Тёмный
No video :(

ବିଶ୍ୱନାଥଙ୍କ ବଡ଼ ବୟାନ, ଭିତରେ ଥିଲା... |Srimandir Ratna Bhandar News | Ratna Bhandar Rahasya N18V 

News18 Odia
Подписаться 3,9 млн
Просмотров 366 тыс.
50% 1

ବିଶ୍ୱନାଥଙ୍କ ବଡ଼ ବୟାନ, ଭିତରେ ଥିଲା... |Srimandir Ratna Bhandar News | Ratna Bhandar Rahasya N18VJagannath Temple Mystery: 46 साल बाद खुलेगा भगवान जगन्नाथ का रत्न भंडार|Ratna Bhandar Reopening
LIVE : తెరుచుకోనున్న పూరీ జగన్నాథుడి రత్న భాండాగారం | Puri Temple Ratna Bhandar to Open Today
LIVE : আজ Srimandir Ratnabhandar খুলবে । Puri র মন্দিরের রত্নভাণ্ডার to be Open Today । News
Bhubaneswar: Odisha Law Minister Prithviraj Harichandan said that a permanent chief administrator of Shree Jagannath Temple Administration (SJTA) will be appointed soon and the process has already started.
"This is one of the main issues in the first 100-day agenda of the government. Though no administrative irregularity has been observed, there is a need for a permanent chief administrator. Odisha government will take a decision in this regard soon," said Harichandan.
#tunnel #mystery #rathayatra #lawminister #pruthirajharichandan #ratnabhandar #purijagannathtemple #purinews #asi #jagannathtemple
#puriratnabhandar #srimandirratnabhandar #ratnabhandar #ratnabhandaropening #puri #jagannathmandir #jagannathtemple #ratnabhandarissue #news18odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Опубликовано:

 

13 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 236   
@sagarsahoo5874
@sagarsahoo5874 Месяц назад
ଚାବି କୋଉଠି ଥିଲା ଆଗ କହ, ଚାବି କାହା ପାଖେ ଥିଲା, କୋଉଠୁ ଆଣିଲ।
@supriyakumarmishra9177
@supriyakumarmishra9177 Месяц назад
Nai, apanankara dekhiba darkaar nahi, seta deba sampati.
@AshutoshKar-qp1jd
@AshutoshKar-qp1jd Месяц назад
Abe murkha se chabi re ba kholilani, asali chabi pandu nei paleichi
@sagarsahoo5874
@sagarsahoo5874 Месяц назад
@@supriyakumarmishra9177 Tame kn sabu dari gehi chaiti, dekhiba
@lifeofpk4412
@lifeofpk4412 Месяц назад
