Тёмный

ମତେ ଗାଳି ଦେଲେ ଚଳିବ | ନିଜକୁ ଜଗନ୍ନାଥ କହିଲେ ମୋହନ ! Dinanka TV | Mohan Majhi | 

Dinanka Tv
Подписаться 184 тыс.
Просмотров 31 тыс.
50% 1

କୃଷିମନ୍ତ୍ରୀ କୁଆଡେ ବଳଭଦ୍ର | ଆଉ ମୁଖ୍ୟମନ୍ତ୍ରୀ ହେଉଛି ଜଗନ୍ନାଥଙ୍କ ରୂପ | ତେଣୁ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟମନ୍ତ୍ରୀଙ୍କୁ ଗାଳିଦେବାର ଅଧିକାର ଅଛି | ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୬୩ ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏମିତି କିଛି କହିଥିଲେ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | #mohanmajhi #cmoodisha #kvsinghdeo #dinankatv #lordjagannath #balabhadra #campare #bjpgovt #odiaasmita #ouat #program #odishapolitics #odishapoliticalupdate #odianews #breakingnews #latestnews #topnews #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

Опубликовано:

 

12 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 219   
@basantkumarmohanty7602
@basantkumarmohanty7602 18 дней назад
ମୋହନ ବାବୁ ତମକୁ ଧର୍ମ ଛାଡ଼ିଲାନି ତମ ଭଳିଆ ମୂର୍ଖକୁ cm କହିବାକୁ ଆମକୁ ଲାଜ ଲାଗୁଚି
@user-kt8of2jd8w
@user-kt8of2jd8w 18 дней назад
ଆସନ୍ତା ବର୍ଷ ରଥଯାତ୍ରାରେ ଏହି ଦୁଇଜଣଙ୍କୁ ନନ୍ଦିଘୋଷ ଓ ତାଳଧ୍ଵଜ ରଥରେ ବସେଇବା ବାକି ରହିଲା ।
@PremChhura-cs1kt
@PremChhura-cs1kt 18 дней назад
😂
@12sa098abcdrkkkl
@12sa098abcdrkkkl 18 дней назад
emanku bike re basei rath jatra kariba ratha baneiba darkar nahi
@ashabiswasswain707
@ashabiswasswain707 18 дней назад
ପୁରାପୁରି ଭଲ କଥା ମୋଦି ତୁମକୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା କରି ଦେଲେ ରଥଯାତ୍ରା ରେ ତୁମର ରଥଯାତ୍ରା ଅନୁଷ୍ଠିତ ହେବ
@Sarojkumarsahoo-xw3nn
@Sarojkumarsahoo-xw3nn 18 дней назад
ଏଇଟା ମୂଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକଥା
@user-yv2fw2bh5r
@user-yv2fw2bh5r 18 дней назад
ଛି ଛି ଧନ୍ୟରେ ତୁମ ମାନଙ୍କୁ
@biplabrout5969
@biplabrout5969 18 дней назад
କିଛି ଜାଣିନ କଣପାଇଁ ଭାଷଣ ମାରୁଛ😂😂😂
@JitendraJena-uw1eq
@JitendraJena-uw1eq 18 дней назад
