Тёмный

ମହାଦେବ ସ୍ତୁତି/ଭଗବାନ ଶ୍ରୀକୃଷ୍ଣ କହିଲେ ଅଧର୍ମକୁ ନାଶକରି ଧର୍ମକୁ ସ୍ଥାପନ କରିଛି/ଗାୟିକା:ଉର୍ମିଳା ସାହୁ odia pala 

AMA ODISHA NATAKA
Подписаться 139 тыс.
Просмотров 772 тыс.
50% 1

Опубликовано:

 

25 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 428   
@kanhupanigrahi3974
@kanhupanigrahi3974 9 месяцев назад
ଖୁବ୍ ସୁନ୍ଦର ପାଲା ପରିବେଷଣ କରିଛନ୍ତି ଗାୟିକା ମହୋଦୟା। ତାଙ୍କର ସାହିତ୍ୟ ସାଧନା କୁ ସାଧୁବାଦ ଜଣାଉଛି।
@sivasaktiodia7397
@sivasaktiodia7397 8 месяцев назад
ବହୁତ ସୁନ୍ଦର ଆପଣଙ୍କ ପରିବେଷଣ ଆପଣଙ୍କୁ ବହୁତ ଧନ୍ୟବାଦ ସହିତ ଆପଣଙ୍କ ସାଥୀ କଳାକାର ଙ୍କୁ
@babasureswarbhajancreation1358
@babasureswarbhajancreation1358 10 месяцев назад
ଉର୍ମିଳା ସାହୁ super pala ଗାୟିକା, ପାଲା ବହୁତ ସୁନ୍ଦର ଲାଗୁଛି, ଗାଇବା ଶୈଳୀ ବହୁତ ଭଲ ଲାଗୁଛି
@sudhirswain1039
@sudhirswain1039 8 месяцев назад
ଅତି ସୁନ୍ଦର ପରିବେଷଣ ଓ ସ୍ମୃତିମଧୁର ବହୁତ୍ କିଛି ଶିକ୍ଷଣୀୟ। ଭଗଵାନ ଦୟା ରଖନ୍ତୁ।🙏🙏🙏🙏🙏
@bidhubhusanamohapatra3950
@bidhubhusanamohapatra3950 11 месяцев назад
ଅତି ଚାମତ୍କର ଏବଂ ସ୍ପଷ୍ଟ ଭାବରେ ପରିବେଷଣ କରୁଛନ୍ତି ଅପଙ୍କରୁ ଧନ୍ୟବାଦ
@kaibalya1004
@kaibalya1004 2 месяца назад
P😊😅 29:29 29:30 29:33 29:35 29:36 😅😅 29:49 29:51 29:52 29:52 29:59 😅
@sumitamishra1019
@sumitamishra1019 Месяц назад
ଯେତେ ପ୍ରଶଂସା କଲେ ବି କମ ହେବ। Jay Jagannath Swami 🙏🙏
@papunadas4378
@papunadas4378 Год назад
ଅତ୍ୟନ୍ତ ହୃଦସ୍ପର୍ଶୀ ଓ ଉତ୍କୃଷ୍ଟ ପୌରାଣିକ ବିଷୟ, ଜ୍ଞାନ ପିପାସୁ ର ଚିତ୍ତ ତୃପ୍ତ ହୋଇଗଲା।।। ଧନ୍ୟବାଦ୍ ଭଉଣୀ 🙏🙏🙏
@bidyadharswain4157
@bidyadharswain4157 Год назад
Ne8
@baalkrishnapatel1061
@baalkrishnapatel1061 Год назад
He mahiyashi tumaku koti Pranam Dhanyavaad tumari Byakshya Chamatkaar 💐💐💐💐💐💐💐💐💐💐💐💐💐🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻Bhaler Bolangir Odisha
@dibyasinghapradhan1877
@dibyasinghapradhan1877 9 месяцев назад
ପାଲା ପରି ବେଷଣ ଅତି ସୁନ୍ଦର ମନ ମୁଗ୍ଧକର୍ , ଜୟ ଜଗନ୍ନାଥ 🙏🙏🙏🙏🌹🌹🌹🌹🌺🌺🌺🌺🌺🌻🌻🌻🌻🌷🌷🌷🌷🥀🥀🥀🥀🥀🏵️🏵️🏵️🏵️🌼🌼🌼🌼🌼💐💐💐💐💐
@soumyamallick2519
@soumyamallick2519 Год назад
ବୋହୁତ ସୁନ୍ଦର ଅତି ସୁନ୍ଦର ସ୍ୱୋର ଓ ପରିବେଷଣ
@Sanjaymotivator1990
@Sanjaymotivator1990 11 месяцев назад
ଭାଷାରେ ପରି ପ୍ରକାଶ କରିହଉନି. ଅତି ସୁନ୍ଦର.