ମହାପ୍ରଭୁଙ୍କ ଅନୁମତି ନେଲେ ,ଲୋକନାଥଙ୍କ ଆଜ୍ଞାମାଳ ନେଲେ , ମହାପ୍ରଭୁଙ୍କ ଇଛାନୁସାରେ ଆପଣ ମାନେ ଭିତରକୁ ଯାଇ ସୁରକ୍ଷିତ ଆସିଲେ । ବାହାରକୁ ଆସି ମଣିଷ ପକୃତି ଦେଖେଇ ଦେଲେ ଯେ ସେଗୁଡା ସବୁ ଗପ । ବା ଧନ୍ୟ ତୁମ ଭକ୍ତି ଭାବ କୁ । ଜଗାରେ ତୁ ହିଁ ଭରଷା ତୋ ଇଚ୍ଛାରେ ପତ୍ର ପା ହେଲେନି, ଏ ଛାର ମଣିଷ କଣ । ସାର ଗୋଟେ କଥା ସ୍ପଷ୍ଟ କଲେ ଯେ ସେ ଚାବି ରେ ତାଲା ଖୋଲିବନି ବୋଲି ସାର ଅନୁଭବ କଲେ ତାହାଲେ ନିର୍ଦ୍ଧିଷ୍ଟ ଚାବି ଗଲା କୁଆଡେ ।
@sky5215
@sky5215 Месяц назад
ହାଇଓ ବାବୁ,ସେ କଣ ମଣିଷ ପ୍ରକୁତି ଦେଖେଇଦେଲେ ? ଯାହା ଦେଖିଲେ ତାହା ଆସି କହିଲେ ତମେ ଯଦି ଦେଖିଚ କହୁନ ଟିକେ ଶୁଣିବେ ସମସ୍ତେ।ତମେ ଜଗନ୍ନାଥ ପ୍ରେମୀ ନା ଗପ ପ୍ରେମୀ ଟିକେ କହିବା ହେବେ କି ଲୋକ ଙ୍କୁ ଭୟଭୀତ କରି ସତ କୁ ଦବେଇ ଦେବା ପାଇଁ ଚାହୁଁଛ ବୋଧେ
@allaboutworld.....3983
@allaboutworld.....3983 Месяц назад
Are babu sabu sata kahiba thik nuha public re
@nibeditabal5800
@nibeditabal5800 Месяц назад
😊
@rashmibijaykumarmishra5543
@rashmibijaykumarmishra5543 Месяц назад
True
@milimohanty7232
@milimohanty7232 Месяц назад
Right
@MTlifesoro
@MTlifesoro Месяц назад
ଠିକ୍ କହିଛନ୍ତି ଆପଣ , ଯଦି ଚାବି ସବୁ ଆସିଥିଲା, ତେବେ ଭିତର ଘରର ଚାବି କୁଆଡ଼େ ଗଲା, ଏ ବିଷୟରେ କହିଲେନି।
@user-by2ri4it3r
@user-by2ri4it3r Месяц назад
ମୋତେ ଲାଗୁଛି ଏମାନେ କିଛି ଵୀ କରିନାହାନ୍ତି ଭିତରେ 3.4 ଘଣ୍ଟା ବସି ବସି ବାହାରେ ଆସି ସବୁ ମିଛ କଥା କହୁଛନ୍ତି..
@bibhuprasaddas75
@bibhuprasaddas75 Месяц назад
କହୁ କହୁ କହିଦେଲେ ବହୁତ କଥା ଆହୁରି ବହୁତ କଥା କହିଲେନି ବି
@barsharanisah67
@barsharanisah67 Месяц назад
😂
@indography1
@indography1 Месяц назад
kau bal ta kahi thante au
@trilochanbarik7105
@trilochanbarik7105 Месяц назад
😂
@arunachandrarath639
@arunachandrarath639 Месяц назад
ମୁ ଜଣେ ଓଡ଼ିଆ ହିସାବ ରେ କହିବି. ଏ ସବୁ ଜୋ ହେଲା ବିନା ଭଗବାନ ରେ ସେଇଟା ଠିକ ନୁହଁ. ଯେହେତୁ ଭଗବାନ ବର୍ତ୍ତମାନ ମନ୍ଦିର ରେ ନାହାନ୍ତି. ବିଲମ୍ବ ତ ହେଲାଣି ଆଉ ୧୦ଦିନ୍ ବିଲମ୍ବ ହୋଇଥିଲେ କଣ ଭାସି ଯିବ କି. ଏ ମୋର ନିଜସ୍ୱ ମତ
@sagarkumarpal
@sagarkumarpal Месяц назад
Mate b seya laguchi,thik katha 🙋🙋👍👍
@pareshkhuntia1
@pareshkhuntia1 Месяц назад
Right
@pareshkhuntia1
@pareshkhuntia1 Месяц назад
BJP ର ଆଉ କିଛି କାମ ନାହିଁ ତ। ଆଉ କଣ କରିବେ। 10 ଦିନ ପରେ କଣ ଅସୁବିଧା ହେଲା
@pratyushmohanty542
@pratyushmohanty542 Месяц назад
କାଇଁ ଅପେକ୍ଷା ହବ??? ଭଗବାନ୍ ନାହାନ୍ତି କଣ ki logic ଏସବୁ..
