Тёмный

ମମତାଙ୍କୁ ନବୀନଙ୍କ ଚିଠି ଲେଖିବା ବିଷୟରେ କଣ କହିଲେ ବରିଷ୍ଠ ସାମ୍ବାଦିକ ରବି ଦାସ Rabi Das On Naveen Letter 

Odisha Bhaskar
Подписаться 2,6 млн
Просмотров 53 тыс.
50% 1

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Опубликовано:

 

6 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 160   
@sanjibnayak8445
@sanjibnayak8445 Месяц назад
JAY HIND... ଚିଟଫଣ୍ଡ ଚୁର୍. ଚିଟଫଣ୍ଡ ଖିଆ ରାକ୍ଷସ ନବୀନ୍ ବାବୁ ର ଭଲ ସମ୍ପର୍କ ଥିଲା ବାଙ୍ଗଲା ଦେଶୀ ପଠାଣ କୁ ରଖିବା ପାଇଁ.... ସାର୍କାର କୁ ବଦଲାମ କରିବା ପାଇଁ ଚିଟଫଣ୍ଡ ଚୁର୍. ଚିଟଫଣ୍ଡ ଖିଆ ରାକ୍ଷସ ନବୀନ୍ ବାବୁ ର ହୀନ ଚକ୍ରାନ୍ତ.
@ritesh.panipani4472
@ritesh.panipani4472 Месяц назад
25ବର୍ଷ ର ଅପାରଗ ଶାସନ ର ଫଳ.... ସବୁ କିଣି ଖାଇବା ର ନିଶା....
@jayanteenanda768
@jayanteenanda768 Месяц назад
ଏ ପରିସ୍ଥିତି ପାଇଁ ନବୀନ ହିଁ ମୁଖ୍ଯତଃ ଦାୟୀ ଆଜି ପର୍ଯ ନ୍ତ କରୁଥିଲେ କଣ ଦୀର୍ଘ ୨୫ ବର୍ଷ ସରକାର
@sudhansusekhardash9010
@sudhansusekhardash9010 Месяц назад
ସତ ପ୍ରତିଶତ କେହି କିଛି କରି ପାରିବେ ନାହିଁ, ଯଦି ହୋଇଥାନ୍ତା ତାହାଲେ କେନ୍ଦ୍ରରେ ଗ୍ରହଣ କାହିଁକି ଲାଗିଲା ଏବେ ଚର୍ଚ୍ଚା, BJP କୁ ପନ୍ଦର ବର୍ଷ ଚାଲିଲା ସଫଳତା କଣ?
@AjayakumarGochhi
@AjayakumarGochhi Месяц назад
ନବୀନ ତା ବୋପା ବିଜୁ ନାଁ ରେ ଖାଲି ଯୋଜନା ଉପରେ ଯୋଜନା କରୁଥିଲା 😂😂😂
@purnapradhan9553
@purnapradhan9553 Месяц назад
❤ ଗୋଡ଼ ଟଣା ଟଣି ନିତି ରୁ ଦୁରେଇ ରହି ସାମୁହିକ ହିତ ଦେଖିବା ଉଚିତ ❤
@bibhutiparida7565
@bibhutiparida7565 Месяц назад
ଶୀତଳ ଭଣ୍ଡାର ହେଇଥିଲେ ଏଇ ଭଳି ସମୟରେ କାମ ଦେଇ ଥାନ୍ତା । ରାଜ୍ୟର ଅମଳ ଆଳୁ ସହିତ ଅନ୍ୟାନ୍ୟ ଫଳ ପନିପରିବା ଆଉ ବାହାରୁ ଆମଦାନୀ ଆଳୁ ମଧ୍ୟ ଗଚ୍ଛିତ ରଖାଯାଇ ଅଭାବ ମେଣ୍ଟଣ ହେଇ ପାରନ୍ତା । ତେବେ ଯୋଉ ରାଜ୍ୟରେ ଆଳୁ ଆଦି ଗଚ୍ଛିତ ରଖାଯାଇଚି , ଶୀତଳ ଭଣ୍ଡାର ଗୁଡ଼ିକରେ କି ଅନ୍ୟ କେଉଁଥିରେ ରବି ବାବୁ ଜଣେଇବା କଥା । ଏତେ ସବୁ ପରିବର୍ତ୍ତନ ପରେ ବି ଏ ରାଜ୍ୟ ଅନ୍ୟ ରାଜ୍ୟ ଗୁଡ଼ିକ ଉପରେ ଅନେକ ପରିମାଣରେ ନିର୍ଭର କରି ଚାଲିଚି ।
@kartikpanda6389
@kartikpanda6389 Месяц назад
ନବୀନବାବୁଙ୍କ ଚିଠି କଣ ଆମେ ବୁଝିବୁ, 24 years ଓଡି଼ଶାବାସୀ ଭୋଟ ଦେଇଥିଲେ କଣ ଓଡିଶାବାସୀ ଙ୍କୁ ଏପରି ଦୟାର ପାତ୍ର କରି ରଖିବା ????? ନବୀନବାବୁ ଚାହିଁଥିଲେ ଗଛ ଲଗାଇ ଫଳ ଖାଇ ପାରିଥାଏଁଥା . ଯେତେ ଜ୍ଯୋଜନା ସେତେ ଖଣି ବିକ୍ରି ଓ ମଦର ପ୍ରଚାର ପ୍ରସାର ହିଁ ଏକମାତ୍ର ବିକାଶ ହୋଇଥିଲା ????
