Тёмный
No video :(

ବୁଢା ଶଙ୍ଖାରି || Budha Sankhari, Heart touching Odia Story. 

DD ODIA
Подписаться 578 тыс.
Просмотров 4,4 млн
50% 1

ବୁଢା ଶଙ୍ଖାରି || #Budha Sankhari,କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ରଚନା ,# Heart touching Odia Story
#DdOdia #DdOdisha #DdBhubaneswar #BudhaSankhari

Опубликовано:

 

14 мар 2021

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,9 тыс.   
@Madhaba_Dora
@Madhaba_Dora 8 месяцев назад
ଖୁବ୍ ସୁନ୍ଦର ଅଭିନୟ ହେଉଛି! ସ୍କୁଲ ବେଳର କଥା ମନେ ପଡିଗଲା ସେହି ନବମ ଶ୍ରେଣୀ ର ଏକାଙ୍କିକା - ବୁଢ଼ା ଶୃଙ୍ଖରି (ଯେଉଁମାନେ ୨୦୨୪✋ରେ ଦେଖୁଛ )👍👍👍
@prakashchandrakeshri.
@prakashchandrakeshri. 4 месяца назад
Hii Tome ta natiya comedy ra topper Commenter na🤓🤓
@bharatchandraswain
@bharatchandraswain 3 месяца назад
Bhai akankika nuha story😂😂😂
@prakashchandrakeshri.
@prakashchandrakeshri. 2 месяца назад
@@bharatchandraswain han😅😅😅
@SubhadraMuduli-oh6cp
@SubhadraMuduli-oh6cp Месяц назад
Tame kn ebe 9th re padhucha
@jasilakharsel221
@jasilakharsel221 13 дней назад
Thik kahila bhai mora bi school time mane padigala
@ShambhuJhankar
@ShambhuJhankar 4 месяца назад
2024 ଏଇ ଵୁଢା ଶଙ୍ଖାରି କାହାଣୀ ଟିକୁ କିଏ କିଏ search କରିଦେଖିଛ ସେମାନେ like. କରନ୍ତୁ
@aratisahu1884
@aratisahu1884 3 месяца назад
Ame abe auu search karunu bhai because abe ae topic +3 4th semester elective boook re achi
@jayantisahu7676
@jayantisahu7676 2 месяца назад
yes 💯 ❤ ❤ ❤
@Subhashree...
@Subhashree... Месяц назад
Mu dekhuchi karana mora 9th class 😢
@basanttarai2942
@basanttarai2942 Месяц назад
ହୃଦୟ ସ୍ପର୍ଶୀ ଥିଲା କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମ୍ଳାନ ସୃଷ୍ଟି ଗଳ୍ପ ବୁଢାଶଙ୍ଖାରୀ । ତା ସହିତ ଆମ କଳାକାର ମାନଙ୍କ ଜୀବନ୍ତ ଏବଂ ନିଖୁଣ ଅଭିନୟ । ଆଖିରେ ଲୁହ ଆସିଗଲା। ଧନ୍ୟବାଦ।
@bestsradhavlogs
@bestsradhavlogs Месяц назад
ମୁଁ ଦେଖୁଛି
@pruthwirajrana7268
@pruthwirajrana7268 3 года назад
ବୁଢା ସଙ୍ଖାରୀ ଗଳ୍ପଟି ସେହି ପିଲା ଦିନରେ ପଢିଥିବା କଥା ମନେପକାଇ ଦେଇଛି ଅତି ସୁନ୍ଦର ।
@bsneducation
@bsneducation 2 года назад
Done ru-vid.com/show-UC-QLBJlIJ41W-MwTgnOp3Dw
@tapandass3033
@tapandass3033 2 года назад
Right
@S.creation65
@S.creation65 2 года назад
Right 👍🏻
@safetytalks775
@safetytalks775 Год назад
ଆଖିରୁ ଲୁହ ଆସିବା ବଡ଼ କଥା ନୁହେଁ।। ସତରେ ଜୀବନ୍ତ କାହାଣୀ ଓଡ଼ିଆ ମାଟିର, ମନେପଡେ ସ୍କୁଲ କଥା ସତରେ ସେ ପୁରୁଣା ଦିନ ସବୁ ଆଖି ଆଗରେ ନାଚି ଗଲା ଭଳି ଲାଗୁଛି।। ଧନ୍ୟ ତୁମେ ଅଭିନୟ ଆଊ ଗଳ୍ପ ରଚନା।। ଜୟ ଜଗନ୍ନାଥ 🙏💐🙏
@MickeyMad
@MickeyMad 3 года назад
ଇଛା ହଉଚି ପୁଣି ସ୍କୁଲ କୁ ଫେରିଯିବାକୁ... ନବମ କ୍ଲାସ୍ ର ସାହିତ୍ୟ ବହି କଥା ମନେପଡିଗଲା.. ଅତି ସୁନ୍ଦର ଗପ.. ଖୁବ୍ ସୁନ୍ଦର ଅଭିନୟ.. Thank you DD Team
@abvirat9673
@abvirat9673 3 года назад
Yes
@sanjudalabehera5503
@sanjudalabehera5503 2 года назад
9th class re kn karuthilu
@dharitreesamantaray1118
@dharitreesamantaray1118 2 года назад
10th ra aita 😃
@soyaa1307
@soyaa1307 2 года назад
Same mu bi
@pramodinigouda9346
@pramodinigouda9346 2 года назад
I am in class 9th
@user-zd8kd2dw6t
@user-zd8kd2dw6t 3 года назад
ଓଡ଼ିଆ ମୋ ଗର୍ବ । ଓଡ଼ିଆ ମୋ ସ୍ବାଭିମାନ। ଓଡ଼ିଆ ର ପ୍ରତ୍ୟେକ କ୍ରୃତି ଓ ସ୍ରଷ୍ଟା ଙ୍କୁ ପ୍ରଣାମ।
@mitarani4879
@mitarani4879 3 года назад
😷😷😷👌👍
@jagannathsahoo4992
@jagannathsahoo4992 3 года назад
🙏🙏
@proudindian8021
@proudindian8021 2 года назад
🙏🙏💯
@boythedigital
@boythedigital 2 года назад
#Odisha
@sanjaykumarjena7862
@sanjaykumarjena7862 3 года назад
ନବମ ଶ୍ରେଣୀରେ ଏହି ଗଳ୍ପ ଟିକିଏ କିଏ ଦେଖୁଛି👍Like କର।
@arushi9459
@arushi9459 Год назад
MM
@Whatnext299
@Whatnext299 Год назад
Mu +3 first year
@priyankapriyadarshanidas1472
କିଏ ଲେଖିଛନ୍ତି?