@jaminsahoo3124
@jaminsahoo3124 Месяц назад
Malikani ta maa Laxmi......asubida kn.....? Jaha hela Prabhu nka echa ....Tame logical reason dia
@biswakesh07
@biswakesh07 Месяц назад
Only a true devotee can explain like this,🙏
@Sambalpurgobind
@Sambalpurgobind Месяц назад
ମହାପ୍ରଭୁ ଚଳନ୍ତି ଠାକୁର , ... ସେ ହିଁ ଶ୍ରୀ ମନ୍ଦିରର ସର୍ବାଧିକାରୀ , ମାଲିକ କହିଲେ ଅତ୍ୟୁକ୍ତି ହେବ ନାହିଁ । ମାତ୍ର ସେ ଯେତେବେଳେ ମାଉସୀ ଘର କୁ ଯାଇଛନ୍ତି, ତାଙ୍କ ଅନୁପସ୍ଥତିରେ ତାଙ୍କର ନିଜର ଘର ତାଲା ଭାଙ୍ଗି ଅଳଙ୍କାର ଦେଖିବା ଯୁକ୍ତିଯୁକ୍ତ ଲାଗିଲା ନାହିଁ 🥺
@supremesports7404
@supremesports7404 Месяц назад
Malika nathi le kn hela Malikani achanti Maa laxmi
@rashmibijaykumarmishra5543
@rashmibijaykumarmishra5543 Месяц назад
His Good Lady Maa Lakshmi Ji is there . His sister Maa Bimla is there . When our husbands are not at home don't we allow our support staff to our house ?
@pabitrapradhan8060
@pabitrapradhan8060 Месяц назад
Jay Jagannath 🙏🙏🙏
@minaketan5562
@minaketan5562 22 дня назад
ଏବେ ବିଜେପି ସରକାର ଓଡ଼ିଶା ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ରତ୍ନ ଭଣ୍ଡାର ସୁନା ଅଳଙ୍କାର ଲୁଟ୍ କରିବେ ଚୋର ସରକାର ତା ପରେ ଆନ୍ଧ୍ର ପ୍ରଦେଶ ର ତିରୁପତି ମନ୍ଦିର ର ରତ୍ନ ଭଣ୍ଡାର ଉପରେ ନଜର କରିଛି ବିଜେପି ସରକାର । କେଦାର ନାଥ ମନ୍ଦିର ସୁନା ଚୋରି କରିଛି ବିଜେପି ସରକାର ଆଉ ରାମ ରାଜ୍ୟ ର ରାମ ମନ୍ଦିର ରତ୍ନ ଭଣ୍ଡାର ବି ଲୁଟ୍ ହେଇଛି । ଏଇ ମାନଙ୍କ କଥାରେ କିଛି ତାଳ ମେଳ କିଛି ନାହିଁ ।
@bijayakumarpanda7902
@bijayakumarpanda7902 Месяц назад
ଭିତର ଭଣ୍ଡାର ର ଦୁଇଟା ତାଲା ର ସିଲ କିଏ ଭାଙ୍ଗିଥିଲା? ଚାବି କୁଆଡେ ଗଲା? ତଦନ୍ତ ହେଉ।
@Jswain-en4sr
@Jswain-en4sr Месяц назад
Multiple tala re seal hueni. Gote re seal hue.
@tapandalal201
@tapandalal201 Месяц назад
Half knowledge is really dangerous 💀
@Jswain-en4sr
@Jswain-en4sr Месяц назад
@@tapandalal201 ryt
@nabaghanasahoo8964
@nabaghanasahoo8964 Месяц назад
ଉପଯୁକ୍ତ ଚାବି ନୁହେଁ ! 2 ଟି ତାଲା Unsealed ଥିଲା...ହଉ ଠାକୁରଙ୍କ ଇଛା ଆଉ କଣ ଅଛି ଦେଖାଯାଉ।
@allaboutworld.....3983
@allaboutworld.....3983 Месяц назад
Mane??
@MTlifesoro
@MTlifesoro Месяц назад
ତାଲା କେମିତି onseal ହେଲା। ସେଇଟା କାହିଁକି ଜାଣିବାକୁ ଚାହିଁଲେ ନାହିଁ।
@achyutanandadas1670
@achyutanandadas1670 Месяц назад
ବିଚାରପତି ଠିକ୍ କହୁଛନ୍ତି
@_tiranjit_97
@_tiranjit_97 Месяц назад
ଆମ sir 5 hours ରହିଲା ପରେ ବି କେତୋଟି ସିନ୍ଦୁକ ଆଉ ଆଲମିରା ଗଣି ପାରିଲେନି
@RakeshKumar-cf3xr
@RakeshKumar-cf3xr Месяц назад
ଆଗରୁ କଣ ଜାଣିନଥିଲେ ବାହୁଡା଼ ଯାତ୍ରା ଅଛି ବୋଲି ସବୁ ଦେଖାଣିଆ ଯାହା ଦେଖିଛ degitally ସାର୍ବଜନୀନ କର
@pratyushmohanty542
@pratyushmohanty542 Месяц назад
କଣ ପାଇଁ??? ସାର୍ବଜନୀନ ହେବ....masjid madrasa ra property public ku ଜାଣୁଛନ୍ତି?? ଆମେ କାଇଁ ଏମିତି କରିବା??? କଣ problem ହେଲା ଆରମ୍ଭ ତ ହେଇଚି...navin babu ତ ତାଲା ଭାଙ୍ଗି ପାରିଲେନି...oukat less loka ta..