@laxmikantabahinipati881
@laxmikantabahinipati881 Месяц назад
ନବୀନ ର ଚମାଚା
@suryakantadash7624
@suryakantadash7624 Месяц назад
ଚିଠି ଟା କୋଉଠି, କେତେବେଳେ ମମତା ଦିଦି ପାଇଲେ? କଣ କଥା ହେଲେ? ରବିଦାସ କହିବେ
@tnanda1432
@tnanda1432 Месяц назад
ଚାଲୁଣୀ ସାରା କଣା, ଏ ଚାମଚା କେତେଟା ବନ୍ଦ କରିବ
@jullysamal6626
@jullysamal6626 Месяц назад
ତୋ ଘରେ
@dolagobindapradhan3795
@dolagobindapradhan3795 Месяц назад
ରବି ଦାସ ଆଳୁ ପାଇଁ ଦାୟୀ କିଏ 25ବର୍ଷ ସରକାର କାହିପାଇଁ ଶୀତଳ ଭଣ୍ଡାର କରିନଥିଲେ ବିଜେଡି ସଦାବେଳେ ଅନ୍ୟ ଦେଶକୁ ଆଶା କରିଥିଲା ଆମ ଓଡ଼ିଶାରେ ଚାଷ ଜମିରେ ଆଳୁ ଫସଲ କାହିଁକି କରୁନଥିଲେ. ଏଥିପାଇଁ 25ବର୍ଷର ଅପାରଗ ବିଜେଡି ସରକାର ଦାୟୀ
@tnanda1432
@tnanda1432 Месяц назад
୨୪ ବର୍ଷ ରେ କିଛି କରିପାରିଲେ ନାହିଁ, ଚିଠିଟିଏ ଲେଖି ପାରିଲେ, ଏଇଟା କଣ ତାଙ୍କର ପାରିବାର ପଣିଆ ନା ମୋହନ ସରକାର ପ୍ରତି ଉପହାସ। ଭୂଲନ୍ତୁ ନାହିଁ ଯେ ବଡ ବଡ ରାଜ୍ୟ ଓ କେନ୍ଦ୍ର ରେ ବିଜେପି ସରକାର ସମସ୍ୟାର ସମାଧାନ ପ. ବ. କୁ ଛାଡି ହେଈପାରିବ
@priyaranjanrath9188
@priyaranjanrath9188 Месяц назад
ପଚିଶ ବର୍ଷ ଶାସନରେ କୃଷି କ୍ଷେତ୍ରରେ କେତେ କଣ ପୁରସ୍କାର ମିଳିଥିଲା l ତେବେ କେଉଁ ପରିବା ରେ ଓଡିଶା ଆତ୍ମନିର୍ଭରଶୀଳ ହେଇପାରିଲା? ଆଲୁମିଶନ କରି ପଇସା ଖାଇ ବୁଡେଇ ଦେଇଥିଲେ l
@kartikpanda6389
@kartikpanda6389 Месяц назад
ଯେଉଁମାନେ ପୁରସ୍କାର ଦେଉଥିଲେ no1 କହୁଥିଲେ, ଏହା କଣ 24yerars ସରକାରର ବିକାଶ ??????
@simunswain2659
@simunswain2659 Месяц назад
Colour change sarkar aau kichi nahii
@SureshChandraSahoo-qs4bp
@SureshChandraSahoo-qs4bp Месяц назад
Naveen sir great leader of our odisha ❤❤❤❤❤
@rajeshmohapatra2285
@rajeshmohapatra2285 Месяц назад
ରବିବାବୁ,ଆପଣ ଜାଣିସିଆଣିଆ...