@santoshkumarnaik6034
@santoshkumarnaik6034 5 месяцев назад
ବହୁତ ସୁନ୍ଦର ପାଲା ପରିବେଷଣ 🙏🙏🙏🙏
@surathachandrajena9514
@surathachandrajena9514 Год назад
ଅତି ସୁନ୍ଦର ପରିବେଷଣ କରିଛନ୍ତି ।ସହକାରି ସହଯୋଗ ପ୍ରଶଂସନୀୟ। ଅଳଙ୍କାର ସଂଯୋଜନା, ପ୍ରାର୍ଥନା,ଜଣାଣ , ସାହିତ୍ୟ ଆଧାର ଯଥାବିଧି ପାଳନ ତଥା ଆକର୍ଷଣୀୟ ହୋଇଛି । ମୁଁ ଆନନ୍ଦିତ।ମହିମା ଅଲେଖ ନିରଞ୍ଜନ।ସର୍ବେ ଭବନ୍ତୁ ସୁଖିନଃ । ଧନ୍ୟବାଦ। Bkt.Swadhin.
@ratnakarbarik3673
@ratnakarbarik3673 29 дней назад
Bahuta sundara pala paribesana,, god bless you ,, jay sreejagannatha
@RameshChandraSwain-cf8ty
@RameshChandraSwain-cf8ty Год назад
ମନୋମୁଗ୍ଧକର ପାଲା!ଗାୟିକାମହାଶୟାଙ୍କ ସମେତ ସମସ୍ତ କର୍ମୀଙ୍କୁ ଧନ୍ୟବାଦ । ଜୟ ଜଗନ୍ନାଥ ସ୍ବାମୀ ।
@ARAKSHITASWAINArakshita-qx4pd
@ARAKSHITASWAINArakshita-qx4pd 10 месяцев назад
ବହୁତ ହୃଦୟ ସ୍ପର୍ଶି ପାଲା ଅତି ସୁନ୍ଦର କଣ୍ଠ ଓ ପ୍ରାଞ୍ଜଳ ଭାବ ପ୍ରକାଶ ଆପଣ ଙ୍କ ପିତା ମାତା ଙ୍କୁ ମୋର କୋଟି ଦଣ୍ଡବତ ଆପଣ ଙ୍କ ଭଳି ଝିଅ ପାଇ ଛନ୍ତି ଆପଣ ଙ୍କ ଅସୀମ ଜ୍ଞାନ ମୂଁ ଯେତେ ବଖାଣି ଲେ ବି ତଥାପି କମ ହେବ ଜୟ ଶ୍ରୀ କୃଷ୍ଣ 🙏🙏🙏
@anilmohanty3157
@anilmohanty3157 7 месяцев назад
Pranam madam l am from kendrapara please write your correspondence address
@adityacollegeroy7394
@adityacollegeroy7394 День назад
🎉​@@anilmohanty3157
@KamaliniBehera-wx4xx
@KamaliniBehera-wx4xx 10 месяцев назад
ଆରେ ତୁମେ ବହୁତ ସୁନ୍ଦର ପାଲା ଗାୟିକା, 🌹🌹🌹ଭଗବାନ ଆଶ୍ରିବାଦ ତୁମ ଉପରେ ଥାଉ,,, ଜୟ ଜଗନ୍ନାଥ,,,,,
@ajayp3587
@ajayp3587 Год назад
God bless u didi sabudena pai lokanku geyna dea jay jaganath
@ManishaSahoo-t2b
@ManishaSahoo-t2b 11 месяцев назад
Guru maa bahut sunder pala❤❤Jay Jagannath ❤❤
@RunuBarik-cw7xi
@RunuBarik-cw7xi 7 месяцев назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ
@charulatasahoo3518
@charulatasahoo3518 10 месяцев назад
ଅତି ସୁନ୍ଦର ପରିବେଷଣ
@rabindrasingh9026
@rabindrasingh9026 Год назад
ପାଲା ବହୁତ ସୁନ୍ଦର..!ହୃଦୟ ସ୍ପର୍ଶୀ ଗୀତ..!ଓଡ଼ିଆ ସାହିତ୍ୟ ରୁଦ୍ଧି ମନ୍ତ ହେଉଛି...!ଧନ୍ୟବାଦ ଦେଉଛି ଆପଣଙ୍କୁ..!ଆପଣଙ୍କ ବାପା ମା ଙ୍କୁ ବି..!ଏମିତି ଝିଅ ଭାଗ୍ୟରେ ମିଳେ..!