@subhendubehera8851
@subhendubehera8851 Год назад
@@priyankapriyadarshanidas1472 kanta kabi Laxmikanta Mohapatra 🙏
@adhirbhuyan3315
@adhirbhuyan3315 Год назад
Mu +2 second year
@IswarPrasadJena
@IswarPrasadJena 4 месяца назад
ଅତୀତ ଏମିତି ଏକ ଫୁଲ ଟିଏ.. ଯେତେ ବାସି ହୁଏ ସେତେ ବାସୁ ଥାଏ ❤ମୁଁ ଖାଲି ଏତିକି କହିବି.. ଦେଖିଲା ପରେ ବହୁତ ବହୁତ ବହୁତ ବହୁତ କାନ୍ଦିଚି 😭ଏ କାହାଣୀ ନବମ ଶ୍ରେଣୀ ର ଗଳ୍ପ. ଯାହା କି ଆମ ହୃଦୟର ସ୍ମୃତି ହେଇ ରହି ଯାଇଛି ତା ସହିତ DD1 ସେଇ ଅଧ୍ୟ୍ୟୟ.. ରବିବାର 4 ଟା ରେ ଆମ ସ୍ମୃତି କେବେ ବି ଭୁଲି ହୁଅନି...
@spchannel4418
@spchannel4418 3 года назад
ଆଃ କି ଦୁଃଖ କାହାଣୀ! ବହୁତ୍ ଦିନ ପରେ ଆଖୀ ରେ ଲୁହ ଆସି ଗଲା, ସମସ୍ତଙ୍କର କି ନିଖୁଣ ଅଭିନୟ,! ହୃଦୟ ବିଦାରକ କାହାଣୀ। ଆଜି କାଲି ର କଳାକାର ମାନେ କିଛି ଶିଖନ୍ତୁ। କାହାଣୀ ଟି କୁ ଦେଖିବାକୁ ସୁଯୋଗ ଦେଇ ଥିବାରୁ ଧନ୍ୟବାଦ।
@jagannathjena7701
@jagannathjena7701 3 года назад
Ajira generation pila mane bahut agaku jai barbad adaku muhainchhanti..he prabhu samastanku sadbudhi dio🙏pila belara movie & songs ru bahut kichhi sikhibaku miluthila bt now not 😔😔
@jagannathjena7701
@jagannathjena7701 3 года назад
@Manoj Manoj 😂
@sabitamahalik46
@sabitamahalik46 3 года назад
@@jagannathjena7701 Right kahicha bro👍👍
@jagannathjena7701
@jagannathjena7701 3 года назад
@@sabitamahalik46 I batter fell about your comments.thank full to me, ki maro katha Saha kehi bhabaprabanata dekhaichhanti😊🤗🤗
@jitendrapardia5809
@jitendrapardia5809 3 года назад
Good answer dear🙏🙏
@mtarkes
@mtarkes 3 года назад
ଶେଷ ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା, ଆଖିରୁ ଲୁହ ଝରିଗଲା ।
@sambitkumardas3675
@sambitkumardas3675 2 года назад
Yes
@kabitamaharana8250
@kabitamaharana8250 Год назад
Yes😢
@pramodmallik
@pramodmallik 2 года назад
ଛାତ୍ର ଥିଲାବେଳେ ଏହି ଗଳ୍ପ ଆମ ସାହିତ୍ୟ ପାଠ୍ୟକ୍ରମ ରେ ସାମିଲ ଥିଲା।ବୋଧହୁଏ ଗଳ୍ପଶ୍ରୀ ବହି ର ନାମ ଥିଲା।ଅତ୍ୟନ୍ତ ମର୍ମସ୍ପର୍ଶୀ ହୃଦୟ ବିଦାରକ ଦୁଃଖ ଗଳ୍ପ।ବୁଢା ସଁଖାରି ଭୂମିକାରେ କଳାକାର ଙ୍କ ଅଭିନୟ ଅତ୍ୟନ୍ତ ଜୀବନ୍ତ ହୋଇଛି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର କୁ ଧନ୍ୟବାଦ ଏପରି ଏକ ଅମର ଗଳ୍ପ କୁ ଚଳଚିତ୍ର ମାଧ୍ୟମରେ ଜୀବନ୍ତ କରିଥିବାରୁ।
@SaMurmu-wu2ze
@SaMurmu-wu2ze 3 года назад
ବଢିଆ ଅଭିନୟ ବୁଢ଼ା ଶଙ୍ଖାରୀ ସାର 👍👌
@rkranabijuli2624
@rkranabijuli2624 3 года назад
ହୃଦୟକୁ ଛୁଇଁଲା ଭଳି ମନଲୋଭା କାହାଣୀ ଟିଏ ଅତିସୁନ୍ଦର 👌👌👌👌
@rabindranathchaki4075
@rabindranathchaki4075 3 года назад
