Тёмный

ମା -ତୋ ପାଇଁ ଡାକ୍ତର ହେଲି...କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା Dr.Dillip Kumar Parida(AIIMS) ଙ୍କ କାହାଣୀ 

OTalks
Подписаться 4,6 тыс.
Просмотров 1,1 тыс.
50% 1

ଡାକ୍ତର ଦିଲୀପ କୁମାର ପରିଡା
ଏମ୍ସ (AIIMS) ଭୁବନେଶ୍ୱର ର ସୁପରିଟେଣ୍ଡେଣ୍ଟ ଓ ବିକିରଣ ବିଭାଗ ର ମୁଖ୍ୟ ପ୍ରଫେସର |
ଆଜି ଓ ଟକ୍ସ ମାଧ୍ୟମରେ ସେ ତାଙ୍କ ଜୀବନ ର ଘଟିଯାଇଥିବା କିଛି ଅକୁହା କଥା କହିଛନ୍ତି | ତାଙ୍କର ଏହି ଜୀବନ ର ଆତ୍ମକଥା ଟି ନିଶ୍ଚିତ ରୂପେ ଅନ୍ୟମାନଙ୍କୁ ଉତ୍ସାହ ଓ ପ୍ରେରଣା ଦେବ |
ଡାକ୍ତର ପରିଡା ପିଲାଟିବେଳୁ ବହୁତ ଅଭାବ ଭିତର ଦେଇ ଆସିଛନ୍ତି ଏକ ମଧ୍ୟବିତ୍ତ ପରିବାର ରୁ | କେନ୍ଦ୍ରାପଡ଼ା ଜିଲ୍ଲା ର ଏକ ଛୋଟ ଗାଁ ରୁ ଆସିଥିବା ଡାକ୍ତର ପରିଡା ପିଲାବେଳେ ବହୁତ ଦେହ ଖରାପ ରହୁଥିଲା ସେଥିପାଇଁ ତାଙ୍କ ମା ଚାହିଁଥିଲେ ସେ ଜଣେ ଡାକ୍ତର ହୁଅନ୍ତୁ | ତାଙ୍କୁ ଯେତେବେଳେ ମାତ୍ର ୪ ବର୍ଷ ବୟସ ହୋଇଥିଲା ତାଙ୍କର ୨ ଟା କିଡ଼ନୀ ନଷ୍ଟ ହେଇ ଯାଇଥିଲା | ୨୭ ୟୁନିଟ ବ୍ଲଡ଼ ଲାଗିଲା ପରେ ସେ ଠିକ ହୋଇଥିଲେ |
ଏହି ସବୁ ଜୀବନ ର ସଂଘର୍ଷ କୁ ନେଇ ସେ ତାଙ୍କ ମା ଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବଦ୍ଧପରିକର ହେଇଥିଲେ | ଏବଂ ଶେଷରେ ସେ ଦିନ ଆସିଲା ଓ ସେ ଜଣେ ସୁନାମ ଧନ୍ୟ ଡାକ୍ତର ହେଲେ | ହେଲେ ତାଙ୍କର ଏହି ସଫଳତା ଦେଖିବା ପାଇଁ ତାଙ୍କ ପାଖରେ ତାଙ୍କ ମା ନଥିଲେ | ଏହା ତାଙ୍କ ଜୀବନର ଏକ ଅପୂରଣୀୟ କ୍ଷତି ହୋଇ ରହିଗଲା ଯୋଉଟା କି ଆଜି ବି ତାଙ୍କ ମନରେ କୋହ ହୋଇ ବାହାରି ଆସୁଛି |
ଡାକ୍ତର ଦିଲୀପ କୁମାର ପରିଡା ଙ୍କ ଏହି ଜୀବନ କଥା ଆମକୁ ପ୍ରେରଣା ଦେଉଛି ଜୀବନ ରେ ନିଜ ଲକ୍ଷ ପଠାରୁ କେବେ ବି ଓହରି ନଯାଇ ପରିଶ୍ରମ ଓ ନିଷ୍ଠା ବଳରେ ଲକ୍ଷ ପଥରେ ପହଞ୍ଚିବା ଉଚିତ ||
#drdillipkumarparida #aiimsbbsr #otalks #believeinyourself

Опубликовано:

 

