Тёмный

ମୁଁ କାଳିଆ ସାଆନ୍ତର ଲୋକ .. ନାଟକବାଜି କରେନି ..| Servitor Surya Narayan Rathsharma | Nandighosha Diary 

Nandighosha TV
Подписаться 3,1 млн
Просмотров 449 тыс.
50% 1

#SuryaNarayanRathsharma #jayjagannath #puriparikramaprakalpa #shankarcomedy
ମୁଁ କାଳିଆ ସାଆନ୍ତର ଲୋକ .. ନାଟକବାଜି କରେନି ..| Servitor Surya Narayan Rathsharma | Nandighosha Diary
ଦେଖନ୍ତୁ ନନ୍ଦିଘୋଷ ଡାଏରୀ, ରବିବାର ରାତି ୯.୩୦ ମିନିଟରେ, କେବଳ ନନ୍ଦିଘୋଷ ଟିଭିରେ |
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
RU-vid: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 948   
@hrushikeshsahoo22
@hrushikeshsahoo22 8 месяцев назад
ସୂର୍ଯ୍ୟ ନାରାୟଣ ରଥଶର୍ମା, ପଣ୍ଡିତ ଙ୍କୁ କୋଟି କୋଟି ପ୍ରଣାମ 🙏🙏❤️🙏🙏
@ODISHABHAI-eq8jq
@ODISHABHAI-eq8jq 8 месяцев назад
ଜୟ ଜଗନ୍ନାଥ 🙏🏻 🙏🏻🙏🏻ଜୟ ପଣ୍ଡିତେ 🙏🏻🙏🏻 ମଠ ବିଷୟ ରେ ସମ୍ପୃଣ ସତ କଥା କହିଛନ୍ତି , ମଠ ଆଉ ମଠ ହୋଇ ନ ଥିଲା, ଦଲାଲ ମାନେ ମାସିକ ଲକ୍ଷ ଲକ୍ଷ ଟଙ୍କା ଭଡ଼ା ସୂତ୍ର ରେ ,ଖାଉଥିଲେ, ଆଗରୁ ମନ୍ଦିର,ପାଖରେ ବସିବାକୁ ଜାଗା ନ ଥିଲା 🙏🏻🙏🏻🙏🏻ଏବେ ଲକ୍ଷ ଲକ୍ଷ ଭକ୍ତ ବିଶ୍ରାମ ନେଇ ପାରିବେ
@soumyaranjansahoo6214
@soumyaranjansahoo6214 8 месяцев назад
ଭାଈ ତୁମ ଘର ଯଦି ବିକଟ ଅବସ୍ଥା ରେ ଥିବା ତୁମେ ତାକୁ ସଜାଡ଼ିବ ନା ମୂଳରୁ ଭାଙ୍ଗିଦେବା, ଚୈତ୍ୟନ୍ ମହାପ୍ରଭୁ ସନାତନ ଧର୍ମ ର କେତେ ବଡ଼ ପୁରୁଖା ଜାଣିଛ,ହେଲେ ରାଜନୀତି ପାଇଁ ତାଙ୍କ ସ୍ମୁତି ଆଜି ଜଗନ୍ନାଥ ପୁରୀ ରେ ନାହିଁ,ଖରାପ ଲାଗୁନି ଟିକେ ଆପଣଙ୍କୁ
@soumyaranjansahoo6214
@soumyaranjansahoo6214 8 месяцев назад
ସେ ଜାଗା ରେ ଲୋକ ବିଶ୍ରାମ ନଉଛନ୍ତି କି insta reels hauchhi seguta bi ଟିକେ ଚେକ୍ କରିବେ
@arajunmaharana6147
@arajunmaharana6147 8 месяцев назад
ଧନ୍ୟ ଆମ ମହାପ୍ରଭୁ ହେ ଧନ୍ୟ ପୁଣ୍ୟ ଉତ୍କଳ.. ଧନ୍ୟ ଶଙ୍ଖ କ୍ଷେତ୍ର ଶ୍ରୀକ୍ଷେତ୍ର ଧାମ ଶ୍ରୀନୀଳାଚଳ ll ଧନ୍ୟ ହେ ପରମ ଭକତ ରଥ ଶର୍ମା ପଣ୍ଡିତ... ଶୁଣି ଚିର ସୁଖ ଲଭିଲି ପ୍ରଭୁଙ୍କ କଥାମୃତ ll ହୃଦୟସ୍ପର୍ଶୀ ସେ ବର୍ଣ୍ଣନା ହୃଦ ଉଠେ ଶୀହରି... କାଳିଆ ସାଆନ୍ତ ସଭିଙ୍କୁ ଥା'ନ୍ତୁ କରୁଣା କରି ll ନନ୍ଦିଘୋଷ ଟିଭିର ଏହା ଅନବଦ୍ୟ ପ୍ରୟାସ.... ଏହି କାର୍ଯ୍ୟକ୍ରମ ପାଇଁକି ଧନ୍ୟବାଦ ଅଶେଷ ll ପୁରୀ ପରିବେଶ ସମ୍ପ୍ରତି ଦିଶେ କି ମନୋହର.... ଧନ୍ୟ ନବୀନ ସରକାର ମୋର କୋଟି ଜୁହାର ll 🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏 🙏ବନ୍ଦେ ଉତ୍କଳ ଜନନୀ 🙏
@RohankumarSahoo-fz7wu
@RohankumarSahoo-fz7wu 8 месяцев назад
ଧନ୍ୟ ହୋ ତମେ ଭକୁଆବର....!! ଧନ୍ୟ ତାମିଲି କଳାପାହାଡ଼ର ଚାଟୁକାର....!!
@manaskumarpadhy6659
@manaskumarpadhy6659 3 месяца назад
@@RohankumarSahoo-fz7wubhai kabita ta salara gandi kana re pasithiba au kichi reply kalani 🤣🤣🤣🤦‍♂️🤦‍♂️🤣🤣
@srmmohapatra3386
@srmmohapatra3386 8 месяцев назад
ପ୍ରକୃତ ସବୁ ଘଟଣା ଘଟାଉଛନ୍ତି ସେ, ଥରେ ହୃଦୟ ରୁ ସବୁକିଛି ସମର୍ପଣ କରନ୍ତୁ. ଜୟ ଜଗନ୍ନାଥ...
@Tripathy07
@Tripathy07 8 месяцев назад
ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ 🚩 ଏଇ ଭାବ ଟି ସୂର୍ଯ୍ୟ ନନା ଙ୍କ ମୁଁହ ରୁ ହିଁ ଶୁଣିବା କୁ ବେଶୀ ଭଲ ଲାଗେ
@bhabanishankar4362
@bhabanishankar4362 8 месяцев назад
Jai jagannath swami 🙏🙏🙏🙏🙏🙏
@padmini_barik
@padmini_barik 7 месяцев назад
Jay jagannath
@PinkuDas-ms8ck
@PinkuDas-ms8ck 7 месяцев назад
Thik kahila bhai
@hemantapradhan6776
@hemantapradhan6776 8 месяцев назад
ପଣ୍ଡିତ କଥା ବହୁତ ସୁନ୍ଦର କିନ୍ତୁ କେଵେ ରତ୍ନ ଭଣ୍ଡାର ଖୋଲା ହେବ
@pratapbiswal6837
@pratapbiswal6837 8 месяцев назад
Ratna bhandar kholiba katha kehi kahunahenti. Karan emannaku jana ki ratnavhandarare kichi nahi sabu looti sarichanti bjd neta,pandian and mandira prasasan.
