Тёмный

ଭଉଣୀ ରୂପେ ସୁଭଦ୍ରାଙ୍କୁ ଗ୍ରହଣ କଲେ ତରଙ୍ଗ ଟିଭିର ସିରିୟଲ ଅଭିନେତ୍ରୀ ଉମା 

Odisha Bhaskar
Подписаться 2,7 млн
Просмотров 739 тыс.
50% 1

Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
ANDROID APP- play.google.co...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #BreakingNews #LatestNews

Опубликовано:

 

20 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,1 тыс.   
@kabulinayak7212
@kabulinayak7212 2 года назад
ଭଗବାନ୍ କରନ୍ତୁ ସାରା ଜୀବନ ୟେ ଝିଅ (ସୁଭଦ୍ରା)ଟି ଖୁସିରେ ରହୁ ।
@culturalchronicles_od
@culturalchronicles_od 2 года назад
ସୋନାକ୍ଷୀ ମାମ ଓ ସୁଭଦ୍ରା.. ଏହି ଉଭୟଙ୍କ ମୁହଁ ବି ଏକାଭଳି ମିଶୁଛି । ତାଙ୍କ ଚିନ୍ତାଧାରା ନିଶ୍ଚୟ ଭଗବାନଙ୍କ ଆଶୀର୍ବାଦ । ସବୁ ସେଇ ଈଶ୍ବରଙ୍କ ଇଛା ।
@bikashmajhi6257
@bikashmajhi6257 2 года назад
Good job didi
@ସଚେତନନାଗରିକ
ମୁହଁ କଥା ଛାଡ, ମନ ଭିତରେ ଥିବା ଅଳିଆ ଆବର୍ଜ୍ଜନା ସଫl ହେଲେ, ତୁମ ଚିନ୍ତାଧାରା ବି ଭଗବାନଙ୍କ ଛିନ୍ତା ସହିତ ସମ୍ମାନ ହେବ
@faharukhkhan9578
@faharukhkhan9578 2 года назад
ମାଡାମ୍ , ଆପଣଙ୍କ ଆନ୍ତରିକ ସହଯୋଗ ଓ ତ୍ୟାଗ ପାଇଁ ମୋ ତରଫରୁ ଆପଣଙ୍କୁ ଅଶେଷ ଅଶଷ ଧନ୍ୟବାଦ ।
@biswajitbaidya7220
@biswajitbaidya7220 2 года назад
👌👌👌👌👌
@ssubratkumarmajhi5971
@ssubratkumarmajhi5971 2 года назад
Right bhai🙏🙏🙏🙏🙏....
@sagarbehera6116
@sagarbehera6116 2 года назад
God bless u didi...
@chandandaschandu2645
@chandandaschandu2645 2 года назад
ବହୁତ ଖୁସି ଲାଗିଲା ଭଉଣି ତୁମ କଥା ଶୁଣି..all the best sister
@ashokkumarbehera3940
@ashokkumarbehera3940 2 года назад
ଜୟ ଜଗନ୍ନାଥ ତୁମେହିଁ ସାହା
@miniketannaik8633
@miniketannaik8633 2 года назад
@@ashokkumarbehera3940 q
@sciencetific.gamer.999
@sciencetific.gamer.999 2 года назад
ଭଉଣୀ ଆପଣଙ୍କ ହୃଦୟଟି ବହୁତ ବଡ଼ ,ଆଜିର ଏହି ସର୍ଥାପର ଦୁନିଆଁରେ ଅନେକ ଲୋକ ରକ୍ତସଂପର୍କ କୁ ଭୂଳିଯାଉଛନ୍ତି,ସୁଭଦ୍ରା ଆପଣଙ୍କର ରକ୍ତର ନାହେଲେବି ଆପଣ ତାଙ୍କୁ ଏକ ନୂଆ ପରିଚୟ ଦେବାକୁ ପ୍ରସ୍ତୁତ ଅଛନ୍ତି,ଆପଣ ବହୁତ ମହାନ୍ ।God bless you sister.
@satyam2240
@satyam2240 2 года назад
God bless u ଭଉଣୀ ତୁମର ସବୁବେକେ ଏହି ମନ ବାଭ ରହିଥାଉ ଭଗବାନ ସାହା ହୁଅନ୍ତୁ
@PrakashVlog10849
@PrakashVlog10849 2 года назад
ଯୋଉଁ ମାନେ ସାହାର୍ଯ୍ୟର ହାତ ବଡାଉଛନ୍ତି ସେମାନେ ଜଣେ ଜଣେ ଭଗବାନ ପ୍ରେରିତ ଦୁତ ଏବଂ ଭଲ କର୍ମର ଫଳ.....🙏🙏🙏
@mukunapradhan2995
@mukunapradhan2995 2 года назад
Thanks
@chandandaschandu2645
@chandandaschandu2645 2 года назад
Right bro..ସତ କଥା
@ssubratkumarmajhi5971
@ssubratkumarmajhi5971 2 года назад
Right bhai🙏🙏🙏🙏🙏....