@lionsdebasismohanty2095
@lionsdebasismohanty2095 Месяц назад
Moribo Sobu, khorap time asigola. Tomo ghore kn ornaments achhi tome midia samna re ki kaha samna re kohibo ki, semiti Bhogoban nko Ornaments related kichhi kahaku daya kori kuhontuni. Nohele dangerous situation asibo puri ku. Jagannath somostonku surakhito rokhontu. Jay Jagannath
@yanildev
@yanildev Месяц назад
he mandabudhi manisha, kana ta bhasijiba kahile?
@basantarout9538
@basantarout9538 Месяц назад
ଭିତରେ ହେଇଥିବା videigraphy ଜନ ସାଧାରଣ ଦେଖି ପାରିବେ କି sir?
@pratyushmohanty542
@pratyushmohanty542 Месяц назад
କାଇଁ ଦେଖିବେ ଜନତା ??? ଦେଖିଲେ କଣ ଲାଭ ହେବ???ସମସ୍ତେ ଜାଣିବେ ତା ପରେ muslim ଆତଙ୍କବାଦୀ attack କରିବେ श्री ମନ୍ଦିର କୁ
@theperfectlaw922
@theperfectlaw922 Месяц назад
This is may not be full answer
@laduliparida
@laduliparida Месяц назад
ଭିତର ରତ୍ନଭଣ୍ଡାର ରେ ଜିନିଷ ଅଛି ନା ନାହିଁ
@prasantakumarjenamani362
@prasantakumarjenamani362 Месяц назад
ଆଜିର ଦିନଟି ଓଡ଼ିଶା ବାସୀଙ୍କ ପାଇଁ ଏକ ଐତିହାସିକ ଦିନ ଜୟ ଜଗନ୍ନାଥ
@mrbombastic1401
@mrbombastic1401 Месяц назад
Tate kana miliba
@parsuramsahoo7509
@parsuramsahoo7509 Месяц назад
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🎉❤🎉
@ashokkumarmoharana7946
@ashokkumarmoharana7946 29 дней назад
ଏପରି ଅନ୍ଧବିଶ୍ୱାସୀ କିପରି ଏତେବଡ ପଦବୀ ରେ ଥିଲେ ! ନା ଲୋକମାନଙ୍କୁ ଆସ୍ଥା / ଠାକୁରଙ୍କ ନାମରେ ଭଣ୍ଡେଇ ଯୁଗ ଯୁଗକୁ ଠକିବାର ଜୋଯନା ? ରତ୍ନ ଭଣ୍ଡାର 1905 23 February ରେ ଖୋଲାଯାଇ ସମ୍ପୂର୍ଣ୍ଣ ଗଣତି ହୋଇଥିଲା । ଏପରି ଭଣ୍ଡାମୀ ହୋଇନଥିଲା । ଭଣ୍ଡାମୀ ଛାଡ ।
@rajibparida9672
@rajibparida9672 Месяц назад
Where is Original Key ?Why the Wrong key was deposited in Treasury ? Jai Jagannath 🙏
@hometventertain
@hometventertain Месяц назад
Kie wrong key treasury re rakhithila ? May be treasury re original key thila se Pandian lock Bhangi ki looti sariki alga lock key pakeithila. 100% sure
@jamesrodes560
@jamesrodes560 Месяц назад
​@@hometventertain😂😂😂😂 gapa ta Kia kahila???
@lingarajcreative
@lingarajcreative Месяц назад
Pandian ରତ୍ନଭଣ୍ଡାର ଚାବି ନେଇଥିଲା ତାପାଖରୁ ନ ଆଣି ଭଙ୍ଗିଦେଲ!!!!