ହେଇ ରେ ପେଲେଇପୁଅ ମୁର୍ଖ ଅଛନ୍ତି ହେଲେ ତୋ ଭଳିଆ ମୁର୍ଖ ସୃଷ୍ଟି ରେ ନାହାନ୍ତି ମୋଦୀଜୀ ଏଡେ ବଡ ଜ୍ଞାନୀ ଲୋକ ତୋ ଭଳି ମୁର୍ଖ କୁ କେମିତି କଲେ ମୁଖ୍ୟମନ୍ତ୍ରୀ । ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡର ମାଲିକ ତୁ ମହାପ୍ରଭୁ ଙ୍କ ସହିତ ସମାନ ହେଇଯିବୁ ।ଏତେ ଅହଂକାରୀ ଗର୍ବୀ । ଗର୍ବ ଗଞ୍ଜନ ନରହରି ଗର୍ବ ନ ସହନ୍ତି କାହାରି
@suryasadhika4157
@suryasadhika4157 18 дней назад
ଜଗନ୍ନାଥ ବାରବର୍ଷ ଭିକ୍ଷା ମାଗିଲେ ତହାବି ମିଳିନଥିଲା ଜଗନ୍ନାଥ ଯଦି ବ୍ରହ୍ମାଣ୍ଡର ମାଲିକ ତୋ ଘର ଲେଖିଦେ ଜଗନ୍ନାଥଙ୍କ ନାଁ ରେ ।
@chandrasekharnayaka9658
@chandrasekharnayaka9658 18 дней назад
ଏଇଟା ହିଁ ଆମ ମୁଖ୍ୟ ମନ୍ତ୍ରୀ ଙ୍କ ଓଡ଼ିଆ ସଂସ୍କୃତି ସଂସ୍କାର ଓ ଓଡ଼ିଆ ଅସ୍ମିତା
@SavaraRaja-k2f
@SavaraRaja-k2f 11 дней назад
Thik kahichanti BJP lokamane gajamurkha nijaku bhagaban boli bhabuchi. 2029 nandighosh rathare baseibaku padib ❤❤❤JAY JAGANNATH
@sandeshdas1690
@sandeshdas1690 18 дней назад
ଅଲାଯୁକ ମୁହଁରେ ଏପରି କଥା ଆସେ
@hiranyasahoo3548
@hiranyasahoo3548 18 дней назад
ମୋହନ ମାଝୀ ନିଜେ ଜଗନ୍ନାଥ ବୋଲି କହୁଛ ତୁମକୁ ଲଜ୍ୟା ଲାଗୁନି
@budhiramnahak3209
@budhiramnahak3209 18 дней назад
ଆଉ ତମ ମାଇକିନା ନିଶ୍ଚୟ ଲ ଲକ୍ଷ୍ମୀ ଠାକୁରାଣୀ .ଆଉ ମମତା ଅଲି ଅଳି ସୁଭଦ୍ରା .
@rbbhai7160
@rbbhai7160 18 дней назад
Odisha king always one Naveen sir 🙏😎💚💚💪
@prafullakumardalei8045
@prafullakumardalei8045 18 дней назад
ଯଦି ବଡଭାଇ କୃଷି ମନ୍ତ୍ରୀ ବଲଭଦ୍ର, ସାନଭାଇ ମୁଖ୍ୟମନ୍ତ୍ରୀ ଜଗନ୍ନାଥ, ଆଉ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଦି ସୁଭଦ୍ରା ହୁଅନ୍ତି, ତେବେ ଉଭୟ ଦେବ ଓ ଦେବୀ ଭକ୍ତଙ୍କ ସିହିତ ଚାଳନା ଆଉ ପ୍ରତାରଣା କାହିଁକି.
@mirapatra8545
@mirapatra8545 18 дней назад
ହଁ ଲୋକଶିକ୍ଷେତ୍ରକାହିକିଯିବେତୋତେଦର୍ଶନକରିବାକୁଯିବେ
@R.NMURMU-js7sc
@R.NMURMU-js7sc 13 дней назад
ମୂର୍ଖ ମନ୍ତ୍ରୀ ଜିନ୍ଦାବାଦ
@Ajaydasvlog6371
@Ajaydasvlog6371 18 дней назад
ଏ ସଲା କୁ କିଏ ମୁଖ୍ୟ ମନ୍ତ୍ରୀ କଲା ପା ଗଲ
@user-xs8bv3xj4l
@user-xs8bv3xj4l 18 дней назад
ଜଗନ୍ନଥ ନା ରେ ଗାଦିରେ ବସିଛନ୍ତି ଏବେ ନିଜକୁ ଭଲଭଦ୍ର ଜଗନ୍ନାଥ ବୁଡି ଗଲା ଲୋକ ତଳକୁ ତଳ ହେ ଜଗନ୍ନାଥେ ସତବୁଧି ଦିଅ
@avinabihari338
@avinabihari338 18 дней назад
ତୁ ଯଦି କାଳିଆ ତାହେଲେ ପୁରୀରେ ସିଏ କିଏ
@dasharathi2271
@dasharathi2271 12 дней назад
Se heuchi Modira bhakata, Belajya govt, lajyahina bjp neta, salanku votedeba bada bhula, sale 5 barasa emiti jaatra karibe chhi😅😅😅😅😅