ପାଞ୍ଚ ବର୍ଷ ପରେ ନବମରେ ପୁଣି ଥରେ ପଢିବାକୁ ମନ ଲାଗୁଛି ବୁଢା ଶଙ୍ଖାରୀ ବହୁତ ଦୁଃଖ ଦାୟକ DD 1 channel very nice
@limapradhan4626
@limapradhan4626 3 года назад
@@dukhisyambarik6628 karana 9th class re a story achhi.... Se padhichan ta janibeni.... Se kn ame samaste janichu aeta 9 class re achhi
@dirjarani7541
@dirjarani7541 3 года назад
Hm bhai
@dirjarani7541
@dirjarani7541 3 года назад
@@dukhisyambarik6628 bhai ehi story 9th class bookre achi.bahuti bhala lage sadness story.
@dukhisyambarik6628
@dukhisyambarik6628 3 года назад
Hn je aapana Kemiti janile jee buda sankhari story ti 9th class book re achhi boli aapana kn 9th class re padhuchhanti ki ????😞😞😞😞
@limapradhan4626
@limapradhan4626 3 года назад
@@dukhisyambarik6628 are yrrr 9 class re padhile jai ki janba ki... 9 class padhiki ta asichu naaa.... Ta kendi nai janbu j ken story ken class re thila boli.... Kain bhai tume 9 class padhina ki... Na setebele tamara book re a story nathila....
@biswapuja915
@biswapuja915 2 года назад
ବହୁତ ସୁନ୍ଦର ଗଳ୍ପଟେ ପିଲା ଦିନ କଥା ପୁଣି ଥରେ ମନେ ପଡିଗଲା😊😊😊 DD 1 ରେ ଏମିତି program ଆଉ ମିଳୁନି
@manasrana2447
@manasrana2447 2 года назад
Really, OLD IS GOLD, ସବୁ ଲିଭି ଯାଏ, ସବୁ ସରି ଯାଏ, ସବୁ ଭୁଲି ହୁଏ ହେଲେ, ପୁରୁଣା ଦିନ କେବେ ଭୁଲି ହୁଏନି, struggle is the part of life
@anjilatakarjee4951
@anjilatakarjee4951 2 года назад
Absolutely right☝☝☝
@sushreesangita4827
@sushreesangita4827 3 года назад
ଜୀବନ୍ତ ପୁରୁଣା କାହାଣୀ ଯାହା ପୁଣି ମନେ ପକେଇ ଦିଏ ଆମ ଓଡ଼ିଆ ମାଟିର ଗାଥା। ସେଇ ସକାଳ ଆଉ ସଂଜର ମହକ , ସେ ଦାଣ୍ଡ ଧୂଳି ଆଉ ସେ ସଂଜ ସଲିତା। ଏଭଳି କାହାଣୀ ପାଇଁ ଆମ ଓଡିଆ ଜାତି ଗର୍ବିତ। 🙏
@sunitkumarnayak2079
@sunitkumarnayak2079 3 года назад
Apana bht vl lekhuchanti plz emiti Odia ku vl paantu
@sushreesangita4827
@sushreesangita4827 3 года назад
@@sunitkumarnayak2079 nischaya... 😊😊😊
@jitendrapardia5809
@jitendrapardia5809 3 года назад
I sapport you dear mu tuma katha re Sahamata 🙏🙏🙏
@mrakashyt4715
@mrakashyt4715 3 года назад
I love you 💓💗💛😙
@biratsahu4329
@biratsahu4329 3 года назад
I am so proud
@nikitajena8360
@nikitajena8360 3 года назад
Heart touching story......tears come down from my eyes......acting of father and daughter is excellent. Thank you Doradarsan........
