Тёмный

ମୁଁ ରୁବେନ୍ କହୁଛି |EP -5| ମୋହନ ମାଝି, ନବୀନ ପଟନାୟକ ହୋଇ ପାରିବେନି | Mu Ruben Kahuchhi 

ମୁଁ ରୁବେନ କହୁଛି (Mu Ruben Kahuchhi)
Просмотров 44 тыс.
50% 1

ମୋହନ ମାଝି, ନବୀନ ପଟନାୟକ ହୋଇ ପାରିବେନି |
Ruben Banerjee explains why new Odisha chief minister Mohan Majhi can never hope to become another Naveen Patnaik .
#politicaltalk #news #rubenbanerjee #odia #mohanmajhi #naveenpatnaik

Опубликовано:

 

4 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 562   
@subaslenka6416
@subaslenka6416 3 дня назад
ଚମତ୍କାର ବିଶ୍ଳେଷଣ, ରୁବେନ ବାବୁ ଧନ୍ୟବାଦ,
@rajanikantanayak8604
@rajanikantanayak8604 3 дня назад
ରୁବେନ ବାବୁ ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆପଣ ଓଡ଼ିଶା ପାଇଁ ଏତେ କିଛି କରୁଛନ୍ତି
@ArabindaKanadal
@ArabindaKanadal 3 дня назад
😅
@bipracharanjena2736
@bipracharanjena2736 3 дня назад
ଦୁର୍ନୀତିର ପାହାଡ ଉପରେ ନବୀନ ବାବୁ ବସିଥିଲେ ନବୀନବାବୁ କ୍ଷମତା ପାଇଁ ସବୁ ସ୍ତରକୁ ଯାଉଥିଲେ ଓ ଏକଛତ୍ରବାଦ 24ବର୍ଷରେ ଶସ୍ତା ଲୋକ ପ୍ରୀୟତାହାସଲ କରିଥିଲେ
@rubenbanerjee-06
@rubenbanerjee-06 3 дня назад
Dhanyabad. Pls subscribe and share
@shantiswarupapati8366
@shantiswarupapati8366 3 дня назад
Right,bro💯💯💯👍👍👍👍😂😂😂😂😂
@sushantkumarsahoo3087
@sushantkumarsahoo3087 3 дня назад
Aau satare na.........
@dmohanty5003
@dmohanty5003 3 дня назад
Naveen Babu jeve CM hele 2000 Re Odisha bharata ra sabuthu garib rajya thila ebe 12/13 position upare even per capita re Bengal thu upare. Kahin Yogi double engine sarkar thai bi per capita re gote bi position 9 varsha re uparaku nei parilani
@jitendrakumarswain23
@jitendrakumarswain23 2 дня назад
Tume besi janicha maha pandita ebe jou government asichi pura ganga pani dhua nuhen jai dekha 100 dina re RI exam re pila mane kana heleni,negative lakanku Naveen sir nka sabu kama negative lagiba 2000 re Odisha kou paristhiti re thila? Taku kou standard ku anile Naveen ji murkha andh nku dekha jibani
@hemantakantaNaik-u8x
@hemantakantaNaik-u8x 3 дня назад
ହଁ ଠିକ୍ କଥା ରୁବେନ୍ ସାର୍ ନବୀନ ଏକ ନିଦା ବିଷ୍ଣୁ, ପରଦ୍ୱାରl ପରିଚାଳିତ, ରାଜନୀତିର ରା ଅକ୍ଷର ଜଣା ନାହି 😊😊😊😊
@jogeshpradhan3649
@jogeshpradhan3649 3 дня назад
ନ ହେବା ଦରକାର କାରନ ନବୀନ ପଟ୍ଟନାୟକ ଙ୍କ ପରି ହେଲେ pandian ଶାସନ ଚାଲିବ pandian ଶାସନ ଚାଲିଲେ 5T ଆସିବ DGP AU CHIEF SECRETARY ଙ୍କ କ୍ଷମତା କମିବ ଓ DEMOCRACY ର ହତ୍ୟା ହେବ
@rubenbanerjee-06
@rubenbanerjee-06 3 дня назад
Dhanyabad. Pls subscribe and share
@prakashchandraacharya119
@prakashchandraacharya119 3 дня назад
ଏସବୁ କହିବାର ଜରୁରତ କଣ ପାଗଳ ଭଳିଆ ରଡୁଛୁ
@englishguru3221
@englishguru3221 2 дня назад
Tote badhuchhi kn pain,taku janichhu
@rubykhamari1986
@rubykhamari1986 3 дня назад
3rd pillar of democracy, Sir keep it up 🙏🙏🙏🙏🙏
@rubenbanerjee-06
@rubenbanerjee-06 3 дня назад
Fourth pillar. Pls subscribe and share
@rinkanbehera8203
@rinkanbehera8203 3 дня назад
yes sir, you are 100% correct, we all expect this, OUR NAVEEN PATNAIK IS ONLY ONE, he can make their own decision and not depend on others. you are great, God bless you and your family always.
