Тёмный

ଭାରତ ବାହାରେ ରହୁଥିବା ଓଡ଼ିଆ ଲୋକଙ୍କ ଜୀବନ || 1Million celebration in Jordan  

ମୁଁ TRAVELLER
Подписаться 1,1 млн
Просмотров 150 тыс.
50% 1

ଭାରତ ବାହାରେ ରହୁଥିବା ଓଡ଼ିଆ ଲୋକଙ୍କ ଜୀବନ || 1Million celebration in Jordan #mutraveller

Опубликовано:

 

20 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 803   
@manumurmu4511
@manumurmu4511 2 дня назад
ବହୁତ ଖୁସି ଲାଗୁଛି ଆମ ଓଡ଼ିଆ ଭାଈମାନେ Jordan ରେ ବହୁ ମାତ୍ରାରେ ଅଛନ୍ତି ,thank you ଲବ ଭାଈ ଓଡ଼ିଆ ଭାଈ ମାନଙ୍କୁ ଭେଟିଥିବାରୁ God bless you
@sachinmahanta3834
@sachinmahanta3834 2 дня назад
ସତରେ ଆମ ଦେଶ ବାହାରେ , ଆମ ଓଡ଼ିଆ ଲୋକଙ୍କୁ ଦେଖିକି ବହୁତ୍ ଖୁସି ଲାଗୁଛି, ଧନ୍ୟବାଦ୍ ଲବ ଭାଈ 😊❤🙏
@Unexploredodisha-o8n
@Unexploredodisha-o8n День назад
Thanks
@dbvisual67
@dbvisual67 День назад
ଜୋର୍ଡାନ ରେ ଏତେ ସଂଖ୍ୟକ ଓଡ଼ିଆ ଲୋକଙ୍କୁ ଦେଖି ଆଶ୍ଚର୍ଯ୍ୟ ଲାଗିଲା।❤❤❤❤
@Localtonybai-Yt
@Localtonybai-Yt День назад
ଓଡ଼ିଆ ଭାଈ ମାନେ ଜୋର୍ଡାନ ରେ କଣ କାମ କରୁଛନ୍ତି
@TaraVlogs25
@TaraVlogs25 День назад
Odia ଭାଇମାନେ ଜୋର୍ଡାନ ରେ କଣ କାମ କରନ୍ତି, ଆଉ କେମିତି ତାଙ୍କ ସେଠିକାର ଜୀବନ ଶୌଳୀ, ଲବ ଭାଇ ଟିକେ ସେଇ ବିଷୟରେ ଭିଡିଓ ଦେଖାନ୍ତୁ ।
@durjyasanta8223
@durjyasanta8223 День назад
ବହୁତ ଖୁସି ଲାଗିଲା ଭାଇ ଓଡ଼ିଆ ଭାଇମାନଙ୍କ ସହିତ ଦେଖାକରିଥିବାରୁ ❤❤❤🙏🙏🙏
@Odia_Jhia_Puja9692
@Odia_Jhia_Puja9692 2 дня назад
ଆମ ଓଡ଼ିଆ ଭାରି ବଢିଆ😊❤❤.... ଆମ ଓଡ଼ିଆ ଲୋକ ଗୋଟେ ଲାଇକ୍ ହଉ👍👍... ଜୟ ହିନ୍ଦ୍🇮🇳ଜୟ ଜଗନ୍ନାଥ ⭕‼️⭕
@PanduSoren143
@PanduSoren143 2 дня назад
ଜୟ ଜଗନ୍ନାଥ ❤❤❤👍👍👍
@jasenmarndi4723
@jasenmarndi4723 День назад
​@@PanduSoren143Your comments is always visible for me😅
@jasenmarndi4723
@jasenmarndi4723 День назад
Subscribed ok😅😅😅😅😅
@Odia_Jhia_Puja9692
@Odia_Jhia_Puja9692 День назад
@@jasenmarndi4723 hau tq😁
@GurucharanPurti-d8n