25 апр 2023

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 13   
@subashswain8102
@subashswain8102 Год назад
ଭଲ ଲାଗିଲା ସାର ଆପଣଙ୍କର କଥା ଯାହାହେଉ ଆମକୁ କ୍ୟାନ୍ସର ଡାକ୍ତର ମିଳି ଥିବାରୁ ଭଗବାନଙ୍କୁ ଧନ୍ୟ ବାଦ
@sachinandanmohanty3960
@sachinandanmohanty3960 Месяц назад
Excellent, you are role model for all of us
@narayanchandrasamal3733
@narayanchandrasamal3733 Год назад
ଦିଲ୍ଲୀପ ସାର୍ ଙ୍କୁ ନମସ୍କାର। ଆମେ ଵଂଚିଥିବା ସମୟରେ କେବଳ ଶୁଣିବାକୁ ଅପେକ୍ଷା କରିବୁ,ଆପଣ ନିଜ ମାଆଙ୍କ ସ୍ଵପ୍ନକୁ ସାକାର କରିବାରେ କେତେ ସଂଖ୍ୟମ ହୋଇପାରୁଛନ୍ତି । ଜଗନ୍ନାଥ ଆପଣଙ୍କ ମୁଖର ଭାଷାକୁ କାର୍ଯ୍ୟ ରେ ପରିଣତ କରନ୍ତୁ। ଆପଣଙ୍କ ମା ସ୍ୱର୍ଗରେ ଥାଇ ପୁଣିଥରେ ଆପଣଙ୍କୁ ପୁତ୍ର ଭାବେ ଲାଭକରିଵାର ସୈାଭାଗ୍ୟ ପ୍ରାପ୍ତ ହୁଅନ୍ତୁ।
@sinovative3874
@sinovative3874 Год назад
Really Odisha Proud of You, Abhe Odisha Basi Samaste Prabhu Jagannath ka pakhare pray karuchu Apana ebhali lokaka seba karu thantu. Thanku so much Sir.
@rajeshkumarbehera3048
@rajeshkumarbehera3048 Год назад
Aapona nka pori kichi Dr. Ochanti Bali aaji bi a duniaa chalichi .Thanks sir
@newsatglance
@newsatglance 9 месяцев назад
ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି ଅନେକଙ୍କ ପାଇଁ ଏବଂ ମୋ ପାଇଁ ସେ ସାକ୍ଷାତ ଭଗବାନ ଆପଣଙ୍କୁ ମଧ୍ୟ ଭଗବାନ ବହୁତ୍ ଭଲରେ ରଖନ୍ତୁ
@spanda9298
@spanda9298 Год назад
God bless you
@renubalabehera6310
@renubalabehera6310 Год назад
Thanks sir
@dr.qishowrpratapasinha1455
@dr.qishowrpratapasinha1455 Год назад
Meeting you soon. Thanks.
@spanda9298
@spanda9298 Год назад
Best Doctor🙏🙏🙏🙏🙏🙏
@O-Talks
@O-Talks Год назад
ଆପଣଙ୍କ ମତାମତ ପାଇଁ ଧନ୍ୟବାଦ ! #Otalks ଏକ ପ୍ରୟାସ ଯାହା ବିଭିନ୍ନ ଦିଗରେ ସଫଳତା ପାଇ ଥିବା ବ୍ୟକ୍ତିତ୍ଵ ମାନଙ୍କ କାହାଣୀ ଆପଣମାନଙ୍କ ପାଖରେ ପହଞ୍ଚାଇବାକୁ| ଆମକୁ ଆପଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ଯାହାଦ୍ଵାରା କେହି ଜଣେ ବ୍ୟକ୍ତି ବିଶେଷ ଉପକୃତ ହେବେ! Subcribe ଓ Share କରନ୍ତୁ!
@newsatglance
@newsatglance 9 месяцев назад
ଆପଣ ଡାକ୍ତର ନୁହଁନ୍ତି ଭଗବାନ
@izibhubaneswarodishaproper5671
@izibhubaneswarodishaproper5671 5 месяцев назад
Jiban re kan hue ketebele sabu bidhi bidhan
Далее
His reaction 😳 (via @kaitlyn.b0506/TT) #shorts
00:10
How To Build Generational Wealth ft. @NeerajArora
3:44:33
Adult hippocampal neuron dissociation
25:43
Просмотров 4,5 тыс.