@manishapattanayak2152
@manishapattanayak2152 День назад
Perfect Annalise Sir👍 ଜୟ ନବୀନ ପଟ୍ଟନାୟକ Sir🙏🏻
@srinivasrao7363
@srinivasrao7363 22 часа назад
I completely agree with you sir
@umeshchandradash2881
@umeshchandradash2881 3 дня назад
ନମସ୍କାର ଆଜ୍ଞା। ଆପଣ ଠିକ୍ କଥା କହିଛନ୍ତି। ନିରପେକ୍ଷତା ଅବଲମ୍ବନ କରିବା ସାମ୍ବାଦିକତା ର ପ୍ରକୃତ ପରିଚୟ।ଜୟ ଜଗନ୍ନାଥ।
@ananyaabhilipsasahoo-ny1ms
@ananyaabhilipsasahoo-ny1ms 3 дня назад
ଆପଣଙ୍କ ର ଆଜିର topic ଭଲ ଲାଗୁନି.world ରେ କେହି କଣ କାହା ସହିତ ସମାନ ହୋଇପାରିବେ କି? ତାପରେ ନବୀନ ପଟନାୟକ ନୂଆ ଆସିଲେ ସମସ୍ତେ ଗ୍ରହଣ କଲେ କିନ୍ତୁ ସେ ତ grass root ରୁ leader ନୁହେଁ..
@jitendrakumarswain23
@jitendrakumarswain23 2 дня назад
We don’t need fool grass root leaders we need sophisticated and educated leaders
@laxmidharapanda6086
@laxmidharapanda6086 3 дня назад
ନବୀନ ପଟନାୟକ ଙ୍କୁ ଓଡ଼ିଆମାନେ ଯେଉଁ ସିଂହରୂପ ଦର୍ଶନ କରିଥିଲେ ନୀଳବର୍ଣର ରଙ୍ଗ ମାଧ୍ୟମରେ ! 2024ମସିହାରେ ରଙ୍ଗ ଧୋଇଯିବା ପରେ ଲୋକେ ନବୀନର ଅସଲି ଶୃଗାଳ ରୂପ ଦର୍ଶନ କରି ସାରିଛନ୍ତି ! ଆଉ ଯେତେଚେଷ୍ଟା କଲେବି ନବୀନ କ୍ଷମତାକୁ ଫେରିବା ଅସମ୍ଭବ !
@MANOJKUMAR-l6q4e
@MANOJKUMAR-l6q4e 3 дня назад
ଆସିବ ଆସିବ ବୋଲି ଯାହାଙ୍କୁ 24ବର୍ଷ ଲାଗିଗଲା,,, ସେ ପୁଣି ଭବିଷ୍ୟତ ଦ୍ରଷ୍ଟା ହେଲେଣି 🤣 କଣ କରୁଛି ଏ ମିଛୁଆ ସରକାର???
@chandanacharya9986
@chandanacharya9986 3 дня назад
Mohan kn 24barsa heipariba
@sukumarrana9091
@sukumarrana9091 3 дня назад
Absolutely correct analysis. Thanks.
@1984sib
@1984sib 2 дня назад
Accidental PM ଥିଲେ ମନମୋହନ ସିଂ ଆଉ Accidental CM ଥିଲେ ନବୀନ ପଟ୍ଟନାୟକ । ମୋହନ ଚରଣ ମାଝୀ ଗଣତାନ୍ତ୍ରିକ ଉପାୟରେ ବଛା ଯାଇଥିବା ଜଣେ ତୃଣମୂଳ ସ୍ତରର ନେତା ଓ ଏବେ ମୁଖ୍ୟମନ୍ତ୍ରୀ । ଆଉ ସେ ଜମାନା ନାହିଁ ଯେ, ଓଡ଼ିଶାକୁ ବଙ୍ଗାଳୀ ଆସି ଲୁଟିବେ ।
@satishchandrabehera7291
@satishchandrabehera7291 3 дня назад
ରୁବେନ ବାନାର୍ଜୀ ବି ନବୀନ ଦାସ ହୋଇ ପାରିବେ ନାହିଁ।
@adventureworld-vi9ou
@adventureworld-vi9ou 3 дня назад
Both men are different
@shantiswarupapati8366
@shantiswarupapati8366 3 дня назад
Right my bro,💯💯👍
@biswajitjena718
@biswajitjena718 2 дня назад
NABIN DAS GOTE MAGHIA ..... .TARA PLAYLIST DEKHA JANI PARIBA 😊
@kashinathdash4772
@kashinathdash4772 3 дня назад
ମୋହନ ମାଝୀ ଲୋକଙ୍କ ମୁଖ୍ୟ ମନ୍ତ୍ରୀ , ଲୋକଙ୍କ ସମସ୍ୟା ବୁଝନ୍ତି।। ନବୀନ ପଟ୍ଟନାୟକ ସଧାରଣ ଜନତା ଙ୍କ ପାଖ ମାଡନ୍ତିନି।। ପ୍ରଥମ 10 ବର୍ଷ ନବିନ ସରକାର୍ ଠିକ ଥିଲା।। ବିଗତ 14 ବର୍ଷ ନବୀନ ସରକାର ସଧାରଣ ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ।।
@rubenbanerjee-06
@rubenbanerjee-06 3 дня назад
Dhanyabad. Pls subscribe and share
@shantiswarupapati8366
@shantiswarupapati8366 3 дня назад
Right,bro💯💯💯👍👍👍,Amara nabin pari lutera,chora,and rapist sarkar darkar nahi boli,ame mohan ku jitaichhu,okay,thanks bro
@Sitakanta90
@Sitakanta90 2 дня назад
ବଡ଼ ବିଚିତ୍ର ନିରପେକ୍ଷତା ଏ ଅତି ଲଜ୍ଜ୍ୟା ଜନକ ପରିସ୍ଥିତିରେ ରୁବେନ୍ ବାବୁ କଣ କହିଲେ ମ ଯଦି ମୁଁ କହିବି ରୁବେନ ବାବୁ କେବେ ଅର୍ଣ୍ଣବ୍ ଗୋସ୍ୱାମୀ ହୋଇପରିବେନି କୀ ରଭିଶ୍ କୁମାର ହେଇପରିବେନି ଏହାର ତାତ୍ପର୍ଯ୍ୟ କଣ ? 😂😂😂😂😂😂😂😂😂
@Mahakaal-u8n
@Mahakaal-u8n 23 часа назад
ତୁ ଶଳା ଅନ୍ଧ ଭକ୍ତ
@Sitakanta90
@Sitakanta90 23 часа назад
@@Mahakaal-u8n ଭାଇ କୁଛ ଭି ନା ? ଛାଡ଼ ତମକୁ କହି କିଛି ଲାଭ ନାଇ 🤣🤣🤣🤣