@GurucharanPurti-d8n День назад
Jay Jagannath❤❤❤❤🙏🙏🙏🙏
@binodkumar8632
@binodkumar8632 2 дня назад
ଭାଇ ମୁଁତ‌ ବିଶ୍ବାସ କରି ପାରୁନି ଯେ ଆମ ଓଡିଶା‌ ର ଏତେ ପିଲା ବାହାରେ ଅଛନ୍ତି ବୋଲି ପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତକୁଂ ବହୁତ ଭଲରେ ରଖନ୍ତୁ ଆଉ ତମ‌ କର୍ମ ବୁହତ ଭଲରେ ଯାଉ ଜୟ ଜଗନ୍ନାଥ 🙏🙏🙏🙏⭕❗⭕
@dasavlogs
@dasavlogs День назад
ସବୁଠାରୁ ସୁନ୍ଦର ସମୟ, ଯେବେ କାହା ଦୁଃଖ ଦେଖି ଭଗବାନଙ୍କୁ ପ୍ରାର୍ଥନା କର,ସବୁଠାରୁ ସୁନ୍ଦର ହୃଦୟ,ଯେବେ ନିଃସ୍ବାର୍ଥପର ଭାବେ ଅନ୍ୟକୁ ସାହାଯ୍ୟ କର❤ ଜୟ ଜଗନ୍ନାଥ 🙏 Love you Laba Bhai 😊
@KalyaniSahu-xc4vb
@KalyaniSahu-xc4vb День назад
Jordan ରେ କମାଲ୍ କରି ଦେଲ, ଏତେ ସାରା ଭଲ ପାଇବା ଅନ୍ୟ କେଉଁଠାରେ ଏଭଳି ହୋଇ ନାହିଁ |ବହୁତ ସୁନ୍ଦର ଉଦ୍ଦୀପନା ଓ ଭଲ achivement I God bless you lସ୍ଵଚ୍ଛ ଭାରତ ।
@Purnimafamilyvlog-bc3uo
@Purnimafamilyvlog-bc3uo День назад
ଭାଇ ତୁମଜରିଆରେ ଆମେ ଓଡିଶା ବାହାରେ ବି ଓଡ଼ିଆମାନଙ୍କୁ ଦେଖିପାରୁଛୁ ବହୁତ ଖୁସିଲାଗୁଚି ❤️
@Jy_215
@Jy_215 2 дня назад
ଭାଈ ଚାରା ରହିବା ନିହାତି ଜରୁରୀ ସମସ୍ତଙ୍କ ଭିତରେ ❤❤🥰🥰💯💯💪💪🙌🙌
@trailokyabehera158
@trailokyabehera158 День назад
Jay odisha jay jagganth ❤🎉
@ArjunDalabehera
@ArjunDalabehera День назад
ହିନ୍ଦୁ ହିନ୍ଦୁ ଭାଇ ଭାଇ 🚩🚩🚩💪💪💪 ଭାଇଚାରା ଏଠି କେହି ନାହିଁ ା
@sureshmajhi4280
@sureshmajhi4280 День назад
ବହୁତ ଖୁସି ଲାଗିଲା ଲଵ ଭାଇ,,, ଓଡ଼ିଆ ଭାଇମାନଙ୍କ ସହିତ ଦେଖାକରିଥିଵାରୁ,,🎉
@AbhimanyoSenapati
@AbhimanyoSenapati День назад
ଲବଭାଇ ଜଡେନରେ ଓଡିଆ ସହ ମିଶି ବହୁତ୍‌ ମଜା କରିଲ ମୁଁବି ବହୁତ୍ ଖୁସି ଜୟଜଗନ୍ନାଥ ❤❤❤
@NandakiswarMallick
@NandakiswarMallick День назад
ଜୟ ଶ୍ରୀ ରାମ ଲବ ବେଟା ଏପରି ସବୁବେଳେ ଖୁସିରେ ଥାଅ ା ଆମକୁ ବି ଖୁସି ଦେଉଥାଅ ଧନ୍ଯବାଦ କନ୍ଧମାଳ ରୁ
@sridharpadhy5212
@sridharpadhy5212 2 дня назад
Aji ra Video very interesting bro bohut maja lagila
@bijaykumar1508
@bijaykumar1508 2 дня назад
Laba bhai ur great...