@ସଚେତନନାଗରିକ
ଯେଉଁ ଗାଁ ଲୋକ ମାନେ ତାକୁ ଘୃଣା କରୁଥିଲେ ସେମାନେ ଜଣେ ଜଣେ ଅସୁର ରକ୍ତବୀର୍ଯର ଔରସରୁ ଜନ୍ମ ଗ୍ରହଣ କରିଛନ୍ତି.
@santanumallick238
@santanumallick238 2 года назад
ଏତେ ଦିନ ପରେ ଓଡିଶା ଭାସ୍କର ଗୋଟିଏ ଭଲ ଖବର ଗୋଟେ ଦେଲା... ଏମିତି ଖବର ସମାଜରେ ପରିବର୍ତ୍ତନ ଆଣେ... ଧନ୍ୟବାଦ ଓଡିଶା ଭାସ୍କର 🙏🏻
@ସଚେତନନାଗରିକ
କେବେ ଓଡ଼ିଶା ଭାସ୍କର love in relationship, vailantain day ଭଳି କୁତ୍ସିତ ବିଦେଶୀ ପ୍ରଥା ବିରୋଧରେ ଜନସଚେତନତା ସୃଷ୍ଟି କରିବ ତାହା ଦେଖିବା ବାକି ରହିଲା, ତା ହେଲେ ଦିନେଶ, ସୁମିତ, ଦୀପିକା, ତପଶ୍ୱନି ଭଳି ଲଜ୍ଜା ଜନକ ଘଟଣା ଉପରେ ରୋକ ଲଗାଇ ହେବ
@santanumallick238
@santanumallick238 2 года назад
@@ସଚେତନନାଗରିକ ଠିକ କଥା କହିଛନ୍ତି
@bijayakumarjena4874
@bijayakumarjena4874 2 года назад
ଏତେ ବଡ଼ ଦୁନିଆରେ କିଛି ଭଲ ମଣିଷ ଅଛନ୍ତି ଭ‌ଉଣୀ ଆପଣ ଭଗବାନ ରୂପ ରେ ଆସିଛନ୍ତି ବହୁତ ଖୁସି ଲାଗୁଚି ସତରେ ଆପଣଙ୍କୁ କୋଟି କୋଟି ନମ୍ଃ 🙏🙏🙏🙏🙏🙏🙏 ସାରା ଜୀବନ ଆପଣ ଆଉ ଶୁଭଦ୍ରା ଖୁସି ରେ ରୁହ ଏତିକି ପ୍ରାର୍ଥନା 👋🙏👋🙏👋
@lyricistbalaramnayak5194
@lyricistbalaramnayak5194 2 года назад
Odisha bhaskar କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଯେ ଲୋକ ନଜର କୁ ଆଣିଛନ୍ତି ।ଆମ ସୁଭଦ୍ରା ଭଉଣୀ ଙ୍କୁ ବହୁତ୍ ବହୁତ ଭଗବାନ୍ ଖୁସିରେ ରଖନ୍ତୁ ତାଙ୍କ ସବୁ ଆସା ପୁରଣ ହେଉ ।
@attitudeboyraj7686
@attitudeboyraj7686 2 года назад
Great job sonakshee sister 👍👍 ଯେତେ ପ୍ରଶଂସା ଯେତେ ଧନ୍ୟବାଦ ଦେଲେ ବି କମ ପଡ଼ିବ ସୋନକ୍ଷୀ ଭଉଣୀ କୁ... ଜନ୍ମରୁ ଆଜି ପର୍ଯ୍ୟନ୍ତ ଯେତେ ବି ଭଲ କର୍ମ କରିଥିଲେ ବି but ଆଜି ର ଏହି ମହତ୍ କର୍ମ ସେ ତୁଳନା ରେ ଢ଼େର ଅଧିକ 🙏
@smohantymohanty6059
@smohantymohanty6059 2 года назад
ଏପରି ଭଉଣି ଙ୍କୁ ହୃଦୟରୁ ସଲାମ।ବହୁତ୍ ବଡ଼ ହୃଦୟ ତାଙ୍କର।ପରଦାରେ ଯେପରି ହୃଦୟ ସ୍ପର୍ଷୀ ଅଭିନୟ କରନ୍ତି । ସେ ରିଏଲ ଲାଇଫରେ ମଧ୍ୟ ସେପରି ଆଜି ସେ ପ୍ରମାଣ କରିଦେଇ ଛନ୍ତି।
@jitendramohanta6886
@jitendramohanta6886 2 года назад
Good
@rupdathink6408
@rupdathink6408 2 года назад
ସତରେ ଉମା ଦିଦି ଯେମିତି ସିରିଏଲ୍ ରେ ସରଳ ଭୂମିକାରେ ଅଭିନୟ କରୁଛନ୍ତି ତାଙ୍କ ହୃଦୟ ମଧ୍ୟ ସେତିକି ନିର୍ମଳ ଭଗବାନ୍ ଏପରି ମଣିଷ ସାରା ଦେଶରେ ଜନ୍ମ ଦେଉଥାନ୍ତି କି...🙏
@anjalinial291
@anjalinial291 2 года назад
ସେହି ଝିଅ ଜୀବନ ସାରା ଖୁସି ରେ ରହୁ God bless you sister
@RN-vc8pe
@RN-vc8pe 2 года назад
God bless u sonaskhi.ଏଭଳି ମାନବିକତା ସମସ୍ତଙ୍କ ପାଖରେ ନଥାଏ. ତମ ଭଳି people ଦେଶର ଗର୍ବ ଗୌରବ
@muraligouda4058
@muraligouda4058 2 года назад
Right
@ସଚେତନନାଗରିକ
ବାଲେଶ୍ୱର ଜିଲ୍ଲାର ନନାଙ୍କ ଗୌରବ ଉପରେ ଆଞ୍ଚ ଆସିଲା,
@sanjuktadalai
@sanjuktadalai 2 года назад
ବହୁତ୍ ବହୁତ୍ ଧନ୍ୟବାଦ୍ Sonakshi Madam ଯେ, ନିଜ ତରଫରୁ ଆସି ସୁଭଦ୍ରା କୁ ନିଜ ଭଉଣୀ ଭାବରେ ଗ୍ରହଣ କରିଥିବାରୁ । ଏଇତ ମାନବିକତାର ଜ୍ୱଳନ୍ତ ଉଦାହରଣ । ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ କୃପା ତୁମ ଭଉଣୀ ସୁଭଦ୍ରା ଏବଂ ତୁମ ଉପରେ ରହିଛି ଏବଂ ରହିଥିବ ।
@Anjalimaharana...