@sitikanthamohanty3832
@sitikanthamohanty3832 3 дня назад
Go ahead Ruben Banarjee
@ranajitjena4668
@ranajitjena4668 3 дня назад
ନିର୍ବାଚନ ସମୟରେ ଏହି ଭଦ୍ର ସାମ୍ବାଦିକ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଅନେକ କଥା କହିଥିଲେ ଆଜି ସେହି ସାମ୍ବାଦିକଙ୍କ ମୁହଁରେ ନବୀନ ପଟ୍ଟନାୟକଙ୍କ ପ୍ରଶଂସା.
@rubenbanerjee-06
@rubenbanerjee-06 3 дня назад
Pls subscribe and share
@eodia6475
@eodia6475 День назад
କାରଣ ନବୀନ କୁ ରାଗି ଥିବା ଲୋକ ଏବେ ବିଜେଡି କୁ ଭଲ ପାଉଛନ୍ତି । ଆସନ୍ତା କାଲି ବିଜେପି ର ଅବସ୍ଥା ଖରାପ ନୁହଁ ବହୁତ୍ ବହୁତ୍ ଖରାପ ଦେଖା ଯାଇଛି।ଏହାର ଏକୋ ମାତ୍ର କାରଣ ବିଜେପି ର ପଲିଟିକାଲ policy
@dhamirona8662
@dhamirona8662 3 дня назад
ନବୀନ ପଟ୍ଟନାୟକ ଙ୍କ ଭଳି ନହେବା ହିଁ ଭଲ, କୁଟିଳ ରାଜନିତୀ ର ପୂର୍ଣ୍ଣଛେଦ ପଡିଯିବା ଉଚିତ
@rubenbanerjee-06
@rubenbanerjee-06 3 дня назад
Dhanyabad. Pls subscribe and share
@shantiswarupapati8366
@shantiswarupapati8366 3 дня назад
Right,my bro ,nabin patnaik is not a great leader,💯💯👍👍👍,,
@shantiswarupapati8366
@shantiswarupapati8366 3 дня назад
Rubenji Mane rakha,je Amara 5 anguthi,kebe b saman nahin,au se drusti ru dekhibaku gale,Amara patiara kichhi abasyak nahin,sadharana loke,mukhya mantri nku ebe veti paruchhanti,tanka dukha kahiparuchhanti,seita badakatha,tume ete byasta heba kichhi darkar nahin,Jane mukhya mantri jadi praja baschhala heiparila,tebe,taha hin thik sasan,Mane rakh,
@deepess_deepu83
@deepess_deepu83 3 дня назад
​@@shantiswarupapati8366mahon majhi is a gujrati remote control CM that's supported you..... Narendra khan remote control re odisha CM mohan majhi, sala aukat less CM mohan majhi, nije gote bhasan debar aukat nahi,
@deepess_deepu83
@deepess_deepu83 3 дня назад
​@@shantiswarupapati8366kete ta sadharan loknku help karichi mahuli handia mara mahon majhi sarkar kahilu, mahon majhi ra aukat nahi gote anaodia rajiya pala pua ama odia pua ku mada marila kan pai gujrati remote control CM mohan majhi chup....sala aukat less CM, gote bit debar aukat nahi se CM heba chal sala pakistani bhaduaa, Narendra khan beef supply karuchi electoral bond re paisa nauchi andha bhakt Khushi ta
@rajatkumarnanda1386
@rajatkumarnanda1386 3 дня назад
Perfect katha
@BanditaPatra-m9v
@BanditaPatra-m9v 3 дня назад
ସାର୍ ମୋହନ୍ କାହା ନାମ ଜାଣିଛନ୍ତି ଭଗବାନ୍ କୃଷ୍ଣ ଆଉ ଗୋଟେ ନାମ ତ ନବୀନ ଗୋଟେ ସାଧାରଣ ଲୋକ ନାମ ତ ମୋହନ୍ ସାର୍ ଙ୍କ ଆଗରେ ନବୀନ କେବେ ସମାନ ହେବେନି
@sklife9267
@sklife9267 3 дня назад
Sun au sound
@sabitanayak807
@sabitanayak807 3 дня назад
You are great and right sir 🙏
@sakshyatdash511
@sakshyatdash511 3 дня назад
Always true analysis ❤
@rubenbanerjee-06
@rubenbanerjee-06 3 дня назад
Dhanyabad. Pls subscribe and share
@snvvishwanathamprasantm7867
@snvvishwanathamprasantm7867 3 часа назад
ବିଜେପି ହେଉଛି ମିଳିତ ସଂଗଠନ ଶକ୍ତି ଏବଂ ଜାତୀୟ ଦଳ . ଯୁବକ ଏବଂ କର୍ମ ନିଷ୍ଟ ମାନଂକୁ ସୁଯୋଗ ଦିଆଯାଇଛି. ଆଞ୍ଚଳିକ ପାର୍ଟି ର କାର୍ଯ୍ୟ ଅଲଗା ହେଇ ଥାଏ. ତେଣୁ ମୋହନ ମାଝୀ ସରକାର ହେଉଛି ମିଳିତ team work ଉପରେ କାର୍ଯ୍ୟ କରନ୍ତି. ଧନ୍ୟବାଦ.