@VarotKundu
@VarotKundu 2 месяца назад
I ul No V ​@@pratapbiswal6837
@prakashchrout8926
@prakashchrout8926 8 месяцев назад
ସାରଥୀ ର ବଡ଼ ଭକ୍ତ ସେ ରଥ ବାବୁ
@lokanathsethi7649
@lokanathsethi7649 8 месяцев назад
sarathi ra ye teki ki dharu thila.
@krushnachandrauttarkabat6811
@krushnachandrauttarkabat6811 7 месяцев назад
Hn
@Akshayapriyanka
@Akshayapriyanka 7 месяцев назад
Right 👍
@JayGopinathtvNarisho
@JayGopinathtvNarisho 8 месяцев назад
ନବକଳେବର ଦେଖିଥିଲୁ ମହାପ୍ରଭୁ ଙ୍କର କିନ୍ତୁ ବର୍ତ୍ତମାନ ଯେଉଁ ନବକଳେବର ହେଉଛି ଶ୍ରୀମନ୍ଦିରର ଏବଂ ଚତୁଃପାର୍ଶ୍ଵର ଅତି ସୁନ୍ଦର ଚମତ୍କାର/ମନ୍ଦିର ଭିତରକୁ ପାନ, ଗୁଟୁକା, ଚୋବାଇ ଜିବାଟା ପ୍ରକୁତରେ ବନ୍ଦ୍ ହୋଇପାରିଲେ ଏହା ଏକ ସ୍ୱାଗତ ଯୋଗ୍ୟ, ଏବଂ ପ୍ରଶଂସାର ବାର୍ତ୍ତା ହେବ ଜୟ ଜଗନ୍ନାଥ ସ୍ଵାମୀ 🙏🙏
@anantaprasadpraharaj559
@anantaprasadpraharaj559 8 месяцев назад
ଆପଣଙ୍କ ମାଧ୍ୟମରେ ଶ୍ରୀ ପଣ୍ଡିତ ମହୋଦୟ ଙ୍କୁ ଶତ ଶତ ପ୍ରଣାମ 💐🙏🙏❤️। ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏
@Saroj-i9s
@Saroj-i9s 8 месяцев назад
ଇଏ ସେଇ ଲୋକ ଜିଏ ସାରଥୀଙ୍କୁ ଭଗବାନ କହୁଥିଲେ ପୁରୀ ରେ କଣ ଜଗନ୍ନାଥ ମନ୍ଦିର ଆଉ ଗୋଟେ ତିଆରି ହୋଇଛି
@itsUmacreations
@itsUmacreations 8 месяцев назад
😂 R8 ଏଇ ସେଇ ଲୋକ
@nrupatiniharsial3286
@nrupatiniharsial3286 8 месяцев назад
Exactly, ଇଏ ସେଇ। ଆଉ ଇଏ ବି ସେଇ ଦଳର tv ଯିଏ ନନ୍ଦିଘୋଷ ନ ଚାଲିବାକୁ ଯଥାସମ୍ଭବ ପ୍ରଚେଷ୍ଟା କରେଇଥିଲା।
@RohankumarSahoo-fz7wu
@RohankumarSahoo-fz7wu 8 месяцев назад
@@nrupatiniharsial3286 ଠିକ୍
@akhandalbhol5650
@akhandalbhol5650 7 месяцев назад
Right ଏ ଟାଉଟର
@krushnachandrauttarkabat6811
@krushnachandrauttarkabat6811 7 месяцев назад
Hnn😅😅
@gurudevmuduli265
@gurudevmuduli265 8 месяцев назад
ହେ ପ୍ରଭୁ ଜଗନ୍ନାଥ କୋଟି କୋଟି ପ୍ରଣାମ 🙏🙏🙏
@laxmidharsahoo2431
@laxmidharsahoo2431 8 месяцев назад
❤ଜଗତରନାଥ ଜଗନ୍ନାଥଙ୍କ ଶ୍ରୀପଦେ ଶରଣମ୍, ଜୟ ଜଗନ୍ନାଥ...
@Jugbalgond7777
@Jugbalgond7777 8 месяцев назад
🌅ଜୟ ଜଗନ୍ନାଥ 🙏 ବାବା ଆପଣଙ୍କୁ କୋଟି କୋଟି ପ୍ରଣାମ କରୁଛି 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@santoshkumarmishra2620
@santoshkumarmishra2620 8 месяцев назад
ଅତି ସୁନ୍ଦର ଡ୍ରାମା ଭଳି ଲାଗିଲା. ନାଟକବାଜି. ଚାଲୁ ଚାଲୁ. ସଂସ୍ଥା ଚାଲୁ.
@souravrout1603
@souravrout1603 5 месяцев назад
Tu ta nije drama karuchu bodhe , film line re entry kare award paibu
@amitabhijeetchandan
@amitabhijeetchandan 8 месяцев назад
ଜୟ ଜଗନ୍ନାଥ⭕❕⭕ ସ୍ବାମୀ ନୟନପଥ ଗାମୀ ଭବୋ ତୁମେ ।🙏🙏🙏
@nikunjabihariparida1038
@nikunjabihariparida1038 8 месяцев назад
ହରେକୃଷ୍ଣ 🙏🌹🙏ହରେରାମ
@nitishvlogs5467
@nitishvlogs5467 8 месяцев назад
Jay Jagannath ଆହେ ମହାପ୍ରଭୁ 🌑❗🌑🙌🙌🙏🙏🙏🙏🚩🚩🚩
@prasananayak4848
@prasananayak4848 8 месяцев назад
ଜୟ ଜୟ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ନମୋ ନମଃ।
@rahulsethi690
@rahulsethi690 8 месяцев назад
ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ 🙏🙏 ପ୍ରଭୁ କଳିଆସନ୍ତ ଙ୍କ ସେବକ ଆମର ପ୍ରିୟ
@Pratimasahoodurugudakoraput
@Pratimasahoodurugudakoraput 8 месяцев назад
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରଣାମ Pravu Nana ଙ୍କୁ ମୋର କୋଟି କୋଟି ପ୍ରଣାମ Pravu ଜୟ ମା ଲକ୍ଷ୍ମୀନାରାୟଣ 🕉️🙏🙏🙏🕉️❤️🙌🌹🌹🌹🌸🌸🌸
@santoshdash870
@santoshdash870 8 месяцев назад
🙏ଜୟ ଶ୍ରୀଜଗନ୍ନାଥ ଶରଣଂ 🙏
@unionics
@unionics 8 месяцев назад
🙏🙏 ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା ତୁମ୍ଭେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🙏🙏
@MANOJDAS-vl7zw
@MANOJDAS-vl7zw 8 месяцев назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏
@itsUmacreations
@itsUmacreations 8 месяцев назад
ଶ୍ରୀ ମନ୍ଦିର ଯଦି ପରିଷ୍କାର ହୋଉଛି ....ଗୋ ମାଂସ ଭକ୍ଷଣ କାରୀ କାମିଆ ଜାନି କୁ କାହିଁକି ପ୍ରବେଶ କରେଇଲ ମନ୍ଦିର ରେ ଭୋର 4 ଟାରୁ??? ତମେ ମାନେ କାହିଁକି ବିରୋଧ କରୁନ ଏହି ନୀଚ କର୍ମ କୁ ??? ତମେ ମାନେ କାହିଁକି ଅନ୍ୟାୟ କୁ ବିରୋଧ କରୁନ?? କାହିଁକି ଚୁପ୍ ରହୁଚ ?? ଶ୍ରୀ ମନ୍ଦିର ପ୍ରଶାସନ କାହିଁକି ଆକ୍ସନ ନେଉନି ପାପି କାମିଆ ଜାନି ଏବଂ ପାଣ୍ଡିଆଁନ ଉପରେ ?? ଖାଲି ଭାଷଣ ମାରିଲେ kn hela??? Shree ମନ୍ଦିର କୁ ସୁରକ୍ଷା ରେ ରଖ...kn କରୁଚ ମନ୍ଦିର ରେ ରହି ??? Jay Jagannath ❤️🙏
@bhupatimahanta6023
@bhupatimahanta6023 8 месяцев назад
ମଦି୍ରା ରେ ସେ ବାୟତ ମାନେ କଣ କାମିଆ ଜାନୀ କୁ ଦେଖି ବାଣ୍ଡ ହ ଲୋଥୀଲେ
@truptiranjansahoo8115
@truptiranjansahoo8115 8 месяцев назад
Odia loka kichi bhala hele aga goda tanibe a ta mu suni thili .😂
@khatitimewithdebasis5966
@khatitimewithdebasis5966 8 месяцев назад
Sabu jagannath karuchanti re bhai
@itsUmacreations
@itsUmacreations 8 месяцев назад
​@@truptiranjansahoo8115 ସବୁ politics.. ସବୁ vote ପାଇଁ ନବୀନ ପଟ୍ଟନାୟକ କରୁଛି ...