@sudamcharanprusty
@sudamcharanprusty 18 дней назад
ରୁହ ଆହୁରି ଗା ଳି ଖାଇବ ଯିଏ ଭୋଟ ତୁମ କୁ ଦେଇଥିଲେ କିଛି ଭିଜନ ନାହିଁ ତୁମ ସର କାର ର ବେକରିସମସ୍ୟା ,ନା ଦାଦନ ନା କୌଣସି ଭ ଲ କାମ କିଛି ନାହିଁ। ଖାଲି ବହାଦୁରିଆ କଥା
@deepakpallai9307
@deepakpallai9307 18 дней назад
ସାମାନ୍ୟ ତୁଛ ମଣିଷ ଯେତେବେଳେ ନିଜକୁ ଆତ୍ମା ଘୋଷିତ ଭଗବାନ ବୋଲେ ଏହI ଅହଙ୍କାର ଆଉ ଗର୍ବି ର ପରିଚୟ ! ହଇରେ ନାରଣ କାହିଁ ଶ୍ରୀ ଜଗନ୍ନାଥ ମଣିମା କାହିଁ ବାଳ ମୋହନ 🤬| ବେଳ ଥାଉ ବାଳ ବIନ୍ଧ ନହଲେ ତମ ଗୋଛ କଟି ଦେବେ ଜନସାଧାରଣ ! 😡😡
@SavaraRaja-k2f
@SavaraRaja-k2f 11 дней назад
Ehita bjp ra asmita Murkha mantri Mohan maji ❤❤❤Jay jagannath ❤❤❤
@user-rh2zm1gr5n
@user-rh2zm1gr5n 18 дней назад
ହେ ପ୍ରଭୁ କି ମାୟା 😮😮😮😮😮
@nakulnaik1423
@nakulnaik1423 18 дней назад
ମୂର୍ଖ ! କଣ କହୁଛି ତାହା ବି ଜାଣି ପାରୁନି, ମୁଣ୍ଡରେ ଟିକେ ହେଲେ ବିବେକ ବିଚାର ଥାଏ, ତେବେ ସ୍ୱଇଚ୍ଛାରେ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେଲେ ମଙ୍ଗଳ ହେବ
@RajuNayak-wk8ck
@RajuNayak-wk8ck 18 дней назад
ନିଜକୁ ଲଜ୍ଜା ଲାଗିବା କଥା ନିଜେ ନିଜକୁ ଭଗବାନ ଙ୍କ ସହିତ ତୁଳନା କରୁଛନ୍ତି
@Prakashbarik-ie5tv
@Prakashbarik-ie5tv 18 дней назад
ଏ ମୁଖ୍ୟମନ୍ତ୍ରୀ ନୁହଁ ନ୍ତି ମୂର୍ଖ ମନ୍ତ୍ରୀ
@betexshyamsundar990
@betexshyamsundar990 18 дней назад
ଅଲାଜୁକ ବିଜେପି ନେତା ଓ କୁଜିନେତା
@laxmipriyadas7655
@laxmipriyadas7655 18 дней назад
ସେ ତ ଆଉ କିଛି ଜାଣିନାହାନ୍ତି, ଜଗନ୍ନାଥଙ୍କ ନାମ ନେଇ ପାରେଇ ଯାଆନ୍ତୁ।
@user-nw8ue9pz1v
@user-nw8ue9pz1v 18 дней назад
ଏ କବାଡିଆ କୁ କିଏ ମୁଖ୍ୟମନ୍ତ୍ରୀ କଲା ଏ ମୁଖ୍ୟମନ୍ତ୍ରୀ ଗାଦି ଛାଡି ଯାଇ ବ‌ଇତରଣି ନଦୀରେ ମାଛ ଧର କଥାରେ ଅଛି ପିମ୍ପୁଡ଼ି ଦିପ ରୁଖା ଉପରକୁ ଚଢିଗଲେ ସିଏ ଭାବେ ମୁଁ ସୋର୍ଗରେ ଏ ହେଉଛି ସେୟା ମାଛ ଧରାଳିକୁ ଜଦି ମୁଖ୍ୟମନ୍ତ୍ରୀ କରିବ ସିଏ କହିବ ମୁଁ ଜଗନ୍ନାଥ ମାନେ ଭଗବାନ ହଁ ତାଙ୍କ ଚାହା ବିକାଳି ଜେତେବେଳେ କହୁଛି ମୁଁ ରାମ ଇଏ କାହିକି ଜଗନ୍ନାଥ ନ କହିବ
@dasharathi2271
@dasharathi2271 12 дней назад
Modi ra ka mala, Biswaguru hebenaa, salanku laaja, sarama tike nahi😅😅😅😅
@sukrutapradhan6893
@sukrutapradhan6893 18 дней назад
ବିଜେପି ମୁଖ୍ୟମନ୍ତ୍ରୀ ଏହା କହିଲେ ବୋଲି ଚଳିଗଲା ଅନ୍ଯ କେଉଁ ଦଳ ହୋଇଥିଲେ କଣ ହୋଇଥାନ୍ତା ??