@prasannanayak4493
@prasannanayak4493 11 месяцев назад
Pp
@kulamanikhamari6354
@kulamanikhamari6354 11 месяцев назад
Thanks urmila madam
@KALKITV
@KALKITV 10 месяцев назад
🙏🙏
@AdarashRay
@AdarashRay 2 месяца назад
ବହୁତ୍ ସୁନ୍ଦର୍ ଆପଣଙ୍କୁ ମୋହୁଦୟରୁ ଧନ୍ୟବାଦ ଜୀବନରେ କିଛି ନାହିଁ ଖାଲି ଗୋଟେ ଖୁସି ଆଉ ଆନନ୍ଦ ପ୍ରଭୁ ଜଗନ୍ନାଥ ତମକୁ ତମ ପରିବାରକୁ ଭଲରେ ରଖନ୍ତୁ 🙏🙏🙏🙏🙏🙏🙏
@JayaPradhan-by5ov
@JayaPradhan-by5ov 11 месяцев назад
Jay jagannath tumara bujheiba saili bahuta chitakarshaka
@babubhuyan1284
@babubhuyan1284 Год назад
ଅତି ସୁନ୍ଦର ପରିବେଷଣ। ଉତ୍କୃଷ୍ଟ ଓଡ଼ିଆ ସାହିତ୍ୟ, ଉପଯୁକ୍ତ କବିତା, ଅଗାଢ ପାଣ୍ଡିତ୍ୟ ର ପରିଚୟ। ଆପଣଙ୍କୁ ଭକ୍ତିପୂର୍ଣ୍ଣ ନମସ୍କାର।
@anantasamal5654
@anantasamal5654 8 месяцев назад
कोटि कोटि नमन madam nku
@anantasamal5654
@anantasamal5654 8 месяцев назад
World ka no one pala gayika madam
@chakradharmahanta6131
@chakradharmahanta6131 2 месяца назад
ଅପା ଆପଣଙ୍କ ପାଲା ବହୁତ ଉଚ୍ଚ କୋଟୀର,,❤❤❤🙏🙏🙏
@ghanashyamnayak9271
@ghanashyamnayak9271 Год назад
Agadha pandityo ra adhikarini gayana saili ati uchokotira.... jai Srikrishna Jai Mahadev
@dinabandhunayak5795
@dinabandhunayak5795 Год назад
ଅତି ସୁନ୍ଦର ପାଲା ଉଚ୍ଚ କୋଟୀର ବିଷୟ ବସ୍ତୁ
@maheswarbehera677
@maheswarbehera677 Год назад
Sundar paribesan. Didi. Hrudayaru aantarika suvechha.