@itsUmacreations
@itsUmacreations 8 месяцев назад
​@@truptiranjansahoo8115 ସବୁ politics.. ସବୁ vote ପାଇଁ ନବୀନ ପଟ୍ଟନାୟକ କରୁଛି ...
@sarojiniswain8991
@sarojiniswain8991 8 месяцев назад
Jay JAGANNATH swami Nayana patha gami bhaba tume ♥️♥️♥️🙏🙏🙏♥️♥️♥️🚩🚩🚩
@sangitasvlog5543
@sangitasvlog5543 8 месяцев назад
Prabhu Jagannath nku koti koti pranam 🙏aau apana nku b mora pranam🙏
@panditpratapsatapathy8543
@panditpratapsatapathy8543 8 месяцев назад
ଶଙ୍କର ବାବୁ ଶର୍ମା ଜୀ କଙ୍କୁ ପ୍ରଶ୍ନ ପର୍ଭୁ ଜଗରଥ ସେବା ରେ ବଳରାମ ଦାସ ବିଦିଆ ପାନ ର ସେବା ରହି ଥିଲା ଏବେ ସରକାର କାହିଁକି ବନ୍ଦ ରହିଲା
@ipsitabehera3936
@ipsitabehera3936 7 месяцев назад
ବିଡ଼ିଆ ପାନ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ କିନ୍ତ ତୁମେ କଣ ଖାଉଛ ଗୁତୁଖା, dilux ପାନ, ଖାଇକି ଲୁଚେଇ ଛେପ ପକେଇବ
@lambodarabehera8671
@lambodarabehera8671 8 месяцев назад
Jay Jagannath 🙏🙏🙏🙏
@satyabhamananda9392
@satyabhamananda9392 8 месяцев назад
ଜୟ ଜଗନ୍ନାଥ 🙏🙏🙏🙏
@user-ww5zj6jb6x
@user-ww5zj6jb6x 8 месяцев назад
Jai shree jagannath 🙏🕉️🚩 Prabhu koti koti pranam ✡️
@adityaudayandeosardar6649
@adityaudayandeosardar6649 8 месяцев назад
ଜୟ ଜଗନ୍ନାଥ 🙏🙏 ମହାପ୍ରଭୁ 🌼💮🌸💐
@SaraswatiDhal-dh3np
@SaraswatiDhal-dh3np 8 месяцев назад
ଜଗନ୍ନାଥ ସଂସ୍କୃତିର୍ gabesaka ରଥ ଶର୍ମା ମହୋଦୟ ଙ୍କୁ ପ୍ରଣାମ ଦଣ୍ଡ ବ ତ୍ ପରିକ୍ରମା ବିଷୟରେ ସୁନ୍ଦର ତଥ୍ୟ ଦେଲେ ଜୟ ଜଗନ୍ନାଥ
@iswarmahali2378
@iswarmahali2378 8 месяцев назад
Jai jagannath jai jagannath 🙏🙏🙏🙏
@user-fq5gb9ep9e
@user-fq5gb9ep9e 8 месяцев назад
ଆଡ଼ମ୍ବର ଯେଉଁ ଅନୁସାରେ ବୃଦ୍ଧି ହୁଏ ଧର୍ମ ସେହି ଅନୁପାତରେ କ୍ଷୟ ହୋଇଯାଏ ।
@trilochanpatnaik6321
@trilochanpatnaik6321 8 месяцев назад
କହି ଜାଣିଲେ କଥା ସୁନ୍ଦର। ଚାଲି ଜାଣିଲେ ବାଟ ସୁନ୍ଦର।
@ritapanda2295
@ritapanda2295 8 месяцев назад
ଜୟ ଜଗନ୍ନାଥ କିନ୍ତୁ ଚାରି ଦ୍ଵାର ଖୋଲି ଗଲେ ଭଲ ହୁଅନ୍ତା ଲୋକ ମାନେ ବହୁତ ହଇରାଣ ହେଉଛନ୍ତି
@satyajitpratap6535
@satyajitpratap6535 8 месяцев назад
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶରଣଂ🌷 🙏
@jchoudhury274
@jchoudhury274 8 месяцев назад
ଜୟ ଜଗନ୍ନାଥ ମହାପ୍ରଭୁ ଜଗତ ର ମଙ୍ଗଳ କର ମହାପ୍ରଭୁ ଜଗନ୍ନାଥ ଙ୍କୁ ନେଇ BJD ରାଜ ନିତୀ କରୁଛି 2024 ଭୋଟ ପାଇଁ ଜୟ ଜଗନ୍ନାଥ
@kalyanisoubhaginidas7423
@kalyanisoubhaginidas7423 8 месяцев назад
Jay jagannath 🙏🙏🙏🙏
@ravilenka684
@ravilenka684 8 месяцев назад
Jay Jagannath Swami 🙏🚩😊
@amaodia3085
@amaodia3085 8 месяцев назад
ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀବଳଭଦ୍ର ମହାପ୍ରଭୁ ଶ୍ରୀ ଶୁଭଦ୍ରା ମହାମାୟୀ ଙ୍କର ଯେଉଁ ବିଗ୍ରହ ପୂଜାପାଉଛନ୍ତି ତାହା କେଉଁ ସମୟର ରୂପ ? ବାଲ୍ୟ‌ଅବସ୍ଥା କି କୈଶୋର/ ଯୌବନ ଅବସ୍ଥା ବା ପୌଢାବସ୍ଥା।
@tusarkantirout3954
@tusarkantirout3954 8 месяцев назад
A polite request to Government of odisha try to add one course on Jagganath culture and Sri mad bhagbatam so that our youth generation should know the golden history of odia culture
@user-jz4ly9hn7w
@user-jz4ly9hn7w 8 месяцев назад
Jay Jagannath
@soumyaranjansahoo6214
@soumyaranjansahoo6214 8 месяцев назад
Free TEMPLE from govt
@rbkumarcreations3765
@rbkumarcreations3765 8 месяцев назад
🎉
@ajitsahoo7529
@ajitsahoo7529 8 месяцев назад
​@@user-jz4ly9hn7w😮
@jagannathnayak8813
@jagannathnayak8813 7 месяцев назад
Very attractive interesting heart-touching spiritual devotion-increasing discussion on Shree Mandir Parikrama Prakalpa Lokarpan . Jay Jagannath.