@kishorchsrichandan307
@kishorchsrichandan307 3 дня назад
ସୁର୍ୟାସ୍ତ ଓ ସୁର୍ଯୋଦୟ, ଦୁହିଙ୍କ ମଧ୍ୟରେ ଥିବା ତଫାତ୍ ।
@ManojkantSamal
@ManojkantSamal 3 дня назад
Respected Ruben Sir, Pranam. Everyone is unique. Comparison is a word which is found in the dictionary of foolish......
@rubenbanerjee-06
@rubenbanerjee-06 3 дня назад
Thank you You are entitled to your view
@1984sib
@1984sib 2 дня назад
ଆମର ନବୀନ ପଟ୍ଟନାୟକ ଓ ମନମୋହନ ସିଂ ଙ୍କ ପରି ନେତା ଦରକାର ନାହିଁ । ଆମର ଏପରି ନେତା ଦରକାର, ଯାହାର ସ୍ଵତଃ ନିଷ୍ପତି ନେବାର କ୍ଷମତା ଥିବ, ରାଷ୍ଟ୍ର କଣ ବୁଝି ଥିବ ଓ ଅଯଥା ନିର୍ଭରଶୀଳ ହୋଇ ନଥିବ, ଏବଂ ନିଜ ଜ୍ଞାନ ଉପରେ ଭରସା ଥିବ ।
@subhransudalai8360
@subhransudalai8360 День назад
ମୋଦୀ 😂 କଣ କଲେଣି ଦେଶ ର
@manasdas5715
@manasdas5715 3 дня назад
👌🙏ଭାରତରେ ସବୁଠାରୁ ବଡ଼ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ହେଉଛନ୍ତି ନବୀନ ପଟ୍ଟନାୟକ
@debashispattanayak1103
@debashispattanayak1103 2 дня назад
Ed cbi purauna..jadi okat achi .
@Sumankumar-kc5cm
@Sumankumar-kc5cm 2 дня назад
No 1 CM Mr Pattnaik
@englishguru3221
@englishguru3221 2 дня назад
Gandi re jadi dam achhi tahele investigation kara,sabu chhodi hei padiba
@ajayaonlinevideo
@ajayaonlinevideo 2 дня назад
Jay nabeen pattnaik
@stylestar486
@stylestar486 10 часов назад
Bjp ବାଣ୍ଡ ଦଳ ,ମନେରଖ ଭାଇ ☝️
@rupesh1210
@rupesh1210 День назад
ଯାହା ହେଉ ନବୀନ ବାବୁ ପ୍ରଥମ କରି ଗୋଟିଏ ସାମ୍ବାଦିକ ସମ୍ବିଲନି କଲେ । ଏହା ତାଙ୍କ ଜୀବନରେ ହୁଏତ ପ୍ରଥମ ହେଇପାରେ
@sibapati8437
@sibapati8437 2 дня назад
Right think sir
@rubenbanerjee-06
@rubenbanerjee-06 2 дня назад
Dhanyabad Pls subscribe and share
@PrafullaPattnayak-t8k
@PrafullaPattnayak-t8k 3 дня назад
Good analysis..go ahead Rubenda...
@ajitsethi9609
@ajitsethi9609 4 дня назад
Right sir
@NayakMusic2022
@NayakMusic2022 3 дня назад
Absolutely correct 👍
@poojamallick1947
@poojamallick1947 3 дня назад
So true
@shaktiprasadbehera
@shaktiprasadbehera 3 дня назад
Superb analysis sir 🙏🏼🙏🏼
@krishnaengineersconsultant1751
Very nice and appropriate analysis
@rajanikantachoudhury2343
@rajanikantachoudhury2343 3 дня назад
ରୁବେବାବୁ 🙏. ନବୀନ ଙ୍କ ବର୍ଣନା ସୁନ୍ଦର ସେ ଜଣେ ଆମଦାନୀ ନେତା ବିଜେପି ଦୟାରେ ସେ ବଳିୟାନ ହୋଇଥିଲେ. ଯେମିତି ବିରାଟ ବାହୁବଳେ କିଚକ ରାଜା. ସେ ଜଣେ ନିଜର ଏକ କମ୍ପାନୀ ଚଳାଉଥିଲେ. ବିଜେପି ଛାୟା ଯିବାପରେ ନବୀନ ଙ୍କ କଳା ହରଣ ହେଲାଣି.
