Тёмный

ମହିମା ଧର୍ମ କଣ ? ସ୍ଵତନ୍ତ୍ର ସାକ୍ଷାତକାର୍ {ରଘୁନାଥ ଦାସ୍ ବାବା}🙏🏿 || Mahima Gadi || Joranda Gadi 

NANDA NAYAK CREATIONS
Подписаться 148 тыс.
Просмотров 36 тыс.
50% 1

Опубликовано:

 

24 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 60   
@manoharkamar85
@manoharkamar85 Год назад
ଗୁରୁ ବ୍ରହ୍ମ ମହିମା ଅଲେଖ 🙏🏻🙏🏻🙏🏻
@Freetimetravel1
@Freetimetravel1 Год назад
ଅଲେଖ ମହିମା ଶରଣ..
@nandanayakcreations1284
@nandanayakcreations1284 Год назад
ଗୁରୁ ମହିମା ଅଲେଖ 🙏🏿
@ghanagouda8731
@ghanagouda8731 Год назад
A
@rasanandasahoo586
@rasanandasahoo586 Год назад
🙏ଅଲେଖ ମହିମା ଶରଣ 🙏 ଅନାଦି ଅଲେଖ ବ୍ରହ୍ମ , ତୁମ୍ଭେ ରଖ ତୁମ୍ଭ ଧର୍ମ ।🙏ବ୍ରହ୍ମ ମହିମା ଅଲେଖ 🙏
@judhisthiranaik2503
@judhisthiranaik2503 Год назад
🙏🌹🙏🌹🙏🚩🔱ଶ୍ରୀଗୁରୁ ମହିମା ଅଲେଖ ପରଂବ୍ରହ୍ମ ଶରଣ 🔱🚩🌹🙏🌹🙏
@anantaguntha3208
@anantaguntha3208 Год назад
ଅଲେଖ ମହିମା saranom 🙏🙏🙏🙏
@kalianath6879
@kalianath6879 Год назад
Mahemaalkha brahma🌹🌹 saran
@ashokpanda7473
@ashokpanda7473 Год назад
Alekh Mahima 🙏🙏🙏🙏🙏🙏🙏Sarana
@nandanayakcreations1284
@nandanayakcreations1284 Год назад
ଗୁରୁ ମହିମା ଅଲେଖ 🙏🏿
@hrudanandaputhal4088
@hrudanandaputhal4088 Год назад
ମହିମା ଅଲେଖ । ବାବା ଶରଣ ।
@mychoice9112
@mychoice9112 Год назад
🙏🙏🙏 ଗୁରୁ ମହିମା ଅଲେଖ 🙏🙏🙏
@anamdigal792
@anamdigal792 Год назад
ବାବା ରଘୁନାଥ ନିରାଟ ସତ୍ୟ କଥା କହିଛନ୍ତି ବାବାଙ୍କୁ ଶରଣ 🙏🏿🙏🏿🙏🏿
@narenrdamarkam2078
@narenrdamarkam2078 Год назад
Alekh mahima sarnm🙏🙏
@tchampati4512
@tchampati4512 Год назад
''ମିଛ କେବେ ସତ ହୁଏନା । ସତ କେବେ ମିଛ ହୁଏନା,,
@sukrubhatra7865
@sukrubhatra7865 Год назад
ଅଲେଖ ମହିମା. ଶରଣ ପସୁଛି
@pratappatra8489
@pratappatra8489 Год назад
alekha Mahima sarn 🙏🙏🙏🙏
@anangaudayapatra9435
@anangaudayapatra9435 Год назад
Alekha swami ❤️❤️❤️❤️🙏🙏🙏🙏
@abhirammajhiabhiram153
@abhirammajhiabhiram153 Год назад
Baba.angya.saran.
@rajendrabhatra146
@rajendrabhatra146 Год назад
Alekha mahima saran baba
@kingratikanta1575
@kingratikanta1575 Год назад
Alekh mahima sarana...prabhu..🙏
@tulasimaharana379
@tulasimaharana379 Год назад
