Тёмный

ବିନା ଡ୍ରାଇଭର୍ ରେ ଦୋଉଡୁଛି ଗାଡି ଚାଇନା ରେ || Driverless car in China robot taxi  

ମୁଁ TRAVELLER
Подписаться 916 тыс.
Просмотров 509 тыс.
50% 1

ବିନା ଡ୍ରାଇଭର୍ ରେ ଦୋଉଡୁଛି ଗାଡି ଚାଇନା ରେ || Driverless car in China robot taxi #mutraveller
#odiatraveller #travel #labahansda
Connect with me on:
1. Facebook: share/ZACaKa...
2. Instagram: laba_hansda...
3. LinkedIn: www.linkedin.com/in/laba-hans...
4. X: x.com/HansdaLaba71922?t=qb9re...
5. Facebook page: share/r1beha...
Equipments used:
1. Dji osmo:- amzn.to/3V05rjY
2. Travel adapter:- amzn.to/3WWfs4b
3. Travel bag:- amzn.to/4bUD916
4. Power bank:- amzn.to/3wGD8z7
5. Iphone 14:- amzn.to/3V06pN8
6. Sony Alpha:- amzn.to/3Ki9u6g

Опубликовано:

 

9 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,5 тыс.   
@MuTraveller
@MuTraveller Месяц назад
Please share this video with your family ❤
@Yuvisofficia
@Yuvisofficia Месяц назад
Hello laba bhai
@DDmahananda777
@DDmahananda777 Месяц назад
LABA BHAI MU BALANGIR RU KAUCHI
@ChintamaniNag-ko3mi
@ChintamaniNag-ko3mi Месяц назад
Chintamane...nag
@DDmahananda777
@DDmahananda777 Месяц назад
SHORT VIDEO KHALI KARUCHA TK LANG VIDEO KARA PLISE
@NamitaDehuri-es6oi
@NamitaDehuri-es6oi Месяц назад
𝕃𝕠𝕧𝕖 𝕦 𝕓𝕣𝕠❤
@ajayakumarmohanty9582
@ajayakumarmohanty9582 Месяц назад
ବିନା ଡ୍ରାଇଭର ଗାଡ଼ିରେ ବସି ଯାତ୍ରା କରିବା ଆନନ୍ଦ ଲାଗିଲା। ଧନ୍ୟବାଦ ।
@mangalamsales2410
@mangalamsales2410 Месяц назад
ଭାଇ ତୁମକୁ କଣ କହିକି ଧନ୍ୟବାଦ ଦେବି ମୋ ପାଖରେ ଭାଷା ନାହିଁ ତଥାପି ବହୁତ୍ ବହୁତ୍ ଧନ୍ୟବାଦ୍..........
@judhisthiranaik2503
@judhisthiranaik2503 Месяц назад
ଭିଡ଼ିଓ ଦେଖି ବହୁତ ବହୁତ ଖୁସି ଲାଗିଲା, ଏତେ ପରିଶ୍ରମ କରି ଆମ୍ଭମାନଙ୍କୁ ଦେଖାଉ ଥିବାରୁ ବହୁତ ବହୁତ ଧନ୍ୟବାଦ l
@binodkumar-px7ld
@binodkumar-px7ld Месяц назад
ବହୁତ୍ ସୁନ୍ଦର ଭିଡିଓ ବିନା ଡ୍ରାଇଭର ରେ ଗାଡ଼ି ଚାଲିବା 🫵👍👌
@bapisoren8568
@bapisoren8568 Месяц назад
ସତରେ ଭାଇ ଆଜି ବହୁତ ଖୁସି ଦେଖାଯାଉଛ 👌😄
@hemantabahera8047