@kedarnathnayak7680
@kedarnathnayak7680 Месяц назад
Ekadam right kahichhanti
@bidyabhusanmohanty387
@bidyabhusanmohanty387 Месяц назад
ଓଡ଼ିଶାର ସ୍ଵାର୍ଥ ପାଇଁ ନବୀନ ବାବୁ ଚିଠି ଲେଖି ଛନ୍ତି ଓ ତାଙ୍କ କଥା ରେ ଦମ୍ ଅଛି, ଭାରତ ରେ ସମସ୍ତେ ତାଙ୍କୁ ସମ୍ମାନ ଦିଅନ୍ତି, କିନ୍ତୁ ନୂଆ ଯୋଗାଣ ମନ୍ତ୍ରୀ ଙ୍କୁ କେବଳ ତାଙ୍କ ନିର୍ବାଚନ ମଣ୍ଡଳୀରେ ଲୋକ ମାନେ ଜାଣନ୍ତି
@ashutoshbabu8207
@ashutoshbabu8207 Месяц назад
Right sir actual fact kahichanti.
@user-vw5ik3fu6c
@user-vw5ik3fu6c Месяц назад
Navin sir❤❤❤
@bhagirathidasodisha.6934
@bhagirathidasodisha.6934 Месяц назад
ଆଳୁ ବେପାରୀ ମାଫିଆ ଙ୍କ ଠାରୁ ମୋଟା ଅଙ୍କରେ ଚାନ୍ଦା ନେଇ ଏବେ ଅଭାବ ପଡିଲା କାହିଁକି ନା ସେ ଅର୍ଥ ଭରଣା ପ୍ରକିୟା ଆଉ ମମତା ଙ୍କ ସୁ ସମ୍ପର୍କ ଅଛି ବୋଲି ଏ ଚକ୍ରାନ୍ତ ଆଉ ଡାହାଣୀ ହୋଇ ଡରାଇ ଗୁଣିଆ ହୋଇ ଝଡ଼େଇ ଲୋକ ଦେଖାଣିଆ ପ୍ରୟାସ
@jullysamal6626
@jullysamal6626 Месяц назад
Nabin ନାହାନ୍ତି ମୋହନ କରିବ କଥା ନବୀନ କଲେ ବହୁତ୍ ଧନ୍ୟବାଦ୍ ଜଗନ୍ନାଥଙ୍କ ଆଶୀର୍ବାଦ ରହିବ ନବୀନ ଉପରେ
@babumb260
@babumb260 Месяц назад
Very nice, true fact.
@mjrkrowdy3733
@mjrkrowdy3733 Месяц назад
Goodbite
@jitendrabiswal8496
@jitendrabiswal8496 Месяц назад
Dahani jie gunia sie
@manojabehera5509
@manojabehera5509 Месяц назад
Ki journalist tume?
@qxztr
@qxztr Месяц назад
Right Sir
@RadhanathBiswal
@RadhanathBiswal Месяц назад
CM ଥିବା ସମୟରେ ଆଳୁ ସମସ୍ୟା ର ସମାଧାନ କରିପାରିଲେ ନାହଁ, ପାଣ୍ଡୁ ନିଜକୁ CM ଭଳି ଭାବି ଲୁଟିଲା , ନବୀନ ଛାୟା ମୁଖ୍ୟମନ୍ତ୍ରୀ ଭାବରେ କାମ କରିଥିଲେ, ଏବେ ଚିଠି ରାଜନୀତି କରୁଛନ୍ତି, କେବଳ କୁମ୍ଭୀର କାନ୍ଦଣା
@jullysamal6626
@jullysamal6626 Месяц назад
Vk to bopa na ଭିଣେଇ
@jayaprakashdash6918
@jayaprakashdash6918 Месяц назад
ଚିଠି ନୂହ , ଟେଲିଫୋନ ଦ୍ବାରା,ଆଉ ଆମ ନାଟକବାଜି ଚାଲିବ ନାହିଁ ବୋଲି ସତର୍କ କରାଇଦେବା ଆବଶ୍ୟକ।
@birendramalick12
@birendramalick12 Месяц назад
Right❤
@NisaSahu-xs3rg
@NisaSahu-xs3rg Месяц назад
👍
@raghunathpuspalak279
@raghunathpuspalak279 Месяц назад
24ବରସର CM ଥିଲେ କେତୋଟି ଶୀତଳ ଭଣ୍ଡାର କେତୋଟି କରିଛନ୍ତି ଆଲୁଚାଷୀଙ୍କୁ ସୁବିଧା ଦେଇଛନ୍ତିକି ଆଲୋଚନା କାହିଁକି ରବିବାବୁ ଚାଟୁକାର କରନ୍ତୁ ନାହିଁ
@bijoykrishnadas7577
@bijoykrishnadas7577 Месяц назад
BJP SARAKAR KETE COLD STORE KARIBE AAME DEKHIBU .
@bijoykrishnadas7577
@bijoykrishnadas7577 Месяц назад
Opposition party jadi strong naheba tebe ruling party nija manamukhi kama karibe tanka nija swartha lagi .
