Тёмный

ବଡ଼ଦାଣ୍ଡରେ ଚଲାଇଲେ… ଭଲ ହୋଇଗଲା ଘା’ ||Lord Jagannatha || Anubhuti|| short story|| 

Bhaktara Jagannatha
Подписаться 70 тыс.
Просмотров 116 тыс.
50% 1

Опубликовано:

 

26 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 531   
@bhagabanpujari8883
@bhagabanpujari8883 Год назад
ଆ ହା ସେ ଦିବ୍ୟ ଅନୁଭୂତି ମନେ ପଡିଲେ ସତରେ ଆଖିରେ ଲୁହ ଗଡି ଆସେ।ସାଧାରଣ ପତ୍ର ଟି ଝଢିଲେ ଯାହାର ଆଜ୍ଞା ମାଗେ ମୁଁ ତ ଛାର
@krishnakeshab8712
@krishnakeshab8712 Год назад
Bhagyaban apana
@pariscraftsewingtutorial1368
Mo jaga ba se, se sabukichi kariparibe 🙏🙏
@jyotsnaranimahapatra7523
@jyotsnaranimahapatra7523 Год назад
Jai jagannath 🙏
@bhagabanpujari8883
@bhagabanpujari8883 Год назад
@@jyotsnaranimahapatra7523 ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ କି
@krishnakeshab8712
@krishnakeshab8712 Год назад
@@bhagabanpujari8883 ଜୟ
@DebarajSahoo-ABlessedDevOffice
ସେ ତ ସଙ୍କଟ ମୋଚକ। ସେ କାହାର ବି ଦୁଃଖ ଦେଖି ପାରନ୍ତି ନାହିଁ। ତାଙ୍କ ଲୀଳା ତାଙ୍କୁ ହିଁ ଜଣା। ମଣିଷ ଯାହା ଏଠି ତାଙ୍କ ହାତର କଣ୍ଢେଇ। ପ୍ରଭୂ ଜଗନ୍ନାଥ ଦେବତା ଯେତିକି ପୁଣି ମନ ଥିବା ମଣିଷ ଟିଏ ପରି ବି। ଧନ୍ୟ ମୋ ଜଗନ୍ନାଥ ମଣିମା। ଯୁଗେ ଯୁଗେ ଆପଣ ଭକ୍ତର
@kamallochanpatra9315
@kamallochanpatra9315 Год назад
ଧନ୍ୟ ମହାପ୍ରଭୁ କେବେ ତୁମ ଡୋରୀ ଲାଗିବ ପ୍ରଭୁ ଜଗନ୍ନାଥ ଜୟ ଜଗନ୍ନାଥ
@smrutiranjanmaharana1935
@smrutiranjanmaharana1935 Год назад
ଜୟ ଜଗନ୍ନାଥ ଭାଇ। ଭାଇ ଆପଣଙ୍କର ସ୍ୱରରେ ସତରେ ଏତେ ଭାବ ମହାପ୍ରଭୂ ବାନ୍ଧିରଖିଛନ୍ତି ଯେ ସ୍ୱର ଶୁଣିଲା ମାତ୍ରେ ଜଗନ୍ନାଥଙ୍କର ସେଇ ସୁନ୍ଦର ଚକାନୟନ ଆଖି ଆଗରେ ନାଚିଉଠେ। ଆପଣ ବହୁତ୍ ଭାଗ୍ୟବାନ ଯେ ମହାପ୍ରଭୂ ତୁମ ଉପରେ ଏତେ କୃପା କରିଛନ୍ତି ଯେ ଆପଣ ମହାପ୍ରଭୁଙ୍କର ମହିମା ଗାନ କରିପାରୁଛନ୍ତି। ମହାପ୍ରଭୂ ବିଶ୍ଵର ମଙ୍ଗଳ କରନ୍ତୁ। 🙏🙏🙏🙏🙏🙏🙏😇😇
@sabitabehera6621
@sabitabehera6621 Год назад
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।ଆପଣ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ମହିମା ବିଷୟରେ ଶୁଣାଇଲା ବେଳକୁ ମୋତେ ଲାଗେ ଯେପରି ସ୍ଵୟ ଜଗନ୍ନାଥ ଆପଣଙ୍କ କଣ୍ଠରେ କହୁଛନ୍ତି। ପ୍ରଭୁ ମହାବାହୁ ଙ୍କ କଥା ଶୁଣିଲା ପରେ ଆତ୍ମାକୁ ଶାନ୍ତି, ଖୁସି, ଆନନ୍ଦ ମନକୁ ତୃପ୍ତି ମିଳେ। ସେ କାଳିଆ ସାଆନ୍ତର ଗାରିମା ଯେତେ ବଖାଣିଲେ ସରିବ ନାହିଁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ପ୍ରଭୁ ତୁମକୁ କୋଟି କୋଟି ପ୍ରଣାମ। ପ୍ରଭୁ ଏମିତି ସମସ୍ତଙ୍କୁ ସାହା ଭରଷା ହୁଅ ପ୍ରଭୁ। ସମସ୍ତଙ୍କ ବିଶ୍ୱାସ ଏମିତି ରଖ ପ୍ରଭୁ । ଜୟ ଜଗନ୍ନାଥ ପ୍ରଭୁ ଜୟ ଜଗନ୍ନାଥ ⭕‼️⭕ ❤️❤️🌹🌹🌹🌹🌹👏👏👏👏👏
