ଆସନ୍ତା କାଲି ହରିୟାଣା ବିଧାନସଭା ନିର୍ବାଚନ ଲାଗି ସମସ୍ତ ୯୦ ଆସନ ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗହଣ ହେବ । ଆଉ ଏହି ନିର୍ବାଚନ ଲାଗି ଗତକାଲି ଅର୍ଥାତ୍ ଗୁରୁବାର ସନ୍ଧ୍ୟାରେ ରାଜ୍ୟରେ ଚାଲିଥିବା ହାଇଭୋଲ୍ଟେଜ୍ ପ୍ରଚାର ଶେଷ ହୋଇଛି। ଗୋଟେ ପଟେ ବିଜେପି ସରକାର ବିରୋଧୀ ହାୱାକୁ ପ୍ରତିହତ କରି ପୁନର୍ବାର କ୍ଷମତାରେ ରହିବା ପାଇଁ ଆଶା ରଖିଥିବାବେଳେ ୧୦ ବର୍ଷ ପରେ କଂଗ୍ରେସ କ୍ଷମତାକୁ ଫେରିବା ଲାଗି ଆଶାବାଦୀ ରହିଛି ||Nirbhay Suchana
#bjp #congress #nationalnews #narendramodi #amitshah #jpnadda #ashoktanwar
Watch NirbhaySuchana and stay tuned for all the breaking news in Odia !
Nirbhaya chuchana is odisha's leading Odia Digital News Channel. NirbhaySuchana News channel covers latest news in Politics, panel discussion, Entertainment, Ollywood,Bollywood, business and sports.
#Tarzama #Tarjama #NirbhayaSuchana #NirbhaySuchana #OdishaNews #Bhubanewswar #OdishaPolitics #Politics
Like, Share and must Comment.
Subscribe This Channel & Must Click The Bell Icon 🔔.
Thanks For Watching
Nirbhay Suchana
RU-vid Link: / nirbhaysuchana
Facebook Link: / nirbhaysuchanaofficial
Instagram :
8 окт 2024