ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଚିପ ଇଞ୍ଜିନିୟର ଏଣ୍ଡ ବେସିନର ମ୍ୟାନେଜର କୈଳାସ ଚନ୍ଦ୍ର ସାହୁ । କୈଳାସ ଚନ୍ଦ୍ର ସାହୁ କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଦାୟିତ୍ତ୍ୱରେ ଅନେକ ଦିନ ଧରି ରହି ଆସୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନୀତିର ଅନେକ ଅଭିଯୋଗ ହୋଇ ଆସୁଥିଲା । ଶେଷରେ ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି
ଭିଜିଲାନ୍ସ ରେଡ ଗଣା ଚାଲିଛି ଟଙ୍କା ଓ ଜାଗା | Chief Engineer of Baitarani Basin Under Vigilance Net | Odisha Reporter| Baitarani Basin Chief Engineer Under Vigilance; Raids Ongoing |Vigilance Raid Targets Chief Engineer of Baitarani Basin | Chief Engineer in Baitarani Basin Faces Vigilance Raids at 10 Sites
| Raids on Chief Engineer of Baitarani Basin: Vigilance in Action | Vigilance Operation: Chief Engineer of Baitarani Basin Raided
#Vigilanceraid #raid #Keonjhar #Odisha #OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RU-vid: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter
21 окт 2024