@Nandasanta66
@Nandasanta66 Год назад
ସତରେ ଏମିତି ଯଦି ପ୍ରଭୁଜଗନ୍ନାଥ ସାହାଯ୍ୟକରନ୍ତିତାହାହେଲେବହୁତଭଲ,ଏମିତି ସାହାଯ୍ୟ କରିବାକୁପ୍ରଭୁଜଗନ୍ନାଥଙ୍କୁଵହୁତ ବହୁତ ଧନ୍ଯବାଦ ମୋତେ ବି ଏମିତି ସାହାଯ୍ୟ କଲେ ଵହୁତ ଭଲ ହୁଅନ୍ତା,ଏଇଟା ଶୁଣିକି ମୋତେ ଵହୁତ ଦୁଃଖଲାଗୁଛିମୋତେବିଏମିତିସାହାଯ୍ୟକରପ୍ରଭୁ
@babulisahoo3116
@babulisahoo3116 Год назад
He damudar Kala thakur muhaprabhu jagataranatha Jagannath swami 🌺🌺🪔🌺🪔🌺🪔🌺🪔🌺🪔🌿🌿🌿🌿🌿🌿🌿🌿🙏🙏🙏🙏🙏🌿🌿🌿🌿🌿🌿🌿🌿🙏🙏🙏🙏🙏🙏🙏🙏🌿🌿🌿🌿🌿
@bhimsenmajhi7811
@bhimsenmajhi7811 Год назад
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
@jchoudhury274
@jchoudhury274 Год назад
Jai jagannath mahaprabhu ଜଗତ ର ମଙ୍ଗଳ କର 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@bibekparimanik7658
@bibekparimanik7658 Год назад
🙏🏻🙏🏻🙏🏻ଜୟ ହେଉ ମଣିମା ଆପଣଙ୍କର ଆପଣଙ୍କ ଲୀଳାକୁ କିଏବା ବୁଝି ପାରିବ 🙏🏻🙏🏻🙏🏻
@Biswaprakash134
@Biswaprakash134 10 месяцев назад
Sei manua thakura anatha ra natha mo mahaprabhu shree jagannath.mana manithile ajasra krupa au karuna ojadi debe.he mahaprabhu mo dukha kebe bujhiba.jai jagannath
@prakashchandrapanda3463
@prakashchandrapanda3463 Год назад
🙏🏾🙏🏾🙏🏾 RAVU JAGANNATH KOTIYE PRANAMA 🙏🏾🙏🏾🙏🏾 PRAVU RAKHYA KARANTU
@devdasmethus1526
@devdasmethus1526 Год назад
ଜୟ ଜଗନ୍ନାଥ ପ୍ରଭୁ 🙏🙏🙏
@prashantamohanty9136
@prashantamohanty9136 Год назад
ଭାବର ଠାକୁର ମୋ କଳା ଠାକୁର କଳା ଠାକୁର
@kailashsahani7514
@kailashsahani7514 Год назад
ଜୟ ❤❤❤ ଜଗନ୍ନାଥ ❤❤❤
@khusikhusi2458
@khusikhusi2458 Год назад
Jay jaganattha🙏🙏 baba sabu bele tama ashirwada rakhiithaaa
@Happy-mv1kx
@Happy-mv1kx Год назад
ଜୟ ଜଗନ୍ନାଥ ଭାଇ ଏଥର ବହୁତ୍ ଡେରି କଲେ ଆପଣ ପ୍ରଭୁ ଙ୍କ ମହିମା ଶୁଣେଈବାକୁ ମାତ୍ର ଏବେ ଯାହା ହଉ ଧନ୍ୟବାଦ୍ ଜଣାଉଛୁ ଜୟ ଜଗନ୍ନାଥ 🙏⭕‼️⭕
@bhaktarajagannatha
@bhaktarajagannatha Год назад