@balaramdora8134
@balaramdora8134 3 дня назад
ରୁବେନ ବାବୁ ଆପଣଙ୍କ କଥା ଠିକ୍ କିନ୍ତୁ ନବୀନ ଭଳିଆ ଛଳନାକାରୀ ଅପେକ୍ଷା ମୋହନ ଭାଇ ଙ୍କ ଭଳି ସରଳ ଓ ନିଷ୍କପଟ ବ୍ୟକ୍ତି ଙ୍କ ଦ୍ୱାରା ଓଡ଼ିଶା ର ଭଲ ବିକାଶ ହୋଇପାରିବ। ନବୀନ ପଟ୍ଟନାୟକ ମିଛ ଆତ୍ମ ପ୍ରତିଷ୍ଠା ଓ ଲୋକ ଦେଖାଣିଆ ଈମେଜ କୁ ଆମେ ପାନ ଛେପ ବି ପକେଇବାକୁ ଘୃଣା କରୁ
@JayJagannath02
@JayJagannath02 3 часа назад
Ta gosti ku
@sarojghosh1199
@sarojghosh1199 3 дня назад
ବହୁତ ଶୁଭେଚ୍ଛା ଆପଣଙ୍କୁ
@rubenbanerjee-06
@rubenbanerjee-06 3 дня назад
Dhanyabad. Pls subscribe and share
@laxmidharnayak4191
@laxmidharnayak4191 4 дня назад
You are absolutely right about the cm of odisha. Many more thanks for your free and frank discussion . Namaskar Dada ji 🙏.
@akshayakumarmishra4797
@akshayakumarmishra4797 4 дня назад
Very nice analysis
@bijaykumarmohanty92
@bijaykumarmohanty92 4 дня назад
ନବୀନ ପଟ୍ଟନାୟକ କେବେବି ମୋହନ ମାଝୀ ହୋଇ ପାରିବେ ନାହିଁ।ପ୍ୟାରୀ ବାବୁ ଓ ପାଣ୍ଡିଆନ୍ ବାବୁଙ୍କୁ ଛାଡ଼ି ପାରିବେ ନାହିଁ।କାରଣ ନବୀନ ବାବୁଙ୍କର ନିଜତ୍ଵ ନାହିଁ।
@BINODDAS-pw2eg
@BINODDAS-pw2eg 3 дня назад
Tu band janichu
@pradeepkumarmohanta8161
@pradeepkumarmohanta8161 3 дня назад
ମୋହନ ମାଝିଙ୍କ କିଛି କ୍ଷମତା ନାହିଁ ରବରଷ୍ଟାମ୍ପ ବା ରିମୋର୍ଟ ଦ୍ୱାରା ପରିଚାଳିତ କୌଣସି ଡିସିସନ ନେବାର ହକ ନାହିଁ କେବଳ ହଁ ରେ ହଁ ମାରିବା କଥା
@littoncool
@littoncool 3 дня назад
@@BINODDAS-pw2egare tu tamil kire ? Odia adivasi cm boli sahi parunu ki ?
@MANOJKUMAR-l6q4e
@MANOJKUMAR-l6q4e 3 дня назад
​@@littoncoolତୁ ଗୁଜୁରାଟୀ କିରେ
@JAYAPRASADPANDA-fv3qe
@JAYAPRASADPANDA-fv3qe 3 дня назад
@@BINODDAS-pw2eg Tu Pela janichu
@nandabiswal5239
@nandabiswal5239 4 дня назад
Your analysis is realistic and logical.
@motilaldash4645
@motilaldash4645 4 дня назад
Truth Analysis
@କଳ୍କୀ
@କଳ୍କୀ 3 дня назад
ଜୟ ନବୀନ ❤
@prakashchandraacharya119
@prakashchandraacharya119 3 дня назад
ତୁଇ କଣ କହିବାକୁ ଚାହୁଁଛୁ କୌଣସି କଥା ସିଧା ଯାଉନାହିଁ
@shantiswarupapati8366
@shantiswarupapati8366 3 дня назад
💯👍😂😂😂😂right,bro
@Reenabehera0
@Reenabehera0 2 дня назад
Jay jagannath sir Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@biswajeetswain3709
@biswajeetswain3709 3 дня назад
Reality you spoke sir
@Odisha_News_Live
@Odisha_News_Live 3 дня назад
Absolutely correct
@gourangasa6027
@gourangasa6027 3 дня назад
ନବୀନ ପଟ୍ଟନାୟକ ଏକ ନମ୍ବର ଚୋର ଠକ ଲୁଟେରା ଓ ଧୂର୍ତ୍ତ ବ୍ୟକ୍ତି ବିଶେଷ। ଏପରି କେହି ବି ହେବା ଉଚିତ ନୁହେଁ।
@shantiswarupapati8366
@shantiswarupapati8366 3 дня назад
Right,bro💯👍😂😂😂
@diptikantmohapatra9580
@diptikantmohapatra9580 3 дня назад
Nice analysis sir
@sumitrabiswal9644
@sumitrabiswal9644 4 дня назад
U r 💯 right Sir
@rinkanbehera8203
@rinkanbehera8203 3 дня назад
Naveen Patnaik is only one, Rupen sir you are 100% correct.
