ଅଛନ୍ତି l Ok.Thank's
@rabinarayanbiswal468
@rabinarayanbiswal468 5 дней назад
Election ପୂର୍ବରୁ BJP BJD ମେଣ୍ଟ ଆଲୋଚନା ଯୋର ଧରିଥିଲା ହେଲା କ'ଣ ଏ ସବୁ ଫାଲତୁ କଥା
@ManashMohanty-tn5ph
@ManashMohanty-tn5ph 2 дня назад
ଯଦିବି ହୁଏ ବହୁତ ଭଲ ହବ
@pradeepkumarjena4162
@pradeepkumarjena4162 5 дней назад
ମିଛରେ ଭାଇ ରାଲ କରୁଛନ୍ତି ବିରୋଧି ବିଜେଡି ର ତଳି ତଳାନ୍ତ ହେବାକୁ ଯାଉଛି ଯଦି ବା ଅପରାଜିତା ମାଡାମ ବିଜେଡି ର ମିସିଲେ ଗୋଟିଏ ନୁଆ ଇତିହାସ ପୁସ୍ତକେର ଲେଖା ହେବ ବିଜେପି ପାଇଁ କିଛି ଦିନ ହେଲା ଯୋର ରେ ଭାଇ ରାଲ ହେଉଛି କାରଣ କଣ ହୋଇ ପାରେ ବଡ ସଡ ଯନ୍ତ୍ର ଚାଲିଛି
@samarjitprusty7315
@samarjitprusty7315 5 дней назад
Aparajita full strong in bjp Orissa new roll
@mitumishra3216
@mitumishra3216 5 дней назад
Aparajita Nk Pain Aji Odisha Re B J P Sarkar Gathan Hoiparila
@anvlog1851
@anvlog1851 5 дней назад
CM ହେବା ପାୟନ
@trilochanmohanty-rc2rl
@trilochanmohanty-rc2rl 5 дней назад
ନିଶ୍ଚିତ ବିଜେପି ଦୁଇ ଫାଳ ହେବ
@SwabhimanOdia93
@SwabhimanOdia93 3 дня назад
Hnnn. Aneitha
@hrudayaranjankhamari6174
@hrudayaranjankhamari6174 2 дня назад
ଦିନ ବେଳେ ସ୍ବପ୍ନ ଦେଖୁଥା
@arjunsabar8471
@arjunsabar8471 5 дней назад
ଅପରାଜିତା BJD ରେ ଗଲେ ଲେଖାଶ୍ରୀର ଅସୁବିଧା ଵୋଗିବ
@purnachandragouda5282
@purnachandragouda5282 5 дней назад
ମହାରାଷ୍ଟ୍ର କର୍ଣାଟକ ମଧ୍ୟ ପ୍ରଦେଶ ରେ ଜାଇଛନ୍ତି
@niranjanrout5720
@niranjanrout5720 3 дня назад
V.VVVVV. VERY GOOD . Vel come . Madam didi
@ashokdash1421
@ashokdash1421 17 часов назад
ମିଛ କଥା। କାହିଁକି ନା କେବଳ ଅପରାଜିତା ହିଁ ଜାଣନ୍ତି ପ୍ରକୃତ ବିକାଶ ର ସଞା। ବିଜେଡି ର କୁଛିତ ରାଜନୀତି କୁ ବର୍ତମାନ ପାଳନ କରାଯାଉଛି ବୋଲି ଲୋକେ ଧରିନେବେ।ଏହାମଧ୍ୟ ବହୁତ ଖ୍ୟତି ପହଞ୍ଚାଇବ। ଏସବୁ ମିଛ କଥା।
@sudhirdas1311
@sudhirdas1311 3 дня назад
ହଁ କହୁଥିଲେ ପୁରା ସତ କଥା, ଆପଣ ଜଣେ ତ୍ରିକାଳ ଦର୍ଶି
@prasantakumar1523
@prasantakumar1523 4 дня назад
ତୁରନ୍ତ ଆବଶ୍ୟକ । ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ।
@mohankumarjena6082
@mohankumarjena6082 12 часов назад
Madam many many thanks
@priyanshuweb7717
@priyanshuweb7717 4 дня назад
Election ଆଉ ଥରେ ହେଉ jou ମାନେ ଚାହୁଁଛନ୍ତି thale please like କରନ୍ତୁ 😊😊
@SurendraPrasadDash-uc6vv
@SurendraPrasadDash-uc6vv Час назад
Very Proud Ness Woman,I was Called Her Secretary,Secretary Received But Madam Disconeted,
@pramoddas9507
@pramoddas9507 23 часа назад
ମିଛ ଖବର 😮
@nilamanikar954
@nilamanikar954 6 дней назад
ମିଛ କଥା
@Reenabehera0
@Reenabehera0 6 дней назад
BJD 👍🏻🙏🏻
@user-qk6os4ie2s
@user-qk6os4ie2s 9 часов назад
ନିଜର୍ ସ୍ବାର୍ଥ ପାଇଁ ........, ଯେଉଁ ପାଟି ନିଜ ପାଇଁ ଭଳ ସେ ପାଟି ଆମର ???