@devilskk1955
@devilskk1955 2 дня назад
ଭାହାରେ ଗୋଟେ ଓଡ଼ିଆ ଲୋକ ଙ୍କୁ ଦେଖିଲେ ଗୋଟେ ନିଆରା ❤
@SangramKumar-wz2yl
@SangramKumar-wz2yl День назад
Yes 🎉🎉
@kinaramsingh7905
@kinaramsingh7905 2 дня назад
Laba bhai nku bhagawan khushi re rakhantu ❤❤❤
@judhisthiranaik2503
@judhisthiranaik2503 2 дня назад
ଭିଡ଼ିଓ ଦେଖି ବହୁତ ବହୁତ ଖୁସି ଲାଗିଲା, ଆଉ ଓଡ଼ିଆ ଭାଇ ମାନଙ୍କ ସହିତ ଦେଖା କଲେ ବହୁତ ଖୁସି ଲାଗିଲା l 🙏ଜୟ ଜଗନ୍ନାଥ 🙏
@PRADEEP_MOTIVATION_09
@PRADEEP_MOTIVATION_09 2 дня назад
Balasore Toka respect button ✅
@GotiMuktiAndolan_Odisha
@GotiMuktiAndolan_Odisha День назад
ବହୁତ ଖୁସି ଲାଗୁଛି ଓଡିଶା ବାହାରେ ଜୋଡାନରେ ଏତେ ସଂଖ୍ଯକ ଓଡିଆଙ୍କୁ ଦେଖି ଧନ୍ଯବାଦ ଭାଇମାନେ
@DarkInstitute
@DarkInstitute День назад
😂😂😂dadana khati baku jaichanti
@Odia_Jhia_Puja9692
@Odia_Jhia_Puja9692 2 дня назад
କୋଉ ମାନେ ସବୁ ଲବ ଭାଇଙ୍କ ମଙ୍ଗଳ ଚାହୁଁଛ ଲାଇକ୍ କର👍👍
@jyotsnaranisingh5524
@jyotsnaranisingh5524 День назад
ବାହାର ଦେଶ ରେ ଆମ ଓଡ଼ିଆ ଭାଈ ମାନଙ୍କୁ ଦେଖିକି ବହୁତ୍ ଭଲ ଲାଗିଲା
@krishnanaik4046
@krishnanaik4046 День назад
Bohut bodia lagila odisha bahare bi amo odia bhai mane ate bholo paibe deithibaru❤❤❤🎉🎉🎉
@balarammallick9372
@balarammallick9372 11 часов назад
ଜୟ ଜଗନ୍ନାଥ ବହୁତ ଖୁସି ଲାଗିଲା ବାହାରେ ଆମ ଓଡ଼ିଆ ଭାଇମାନଙ୍କୁ ଦେଖିକି
@sudipff4859
@sudipff4859 День назад
Tama. Pai joden re ame odia pila nku dekhi khushi lagila ❤❤❤ thanks for laba bhai ❤❤
@BhiluMurmu-gd5vq
@BhiluMurmu-gd5vq День назад
ବୋହୁତ ଭୋଲ ଲୋବ ଭାଇ ଆମୋ ଓଡିଆ ପିଲା ସହିତ ଦେଖାହେଲେ ଯୋଡେନ୍ ରେ❤❤❤❤❤
@user-Soumya.soumya
@user-Soumya.soumya День назад
Aji ra video dekhiki mind fresh heigala 🎉🎉🎉😊😊😊😊😊😊😊😊😊
@Bhubaneswar-x2h
@Bhubaneswar-x2h 2 дня назад
ଭାରତ ବାହାରେ ଏତେ ଓଡିଆ ଭାଇ ଭଉଣୀ ଙ୍କୁ ଦେଖୀ ଗର୍ବ ଲାଗୁଛି...ତାଙ୍କ ପାଖକୁ ଯାଇଥିବିରୁ ଲବ ଭାଈ ଧନ୍ୟ ବାଦ... ଯୟ ଜଗନ୍ନାଥ
@suryakantamishra-p2t
@suryakantamishra-p2t День назад
Kn pai garba karucha semane dadana khati jai chha nti 😢 ama aparagata kukura sarkar jogu 😢 tanku dekhile dukha laguchhi tanka ra kichhi na hau
@RajeswarKreputika
@RajeswarKreputika День назад
ଭାଇ, ଆମ ଓଡ଼ିଆ ଭାଇମାନେ କଣ କାମ କରନ୍ତି। ଭାଇ ପଡିଶା ଦେଶ, ଇସ୍ରାଏଲ କୁ ଯାଅନି। କାରଣ ସେହି ଦେଶରେ ଭୟଙ୍କର ଯୁଦ୍ଧ ହୋଉଛି। ବିଦେଶ ରେ ଆମ ଓଡ଼ିଆ ଭାଇ ମାନଙ୍କୁ ଦେଖି ବହୁତ୍ ଖୁସି ଲାଗିଲା।
@biswajitjena6800
@biswajitjena6800 День назад
Although Israel is in war but this country is too safe for it's anti missile defence system like Iron drom.