@user-bs9on1lb2s
@user-bs9on1lb2s 8 месяцев назад
ଜଗନ୍ନାଥଙ୍କ ସୁନା ଗଣତି ମଣତି ହବକି ପଚାରନ୍ତୁ। ଚାବି କୁଆଡେ ଗଲା କହିବେକି। କାମିୟାଯାନି କଥା ପଚାରନ୍ତୁ। ଭିତରକୁ କେ ନେଇଥିଲେ
@sbkalabikashkendrahariharm7565
@sbkalabikashkendrahariharm7565 8 месяцев назад
🕉 🕉 🕉 🕉 🕉 🕉 🕉 🕉 🕉 Jay Jagannath Swami ki Jay Service to men kind Service to God
@debadattamohanty6740
@debadattamohanty6740 8 месяцев назад
ଏ ଭିଡିଓ ଟା କଂଗ୍ରେସ ଆଉ ବିଜେପି ନେତାଙ୍କୁ ଦେଖାଅ ସେମାନେ ଯୋଉ ରାଉ ରାଉ ହେଉଛନ୍ତି ବୁଝିପାରିବେ
@SusantaKumar-tp2gh
@SusantaKumar-tp2gh 8 месяцев назад
Jay Jagannath Swami 🙏
@pranaya3971
@pranaya3971 8 месяцев назад
Development ହେଉଛି ଭଲ କଥା କିନ୍ତୁ ଏଠାରେ ତ ଏବେ ଜଗନ୍ନାଥ ଙ୍କୁ ନେଇ ଓଡିଶା ରେ ନବୀନ ବାବୁ politics କରୁଅଛନ୍ତି।ଜୟ ଜଗନ୍ନାଥ
@geetanjalimishra1913
@geetanjalimishra1913 8 месяцев назад
Jay shree Jagannath 🙏🌼🙏
@Sasmita-wt5gh
@Sasmita-wt5gh 8 месяцев назад
ହଉ ପଛେ ରାଜନୀତି କି ଆଉ କିଛି ହଉ ଆମର କଣ ଗଲା ଲାଭତ ଆମର ନା ଆମ ମୋହା ପ୍ରଭୁଙ୍କ ପାଇଁ ତ ହେଇଚିନା ସମସ୍ତେ ଧନ୍ୟ ଧନ୍ୟ ଲେଖ ଖୁସି ହୁଅ ପ୍ରଭୁ ଖୁସି ହେବେ
@parameswarbehera1321
@parameswarbehera1321 8 месяцев назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁମେ 🙏🙏🙏🙏🙏
@manojsatapathy3865
@manojsatapathy3865 7 месяцев назад
ପରିକ୍ରମା ବେଷ୍ଟନୀ ଖୁବ୍ ଭଲ କିନ୍ତୁ ଏହାକୁ ବଜାୟ ରଖିବାକୁ ଉଦ୍ୟମ ଜାରି ରହିବା ଉଚିତ୍ । ଅନଧିକାର ପ୍ରବେଶ ସର୍ବଥ। ବର୍ଜନୀୟ । ନଚେତ ଲିଙ୍ଗରାଜ ମନ୍ଦିର ପରି ହେବ । ଆଶାକରେ ମନ୍ଦିର ପ୍ରଶାସନ ଦୃଷ୍ଟି ଦେବେ।
@umakantaparida8086
@umakantaparida8086 8 месяцев назад
ଆଜିମୁ ବୁଝିଗଲି ନବିନ ପଟ୍ଟନାୟକଙ୍କର ସଫଳତାର ସୁତ୍ର ଜିଏ ଜଗନ୍ନାଥଙ୍କୁ ହୁଦୟ ଦିଏ ଜଗନ୍ନାଥ ତାଙ୍କୁ ସବୁ ଦିଅନ୍ତି।
@rinasahu7436
@rinasahu7436 8 месяцев назад
Jay jaganntha swami 🙏🙏🙏
@pravatnayak8466
@pravatnayak8466 2 месяца назад
ବହୁତ ସୁନ୍ଦର ଉପସ୍ଥାପନା, ଜୟ ଜଗନ୍ନାଥ।
@akashayajena2692
@akashayajena2692 8 месяцев назад
ସୂର୍ଯ୍ୟନାରାୟଣ ରଥଶର୍ମା ମହୋଦୟ ଙ୍କୁ ମୋର ହାର୍ଦ୍ଦିକ ପ୍ରଣାମ। ଜୟ ଜୟ ଜଗନ୍ନାଥ ସ୍ବାମୀ।
@gouribhaji6219
@gouribhaji6219 7 месяцев назад
Jay shree jaganath
@bhagbansethi336
@bhagbansethi336 7 месяцев назад
ଦୁଇ ପ୍ରଭୁ ଙ୍କୁ କୋଟି କୋଟି ପ୍ରଣାମ ପ୍ରଭୁ ❤❤❤❤❤
@dipakkumarpanda1448
@dipakkumarpanda1448 8 месяцев назад
Really inspired❤❤❤❤❤❤
@satyaprakashsahoo7630
@satyaprakashsahoo7630 8 месяцев назад
ଏ ମୂର୍ଖ ଝାବଡ ରାଜା ସ୍ବାଇଁ କୁ ହଟାଅ ଓଡିଶା ରାଜ୍ୟ ବଞ୍ଚାଅ 👍👍👍👍👍
@sksushillifevisionstudio2867
@sksushillifevisionstudio2867 8 месяцев назад
Jay jagannath mahaprabhu sabubele samastinku bhalare rakhantu Jay jagannath mahaprabhu❤🙏⭕❗⭕🙏✨
@evenswarpradhan6329
@evenswarpradhan6329 8 месяцев назад
ଜଗନ୍ନାଥ ସଂସ୍କୃତି କୁ ପ୍ରଚାର ପ୍ରସାର କରିବା ବଦଳରେ। ବରଂ ଭାରତୀୟ ପରମ୍ପରା ଅନୁଯାୟୀ ସମାଜ ର ସଂସ୍କାର ପାଇଁ ପ୍ରସ୍ତାବ ରଖିଥିଲେ ସରକାର ଭଲ ହୁଅନ୍ତା ଧନ୍ୟବାଦ ନମସ୍କାର
@purnachandrapanda2499
@purnachandrapanda2499 8 месяцев назад
Dhanya bhakta, dhanya Jagannath dhanya bhakta dhanya Jagannath..