@Designersubha
@Designersubha Месяц назад
Hau aam bjp sarkar aasila sitala bhandar haba au chintanahi na kn bhai 5 year bhitare heijiba ta
@madhusudanparida4161
@madhusudanparida4161 Месяц назад
Naveen Babu has done suitable steps for the people of Odisha.He has good relationship with Mamata Banerjee & will get positive result soon.We should welcome this decision.
@saratkumarsahoo3222
@saratkumarsahoo3222 Месяц назад
Sr journalist jr statement. Neutral statement required from sr journalist.
@saisankarsahoo8365
@saisankarsahoo8365 Месяц назад
ନବୀନ ପଟ୍ଟନାୟକ ଅଭିନୟ କରୁଛନ୍ତି
@NirakarSamantarai-db2mr
@NirakarSamantarai-db2mr Месяц назад
ନବୀନ ବାବୁ ଙ୍କ ଟଙ୍କା ହଜମ ହେଇନି ଦାସ ବାବୁ ଙ୍କର. ଆଳୁ ମିଶନ fail ମାରିବା କାରଣ ନବୀନ ବାବୁ ଙ୍କୁ ରବି ବାବୁ ପଚାରନ୍ତୁ.
@ranjeetjena3419
@ranjeetjena3419 Месяц назад
Naveen sir always good person
@pratapjena1193
@pratapjena1193 Месяц назад
କେତେ ନବୀନ କୁ ଟେକୁଛୁ, ଆଗ ସରକାର ର ଫଳ ।
@swainyoutuber9324
@swainyoutuber9324 Месяц назад
Right katha
@bhagabanpradhanbhagabanpra5497
@bhagabanpradhanbhagabanpra5497 Месяц назад
Rabi Babu u must write to Mamata Banerjee for releasing the detained patato trucks.
@NilamaniSahu-de9rl
@NilamaniSahu-de9rl Месяц назад
୨୪ ବର୍ଷରେ ଓଡ଼ିଶାରେ କୃଷିରେ ଉନ୍ନତି ହୋଇନାହିଁ। ସଦା ବେଳେ ଅନ୍ୟ ରାଜ୍ୟ ଉପରେ ନିର୍ଭର।
@titupanigrahy4846
@titupanigrahy4846 Месяц назад
Nabina babu nku kahi kold store karilani 24 barsa sarakara re rahile
@KHERWAL_BAZAAR
@KHERWAL_BAZAAR Месяц назад
ମୋହନ ସରକାର ପରା ଡବଲ ଇଞ୍ଜିନ ସରକାର ଗୋଟେ ଚୁଟକି ରେ ସମାଧାନ କରିଦେବା କଥା । ଏହା ପାଇଁ ପୁଣି ଏତେ ରାଜନୀତି କଣ ପାଇଁ ।
@sudhansusekhardash9010
@sudhansusekhardash9010 Месяц назад
କେହି ସତ ପ୍ରତିଶତ କରି ପାରିବେ ନାହିଁ, ଯଦି ହୋଇଥାନ୍ତା ତାହାଲେ କେନ୍ଦ୍ରରେ ଗ୍ରହଣ ଲାଗିବା ଆରମ୍ଭ ହେଲା କାହିଁକି ?
@jayantakumardas1382
@jayantakumardas1382 Месяц назад
ଏଇ ଲୋକଟାକୁ କାହିଁକି ପଚରା ଯାଏ ବୁଝି ହୁଏ ନି। ୟା କଥାର କିଛି ଓଜନ ନଥାଏ।
@bijayparida8085
@bijayparida8085 Месяц назад
ନବୀନ ବାବୁ ଓଡ଼ିଆ ଲୋକଙ୍କ ହୁଦେୟରେ ଅଛନ୍ତି
@BinotiMishra
@BinotiMishra Месяц назад
ବିଜେପି ଭାବୁଛିଆମେ ସବେ ସର୍ବା
@GIRIJANAYAK-kd1sb
@GIRIJANAYAK-kd1sb Месяц назад
If there is will, there is way. For sustenance of cold storage , electricity bill is to be heavily subsidised. For a period of gestation period, the interest subsidy can be thought of.Subsidy is given to corporates in very large quantities for the greater interest of the economy.The same logic should be applied in case of cold storage.If cold storage is opened, the nearby farmers will feel encouraged to cultivate in larger areas not only potato but also garlic & onion.This direction of initiatives will lead to self sufficiency, more income to the farmers and betterment of the agricultural economy.