@balarampatra4480
@balarampatra4480 День назад
ଲବ ଭାଇ ସତରେ U r great. In from mbj
@RameshRaita-pb3eu
@RameshRaita-pb3eu 2 дня назад
Jordan aama odia Bhai deki bauta kusi lagila ...jay Jagannath all with Laba bhai❤❤❤❤
@SaraSarasuyti-sz9mz
@SaraSarasuyti-sz9mz День назад
ଜୟ ଜଗନ୍ନାଥ ସବୁ ଓଡ଼ିଆ ଭାଇ ମାନଂକୁ ଜୟ ଜଗନ୍ନାଥ ଭିଡିଓ ବୋହୁତ ଭଲ ଲାଗିଲା
@laxmanmurmu3285
@laxmanmurmu3285 День назад
Thanks vai.ame odia vari badhia.ame jaunthi thau we are all equal.jay jaganath 🙏
@dhanirambeg7820
@dhanirambeg7820 2 дня назад
❤❤❤❤ଲବ ଭାଇ ଯୁହାର 🎉🎉🎉🎉 very good experience ଜୟ ଜଗନ୍ନାଥ
@pruthivirajnaik5908
@pruthivirajnaik5908 2 дня назад
ଭାଇ ଆପଣଙ୍କ ଭିଡ଼ିଓ ର charm କମିଗଲାନି କିଛି ଦର୍ଶକ ମାନେ ଆଉ ଦେଖିନାହାନ୍ତି plz ସବୁ ଦର୍ଶକଙ୍କୁ ଅନୁରୋଧ ଲୋବ ଭାଇଙ୍କ ଭିଡ଼ିଓ ଦେଖନ୍ତୁ
@id_seller18
@id_seller18 День назад
Dekhile kn🖕miliba,Tamara 🖕 kichi kama nahi kn aamra kichi kama nahi
@BAPIMDTECHNICAL-ni7nk
@BAPIMDTECHNICAL-ni7nk День назад
Bhai demotivate Kan pan karucha
@masterpintu566
@masterpintu566 День назад
ରେଗୁଲାର ଆସୁନ ଥିଲେ ସେଥିପାଇଁ
@BabitaSahu-k7g
@BabitaSahu-k7g День назад
Jaiki bhika maga aga nije agaku badha ta pare anya ku kahina 😂
@bholanathbaskey9667
@bholanathbaskey9667 День назад
Samaste dekhuchhonti tume dekhuno.