@devaprasadpanda7662
@devaprasadpanda7662 18 дней назад
What a comparison with Devine God Jagannath....this Proudeness wil not last more..
@AmitanayakAmitanayak-tv7co
@AmitanayakAmitanayak-tv7co 18 дней назад
ମୋହନ ସାର୍ ଙ୍କୁ ରଥରେ ଗୁଣ୍ଡିଚା ମନ୍ଦିରକୁ ନେବାକୁ ହେବ 😊😊😊😊😊😊😊😊😊😊
@s.jchanel8198
@s.jchanel8198 17 дней назад
ପୁରୀ ରଥଯାତ୍ରା ରେ ରଥ ରେ ଏବର୍ଷ ରେ ବସିବେ । ଓଡ଼ିଶାର ଲୋକ ରଥ ଟାଣିବେ ।ଏ ମାନେ କେଉଁ ଠୁ ଧରା ହେଲା ରେ ଭାଇ
@santoshbehera1687
@santoshbehera1687 18 дней назад
ସବୁ ପାଗଳ ହୋଇ ଗଲେଣି
@prakashbehera3159
@prakashbehera3159 18 дней назад
ଏ କଥାକୁ ନେଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ
@user-gq1mf6ej7m
@user-gq1mf6ej7m 18 дней назад
ବାର ହାତ ଖଣ୍ଡା ଧରି ଭାରତ ଧ୍ବଂସ କର
@sumitraparida7131
@sumitraparida7131 18 дней назад
😂😂😂😂
@Gunda_daku
@Gunda_daku 18 дней назад
😂😂😂
@mangrajgamango1057
@mangrajgamango1057 18 дней назад
ଯାହା ହେଉ ଓଡିଶାର ଭାଗ୍ୟ କଳିଯୁଗର ଜଗନ୍ନାଥ ମୋହନ ଚରଣ ମାଝୀ,cm
@jitendrasahu9073
@jitendrasahu9073 18 дней назад
ବିନାଶ କାଳେ ବିପରୀତ ବୁଦ୍ଧି, ନର୍କ ଗାମୀ ହେବ ତୁମେ,
@user-ls5wf5hs6z
@user-ls5wf5hs6z 18 дней назад
ଠକରେ ଭୋଟ ନେଇଛ ତାହା ପରେ ପ୍ରତି ଶୃତି ଦେଇ ଲୋକଙ୍କ ପାଇଁ କ'ଣ କରିଛି ଗାଳି ନକଲେ କ'ଣ ପୂଜା କରିବେ
@singerbadrinarayan304
@singerbadrinarayan304 17 дней назад
😮😮😮😮😮😮😮😮🫢🫢🫢🫢🫢🫢🫢🫢🫢🫢🙏🙏ଜୟ ଜଗନ୍ନାଥ 🙏🙏
@user-bg4wt9ib4i
@user-bg4wt9ib4i 18 дней назад
ଏ ମାନେ ପ୍ରଭୂ ଜଗନ୍ନାଥ ଙ୍କର ଗୋଟିଏ ଗୋଟିଏ ପାଦ ଛୋଟା କୁକୁର
@user-mj9lz6mp5v
@user-mj9lz6mp5v 18 дней назад
Pramila mam thik katha kahuthile
@prasantapattanaik862
@prasantapattanaik862 18 дней назад
ତମେ ବଳଭଦ୍ର, ଜଗନ୍ନାଥ ହେଲେ ଆମ ମହାପ୍ରଭୁ କିଏ? ଆଉ ସୁଭଦ୍ରା ମାଁ ନାଁରେ ଯୋଜନା କରି ତ ମାଁ ମାନଂକୁ ଠକିଦେଲ।ଆମ ଆରାଧ୍ୟ ଦେବତାଙ୍କୁ କାହିଁକି ଏମିତି କହୁଛ କେଜାଣି।
@srikantasahoo2795
@srikantasahoo2795 18 дней назад
Belajya. CM
@Mental9-c7n
@Mental9-c7n 18 дней назад
ତୁ ଶାଳାଟି ସାରଥୀ part ୨ ବୋକାଚୋଦା ଶଳା 😁
@bijayparida8085
@bijayparida8085 18 дней назад
ଜଗନ୍ନାଥ କୁ ନେଇ ରାଜନୀତି ହିନ ମାନସିକ କଥା
@khusirajalaxmidiptiexpress5041
@khusirajalaxmidiptiexpress5041 18 дней назад
ଓଡ଼ିଆ ଅସ୍ମିତା ସଙ୍କଟ ରେ କଣ ଆସିନାହିଁ..? ଏବେ ଆପଣ କୁହନ୍ତୁ ଜଗନ୍ନାଥ କିଏ ବଳଭଦ୍ର କିଏ ? ରତ୍ନ ଭଣ୍ଡାର ତ ଲୂଟ ସରିଲା ଏବେ ଏମାନେ ଜଗନ୍ନାଥ ସଂସ୍କୃତି କି ଲୋପ କରିବେ ଆଉ ଓଡିଶା ବାସୀଙ୍କୁ ଅସ୍ମିତାର ଡିଣ୍ଡିମ ପିଟୁଛନ୍ତି, ଗୋଟେ #Odisha ରାଜ୍ୟର ମୁଖ୍ୟମନ୍ତ୍ରୀ ଠାରୁ କଣ ଏଇଆ ଆଶା ଜନତାଙ୍କର ଶୁଣିବାକୁ..?!