@SanjuktaDandasena
@SanjuktaDandasena Месяц назад
Dharmendra pradhan kahuthila para pandian neichhi boli
@samarendradakhinakabat3653
@samarendradakhinakabat3653 Месяц назад
Jai shree Jagannath
@gangadharbhoi7359
@gangadharbhoi7359 Месяц назад
Jay Jagannath
@antaryamibehera531
@antaryamibehera531 Месяц назад
ବିରଧୀ ନେତା ରହିବା କଥା
@rajumeher-dq7gi
@rajumeher-dq7gi Месяц назад
ଚାବି ଟା କୁଆଡେ ଗଲା ପଣ୍ଡା ମାନେ ସୁନା ଚେନ ଯେନ ପିନ୍ଧୁଛନ ହେନର ସୁନା ଆଏ କେନ
@abhaykumarmusic6208
@abhaykumarmusic6208 Месяц назад
Panda Mane jemiti suna pindhuchanti raja maha eajanka bhali
@anandamohakuda4943
@anandamohakuda4943 Месяц назад
😅😅
@susantasahu7310
@susantasahu7310 Месяц назад
ସବୁଠୁ ବେକାର news ଚେନାଲ୍
@sankarsandas19790
@sankarsandas19790 Месяц назад
ଯାହା କରୁଛ କର ତାର ସୁରକ୍ଷିତ ରକ୍ଷଣାବେକ୍ଷଣର ବ୍ୟବସ୍ଥା କରା ଯାଉ ।
@user-bl4kp5br1w
@user-bl4kp5br1w Месяц назад
Joy jagannath❤❤❤
@rabinarayanmohapatra4733
@rabinarayanmohapatra4733 Месяц назад
Bhagwan mandirare nathila bele tame sabu ratnavandar ku chhuinba aparadh
@G.B.eatingchallenge7457
@G.B.eatingchallenge7457 Месяц назад
ନନ୍ଦିଘୋଷ ରିପୋର୍ଟର କୁ ଟିକେ ଦେଖ ତା ମୁଁହ କେବେ ଦେଖିନି ଆଜି ଦେଖିବି
@user-zf8jo6ut4h
@user-zf8jo6ut4h Месяц назад
କାହିଁ ତୁ କିଏ କି ବେଶି କଥା କହୁଚୁ ତୁ ପୁରା ଚୁପ ଚାପ ଶୁଣୁ
@user-zf8jo6ut4h
@user-zf8jo6ut4h Месяц назад
@@Royal-tl9mw ଚୁପ
@user-zf8jo6ut4h
@user-zf8jo6ut4h Месяц назад
@@G.B.eatingchallenge7457 ତୁ ତତଲା ଖାଇବୁ ଜଣାପଡୁଛି
@DEVASISHMOHANTY
@DEVASISHMOHANTY Месяц назад
Justice sir explained well
@kumaranil2399
@kumaranil2399 Месяц назад
ମୋ ଅନୁସାରେ ଆମ ଘର ର ସିନ୍ଦୁକ ଆମେ କାହାକୁ ଦେଖାଉଛେ କି,?ପ୍ରଭୁଙ୍କ ଅନୁପସ୍ଥିତ ରେ ଯିବା କେତେଦୂର ଠିକ୍?
@Lat4688
@Lat4688 Месяц назад
ନୁଆ ଚାବି କେଉଁ କମ୍ପାନୀର?