@MJQueen_Jemani_750
@MJQueen_Jemani_750 День назад
ଆମେ ଓଡ଼ିଆ ଭାରି ବଢ଼ିୟା ❤
@MohandasBadanayak
@MohandasBadanayak 2 дня назад
ଆମ ଓଡ଼ିଆ ବାରି ବଡ଼ିଆ 🙏🙏🙏❤️❤️♥️♥️♥️♥️
@MohandasBadanayak
@MohandasBadanayak 2 дня назад
ଲଭ ଭାଇ ଙ୍କ ପାଇଁ ଗୋଟେ like ହଉ 👍👍👍
@P.u.r.n.a
@P.u.r.n.a 2 дня назад
ନବରଙ୍ଗପୁର ରୁ ଭାଇ ମୋର full sofort ଲବ ଭାଇ ❤❤ ଜୟ ଜଗନ୍ନାଥ,
@kalicharanmarndi3369
@kalicharanmarndi3369 День назад
Nice vedio from mayurbhanj udala
@BinayakprasadAdhikari
@BinayakprasadAdhikari 2 дня назад
JAY JAGANNATH MANE JAY ODISSA, TAME MAANE, YAA MADHYA RU KOUTAAKU JANICHHA, JADI NA JANICHHA, TARA ARTHA BUJHI PARUTHIBA
@shivaprasadjena8656
@shivaprasadjena8656 День назад
Laba babubahita khusi heli seen your zodan stayed out odiya bhaei in jodan thank you very well
@satyabrata-l5j
@satyabrata-l5j 2 дня назад
ଭାଇ ବହୁତ୍ ଦିନ ପରେ ଭଲ ଲାଗିଲା କିନ୍ତୁ ଗୋଟିଏ ଦୁଃଖ ଲାଗିଲା କାହିଁକି ନା ତୁମେ କେକ୍ କଟିଲ ସେଥିରେ ଫୋଟ ନ ଥିଲେ ଭଲ ହେଇଥାନ୍ତା
@hrudanandasankhua5824
@hrudanandasankhua5824 День назад
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@badalsalangibadalsalangi7395
@badalsalangibadalsalangi7395 День назад
❤❤
@ajitkumardas2810
@ajitkumardas2810 День назад
Odia Bhai Mane Jordan re kou type ra kama karuchanti
@sunilofficialvlogs4920
@sunilofficialvlogs4920 День назад
Jay jagannath 🙏🙏🙏🙏
@mukesh9960
@mukesh9960 День назад
Miss u bhai mu aasi pari leni athiki rahiki ❤🙏🏻💐
@santoshsethi5913
@santoshsethi5913 День назад
ଭାଇ video ଟା ବହୁତ ବଢିଆ ହେଇଚି Next country Switzerland ଯାଅ ଭାଇ Jordan ରେ ବହୁତ ଦିନ ହୋଇଗଲା
@purnachandramunda1980
@purnachandramunda1980 День назад
ଏ ସମ୍ପର୍କ ରହୁ ❤❤ ।ଆମ ଓଡିଶା ଭାରି ବଢିଆ 🎉🎉❤❤
@BASUDEBASATAPATHY
@BASUDEBASATAPATHY 2 дня назад
ଗଞ୍ଜାମ ଲୋକ like କର ❤❤❤❤
@harishchandrahikaka4751
@harishchandrahikaka4751 2 дня назад
Jay jagannath 🙏 love from Rayagada
@moheshwarsabar744
@moheshwarsabar744 День назад
Mee also Rayagada 🙌🙌🙌
@Odia_Jhia_Puja9692
@Odia_Jhia_Puja9692 2 дня назад
କିଏ କିଏ ଲବ ଭାଇଙ୍କ ଭିଡ଼ିଓ ସବୁଦିନ ଦେଖୁଛ ଲାଇକ୍ କର👍🏻👍🏻
@manbodrana5313
@manbodrana5313 День назад
ଧନ୍ୟବାଦ୍ ଲବ ବାବୁ ରିଟେଲ ହିରୋ ଆପଣ ।ଫିଲିମ ହିରୋ ଠୁ କମ୍ ନୁହେଁ ଆପଣ ।
@Purple_girl-r5s
@Purple_girl-r5s 2 дня назад
The only word that strikes my mind after seeing ur videos is "WOW".