ମହିମା ଇତିହାସରେ ଅଛି ଯେ ମହିମା ପ୍ରଭୁ ଦିନକ ମଧ୍ୟରେ ପ୍ରଭୁଙ୍କ ଆଜ୍ଞାରୁ କପା କୁ ମାଟିରେ ପୋତିବାରୁ ସେଥିରୁ ଗଜା ବାହାରି ସେହି ସୂତାରୁ ବସ୍ତ୍ର ହେଲା ଆଉ ସେହି ବସ୍ତ୍ରକୁ ଭେକ ବାନା ଆକାରରେ ଦେଇ ଦୀକ୍ଷିତ କରାଇ ଥିଲେ ଆଗକୁ ସେ ବିଚାରବନ୍ତ ପ୍ରଭୁଙ୍କ ବିଚାର ମହିମା ଅଲେଖ ଶରଣ
@ramachandrasahoo4418
@ramachandrasahoo4418 Год назад
Alekha mahima
@sahubk9809
@sahubk9809 Год назад
Baki
@nandanayakcreations1284
@nandanayakcreations1284 Год назад
ଗୁରୁ ମହିମା ଅଲେଖ 🙏🏿
@kshetrajagat7872
@kshetrajagat7872 Год назад
ବାବା ନିରାଟ ସତ୍ୟ କଥା କହୁଛନ୍ତି ମହିମା ଧର୍ମଗ୍ରନ୍ଥ ଓ ମହିମା ଇତିହାସ ମଧ୍ୟ ସାଖ୍ୟ ଅଛିଜେ ବକଳ ଧାରି ବାବା ମାନେ ଗୁରୁଦ୍ରୋହି ବୋଲି ଅଲେଖ ପୁରାଣରେ ମଧ୍ୟ ପ୍ରମାଣ ଅଛି, ଚଉସଠି ସିଦ୍ଧ ବାବା ମାନକୁଂ ଛାଡି ଦଲେ ,ବର୍ତ୍ତମାନ ଆଜିର ବକଳଧାରି ବାବା ମାନେ ପ୍ରକୃତରେ ବାବା ନୁହନ୍ତି, ଏହା ମୁଁ ମଧ୍ୟ ପ୍ରମାଣିତ କରିପାରିବି ମହିମା ଧର୍ମଗ୍ରନ୍ଥ ଇତିହାସ ମାଧ୍ୟମରେ
@premabehera5098
@premabehera5098 Год назад
Mahima alekha
@ashokbaba687
@ashokbaba687 Год назад
Tame kenuthi thil
@jjjjjj4116
@jjjjjj4116 Год назад
ଗୈଡଗୈଠ। ଜପମା
@pramodsahoo8527
@pramodsahoo8527 Год назад
Misiki ruha
@abhijeetjadov5444
@abhijeetjadov5444 Год назад
Guru bromo mohinma aleko
@sujitbehera2792
@sujitbehera2792 Год назад
Baba raghunath das nku sakhyat kariba pain number diantu 🕉🚩🕉
@nandanayakcreations1284
@nandanayakcreations1284 Год назад
ଯୋରନ୍ଦା ମହିମା ଗାଦୀ ଆସନ୍ତୁ... କୌପୀନ ଧାରୀ ସମାଜ ରେ ବାବାଙ୍କ ସହ ସାକ୍ଷାତ ହେବ
@sujitbehera2792
@sujitbehera2792 Год назад
Vai apana nku kori pranam, vai mu Alekha mahima dikhya nabaku chahuchi
@sujitbehera2792
@sujitbehera2792 Год назад
Hele dikhya guru nku sakhyat kariparuni🫂🛕🚩
@nandanayakcreations1284
@nandanayakcreations1284 Год назад
@@sujitbehera2792 ନିଶ୍ଚୟ ଯୋରନ୍ଦା ଆସ ମୁଁ ସକ୍ଷାତ କରେଇଦେବି..
@sujitbehera2792
@sujitbehera2792 Год назад
କ'ଣ କହି ଆପଣଙ୍କୁ ଧନ୍ଯବାଦ ଦେବି ମୁଁ ଜଣିପାରୁନାହିଁ vai mo naa mone rakhithiba Sujit behera ଆଜ୍ଞା
@hemantasahoo8119
@hemantasahoo8119 Год назад
ବାବା ଠିକ୍ କହୁଛନ୍ତି ପ୍ରଭୁ ଙ୍କର ଆଙ୍ଗା ନାହିଁ ଏମାନେ ବଳକଳ କଉଢୁ ପାଇଲେ ନିଜେ ନିଜେ ପିନ୍ଧୁଛନ୍ତି ଏମାନେ ଗୁରୁ ଦ୍ରୋହି
@hrudanag1448
@hrudanag1448 11 месяцев назад
Right
@sadababa2972
@sadababa2972 Год назад
ଏହି ଭିଡିଓ ମାଧ୍ୟମରେ ପ୍ରଶାସନ ସତ୍ୟା ସତ୍ୟ କୁ ବୁଝିପାରି ଚେତିପାରିବେ ବୋଲି ଆଶା, ନଚେତ୍ ଯଦି କୁ ସଂସ୍କାର ବାଦି ଲାଞ୍ଚୁଆ ପ୍ରଶାସନ ହୋଇଥିବେ ତାହେଲେ କୌଣସି ପ୍ରଭାବ ପଡ଼ିବନାହିଁ ।