@hemantabahera8047 Месяц назад
ଶୁଭ ସକାଳ ଅଜବ ଦୁନିଆ ର ଗଜବ ଗାଡ଼ି କଣ ନ ଦେଖିଲା ଏ ନେତ୍ର ଭାଇ,, ଧନ୍ୟବାଦ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤❤
@NandakiswarMallick
@NandakiswarMallick Месяц назад
ଅଦ୍ଭୁତ ବିନାଡ୍ରାଇଭରରେ ଚାଲୁଛି କାର କନ୍ଧମାଳ ରୁଧନ୍ଯବାଦ❤❤❤❤❤
@saritascreativeart7043
@saritascreativeart7043 Месяц назад
ବାଃ......... ତୁମ unique ଭିଡ଼ିଓ ଭିତରୁ ଏଇଟା ଗୋଟେ 👌👌👌👌 Bag ରେ ସବୁବେଳେ କିଛି energy drinks ଆଉ dry food ରଖ. Emergency ପାଇଁ
@_rajeshkumarsingh_0.9
@_rajeshkumarsingh_0.9 Месяц назад
Baripada ru bhai bhauni Mane like karo♥️♥️
@chandramanimahanta8332
@chandramanimahanta8332 Месяц назад
ବିନା ଡ୍ରାଇଭର ରେ ଗାଡି ଚଲା ଦେଖି ବହୁତ ଖୁସି ଲାଗିଲା ବହୁତ ସୁନ୍ଦର ଜୟ ଜଗନ୍ନାଥ
@mangalmarndiofficial4589
@mangalmarndiofficial4589 Месяц назад
ମୟୂରଭଞ୍ଜ ରୁ କିଏ କିଏ ଦେଖୁଚ ଲାଇକ କର
@itssangramvlogs952
@itssangramvlogs952 Месяц назад
ଲବ ଭାଇ ଙ୍କ ଭିଡ଼ିଓ କୁ କିଏ କିଏ ଅପେକ୍ଷା କରିଥାଅ Like 👍🏻 କର.
@BenuGoud-ij2bg
@BenuGoud-ij2bg Месяц назад
ମୁଁ ବି ବାହି
@indrajitsahoo6815
@indrajitsahoo6815 Месяц назад
ମୁଁ ବି ଭାଇ❤
@South_attitude3942
@South_attitude3942 Месяц назад
Of course me too ❤❤
@MAMITAKANDIAN
@MAMITAKANDIAN Месяц назад
Mu b
@BenuGoud-ij2bg
@BenuGoud-ij2bg Месяц назад
@@MAMITAKANDIAN Hello
@Naranmarndi46
@Naranmarndi46 Месяц назад
ଭାରତ ରେ ହେଲେ - ହେଇ ଦେଖ ଅମୁକ ର ଆତ୍ମା ଗାଡ଼ି ଚଲେଇ ନଉଚି 😂😂😂
@OdiaTwinsLifestyle
@OdiaTwinsLifestyle Месяц назад
😂 Thik katha 😂
@RanjankumarSingh-wi3fm
@RanjankumarSingh-wi3fm Месяц назад
❤ ​@@OdiaTwinsLifestyle
@SarbeswarsarbeswarKeyboa-gd8du
@SarbeswarsarbeswarKeyboa-gd8du Месяц назад
Thik kahila bhai
@SarbeswarsarbeswarKeyboa-gd8du
@SarbeswarsarbeswarKeyboa-gd8du Месяц назад
Sethi Pnai kahuchi pakhand manaka ra dhrama Puja patha ku biswas na kari sikhita hua chaina bhali ame bi karipariba
@spkiddy
@spkiddy Месяц назад
Ri8😂😂😂
@dchdurga3125
@dchdurga3125 Месяц назад
Mayurbhanj ru kie kie dekhucho like koro..