@Anjalimaharana... 2 года назад
ଯେଉଁ ଯେଉଁ ଲୋକ ମାନେ କହୁଥିଲେ ଅଜାତି ଝିଅ ଟା ବୋଲି ଆଜି ସେଇ ଲୋକମାନେ ଆସିଛନ୍ତି ସୁଭଦ୍ରା ସହ ଫଟୋ ଉଠେଇବା ପାଇଁ 😄😄 ଭଗବାନ ଅଛନ୍ତି ଆଉ ସବୁ ଦେଖୁଛନ୍ତି , ଜୟ ଜଗନ୍ନାଥ 🙏🏻🙏🏻🙏🏻
@TDNoteBook
@TDNoteBook 2 года назад
ଧନ୍ୟବାଦ ଭଉଣି ଆପଣଙ୍କ ନିଷ୍ପତ୍ତି କେବେଳ ନିଷ୍ପତ୍ତି ନୁହେ ଗୋଟେ ନୂଆ ଜୀବନ ତାଙ୍କୁ ଦେଲେ ଯେ କି ଜଣେ ଅସହାୟ ଝିଅ ଓ ତାର ମାଙ୍କୁ | ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଖୁସିରେ ରଖନ୍ତୁ ଆଉ ତାଙ୍କ ଜୀବନ ସୁଖମୟ ହେଉ | ମୋ ତରଫରୁ ଅନେକ୍ ଭଲ ପାଇବା ଆପଣଙ୍କୁ ଆଉ ଆପଣଙ୍କ ନିଷ୍ପତ୍ତିକୁ |🙏🙏
@ssubratkumarmajhi5971
@ssubratkumarmajhi5971 2 года назад
Right Bhai🙏🙏🙏🙏.. Iam very happy, God bless you Sister
@bhagabatkathapratapnanda6308
@bhagabatkathapratapnanda6308 2 года назад
ରାମ ରାଜ୍ୟ ଆସିଗଲା ❤❤❤❤🕉️ଧନ୍ୟବାଦ 🌹🌹🌹🌹
@gobindachandranayak9576
@gobindachandranayak9576 2 года назад
ଭଉଣୀ ଉମା ତୁମକୁ ଅଶେଷ ଅଶେଷ ଧନ୍ୟବାଦ
@saitulasibandichhor4343
@saitulasibandichhor4343 2 года назад
ଧନ୍ୟବାଦ ଭଊଣି 🙏🏼 ତୁମର କାର୍ଯ୍ୟ କୁ ସ୍ଵାଗତ ଯୋଗ୍ୟ ଅଟେ 🙏🏼
@anilkumarjena7590
@anilkumarjena7590 2 года назад
ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ....
@ArmyloverMukti143M.K
@ArmyloverMukti143M.K 2 года назад
ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ 🙏🏻🙏🏻🙏🏻🙏🏻 ମୋ ଭଉଣୀ କୁ ସାହାର୍ଯ୍ୟ କରିଥିବା ରୁ 🙏🏻🙏🏻🙏🏻 ଜୟ ମାଁ ମାଣିକେଶ୍ଵରୀ 🙏🏻🙏🏻🙏🏻
@popup171
@popup171 2 года назад
ଭଉଣୀ ଆପଣଙ୍କ ଭଗବାନ ମଙ୍ଗଳ କରନ୍ତୁ.. 🙏
@studioclickpoint7008
@studioclickpoint7008 2 года назад
ଧନ୍ୟବାଦ ଭଉଣୀ।ଏହା ଏକ ଉଦାର ହୃଦୟ ର ଚିନ୍ତାଧାରା। ନୂଆ ସମ୍ପର୍କରେ ସାନ ଭଉଣୀ ସୁଭଦ୍ରା ଙ୍କୁ କୁ ସାଥିରେ ନେଇ ଏକ ନୂତନ ଇତିହାସ ର ରଚନା କରିଛନ୍ତି।ସେଥିପାଇଁ ସୋନାକ୍ସି ଭଉଣୀ ଆପଣଙ୍କୁ ଧନ୍ୟବାଦ।ଖୁସି ରେ ରୁହନ୍ତୁ ଉଭୟ ଓ ପରିବାର ବର୍ଗ।
@ssubratkumarmajhi5971
@ssubratkumarmajhi5971 2 года назад
Right bhai🙏🙏🙏🙏....