@pusparout333
@pusparout333 8 месяцев назад
Jay Jagannath Swami Jay suryanarayana Rath sarma ji
@birupakhyabehera2782
@birupakhyabehera2782 8 месяцев назад
JAY Shri Jagannath mahaprabhu ki Jay 🙏🙏🙏🌺💐🌻💮🌸🏵️🌼🌹💐🌻💮💖🏵️🏵️🏵️💐🌺💐💐🌻⭕‼️⭕🌻🙏🙏🙏🙏🙏🙏🙏🙏
@bhagbansethi336
@bhagbansethi336 7 месяцев назад
ଡବଲ ଡବଲ ପ୍ରଣାମ ପ୍ରଭୁ ❤❤❤❤❤ ଧ ନ୍ୟ ହୋଇଗଲି ପ୍ରଭୁ
@SidharthaSahoo
@SidharthaSahoo 8 месяцев назад
ଜୟ ଜଗନ୍ନାଥ 🙏🌹 ଜୟ କଳା 🙏🌹
@user-hh3ce9cb6k
@user-hh3ce9cb6k Месяц назад
Jay shree Gurudev ji ki Shree Charane Satkoti Pranam...ati sundar
@ltfashioncollections6790
@ltfashioncollections6790 8 месяцев назад
ରାମ ଭକ୍ତ ମାନେ ପଦ୍ମ ଫୁଟେଇ ଅକ୍ଷତ ବାଣ୍ଟୁଛନ୍ତି ଆଉ ଜଗନ୍ନାଥ ଭକ୍ତ ମାନେ ଶଙ୍ଖ ଫୁଙ୍କି ଅକ୍ଷତ ଚାଉଳ ସହ ଗୋଟେ ଗୁଆ ନଉଛନ୍ତି 😂😂😂😂😂😅😅😅 ବାବା ରେ ରାଜନୀତି
@jayantidas8179
@jayantidas8179 8 месяцев назад
Ohh emiti katha ki,mun b seiya bhabuchhi gote gote jagare chaula dauchhanti aau gote gote jagare chaula nauchhanti j,kn heithiba aau😂😂😂
@ltfashioncollections6790
@ltfashioncollections6790 8 месяцев назад
@@jayantidas8179 hn BJP BJD
@durgasvlog2601
@durgasvlog2601 8 месяцев назад
Right 😊
@smitamohanty3302
@smitamohanty3302 8 месяцев назад
Mo Bada Thakura Koti koti Pranam
@ranjitbhuyan5160
@ranjitbhuyan5160 7 месяцев назад
ଭାବ ର ଠାକୁର ସେ ଚକାଆଖି ।ପ୍ରଭୁ ସମସ୍ତଂକର ମଂଗଳ କର ହେ ।ଜୟ କଳା ଜୟ ଜଗନ୍ନାଥ ❤
@ratnakarbehera8890
@ratnakarbehera8890 8 месяцев назад
Pandian ଯୋଉ ଗୋମାଂସ ଖିଆ କୁ ମନ୍ଦିରରେ ପ୍ରବେଶ କରିଦେଲା ତା ବିଷୟରେ କୁହନ୍ତୁ, ଆମ ଓଡ଼ିଆ ମାନଙ୍କର ଏମିତି ମାନସିକ ପରିବର୍ତ୍ତନ ହେଇଛି ଯେ ଆମେ pandian ର କୁକୁର ହୋଇଯାଇଛନ୍ତି, ଧନ୍ୟ nandigosh ଟିଭି
@stutikerketta2168
@stutikerketta2168 8 месяцев назад
Bhai beef khaile kehi apabitra hoi janti nhin.taha muhan ru Jai mala dwara dei chali jae au sarira ku sustha rakhe.kintu tume jeu pabitra muhan ru apabitra katha gudaku kahuchha se ubhaya sarira au atma ku apabitra kare.se beef khaila khaila kna hele mu b janma ru beef khai mandira jai mahaprasad khaichhi khin mahaprabhu nka ta kichhi asubidha nhin.tamar khinki asubidha heuchhi.emiti kete mushlim/christian loka beef khai Kari mahaprasad khai asuchhanti semanku kna test Kari srimandira re prabesh karuchhanti karuchhanti ki 0:04
@ratnakarbehera8890
@ratnakarbehera8890 8 месяцев назад
ତମେ ଓଡ଼ିଆ ଲୋକ ତ, ମୋର dought ହେଉଛି, pandian କେତେ ଦେଇଛି, କୁକୁର ନା ଛତରା ଖିଆ ହୋଇଯାଇଛ, ନା pandian ର ପତଳା ପଡୁଛି ଯେ
@nrupatiniharsial3286
@nrupatiniharsial3286 8 месяцев назад
ଆଜ୍ଞା, ମୁର୍ଖଙ୍କୁ ବୁଝେଇ ହୁଏନି, ପାଠଶାଠ ପଢିଥିଲେ ହୁଏତ କିଛି ଆସିଥାନ୍ତା ବୁଦ୍ଧି। ମହାପ୍ରଭୁ ଭରସା ଏକା।
@ratnakarbehera8890
@ratnakarbehera8890 8 месяцев назад
ଅନ୍ଧ ତମ ଚଉଦ ପୁରୁଷ, ମୁ ଭାବୁଛି ତମ ଦେହରେ ଓଡ଼ିଆ ରକ୍ତ ନୁହେଁ, ତାମିଲ ରକ୍ତ ବହୁଛି, ପାଣ୍ଡୁ ଠାରୁ କେତେ ମିଳିଛି ଆଉ ନନ୍ଦିଘୋଷ tv channel କୁକୁର
@nrupatiniharsial3286
@nrupatiniharsial3286 8 месяцев назад
@@ratnakarbehera8890 ମୁଁ ତ ଆପଣଙ୍କ ସପକ୍ଷରେ କହୁଥିଲି ଭାଇ 🙄
@Abhijeet-jena12345
@Abhijeet-jena12345 8 месяцев назад