@subhranshuodishanews4668
@subhranshuodishanews4668 Месяц назад
ଆମକୁ ଏମିତି ଭିଡିଓ ଦେଖାଇଥିବାରୁ ହୃଦୟରୁ ବହୁତ୍ ବହୁତ୍ ଧନ୍ୟବାଦ୍ ।
@byomokeshpatra6223
@byomokeshpatra6223 Месяц назад
ଭୂତ ଗାଡି, ହା ହା..., enjoy, love u bro
@sundarmohanmarndi7979
@sundarmohanmarndi7979 Месяц назад
ବହୁତ ସୁନ୍ଦର ହେଇଛି ଏହି ଗଡି🎉🎉🎉🎉
@JitendraKumar-dh9sf
@JitendraKumar-dh9sf Месяц назад
ଜୟ ମା ତାରିଣୀ 🙏 ଲବ ଭାଇ ରୋ ଚାଇନା ଟ୍ରିପ୍ ଭଲରେ ଭଲରେ ସରି ଯାଉ
@TXZM.ANU.
@TXZM.ANU. Месяц назад
ନୁଆଁ ନୁଆଁ ଜିନିଷ ଦେଖିବାର କେ ମିଲୁଛେ ଦାଦା ତମର ଭିଡ଼ିଓ ରେ ବହୁତ ଦାନ୍ୟବାଦ
@Sached299
@Sached299 Месяц назад
ସାରା ବିଶ୍ୱ ଡେଭଲପ କଲାଣି ହେଲେ ଆମ ଇଣ୍ଡିଆ ବହୁତ ପଛରେ ଅଛି l ଆଉ କହୁଛନ୍ତି ଯେ ମୋଦି ସବୁ ଡେଭଲପ କରୁଛି l ସାରା ବିଶ୍ୱରେ ଭାରତର ଡ଼ଙ୍କା ବାଜୁଛି ବୋଲି l
@abhinash01234
@abhinash01234 Месяц назад
Taa congress ahahru kete devlope karthila..
@nareshkumarbehera580
@nareshkumarbehera580 Месяц назад
Bhai tama kana karucha
@nareshkumarbehera580
@nareshkumarbehera580 Месяц назад
Bhai chaina re ama india bhalia sarkar upare nirbhra nahanti
@jamesrinku1995
@jamesrinku1995 Месяц назад
​@@abhinash01234 Re murkha magia se bjp congress katha kahini Tate Kain ete badhila re madarchod modi murkha bia Prime minister heichhi na congress government chalichi ki ..taku kahibeni au kn toh bou bia ku kahibe bedha chua ...
@nareshkumarbehera580
@nareshkumarbehera580 Месяц назад
Sethika loka tanaka desa pai karuchanti hele ama inadia loka sabu sarkaar upare nije kichi karibeni basiki khali kahibe sabu amaku dia
@user-cz3pr8ph5f
@user-cz3pr8ph5f Месяц назад
ଲବ ଭାଇ ତମ ଭିଡିଓରୁ ନୂଆ ନୂଆ ଉପହାର ଦେଖିବାକୁ ମିଳୁଛି 🤣😄 ଆଉ କିଏ କିଏ କନ୍ଧମାଳରୁ ଦେଖୁଛ like କର ❤️❤️👌👌
@user-wr5vg7jx3e
@user-wr5vg7jx3e Месяц назад
ତୁ adi😢😮
@user-ux2gw3kn8n
@user-ux2gw3kn8n Месяц назад
Vlogor ହେଵତ ଲବ ଭାଇ ଭଳିଆ ନୂଆନୂଆ ଜିନିଷ ଦେଖିବାକୁ ମିଳେ ଲବ ଭାଇଙ୍କଠାରୁ
@DinabandhuPradhan-oi3kp
@DinabandhuPradhan-oi3kp Месяц назад
Khajuripada
@JSENTERTAINMENT05
@JSENTERTAINMENT05 Месяц назад
କନ୍ଧମାଳ କଉ ଗାଁର ଭାଇ
@user-ux2gw3kn8n
@user-ux2gw3kn8n Месяц назад
ବାଲିଗୁଡା ଭିତରେ ଭାଇ
@darasingpurtty
@darasingpurtty Месяц назад