@user-zr4vn2mi3e
@user-zr4vn2mi3e 2 дня назад
Madam, this is the real time to change the history which will be talked for ever
@lifeismiracle9678
@lifeismiracle9678 3 дня назад
Good....... quickly....join bjd....again Naveen Patnaik CM.
@subashchandrapatra3128
@subashchandrapatra3128 3 дня назад
Aparajita bjp quit Kari bjd re join Kari CM hebe
@SantoshMeher-v4h
@SantoshMeher-v4h 4 дня назад
ଆପଣ ଦିନ ବେଲାରେ ସପ୍ନ ଦେଖୁଛନ୍ତି
@umapatra1958
@umapatra1958 2 дня назад
Very good mam 💋hai
@goparanjansahu9096
@goparanjansahu9096 3 дня назад
Aparajita mam should be make own party
@sasankharichandan9910
@sasankharichandan9910 2 дня назад
Rust News
@swaincreations6984
@swaincreations6984 2 дня назад
ଭାଇ ତୁମର କୋଉ channel ??
@s_sarojakumar7270
@s_sarojakumar7270 5 дней назад
ଆସନ୍ତା election ପୂର୍ବ ରୁ ମିଶି ପାରନ୍ତି କିନ୍ତୁ ଏବେ ନୁହଁ😮
@sarojinibehera3680
@sarojinibehera3680 2 дня назад
ମିଶିଲେ କ'ଣ ହେବ ସବୁ ମାଟିରେ ମିଶି ଗଲାଣି
@dipeshmohanty8428
@dipeshmohanty8428 6 дней назад
Politics re sabu possible
@artatranatripathy7618
@artatranatripathy7618 4 дня назад
Dharmendra interested for coalition with BJD,but Aparajita and Manmohan are strongly fought for only BJP Govt,
@SurendraPrasadDash-uc6vv
@SurendraPrasadDash-uc6vv Час назад
Bihar Bihari Manankar, Bengal. Bangali Nkar Punjab Punjabinkar,Keral Keralinkar,But Odisha Samastankar,Asa,Ame Jointly enjoy Kariba ,Ha Ha 🌹 Ha Ha
@BipramohanBiswal
@BipramohanBiswal День назад
It is a shameful matter to her.
@rajkumarmohanta813
@rajkumarmohanta813 6 дней назад
Everyone of odisha has seen how Modi misbehave on the stage during election campaign in bhubaneswar.... shame... shame....
@pareshchmajhi9112
@pareshchmajhi9112 5 дней назад
Fake
@akshyakumarmishra8038
@akshyakumarmishra8038 6 дней назад
So well come 👌💐💐💐💐
@mitupatasani8
@mitupatasani8 День назад
Apanaku mor pranam grahan karantu Jay shree ram jay jagannath sapan dekhu chi bjd odisa basinkar biswo re ke bhe bi bis debe na hi Jay shree ram jay jagannath
@sanjuktamohanty9668
@sanjuktamohanty9668 5 дней назад
It will be better.
@prakashkumarjena.babusan.n3760
ଜୟ ଜଗନ୍ନାଥ ଜୟ ବିଜେପି 🙏🌹🌹🙏
@HiranyaBagarty-w1j
@HiranyaBagarty-w1j День назад
Jay bjp
@sunilrauto5923
@sunilrauto5923 6 дней назад
ନବୀନ BJP ରେ ମିଶିବେ
@manishapattanayak2152
@manishapattanayak2152 5 дней назад
😂😂😂
@artatranatripathy7618
@artatranatripathy7618 4 дня назад
Without Aparajita no future of BJP in odisha
@KunaGauda-hq7yb
@KunaGauda-hq7yb 4 дня назад
OkBjd***Hii❤❤❤❤❤
@harekrushnasahu3337
@harekrushnasahu3337 5 дней назад
Bhala heba
@Binodkumar-if6lk
@Binodkumar-if6lk 4 дня назад
Mdm Create new party.
@debasisrout6156
@debasisrout6156 5 дней назад
Bjd sarkar kariba
@PanbabPanda
@PanbabPanda 4 дня назад
If so thought'she has to resign from mp'then her condition shall be like pandian fate.be sure.