@dukhishyamsamantaray8779
@dukhishyamsamantaray8779 9 месяцев назад
Good pala Bhaut sunder paribesan
@ashokswain5407
@ashokswain5407 Год назад
ଅତି ଉତ୍ତମ ପାଲା । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
@bhaskardalai1095
@bhaskardalai1095 27 дней назад
ଅତି ସୁନ୍ଦର ପାଲା ପରିବେଷଣ କରୁଛନ୍ତି । ଧନ୍ୟବାଦ।
@bhagabanpanda7200
@bhagabanpanda7200 Год назад
ଅତି ସୁନ୍ଦର ଲାଗିଲା, ମହାପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ
@jashodabarik5835
@jashodabarik5835 10 месяцев назад
ସମସ୍ତ ଆଲୋଚନା ଗୋଟି ଗୋଟି ସୁନ୍ଦର ଭାବରେ କ୍ଲିୟର ବୁଝିହେଉଅଛି , ଧନ୍ୟବାଦ୍, ଅନ୍ୟ ମାନଙ୍କ ରେକର୍ଡ ବୁଝିହୁଏ ନାହିଁ
@sushantsahoo6914
@sushantsahoo6914 9 месяцев назад
ବହୁତ ସୁନ୍ଦର ପାଲା, ଶୁଣିଲେ ମନର ଦୁଃଖ ଚାଲିଯାଏ, ଆପଣଙ୍କୁ ଅନୁରୋଧ ଗୁଡ଼ିଆ ଜାତିର ଗଣେଶ ଙ୍କ ସହିତ ଯେଉ ନିବିଡ ସମ୍ପର୍କ ସେ ବିଷୟ ରେ ପାଲା ମାଧ୍ୟମରେ ଛାଡ଼ନ୍ତୁ
@shesadevkhilar7538
@shesadevkhilar7538 Год назад
Very nice👍 good afternoon😊🕒😊 Jay shree jagannath🙏 best gaika
@sanjibpatra9797
@sanjibpatra9797 8 месяцев назад
ଗୁରୁମା ଆପଣ ପାଲା ଗାଇବାର ସୌଳି ବହୁତ୍ ସୁନ୍ଦର
@narendrapanda321
@narendrapanda321 11 месяцев назад
❤ Best Pala ❤god bless you samstnku🙏🙏🙏🙏🙏🙏
@NrusingchandradasNasyachandra
@NrusingchandradasNasyachandra 11 месяцев назад
ଭଲ ପାଲା ହୁଛି
@philurout
@philurout 5 месяцев назад
Thanku mam bahuta sundar pala paribesana
@knowledgess9294
@knowledgess9294 11 месяцев назад
Ati sundar sister, 2:07
@krushnachandrasahoo1502
@krushnachandrasahoo1502 Год назад
Sundar swara ku sundar sahitya paribesana karuchanti .apanka palla suni atma trupti heigala
@dillipkumar849
@dillipkumar849 Месяц назад
ଅତି ସୁନ୍ଦର ପାଲା, ଭଗବାନ ତୁମକୁ ସର୍ବଦା ଏହିଭଳି ଆଶୀର୍ବାଦ କରନ୍ତୁ 🙏
@khageswarjena1197
@khageswarjena1197 7 месяцев назад
ଏଭଳି ପାଲା କୁ ଛାଡି ଡ୍ୟାନ୍ସ ପ୍ରୋଗ୍ରାମ କରୁଛ? ଧନ୍ୟ ତୁମ ଚିନ୍ତାଧାରା
@parthasarathirout6522
@parthasarathirout6522 Год назад
ଅତି ସୁନ୍ଦର ଭାବରେ ପରସୁଛନ୍ତି ଉର୍ମିଳା ମା
@truefriend9109
@truefriend9109 Месяц назад
ବହୁତ୍ ବଢିଆ ପାଲା
@PadmalochanPadhiary
@PadmalochanPadhiary 10 месяцев назад
Padmalochan Padhiary jay Jagannath
@csrana3039
@csrana3039 5 месяцев назад
ଅତି ସୁନ୍ଦର ପାଲା ପରିବେଷଣ ❤