@bharatidash3572
@bharatidash3572 Месяц назад
ମାନ୍ୟବର ନବୀନ ପଟ୍ଟନାୟକ ସବୁବେଳେ ଓଡିଶାର ସେବାରେ
@SUKANTIKHARA-mx1zu
@SUKANTIKHARA-mx1zu Месяц назад
No 1 CM Naveen pattnayak sir miss you Naveen sir Jay odisha jay BJD 🙏
@subhagamer123
@subhagamer123 Месяц назад
ମମତା ନବୀନ ଙ୍କ ଠାରୁ ଆଗୁଆ ।24ବର୍ଷ ଶାସନ ଏବଂ ଦେଶର 1no.ମନ୍ତ୍ରୀ ,ପରିତାପର ବିଷୟ,ଆମେ ପ୍ରତ୍ୟେକ ଜିନିଷ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭୟ କରୁଛେ।
@user-bi5rk1nj3q
@user-bi5rk1nj3q Месяц назад
Jay jaganath
@Madhusatya-2
@Madhusatya-2 Месяц назад
ଏ ସବୁ ବିଜେଡି ର ନାଟକ ୨୪ ବର୍ଷ ରେ କେତୋଟି ଶୀତଳ ଭଣ୍ଡାର ହେଇଚି... ମମତା ବାନାର୍ଜୀ କୁ ଫୋନ କରି ଗାଡି ବନ୍ଦ କରିବାକୁ କୁହାଯାଉଛି ଏପଟେ ଚିଠି ଲେଖାଯାଉଛି ନବୀନ ବାବୁ ଓଡିଶା ଲୋକ ମୂର୍ଖ ନୁହଁନ୍ତି
@Rahul_B10
@Rahul_B10 Месяц назад
Right katha
@pravashmishra1178
@pravashmishra1178 Месяц назад
ରବି ଭାଇ ଡବଲ ପାର୍ଟି କଣ୍ଟ୍ରୋଲ କରିବାରେ ସକ୍ଷମ ହୋଇଛ😅@ ଯୋଗାଣ ମନ୍ତ୍ରୀ ଓଡ଼ିଶା କଣ ମୋଦି ଫୋନ୍ କରି ଦେଖନ୍ତୁ ଆଗକୁ 😢
@jullysamal6626
@jullysamal6626 Месяц назад
18ଟା ଶୀତଳ ଭଣ୍ଡାର ଅଛି ଓଡ଼ିଶାରେ ନବୀନ କରିଛନ୍ତି
@dhirenmohapatra4584
@dhirenmohapatra4584 Месяц назад
ଖଂବ ଆଳୁ କହିବେ ଏ ସବୁ ନବୀନ ସରକାରଙ୍କ କମାଲ ।
@bipinbiharipradhan4581
@bipinbiharipradhan4581 Месяц назад
ନିର୍ଲଜ ସାମ୍ବାଦିକ
@snigdharay7845
@snigdharay7845 Месяц назад
Great Nabin sir
@AJAYASAHOO-wd8mh
@AJAYASAHOO-wd8mh Месяц назад
Naveen sir great leader
@brajakishorepadhi4022
@brajakishorepadhi4022 Месяц назад
ହଁ ତୋ କଥାରେ। ନବୀନ ବୁଢା ପାଇଁ ରାଜ୍ୟ ପର ପାଖରେ ହାତ ପତଉଚି।
@prakashchandrapattnaik9214
@prakashchandrapattnaik9214 Месяц назад
ଓଡିଶା ସଚୋଟ ସମ୍ବାଦିକ
@sksingh462
@sksingh462 Месяц назад
ଯୋଗାଣ ମନ୍ତ୍ରୀ ଯୋଉ ମନ୍ତବ୍ୟ ଦେଲେ ବହୁତ୍ ଦୁର୍ଭାଗ୍ୟ ଜନକ
@shashikantghadei4461
@shashikantghadei4461 Месяц назад
କାହିଁକି ନବୀନ ସରକାର ଚବିଶ ବର୍ଷ ହେଲା କାହିଁକି ଶୀତଳ ଭଣ୍ଡାର କରି ନାହିଁ ଏବେ କେମିତି ଏକଥା କହିଲେ
@prakashmahapatra2182
@prakashmahapatra2182 Месяц назад
ଆଳୁ ମିଶନ କଣ ପାଇଁ ଫେଲ ହେଲା କୁହନ୍ତୁ
@tamannabehera6501
@tamannabehera6501 Месяц назад
Nabeen pattanaik ama hrudayare thile achanti au rahibe...se ama dukha sukhara sathi❤
@user-tm1kk4sd3q
@user-tm1kk4sd3q Месяц назад
ରବିବାବୁ ସତ କଥା କୁହ । 24 ବର୍ଷ ଶାସନରେ ଗୋଟିଏ ହେଲେ ଶୀତଳ ଭଣ୍ଡାର କରି ପାରିଲେନି, ଏଥିପାଇଁ ନବୀନ ବାବୁ ଦାୟୀ ନୁହନ୍ତି କି । ଚିଠି ଲେଖି ଦେଲା କ'ଣ ଭାସିଗଲା । ନବୀନ ବାବୁଙ୍କ ଅମଳରେ ଦୁଇ ଦୁଇ ଥର ଆଳୁ ଗାଡ଼ି ମମତା ଛାଡି ନ ଥିଲା ଏ କଥା ଆପଣ କ'ଣ ଭୁଲିଗଲେ ।
@santoshbhoi7867
@santoshbhoi7867 Месяц назад
Naveen naveen best
@pramodchandranayak9081
@pramodchandranayak9081 Месяц назад
Some are raising the point of 25 years of BJD rule. What about 10 years of coalition rule where BJP was a partner? Let us wait what BJP is doing ?