କଣ କରିବି ଭାଇ ତା ଇଚ୍ଛା ବିନା କିଛି ହେଉନାହିଁ, ଯେତେ ଚେଷ୍ଟା କରୁଛି ଜଲଦି ପୋଷ୍ଟ କରିବି କିନ୍ତୁ ହେଉନାହିଁ
@bhaktarajagannatha
@bhaktarajagannatha Год назад
@@monishamohanty5632 jagannathaanubhuti@gmail.comରେ ମେଲ୍ କରନ୍ତୁ ନମ୍ବର ଅଛି ଏଥିରେ
@monishamohanty5632
@monishamohanty5632 Год назад
Aapana num diantu mora Gmail ID nahi
@pawanjitraction1345
@pawanjitraction1345 Год назад
Apana mahan prabin sir.
@LinasWorld1992
@LinasWorld1992 Год назад
Jay Jagannatha swami nayan pathagami vaba tume pravu vaba tume 🙏🏻🙏🏻🙏🏻
@soumyaranjansahoo3583
@soumyaranjansahoo3583 Год назад
ଧାର ଧାର ଲୁହ ବୋହି ଗଲା ଆଖୀ ରୁ ମୋର😭😭ମହାପ୍ରଭୁ ଙ୍କ ଲୀଳା ଅପରମ୍ପlର 🙏
@gyanaranjansahoo8539
@gyanaranjansahoo8539 Год назад
ଜୟ ଜଗନ୍ନାଥ 🙏
@akankshyapanda7415
@akankshyapanda7415 Год назад
ସମସ୍ତଙ୍କ ଦୁଖ ଶୁଣି ସୁଖ ଦଉଚୁ ମୋ ପାଇଁ କଣ ପାଇଁ ଏତେ ନିଷ୍ଠୁର ହେଲୁ😭😭😭କେବେ ମୋ ଦୁଖ ର ଲୁହ ଗୁଡା ଖୁସି ରେ ଝରିବ ରେ କାଳିଆ🙏🙏😭 ଏବେ ତ କଷ୍ଟ ଦୂର କରି ଦେ😭😭😭
@saraswatisahoo8864
@saraswatisahoo8864 Год назад
Bohut bohut dhanyabad bhai. Prabhu nkara emiti manavaraa anubhuti paain❤
@vemschool1
@vemschool1 9 месяцев назад
ଏଇ କଣ୍ଠ ଟା ଆପଣଙ୍କ କଣ୍ଠ ଭଳି ଲାଗୁ ନାହିଁ ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ଙ୍କ କଣ୍ଠ ଭଳି ଲାଗୁଛି
@rajalaxmi2193
@rajalaxmi2193 Год назад
ଭାଇ 🙏🏻 ଆପଣଙ୍କ ସୁମଧୁର କଣ୍ଠରୁ ମୋ ପ୍ରଭୁଙ୍କ କଥା ଶୁଣିବା ପାଇଁ ମୁଁ ସବୁବେଳେ ଅପେକ୍ଷା କରିଥାଏ. Jay Jagannath prabhu 🙏🏻
@tapansatapathy3050
@tapansatapathy3050 Год назад
Jai prabhu Jagannath 🙏🙏🙏🙏🙏🙏🙏🙏🙏
@sanjaysahu1866
@sanjaysahu1866 Год назад
Prabin mahapatra sir apananku koti pranam apananka voice re nije jagarnnath kahuchhanti Apananka kanthare samastanka anuvuti suni mu bahut kande jagarnnath vaktara dukha bohineuchhanti jai ama kalia prannam
@mitapradhanmitapradhan6242
@mitapradhanmitapradhan6242 Год назад
ଯ ଏ ଜଗନ୍ନାଥ
@jagabandhusahu2176
@jagabandhusahu2176 Год назад
ଏହି ସତ୍ୟଗଳ୍ପ ମାଧ୍ୟମ ରେ ଆମର ଈଶ୍ବରଙ୍କ ପ୍ରତି ବିଶ୍ଵାସ ଆହୁରି ଦୃଢ଼ କରୁଥିବାରୁ ଧନ୍ୟବାଦ୍ ଭାଈ🙏❤️✨ଜୟ ଜଗନ୍ନାଥ ⚫❗⚫ଏହିଠୀ ଓଲିକି🙇