@suchismitatripathy2003
@suchismitatripathy2003 3 года назад
School time mane padigala really heart touching stories akhire luha asijauchi old is gold🥺🥺🥺🥺
@alokkumarjena2972
@alokkumarjena2972 2 года назад
ଆଜି ସେହି ନବମ ଶ୍ରେଣୀର କଥା ମନେ ପଡିଗଲା 🏠 ପ୍ରକୃତରେ ଆମ ଓଡ଼ିଆ ଭାଷା ସାହିତ୍ୟ ମହାନ୍। ସେହି ସମୟରେ କଥା ମନେ ପଡିଗଲେ , ଆଖିରେ ଲୁହ ଜକେଇ ଆସିଥାଏ ଏବଂ ଛାତି ଫାଟିଗଲା ପରି ଲାଗେ। 😭😭ଏହି କାହାଣି ହେଉଛି କାଳଜୟୀ।❤️❤️🥰🥰
@travelerrd1435
@travelerrd1435 4 месяца назад
Ham bhai school kotha mone podila mu thomlen dekhi ki video dekhi ba pi chali asili
@debasmitasarangi489
@debasmitasarangi489 2 месяца назад
Mo luha bahariasila
@sabitaranidasm1
@sabitaranidasm1 3 года назад
Those were days,. When we usud to wait eagerly only to watch these stories..... these were the picture of # OUR ODISHA .
@asishrout9142
@asishrout9142 3 года назад
ଓଡ଼ିଆ ସବୁଠୁ ବଢ଼ିଆ 👍
@Cse099
@Cse099 2 года назад
ମୋର ଆସ୍ ମାନା ତାରା ଦରକାର 😳 ଏହାହିଁ ଥିଲା ସେହି ସୁସୁନ୍ଦର ନୀରିହ ବୋହୂର ବୃଦ୍ଧ ବ୍ୟକ୍ତିଙ୍କ ପ୍ରତି ଅତ୍ଯନ୍ତ ହୃଦୟସ୍ପର୍ଶୀ ଶଦ୍ଦ ମାଳା 😍
@subashchandrabehera9494
@subashchandrabehera9494 2 года назад
Thank you DD Odia ଏହି ବୁଢ଼ା ଶଙ୍ଖାରି ଗଳ୍ପ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏକ ଗଳ୍ପ ସେହି ପିଲା ସମୟର ମନେପଡେ l ଧନ୍ୟବାଦ DD Odia । ଜୀବନ ଆରମ୍ଭ କରିଥିବା ପୂର୍ବରୁ ସମୟ ଚକ୍ର‌ ର ସମୟ କେତେବେଳେ ଯେ, ବଦଳାଇ ଦେଲା ତାହା କେବେ କହିହେବ ନାହିଁ ।🙏🙏🙏🙏
@asutoshacharya1597
@asutoshacharya1597 3 года назад
ଆଜି କାଲିର ଅଭିନେତା ୟାକୁ ସାରା ମାସ ଦେଖି ଅଭିନୟ ଶିଖନ୍ତୁ
@निसा
@निसा 3 года назад
Pura thik katha❤️
@deepikaraul422
@deepikaraul422 3 года назад
Director n producer b sikhantu
@santii4934
@santii4934 3 года назад
Right
@smaratranjanpanda7290
@smaratranjanpanda7290 3 года назад
Old days memories, such stories read at high school time..
@minatimishra2197
@minatimishra2197 3 года назад
6:55
@barsharanigouda5286
@barsharanigouda5286 2 года назад
9th class Budha sankhari galpa heart touching ❤️❤️ Old is gold 🥇
@adityanarayanrayadr8171
@adityanarayanrayadr8171 2 года назад
ସେ ପୁରୁଣା ସ୍ମୃତି ସବୁ ମନେପଡ଼ି ଯାଉଛି। ଯେତେବେଳେ ଆମ ସାର୍ , ବୁଢ଼ା ସଂଖରି ଗପ କହି ବୁଝାନ୍ତି।। ହେ ସମୟ ସତରେ ତମେ ବହୁତ ବଳବାନ। 😭
@sonali8246
@sonali8246 3 года назад
ଓଡିଆ ଜାତି ର ଓଡିଆ କଥା କାହାଣୀ ଏଇ ଆଧୁନିକ ଯୁଗ ରେ ମଧ୍ୟ ଦେଖିବାକୁ ମିଳୁଛି ବହୁତ ବଡ କଥା ସେଇ ନବମ ଶ୍ରେଣୀ ର ସାହିତ୍ୟ ବହି ପିଲାଦିନ କଥା ସବୁ ମନେପଡିଯାଉଛି😭😭😭😭😭😭❤❤❤❤❤❤❤❤❤❤❤
@tularanibehera9961
@tularanibehera9961 3 года назад
Aha Abe bi mane achi mor bhahuth sundra gapa ate
@sarojinibarik467
@sarojinibarik467 3 года назад
Hmm Bhai Story ta Bhala Achi
@srijabehera3499
@srijabehera3499 3 года назад
@Manoj ManojMt bi mono poduchi
@srijabehera3499
@srijabehera3499 3 года назад
@Manoj Manoj hmm frend
@sunitkumarnayak2079
@sunitkumarnayak2079 3 года назад
Kou batch pila tm
@ashokkumarnayak5139
@ashokkumarnayak5139 3 года назад
Old is Gold.. precious memories... Thanks a lot for uploading this telefilm...
@sipunparida3001
@sipunparida3001 Год назад
Salute to କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର 🙏
@pritikinewduniya
@pritikinewduniya 3 года назад
ଯେତେ ଦେଖିଲେ ବି ମନ ଭୋରୁନି କି ସୁନ୍ଦର ଅଭିନୟ ଆଗରୁ ଶୁଣିଥିଲି ମୋ ଜେଜେମା ଠୁ କିନ୍ତୁ ଆଜି ଦେଖି ମନ ଭରିଗଲା.
