Тёмный

ବୃଦ୍ଧା ଶ୍ରମ ପାଇଁ ସାହାଯ୍ୟ ଭିକ୍ଷା । Details in description 

Aditya People For Seva
Подписаться 113 тыс.
Просмотров 392
50% 1

#ବୃଦ୍ଧା_ଶ୍ରମ_ପାଇଁ_ସାହାଯ୍ୟ_ଭିକ୍ଷା
ମହାଶୟ / ମହାଶୟା
ପିପୁଲ୍ ଫର୍ ସେବା ଜରା ଶ୍ରମ( ଭଡ଼ାରେ ଚାଲିଥିବା ) ର ନିଜସ୍ଵ ଘର ପାଇଁ ଦେଢ଼ ଲକ୍ଷ ଟଙ୍କା ରେ ( govt. Plot ) ଏକ ଜମି ଦେଖା ଯାଇଛି । ସେଇ ଜମି କୁ କିଣି ସେଠାରେ ଆଶ୍ରମ କରିବା ର ବ୍ୟବସ୍ଥା କରା ଯାଉଛି । ସେଥି ପାଇଁ ଆପଣ ମାନଙ୍କ ସହୋଯୋଗ୍ ନିହାତି ଆବଶ୍ୟକ । ଆପଣ ମାନେ ଖୁସୀ ରେ Rs 30 ଟଙ୍କା ରୁ ଆରମ୍ଭ କରି ଆପଣ ଙ୍କ ସକ୍ଷମ ହିସାବରେ ସାହାଯ୍ୟ କରି ପାରିବେ । ମନ୍ଦିର, ମସ୍ ଜିତ୍ ରେ ଆମେ ଯେମିତି ଆମ ଆରାଧ୍ୟ ଦେବତା ଙ୍କୁ ପୂଜା କରୁଛେ ତାଙ୍କ ମନ୍ଦିର ତିଆରି ପାଇଁ ଦାନ କରୁଛେ , ଠିକ୍ ସେମିତି ଜୀବନ୍ତ ଠାକୁର ମାନଙ୍କୁ ରଖିବା ପାଇଁ ଆମେ ଆପଣଙ୍କ ସାହାଯ୍ୟ ଲୋଡୁଚୁ । ଆଶାକରୁ ଆପଣ ନିଶ୍ଚୟ ସାହୋଯୋଗ୍ ର ହାତ ବଢାଇବେ ।PEOPLE FOR SEVA Account
Union Bank
Ac holder Name- PEOPLE FOR SEVA
Account No- 751202010001699
IFSC Code- UBIN0575127
PayTm /tez / phone pay- 9853632062
ଯୋଗାଯୋଗ - 9853632062
ସୁନ୍ଦରପଦା , ଭୁବନେଶ୍ୱର
9853632062

Опубликовано:

 

13 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии    
Далее
Day 2 | IEM Rio 2024 | Playoffs | КРNВОЙ ЭФИР
6:11:51
I LEFT CHRISTIANITY TO BECOME A HINDU VAISHNAVI
9:53
Просмотров 3,7 тыс.