@subasnayak1510
@subasnayak1510 4 дня назад
100% right
@chlalatendudas8464
@chlalatendudas8464 3 дня назад
Perfect comparision with logical analysis
@rubenbanerjee-06
@rubenbanerjee-06 3 дня назад
Dhanyabad. Pls subscribe and share
@LOVELETTER-tc6yc
@LOVELETTER-tc6yc 3 дня назад
ରୁବେନ ବାବୁ ? ହୁଏ ତୋ ଆପଣ ସବୁ ଜାଣିଥିବେ କିନ୍ତୁ ବୋଧେ ଏତିକି ଜାଣି ନାହାନ୍ତି ଏଦୁନିଆରେ କିଏ କାହା ସହିତ ସମାନ ଏହି ନାହାନ୍ତି କିହେବେ ନାହି ହେବାକୁ ମଧ୍ୟ ଚାହାନ୍ତି ନାହିଁ । ଯଦିଓ ଏହିଗଲେ କପି ପେଷ୍ଟ ଇତ୍ୟାଦି ଇତ୍ୟାଦି କହି ନିନ୍ଦା କରନ୍ତି ଏଇଟା ପରା ଆପଣଙ୍କର ହିନ ବୂଦ୍ଦି ଆଫଣଙ୍କୁ ବହୁତ ଧନ୍ୟବାଦ ଆପଣଙ୍କର ହିନ ଚରିତ୍ର ଏହି ବିଡ଼ିଓ ମାଧ୍ୟମରେ ପ୍ରକାଶ କଲେ ।
@Dakshita2017
@Dakshita2017 4 дня назад
The book behind you is a good book about Mr Navin Pattnaik
@rubenbanerjee-06
@rubenbanerjee-06 3 дня назад
Thank you
@sibasankarojha378
@sibasankarojha378 21 час назад
Ruben sir apana right katha kahuchanti
@manjubalanaik8454
@manjubalanaik8454 День назад
He has unique personality Peoples CMO
@piyushrajkumar15
@piyushrajkumar15 11 часов назад
ନବୀନ ପଟ୍ଟନାୟକ ଙ୍କର ନିଜସ୍ୱ କିଛି ପରିଚୟ ନାହିଁ କି ବିଜେଡିର କିଛି ପରିଚୟ ନାହିଁ କେବଳ ବିଜୁ ପଟ୍ଟନାୟକ ଙ୍କ ନାମକୁ ବ୍ୟବହାର କରି ଏ ପର୍ଯ୍ୟନ୍ତ ଆସିପାରିଛନ୍ତି.
@santoshprasadmishra4977
@santoshprasadmishra4977 3 дня назад
Right Analysis. Thanks.
@rubenbanerjee-06
@rubenbanerjee-06 3 дня назад
Dhanyabad. Pls subscribe and share
@judhisthiramohanta5862
@judhisthiramohanta5862 День назад
ନବୀନ କେବେ ମହନ ମାଝୀ ହେଇପାରିବନି, କେହି କାହା ସହ ତୁଳନୀୟ ନୁହନ୍ତି, ସମସ୍ତେ ସ୍ୱତନ୍ତ୍ର
@piyushrajkumar15
@piyushrajkumar15 11 часов назад
ହିଟଲର ଙ୍କ କଥା ଶୁଣିଥିଲୁ କିନ୍ତୁ ଓଡିଶାବାସୀ ବହୁତ ଭାଗ୍ୟବାନ ଯେ ପୃଥିବୀର ଜୀବିତ ଦ୍ୱିତୀୟ ହିଟଲର ଓଡିଶାରେ ଅଛି.
@arnnapurnabehera3697
@arnnapurnabehera3697 3 дня назад
Very true sir
@rubenbanerjee-06
@rubenbanerjee-06 3 дня назад
Dhanyabad. Pls subscribe and share
@umeshchandraswain8578
@umeshchandraswain8578 2 дня назад
ଏ ବାବୁଙ୍କର ଏ ଭଳି ଚିନ୍ତା ଧାରା ଜଣେ ସାଧାରଣ ଲୋକର କଥାବାର୍ତ୍ତା କରୁଛନ୍ତି ଏ ବାବୁଙ୍କର କିଛି ବୁଦ୍ଧି ନାହିଁ
@pabi94
@pabi94 4 дня назад
Mohan will never be equal to Naveen
@biranchidharua9657
@biranchidharua9657 4 дня назад
Mohan majhi is a very good cm for odisa
@MANOJKUMAR-l6q4e
@MANOJKUMAR-l6q4e 3 дня назад
ଆଉ ଆଳୁ କିଲୋ 20କୁ 40 ପିଆଜ 30କୁ 60 ଖାଇବା ତେଲ, ପେଟ୍ରୋଲ, ଗ୍ୟାସ, ସାର,... ଆହୁରି କେତେ କଣ କଲା। ଗେଲ ଲାଗିଛି 🤣🤣
@shantiswarupapati8366
@shantiswarupapati8366 3 дня назад
Right,bro we need mohan sarkar,not nabin chora,and nabin chuttia,😂😂😂😂😂👍👍👍💯💯💯,
@Viral_thoughts_returns
@Viral_thoughts_returns 3 дня назад
😂
@eodia6475
@eodia6475 День назад
@@biranchidharua9657 ଏମିତି କମେଡି କରିଥିବାରୁ ଆପଣଙ୍କୁ ଧନ୍ୟବାଦ୍
@Subhasinijhodia123
@Subhasinijhodia123 2 часа назад
Aita mohan sarakar bhai😂😂
@sureshbhola3608
@sureshbhola3608 2 дня назад
Mohan majhi is a good human being and be a good cm
@umakantaswain8290
@umakantaswain8290 3 дня назад
ରୁବେନ ଭାଇ ଭାରତ ର 10% ଲୋକଙ୍କ ପାଖରେ 90% ସମ୍ପତ୍ତି ଅଛି.. 90 % ଲୋକଙ୍କ ପାଖରେ 10% ସମ୍ପତ୍ତି ଅଛି ସେହି ଭଳି ଭାରତ ର 10% ଲୋକଙ୍କ ପାଖରେ 90% କ୍ଷମତା ଓ 90 % ଲୋକଙ୍କ ପାଖରେ 10% କ୍ଷମତା ଏହା ସଂଯୋଗ ମାତ୍ର ନ ବିଡମ୍ବନା.