@mrsankar948
@mrsankar948 2 года назад
ଏମିତି ଅନେକ ଅଛନ୍ତି ସମସ୍ତଙ୍କର ଦୁଃଖ ବୁଝିବା ଦରକାର ହେଲେ ହିଁ ଆମ ରାଜ୍ୟ ଲୋକ ମାନଙ୍କର ଦୁଃଖ ଦୂର ହେବ ଆମ୍ଭର ଓଡିଶାର ପ୍ରଗତିଶୀଳ ହେବ thanks Odisha vhaskar channel
@NkRaju-nc3qx
@NkRaju-nc3qx 2 года назад
ମ୍ୟାଡମ୍ ଆପଣକୁ ଅଶେଷ ଅଶେଷ ଧନ୍ୟବାଦ ସୁଭଦ୍ରା ପାଖରେ ପହଞ୍ଚିଥିବାରୁ 🙏🙏🙏🙏
@khushitiki4470
@khushitiki4470 2 года назад
Ae sabu dekhi bahut khushi laguchi 🙏🙏🙏🙏🙏🙏🙏
@ssubratkumarmajhi5971
@ssubratkumarmajhi5971 2 года назад
Bhai🙏🙏🙏🙏.. Iam very happy , God bless you sister
@babudash1336
@babudash1336 2 года назад
ଓଡ଼ିଶା ଭାସ୍କର କୁ ଅଶେଷ ଅଶେଷ ଧନ୍ୟବାଦ୍ ଏହିଭଳି ଅସହାୟ ଗରିବ ଲୋକଙ୍କୁ ସହଯୋଗ କରନ୍ତୁ ।।
@kantaekka7989
@kantaekka7989 2 года назад
Great job God bless the maa ,jhia and New elder sister many many thanks mam
@soumendrarath2581
@soumendrarath2581 2 года назад
ଵା ବହୁତ ଖୁସି ଲାଗୁଚି ଏବଂ ଅନୁଭବ କରୁଛି ଯେ ଇଶ୍ଵର ଏ ଦୁନିଆରେ ଅଛନ୍ତି
@englishliteraturekelovers2205
@englishliteraturekelovers2205 2 года назад
Right
@chandandaschandu2645
@chandandaschandu2645 2 года назад
Yes bro ଦୁନିଆରେ ଭଗବାନ ସତରେ ଅଛନ୍ତି ଦୁଃଖ ଆସିଲେ ଖୁସିରେ ପରିଣତ କରିଦଉଛନ୍ତି...
@ssubratkumarmajhi5971
@ssubratkumarmajhi5971 2 года назад
Right bhai🙏🙏🙏🙏....
@mamasingh4513
@mamasingh4513 2 года назад
Thanks for you uma sister
@SKGbul
@SKGbul 2 года назад
ପ୍ରକୃତ ମଣିଷ ପୋଣିଆ. ମଣିଷ ଭିତରେ ଆପଣ. ଜୟ ଜଗନ୍ନାଥ. 🙏
@ruralsupportcollectionodis5279
@ruralsupportcollectionodis5279 2 года назад
Thank you uma bhauni,bhagaban tumaku asirbad karantu.God bless you...🙏🏽🌹
@rautasibasiba2549
@rautasibasiba2549 2 года назад
ଦେଖିଲତ ଜଗାକାହାରିକି ନିରୀହ କରେନିକି କାହାରିକି ଖାଲି ହାତରେ ଫେରେଇ ଦିୟେଆନା 🙏🙏ୟେତିକି କରୁଣା ମୋଜଗର ଅଛି 🙏🙏ଜୟେ ଜଗନ୍ନାଥ ତମେ ଶାହା ଭରା ଶେଝିଅକୁ ପ୍ରଭୁ 🙏🙏🙏
@ssubratkumarmajhi5971
@ssubratkumarmajhi5971 2 года назад
Right bhai🙏🙏🙏🙏🙏.....