@rajendrabodkia
@rajendrabodkia 3 года назад
ଏକ ଦୃଦୟସ୍ପର୍ଶୀ ଗଳ୍ପ ଅଟେ 🙏🙏
@makardhwajmeher6891
@makardhwajmeher6891 3 года назад
very good
@sabitasamal1236
@sabitasamal1236 3 года назад
O
@sabitasamal1236
@sabitasamal1236 3 года назад
Ok
@dasarathipatro3666
@dasarathipatro3666 3 года назад
Old is gold.. Sir. Childhood mane padigala
@bhagyalaxmibehera4587
@bhagyalaxmibehera4587 3 года назад
Hmm thik
@swetasharma430
@swetasharma430 3 года назад
Yes
@niharranjanrout1560
@niharranjanrout1560 3 года назад
Bahut mane paduchi😭😭😭
@nagenkumarsingh8135
@nagenkumarsingh8135 3 года назад
Great Story Heart Touching Never For get Who see ones such Subject
@jagabandhulenka8766
@jagabandhulenka8766 2 года назад
Old is gold ea eamitik nichak odia story jahaku sunile dekhile akhiru apaape luha bahariasiba. Budhasankhri story is wonderful story
@bhitinasan4084
@bhitinasan4084 Год назад
Memory of 9th class, our Sir Dr.Surendra Tripathi made everyone emotional..the way and quality of teaching❤️ missing all that..
@rightthought9391
@rightthought9391 3 года назад
ସେତେବେଳ ର ଓଡ଼ିଆ କାହାଣୀ ସତରେ କେତେ ମର୍ଯୟାଦାପୂର୍ଣ୍ଣ ଆଉ ସୁନ୍ଦର ଥିଲା। ଆଜିକାଲି ଏତେ ଅସଭ୍ୟତ। ଭର୍ତି ହେଇଛି ଯେ ଦେଖିବା ଦୁରେ ଥାଉ ଶୁଣିବାକୁ ମଧ୍ୟ ଭଲ ଲାଗୁନି। ପୁଣି ସେଇ ପୁରୁଣା ଦିନ ଫେରି ଆସନ୍ତା କାଳେ 🥺🥺🥺
@shrikhetrabhumi5526
@shrikhetrabhumi5526 3 года назад
Smart pila sabu tike bhala kari dekha old day ra kichh memories... Bahut sundar amar odiaaa
@pruthwirajchhatar1991
@pruthwirajchhatar1991 3 года назад
2019 ରେ ମୁଁ ଏହି ଗଳ୍ପ ନଵମ ଶେଣ୍ରୀ ର ସାହିତ୍ୟ ବହିରେ ପଢ଼ିଥିଲି। ଗଳ୍ପ ର ନାମ "ବୁଢ଼ା ଶଂଖାରୀ" ଦୁଃଖର କଥା ଯେ ନଵମ ଶେଣ୍ରୀ ମୋ ପାଇଁ ଆଉ କେଵେ ମଧ୍ଯ ଫେରିବ ନାହିଁ। 😓😓
@Rynox_ff
@Rynox_ff 3 года назад
yes bro
@satyajit00007
@satyajit00007 Год назад
😞😔
@Anshika0005
@Anshika0005 8 дней назад
Sata katha😥😥😥
@gyanbhandar3852
@gyanbhandar3852 3 года назад
Omg... the performance by all actors is just speechless and now the recent actors must watch and learn from them...👌👍💕💞❤
@tanmayvlog5369
@tanmayvlog5369 3 года назад
ସବୁଠୁଁ ବଢିଆ,DD ଓଡ଼ିଆ,ସୁନ୍ଦର କାହାଣୀ ର ଗନ୍ତାର ଘର,Tv ଦେଖିବାକୁ ମିଲୁନଥିଲା ସେ ସମୟରେ ଲୁଚି ଲୁଚି ଦେଖଛି, ଅଲ୍ପ ବହୁତ, ଧନାୟୱାଦ୍ DD ଓଡ଼ିଆ।
@anshumanpatra3402
@anshumanpatra3402 3 года назад
Got this video in suggestion list without searching, but childhood memory refreshed!!❤️
@Lipsha1231
@Lipsha1231 Год назад
Nostalgia
@asutoshmishra7301
@asutoshmishra7301 Год назад
this is authenticity of ODIA film industry...🔥🔥
@informationhub649
@informationhub649 3 года назад
ଗାୟକ ମହାଶୟ ପୁରା ହୃଦୟ କୁ ତରଲେଇ ଦେଲେ 😭😭
@Prasanta3672
@Prasanta3672 3 года назад
କି ସୁନ୍ଦର ଉପସ୍ଥାପନା, ବାସ୍ତବତା ବିଷୟରେ ଉଲ୍ଲେଖ କରିଛନ୍ତି।
@bhabanidash7708
@bhabanidash7708 Год назад
ଆପଣ ଗୀତ ଟି କୁ ଜାଣିଛନ୍ତି କି????