@bhagirathipradhan4590
@bhagirathipradhan4590 5 дней назад
Never Riyumar
@Odisha_News_Live
@Odisha_News_Live День назад
Hot topic
@Binodkumar-if6lk
@Binodkumar-if6lk 4 дня назад
Haba hii haba...
@JogeswarMajhi-lt7hj
@JogeswarMajhi-lt7hj 5 дней назад
ନବୀନ ପଟ୍ଟନାୟକ ବିଜେପି ରେ ମିଶିବେ,,ଆଉ ମୁଖ୍ୟମନ୍ତ୍ରୀ ହେବେ,
@JameshJameshmajhi
@JameshJameshmajhi 5 дней назад
Very good
@sanjayamohapatra2726
@sanjayamohapatra2726 5 дней назад
Right decision
@brajamohanmohanty4509
@brajamohanmohanty4509 4 дня назад
Good day to Aparajita madam. You flourished due to Naveen Pattanaik. You are not properly understood by BJP.
@Kabul.123
@Kabul.123 5 дней назад
ଭଲ ହେବ
@ajitpanda2655
@ajitpanda2655 3 дня назад
Please don't join with anyone have patient for ur very good prestigious dream
@hemantakumarmohanty849
@hemantakumarmohanty849 6 дней назад
ସବୁ ମିଛ ଖବର
@saratkumarmohanty4958
@saratkumarmohanty4958 4 дня назад
BJD RA MITHYA PRACHAR
@prasantakumarswain1968
@prasantakumarswain1968 6 дней назад
If Aparajta madam leaves B. J. P. Mohan government will be G. M.
@prafullakumarrout8531
@prafullakumarrout8531 6 дней назад
Bahuta sundar mam
@abhishekpadhi3868
@abhishekpadhi3868 5 дней назад
Aparajita always Aparajita 🎉
@ChintamaniBehera-k1x
@ChintamaniBehera-k1x 5 дней назад
Bjp_win_in_odisha_only_for_aparajita.
@suryanarayansahu5375
@suryanarayansahu5375 4 дня назад
ଦଳବଦଳନୀତି ବନ୍ଦ କରିବା ଜଦିଯିଏ କରେ ତାକୁ ରାଜନୀତି ରୁ ବାହାର କରିବା ଉଚିତ
@sachidanandajena2896
@sachidanandajena2896 2 дня назад
ବାଳ ନିୟୁଜ କଣ ପାଁଇ
@bijayswain4460
@bijayswain4460 5 дней назад
Sukhilare ajarha news Kan pain kahuch vai.BJD agami electionre au thib ta?
@user-fq5gb9ep9e
@user-fq5gb9ep9e 5 дней назад
ମୋ କହିବା କଥା ମନମୋହନ ସାମଲ ଯେଉଁ B J P ଦଳର ସଭାପତି ସେହି ଦଳରୁ ଟିକଟ୍ ପାଈ ନିର୍ବାଚନ ଲଢୁଥିଲେ କିନ୍ତୁ ଲୋକେ ତାଙ୍କୁ ଚାହୁଁ ନଥିବାରୁ ସେ ହାରି ଗଲେ ଫଳରେ ନିୟମ ଅନୁସାରେ ସେ ଆଉ ଦଳର ସଭାପତି ହେବା ସମ୍ଭାବନା କୁ ସେ ହରେଇ ବସିଛନ୍ତି ସେ ମୋ( ମା ) ଅପରାଗିତାଙ୍କର କୋଉ ଗୁଣକୁ ସରି ହେବେ କଣେ କାଢୁଆ ନେତା କିଏ ଅଛ ତାଙ୍କୁ ସରି ହେବ ? ମୁ ନବୀନ ବାବୁଙ୍କୁ ମୋ ନିତି ରେ ଭଲ ପାଏ ।ସେହି ଦିନ ମୁଁ ବିଗିଡ଼ି ଗଲି ଯେବେ ମୋତେ ସରକାରଙ୍କ ତରଫରୁ ଗୋଟିଏ ଘର ମିଳିଲା ତାହା ଥିଲା ବିଜୁ କୁଟିର କିନ୍ତୁ ନବୀନ ବାବୁ ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଚଞ୍ଚକତା କରି ନିଜ ବାପାଙ୍କ ନାମ ରେ ବେବସ୍ଥା କରି ୪୦ ହଜାର ଟଙ୍କା ଖାଇଦେଲେ ମୋ ଘର ଅଧାରେ ହିଁ ରହି ଗଲା ସେ ଦିନଠୁ ମୁ ଏକା ଏକୁଟିଆ ହୋଇ ରହିଗଲି । ମୁଁ ମହା ପ୍ରଳୟ ଋପରେ ଅଛି ଏବେକାର ସରକାରଙୁ ଆପଣଙ୍କ ମାଧ୍ୟମ ରେ ଜଣାଇଲି । ଆଉ ମୋ( ମା ) ଅପରାଗିତାଙ୍କ ବାବଦରେ ଯେଉଁ ମାନେ ବିଭିନ୍ନ୍ ଗଣ ମାଧ୍ୟମରେ ନାନା ଟିପଣି ମାନ ଦେଉଛନ୍ତି ତାହା ମୁ ପଢି କି ଲେଖିଲି ,କିନ୍ତୁ ଆଞ୍ଚଳିକ ଦଳକୁ ମୋ ମା ଯଦି ଆସନ୍ତି ତେବେ ସେ ହେବେ ମୋ ଆଖିରେ ଗଣତନ୍ତ୍ର ର ହତ୍ୟା କାରି 🙏🙏❤❤
