Тёмный

ଭଗବାନଙ୍କ ନାମ ସ୍ମରଣ କଲେ ପାହାଡ଼ ଭଳି ପାପରୁ ମୁକ୍ତି ମିଳେ | JAY JAGANNATH TV 

JAY JAGANNATH TV
Подписаться 442 тыс.
Просмотров 2,7 тыс.
50% 1

"ଜୟ ଜଗନ୍ନାଥ ଟିଭି" ଚାନେଲ୍ କେବଳ DTH କିମ୍ବା କେବୁଲ୍ ମାଧ୍ୟମରେ ନିଜ ଟିଭି ପରଦାରେ ଦେଖିପାରିବେ ।
DTH Channel Nos : TATAPLAY-1799, Dish TV -1397,
Airtel -615, Sun Direct-490 ,D2H -1397
Also available on all cable networks.
ଚାନେଲ୍ ଦେଖି ପାରୁନଥିଲେ WhatsApp କରନ୍ତୁ - 6372804618
"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
RU-vid: bit.ly/3KAQeyD
Twitter: bit.ly/38JpX3U
#Bhagabatkathambruta #jayjagannathtv #namitaagrawal #sidharthtv #sitaramagrawal #patitapaban_arati #jayjagannathtv #namitaagrawal #srimandiradarshan #flagchange #jagannathpurilive #patakalagidarshan #mangalaratidarshansrijagannathtemple #mangalaalati #sidharthtv #sitaramagrawal #patitapaban_arati #purilive #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

Опубликовано:

 

10 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 22   
@pranatipradhan1139
@pranatipradhan1139 8 дней назад
ଜୟ ଗୋବିନ୍ଦ 👏🏻👏🏻👏🏻ଜୟ ଗୋପାଲ 👏🏻👏🏻👏🏻 ବୋଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ କି ଜୟ 🌷🛐🌷ରାଧେ ରାଧେ 🌹🌹
@manoramanayak8419
@manoramanayak8419 8 дней назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ସଂସାର ମଙ୍ଗଳ ମୟ ହେଉ
@suryanarayan848
@suryanarayan848 8 дней назад
hare krishna hare krishna krishna krishna hare hare hare rama hare rama rama rama hare hare
@NakshyatramalaSahoo
@NakshyatramalaSahoo 7 дней назад
ଜୟ ଗୁରୁଦେବ ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻
@susilagauda1192
@susilagauda1192 8 дней назад
🙏🙏🙏🌹🌹🌹ରାଧେ ରାଧେ ଗୁରୁଜୀ
@KailashChandra-yk1pm
@KailashChandra-yk1pm 8 дней назад
Jay guru Jay shree Jagannath pranam
@hemantasahoo1212
@hemantasahoo1212 8 дней назад
ଜୟ ଜଗନ୍ନାଥ ହରିବୋଲ ଗୁରୁଦେ
@asutoshbiswal7173
@asutoshbiswal7173 8 дней назад
ଜୟ ଜଗନ୍ନାଥ 👏👏👏👏
@skrushnareddy6796
@skrushnareddy6796 8 дней назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ ଓଁ ନମଃ ଭଗବତେ ବାସୁଦେବାୟ ନମଃ 🕉️🙏🕉️🙏🕉️🙏🕉️🙏🕉️🙏🌺👋🏵️🏵️🌾🌾💮🌿🌹🌹🪔🍁🍁🌼🌼🍌🫒🌻🙌🙌🙌🙌🙌⭕‼️⭕
@BikashBehuria-g6n
@BikashBehuria-g6n 8 дней назад
JAI SHREE JAGANNATH
@KuniLenka-xc8vn
@KuniLenka-xc8vn 8 дней назад
Jay shree jagannath ❤❤❤❤❤❤
@SRIJAGANNATHDARSHAN
@SRIJAGANNATHDARSHAN 7 дней назад
ଭାଇ କୃଷ୍ଣ ଜନ୍ମ ଟି upload କରନ୍ତୁ
@DeepakLuckyP
@DeepakLuckyP 8 дней назад
Jay shree Jagannath
@skrushnareddy6796
@skrushnareddy6796 8 дней назад
ପୂଜ୍ୟ ଶ୍ରୀ ପଣ୍ଡିତ ସତ୍ୟାନନ୍ଦ ଦାସ ମହାରାଜ ଙ୍କୁ ମୋର ଅନନ୍ତ କୋଟି କୋଟି ପ୍ରଣାମ ମହା ପ୍ରଭୁ ଙ୍କ କଥା ଅମୃତ ଶୁଣି ମୋର ଧନ୍ୟ ମୋର ଜୀବନ 🕉️🙏🕉️😗🕉️🙏🕉️🙏🕉️🙏🕉️🙏🕉️🌺🌺🪔🙌🙌🌹🌹‼️😌🌿💮🌾🏵️🥀🥀👋👋🍁🍁🌼❤️🍌🫒🫒🌻🙌🙌🙌🙌⭕‼️⭕
@digantajena5177
@digantajena5177 8 дней назад
Jay Jay shree jaganatha Swami ⭕‼️⭕
@ParbatiSahu-c1e
@ParbatiSahu-c1e 8 дней назад
Jay jagannath
@jitendrapradhan7655
@jitendrapradhan7655 День назад
Jay Jagannath 🙏🙏🌹🙏🙏
@anirudhabarik5590
@anirudhabarik5590 3 дня назад
Jay Shri Jay Jagannath 🙏🏵️🌺🌸🌹🌷♥️🙏🏵️🌺🌸🌹🌷♥️🙏🏵️🌺🌸🌹🌷♥️
@susantabehera1853
@susantabehera1853 8 дней назад
Pranam guruji
@smitaranirath8932
@smitaranirath8932 День назад
🙏🙏🙏
@Manu_stitching
@Manu_stitching 8 дней назад
Jay Jagannath
@shankarnayak9219
@shankarnayak9219 8 дней назад
Jay Jaganth
Далее