@adityaparida164
@adityaparida164 3 года назад
Memorable one......... Literally it's an extraordinary story ..... Really love it❤️❤️❤️❤️
@bhabanishankarpati466
@bhabanishankarpati466 2 года назад
Always be thankful forever..He who writes that heart touching real story
@Bad.-boy
@Bad.-boy Год назад
ପୁରୁଣା ସ୍ମୃତି ଗୁଡ଼ିକ ପୁଣି ଜୀବନ୍ତ ହୋଇଉଠିଲା । କାହାଣୀ ଓ ଅଭିନୟ ବେଶ୍ ଚମତ୍କାର ଏବଂ ହୁଦୟସ୍ପର୍ଷୀ 🙏
@niranjannayak5647
@niranjannayak5647 3 года назад
Aajji kali jou story asuchi mo bala story Old is gold😥😥😥😥😥😥😥😥
@cutegirlmani4407
@cutegirlmani4407 3 года назад
Right brother
@kaliagouda9430
@kaliagouda9430 3 года назад
Nice
@bibhutibhusanbiswal7687
@bibhutibhusanbiswal7687 3 года назад
Oh DD!! Many many thanks from bottom of the heart. What was being aspired since long, Here is that now. Hoping such type of old DD to reappear and give us the authentic feeling as it is doing.
@manasrana2447
@manasrana2447 2 года назад
ସତେ ଉତ୍କର୍ଷ ଦେଶ ଉତ୍କଳ ଏହାର ଚାରୁକଲା, ରୁଚି, ଧର୍ମ ଓ ନୀତି ସବୁ ଉତ୍କର୍ଷ, ସେଥିପାଇଁ କୁହାଯାଏ ---"ବର୍ଷାନଂ ଭାରତ ଶ୍ରେଷ୍ଠ, ଦେଶଂନ ଉତ୍କଳ ଶ୍ରେଷ୍ଠ " ବା "ଉତ୍କଳସ୍ୟ ସମୋ ଦେଶୋ ଦେଶୋ ନାସ୍ତି ମହୀତଲେ"
@girishchandramishra3966
@girishchandramishra3966 Год назад
Heart touchable story memories of high school time superb acting by every actor.Tears can't stop.
@arunkumarray6909
@arunkumarray6909 3 года назад
ଏ କାହାଣୀରୁ ଅନେକ କିଛି ଶିଖିବା ଦରକାର ଯୌତୁକ କାଳୀ ଗୋରୀ ଝିଅ ସୁନା ଅଳଙ୍କାର ଗରିବ ଧନୀ ଇତ୍ୟାଦି ଅଂହକାର ବସ ହୋଇ ନିରୀହ ସୁନାଫୁଲ ନିର୍ମଳ ହୃଦ ଥିବା ଝିଅ ଏବଂ ବାପ ମାଆଙ୍କୁ କଷ୍ଟ ଯନ୍ତ୍ରଣାରୁ ମୁକ୍ତ ଦେଲେ କାହାଣିଟିର ମାନନବୃଦ୍ଧି ହେବ।
@swapnamundari8711
@swapnamundari8711 2 года назад
Ye pagal
@devisfame9296
@devisfame9296 3 года назад
କୋଉଠି ନା କୋଉଠି କିଛି ଅତି ସଚ୍ଚୋଟ ଓଡିଆ ଅଛନ୍ତି। ଈଂରେଜି ପବନ ବାଜିଲେ ବି ଓଡ଼ିଆ କୁ ମନ ପ୍ରାଣ ରୁ କାଢି ନାହାନ୍ତି।।
@mantudashmanoj
@mantudashmanoj 3 года назад
Right sister
@sunilnath3572
@sunilnath3572 3 года назад
Jay Jagannath,Aapana Kauthi Ruhanti Didi
@mantudashmanoj
@mantudashmanoj 3 года назад
Omg Didi 😅😂😂🤣🤣😂😂
@devisfame9296
@devisfame9296 3 года назад
@@sunilnath3572 odishare
@sunilnath3572
@sunilnath3572 3 года назад
@@devisfame9296 oh,ghara kau district re
@biswaranjan1482
@biswaranjan1482 2 года назад
କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ଅପୂର୍ବ କୋମୋଳ ଶବ୍ଦରେ ରଚିତ ବୁଢା ଶଙ୍ଖରି ଗଳ୍ପଟିର ପ୍ରେମ ଓ କରୁଣ ଭାବ ହୃହୟ ସ୍ପର୍ଶୀ ଅଟେ ।
@chulbulijyotipatra1432
@chulbulijyotipatra1432 2 года назад
ଭବନ୍ ମତେ ଫେରେଇଦିଆ ସେ ପିଲା ଦିନ ବହୁତ୍ ମିସ୍ କରୁଛି I Miss you old day 😭😭😭
@sridhar.sahoo1
@sridhar.sahoo1 3 года назад
ପୁରାତନ ଦିନ ପୁଣି ସତେଜ ହୋଇଗଲା।ପିଲାଦିନ କଥା ପୁଣି ମନେ ପଡିଗଲା🙏🏻
@gitabehera5087
@gitabehera5087 3 года назад
Aita sata 😍
@goudhansabar5817
@goudhansabar5817 3 года назад
I love you ♥️
@debaduttasahoo5472
@debaduttasahoo5472 3 года назад
Sata ki tote Abe 150 barsa heichi , au tote pila bela katha mane padhuchi 🥱🥱
@bsneducation
@bsneducation 2 года назад
Done ru-vid.com/show-UC-QLBJlIJ41W-MwTgnOp3Dw
@bishwaranjanjena2060
@bishwaranjanjena2060 3 года назад
What a story! ଆଖିରୁ ଲୁହ ଆସିଗଲା
@barshakhuntia4143
@barshakhuntia4143 2 года назад
Old is gold . Heart touching story .