@BhaskarBeherdalai
@BhaskarBeherdalai 5 дней назад
Aprajita sadngi jadi BJD Dala Ree misa thahala sea Rajniti chadidiantu
@SansayGond
@SansayGond День назад
😊
@nandansahu3832
@nandansahu3832 4 дня назад
Nabin bhi bjp join karibe
@sanjaypanda3677
@sanjaypanda3677 6 дней назад
ଭଲ ହେବ l
@liliptamohanty8405
@liliptamohanty8405 5 дней назад
Bhala haba missile....odisha bahut agaku jiba ❤
@rabinarayanparida5682
@rabinarayanparida5682 4 дня назад
Manmohan.samal.hele.mukhymantri.odisaku.purakhaidaba
@jagabandhubehera1984
@jagabandhubehera1984 6 дней назад
ମିଛ ପ୍ରଚାର
@PranabMisra-r6k
@PranabMisra-r6k День назад
Fake news. Drama created by BJD.
@swadhikarbetaj3768
@swadhikarbetaj3768 5 дней назад
ମିଥ୍ୟା ଅପପ୍ରଚାର
@ashokkumarnayak2055
@ashokkumarnayak2055 5 дней назад
ଗୁଜବ
@harishmeher4563
@harishmeher4563 5 дней назад
ସଂପୂର୍ଣ୍ଣ ମିଛ କଥା
@sidharthcinevision925
@sidharthcinevision925 3 дня назад
ତୁ ମାଆ giha କହିଙ୍କି ଅପ ପ୍ରଚାର କରୁଛୁ।
@suryakantamahunta653
@suryakantamahunta653 4 дня назад
ଲୋକ ଆଉ ସମର୍ଥନ କରିବେନି।
@swaincreations6984
@swaincreations6984 2 дня назад
ଭାଇ ତମେ କଣ ତୁମ ଘରେ ବସି news ପଢ଼ୁଛ ନା କଣ ??
@balarammalik9621
@balarammalik9621 3 дня назад
Sambadik nkar bartaman ra panipaga bisayare abhigyata nahi
@arjunpradhan5615
@arjunpradhan5615 5 дней назад
ଧିକ ତମ ରାଜ ନୀତି ପଣିଆ ଛି ଛି ତମକୁ ଅପରାଜିତା।
@pradeepkumarpattnayak7740
@pradeepkumarpattnayak7740 2 дня назад
ବେକାର କଥା
@sujitkumarpanda7843
@sujitkumarpanda7843 5 дней назад
Asubidhaa kn achhi ? She is a fearless lion. Not corrupted like other political leader or ur chanal.
@JagannathTandia
@JagannathTandia 3 дня назад
Kana Pai bjd re misibe aparajita ?
@raghunathpanda5000
@raghunathpanda5000 5 дней назад
ଏ ଚ୍ୟାନେଲ ଫେକ୍ ନିଉଜ କରି ରାତାରାତି ସବ୍ କ୍ରାଇବର୍ ବଢେଇ ଇନକମ୍ କରିବା ଚାହୁଁଚି। ତେଣୁ କେହି ବି ଲାଇକ୍,କମେଣ୍ଟ ସେଆର କରନି କି ସବ୍ କ୍ରାଇବ୍ ଜମାରୁ କରନି।
@manishapattanayak2152
@manishapattanayak2152 5 дней назад
😂😂😂
@susamaparida7618
@susamaparida7618 5 дней назад
Wel.come.❤❤❤❤❤❤
@rajendramahalik111
@rajendramahalik111 4 дня назад
Medam kebe jibe nahi
@kalucharanpaikray7238
@kalucharanpaikray7238 5 дней назад
ମମତା, ସୁଜିତ କୁମାର.........?? ଜ୍ଞାନୀ ଶ୍ରେଷ୍ଠ........