Wow❤ ସତରେ ଲବ ବାବୁ ମୋତେ ଲାଗିଲା ମୁଁ ଚାଇନା ରେ ଅଛି 🎉🎉very nice
@mohanpujari581
@mohanpujari581 Месяц назад
ବହୁତ୍ ଭଲ ଭିଡ଼ିଓ ଭାଈ Tarzan movie ରେ ଯେମିତି ଦେଖିଥିଲି, ସେଇଟା ଆଜି ଆପଣ ଆପଣଙ୍କ ଭିଡ଼ିଓ ରେ ଦେଖିଲି 😂😊😊😂
@madheiyogendra
@madheiyogendra Месяц назад
ଲବ ଭାଇ ତମ ଭିଡିଓ ଗଲା କଲି ବହୁତ୍ ଅପେକ୍ଷା କଲି ହେଲେ ତମ ଭିଡିଓ ପଡ଼ିଲା ନି ଲବ ଭାଇ ମୁଁ ତମର ବହୁତ ବଡ଼ fan ତମ ଭିଡିଓ ଦେଖିକି ବହୁତ୍ କିଛି ଜାଣିବାକୁ ପାଉ ବହୁତ୍ କିଛି ଶିଖିବା କୁ ପାଉ Love you labo bhai❤
@factconscious1
@factconscious1 Месяц назад
❤❤
@hrudanandasankhua5824
@hrudanandasankhua5824 Месяц назад
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@Creazygame
@Creazygame Месяц назад
ଲବ ଭାଇ ଆପଣ ବହୁତ ପରିଶ୍ରମ କରୁଛନ୍ତି ଓ ସୁନ୍ଦର ସୁନ୍ଦର ଭିଡ଼ିଓ ମଧ୍ୟ କରୁଛନ୍ତି ଦେଖିବାକୁ ବହୁତ ମୋଜା ଲାଗୁଚି
@kailashchandranaik4787
@kailashchandranaik4787 Месяц назад
ଏକା ତୁମ ପାଇଁ ହିଁ ମୁଁ ଏଭଳି ଗାଡି ଦେଖିଲି ଭାଇ realy very nice
@jatindrasoren634
@jatindrasoren634 Месяц назад
Bahut badhiya laba bhai bahuta vhala lagila video ti❤❤❤❤❤
@pravakarkisan4507
@pravakarkisan4507 Месяц назад
ଏ ଭିଡିଓକୁ ଆମ ଭାରତ ସରକାର ଦେଖିବା ଦରକାର। ଜୟ ଜଗନ୍ନାଥ 🙏
@sumialltypeoficial0291
@sumialltypeoficial0291 Месяц назад
Bhai tame aji bohut khusi tama khushi dekhi mu bahut khusi love you so much bhai
@digambarsuna6784
@digambarsuna6784 Месяц назад
Bina driver re gadi chaliba aji farst time dekhuchi laba bhai ❤
@keepEarning14
@keepEarning14 Месяц назад
Tarzan the wonder car film dekhi6 ki vai 😅
@Biranchivlog
@Biranchivlog Месяц назад
First time dekhuchi bhai less drive 😮
@bijayamarandiofficial8738
@bijayamarandiofficial8738 Месяц назад
First like comments from Dhenkanal, odisha, India ❤❤❤💐💐👌👌
@user-dw2yy4mj2x
@user-dw2yy4mj2x Месяц назад
First. Like comments from choudar.orisha Cuttack ❤😊
@biswajitarts
@biswajitarts Месяц назад
ଭାଇ କି ମୋର salute ଲୋକ ମାନଙ୍କୁ ବହୁତ କିଛି ଶିଖାଉଛନ୍ତି ଆଉ ନିଜେ କଷ୍ଟ ରେ ବୁଲିକି ଲୋକ ମାନଙ୍କୁ ସବୁ କିଛି ଦେଖାଉଛନ୍ତି❤❤❤
@SarbeswarsarbeswarKeyboa-gd8du
@SarbeswarsarbeswarKeyboa-gd8du Месяц назад
Se bhai jane adibasi au ama sarakar sei adibasinku ghruna Kariba tanka jhia bohuku ijata neba tankara kama indiare school college na kholiba sikhyaka manaku contractual darama debe epate koti koti tankara mandira tiari kale ama desha Bahu agaku jiba 😅😅😅😅