@ashoknayak7276
@ashoknayak7276 Год назад
Mo Prabhu Jagannath ⭕️‼️⭕️
@priyadarshinibehera8101
@priyadarshinibehera8101 Год назад
Thank you Bhai ...sabu din emiti pravu nka Katha sunantuni bahut icha mora emiti vdo sabu bele ana
@dibyaranjan9457
@dibyaranjan9457 Год назад
ଜଗନ୍ନାଥ ସ୍ୱାମି ନୟନ ପଥ ଗାମୀ ଭବ ତୁମେ ପ୍ରଭୁ 🙏🙏
@aadhikari7615
@aadhikari7615 Год назад
ପ୍ରବୀଣ ଭାଇ ନମସ୍କାର🙏 ଧନ୍ଯ ସେ କାଳିଆ ଠାକୁର🙏 ତାରି ଲିଳା ତୁମ ମୁହଁରୁ ଶୁଣିଦେଲେ ଆଖିରୁ ଲୁହ ଦୁଇ ଧାର ଆପେ ଆପେ ବୋହିଯାଏ 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
@ranjansundaray2968
@ranjansundaray2968 Год назад
ଜୟ ଶ୍ରୀ ଜଗନ୍ନାଥ ଭାଇ।ଆପଣଙ୍କ ସୁମଧୁର କଣ୍ଠରୁ ଏମିତି ମହାପ୍ରଭୁ ଜଗନ୍ନାଥଙ୍କ ବିଷୟରେ ଅଙ୍ଗେନିଭା କଥା ଶୁଣିଲେ ଆତ୍ମା ପବିତ୍ର ହେଇଗଲା। ମୋ ପ୍ରଭୁ ଜଗନ୍ନାଥ ଙ୍କ ପାଦତଳେ କୋଟି ପ୍ରଣାମ।
@amiyanayak842
@amiyanayak842 Год назад
JAY Jagannath swami ji 🙏🏿🙏🏿
@bhagyalatapanda2910
@bhagyalatapanda2910 Год назад
jay jagannath swami 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼
@padan.archanamalik1860
@padan.archanamalik1860 Год назад
Jay Jagannath
@BHAKTIArchana
@BHAKTIArchana Год назад
ଆତ୍ମା ତୃପ୍ତି ❤❤❤❤
@IndolentLipu
@IndolentLipu Год назад
Jay Jagannath swami ki Jay🙏🙏🙏🙏🌹🌹🌹🌹
@rojalinpradhan1152
@rojalinpradhan1152 Год назад
Jay Jagannath Swami 🙏🙏🙏🙏🙏🙏🙏🙏🙏🙏😭😭😭😭😭😭😭😭😭😭😭😭😭😭😭😭😭😭😭
@dev9805
@dev9805 Год назад
Jagannath Swami Nayana patha Gami bhav Tume ❤❤❤
@balindrachandradas1269
@balindrachandradas1269 Год назад
Bhai joi jaganath tama Katha suniba pain bahut bhala laguchi Bhai mo Prabhu saaanta tumaku Ananda ra rakhantu
@jyotsnamahapatra6349
@jyotsnamahapatra6349 Год назад
ପ୍ରବୀଣ ଭାଇ ସତ୍ୟ ଘଟଣାଟି ଏପରି ଭାବରେ ଉପସ୍ଥାପନା କଲେ । ଆଖିରୁ ଲୁହ ଆସିଗଲା । ସକାଳୁ ଆପଣଙ୍କ ସତ୍ୟ କାହାଣୀ ଶୁଣିବପାଇଁ ସମୟ ପାଇ ନଥିଲି । ଶୋଇବା ପୂର୍ବରୁ ବସି ଦେଖିଲି। ଲାଗିଲା ମୋ କଳା ସାଆନ୍ତ ଆପଣଙ୍କର ମାଧ୍ୟମ୍ୟରେ ସବୁ କହିଛନ୍ତି । ହଟିଆ ଠାକୁର ହଟ ଲଗାଏ ତାକୁ କିଏ ବୁଝିବ ।ସେ ଯାହା କରେ ପ୍ରାଣୀ ମଙ୍ଗଳ ପାଇଁ ।⭕‼️⭕🙏🙏🙏🙏🙏🙏🙏
@Madhavika-e7f