@basantakumarsethy5697
@basantakumarsethy5697 3 дня назад
Mohan majhi is a vercy good cm Odisha Sarkar
@laxmankisku9671
@laxmankisku9671 4 дня назад
Thanks Sir...
@nabinbeura3225
@nabinbeura3225 4 дня назад
ବିକ୍ରମାଦିତ୍ୟଙ୍କ ସିଂହାସନ ହୁଙ୍କା ତଳେ ଥିବାବେଳେ ଗାଈ ଜଗୁଆଳିଟି ହୁଙ୍କା ଉପରେ ବସି ଖୁବ୍ ଭଲ ବିଚାର କରୁଥିଲେ।
@santoshpadhykumar9418
@santoshpadhykumar9418 4 дня назад
Nabin Patnaik is the best chief minister of odisha always remember people
@mragrncy9144
@mragrncy9144 2 дня назад
Absolutely correct ❤
@sumankar6856
@sumankar6856 3 дня назад
Mr. Bannerjee is basing his argument due to past precedence. It doesn't mean he is necessarily endorsing Naveen, nor is he denigrating Mohan Majhi. It is for the public to judge.
@BabaJCBBaba-e8w
@BabaJCBBaba-e8w 2 дня назад
Beutiful narration ... 🙏🙏
@rubenbanerjee-06
@rubenbanerjee-06 2 дня назад
Dhanyabad Pls subscribe and share
@devendranathdas9636
@devendranathdas9636 3 дня назад
You are great analyser sir. You are educating us 🙏
@rubenbanerjee-06
@rubenbanerjee-06 3 дня назад
Dhanyabad. Pls subscribe and share
@thirdeye9492
@thirdeye9492 4 дня назад
Mohan is natively better 👍
@MANOJKUMAR-l6q4e
@MANOJKUMAR-l6q4e 3 дня назад
ମୋହନ ମାଝୀ ଟୋଟାଲ ଫ୍ଲଫ
@kushadhwajanahak186
@kushadhwajanahak186 3 дня назад
ମୋହନ ମାଝୀ ନବୀନ ପଟ୍ଟନାୟକ ପରି ନ ହେବା ଦରକାର କାରଣ ସେମିତି ହେଲେ ଓଡିଶାରେ ପୁଣି କୋଟି ପତି ଅଫିସର୍ ତିଆରି ହେବେ
@dmohanty5003
@dmohanty5003 3 дня назад
Naveen Babu jeve CM hele 2000 Re Odisha bharata ra sabuthu garib rajya thila ebe 12/13 position upare even per capita re Bengal thu upare. Kahin Yogi double engine sarkar thai bi per capita re gote bi position 9 varsha re uparaku nei parilani
@royalrajani....1215
@royalrajani....1215 2 дня назад
Mohan majhi gote domy cm Kahibaku laja laguchi..
@tripurareenath5864
@tripurareenath5864 3 дня назад
Excellent presentation
@JhasaPradhan-bi5bv
@JhasaPradhan-bi5bv 4 дня назад
Correct sar
@BinodiniRoutBinodiniRout
@BinodiniRoutBinodiniRout 8 часов назад
Thanks sir 🙏 Nabeen sir 🙏 ❤❤
@satyanarayanbehera2683
@satyanarayanbehera2683 6 часов назад
You are right sir ❤❤❤
@kamalakantapanda8822
@kamalakantapanda8822 4 дня назад
ରୁବେନ ତୁ ଯେତେ ପାଠୁଆ ହୋ ବେ କିନ୍ତୁ ତୁ ଗୋଟେ ମୂର୍ଖ ଏବଂ ଗୋଟେ ମାହାଗିଆ ଲୋକ. ତୁ ବଙ୍ଗାଳି ତୁ ଶଳା କିଏ ବେ ଓଡିଶା କୁ ସମାଲୋଚନା କରିବାକୁ. ତୁ ଶଳା ମୁଖ୍ୟମନ୍ତ୍ରୀ କୁ ମୂର୍ଖ ମନ୍ତ୍ରୀ କହୁଛୁ. ଶଳା ସାବଧାନ ଠିକ କରିକିରି ଶବ୍ଦ କହ. ନ ହେଲେ ଅ ଓଡ଼ିଆ ଙ୍କ ମାଡ ଗୋଟେ ତଳେ ପଡ଼ିବନି. ତୁ ଶଳା ବାଂଲା ଯାଇ କରି ତୋ ମମତା ବିଷୟ ରେ କହିବୁ. ତୁ ଶଳା ଓଡିଶା ରେ ରହି ତୁ ଶଳା ଓଡ଼ିଆ ଙ୍କୁ ଗାଳି କରିବୁ. ହୁସିଆର ରହ. ନ ହେଲେ ପାରିନାମ ଭୟଙ୍କର ହେବ. ତୁ ଧର୍ମେନ୍ଦ୍ର ର ସାଙ୍ଗ ହେଲେ ବି ଓଡ଼ିଆ ଛାଡ଼ିବେ ନାହିଁ. ସମୟ କୁ ଅପେକ୍ଷା କର.