@ffloverrajesh4404
@ffloverrajesh4404 День назад
ଭାଇ ଆମ ଓଡ଼ିଆ ଟୋକା ସବୁଆଡେ ଜୟ ଜଗନ୍ନାଥ ❤❤
@ranjitkumarkar413
@ranjitkumarkar413 2 дня назад
Bhai good evening so beautiful video happy beautiful day God bless you Bhai ❤❤❤❤🎉
@KandheiDas-f2r
@KandheiDas-f2r 2 дня назад
Bahut khushi lagila ama odiya vaye manku dekhi thank you laba vaye
@Utkalacartoon
@Utkalacartoon День назад
କୀଏ କିଏ ଚାହୁଁଛ ଲବ ଭାଇ ଆମୋ ଓଡିଶା ରୋ ରିଅଲ ହିରୋ ବୋଲୀ ଲାଇକ କର ❤❤❤❤❤❤❤❤❤
@Redmi9T-l5n
@Redmi9T-l5n 2 дня назад
Jay Jagannath Jay mayurbhanj
@Odia_Jhia_Puja9692
@Odia_Jhia_Puja9692 2 дня назад
ଜୟ ଜଗନ୍ନାଥ ସ୍ଵାମୀ ⭕‼️⭕ ନୟନ ପଥଗାମୀ 🙇 ଭବ ତୁମେ🙏🙏🙏 ଜୟ ଜଗନ୍ନାଥ ⭕‼️⭕🙇🙏🙏🙏
@misrajanko8066
@misrajanko8066 2 дня назад
Laba bhai johar❤❤❤❤❤❤❤❤❤
@pbnayakvlogs7656
@pbnayakvlogs7656 2 дня назад
Ghare Rahi bahara duniya dekhuchu tamapain🎉
@ADCMahanta
@ADCMahanta День назад
Bhai ଯାହା କୁହ ପଛେ ଆଜିର ବ୍ଲୋଗ update verson ହେଇଚି keep itup loba ଭାଇ
@sharadamohanty5629
@sharadamohanty5629 День назад
You are all the best! We can not say thank you enough! God bless all of you and stay safe . Jai Shree Jagannath Mahaprabhu Saranam 🙏💐🙏💞
@2gbgamerzff
@2gbgamerzff 2 дня назад
I Love Your All Video❤❤❤
@tdkkoraputiavideo2873
@tdkkoraputiavideo2873 2 дня назад
Super video bhai
@mailtosashikanta
@mailtosashikanta День назад
Love you love bhai..badia lagila aji ra episode
@Anandtv75
@Anandtv75 День назад
ମାଡ଼ି ଚାଲ। ❤ from Balangir
@SSBOYVLOG-iy8hp
@SSBOYVLOG-iy8hp 2 дня назад
Lana bhai ka bat may bahut dam hai 👏👏👏👏
@dineshgaming2584
@dineshgaming2584 2 дня назад
Ganjam ru koumane laba bhai nku dekhuchha like❤❤❤
@thedevinegodes965
@thedevinegodes965 2 дня назад
Bhai bohuta Khushi lagila
@KanchanDas-n2d
@KanchanDas-n2d День назад
Jay Jagannath Rd kendrapara talchua odisha
@misssandhyabirua
@misssandhyabirua 2 дня назад
Very very nice 👍
@X_BINGO_FF
@X_BINGO_FF 2 дня назад
@@misssandhyabirua 👍
@BKPradeepgaming
@BKPradeepgaming 2 дня назад
@PanduSoren143
@PanduSoren143 2 дня назад
Sso beutiful ❤❤❤👍👍👍
@NiranjanGagaraiSing
@NiranjanGagaraiSing День назад
ଲବ ଭାଇ ଅଙ୍କ ପାଇଁ ଲାଇକ ହେଉ,🙏🙏🙏 ଜୟ ଜଗନ୍ନାଥ
@chandamaniluhari984
@chandamaniluhari984 2 дня назад
ଲବ ଭାଇ ବହୁତ୍ ବଢିଆ ଜଦେନ୍
@narayantripathynarayantrip2865
Beautiful odisha Bhai mana nka sahita Maja masti enjoy your life one million celebration 🎊🎉🎊🎉 God bless you
@DambaruBisoi-lc2bb
@DambaruBisoi-lc2bb День назад
ଓଡ଼ିଆ ଭାଇ ମାନେ ସେଥି ରୋହି ଚାକିରି କୋରୁଚୋନ୍ତି ନା ପାଠ ପୋଡୁଚୋନ୍ତି ❤
@vapianjali8901
@vapianjali8901 День назад
Congratulations God bless you 🙏
@ramchandrahembram6287
@ramchandrahembram6287 2 дня назад
Jai jagannath.odiya ame vary badhiya.thank you.