@sangrampatrapatra9004
@sangrampatrapatra9004 18 дней назад
ଆଉ ଜଗନ୍ନାଥ ମୋଦୀଙ୍କ ଭକ୍ତ.... ସମ୍ବିତ ପାତ୍ର ଙ୍କ ଭାଷାରେ....... ଏତେ ଗର୍ବ ଏମାନଙ୍କର କଣ ପାଇଁ???? ଏହି ଗର୍ବ ତାଙ୍କୁ ବିଜେଡି ସରକାର ଠାରୁବି ଆହୁରି ଭୟଙ୍କର ପରିସ୍ଥିତି ରେ ପକେଇ ପାରେ କହିବା ବି କିଛି ଭୁଲ ହବନି. I m dam sure about that 😊
@sambalpurivillagecomed7674
@sambalpurivillagecomed7674 18 дней назад
ଇଟା ତୋ ଭାଇ ମାନେ ଓଡ଼ିଆ ଅସ୍ମିତା
@SanatanchattarChattar
@SanatanchattarChattar 18 дней назад
ଆରେ ହେଇ ଘୋଡ଼ା ଗେହୀ ତୁ କୁକୁର ଟୁ ହିନ୍
@parshuramsahusahu1535
@parshuramsahusahu1535 18 дней назад
ପୂରିର ଚାରି ଦ୍ଵାର ବନ୍ଦକରି ବିଧାନସଭା ରେ ଚାରି ଦ୍ଵାର ଖୋଲିଦିଅ,ଭକ୍ତ ସେଠାରେ ଦର୍ଶନ କରିବେ,
@maheshkumar-fn4gc
@maheshkumar-fn4gc 18 дней назад
ଏ ମା ଗିହା ମୋହନ କୁ ଜୀବନ ପିତା ଲାଗିଲାଣି
@santoshpuhan8081
@santoshpuhan8081 12 дней назад
କଣ ଭୁଲ୍ କହିଲେ ଯେ ମୁଣ୍ଡ ଗରମ ହୋଇଗଲା।😮😮😮😮😮
@JitendraKumar-io9yi
@JitendraKumar-io9yi 18 дней назад
Shree mandira re rahuna
@KanhaiMajhi-pp8ll
@KanhaiMajhi-pp8ll 17 дней назад
ନିଜ ଜାତି ଧର୍ମ କୁ ଭୁଲି ଗଲା ଆଉ ଗୋଟେ ଜାତି ଧର୍ମରେ ପହଁରୁ ଛି ଏଇଟା କଉ ଜାତି ସାନ୍ତାଳୀ ନା କେଉଟ ଆଗକୁ ଜଣାପଡିଲା ବିଜେପି ଅନ୍ତ 😅😅😅😅😅
@radhekrishna1916
@radhekrishna1916 18 дней назад
Chhi chhi chhi..😮😮😮😅😅😅
@sbnarayan1518
@sbnarayan1518 18 дней назад
Wow kya bat hai
@LokanathNayak-v5x
@LokanathNayak-v5x 18 дней назад
ରତ୍ନଭଣ୍ଡାର ତମର ହେଇଗଲା,
@paridaprasannakumar3592
@paridaprasannakumar3592 18 дней назад
ଓଡିଶା, ବାସି, ବିଜେପି, ଅଫିସି,ରେ, ବଡଭୋଗ, ହେଲାଣୁ,, ଟିକେ, ସରମ, କରହେ
@modicareristadilka6124
@modicareristadilka6124 18 дней назад
ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କୁଆଡେ ଗଲେ?
@fakir3954
@fakir3954 18 дней назад
K.V sin ର ପ୍ରେସର୍ ରେ ମୁଖ୍ୟମନ୍ତ୍ରି
@radhasyampradhan9728
@radhasyampradhan9728 18 дней назад
Ati alajuka
@meenapal1164
@meenapal1164 18 дней назад
Guruji ଥିଲା ବେଳେ କି ଶିଶୁ ଭାଇ ଭଉଣୀ ମାନଙ୍କୁ ପାଠ ପଢାଉ ଥିଲେ, କହିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ,😂😂😂😂
@amarendra29
@amarendra29 18 дней назад
TU GALIKIA CM
@kanhudas3308
@kanhudas3308 18 дней назад