@nandanayakcreations1284
@nandanayakcreations1284 Год назад
ମହିମା ଅଲେଖ 🙏🏿
@akgyan6518
@akgyan6518 Год назад
ନିଶ୍ଚୟ
@tchampati4512
@tchampati4512 Год назад
ତମ କୈପନି ସମାଜ ପ୍ରତିଷ୍ଟାତ ମହେଦ୍ର ଦାସ ୧୦୦% ସତ୍ୟ ବଚନ ।
@daradibandhu5342
@daradibandhu5342 Год назад
Mahendra das para bakala samaj re thile .
@nimaincharandas9146
@nimaincharandas9146 Год назад
ସାକ୍ଷାତ କାର ଉଭୟ ଗୋଷ୍ଠୀ ଠାରୁ ନିଆ ଗଲେ ଆହୁରି ଭଲ ହୋଇ ଥାନ୍ତା 🙏
@kshetrajagat7872
@kshetrajagat7872 Год назад
ମହିମା ଧର୍ମ ଇତିହାସ ବାବଦରେ ତମେ କିଛି ଜାଣିନ, ବର୍ତ୍ତମାନ ର ବକଳ ଧାରି ବାବା ମାନେ ଗୁରୁ ଦ୍ରୋହି,ଏହା ପ୍ରମାଣ ଅଟେ
@abhijeetjadov5444
@abhijeetjadov5444 Год назад
Bokolo dhari baba manoku bi ame tik babore janichu 3 4 ta maikina rokhi baba dhekei houchonti Nabarangpur dist re koupini dhari nko bull tho ame dhekhinu
@tchampati4512
@tchampati4512 Год назад
ନକୁଲି କହୁଛି ଅସୁଲି କୁ ନକୁଲି😁😂🤣😃😄
@motilalpradhan2288
@motilalpradhan2288 Год назад
ଯଦି ସତ୍ୟ କ'ଣ ଜାଣିଛନ୍ତି ଏଠାରେ ପ୍ରକାଶ କଲେ ଭଲ ହୁଅନ୍ତା
@BibekanandaPatra-h3k
@BibekanandaPatra-h3k Год назад
Raghu das Micha kahucha
@nandanayakcreations1284
@nandanayakcreations1284 Год назад
ତାହାହେଲେ ସତ ଟା କଣ ଆପଣ ଲୋକ ଲୋଚନ କୁ ଆଣନ୍ତୁ ..ବନ୍ଧୁ...
@daradibandhu5342
@daradibandhu5342 Год назад
Bhai thare bakala samaj sakshat kar ana .
@nandanayakcreations1284
@nandanayakcreations1284 Год назад
ମେରୁପୃଷ୍ଠ ଧାମ ଜକା ମହିମ ଆଶ୍ରମ ଭିଡ଼ିଓ ଟି ଦେଖ ବନ୍ଧୁ
@mahima3htechnical279
@mahima3htechnical279 Год назад
Media ba jeumane asabu bhairal karuchanti kete paisa paichanti
@nandanayakcreations1284
@nandanayakcreations1284 Год назад
କୋଉ ସବୁ ...??
@kingratikanta1575
@kingratikanta1575 Год назад
Bhaina aau kahiki video pakunahanti....?.
@nandanayakcreations1284
@nandanayakcreations1284 Год назад
ଦେହ ଟିକେ ଅସୁସ୍ଥ ଥିଲା ଭାଇ.... ଧନ୍ୟବାଦ୍ ମୋ ଭିଡ଼ିଓ କୁ ଏତେ ସାରା ଭଲ ପାଇବା ଦେଉ ଥିବାରୁ...🙏🏿
Далее
I tricked MrBeast into giving me his channel
00:58
Просмотров 16 млн
Bhima Bhoi Amruta Bani
21:43
Просмотров 670 тыс.
I tricked MrBeast into giving me his channel
00:58
Просмотров 16 млн