@Madhavika-e7f Год назад
ସେଇଟା କୁ ଯେବେ ବି ଗେହ୍ଲେଇ କି କହିଲେ ନା ସେ ଟୋକା ଟା ଭୁଲେଇ ଦବ କିନ୍ତୁ ଥରେ ପ୍ରେମ ଭରା ଗାଳି ଦେଲେ ମାେ ପଗୁଲୁ ଟା କେମିତି ସବୁ କରି ଦିଏ କେଜାଣି ମାେ ଜଗା ଲୋ❤️❤️
@pradeepbadamali1435
@pradeepbadamali1435 Год назад
Jay Jagannath .tuma padatale Prabhu sabubele mo mana thau
@dheerenparida6480
@dheerenparida6480 Год назад
ଜୟ ମହାପ୍ରଭୁ 🙏🙏🙏
@dhanirambhatra5499
@dhanirambhatra5499 Год назад
Jayjagannath puri
@ibhanchandrath9297
@ibhanchandrath9297 Год назад
Jai Jagannath Swami
@shuvendukumarsahoo1082
@shuvendukumarsahoo1082 Год назад
Jay Jagannath 🙏🙏🙏🙏
@gangadharmaharana8548
@gangadharmaharana8548 Год назад
Jay Jagannath swami 🙏🙏🙏🙏🙏
@sanjib_lipi7531
@sanjib_lipi7531 Год назад
Jay jagannath ❤️❤️❤️❤️❤️❤️❤️❤️🙏🙏🙏🙏🙏🙏🙏🙏
@archanasamanta2402
@archanasamanta2402 Год назад
ଧନ୍ୟ ଧନ୍ୟ ତୁମେ ବିଶ୍ୱବ୍ରହ୍ମାଣ୍ଡ ଠାକୁର ।ଜୟ ଜୟ ଜଗନ୍ନାଥ ସ୍ୱାମୀ👁️🙏👁️
@Village-Girl-232
@Village-Girl-232 Год назад
ଆପଣ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ପ୍ରବୀଣ ଭାଇ 🙏 ଆପଣ ଙ୍କ ମୁଁହ ରୁ ପ୍ରଭୁ ଶ୍ରୀ ଜନ୍ନାଥଙ୍କର ମହିମା ଶୁଣି ଦେଲେ ଅଶାନ୍ତ ଥିବା ମନ ଟା ଯେମିତି ଶାନ୍ତ ପଡ଼ି ଯାଉଚି
@minatibehera6834
@minatibehera6834 Год назад
Thik......
@subhasrimishra9021
@subhasrimishra9021 Год назад
Jay shree jagannath swami
@umasankarparichha2533
@umasankarparichha2533 Год назад
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏
@pramilabarik3626
@pramilabarik3626 Год назад
Jay shree Jagannath very nice❤
@HyperPrabhu
@HyperPrabhu Год назад
ପ୍ରଭୁ ମୁଁ କେବେ କାହାର କିଛି ଅନ୍ୟାୟ କରିନି ହେଲେ ମୋ ଭାଗ୍ୟ ରେ ଏତେ କଷ୍ଟ କଣ ପାଇଁ ପ୍ରଭୁ ।ସବୁବେଳେ ଆପଣଙ୍କ ଭରସାରେ
@HyperPrabhu
@HyperPrabhu Год назад
⭕❗⭕
@chandrakantaswain1331
@chandrakantaswain1331 Год назад
Jay jaganath swami 😭😭😭🙏🙏🙏
@ramachandrakalia8888
@ramachandrakalia8888 Год назад
Jay jagannath swami
@sudhanjalidehury7854
@sudhanjalidehury7854 Год назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
@Kiranodiablogvideo12
@Kiranodiablogvideo12 Год назад