ଏ ଟା ବାଳ ଜାଣିଛି ମୋହନ ମାଝୀ ମୂର୍ଖ ମନ୍ତ୍ରୀ ଏ ଟା ମୁଣ୍ଡା ଟା 🤣🤣
@rintu09pradhan
@rintu09pradhan 17 дней назад
Never seen this type of CM Ever. Himself said lord JAGANNATH.. Not good for our future generations
@nkalpataru506
@nkalpataru506 18 дней назад
ଏଗୁଡାକ ଧରାକୁ ସରା ମଣିଲେଣି।
@rajkishorepradhan88
@rajkishorepradhan88 18 дней назад
Sata ktha kahibaku gale mahan ro jagyata nathila CM habara taku jetebele milijaichhi se kn kahuchi kichi bujhiparuni
@nayakmitu4917
@nayakmitu4917 18 дней назад
Pagal CM
@PabankumarBhuyan
@PabankumarBhuyan 18 дней назад
gadi na gali .....kie kuhantu mu bujhiparuni😢
@debendrarout1573
@debendrarout1573 18 дней назад
Tama muhaku laja naiki odisha basi muhaku laja nai jie nijaku jagannath kahilani tabhalia Ravana sansarare nai puri mandira bandkara au tame mandirare ruha 😢😢😢
@saumyakantaswain9984
@saumyakantaswain9984 18 дней назад
ପିକୁ ପଟ୍ଟନାୟକ କୁଆଡେ ଗଲା
@shubhasmitapanda4779
@shubhasmitapanda4779 18 дней назад
It's beyond my understanding Apana duijana kana balabhadra au jagannatha thakura? apananku thakura sahibeni
@mihirkumarbarik6867
@mihirkumarbarik6867 18 дней назад
Alajuka party ku alajuka loka milanti lazzya
@odiatechiegirl
@odiatechiegirl 16 дней назад
Very good sir there's no different between you and hindu gods😂😂😂😂😂😂😂😂
@nabaghananaik7953
@nabaghananaik7953 18 дней назад
Sabu ta jagarnath heba au
@bibhuprasadcreation2512
@bibhuprasadcreation2512 18 дней назад
Belajya kn gachhare phalanti,,,kn ନିଜକୁ ଭାବୁଛ ସବୁ,,,,,😊
@smdsmd6338
@smdsmd6338 18 дней назад
Ete garba bhala nuhe sir jagantha sabu sahibe garb sahibenj
@biswanathsahoo2104
@biswanathsahoo2104 18 дней назад
Mukhymantri Jagannath Narendra Modi ji kya hai
@HarishKetaki
@HarishKetaki 18 дней назад
କି ଲଜ୍ୟା ଜନକ କଥା
@rabinarayan2414
@rabinarayan2414 18 дней назад
Chhi...Chhi... Belajja
@SouravSahoo-le9fs
@SouravSahoo-le9fs 18 дней назад
Mohan gota Jaganatha
@timeline7792
@timeline7792 18 дней назад
FPO ବିଷୟ ରେ ବି କିଛି କୁହ FPO ବଢିଲେ ଚାଷୀ ମଧ୍ୟ ଲାଭବାନ ହୋଇ ପାରିବେ 👍
@AkshyaojhaAshu
@AkshyaojhaAshu 18 дней назад