@sanjibnayak8445
@sanjibnayak8445 Месяц назад
JAY HIND... ଆରେ ମେଣ୍ଢା ଘିଆ ବରିଷ୍ଟ ସାମ୍ବାଦିକ ଚିଟଫଣ୍ଡ ଚୁର୍. ଚିଟଫଣ୍ଡ ଖିଆ ରାକ୍ଷସ ନବୀନ୍ ବାବୁ ର ଦଲାଲ... ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ଦର୍କାର ଥିଲା କି ନାହିଁ... 24 ବର୍ଷ 3 ମାସ ଧରି ରାଜ କରି ଆଜି ଆମ ଓଡିଶା ପର ରାଜ୍ୟ ଉପରେ ନିର୍ଭର ଶିଳ...
@maakitchenette
@maakitchenette Месяц назад
Jay BJD Navin best' 🙏👏👏✊🐚🙏👏
@subhransudalai8360
@subhransudalai8360 Месяц назад
ଚାଷୀ ଚାଷ ପାଇଁ ବିମୁଖ, ପାଣି ପାଗ ର। ଅନିୟମିତତା ପାଇଁ ଓଡ଼ିଶା ରେ ଉତ୍ପାଦନ କମ, ମୁଁ ଯେତିକି ଜାଣେ ଶୀତଳଭଣ୍ଡାର ପାଇଁ ୭୫ପ୍ରତିଶତ ରିଆତି ରେ ପ୍ରତି ଜିଲ୍ଲା ରେ ଆବେଦନ ପାଇଁ ଯୋଜନା ଥିଲା ହେଲେ କେହି ଆବେଦନ କରିନଥିଲେ । ଉତ୍ପାଦନ ନହେଲେ ଶୀତଳଭଣ୍ଡାର ଚାଲିବ କେମିତି , ସମାଲୋଚକ ନିଜେ କେବେ ଚାଷ କରିଛନ୍ତି, କାଇଁ ଲାଗୁନି ରାଜନୈତିକ ଦୃଷ୍ଟି ରୁ ସମାଲୋଚନା, ବାସ୍ତବତା ଦୃଷ୍ଟି ରୁ ନୁହେଁ, ନିଶ୍ଚିତ ଏ ମାନଙ୍କ ଭିତରୁ କେହି ଜଣେ ବି ଚାଷୀ ନଥିବେ
@sksingh462
@sksingh462 Месяц назад
ଯୋଗାଣ ମନ୍ତ୍ରୀ ନିଜର ସମ୍ମାନ ରଖନ୍ତୁ
@user-lh3lo2io2k
@user-lh3lo2io2k Месяц назад
Nabinpattanayak is।great
@sidharthapattojoshi7072
@sidharthapattojoshi7072 Месяц назад
RT......sir
@moharanasurendranath3997
@moharanasurendranath3997 Месяц назад
ଆଛା ନବିନ୍ ବାବୁଙ୍କ ଆଳୁ ମିଶନ୍ କୋଉଠି ଜାଣିଛ କି?
@khirodmohanty3629
@khirodmohanty3629 Месяц назад
Why objection to Naveen 's letter ? Naveen is LOP , Personified , wise & knows how to write a letter . On the other hand CM or BJP has no capacity to write & speak with Mamata Banarjee .