Jay Jagannath 🙏🙏🙏🙏🙏😭🙏🙏🙏😭🙏
@bipinkumarnayak3386
@bipinkumarnayak3386 Год назад
Jay Jagannath Jay Jagannath Jay Jagannath🙏🙏🙏
@ajipray2620
@ajipray2620 Год назад
Jay jagannath Swami Nayan Patha gyami bhaba tume ❤
@subhacreation.7552
@subhacreation.7552 Год назад
ପୁରା ନିରାଟ ସତ୍ୟ କହିଲେ ଭାଇ.... ସବୁ ଛାଡ଼ି ଚାଲିଯିବେ କିନ୍ତୁ ମୋ କାଳିଆ ସୁନା କେବେ ଭି ତା ଭକ୍ତ କୁ ଏକା ଛାଡ଼ିଯିବନି 🙏🏻🙏🏻🙏🏻🙏🏻🙏🏻😭😭""ସେତ ଭକତ ଭାବରେ ବନ୍ଧାରେ... ସେତ ଭକତ ଜୀବନ ଧନ, ""🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@pupunvlogschannel5296
@pupunvlogschannel5296 Год назад
ଅନେକ ୟୁଟୁବର୍ ଅଛନ୍ତି କିନ୍ତୁ କାଳିଆର ମହିମା ଆପଣଙ୍କ ମୂଖ ସ୍ୱରରୁ ଶୁଣୁଛୁ ଆମେ ।ସେଇ ଜଗନ୍ନାଥଙ୍କ ଇଛା । ତା ବିନୁ ଅନ୍ୟଗତି ନାହିଁ । ପ୍ରଭୂ ମଙ୍ଗଳ କରନ୍ତୁ 🙏
@rajlaxmisahoo451
@rajlaxmisahoo451 Год назад
Jaganath swami 😥🙏🙏
@pravatmajhi527
@pravatmajhi527 Год назад
JAY JAGANNATH..🙏🙏
@hareramdehury8047
@hareramdehury8047 Год назад
JAI JAGANNATH
@manojkumarsahoo4488
@manojkumarsahoo4488 3 месяца назад
Jay Jagannath ⭕‼️⭕
@chinmayabarik6864
@chinmayabarik6864 Год назад
ଭାଇ ତୁମ ଠାରୁ ଜଗନ୍ନାଥଙ୍କ ମହିମା ବିଷୟରେ ଶୁଣିବା ପାଇଁ ସବୁବେଳେ ଅନେଇ ରହୁଛି କିନ୍ତୁ ତୁମେ ଏଥର ବହୁତ ବିଳମ୍ବ କରିଦେଲ ଜୟ ଜଗନ୍ନାଥ🙏🙏🙏
@bhaktarajagannatha
@bhaktarajagannatha Год назад
କଣ କରିବି ଭାଇ ତା ଇଚ୍ଛା ବିନା କିଛି ହେଉନାହିଁ, ଯେତେ ଚେଷ୍ଟା କରୁଛି ଜଲଦି ପୋଷ୍ଟ କରିବି କିନ୍ତୁ ହେଉନାହିଁ
@subhankarabehera7031
@subhankarabehera7031 Год назад
❤️ Jay ❤️ shree ❤️ jaganath ❤️❤️❤️❤️
@Rambhakt_Deepika
@Rambhakt_Deepika Год назад
ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଲୀଳା 🙏🏻😭 ପ୍ରବୀଣ ଭାଈ ଆପଣଙ୍କ ସୁମଧୁର କଣ୍ଠ ରେ ମହାପ୍ରଭୁଙ୍କ ଅନୁଭୂତି ପ୍ରଦାନ ଏକ ଅଶାନ୍ତ ମନକୁ ଶୀତଳ ତା ପ୍ରଦାନ କରେ 😭😭😭🙏🏻
@BubuPujasri
@BubuPujasri Год назад
ଆପଣଙ୍କୁ ବି ବହୁତ୍ ବହୁତ୍ ଧନ୍ୟବାଦ୍ କାରଣ ଆପଣ ଜେଉଭଳି ଭାବରେ କାଳିଆ ର ମହିମା କୁ ବିସ୍ତୃତ କରି ବୁଝାଉ ଛନ୍ତି ତାହା କନ କୁ ଶୁଣିବାକୁ ବହୁତ୍ ଭଲ ଲାଗୁଛି || ଆପଣଙ୍କୁ ପ୍ରଭୁ ଜଗନ୍ନାଥ ଭଲରେ ରଖନ୍ତୁ || ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@ramji-yn1oz
@ramji-yn1oz Год назад