@mamaliLIFEpriyanshi
@mamaliLIFEpriyanshi 4 месяца назад
ଅତି ସୁନ୍ଦର ପାଲା ପରିବେଷଣ କରିଛନ୍ତି ଗାୟିକା ଏବଂ ସାଥି କଳାକାର 🙏
@user-xn8somen
@user-xn8somen 7 месяцев назад
ଅତି ଉତ୍ତମ ମା 🙏🙏🙏
@ARAKSHITASWAINArakshita-qx4pd
@ARAKSHITASWAINArakshita-qx4pd 10 месяцев назад
ମୂଁ ପାଲା ଶୁଣି ରହି ପାରୁନି ଆପଣ ଙ୍କୁ ଯେତେ ପ୍ରଶଂସା କଲେବି କମ ହେବ ଜୟ ଶ୍ରୀ କୃଷ୍ଣ
@anantasamal5654
@anantasamal5654 2 месяца назад
❤❤❤❤❤❤❤❤mu bhi❤❤❤❤❤❤
@balakrushnaJhankar
@balakrushnaJhankar 7 месяцев назад
Bahut bhala voice
@prashantasethi9922
@prashantasethi9922 8 месяцев назад
Bahut badhiya ❤❤❤
@binayasahoo6408
@binayasahoo6408 8 месяцев назад
ପାଲା ବହୁତ ସୁନ୍ଦର ନମ୍ବର ଦେବ
@BishnupriyaMishra-hs6tw
@BishnupriyaMishra-hs6tw 11 месяцев назад
Mind blowing sister🙏🙏🙏🙏🙏
@Sudeep-sl7vp
@Sudeep-sl7vp Год назад
Bahut bahut dhanyawad Eivali palha paribesa pain Bahut sundar🙏
@biswanathbehera1891
@biswanathbehera1891 10 месяцев назад
Siba tandab bahut bhal lagila
@anantasamal5654
@anantasamal5654 2 месяца назад
❤❤❤❤❤❤❤❤❤❤❤❤Bakbani aUrmila❤mam❤nku कोटि कोटि नमन❤❤❤❤❤baht sundar❤paribeshana❤❤❤❤❤❤❤❤❤
@dillipkumarbhukta381
@dillipkumarbhukta381 Год назад
🎉🎉🎉🎉 ଅତି ସୁନ୍ଦର ପରିବେଷଣ ମୋ ପାଟିରେ କୌଣସି ଟିପ୍ପଣୀ ଦେବାକୁ ଉତ୍ତର ନାହିଁ l ଜଗନ୍ନାଥ ତୁମକୁ ଆଶୀର୍ବାଦ କରନ୍ତୁ l ତୁମେ ବହୁତ ଆଗକୁ ଯାଅ l ଜୟ ଜଗନ୍ନାଥ
@monalisajena2662
@monalisajena2662 11 месяцев назад
Pala habata amiti perfect gayaka
@kishoribagh2804
@kishoribagh2804 Год назад
God.blessyou.vauni.ati.chamatkarparibesan
@sanjeevpaikray977
@sanjeevpaikray977 Год назад
ଭଲ ପାଲା l ଶୁଭ ଅଭିନନ୍ଦନ l 🙏🌹
@bidhubhusanamohapatra3950
@bidhubhusanamohapatra3950 11 месяцев назад
ଅତି ସୁନ୍ଦର ଭାବରେ ପରିବେଷଣ କରୁଛନ୍ତି
@ManojKumar-hn4ww
@ManojKumar-hn4ww 6 месяцев назад
Jay Jagannath 🙏 bohut Sundar pala paribeshana
@arunmuduli6524
@arunmuduli6524 Год назад
Bahut sundar, beautiful performance Jay 🙏 Jagannath
@sumantakumarbehera6833
@sumantakumarbehera6833 Год назад
ଅତି ସୁନ୍ଦର ପାଲା ପରିବେଷଣ
@basantakumarbharati59
@basantakumarbharati59 Год назад
ଚମତ୍କାର ପରିବେଷଣ 🙏🙏🙏🙏
@bijaynaik65
@bijaynaik65 Месяц назад
Many many thanks. Jay satyanarayan.