@kailashchandrapadhiary5512
@kailashchandrapadhiary5512 3 года назад
THE EXCELLENT PLAY READ IN HIGH SCHOOL MIL COURSE !!!
@sidhantabehera4829
@sidhantabehera4829 3 года назад
Really heart touching (ଛୋଟ ବେଳ ସ୍କୁଲ କଥା ମନେ ପଡିଗଲା)
@uniquedistinguished7419
@uniquedistinguished7419 3 года назад
These stories are our assets ..requesting DD news to make new shows on the storyline of odia prolific writers.
@karismabehera9108
@karismabehera9108 3 года назад
ଜୀବନ୍ତ କାହାଣୀ ❤️❤️❤️🙏🙏🙏
@pintulizaentertenment4417
@pintulizaentertenment4417 2 года назад
Really heart'touching kantakabi laxmikanta Mohapatra nka lekhani atyanta hruday sparsh oh kalajayi mahhya
@bhimsen9859
@bhimsen9859 3 года назад
Old memories it very talented memory 😭
@tapankumar3812
@tapankumar3812 3 года назад
ଦୟାପୂର୍ବକ ଏ ମିତି କାହାଣୀ ଟିକେ ସବୁବେଳେ ଛାଡନ୍ତୁ ବହୁତ୍ ଭଲ ଲାଗିଲା ଏଇଟା ମୋର ପସନ୍ଦ ଗପ ❤️
@deabasissahoodeabasis4515
@deabasissahoodeabasis4515 3 года назад
This video is heart touching video i am proud of our Odisha people
@prativabhue3619
@prativabhue3619 2 года назад
School time memories 💙💜💚💛🧡♥️
@lkihgbnhtfhj
@lkihgbnhtfhj 3 года назад
It's really a heart touching story
@jitendrapardia5809
@jitendrapardia5809 3 года назад
🙏🙏🙏🙏🙏
@akshaypradhan40
@akshaypradhan40 3 года назад
Ódia mati ra Manisa ra katha🙏🙏🙏🙏❤️❤️❤️
@chandanabehera5711
@chandanabehera5711 Год назад
I am proud for my odisha culture
@srutisikha5027
@srutisikha5027 2 года назад
Thank You So Much DD Team for the Heart Touching Story 😊😊😊❤️❤️❤️❤️❤️❤️❤️❤️❤️😭😭😭😭 We love the Story
@priyankapriyadarshini2707
@priyankapriyadarshini2707 3 года назад
I'm studying in class 9 A heart-felt story କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର କାଳଜୟୀ କୃତି।🎗🎖
@srijabehera3499
@srijabehera3499 3 года назад
Mu bi
@sandhyacreations3767
@sandhyacreations3767 3 года назад
I am also
@sandhyacreations3767
@sandhyacreations3767 3 года назад
@Birendra Creations yes ☺
@srijabehera3499
@srijabehera3499 3 года назад
@Birendra Creations a
@bibukumarbehera7252
@bibukumarbehera7252 3 года назад
@Birendra Creations yes I also
@prava6556
@prava6556 3 года назад
Great story with great acting.. Proud to be an odia
@devidattasahoo325
@devidattasahoo325 2 года назад
Extremely heart touching. Ebe e sabu kuadu miliba dekhibaku
@diptiranisamantray230
@diptiranisamantray230 2 года назад
Old days memories☺ Thank you❤
@prasantadehuri6273
@prasantadehuri6273 3 года назад
I proud of this oldest story I am very great fully
@madhusmitapanda9606
@madhusmitapanda9606 3 года назад
Old is gold sir .......... Chota belara katha Manepadigala😭😭😭😭😭
@amitanshubehera7078
@amitanshubehera7078 7 месяцев назад
Jay Jagannath... Now i am studying in +2 second year at Ravenshaw university.. When I was 9th fellow then this story was Thesched me alot of memory & I will never forget that story... Thanks alot to DD odia... & Kantakabi laxmikant Mohapatra❤
@amiyanayak842
@amiyanayak842 3 года назад
Odia culture 👍 Jay Jagannath 🙏🏼
@Vvvi661
@Vvvi661 3 года назад
Well I'm today's generation Kid who obviously prefer modernity but recently I watched some these kind of stories and they are marvelous. Direction, presentation, the odia culture touch , dialogues everything just great. It's sad there are some silly movies n stories are getting money n fame instead of these masterpieces. I'm glad I found.❤️
@kishormhranakishor6491
@kishormhranakishor6491 3 года назад
P
@pravatacharya5502
@pravatacharya5502 3 года назад
We are uploading this type of stories in DD Odia.. Please follow us..