ଧନୀୟ ତୁମେ ନୁର୍ଷିୟ ଭଗବାନ ଙ୍କ ଲୀଳା ଶୁଣି ବହୁ ଅନ୍ନନ୍ଦ ଲାଗୁଚି, ଜୟ ଜଗନ୍ନାଥ
@swapneswarbaliarsingh7861
@swapneswarbaliarsingh7861 Год назад
Kanhinki kejani mo akhi luha re viji jauchhi, Jay Jagannath
@sujitkumarsahoo7379
@sujitkumarsahoo7379 Год назад
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏 ଆପଣଙ୍କର ଲୀଳା ଅପାର
@apkstatus9807
@apkstatus9807 Год назад
Jay jaganath🙏🏻🙏🏻♥️
@chinmayadas6630
@chinmayadas6630 Год назад
ଜୟ ଜଗନ୍ନାଥ 🙏🙏🙏, ସେ ପରା ଭାବ ର ଠାକୁର, ଭାବ ଡୋରି ରେ ବାନ୍ଧି ରଖିହୁଏ ମୋ ମହାପ୍ରଭୁ ଙ୍କୁ
@sumantmohanty3043
@sumantmohanty3043 Год назад
ଧନ୍ୟବାଦ ପ୍ରବୀଣ ବାବୁ ସବୁଦିନ ମୋ କାଳିଆ ଠାକୁର କଥା କହିଲେ ଭଲ ଲାଗନ୍ତା🙏🙏🙏🙏🙏ଜୟ ଜଗନ୍ନାଥ କାଳିଆ ସାଆନ୍ତ 🙏🙏🙏🙏
@defencelovertapankumar4286
@defencelovertapankumar4286 Год назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ , ହେ ମହାବାହୁ ଆପଣ ହିଁ ସାହା...🚩❣️🌼🙏🙏🙏⭕❗⭕🙏🙏🙏🌼❣️🚩
@rutuparna-priyadarshini446
@rutuparna-priyadarshini446 Год назад
ହେ ଅନାଥ ର ନାଥ ଜଗନ୍ନାଥ... ଏଇଠାରୁ ତୁମକୁ କୋଟି ପ୍ରଣାମ.. 🙏ମୋ ଜଗା ଭାଇ 🙏
@hinjilicutankoradaswain1038
Jay Jagannath ⭕❗⭕🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@bhaiteravlogbala
@bhaiteravlogbala Год назад
ଭାବରେ ତ ଖାଇଥିଲ ଶବରୀ ଅଇଁଠା । ଭାବରେ ଫୁଣି ଖାଇଲ ବ୍ରାହ୍ମଣ ଗୋଇଠା ।। ଭାବର ଠାକୁର ତୁମେ ଭାବ ବିନୋଦିଆ । ଭାବକୁ ନିକଟ ଫୁଣି ଅଭାବକୁ ଦୂର।। ଜୟ ମୋ କାଳିଆ ଜୟ ମହାପ୍ରଭୁ 🥰🙏
@prashantamohanty9136
@prashantamohanty9136 Год назад
ମୋ ଜଗନ୍ନାଥ ମହାନ୍ ତାଙ୍କ ଭକ୍ତ ବି ମହାନ୍ 🙏🏼❤️🙏🏼 ଜୟ ଜଗନ୍ନାଥ
@chikusareka5142
@chikusareka5142 Год назад
ଜୟ ଜଗନ୍ନାଥ 💯🕉️😭😭😭😭😭🙏🙏🙏🙏
@Bipin_Jagannath_Das
@Bipin_Jagannath_Das Год назад
ଜୟ ଜଗନ୍ନାଥ
@todaynewsodia123
@todaynewsodia123 Год назад
ସତରେ ଭାଇ ଏହି ହୃଦୟ ସ୍ପସି କଥା ଶୁଣି ଦେହରେ ଶିହରଣ ଖେଲି ଗଲା ଆଉ ଆଖିରୁ ଅଶ୍ରୁ ଝରି ପଡିଲା ସତରେ ମହାପ୍ରଭୁ ତମ କରୁନା ଅପାର ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏❤️❤️
@ramji-yn1oz
@ramji-yn1oz Год назад
ୟେ ପରି ନୂଆ ନୂଆ ମହାବାହୁ ଙ୍କ ମହିମା ଶ୍ରାବଣ କରାଉ ଥାନ୍ତୁ, ଆମେ ତ ଭଗବାନ ଙ୍କ ପାଖକୁ ଯାଇ ପରୁନହୁ ୟେ ପରି ମହିମା ଶୁଣି ମନ ତୃପ୍ତି ପଉଥଉ.