@kanhucharan6679
@kanhucharan6679 Месяц назад
Benjo 65 😂😂😂😂
@TheTripathy07
@TheTripathy07 Месяц назад
HAR HAR MAHADEV JAY SHREE RAM JAY SHREE KRISHNA JAY SHREE GANESH JAY BAJRANG BALI JAY JAGANNATH JAY MATA DI RADHE RADHE
@truptiranjan863
@truptiranjan863 Месяц назад
ଯିଏ ଯାଇଥିଲେ ସବୁ କାହାର କାହା କଥାରେ ମେଳ ଖାପ ଖାଉନି
@chamdrashekar2262
@chamdrashekar2262 Месяц назад
Jay Jagannath Swami Nayan Patha gami bhava tame 🙏🙏🙏🌹♥️
@SunilKumar-kb7xc
@SunilKumar-kb7xc Месяц назад
Sankaracharjya nka paramarsa neithila ki
@saumyakantaswain9984
@saumyakantaswain9984 Месяц назад
ମହାପ୍ରଭୁ ଆଶିର୍ବାଦ ଦେଇଦେଲେ
@jyotsnamayeebehera4388
@jyotsnamayeebehera4388 Месяц назад
Joy jagannath, ❤❤❤ joy maa laxmi
@SAIDARSHAN134
@SAIDARSHAN134 Месяц назад
🙏ହେ ପ୍ରଭୁ ସାହା ହୁଅ🙏
@subhasmitabhanja3020
@subhasmitabhanja3020 Месяц назад
Mausa , tama katha suniki pura rachana lekhila bhalia laguchhi,achha gote katha kahibe Kia kahaku kana luchau chhanti,aau gote katha Tama rajaneeti bodhe hue a lola odisha basi bujhi nahanti,aau gote katha ebethu bhabisyata bani karuchhi,Tama mananku kebebi chabi hajeibara karana aau kaha dwara chabi hajila tamaku milibani
@jaminsahoo3124
@jaminsahoo3124 Месяц назад
Naveen ku pachar
@laduliparida
@laduliparida Месяц назад
ବାହୁଡ଼ା କଣ ସଙ୍ଗେ ସଙ୍ଗେ ଆସିଲା, ଆଗରୁ ଜାଣିନଥିଲା
@user-fl9ds4zu2w
@user-fl9ds4zu2w Месяц назад
Ki bala news karuchha thumbnail re lekhuchha alga nesw dekhauchha alaga
@nandakishorepatra6260
@nandakishorepatra6260 Месяц назад
😂
@LikunPati-p6m
@LikunPati-p6m Месяц назад
Bhai jaganntha nka nare TRP
@bandhubabu2324
@bandhubabu2324 Месяц назад
ଅତି ସୁନ୍ଦର ଓ ଯଥାର୍ଥ ଉତ୍ତର! ଜୟ ଜଗନ୍ନାଥ!
@nilakanthasahoo8101
@nilakanthasahoo8101 Месяц назад
ଏ ମିଡ଼ିଆ ବାଳ ଗୋଟିଏ କଥା କୁ ଥମନେଲ ନା ବ ଦା ଲାଇ 100ଥର ଦେଖେଉଛି
@user-fl9ds4zu2w
@user-fl9ds4zu2w Месяц назад
Thik katha bhai head line lekha alaga news alaga
@hometventertain
@hometventertain Месяц назад
3:10 - 3:25 dekhe bhalase lock re seal nathila😢
@ashokrout3910
@ashokrout3910 Месяц назад
JAI Jagannath,kala thakura bada thakura.
@GHOST-BATTLE
@GHOST-BATTLE Месяц назад
Ashirbaad dele na nai.....asirbad milila ta ?na khali kahi deiki paleila ?
@pravkakarnayak9117
@pravkakarnayak9117 Месяц назад
ଜୟ ଜଗନ୍ନାଥ ମହାପ୍ରଭୁ ସବୁ ତୁମ ଇଚ୍ଛା
@subashchandraswain7995
@subashchandraswain7995 Месяц назад
Abiswas bartamaana jeun maane aasichhanti, seimaanaka thila achhi.
@subashchmohanty2457
@subashchmohanty2457 Месяц назад
ସାମ୍ବାଦିକଙ୍କୁ ରତ୍ନ ଭଣ୍ଡାର କୁ ପ୍ରବେଶ ପାଇଁ ଅନୁମତି ଦିଆଯିବା କଥା,କା‌ହିକି ନା ସେମାନେ ସେହି ଭଣ୍ଡାର ସ୍ଥାନ ରୁ ସାରା ଦେଶ ଦୁନିଆ କୁ ତଥ୍ୟ ଯୋଗାଇଥାନ୍ତେ । କମିଟିର ନୀତି ନିୟମ କୁ ସମ୍ମାନ ଦେବା ସାମ୍ବାଦିକ ବନ୍ଧୁ ମା‌ନେ ଭୁଲି ଯାଉଛନ୍ତି ।
@allaboutworld.....3983
@allaboutworld.....3983 Месяц назад
He bhagban tm kn Jagannath nka sampati Lüti jau history kichhi Janina bodhe
@debeeprasadbaxipatra808
@debeeprasadbaxipatra808 Месяц назад
Mahaprabhu kahile jibaku?