@padmanayak9883
@padmanayak9883 Месяц назад
ଜୟ ଜଗନ୍ନାଥ ବହୁତ ସୁନ୍ଦର ଲାଗିଲା ବିନା ଡ଼୍ରାଇଭର ଗାଡ଼ି ଦେଖିଲୁ
@purnasabar4446
@purnasabar4446 Месяц назад
Very nice video Laba Bhai ♥️❤
@Dillip-so7gn
@Dillip-so7gn Месяц назад
Laba babu adi adi sarhaw
@chinucreation755
@chinucreation755 Месяц назад
ଓଡ଼ିଶା Boudh dist ରୁ କିଏ କିଏ ଦେଖୁଛ 👍 କର
@user-uo5yu8hn7q
@user-uo5yu8hn7q Месяц назад
Bhai Ken gan
@chinucreation755
@chinucreation755 Месяц назад
@@user-uo5yu8hn7q manamunda ho tume
@simanmobile387
@simanmobile387 Месяц назад
Kantamal
@odishatoka80
@odishatoka80 Месяц назад
Boudh
@chinucreation755
@chinucreation755 20 дней назад
​@@odishatoka80hn
@udrakalingautkal1702
@udrakalingautkal1702 Месяц назад
ଆମ ନେତା ମନ୍ତ୍ରୀ ଭାରତୀୟ ମାନଙ୍କୁ ଭକୁଆ ବନେଇକି ରଖିଛନ୍ତି ଓ ତା ସାଙ୍ଗରେ ଏଯେଉଁପଣ୍ଡିତ ମାନେ ଆମକୁ ଭୂଆଁ ବୁଲାଉଛନ୍ତି ଜୟ ଶ୍ରୀରାମ୍ କୁହ, ଜୟ ଜଗନ୍ନାଥ କୁହ ଓ ଆଲ୍ଲାହୁ ଆକବର କୁହ, ଏହିକଥା କହିବା ପାଇଁ ଆମେ ମାନେ ବ୍ୟସ୍ତ ଆଉ ଟେକ୍ନୋଲୋଜି କଥା ଭାବିବାକୁ ବା ଚିନ୍ତା କରିବାକୁ ସମୟ କାହିଁଯେ ଆମେ ଆଗକୁ ବଢିବା ।
@sushilchakisushil557
@sushilchakisushil557 Месяц назад
❤❤❤❤
@abhinaik2798
@abhinaik2798 Месяц назад
ସତରେ କି ଭାଇ ତାହେଲେ ଲୋକ ମାନଙ୍କୁ ଟେକ୍ନୋଲୋଜି ବିଷୟ ରେ ଜଣାଅ
@diptiranjansahoo1518
@diptiranjansahoo1518 Месяц назад
Tora chuli pua aukat kan tu kahibu Banda ta
@ChandrasekharSanta-mt1bj
@ChandrasekharSanta-mt1bj Месяц назад
ସତରେ ଭାଇ ଆଜି ଆପଣଙ୍କ ଭିଡ଼ିଓ ମାଧ୍ୟ୍ୟମରେ ବିନା ଡ୍ରାଇଭର ଗାଡି ଦେଖି ପାରୁଛି 😧😧😧ବହୁତ ଆଡ଼ଭାନ୍ସ ଚାଇନା
@LAXMAN865
@LAXMAN865 Месяц назад
Mu 1st time dekhili.. Amitia car..😮
@daktarbabu143
@daktarbabu143 Месяц назад
ଭାଇ ସବୁ video ଠାରୁ ଏହି video ଟି ବହୁତ khatarnak video । Congratulations ଭାଇ 🎉🎉
@un.status3624
@un.status3624 Месяц назад
Right
@nandesworapradhan538
@nandesworapradhan538 Месяц назад
ଏହି ଭିଡ଼ିଓ ଦେଖି ବହୁତ ଭଲ ଲାଗିଲା ଭାଇ ❤❤❤❤
@Jaykisan503
@Jaykisan503 Месяц назад
ଚାଇନା ରେ ସାପ ଏବଂ ଅକ୍ଟୋପସ ଖାଉଥିବା ଯାଗାକୁ ଯାଅ ଟିକେ
@BapunSoren-cl1ld
@BapunSoren-cl1ld Месяц назад
Bahut bhala gadi
@dhanirambeg7820