@mamasahu6705
@mamasahu6705 Год назад
ଜୟ ଜଗନ୍ନାଥ ଭାଇ
@bidyadharsahu2449
@bidyadharsahu2449 Год назад
ଜୟ ଜଗନ୍ନାଥ ପ୍ରବୀଣ ବାବୁ 🙏🙏🙏 ବହୁତ ଅପେକ୍ଷା କରିଥିଲି ଆପଣଙ୍କ ଅମୃତ କଣ୍ଠରୁ ମହାପ୍ରଭୁଙ୍କ କଥା ଶୁଣିବାକୁ 🙏
@prakashsethi6417
@prakashsethi6417 Год назад
Jay 🙏jagannath🙏🙏🙏🙏🙏🙏🙏
@debasisbehera1299
@debasisbehera1299 Год назад
Jay Mahaprabhu jagannath 🙏🏻🙏🏻🙏🏻🙏🏻
@nishikantapal6930
@nishikantapal6930 2 месяца назад
ପ୍ରଭୁ ଏମିତି କେଉଁ ଦିନ ନାହିଁ ତୁମକୁ ନଭାବିଛି, ସବୁ ମୁହୂର୍ତ୍ତରେ ତୁମର ଉପସ୍ଥିତି ମୁଁ ଅନୁଭବ କରି ଛି ❤❤❤❤❤❤
@LearnersWorld1111
@LearnersWorld1111 Год назад
ପ୍ରଭୁ 🙏🙏🙏
@litunabehera4240
@litunabehera4240 Год назад
ମହାପ୍ରଭୁ ମୋ ଗୋଡ଼ ଠିକ୍ କରିଦିଅନ୍ତୁ ମୋତେ ବହୁତ କଷ୍ଟ ହେଉଛି ଚାଲି ବାକୁ 🥺😭 ଜୟ ଜଗନ୍ନାଥ ମହାପ୍ରଭୁ 🙌🚩
@subhashreebehera7455
@subhashreebehera7455 Год назад
He Jagannath maha prabhu thare mo guhari suna 🙏🙏 mo kasta ku Dura kara prabhu🙏🙏
@rabindranathpradhan4378
@rabindranathpradhan4378 Год назад
Jay Sri Jagannath Swami Nayana Patha gami bhaba tume prabhu 🙏🙏🙏🙏
@muralibehera3409
@muralibehera3409 Год назад
ଜୟ ଜଗନ୍ନାଥ 🙏🚩ପ୍ରଭୁମୋର 🙏🚩ତମ ବିନା ଏ ସଂଶାର ଶୂନ୍ୟ ଏ ଜୀବନଶୂନ୍ୟ ମୋ କାଳିଆ 🙏🙏🙏🙏🙏🙏🙏🚩🚩🚩🚩🚩🚩🚩
@sipubiswal2678
@sipubiswal2678 Год назад
ଭାଇ ଆପଣକ କଥା ସୁଣୀଲେ ପେଟ ପୁରିଯାଏ ଧନ୍ୟବାଦେ
@jyotiranjanrout1377
@jyotiranjanrout1377 Год назад
Apanka kahiba dhara ete sundara bhagaban deichhanti .sunile akhira luha chhatira koha ku sambhali hauni . Jemiti anubhaba hauchi Kalia saant pakhare basichi.🙏🙏🙏 Thankyou sir
@jayshrijagannath1627
@jayshrijagannath1627 Год назад
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ମଣିମା ❤
@motivational3751
@motivational3751 Год назад
ଜୟ ଜଗନ୍ନାଥ 🙏🙏 କରି କରାଉ ଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନହିଁ । ଓଁ ନମୋ ଭଗବତେ ବସୁଦେବାୟ 🙏🙏
@trinathnayak8591
@trinathnayak8591 Год назад
Jai jagannath 🙏 🙏🙏❤️❤️❤️👌👌👌🌹🌹🌹
Далее