@jagabandhu1985
@jagabandhu1985 2 года назад
Jay jaganath
@muraligouda4058
@muraligouda4058 2 года назад
ଜୟ ଜଗନ୍ନାଥ 🙏🌹
@dillipmaharana5865
@dillipmaharana5865 2 года назад
Jay jaganatth🙏🙏🙏🙏
@lipianshuvlogs
@lipianshuvlogs 2 года назад
Hmm sata katha hele mote kebe jaga nayaya dauchi apakhyare 🙏
@UrjiDeepanBal
@UrjiDeepanBal 2 года назад
ମତେ ବହୁତ ଭଲ ଲାଗିଲା ଦିଦି ଆପଣଙ୍କ ମନ କେତେ ବଡ଼ ଆଜି କାଲି ଦୁନିଆରେ ଆପଣଙ୍କ ଭଳିଆ ସବୁଲୋକ ଏମିତି କରନ୍ତୁ ଆପଣଙ୍କୁ ଭଗବାନ ଭଲ ରେ ରଖନ୍ତୁ
@gangadharbeura3159
@gangadharbeura3159 2 года назад
ନମସ୍ତେ ପ୍ରଭୁ ଜଗନ୍ନାଥ, ଅନାଥ ଲୋକଙ୍କର ନାଥ। ମାନବ ସେବା ହିଁ ମାଧବ ସେବା।
@soumyaranjanmoharana9112
@soumyaranjanmoharana9112 2 года назад
Madam apanankara thought process bahut mahaan...God bless you
@prasantakumarbehera3534
@prasantakumarbehera3534 2 года назад
ବହୁତ୍ ସୁନ୍ଦର ଭାବନା, ମାନବ ରୂପରେ ଭଗଵାନ100 🙏🙏
@ssubratkumarmajhi5971
@ssubratkumarmajhi5971 2 года назад
Right bhai🙏🙏🙏🙏
@santoshbush464
@santoshbush464 2 года назад
Very nice ଭାସ୍କର god bless you
@lipumani2444
@lipumani2444 2 года назад
ଭଗବାନ୍ ଙ୍କୁ ଏତିକି ନିବେଦନ। ତମକୁ ସାରା ଜୀବନ ଖୁସିରେ ରଖନ୍ତୁ। God bless you sister।
@soumyaranjanjena6746
@soumyaranjanjena6746 2 года назад
You won our heart, salute you for such support
@sudhakarm6335
@sudhakarm6335 2 года назад
Great Heart!!! Madam... God bless you 👌👌👌👌👌🙏🙏🙏🙏🙏❤❤❤🇮🇳🇮🇳🇮🇳🇮🇳🇮🇳
@mukunapradhan2995
@mukunapradhan2995 2 года назад
Thanks
@ullashmaharana6320
@ullashmaharana6320 2 года назад
ଅନେକ ଅନେକ ଧନ୍ୟବାଦ ଭଉଣୀ ,ଗୋଟେ ଅସହାୟ ଝିଅକୁ ନୂଆ ପରିଚୟ ଦେଇଥିବାରୁ
@sushantakumarpayalvlogs
@sushantakumarpayalvlogs 2 года назад
ଭଉଣି ବହୁତ ଖୁସି ଲାଗିଲା🙏🏼ଭଗବାନ ତମର ସବୁବେଳେ ମଙ୍ଗଳ କରନ୍ତୁ🙏🏼ଜୟଜଗନାଥ🙏🏼
@jatindramahadud5665
@jatindramahadud5665 2 года назад
ଧନ୍ୟବାଦ ଦିଦି
@Sudhansubhoi
@Sudhansubhoi 2 года назад
Really I salute to this lady Sonakshi Sahu.
@truptipradhna6322
@truptipradhna6322 2 года назад
I also
@ଦମ୍_ଦାର_ଟୋକା2.0
ଜୟ ଜଗନ୍ନାଥ,⚫‼️⚫🇮🇳💕|| ଆଠୁ ବଡ଼ ଖୁଶିଖବର୍ କଣ ଅଛି ଆକୁଇତ କୁହନ୍ତି ମଣିଷ ପଣିଆ ମୁଁ ଏତିକି କହିବି ସଂସାରରେ ସମସ୍ତୀଙ୍କୁ ବୁହୁତ୍ ଖୁସିରେ ରଖନ୍ତୁ
@kanjamendiraja
@kanjamendiraja 2 года назад
Wonderful job sister. Keep doing, God bless you richly
@santoshtah512
@santoshtah512 2 года назад
ଉମା ଦିଦି 🙏🙏❤️❤️❤️
@Rescueismylife
@Rescueismylife 2 года назад
ଭଉଣୀ ତୁମ ପାଇଁ ମୁ ଠାକୁରଙ୍କ ପାଖରେ ଅନୁରୋଧ କରୁଛି ଠାକୁର ତୁମକୁ ଭଲ ରେ ରଖନ୍ତୁ🙏🙏🙏
@kartikanayaka3040
@kartikanayaka3040 2 года назад
Iswar khusire rakhanu
@odiapua5502
@odiapua5502 2 года назад
ମାନବିକତା 😭ଏବେବି ବଂଚିଛି... ସୁଭଦ୍ରା ଖୁସିରେ ରହୁ 🙌ତା ପାଦରେ କଣ୍ଟା ଟିକିଏ ଭି ନ ଲାଗୁ 😊😊😊ସିଏ କୋଟି ପତି ହେଇଯାଉ 🥰ଯୋଉ ଲୋକ ମାନେ ତାର ଉପହାସ 😡କରୁଥିଲେ... ସେଇ ଲୋକ ସୁଭଦ୍ରା କୁ ଦେଖିଲେ ତାଙ୍କ ମୁଣ୍ଡ ତଳକୁ ନଇଁ ଯାଉ lll ମୋର ଏବଂ ମୋ 🔱ମହାଦେବ🕉️ ଙ୍କ ଆଶୀର୍ବାଦ 🙌🙏ସଦା ସର୍ବଦା ସୁଭଦ୍ରା ଭଳିଆ ଭଉଣୀ ମାନଙ୍କ ଉପରେ ରହିବ 🙌 🚩Har har Mahadev 🚩