@kumarnayak8175
@kumarnayak8175 3 дня назад
Odisa ra janasadharan aasa rakhithile cm candidate paee
@kamallochannayak9660
@kamallochannayak9660 5 дней назад
Aparajita Swarthabadi Leader,Se BJD Re Mishile Bala Khandia Habanahin ,
@SureshChandraSahoo-k8f
@SureshChandraSahoo-k8f 5 дней назад
Bjd ଶାସନ କାଳରେ, ପାଣ୍ଡିଆନ୍, ପ୍ରତାପ ଜେନା, ବବି ଦାସ, Bjd ର କରୋନା 19 ଭାଇରସ୍ ଭାବେ ପରିଚିତ ହୋଇ ଏମାନେ ଥିଲେ l ଏବେ ବିଜେପି ମଧ୍ୟ ସେଇ ତରିକା ଆପଣେଇ ନେଇଛି, Bjd ର କରୋନା ଭାଇରସ୍ ମାନବ ପାଣ୍ଡିଆନ୍ ପରି ବିଜେପି ରେ ମୁକୁ ବାବୁ (ଧର୍ମେନ୍ଦ୍ର ପ୍ରଧାନ) ,ବବି କରୋନା, ଭର୍ତୃହରି ମହାତବ, ମାହାଙ୍ଗା ଭାଇରସ୍, ବିଜେପି ର ଦଳୀୟ ରାଜ୍ୟ ସଭାପତି ମନମୋହନ ସାମଲ l ଏମିତିକା କରୋନା ଭାଇରସ୍ ସବୁ ଦଳରେ ଅଛନ୍ତି ରହିବେ ମଧ୍ୟ l ଦଳ ବଦଳ କଲେ ବି ଅପରାଜିତା ମ୍ୟାଡମ୍ ଙ୍କ ଲୋକ ପ୍ରିୟତା ବ୍ୟକ୍ତିଗତ ସମ୍ମାନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇ ପାରେ l ସବୁ ଦଳ ରେ କିଛି ନା କିଛି ଭିଲିଆନ ଅଛନ୍ତି l ସାହାସ ଧର ଏବଂ ପାଣ୍ଡିଆନ୍, ବବି, ପ୍ରତାପ,ଧର୍ମେନ୍ଦ୍ର, ମନମୋହନ, ଭର୍ତୃହରି ମହାତବ ମାନଙ୍କ ପରି ଗୋଛିକଟା ମାନଙ୍କ ମୁକାବିଲା କରିବା ଶିଖ l Ok.
@user-vy4fh1kf4y
@user-vy4fh1kf4y 5 дней назад
Joga diantu
@opnia
@opnia 5 дней назад
Emiti fake news Kari monthly 5000 tanka bi paibani
@pradoshbehura3794
@pradoshbehura3794 6 дней назад
ମିଛ କଥା ପ୍ରଚାର୍ BJD କରୁଛି।
@renubalamohapatra7437
@renubalamohapatra7437 6 дней назад
ଭାଇ ଭୁଲ୍ କହିଲ ଏ ମିଛ ଖବର ବିଜେପି ହିଁ ପ୍ରଚାର କରୁଛି।
@mitumishra3216
@mitumishra3216 5 дней назад
Sabu Jana Padiba 20-11-2024 Re
@Rurusingh
@Rurusingh 5 дней назад
କଣ ପାଇଁ ମନ ଇଚ୍ଛା ଗପୁଚ ନା ଅପରାଜିତା ପଇସା ଦେଇଛନ୍ତି। କିଏ କେତେ ଗୋଷ୍ଟି କରିଥାଇ ପାରନ୍ତି। କିନ୍ତୁ ଧର୍ମେନ୍ଦ୍ର ଙ୍କର କିଛି ଗୋଷ୍ଟି ନାହିଁ କାରଣ ଧର୍ମେନ୍ଦ୍ର ହିଁ BJP
@manishapattanayak2152
@manishapattanayak2152 5 дней назад
😂😂😂
@debasishpatra1366
@debasishpatra1366 6 дней назад
Base less News.
@basantasahu2990
@basantasahu2990 6 дней назад
20 mp & 80 mla ku dhari bjd re misibe
Далее
Какой звук фальшивый?
00:32
Просмотров 432 тыс.
Conspiracy Against Mohan Within The Party!
25:22
Просмотров 143 тыс.