@dhanirambeg7820 Месяц назад
ଲବ ଭାଇ ଯୁହାର 🎉🎉🎉 very excited good experiment very nice video ବହୁତ ଖୁସି ଲାଗଲା
@jagannathdwibedi909
@jagannathdwibedi909 Месяц назад
ଚାଇନା ଟେକ୍ନୋଲୋଜି ନମ୍ବର 1
@dainupujari5677
@dainupujari5677 Месяц назад
ଲଭ ଭାଇ ଓଠମେଠିଖି ଦେଖୀଭଲଳାଗିଲା ଭାଇ ହେମିତି video 👍🙏👌
@b.jharekrushnabehera4719
@b.jharekrushnabehera4719 Месяц назад
Nice
@celebrety1
@celebrety1 Месяц назад
So nice
@RahulNayak-gx4ci
@RahulNayak-gx4ci Месяц назад
Laba bhai mu jani6i driverless car re basiki bahut khusi a6a.........jay jagannath 🚩
@susanta659
@susanta659 Месяц назад
Bahut sundar video whithout driver car chaliche wow great 👍👍
@ghanshyam4703
@ghanshyam4703 Месяц назад
Thank you🙏🙏🙏😮 ଏ ଆଖି କଣ ନ ଦେଖିଲା 🚗🚗🚗🚗🚗🛵🛴🚦🚦🚦🌉
@Radhageetanjali143
@Radhageetanjali143 Месяц назад
Bhai Jay jagannath 🙏🙏 ବହୁତ ଭଲ ଲାଗିଲା ମୁଁ ଦେଖିନଥିଲି ଏମିତିକା ଗାଡି
@Learnonlinewithme2226
@Learnonlinewithme2226 Месяц назад
ଲବ ଭାଇ ଆପଣଙ୍କୁ request 🙏 Video ra End room re କରୁନ୍ଥୁ 😊 ଆପଣ ଭିଡିଓ ବହୁତ୍ ଭଲ ଲାଗେ ଆମେ ଅପଙ୍କ ଭିଡିଓ ଘରେ ସବୁ ମିଶିକି ଦେଖୁ ❤ ବହୁତ୍ ଭଲ ଲାଗେ love you laba bhai❤
@priyankamajhi5181
@priyankamajhi5181 Месяц назад
କି ହସ ଲବ ଭାଇ ର ସୋ cute 🥰🥰🥰
@creatorboynakul24
@creatorboynakul24 Месяц назад
ମୁଁ କେବେ ଜାଣି ନଥିଲି । ଏମିତି ବି driver less car ଅଛି । ଲବ ଭାଇ ତମ through ରୁ ଦେଖିଲି। ବହୁତ ଖୁସି ଲାଗିଲା।😁🤩
@ajitkumarmurmu3367
@ajitkumarmurmu3367 Месяц назад
ଶୁଭ ସକାଳ ଲୋବ ଭାଇ ❤❤❤❤
@R.Pcreation-gd9lp
@R.Pcreation-gd9lp Месяц назад
ଲୋବ କିଏ ଲବ ନା ଲୋବ😅😅😅😅
@magatabehera706
@magatabehera706 Месяц назад
ଭାଈ Bina ଡ୍ରାଇଭର gadi dekhiki acharjya ଲାଗିଲା time leps ଭିଡ଼ିଓ super jay ଜଗନ୍ନାଥ
@rkhemavlog2892
@rkhemavlog2892 Месяц назад
କନ୍ଧମାଳରୁ ଲବଭାଇଙ୍କ ଭିଡ଼ିଓ କିଏ କିଏ ଦେଖୁଛନ୍ତି ଲାଇକ କରନ୍ତୁ
@debasisswain637
@debasisswain637 Месяц назад
ଭାଇ ଆପଣ ଙ୍କ ଭିଡିଓ ବହୁତ୍ ସୁନ୍ଦର ❤
@user-uu1nv8ys3p
@user-uu1nv8ys3p Месяц назад
Bhai first comment moro like Koro ❤❤❤
@patelsahabxz2400
@patelsahabxz2400 Месяц назад
ବହୁତ interesting ଦାଦା
@gajendraprasadsahu703
@gajendraprasadsahu703 Месяц назад
Very interesting video.. video bahut maza asila.thank u laba..❤️❤️❤️
@Bhagaan.....