@ssubratkumarmajhi5971
@ssubratkumarmajhi5971 2 года назад
Bhai🙏🙏🙏🙏..... Iam very happy, God bless you sister
@__type_it_chandu
@__type_it_chandu 2 года назад
ସତ କହିବି ୟେଇ ଭଳି ନ୍ୟୁଜ କଭର କଲେ ଟୋଟାଲ ଟିମ୍ ଉପରେ ଗର୍ବ ଲାଗେ ନ୍ୟୁଜ ଟା କାହାର ଗୋଟେ ଭାଗ୍ୟ ବଦ ଲେଇ ଦେଲା ସେ ପିଲା ଟା ହୁଏ ତ ତମ କୁ କିଛି ଦେଇ ନ ପାରେ କିନ୍ତୁ ସତ କହିଲ ତମକୁ ରାତି ରେ ସାନ୍ତି ରେ ନିଦ ଟିକେ ହେଉଥିବ କାରଣ ସେ କୁନି ଝିଅ ର ହସ ଟିକେ ଦେଖି Good Job Odisha Bhaskar All Team Thank you so much 🙏🙏🙏
@bikram_nayak
@bikram_nayak 2 года назад
ବହୁତ୍ ଖୁସି ଲାଗିଲା ଦେଖିକି ❤️😇
@iamdeepak.9054
@iamdeepak.9054 2 года назад
Good dissition and good bless you ❤️
@dhaneswarpatra1921
@dhaneswarpatra1921 2 года назад
ଭଗବାନ କରନ୍ତୁ ଭଉଣୀ ଙ୍କ ଭବିଷ୍ଯତ ଉଜ୍ଜ୍ବଳମୟ ହେଉ।ଭାସ୍କର ଟିଭି ଏ ଭଳି ନ୍ୟୁଜ୍ ଲୋକଲୋଚନକୁ ଆଣୁଥିବା ରୁ ବହୁତ ଧନ୍ଯବାଦ। ଜୟ ଜଗନ୍ନାଥ 🙏
@munabhoi8647
@munabhoi8647 2 года назад
କେତେ ସୁନ୍ଦର୍ ଆପଣଙ୍କ ଚିନ୍ତାଧାରା ବହୁତ୍ ଖୁସି ଲାଗିଲା।
@Tarini.Studio
@Tarini.Studio 2 года назад
Great work and your thoughts ... well-done sister
@jajneswarpradhan6221
@jajneswarpradhan6221 2 года назад
🙏🙏🙏Bhagaban tumaku khusire rakhantu
@bishnuprasadswain8815
@bishnuprasadswain8815 2 года назад
Many many congratulations
@mrktm..9866
@mrktm..9866 2 года назад
Mahaprabhu bless u Shona mam
@ssm..6563
@ssm..6563 2 года назад
ଭଗବାନ ତୁମର ମଙ୍ଗଳ କରନ୍ତୁ ଭଉଣୀ ସାହାର୍ଯ୍ୟ କରିଥିବାରୁ ସେ ଝିଅ କୁ 🤗🤗🤗
@sangramkumar2417
@sangramkumar2417 2 года назад
Mu bohut khushi aji, jay jagnnath ki joy
@manojdey7509
@manojdey7509 2 года назад
Many many thanks to Sonakshi for her highness.She adopted Subhadra as her younger sister as well as her mother who is mentality disturbed. God bless you with happy & healthy life.🙏🌹🌹🌹❤️❤️❤️
@simanchalguntha4526
@simanchalguntha4526 2 года назад
TQ didi God bless you
@skmstorywriter6400
@skmstorywriter6400 2 года назад
ରାଜ୍ଯକୁ ଲୋଟୁ ଚୋର ମାନେ ଗଲେ କୁଆଡେ, ବିଧାୟକ ମାନେ ଗୋଟେ ମାସର ଦରମା ଦେବା ପାଇଁ କେହି ଓଡ଼ିଶାରେ ଜନ୍ମି ନାହାନ୍ତି କି?? ମୁଁ ଅନୁରୋଧ କରୁଛି ନବୀନ୍ ପଟ୍ଟନାୟକ କୁ ବିଧାୟକ୍ ମାନକୁ ଆଉ କିଛି ଅଧିକା ମାତ୍ରାରେ ପ୍ରାପ୍ୟ ଦେଲେ, ଆମ ବିଧାୟକ ମାନେ ଜନତା ସେବା କରି ପାରିବେ
@nrusingharoul7389
@nrusingharoul7389 2 года назад
ଜୟ ଜଗନ୍ନାଥ ଭଉଣୀ ଙ୍କୁ ଭଲରେ ରଖନ୍ତୁ 🙏🙏🙏
@prabhasnibas9097
@prabhasnibas9097 2 года назад
ମୁଁ ସୁନା ସୁଭଦ୍ରା ଭଉଣୀ ସମସ୍ତଙ୍କୁ ସାହାଯ୍ୟ କରି ଥିବାରୁ। ମୁଁ ଭଗବାନ ଡାକୁଚି ଆପଣ ମାନଙ୍କୁ ଭଗବାନ ଖୁସି ରେ ରଖନ୍ତୁ।
@sagarsutar4499
@sagarsutar4499 2 года назад
Thank you maam 🙏🙏
@lakikumar2319
@lakikumar2319 2 года назад
ଇଏ ହଉଛନ୍ତି ଅସଲି ଷ୍ଟାର୍ ଭଉଣୀ ପ୍ରଭୁ ପର୍ମେସ୍ଵର ଆପଣଙ୍କୁ ଆହୁରି ଆଗକୁ ସାହାଯ୍ୟ କରନ୍ତୁ କାରଣ ତୁମେ ତାଙ୍କ କାମ କରିଛ
@ssubratkumarmajhi5971
@ssubratkumarmajhi5971 2 года назад
Right bhai🙏🙏🙏🙏...