@user-fc9ko9hr7x
@user-fc9ko9hr7x Месяц назад
24 years allu mission fail naveen ji
@user-cd1cd8wy4h
@user-cd1cd8wy4h Месяц назад
୭୫ ବର୍ଷର ପରିବାର ତନ୍ତ୍ର ର ଅନ୍ଧାକାନୁନ ଧୃତରାଷ୍ଟ୍ର ଶାସନ, ଭ୍ରଷ୍ଟ ବ୍ୟବସ୍ଥା ଚକ୍ରାନ୍ତ କାରୀ କୁଳାଙ୍ଗାର, ପଡୋଶୀ ପଶ୍ଚିମ ବଙ୍ଗ, ଓ ଆନ୍ଧ୍ରପ୍ରଦେଶରେ କିଛି ଶିଖିବାପାଇଁ ଅଯାଚିତ ଅନୁଗ୍ରହ? ୨୫ ବର୍ଷର ଶାସକ ଙ୍କ ଆଳୁ ଭିକ୍ଷା? ଭୁବନେଶ୍ୱର ରେ ଅନ୍ଧାକାନୁନ ଭ୍ରଷ୍ଟ ବ୍ୟବସ୍ଥା ରେ ମାସିକ ବେତନ ଭୋଗୀ ସେବକ ଜ୍ଞାନୀ ଉପାଧି ହାସଲ କରିଥିବା ସେବକ ନିଃସନ୍ଦେହ?
@srikant1973
@srikant1973 Месяц назад
ନବୀନ ବଂଚିଥିଲା ପର୍ଯ୍ୟନ୍ତ ଆଳୁ ଖାଇଯା ..ଓଡ଼ିଆ ଲୋକ .... ନବୀନ ପରେ ଆଳୁ ସ୍ବପ୍ନ ହୋଇ ରହିଯିବ .. ଆଳୁ ବଦଳ ରେ ସାରୁ ଖାଇବା .... ନବୀନ ପରେ ଆଉ ଆଳୁ ଦେବେନି ବଙ୍ଗାଳି .... ଆଳୁ ଚକଟା ସ୍ବପ୍ନ ହୋଇ ଯିବା ... ସବୁ ଓଡ଼ିଆ ସାରୁ ଚକଟା ଖାଇବେ
@BasudevKanhar-h4s
@BasudevKanhar-h4s Месяц назад
ନବିନ cm ହେବା ପୂର୍ବରୁ ବୋଧେ ଆଳୁ ଖାଉନଥିଲା ଓଡିଆ
@sumantakubehera5135
@sumantakubehera5135 Месяц назад
ସାମ୍ବାଦିକ ମହାଶୟ ଯାହା କହିଲେ ସମ୍ପୂର୍ଣ ଠିକ୍
@sudhansusekhardash9010
@sudhansusekhardash9010 Месяц назад
BJP ସରକାର ପନ୍ଦର ବର୍ଷ ଚାଲିଲା କଣ ସବୁ ସଫଳତା କଣ ସବୁ। ଚିଠିରେ ଏତେ କଥା, ଏଥିରେ କଷ୍ଟ ଅନୁଭବ କରିବା ଉଚିତ୍ ନୁହେଁ।
@rakeshkumarpalei3432
@rakeshkumarpalei3432 Месяц назад
Are mausa Nabin babu chanhile aalu 20 heba .sure bjp wala nuhe.bjp gote full bekar in odisha
@niranjanswain412
@niranjanswain412 Месяц назад
ବେକ୍ତିଗତ ମାନେ ta କଣ? 😄😄😄🤭
@tapassamantray3810
@tapassamantray3810 Месяц назад
All officer of agriculture field staffs are working Bhubaneswar cuttack, due to responsibility third grade chief minister nabin potato agriculture chass Minimum 3 months highly fatally land in odisha
@sneha6303
@sneha6303 Месяц назад
Ame kodhia other hataru khaiba practice re padi jaichi, nije chasa kariba uchit
@bibhutiparida7565
@bibhutiparida7565 Месяц назад
ପ୍ରାୟ ଦଶ ବର୍ଷ ତଳେ ଆଳୁ ଦର ପରା ଚାଳିଶି ହେଇଥେଲା , ତଥାପି ସେବେଠାରୁ ଆଳୁ ସମସ୍ୟା ସମାଧାନ ପାଇଁ କିଛି ବେବସ୍ତା ହେଇ ପାରିଲାନି । ବରଂ ସେତେବେଳେ ଆଳୁ ବିଷୟ କୁ ନେଇ ଦାମ ବାବୁ କହିଥିବା କଥା କିଛି କିଛି ମନେ ପଡୁଚି ।
@brajakishorepadhi4022
@brajakishorepadhi4022 Месяц назад
ଆରେ ରବି ବୁଢା । ତୁ କଣ ଭାବୁଛୁ ଆମର କିଛି ମନେ ନାହିଁ। ଏହି ନବୀନ ବୁଢା ମୁଖମନ୍ତ୍ରୀ ଥିବା ସମୟରେ ବୁଢୀ ମମତା ଠିକ୍ ଏହି ସମୟରେ ଆଳୁ ଦେବାକୁ ମନା କରିଦେଉ ଥିଲା। କଣ ସଂପର୍କ ବେ। ବାକି ରହିଲା ଅଯୋଗ୍ୟ କୋଢିଆ ମଦ୍ଯପ ନବୀନ ବୁଢା ପାଇଁ ଆଜି ଓଡିଶା ର ଦୁରଦଶା। ନବୀନ ଆଳୁମିଶନ, ଶୀତଳ ଭଣ୍ଡାର ପାଇଁ। ତୁ ବୁଝାନା। ନବୀନ ଦଲାଲ।
@brundabanbiswal4381
@brundabanbiswal4381 Месяц назад
Majhi Sarah nku mor request cold store Kara, high breed allu seed deauntu WB aalu asiba band haba
@stuluachary