Puri gebani mohan pakaku geba 😂😂😂😂😂😂
@Odiyaaa
@Odiyaaa 18 дней назад
Jai bjp people's CM
@satyabratasahoo1897
@satyabratasahoo1897 18 дней назад
Ki vali comedian 😂😂
@rudrapratapnayak-tq5sy
@rudrapratapnayak-tq5sy 17 дней назад
Bjp ku lajalagiba katha se kana kahuchhanti jani paru nahannti
@nature4112
@nature4112 18 дней назад
Jagannath kana katha kandhei sasta neta Aga Naveen vali hua ta pare modi ta pare yogi direct vagaban hoi gala matra 3 masare....emane kichhi jaibeni khali bridge ,rasta kariba aau sabu ju bikiba
@user-ft1wf2ep2p
@user-ft1wf2ep2p 18 дней назад
Ja ha u CM ka dailog very good not Odia asmita bt for Bharat jumla party .
@srabantireddy6690
@srabantireddy6690 15 дней назад
E murkha semiti kahana tara shesham samaya aasila cm padabi chadibu he prabhu jagannath aamaku eha shunibara thila 🙏🙏
@bapinapradhan8520
@bapinapradhan8520 18 дней назад
Muraka
@prabinkumarnayak5324
@prabinkumarnayak5324 18 дней назад
Where kaling sena( piku Pattnaik)
@geetaranijena6676
@geetaranijena6676 18 дней назад
BJP bale thare nuhe aau thare madhya kahithila
@manojkumardash9465
@manojkumardash9465 17 дней назад
କଣ,ତୁମେ,ଏମିତି,ହେଇଗଲ,କି
@snehalatarath6659
@snehalatarath6659 18 дней назад
ATI HUYA SAMJHO ITI AYA 🙏🏻🙏🏻🙏🏻🙏🏻🙏🏻🙏🏻
@sadanadanayak6922
@sadanadanayak6922 18 дней назад
ଲଷ୍ମୀ କିଏ
@PradeepaSamal-xx2zj
@PradeepaSamal-xx2zj 18 дней назад
Dharmachada murkha pati band kara,,, to bela budilare,
@Ajay_Babu_A1Briyani
@Ajay_Babu_A1Briyani 18 дней назад
Tu kn pain cm helu re bhai
@jitendrapradhan8789
@jitendrapradhan8789 18 дней назад
Murkha mantree mohon...odia asmita kahuthiba loka nijaku jagannath kahuchi...
@prasantkar7181
@prasantkar7181 18 дней назад
Mohona tume goate pandita ki idia...
@biswajitpatra4956
@biswajitpatra4956 12 дней назад
Kukura janiparunuki Kan kahuchhu
@dukhishyampradhan1742
@dukhishyampradhan1742 18 дней назад
Dekha odisha bashi c m kana kahuchha odisha bashi chi ntakara AA gakudekha
Далее
Faites comme moi
00:14
Просмотров 1,3 млн
Дежавю, прескевю и жамевю!
00:59
Просмотров 194 тыс.