@jaijagannath1079
@jaijagannath1079 2 года назад
🙏🙏🙏 Thank you very much Mam. God bless you 💓💓💓💓
@adyatejash1998
@adyatejash1998 2 года назад
କେହି ଦିନପୂର୍ବରୁ ସୁଭଦ୍ରା ଭଉଣୀ କୁ ଗାଁ ପଡ଼ିଶର ଲୋକେ ଜାତିଭେଦ ଭାବ ଦେଖୁ ଥିଲେ।ଆଜି ସେହି ଭଦ୍ରା ଲୋକଙ୍କ ଛୁଆ ଆସି ସେଲ୍ଫି ନେଉଛନ୍ତି ସୁଭଦ୍ରା ଓ ସୋନକ୍ଷି ଭଉଣୀ ଙ୍କ ସହିତ ଛି ଛି ଛି।
@funnytravel1991
@funnytravel1991 2 года назад
ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻🙏🏻
@sardhaduttaparida
@sardhaduttaparida 2 года назад
Very good kindness is always above humanity
@bhagabatkathapratapnanda6308
@bhagabatkathapratapnanda6308 2 года назад
ସ୍ୱାଗତ ଯୋଗ୍ୟ ପଦକ୍ଷେପ 🌹🌹🌹
@lukybhai220
@lukybhai220 2 года назад
Madam ଦୟାକରି ସୁଭଦ୍ରା କୁ ଗୋଟିଏ ସିନେମାରେ ରୋଲ୍ ଦିଅନ୍ତୁ ସେ କିଛି ରୋଜଗାର କରୁ🙏
@ssubratkumarmajhi5971
@ssubratkumarmajhi5971 2 года назад
Right bhai🙏🙏🙏🙏🙏.....
@sunilkumarpatnaik6953
@sunilkumarpatnaik6953 2 года назад
Naa.... Subhadra raa talking dekhi jana paduchi. ...best IAS officer heba ku jogya.
@subhadarsinitripathy5699
@subhadarsinitripathy5699 2 года назад
Na...se patha padhiba darkar....
@ସଚେତନନାଗରିକ
ବର୍ବାଦ ବୁଦ୍ଧି ତୁ LUKY ତ ପାଖରେ ରଖ, ଉପଦେଶ ଦେବୁ ନାହିଁ.
@Subrat_kumar_offical_06
@Subrat_kumar_offical_06 2 года назад
Great work didi 🙏🙏 bhagaban apana nku khusi re rakhantu mora atiki parthana🙏
@subhashreeroy5064
@subhashreeroy5064 2 года назад
Jaha hau emiti kichi loka agaku asantu ei pari pila mananku help karibaku 🙏 koti koti pranam apananku
@ganeswar5187
@ganeswar5187 2 года назад
ଆଉ ମାଡାମ ଙ୍କୁ 🙏🏾🙏🏾🙏🏾👍👍👍
@Learn654
@Learn654 2 года назад
ଭଗବାନ୍ 🙏 ସୁଭଦ୍ରା କୁ ସବୁଦିନ ଭଲ ରେ ରଖିଥାନ୍ତୁ.....