@stuluachary Месяц назад
ବରିଷ୍ଠ ସାମ୍ବାଦିକ ପାଇଁ ଆପଣ ଯୋଗ୍ୟତା ନାହିଁ । ଉଦାହରଣ - ବରିଷ୍ଠ ସାମ୍ବାଦିକ ହବାକୁ ହେଲେ ନିରପେକ୍ଷ ବିଚାର ହବା ଦରକାର । ଆପଣତ ବିଜେଡ଼ି ଗୁଣ୍ଡା ପରୀ ହଉଛନ୍ତି । ପାଣ୍ଡିଆ ବଦଳରେ ରବି ଦାସ ବରିଷ୍ଠ ସାମ୍ବାଦିକ ବ୍ୟକ୍ତିଗତ ସଚ୍ଚିବ ହୋଇଯାନ୍ତୁ । ବିଜେଡ଼ିର MP 21ଟା ହୋଇଯିବ । ସବୁ କଥାରେ ରାଉ ରାଉ ଲେଖା ଶ୍ରୀ ତମ୍ପନାଗ ସାପ ପରି🤣🤣🤣🤣
@ranjannayak3583
@ranjannayak3583 Месяц назад
Coold store Odisha keonjhar
@adcreation8287
@adcreation8287 Месяц назад
Aakhri Dulari Archana
@ghasiramdalapati523
@ghasiramdalapati523 Месяц назад
ଶୀତଳ ଭଣ୍ଡାର ର ହଜାର ହଜାର କୋଟି e ବୁଢ଼ା କିଛି ପାଇଛି ବୋଧେ
@hemantkumarsingh1387
@hemantkumarsingh1387 Месяц назад
How a opposition party leader can write a letter,when a chief minister of state is in power.It is bad politics and statement of Minister Krishna Patra is very correct.So, statement of Rabi Das seems incorrect and biased.He should comment,why cold storage could not made by Naveen Patnaik during last twenty four years.
@BhadangaH
@BhadangaH Месяц назад
😢
@ManojDas-cn9mq
@ManojDas-cn9mq Месяц назад
Naveen Pattnaik kahibe mane problem solved hebo
@arjunpurohit6499
@arjunpurohit6499 Месяц назад
Naveen Babu should get used to the idea that he does not represent Odisha any more. He should not act to negotiate regarding any issue without authorization of Odisha government in power. He is acting against protocol. He should know better.
@saradabehera8862
@saradabehera8862 Месяц назад
Odishare kaumane alu chasa karuchanti sitala bhandar darkar bajaru alu Ani rakhibe Naveen sir karinahanti
@PratapBhai-tw1mu
@PratapBhai-tw1mu Месяц назад
BJP Pati jatra Pati jatra BJP Pati
@bibhuprasadcreation2512
@bibhuprasadcreation2512 Месяц назад
Au 100 ta application heba ,,,, problem kana,,, bjp has no power to control the rate,,,,,, petrol diesel GST Gas rate kebe kamiba,,tk pacharila,,,,
@JayantaKumarRout-ne4ru
@JayantaKumarRout-ne4ru Месяц назад
Nabin Sir pari kehi C.M hoiparibe nahin.Naveen Sir is Best.
@punkajbehera2209
@punkajbehera2209 Месяц назад
24 barsa re Kari chanti Kan ,kete sital vandar Kari chanti ,ketesitala vandar biki chanti
@geetaranisamal6638
@geetaranisamal6638 Месяц назад
ସେ ହିଁ ମମତା କୁ କହି ଅଟକାଇ ଥିଲେ ଏବେ ନାଁ ନେବାକୁ କହିଲେ। ଲୋକେ ଭାବିବେ ନବୀନ ବାବୁ କହିବାରୁ ଆମେ ଆଳୁ ପାଇଲୁ। ସବୁ କଥାର ପଛରେ ବିଜେଡି।
@prafullasamal731
@prafullasamal731 Месяц назад
Sata kahibaku kan laza laguchi Rabi das odisha re kebala bjd rajneeti karuchi
Далее