@pradeepkumarnayak3333
@pradeepkumarnayak3333 3 месяца назад
ଉର୍ମିଳା ସାହୁ ମହୋଦୟା ତାଙ୍କ ପାଲା ପରିବେଷଣ ବେଳେ କେବେବି ତାଙ୍କ ସହ ବାଦ ପାଲା କରୁଥିବା ପ୍ରତିଦ୍ବନ୍ଦୀ ଙ୍କୁ ପରିହାସ ବା ବାଦ ବିବାଦ କରି ନାହାନ୍ତି ସେ କେବଳ ବିଷୟ ବସ୍ତୁ ଆଧାରିତ ପାଲା ପରିବେଷଣ କରୁ ଥିବାରୁ ସେ ସର୍ବର୍ତ୍ତ ଗ୍ରହଣୀୟ ଓ ଜ୍ଞାନୀ ଗୁଣୀ ବୋଲି ବିବେଚିତ। ତାଙ୍କ ଦ୍ବାରା ପରିବେଷିତ ପ୍ରତିଟି ବିଷୟ ହୃଦୟଷ୍ପର୍ଷି ଓ ସାହିତ୍ୟ ସମାଜ ପାଇଁ ଉଦାହରଣ ।ତାଙ୍କର ପ୍ରତିଟି ପରିବେଷଣ ରେ ମୁଁ ଅତ୍ୟନ୍ତ ଖୁସି ଓ ଆଭାରି ।🙏କେବେ ସମୟ ପାଇଲେ ମୁଁ ତାଙ୍କୁ ନିମନ୍ତ୍ରଣ କରି ଏକ ଲୟରେ ଏକ ମନ ରେ ତାଙ୍କ ଦ୍ଵାରା ପରିବେଷିତ ପାଲା ଶୁଣି ନିଜକୁ ଧନ୍ୟ ମନେ କରିବି ।
@BasudevDhar
@BasudevDhar Месяц назад
Wecan😊
@NiranjanBhuyan-jw5bl
@NiranjanBhuyan-jw5bl Месяц назад
😂🎉😂​@@BasudevDhar
@Madhu-w4z
@Madhu-w4z Месяц назад
5:00 5:00 5:06 5:07 😢😮😮😅😅😅 5:40 😂😅
@Mr.GamingandVloging_143
@Mr.GamingandVloging_143 Год назад
bahut bhala jay Jagannath,🙏🙏🙏🙏🙏
@RameshKumar-h5i8o
@RameshKumar-h5i8o 11 месяцев назад
Urmila Sahu pala gayika very good.
@SugribSahu-k7x
@SugribSahu-k7x Год назад
Bhaut sunder paribesan
@prabhatsahu4333
@prabhatsahu4333 3 месяца назад
Ati sundar pala paribesana karuchanti madam❤❤❤❤❤
@BhabaniSahu-c4u
@BhabaniSahu-c4u 11 месяцев назад
Bahut sundara pala jay jagannath
@deviprasadpradhan2694
@deviprasadpradhan2694 10 месяцев назад
Ati sundar. Htudaya ku sparsha karila sibanka bandana.
@mantribarbehera9802
@mantribarbehera9802 10 месяцев назад
Pala bahut sundar 🙏🏾🙏🏿🙏🏿🙏🏾🙏🏾🙏🏾🙏🏾🙏🏾🙏🏾🙏🏿🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏻🙏🙏🏻🙏🙏🏻🙏🏾🙏🏿
@radhashyamjadav4169
@radhashyamjadav4169 Год назад
ଅତି ସୁନ୍ଦର ପାଲା ଗାୟିକା ଙ୍କୁ କୋଟି କୋଟି ପ୍ରଣାମ ଅଭିମନ୍ୟୁ ଦୁର୍ଯୋଧନ ର ସମସ୍ତ ପୁତ୍ର କୁ ମାରିଦେଇଥିଳା ତ ଅର୍ଜୁନ ଲକ୍ଷ୍ମଣ ଙ୍କ ସହ ଯୁଦ୍ଧ ହେଲା କେମିତି
@sasmitabaliarsingh991
@sasmitabaliarsingh991 Год назад
Apna nku bahut bahut dhanyawad bahut sunder paribesan karuchnti
@gobardhanbarik7179
@gobardhanbarik7179 Год назад
Khub sundor prayaash
@susantpradhan6991
@susantpradhan6991 Год назад
ଅତି ସୁନ୍ଦର ପରିବେଷଣ Dance programe ପାଇଁ ପାଲା କୁ ଶୀଘ୍ର ଶେଷ କରିବାକୁ ଅନୁରୋଧ କରାଯିବା ଠିକ ହେଲାନି ।
@HatiaThakura
@HatiaThakura 11 месяцев назад
Good palla thankau urmala madam
@ashrammuraripur3002