@ସଚେତନନାଗରିକ
ଟିକେ ଦୀପିକା ଏବଂ ଦିନେଶ ପାଇଁ ଭଗବାନ କୁହ ତାଙ୍କୁ ବି ନ୍ୟlୟ ମିଳୁ, ଭଲରେ ଏକାଠି ରୁହନ୍ତୁ
@manasbarik9243
@manasbarik9243 2 года назад
ଜୟ ଜଗନ୍ନାଥ
@akshayasamal6098
@akshayasamal6098 2 года назад
Gud job Odisha Bhaskar
@ChhabilaMunda
@ChhabilaMunda 2 года назад
Bahut Badhia Laagilaa, Mem Thank You, God Bless You
@babunamallick5594
@babunamallick5594 2 года назад
ସମସ୍ତେ ଆସି ସହାୟତା ହାତ ବଢାଇଛନ୍ତି ରାଣୀ ପଣ୍ଡା ଆପଣ ଆସି କିଛି ସାହାଯ୍ୟ କରନ୍ତୁ
@keshabsabar1982
@keshabsabar1982 2 года назад
Bhai sie gali bakibaku aasiba
@fitnesshero2226
@fitnesshero2226 2 года назад
@@keshabsabar1982 sea hauchi gote charecterless.
@barsharanisubudhi2546
@barsharanisubudhi2546 2 года назад
Wow...am so much happy by seeing this 😊 thanxx didi tume aji gote mahan kama karicha...god tumaku bht sara khusi diantu life re...👍
@nton8656
@nton8656 2 года назад
ଆପଣ ସୁଭଦ୍ରା କୁ ଭଉଣୀ ରୂପେ ନେଇ ବହୁତ ଭଲ କରିଛନ୍ତି ଜଗନ୍ନାଥ ଆପଣ ଙ୍କୁ ଭଲ ରେ ରଖନ୍ତୁ
@joshlife8042
@joshlife8042 2 года назад
Mam bhala kama karila 🙏🙏god blees you....
@basantmalick9799
@basantmalick9799 2 года назад
ବହୁତ ଖୁସି ଲାଗିଲା ନିଜର ଭଉଣୀ ରୂପେ ବାଛିଲେ
@mrsaniagalel3341
@mrsaniagalel3341 2 года назад
ଯେତେଵେଳେ ମଣିକୁ ସଫଳ ନଥାଏ କିଏଵି ସାଥ ଦେଵେନି ଯେଵେ ସଫଳ ଆସେ ଏ ମୋ ଭଉଣୀ ଼ଭାଈ ଏ ମୋ ମା
@justchemistry1371
@justchemistry1371 2 года назад
ଆରେ ଆମ ସାଂସଦ ମହାଶୟ କୁଆଡ଼େ ଗଲେ ସାଂସଦ ହେଲା ପରେ ଭଲ କାମ କରିବା ଭୁଲିଗଲେ କି?
@ashutoshpattanaik837
@ashutoshpattanaik837 2 года назад
Really super Bowl 😱 khushi #subhadra Ku sister milijaichi 😢 😔 ♥ ♥ I 😍 you too
@elinadas4131
@elinadas4131 2 года назад
Great heart diii❤️😊 God Bless 🙌
@pramilanayak57
@pramilanayak57 2 года назад
Great heart diii❤️❤️God bless you
@amarkumardas9972
@amarkumardas9972 2 года назад
Satare Bhauni tame mahan 🙏🙏 Jagannatha tamaku aau se jhia subhadra ku Asirbaad karantu..Live HappY Always and Stay Healthy.. 🤞🤞
@draju8467
@draju8467 2 года назад
You're great humble human ma'am 🙏
@ramkrushna9134
@ramkrushna9134 2 года назад
Thank you mom 🙏🙏🙏🙏🙏🙏 Thank you Bhaskar News reporter
@indrajitnaik9974
@indrajitnaik9974 2 года назад
Thank U verymuch to Bhaskar Tv, all members those have helped to Subhadra.... And Specially Many many thanks to Sonakhi... Really U r like God.... Sonakhi and Subhadra live happily all life... I pray to Maa Tarini.... 🙏
@mstarrabi5182
@mstarrabi5182 2 года назад
Jaha hau bohut khusi lagila
@fakirmohansahoo2079
@fakirmohansahoo2079 2 года назад
ଭଗବାନ ତୁମକୁ ଭଲରେ ରଖନ୍ତୁ, ଜୟ ଜଗନ୍ନାଥ 🙏🙏🙏
@nandinimahapatra7405
@nandinimahapatra7405 2 года назад
ଏହି ଭଳି ମହତ୍ ଚିନ୍ତା ଧାରା ସମସ୍ତଙ୍କ ହୃଦୟରେ ଆସିବା ଦରକାର। ବହୁତ୍ ଭଲ କାମ କରିଛନ୍ତି । ଏହି ଭଳି ଗରିବ ଲୋକଙ୍କ 😭 ର ସାହାରା ହେଇଛନ୍ତି 😭😭। ଭଗବାନ୍ ଆପଣଙ୍କୁ କୋଟି ପରମାୟୁ ଦିଅନ୍ତୁ 🙏🙏🙏। ସବୁବେଳେ ଖୁସି ରେ ରୁହନ୍ତୁ। ସୁଭଦ୍ରା ପଣ୍ଡା ଜୀବନରେ ଭଲ ପାଠ ପଢି ଭଲ ମଣିଷ ଟେ ହୁଅନ୍ତୁ ❤️❤️।
Далее
Miyagi & Andy panda - minor (пародия Beatrise)
0:30