@BHIKARIDAS-z2e
@BHIKARIDAS-z2e День назад
Very nice vedio thila sir 😊😊♥️♥️♥️♥️♥️♥️ God bless you ❤️😊♥️
@Berhampurbhaina420
@Berhampurbhaina420 День назад
ଭାଇ love from ଗଞ୍ଜାମ ❤️
@chinmayagamingff5656
@chinmayagamingff5656 День назад
4:12 Ganjam Toka in Everywhere ❤😂
@Subham_all_zone_105
@Subham_all_zone_105 11 часов назад
Laba hansda R.C.B.L high school ❤
@playeroftheyear9398
@playeroftheyear9398 9 часов назад
Odia bhai manku bahut bahut dhanyawad ❤❤❤❤🎉🎉
@BharatchandraTudu-nc8ph
@BharatchandraTudu-nc8ph День назад
Ow too cheerfull sight! Thnks so much.
@princemanas6642
@princemanas6642 2 дня назад
ଜୟ ଜଗନ୍ନାଥ 🙏🙏❤❤❤❤
@GarddiSingh
@GarddiSingh День назад
Jay odisha jay odisha jay odisha jay jagannath
@ajupadhan1056
@ajupadhan1056 День назад
ଲବ ଭାଇ ଆଜିର ଭିଡିଓ ରେ ଏକ୍ସଟ୍ରା ମଜା ଲାଗିଲା କାରଣ ସେଠାରେ ଆମର ଓଡିଆ ଭାଇମାନେ ଅଛନ୍ତି ।
@SurendraParida-gh9tn
@SurendraParida-gh9tn 2 дня назад
Jay Jagannath bhai
@tanmayakumarswain8354
@tanmayakumarswain8354 4 часа назад
Jay jagannath.lage raho
@santoshdakua6312
@santoshdakua6312 День назад
Bahut Khushi lagila samata nku dekhi ki
@masoomsabar2823
@masoomsabar2823 День назад
Wow...
@dbvisual67
@dbvisual67 День назад
Congratulations Labo brother, go ahead 👍🏻🎉🎉🎉
@jogamitrapattanayak4573
@jogamitrapattanayak4573 День назад
Bahut bhala lagila👌👌superbb❤️👌
@sujatamohanty6713
@sujatamohanty6713 День назад
ବହୁତ୍ ଭଲ ଲାଗିଲା ଏମିତି ଭିଡିଓ ବନେଇଚାଲ
@dineshswain7174
@dineshswain7174 День назад
Jay Jagannath 🙏🙏🙏
@binodkumar-px7ld
@binodkumar-px7ld 2 дня назад
ବହୁତ୍ ବହୁତ୍ ଧନ୍ୟବାଦ ଲବ ଭାଇ ଓଡ଼ିଆ ଭାଇ ମାନଙ୍କୁ ଭଲ ବାର୍ତ୍ତା ଦେଇଥିବାରୁ.....!! ଜୟ ଜଗନ୍ନାଥ 🙏!!....
@SKMajhi0
@SKMajhi0 2 дня назад
Laba bhai emiti daily daily video anatu
@namitamajhi2715
@namitamajhi2715 2 дня назад
ଜୟ ଜଗନ୍ନାଥ ଭାଇ 🙏ଓଡିଶା ର ନା ଆଗକୁ ନିଅ 🙏
@222mbv
@222mbv 23 часа назад
ଲବ ଭାଇ ଓଡିଶା ପାଇଁ ଗୋଟେ ଗର୍ବ 🙏
@anilmurmuofficial5105
@anilmurmuofficial5105 День назад
Vere good lobo bhai
Далее
Natia Comedy Part 494 || Sabi Ra Kala Karma
16:49
Просмотров 1 млн