Тёмный

ବୁଦ୍ଧିଆ ଭଜନ ।ସହିବା ଶକତି ଦିଅ ହେ ଠାକୁର କହିବାକୁ କର ମନା । ପ୍ରତ୍ୟେକ ୧୦ ଦିନରେ ଗୋଟିଏ ଭଜନ।ସନ୍ଧ୍ୟା ୬ଟା ୩୦ରେ 

Shri Gobardhana Pitha Garoi Ashram
Подписаться 38 тыс.
Просмотров 338 тыс.
50% 1

ରଚନା - ବାବା ବୁଦ୍ଧନାଥ ଦାସ ।
ପୁସ୍ତକ - ଭକ୍ତି ତରଙ୍ଗ (ପ୍ରଥମ ଭାଗ)
ପ୍ରକାଶକ - ଗୋବର୍ଦ୍ଧନ ପୀଠ ଗାରୋଇ ଆଶ୍ରମ ।
ସଙ୍ଗୀତ - ମାନସ ଦାଶ
#ବୁଦ୍ଧିଆଭଜନ
#Garoiashram
channel category - nonprofits & activism .
"Our channel do not claim any right over some of the images used in this video. All rights reserved to the respective copyright owners."
___________________________________________
Copyright@Shri Gobardhana Pitha Garoi Ashram 2020
Iligal & unauthorized use of this video is an offence as per copyright guidelines .
ସହିବା ଶକତି ଦିଅ ହେ ଠାକୁର
କହିବାକୁ କର ମନା ।
ସହିବା ଲୋକଟି ଦୁଃଖରେ ଡାକିଲେ
ଟିକିଏ କଣେଇ ଅନା ।
ନୋହିଲେ ତୋ ବାନା କାହିଁକି ଉଡିବ
ଏତିକି ମୋର କଳ୍ପନା ।
ତୁମେ ଭଲ ମନ୍ଦ ନିକିତି ଧରିଛ
କିଏ କରିବ ତୁଳନା ।
ଚନ୍ଦ୍ର ସୂର୍ଯ୍ୟ ଦୁଇ ଆଖିତ ଦେଖୁଛି
ଯାହା ହେଲାଣି ଯନ୍ତ୍ରଣା ।
ପଥର ହେବାକୁ ବଳ ଦିଅ ମୋତେ
ପତର ଠାରୁ ମୁଁ ହୀନା ।
ଜୀଵ ଜଗତରୁ କର ମୋତେ ସାନ
ଏତିକି ମୋର ଭାବନା ।
ତୋତେ ଚାହିଁ ଚାହିଁ ରାତି ପହିଲାଣି
ପୁରିଲା ନାହିଁ ବାସନା ।
ସହିବା ଶକତି ଦିଅ ହେ ଠାକୁର
କହିବାକୁ କର ମନା ।
ସହିବା ଲୋକଟି ଦୁଃଖରେ ଡାକିଲେ
ଟିକିଏ କଣେଇ ଅନା ।
ଦେଖୁ ଦେଖୁ ମୁହିଁ ମିଥ୍ୟା ଟି ବଢୁଛି
ସତ୍ୟ କୁ ମୋର ଭାବନା ।
ଗାଧୁଆ ତୁଠ ର ପଥର ହେଲାଣି
ଆଖିରେ ମହଳ କନା ।
ତୋ ନୀଳ ଚକ୍ରରେ ସତ୍ୟ ସନାତନ
ଉଡିବକି ସତେ ବାନା ।
ବୁଦ୍ଧନାଥ ଆଶା ତୋ ପାଦେ ଭରଷା
ଜଗତେ ରହୁ ତୋ ନାଁ ।

Опубликовано:

 

21 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 100   
Далее
Крутой фокус + секрет! #shorts
00:10
GONE.Fludd, ЛСП - Ути-Пути (official video)
03:37
Antara Re Jali Pradipa Tie
7:15
Просмотров 17 тыс.
Bhikari Bal || Jagannath Bhajan
38:49
Просмотров 4,5 млн