@manurvabhah
@manurvabhah Год назад
ଆଜିକାଲିର ପିଲାମାନେ ତ ନିଜ ମାତୃଭାଷା ମଧ୍ୟ ଭୁଲିଗଲେଣି ।
@Rajesh_lets.enjoy143
@Rajesh_lets.enjoy143 9 месяцев назад
Yes thanks a lot 🥰 I am glad that you are interested for this 🥰🥰
@ivasworld6857
@ivasworld6857 3 года назад
Heart touching 😭😭❤️❤️.....I love my Odisha ❤️
@xmarty_nikki
@xmarty_nikki 2 года назад
Really very heart touching odia story 😔😔😔😭😭😭😔😔😔mu pray karuchi bhagaban nku se kaha bhagya re b amt na lekhantu🙏🙏🙏
@narayanmohanty2569
@narayanmohanty2569 Год назад
It takes back me early old days. The very theme is extremely heart touching. Salute to the concept of the author.
@lovelyshraddhastatus8543
@lovelyshraddhastatus8543 3 года назад
Miss u my childhood 😢
@indian8303
@indian8303 3 года назад
Back to 1 year. Missing some memories.
@ManaswiniSahu-jo2ye
@ManaswiniSahu-jo2ye 2 месяца назад
Really heart touching story and. excellent 😢😢
@tophanbiswal
@tophanbiswal 3 года назад
😭😭😭 ଅତ୍ୟନ୍ତ ଦୁଃଖମୟ ଗଳ୍ପ ଅଟେ । 🙏🏾
@_Nature.08k
@_Nature.08k 3 года назад
School samayare book re padhithiti taku mane mane bhabi deithili hele aji nija akhire dekhili really bahut bhala lagila emotional story
@missmamta-uj7ku
@missmamta-uj7ku 3 года назад
Mu b 9th class. Odia subject re padhithili.. Se sabu smruti ebe mane padi jauchi.. 2014 ra Katha...
@_Nature.08k
@_Nature.08k 3 года назад
@@missmamta-uj7ku hi
@missmamta-uj7ku
@missmamta-uj7ku 3 года назад
@@_Nature.08k hello
@_Nature.08k
@_Nature.08k 3 года назад
@@missmamta-uj7ku kau jagara
@missmamta-uj7ku
@missmamta-uj7ku 3 года назад
@@_Nature.08k kalahandi district ru
@subhrantamallik7333
@subhrantamallik7333 3 года назад
Really kn thila sei siriel dekhile akhiru luha asijauchhii😔😔😔Tq so much for upload this serial.... 🙏
@kulantirtol
@kulantirtol Год назад
ସେଦିନ ର ସେଇ ପୁରୁଣା ଦିନ ଗୁଡ଼ିକ କେତେ ସୁନ୍ଦର ଥିଲା ,ପିଲାଦିନେ ଘରେ tv ନଥିଲା ,ପଡିଶା ଘରକୁ ଟିଭି ଟିକେ ଦେଖିବା ପାଇଁ ବହୁତ୍ ଭିଡ଼ ରହୁଥିଲା ଆଉ tv ମାଲିକ ଘର ବାଲା କବାଟ ଦେଇ ଆମକୁ ତଡି ଦଉଥିଲେ 😊 ସେଦିନ ର କଥା ଏବେ ମନିପଡ଼ିଗଲେ କିଛି ଅଲଗା ପ୍ରକାର ର ଅନୁଭୂତି ହୁଏ 😊
@satyajit00007
@satyajit00007 Год назад
Same bhai
@puspanjalidevi6396
@puspanjalidevi6396 7 месяцев назад
ଦେଖିଲେ ଆଖି ରେ ଲୁହ ଆସି ଯାଉଚି,ବାସ୍ତବିକ୍ ଏହା ଅତ୍ୟନ୍ତ ହୃଦୟ ସ୍ପର୍ଶୀ
@aratipanda5792
@aratipanda5792 3 года назад
Incredible story and acting skills of the actors.... Nothing can match this
@hariharsutar7539
@hariharsutar7539 3 года назад
ହୃୟସ୍ପର୍ଶୀ ଭିଡିଓ ଟିଏ...... ଅତି ସୁନ୍ଦର ❤️
@itsmechittsahoo9567
@itsmechittsahoo9567 2 года назад
I like this type of moral stories
@alisha2.0452
@alisha2.0452 2 года назад
golden period of our 9th class life....❤️✨
@kabirkumarpradhan7158
@kabirkumarpradhan7158 3 года назад
Oh ki acting bhai...Mana pura tarali gola....hridaya bidaraka bhora acting hats off to all this legendary actor 🙏
@limapradhan4626
@limapradhan4626 3 года назад
😄😄nice story....
@nutanrashmi62
@nutanrashmi62 3 года назад
I read in school..bt today i watch..best story....sabhi nka acting pura badhia original laguchi laguni tv re dekhuchi ....
@SUBHRANSU99
@SUBHRANSU99 3 года назад
OLD ALWAYS GOLD ALWAYS SUPER 🥰💞💙🥰💙💞
@pravadabehera3349
@pravadabehera3349 28 дней назад
It's alws a precious story❤✨
Далее
Suna Bohu
29:31
Просмотров 35 тыс.
女孩妒忌小丑女? #小丑#shorts
00:34
Просмотров 11 млн
Panu Mishre  //  Godabarisha Mishra // Katha Sarita
24:25