ଜୟ ଜଗନ୍ନାଥ ମୁଁ ଏଇ ଛ ମାସ ତଳେ ଶ୍ରୀମନ୍ଦିର ଯାଇଥିଲି ଜଣେ ପଣ୍ଡାପୁଅ ଙ୍କର ବୟସ ପ୍ରାୟ ୨୨ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସାମ୍ନାରେ ଗର୍ଭଗୃହରେ ପାଟିରେ ପାଟିରେ ଗୁଟଖା ଛେପପୁରେଇ ମୋଠୁ ଭୋଗ ନେଇ ଭୋଗ କରିଲେ କିନ୍ତୁ ସେଦିନ ମୋ ମନ ଅସନ୍ତୁଷ୍ଟ ହେଲା। ସେମାନେ ଟିକେ ନିଳକନ୍ଦର ଭିତରେ ଯୋଉ କାଳିଆ ଠାକୁର ବସିଛି ତାକୁ ନ ଡରି ତା ସାମ୍ନାରେ ପାନ, ଗୁଟଖା ଖାଉଛନ୍ତି । କିନ୍ତୁ ଆଜି ଏ ଯୋଉ ପାନ ଗୁଟଖା ସମ୍ବନ୍ଧରେ ପଦକ୍ଷେପ ନିଆଯାଇଛି ନିଶ୍ଚୟ ସ୍ବାଗତ ଯୋଗ୍ୟ।ଏହା କେବଳ ଭକ୍ତଙ୍କ ପାଇଁ ନୁହେଁ ପଣ୍ଡା ବା ସେବାୟତ ମାନେ ମଧ୍ୟ ପାଳନ କରିବା ଉଚିତ।ଜୟ ଜଗନ୍ନାଥ।
@jayjagannathbhajan5819
@jayjagannathbhajan5819 2 месяца назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ ହରି ବୋଲ ଜୟ ମା ମଙ୍ଗଳା ଭରଷା
@sanjaybehera1291
@sanjaybehera1291 8 месяцев назад
Kintu prabhu samastanku prabhu nka darsaan milu Jay jagannath
@rajendraacharya6701
@rajendraacharya6701 8 месяцев назад
Jay Jagannatha Jay Jay Charamanatha Jaya Sukshma- bhav - binimaya -sukaushalam...Jay GananathaJagannatha Alaaranatha Charamanatha.Mahaprabhu nkara Jaya heu Jay Bhaktabandhu Bhakta paraayana
@gourishankarmishra929
@gourishankarmishra929 8 месяцев назад
ଶଙ୍କର ଙ୍କୁ ନବବର୍ଷର ଅଭିନମଦନ। ନବବର୍ଷର ପ୍ରଥମ ସାକ୍ଷାତକାର ଜଣେ ମହାନ ବ୍ୟକ୍ତି ଙ୍କୁ ନେଇ। ଶ୍ରୀ ରଥ ଶର୍ମା ଜଣେ ବିଜ୍ଞ , ଜ୍ଞାନି, ଗୁଣୀ, ,ଶ୍ରୀ ଜଗନ୍ନାଥ ସଂସ୍କୃତିର ଏକନିଷ୍ଠ ସାଧକ, ଉପାସକ, ଭକ୍ତ, ,ଗବେଷକ ଓ ଜଣେ ପ୍ରଗଳ୍ଭ ବକ୍ତା ଭାବେ ସମସ୍ତଙ୍କ ନିକଟରେ ପରିଚିତ। ଆପଣଙ୍କ ପ୍ରଶ୍ନ ସରଳ ମାତ୍ର ସମସ୍ତ ଙ୍କ ପାଇଁ ଉପାଦେୟ ,ସେମିତି ପଣ୍ଡିତ ଙ୍କ ଉତ୍ତର ତା ଠୁଁ ଉର୍ଦ୍ଧରେ ସମସ୍ତଙ୍କ ପାଇଁ ବହୁ ଜାଣିବା ବିଷୟ କୁ ଯୁଗପଯୋଗୀ ଢ଼ଙ୍ଗରେ ଅତି ମାର୍ମିକ ଓ ଭାବପୁର୍ଣ ଭାଷାରେ ଉତ୍ତର ପ୍ରଦାନ କରି କୃତାର୍ଥ ର ପାତ୍ର। ତାଙ୍କୁ ଆମ୍ଭର ସାଦର ପ୍ରଣାମ। ଆପଣ ଙ୍କୁ ମଧ୍ୟ ଧନ୍ୟବାଦ। ଗତ ସାକ୍ଷାତ ରେ ଆ0ନ ଶାଳୀନତା ଭୁଲି ଯାଉ ଜଣେ ବ୍ୟଙ୍ଗ କକାକର ଭାବେ ପ୍ରଶ୍ନ ପଚାରିଥିଲେ ବୋଲି ମୁଁ ଆପଣ ଙ୍କୁ ପରବର୍ତ୍ତୀ ସାକ୍ଷତ ସମୟରେ ଯେପରି ରଥଶର୍ମା ଭଳି ଜଣେ ବ୍ୟକ୍ତିଙ୍କ ନିକଟରେ ଶାଳୀନତା ରଖିବେ,ଅନୁରୋଧ କରିଥିଲି। ଆଉ ଆଜି ଆପଣ ତାହା କରିଛନ୍ତି।
@umakantarout1938
@umakantarout1938 8 месяцев назад
ଏଇ ରଥଶର୍ମା ଟଙ୍କା ଖାଇ ସେ ଠକ ସାରଥୀ ପାଦ ପାଖରେ ବସି ସେ ହାରାମିଟାକୁ ବିଷ୍ଣୁଙ୍କ ଅବତାର ବୋଲି କହିଥିଲା । ୟାକୁ ଟଙ୍କା ଦେଲେ ଇଏ ସବୁ କରିପାରେ । ଜଗନ୍ନାଥଙ୍କ ନାମ ନେଇ ଇଏ ବେପାର କରେ । ଗୋମାଂସ ଭକ୍ଷଣକାରୀ କାମିଆ ଜାନିର ଶ୍ରୀମନ୍ଦିର ପ୍ରବେଶବେଳେ ୟେ କେଉଁଠି ଥିଲେ ? କାହିଁ ସେ ବିଷୟରେ ପଦୁଟିଏ ତ କହୁନାହାନ୍ତି ? ସେଇକଥା ପଚାର ?
@anjucutack9120
@anjucutack9120 7 месяцев назад
ବହୁତ୍ ସୁନ୍ଦର୍ ବିଶ୍ଳେଷଣ । ଆପଣ ଙ୍କୁ ପ୍ରଣାମ ଜଣାଉଛି।
@kishoripatro3559
@kishoripatro3559 8 месяцев назад
Jay jagannath prabhu ji
@girisusanta582
@girisusanta582 8 месяцев назад
Ratha sarma sir knu Mora koti koti pranam au Sankar sir knu madya Mora koti pranam Tuma Bina kichi nahi maha Prabhu he jagannath Swami Nayana patha gami vaba tume hare Krishna hare Rama sehe nama dhari jau jibana sir apanaka bani sunile jebana ra gati patha mu sabu vuli jaye jagannath Swami apnanku valare rakhantu au emiti bani sabudene sunu thau pranam sir
@Subham_Kumar_Bhanja123
@Subham_Kumar_Bhanja123 8 месяцев назад
Jay jagganath mahaprabhu ❤️🙏❤️🙏❤️🙏❤️
@niranjanpanda8574
@niranjanpanda8574 8 месяцев назад
Jai Jagannath, Omm namah Bhagbate Basudebaya.🙏🙏🙏
@bapujibandhupattnaik3119
@bapujibandhupattnaik3119 8 месяцев назад
କମିୟା ଯାନୀ ପରି କେତେ ଜଣକୁ ଆଣିଲେ ଜଗନ୍ନାଥ ଓ ଅବଢ଼ାର ବିଶ୍ୱରେ ପ୍ରସିଦ୍ଧ ହେବ. ରତ୍ନ ଭଣ୍ଡାର କଥା ପଚାରୁନାହାନ୍ତି କାହିଁକି?