@subodhabarik7707
@subodhabarik7707 3 дня назад
Right
@pradoshkumarchakrabarty9081
@pradoshkumarchakrabarty9081 4 дня назад
Your analysis is right bjp high command dominate popular leader of the state.
@pradiptakumarpradhan1491
@pradiptakumarpradhan1491 3 дня назад
ମୋହନ ମାଝୀ ନବୀନ ପଟ୍ଟନାୟକ ହୋଇପାରିବେନି l ଠିକ କଥା l ତାଙ୍କର ନବୀନ ପଟ୍ଟନାୟକ ହେବା ବି ଦରକାର ନାହିଁ l ଏଥର୍ବ ନବୀନ ପଟ୍ଟନାୟକର କା ନେଇ ଧୂର୍ତ୍ତ ପାଣ୍ଡିଆନ ଯାହା କଲା ତାହା ଓଡିଶାର ଲୋକେ ଦେଖିଛନ୍ତି l ତେଣୁ ମୋହନ ମୋହନ ହେଇ ରୁହନ୍ତୁ l ନବୀନ ହେବା ଅନାବଶ୍ୟକ l
@rubenbanerjee-06
@rubenbanerjee-06 3 дня назад
Dhanyabad. Pls subscribe and share
@ashokmishra4716
@ashokmishra4716 3 дня назад
The analysis of the present CM working under his party iner dynamics is aptly reviled by Rubebn Da. How the power center of Bjp junk all popular leaders across the nation and install non existing leader for Cm job.. A blazing example is Shivraj Singh Chavan of Madhya Pradesh.. Naveen being a satrap was under no one's command under no one's rule. Well spoken by a astute journalist like Ruben Banarjee
@abhimanyumajhi5277
@abhimanyumajhi5277 3 дня назад
Perfectly said
@RitwikRajMalla
@RitwikRajMalla 3 дня назад
Apriya Satya Katha
@SisirDalai-pb8bg
@SisirDalai-pb8bg 3 дня назад
Thank you ruben babu
@rubenbanerjee-06
@rubenbanerjee-06 3 дня назад
Dhanyabad. Pls subscribe and share
@rabishankarraut1977
@rabishankarraut1977 4 дня назад
ଆଜି ବି ରୁବେନ ବହୁତ୍ କିଛି ଜାଣି ନାହାନ୍ତି
@rubenbanerjee-06
@rubenbanerjee-06 3 дня назад
Haha
@SidharthPrasadDas
@SidharthPrasadDas 3 дня назад
ଆପଣ ବହୁତ ଭଲ ବିସ୍ଲେସଣ କରନ୍ତି, ଟିକେ ଗୋଟେ ଭିଡ଼ିଓ କରନ୍ତୁ ଯଦି କେନ୍ଦ୍ର ସରକାର ଭାଙ୍ଗି ଯାଏ ତେବେ ବିଜେପି ଦଳ କେମିତି ଅବସ୍ଥା ଦେଇ ଗତି କରିବ, କଣ କହୁଛି ଆପଣ ଙ୍କ ଅଙ୍କ ଟିକେ ଭିଡ଼ିଓ କରନ୍ତୁ
@rubenbanerjee-06
@rubenbanerjee-06 3 дня назад
Pls subscribe and share Dhanyabad
@amitprogrammer4847
@amitprogrammer4847 2 дня назад
Sir🙏🙏🙏thanks🙏 shi baat karte drte nHi 🙏 sir Aap bhut ache right👍🎉
@KedarPattnaik
@KedarPattnaik 3 дня назад
You're.great.❤😢😅😊🎉
@sanjeebpanigrahi747
@sanjeebpanigrahi747 6 часов назад
Agree with you Mr Banerjee
@sayanodisha9650
@sayanodisha9650 3 дня назад
The kind of leadership which Odisha has witnessed under Naveen Patnaik will not be seen in the next 5 decades. There may be good leaders and efficient Chief Ministers too in our state in the future but Naveen babu is someone different . Mohan Majhi is no match anyways
@rubenbanerjee-06
@rubenbanerjee-06 3 дня назад
Pls subscribe and share
@satyajit80
@satyajit80 4 дня назад
This analysis was interseting.
Далее
Mcdonalds cups and ball trick 🤯🥤 #shorts
00:25
Просмотров 150 тыс.