@Bhagaan..... 22 дня назад
Really ଆଜିର ଭିଡିଓ ବହୁତ ଭଲ ଲାଗିଲା ଲବ ଭାଇ ସେ କାର୍ ଟା 😮
@sksidharthofficial3263
@sksidharthofficial3263 Месяц назад
ମୁଁ ମଧ୍ୟ ଆପଣଙ୍କ ପରି vloging ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚
@Narengouda786
@Narengouda786 Месяц назад
❤❤❤
@koushalyabanchhor4180
@koushalyabanchhor4180 Месяц назад
Very nice God bless you all the best
@anitanayak4464
@anitanayak4464 Месяц назад
Guest gadi re Dara laguniki Bhai super Bhai bhout bholo laguchi video dekhibaku
@user-dw3gq9yx7v
@user-dw3gq9yx7v Месяц назад
bina draibha gadi dekhi mu bahut khushi bhai ❤❤
@ABODOKUSIGE
@ABODOKUSIGE Месяц назад
Tarzan movie ୨୦୨୪ କିଏ କିଏ ଦେଖିଛ 😂
@JagaSodi-cm3xn
@JagaSodi-cm3xn Месяц назад
Wow it's so wonderfull technology brother!!
@Babu_Music
@Babu_Music 22 дня назад
Bhai bahut badia video❤
@MIRUBAHAOFFICIAL-df9yx
@MIRUBAHAOFFICIAL-df9yx Месяц назад
ଲବ ଭାଇଙ୍କୁ ଭୁତ ନେଇଯାଉଛି 🤣 ✌😝✌
@jaytrimayreview887
@jaytrimayreview887 Месяц назад
ବହୁତ ଭଲ ଲାଗିଲା ଭାଇ
@bandraBoyzofficial2
@bandraBoyzofficial2 Месяц назад
Very interesting🤔🤔🤔
@swagatikabiswal1487
@swagatikabiswal1487 26 дней назад
Bahut vala lagila apanakna video.
@BALIARSINGHNAIK
@BALIARSINGHNAIK 29 дней назад
Bahut bhala laguchi Bhai apanaka video
@shankarmurmu4137
@shankarmurmu4137 Месяц назад
Tarzan the wonder car 🚗🚨
@radhikanayak1987
@radhikanayak1987 Месяц назад
Waw bahut interesting video bhai 👌👌
@BBSmove123
@BBSmove123 Месяц назад
Amazing video laba bhai pura moja asigala
@purnatiria237
@purnatiria237 Месяц назад
❤❤❤❤ super bhai.... Bahut bahut badia. Bahut agare china
@bikashbasantadas6767
@bikashbasantadas6767 Месяц назад
It's really crazy. India will experience this soon. And India will be the futuristic hub. Nice video
@princetusharkumarsingh5544
@princetusharkumarsingh5544 Месяц назад
ଲବ ଭାଇ explore the great Wall of China
@m3official745
@m3official745 Месяц назад
Superb a6i bhai.... Vlog video..