@user-pj8lo7ld2p
@user-pj8lo7ld2p 8 месяцев назад
ଏଇଟା ଆମ ନୂଆ ବର୍ଷ ନୁହେଁ ,କୁଆଡେ ଏଡେବଡ଼ ପଣ୍ଡିତ ଜଗନ୍ନାଥ ସଂସ୍କୃତି ଓ ସନାତନ ଧର୍ମ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞାତ😮😅
@9xm50
@9xm50 8 месяцев назад
Jay Shree Jagannath Swamy 📿⭕❗⭕🚩🙏 ❤Lot Of Love From PuriDhamश्रीजगन्नाथपुरी 🪷⭕❗⭕🚩🙏
@user-pq5dn3vr3u
@user-pq5dn3vr3u 7 месяцев назад
ଜୟଜଗନାଥ ଧନ୍ୟବାଦ ନନା ଆପଣଙ୍କ ଚରଣରେ ଶରଣ ଜୟଜଗନାଥ
@satyajitpratap6535
@satyajitpratap6535 8 месяцев назад
ପଣ୍ଡିତ ଆଜ୍ଞା ପ୍ରଣାମ 🙏
@jayadebsethi9251
@jayadebsethi9251 8 месяцев назад
He jagatara natha Jagannath Prabhu tume Saha bharosa tumari Echha re sansara chalu thau Prabhu jay Jagannath Maharaj ki jay ho
@Manjubala132
@Manjubala132 8 месяцев назад
❤Jay jagannath❤
@bipinamallik2803
@bipinamallik2803 8 месяцев назад
Jaya Sree Jagannatha Swami Jagannatha Nandi Ghosa Chanelku Dhanyabad Deuchi Pandita Ratha Sarmanka Sahita Updeya Katha Sunibaku Milila Dhanyabad
@Mahadevbhakt169
@Mahadevbhakt169 8 месяцев назад
Jay mahaprabhu 🙏🙏🙏🙏
@omgkupdates
@omgkupdates 8 месяцев назад
Joy Jagannath
@jagabandhusahu2176
@jagabandhusahu2176 7 месяцев назад
ଜୟ ଜଗନ୍ନାଥ 🙏🏻✨
@prafullaojha8242
@prafullaojha8242 8 месяцев назад
ହଁ ରତ୍ନ ଭଣ୍ଡାର ଚୋରି ବି ଜଗନ୍ନାଥ ଙ୍କ ଇଚ୍ଛାରେ ହେଉଛି
@tapandash6488
@tapandash6488 8 месяцев назад
ଏ ପଣ୍ଡିତ ମହାଶୟ ପୂର୍ବରୁ ସାରଥୀ ବାବା ଙ୍କୁ ପୂଜା କରି ଜଗନ୍ନାଥ ସହିତ ତୁଳନା କରିଥିଲେ. ଟିକେ ମନ ପକେଇ ଦିଅ.
@khatitimewithdebasis5966
@khatitimewithdebasis5966 8 месяцев назад
Bhai sri ram suna harina ku dekhi dhoka khaithile e ta sadharan manushya sarthi bhali bahurupi ku kemiti chinhibe time asile jemiti raban marila sarathira semiti sesa hela, dosa deba agaru tike chinta karantu janku
@RKD826
@RKD826 8 месяцев назад
Prabhu suna harini pachhare daudile , A pandita janak kn janiparileni Ama koti koti odianka prana kendra Pravu Shree Jagannth🙏🙏🙏 Shree Mandir bhitare basichhanti ,pravunku chhadi sardhabali re bhanda sarathi ra gunagyana kemiti karuthila se kn jani parilani shree mandi bhita re Mahaprabhu achhanti mu tanku chhadi gote manisaku kemiti puja kariki taku puni Mohapravu nka sahita tulana karibi, se video tike dekhiba 2014 yar ra bhai ,se manchare a pandita janaka kemiti sarathhiki ku puja karuchhila, sabu heuchhanti selfish , aajira a video hauchi sabu preeplan, Jay Jagannath 🙏🙏🙏​@@khatitimewithdebasis5966
@nrupatiniharsial3286
@nrupatiniharsial3286 8 месяцев назад
ଏ ଭିଡିଓ ସଭିଙ୍କର ଥରେ ଦେଖିବା ଉଚିତ। ଲୋକଙ୍କର ରୂପ ଦେଖିବାର ଅଛି। ଓଡ଼ିଆରେ କଥା ଅଛି - " କଥା କହି ଜାଣେ ଯେ, ପଚା ଚିଙ୍ଗୁଡ଼ି ବିକେ ସେ " । ଏ କଥା ଏଇ ଲୋକଙ୍କ ପାଖେ ଠିକ ସୁହାଏ । ବଡ଼ ବୋଲା ଯିଏ ସିଏ ଲୋକଙ୍କୁ ଭଲଲାଗେ କହିଲେ କଣ ହବ। ପଣ୍ଡିତେ କହିଲେ ସେ ଜଗନ୍ନାଥଙ୍କ ଲୋକ, ନାଟକବାଜି ସେ କରନ୍ତିନି, ଜଗନ୍ନାଥ ଯାହା କରାନ୍ତି ସେ କରନ୍ତି। କିଛି ବର୍ଷତଳେ ଶୁଣିଥିବେ, ଶ୍ରୀମଦ ସାରଥୀଦେବଙ୍କୁ ପଣ୍ଡିତେ ସାକ୍ଷାତ ଜଗନ୍ନାଥ ବୋଲି ଆଖ୍ୟାୟିତ କରିଥିଲେ, ସେକଥା ବି ମହାପ୍ରଭୁ କହିଥିଲେ କରିବାକୁ। ଆଜି ମହାପ୍ରଭୁ କହିଛନ୍ତି ମଠ-ଵାଡି ଭାଙ୍ଗିବା ଉପରେ କହିବାକୁ। ଆପଣଙ୍କ ବୁଦ୍ଧି ଆଉ ପାଣ୍ଡିତ୍ୟକୁ ଶହେ ତୋପ ସଲାମି ପଣ୍ଡିତେ, ପିତାଙ୍କ ପରେ ଆପଣଙ୍କୁ ପଦ୍ମଶ୍ରୀ/ ଶଙ୍ଖଶ୍ରୀ ହୁଏତ ମିଳିପାରେ ଶଙ୍ଖଦଳ ତରଫରୁ । Point କୁ ଆସିଲେ, ମହାପ୍ରଭୁ ହେଲେ ରାଷ୍ଟ୍ର ଦେବତା, କାରଣ କଣ? କାରଣ ଏଇଆ କେବଳ ନୁହେଁ କି ସେ ପ୍ରତି ଓଡ଼ିଆର ଭାବାବେଗ କିମ୍ବା ବିଶ୍ୱାସ ସହ ଜଡିତ, ବରଂ ଏଇଆ ଯେ ଓଡ଼ିଆର ଜୀବନର ପ୍ରତ୍ୟେକ ଅଙ୍ଗ ଯଥା ତାର ସମାଜ,ଚଳଣି,ପରମ୍ପରା ତଥା ସାମାଜିକ ଏବଂ ରାଜନୈତିକ ସବୁ ପରିସ୍ଥିତିରେ ମହାପ୍ରଭୁ ଜଡିତ। ତେବେ କିପରି ସେଇଟା ବୁଝିବାକୁ ହବ। ଆମେ।