@ashrammuraripur3002 Год назад
Bahutsundera bonbhaldhanyabadmahatmanitpremanandaj
@rashmirekha-lf2yi
@rashmirekha-lf2yi Год назад
Jay shree Satya Narayan Swami nkr Jay heu 🙏maa sarswati didi nku emiti sada sarbda bhalare rakhithantu🙏👍
@ସତ୍ୟମ୍ଶରଣ
ଓ !!ମଜା ଆ ଗେୟା, ଏମିତି ପାଲା ହେବା ଦରକାର
@changeyourlife1156
@changeyourlife1156 11 месяцев назад
Mu sabu video dekhuchi bhari bhala lage
@kalpanasahoo1316
@kalpanasahoo1316 Год назад
Amiti krusna rasamruta urmila ma kata sundar bujhauchanti
@srinathbal7072
@srinathbal7072 Год назад
Sundra paribesan
@JagiPriyadarshini
@JagiPriyadarshini 4 месяца назад
Bahut sundar pala tamaku tama bapa maa nku danay bada🎉🎉🎉
@pragyanshudasmrdas5036
@pragyanshudasmrdas5036 9 месяцев назад
Mu Bhagawan nka nikata re etiki nibedana karuchi ara janma re ma kula re emiti jhia ku janma diantu kimba yanka garbha ru mu janma hue 😢❤🙏🏻
@dillipkumar849
@dillipkumar849 Месяц назад
ଧନ୍ୟବାଦ 🙏
@PravatBeura-gy6cy
@PravatBeura-gy6cy 10 месяцев назад
ଧନ୍ୟବାଦ ଧନ୍ୟବାଦ
@rasmiranjansahoo5373
@rasmiranjansahoo5373 Год назад
Pala bahut vala laguchhi
@SleepyChocolateStrawberr-jz1ox
@SleepyChocolateStrawberr-jz1ox 8 месяцев назад
ଅତି ସୁନ୍ଦର
@MitaraniOjha-mv8tj
@MitaraniOjha-mv8tj 2 месяца назад
Bhauni nk pala bahuta sundra🎉🎉
@bijaybehera8014
@bijaybehera8014 10 месяцев назад
ଅତି, ସୁନ୍ଦର, ଉମିଳା, ଅପା
@SarojiniJinu-rh9gq
@SarojiniJinu-rh9gq Год назад
ଖୁବ୍ ସୁନ୍ଦର ହୋଇଚି ❤❤❤🙏
@PanchananaBehera-hr2vp
@PanchananaBehera-hr2vp 5 месяцев назад
Jayaho,mere,,Narayana,Deb,naman,koti,koti
@nirakarsamal7800
@nirakarsamal7800 6 месяцев назад
Dance programs are just for entertainment, but Pala is good for our society. We'll done Madam 😊.
@narottamswain9892
@narottamswain9892 6 месяцев назад
ସତରେ madem ଆପଣଙ୍କ ପାଲା ର ଶୈଳୀ ଶହ ବାକ୍ୟ ସବୁ ସ୍ପଷ୍ଟ ଶୁଭୁଚି, ଅତ୍ୟନ୍ତ ଉଚ୍ଚ କୋଟିର ଗାୟିକା ଆପଣ 🙏
@SantoshPradhan-bh6yt
@SantoshPradhan-bh6yt 10 месяцев назад
Jagannath thamara mangala karantu 🙏🙏🙏
@bijaynayak203
@bijaynayak203 Год назад
ଜୟ ଜଗନ୍ନାଥ 🙏🙏 ଏକ ଧନ୍ୟବାଦ ଭଉଣୀ
Далее
бабл ти гель для душа // Eva mash
01:00
ŠKODA не перестает удивлять
00:48
Просмотров 444 тыс.