@SHONADHONA16
@SHONADHONA16 Месяц назад
Mo suna Bhai... Aaji bohut khusire achana amito khusire rahithaoo
@user-uj4hf6yr5c
@user-uj4hf6yr5c Месяц назад
😮 ଗଜବ ଭାଈ
@BhiluMurmu-gd5vq
@BhiluMurmu-gd5vq Месяц назад
ବୋହୁତୋ ଭଲ ଜାଗା
@puspanjalinaik164
@puspanjalinaik164 Месяц назад
ବହୁତ୍ ସୁନ୍ଦର୍ l ଆପଣ ସବୁବେଳେ ଭଲରେ ରୁହନ୍ତୁ l ଜୟ ଜଗନ୍ନାଥ 🙏🙏🙏🙏
@IshaniMultiple
@IshaniMultiple 14 дней назад
Mo jhia sabudin laba bhai nka video dekhuchhi nua nua katha janibaku thank u laba bhai
@dinabehera123
@dinabehera123 Месяц назад
Supar video Bhai video ❤️
@subashbadra7464
@subashbadra7464 Месяц назад
Very interesting ❤❤❤
@khushiyoutubechenel6236
@khushiyoutubechenel6236 Месяц назад
First time ଦେଖିଲି ଭାଇ ବିନା dravar ଗାଡ଼ି ବହୁତ୍ ବହୁତ୍ ଧନ୍ୟବଦ୍ ନବରଙ୍ଗପୁର ଚନ୍ଦାହାଣ୍ଡି ରୁ
@RUDRATUBE-eg5mo
@RUDRATUBE-eg5mo Месяц назад
ଏମିତି ଗୋଟେ ଭିଡିଓ ଦେଖିବି ବୋଲି ମୁଁ ଆଶା କରି ନ ଥିଲି Wow yarr"GaJab 😮😮😮😮😮😮😮😮😮😮
@manojentertainment6658
@manojentertainment6658 Месяц назад
Video Last ରେ କୁହନ୍ତୁ "ଆପଣ ମାନେ ଏତେ ସମୟ ଧରି video ଟିକୁ ଦେଖିଥିବାରୁ ହୃଦୟରୁ ଧନ୍ୟବାଦ୍ "💝🙏💝
@Op.Bibhuti
@Op.Bibhuti Месяц назад
🌍 ଭାଇ ମୁଁ ଗଞ୍ଜାମ ଜିଲ୍ଲାରୁ ଭିଡ଼ିଓ ଦେଖୁଛି 😅 ତମର ଏଇ ଭିଡ଼ିଓ ଦେଖିକି ବହୁତ ଖୁସି ଲାଗୁଚି 😂 ଆଉ କିଛି ଦିନ ରହିକି ଭିଡ଼ିଓ କର ❤
@surendarbadaik5763
@surendarbadaik5763 Месяц назад
New. Vedio first no 1 bhai
@baburammunduya1882
@baburammunduya1882 Месяц назад
Bhai vedio ta bahut badhia hoichi
@BRBBRAND777
@BRBBRAND777 Месяц назад
Jai jagannath 🙏 odisha ❤
@user-ju2hf2kk8g
@user-ju2hf2kk8g Месяц назад
Laba bahi nku kia kia bhala bhabucha like kara
@_______Prince_134
@_______Prince_134 Месяц назад
ସତରେ ଭାଇ ବିନା ଡ୍ରାଇଭର ରେ ଗାଡ଼ି ଚଳୁଛି ❤❤❤❤❤❤❤
@kalicharanmarndi3369
@kalicharanmarndi3369 Месяц назад
ବହୁତ ସୁନ୍ଦର ଭିଡିଓ ମନମୁଗ୍ଧ ହେଇ ଗଲା
Далее
The Trump rally shooting from a photographer's POV
00:58
India Triumphs Over UAE // Budget 2024 Hopes
20:33
Просмотров 39 тыс.
X- gang ll Part 2 ll Chandan Biswal ll Odia Comedy ll
41:32
Nabin Nka Charcha With Berhampur MP Pradeep Panigrahi
45:16
The Trump rally shooting from a photographer's POV
00:58