@asutoshpanda4923
@asutoshpanda4923 Месяц назад
Justice Rath's statements are true. There is nothing mystery about Ratna Bhandar.
@sambalpuristatus_
@sambalpuristatus_ Месяц назад
Sei videography kahi
@user-yh2vt9hv4j
@user-yh2vt9hv4j Месяц назад
Sei katha tike bjp bala nku kuhantu sir apananku dhanyawad sir sabu sata kahithibaru
@Anikprusty
@Anikprusty Месяц назад
Mariba Jia jiba au asibani dekhiki magia marijiba se hele Jagannath 🙏🙏🙏
@sanjaydhal1183
@sanjaydhal1183 Месяц назад
Chori karibaku jau nahanti jagannath nka ornaments kemiti surakhita rahiba sethipai jaithile.Se gale Jana padiba j jou BJD sarkar thila kete ornaments chori karichi
@samitaupadhaya3096
@samitaupadhaya3096 Месяц назад
Sabu tathya ku bahut sundar vabe bujhei kahichanti...🙏
@user-yh2vt9hv4j
@user-yh2vt9hv4j Месяц назад
Bjp bala tike kana kholi sunantu sir kn kahuchhanti 1985 ru khola heinii au jou tautar mane utube re kahuchhanti pandian neijaichi boli sei mane tike bhalase dekhantu ratna bhandar bjd thik se dautyo nauthila hele bjp sabu khaijiba puri basi tike satrak kahiba besi bipada puri lokanku achhi agaru badathakura jeneideichhanti
@sangrambiswal676
@sangrambiswal676 Месяц назад
Jay Shree Jagannath 🙏🙏🙏🙏
@chandrakanta1389
@chandrakanta1389 Месяц назад
Bahut sundar Jay jagannath 🙏🙏
@kumar1992dev
@kumar1992dev Месяц назад
Bhitara ku jai na thibe dari ki.
@saratabehera1795
@saratabehera1795 Месяц назад
ମଣିଷ ର ପ୍ରକୃତି ମଲେ ତୁଟେ ।
@vedicvichariiiivedictviive3229
@vedicvichariiiivedictviive3229 Месяц назад
Nice story
@lipucreation6794
@lipucreation6794 Месяц назад
Jay Jagannath 🙏
@MrDeepakkumardash82
@MrDeepakkumardash82 Месяц назад
Sabu bhala Jai Jagannath
@jitendramahananda6157
@jitendramahananda6157 Месяц назад
Live telecast karuna kana pain maha prabhunkara Alankar dekhiba pain samaste utsuka... Bite dauchha Kichhi lucheila bhali Kichhi ta hauchhi nija vitare jadi Loka lochana ku anibara nahin tahele Ratna bhandara tala kholibaku nei kana pain ete rajaniti
@Eatingexperiment07
@Eatingexperiment07 Месяц назад
Ghara kttha heichi to
@Jswain-en4sr
@Jswain-en4sr Месяц назад
Bhai Tama ghara gahana alankara live karuna ame tk dekhu.
@jitendramahananda6157
@jitendramahananda6157 Месяц назад
@@Jswain-en4sr kaha ghara sampatti pain ete media Chabi hajiba miliba Katha ase Ki ... thakuranka alankar pain kana pain ete rajaniti...
@Jswain-en4sr
@Jswain-en4sr Месяц назад
@@jitendramahananda6157 kie karuchi. Tama bhalia loka. Kama nae kichi Khali pabana
@sukadevdas9310
@sukadevdas9310 Месяц назад
Chabi kholilani mane, anya kehi chabi kholi tala change karidethiba. Nahele chabi kholilani kn pain..!!! 3 ta tala padithila hele gote b tala kholiparilani mane ae ghatana ku janch karajau.
@wealth_guru01
@wealth_guru01 Месяц назад
Interesting thumbnail.. kahu kahu kahidele.. Ki chamatkar thumbnail..lekhiba wala ra pada dhuli tike dia
@biswanathsahu1714
@biswanathsahu1714 Месяц назад
Seithi pain ta loke video dekhibe 😊
@akshayakumarbhol4132
@akshayakumarbhol4132 Месяц назад
ରତ୍ନ ତାଲିକା କାହା ପାଖେ ଅଛି ?