ମହାପ୍ରଭୁଙ୍କ ଭଲପାଆନ୍ତି କିମ୍ବା ବିଶ୍ୱାସ କରନ୍ତି ସେଇଟା ବ୍ୟକ୍ତିଗତ ସ୍ତରରେ ଭିନ୍ନ ଭିନ୍ନ ମାତ୍ର, ଆମ ସମସ୍ତଙ୍କର ଚଳଣି ଜଗନ୍ନାଥଙ୍କ ଆଧାରରେ, ଆମ ପରମ୍ପରା ସମ୍ପୂର୍ଣ୍ଣ ଜଗନ୍ନାଥଙ୍କ ପରମ୍ପରା ସୁତରାଂ ଆମ ସଂସ୍କୃତି ଅଟେ ଜଗନ୍ନାଥ ସଂସ୍କୃତି। ତେଣୁ ଏଥିରେ ଆମେ ସମସ୍ତ ଓଡ଼ିଆ, ଯିଏ ମହାପ୍ରଭୁଙ୍କୁ ଭକ୍ତି-ବିଶ୍ୱାସ କରୁ ବା ନ କରୁ, ସମସ୍ତେ ଜଡିତ। ଵାକି ସାମାଜିକ ଏବଂ ରାଜନୈତିକ ସ୍ତରରେ ଦେଖିଲେ, ରାଷ୍ଟ୍ରର ଧର୍ମ ଅର୍ଥ ଉପରେ ପର୍ଯ୍ୟବେସିତ ହୋଇଥାଏ, ମାତ୍ର ସାମ୍ପ୍ରତିକ ପରିସ୍ଥିତିରେ ଧର୍ମ ଉପରେ ଅର୍ଥ ପର୍ଯ୍ୟବେସିତ ହୋଇ ଶାସନ ପରିଚାଳନା ହେଉଅଛି କାରଣ ଶ୍ରୀମନ୍ଦିର ତଥା ପୁରୀକୁ କେନ୍ଦ୍ରକରି ଆସୁଥିବା ଯାବତ ଅର୍ଥରେ ରାଜ୍ୟର ରାଜକୋଷ ଅର୍ଦ୍ଧାଧିକ ପୂର୍ଣ୍ଣ ହେଉଅଛି। ଏଥର ଏକଥା ନିହାତି ସ୍ପଷ୍ଟ ମହାପ୍ରଭୁ ଆମଲାଗି କିପରି ଜରୁରୀ। ତେବେ ଏସବୁ କହିବାର ତାତ୍ପର୍ଯ୍ୟ ଏହିକି ଯେ ମହାପ୍ରଭୁଙ୍କ ସମାଜ ସହ ନିବିଡ଼ତା ସମାଜର ଅନ୍ୟଦିଗ ମାନଙ୍କ ପ୍ରତି ମଧ୍ୟ ନିବିଡ଼ତା। ସେ ଦୃଷ୍ଟିରୁ ଦେଖାଗଲେ, ସାମାଜିକ ସ୍ତରରେ ମାନବକୃତ ଯେଉଁ ମହତ୍ତ୍ୱପୂର୍ଣ୍ଣ ଦିଗସବୁ ରହିଛି, ସେସବୁ ମଧ୍ୟରେ ''ଐତିହ'' ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ, ମାତ୍ର ବୋଧହେଉଅଛି ଯେ ଏ ସାଧାରଣ ଜ୍ଞାନ ଏଠି ପ୍ରବଚନ ଦେଉଥିବା ଏ ପଣ୍ଡିତଙ୍କର ନାହିଁ। ଐତିହକୁ ଭାଙ୍ଗିବାର ଅଧିକାର କାହାର ଅଛି? ଆଉଥରେ ଗଢିପାରିବ ଐତିହ? ଏକଦଶ-ଦ୍ଵାଦଶ ଶତାବ୍ଦୀରେ ଶ୍ରୀ ରାମାନୁଜାଚର୍ଯ୍ୟଙ୍କ ଦ୍ଵାରା ପ୍ରତିଷ୍ଠିତ ଉତ୍କଳର ବୃହତ୍ତମ ମଠକୁ ଭାଙ୍ଗିଦିଅଗଲା, ଆଉଥରେ କରିପାରିବ ତାକୁ? ଏମିତି ଅନେକ ଯୁକ୍ତି ରହିଛି ଯାହାର ଉତ୍ତର ଏ ମୁହଁକୁ ମୁହଁ ଯୋଡିଥିବା ଲୋକ ଦୁହେଁ ଦେଇପାରିବେ? ଯଦି ପ୍ରକୃତରେ ଏତେ ଠିକ ବୋଲି ଭାବୁଛ ନିଜକୁ, ପିକୁ ପଟ୍ଟନାୟକଙ୍କ ମନ୍ତବ୍ୟ ନିଅ ତାକୁ post କର। ମହାପ୍ରଭୁଙ୍କ ନାଁରେ ସ୍ୱାର୍ଥ ଚଳେଇବା ବ୍ୟତିରକେ ତୁମେ ଜାଣ ବା କଣ, ଦୁହେଁ ତ ସେଇଆ। ଇଏ ନନ୍ଦିଘୋଷ ନାଁ ନେଇ 2020 ରେ ନନ୍ଦିଘୋଷ ନ ଚାଲିବା ପାଇଁ ବାଟ କରୁଥିବା news channel, ଆଉ ସିଏ ତ ସହଜେ ମହାପ୍ରଭୁଙ୍କ ନାମ ବ୍ୟବସାୟୀ ଏକତ୍ର ଆଉ। ଓଡ଼ିଆ ତ ମେଣ୍ଢା, ନା ଶିକ୍ଷିତ ହେଲେ ନା ଦୀକ୍ଷିତ ହେଲେ । ନା ନିଜ ରାଇଜର ହେଲେ ନା ପର ରାଇଜର ହେଲେ। ଟଙ୍କେରେ ଚାଉଳ ଖାଇଲେ, ଘରବାଡି ବିକିକି ମଦ ପିଇଲେ, ଦାଦନ ଖଟି ସୁରଟ ଗଲେ, ପୁରୀ ଆସିଲେ ସମୁଦ୍ରରେ ଘଣ୍ଟେ ଲେଖାଏଁ ଡେଇଁ, ପେଟେ ଅବଢ଼ା ଖାଇ ପଣ୍ଡାଙ୍କୁ ସୋଧିଲେ, କିଲେ ଲେଖାଏଁ ଖଜା ନେଇକି ଘରେ ଖାଇଲେ ସରିଲା। ଜଗନ୍ନାଥ ଯାଆନ୍ତୁ ଭାସି,, ଆମର ଏତକ ହେଲେ ହେଲା।
@umakantarout1938
@umakantarout1938 8 месяцев назад
ସହମତ
@SamSam-cg5mw
@SamSam-cg5mw 8 месяцев назад
Our Jagannath is lord of the world. He owns everything. Anyone who claims he is giving donation to the lord is actually giving back his property.
@amulyamallick8569
@amulyamallick8569 8 месяцев назад
ଜୟ ଜଗନ୍ନାଥ ପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ
@Simunvlog..
@Simunvlog.. 8 месяцев назад
🙏Jai Mahaprabhu
@skrushnareddy6796
@skrushnareddy6796 8 месяцев назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ 🕉️🙏🕉️🙏🕉️🙏🕉️🙏🕉️🙏🪔🌺🌷🏵️🥀🌸🚩🥥🌹🪔🌺🌷🏵️🥀🌸🚩🏳️
@bratatisamal938
@bratatisamal938 8 месяцев назад
ରଥ ଶର୍ମା ହାରାମି 🙏🏾
@chiranjibijena8216
@chiranjibijena8216 8 месяцев назад
ରାମ ଜିଏ ଜଗନ୍ନାଥ ସିଏ 🙏
Далее