@kartikpanda6389
@kartikpanda6389 Месяц назад
Jay Jagannath 🙏🏻🙏🏻🙏🏻🙏🏻🙏🏻
@pravirpattanaik1950
@pravirpattanaik1950 Месяц назад
BJP ku kuhantu, BJD nare jou arapo lagauchanti taha mithya
@pramodkumarmahapatra3746
@pramodkumarmahapatra3746 Месяц назад
Jay jagannath 🙏
@prafullakumarbehera8832
@prafullakumarbehera8832 Месяц назад
Jai jagannath maa lakshmi sahayahuantu
@user-hp2lq2jd9u
@user-hp2lq2jd9u Месяц назад
SIR KADHIKI RAKHI DEANTU FUNI 45 BARASA PARE KHOLIBA ,AMA PILA MANE SETEBELE FUNI EHIBHALI BIRALA GHATANA SUNIBE,
@rashmibijaykumarmishra5543
@rashmibijaykumarmishra5543 Месяц назад
They will count the belongings also
@dolagobindagarnayak4221
@dolagobindagarnayak4221 Месяц назад
Though lord
@anandamohakuda4943
@anandamohakuda4943 Месяц назад
Chabi kuadu paila ago kuha
@vedicvichariiiivedictviive3229
@vedicvichariiiivedictviive3229 Месяц назад
Wrong interpretation and wrong information about second Ratna bhandar.
@tapankumar2468
@tapankumar2468 Месяц назад
You 11 are the lucky ones .GOD BLESS YOU 11
@bijayakumarnayak2113
@bijayakumarnayak2113 Месяц назад
ସୁନାବେଶ ପାଇଁ ଅଳଙ୍କାର ଆସିବତ?
@ashokrout3910
@ashokrout3910 Месяц назад
E sarkar nuhe, Remote sarkar.
@ranjanpani7615
@ranjanpani7615 Месяц назад
ସାର୍ ତା ଭିତରେ ତେଲଗୁଣି ପୋକ ଥିଲେ କି ? କେତୋଟି ଚେମିଣିଆ ଉଡିଗଲେ ?
@vidyaartist01
@vidyaartist01 Месяц назад
Asirbad mahaprabhu dele?
@bhaskarhira9656
@bhaskarhira9656 Месяц назад
Jay jagannath.
@indography1
@indography1 Месяц назад
odisha andhabiswasi on peak
@sujaydas7347
@sujaydas7347 Месяц назад
Jai Jagannath swmi 🙏🙏
@manasmohapatra1794
@manasmohapatra1794 Месяц назад
Misguided by the thumbnail... Nothing that much excited inside
@bismaykumalla9418
@bismaykumalla9418 Месяц назад
Sir ta 2 ta Bhandardara ghara kahile kintu 3 ta achi ..
@abhimanyukhuntia5234
@abhimanyukhuntia5234 Месяц назад
Jay jagannath 🙏🙏🙏🙏🙏
@chamdrashekar2262
@chamdrashekar2262 Месяц назад
Congratulations sir 🙏🙏🙏🎉
@brundaban4
@brundaban4 Месяц назад
News 18 ଏକ National ଚ୍ୟାନେଲ କାହିଁକି ଏମିତି news ପ୍ରଚାର କରୁଛି ?
@ritanjalisamal8492
@ritanjalisamal8492 Месяц назад
ସବୁ ପ୍ରହସନ।
@DhrubacharanMishra-ik5zo
@DhrubacharanMishra-ik5zo Месяц назад
Jay Jagannath. 🙏🙏🙏🙏🙏🙏
@arjunpadiami136
@arjunpadiami136 Месяц назад
Raid kala bhali tala bhangila bhagaban nka anupastiti re
@manaskumar1875
@manaskumar1875 Месяц назад
Sabu suna chori au jaha balaka ...chabi jadi nahi tahale chori nischaya
@akhilchandrabarik6440
@akhilchandrabarik6440 Месяц назад
Long time fursh for Ratna Bhandar ?
@sushantkumarmendili6833
@sushantkumarmendili6833 Месяц назад
ବହୁତ୍ ବଢିଆ ,ପଦକ୍ଷେପ
Далее
Get 10 Mega Boxes OR 60 Starr Drops!!
01:39
Просмотров 11 млн